Janma o mrutyu Satya niyama ama purba purusha Mane kari chhanti srunkhalita jibana japana pai eaha maniba darakara niswyasa ku biswyasa nahi bartaman bhala karma karantu bhabiswyata nischay ujjwala haba eathire shandeha nahi thanks 🙏
Kahinki sir brahmanna mane kanna alaga ki jati kia bahara karichhi janmajate sudra samste thhanti sir gangara bramhana manekuhanti sabukaripariba manare kasta thhae boli sesabu kamakaribaku manahuani boli mana
In north indis no resttivtion sfter 12 dayd all are petmittef no dudra no brshmin all are dsme amd ewual,difrs vsn slldo eordjop in tr Mplrs slong with brsin
Very nice solution
Sir, namaskar.ishana bisayare barnnana Kale upakruta hebu.
Janma o mrutyu Satya niyama ama purba purusha Mane kari chhanti srunkhalita jibana japana pai eaha maniba darakara niswyasa ku biswyasa nahi bartaman bhala karma karantu bhabiswyata nischay ujjwala haba eathire shandeha nahi thanks 🙏
Many many thanks sir
Thank you
Right Katha very nice
ସାର୍ ପ୍ରଣାମ। ଶାସ୍ତ୍ରୋକ୍ତ ମତେ ଦୟାକରି ମୋର ସନ୍ଦେହ କୁ ଦୂର କରିବାକୁ ଅନୁରୋଧ। ମୋର ପ୍ରଶ୍ନ ଭଡ଼ା ଘରେ ଶ୍ରାଦ୍ଧ କର୍ମ ଯଥା ବାର୍ଷିକ, ପାର୍ବଣ, ମହାଳୟା, ପୟା ଶ୍ରାଦ୍ଧ କିମ୍ୱା ପିଣ୍ଡ ଦେବା ଉଚିତ୍ କି ନୁହେଁ?
ଭଡ଼ା ଘରେ ଶ୍ରାଦ୍ଧ କର୍ମ କରାଯିବା ଠିକ ନୁହେଁ, ନିଜର ପୈତୃକ ଗୃହ କିମ୍ବା ତୀର୍ଥ ସ୍ଥଳରେ ଶ୍ରାଦ୍ଧ କର୍ମ କରାଯିବା ମୋ ବିଚାରରେ ଠିକ ରହିବ, ତେବେ ବର୍ତ୍ତମାନ ଲୋକଙ୍କ ପାଖରେ ସମୟ ଓ ସୁବିଧା ଅଭାବରୁ ଭଡ଼ା ଘରେ ଶ୍ରାଦ୍ଧ ଦିବସ ପାଳନ କରୁଛନ୍ତି।
Emati karjya kebe change hueni barsh barsh palita heba....jahara samaja ku sir maane...
Jadi janakara swami marigale 1barsa mandiraku giba ki nahi
No
Kahinki sir brahmanna mane kanna alaga ki jati kia bahara karichhi janmajate sudra samste thhanti sir gangara bramhana manekuhanti sabukaripariba manare kasta thhae boli sesabu kamakaribaku manahuani boli mana
Bramhan kan tike special ki
Sir puskar dosa kahinki lage, jadi lage 4jati pain Kan alaga aalaga niyama achhi ki jadi achhi kahinki
ପୁଷ୍କର ଦୋଷ କଣ ଓ କାହିଁକି ଲାଗେ ଏହି ବିଷୟ ଉପରେ ଖୁବ୍ ଶୀଘ୍ର ଭିଡିଓ ଆସିବ, ଦେଖିବାକୁ ଭୁଲିବେ ନାହିଁ।
Mo sana jejemaamaa nka death heichi 9mo helani mu sivaratri re dipa jali paribi na .reply debe sir
ନିଶ୍ଚୟ ଦୀପ ଜଳାଇ ପାରିବେ
@SpiritualGuruji thanks Guruji aapna bujhi paribeni mu kete khusi .dipa na jaleiba dukhre mu hasiba b vulijaithili
ଯାହା କହିଲେ କେଉଁ ଦିଗରେ ଲେଖା ଅଛି ଜଣାଇଥିଲେ ଭଲ ହୋଇ ଥାନ୍ତା ,
ନମସ୍କାର
ଏହି ବିଷୟ ଉପରେ ଆଉ ଅଧିକ ତଥ୍ୟ ନିମନ୍ତେ ନୂଆ ଭିଡିଓ ଆଣିବା, ଦେଖିବାକୁ ଭୁଲିବେ ନାହିଁ
ବର୍ତ୍ତମାନ ସମସ୍ତ ବର୍ଣ୍ଣ ର ବ୍ୟକ୍ତି ୧୦ ଦିନ ମୃତକାଶୌଚ ପାଳନ କରନ୍ତି।
In north indis no resttivtion sfter 12 dayd all are petmittef no dudra no brshmin all are dsme amd ewual,difrs vsn slldo eordjop in tr
Mplrs slong with brsin
ଆହୁରି ଅଧିକ ଶାସ୍ତ୍ର ଅଧ୍ୟୟନ କରନ୍ତୁ l ଶ୍ଳୋକ କଣ ଲେଖିଛି, ପ୍ରଥମେ ନିଜେ ବୁଝନ୍ତୁ l ତାପରେ ଆସିକି ନିଜର ପାଣ୍ଡିତ୍ୟ ଦେଖେଇବେ ମହାଶୟ l ଭୁଲ ତଥ୍ୟ ସମାଜକୁ ଦେଇ କର୍ମକାଣ୍ଡକୁ କଳୁଷିତ କରନ୍ତୁ ନାହିଁ l ୟୁଟୁବ ରୁ ପଇସା ରୋଜଗାର କରିବା ପାଇଁ ଡାହା ମିଛ କଥା କହି ହିନ୍ଦୁ ସନାତନ ଧର୍ମକୁ ଅପମାନିତ କରନ୍ତୁ ନାହିଁ l
ଠିକ ଅଛି ମୁଁ ଯେଉଁ ତଥ୍ୟ ରଖିଛି ତାହାର ଶାସ୍ତ୍ର ପ୍ରମାଣ ସହିତ ଶ୍ଳୋକ ର ଅର୍ଥ କୁ ବୁଝାଇ ଆଉ ଭିଡ଼ିଓ ଆଣିବି, ହେଲେ ଆପଣ ଏକା ହିନ୍ଦୁ ସନାତନି ବୋଲି ଅହଙ୍କାର ରଖିବା ଠିକ ନୁହେଁ।। ସେଥିପାଇଁ ଭିଡିଓ ଶେଷରେ ମୁଁ କଣ କହିଛି ଶୁଣନ୍ତୁ... ପ୍ରକୃତ ଜ୍ଞାନୀ ଙ୍କ ପାଇଁ ଇଶରା କାଫି 😁
No. It is baidik rule..
କର୍ମ ଧରିଥିବା ବ୍ଯକ୍ତି ଘରେ ପୂଜା କରିବା ଓ ନାମ ଜପ କରି ପାରିବ ନା ନାହିଁ ଜଣାଇ ଥିଲେ ଭଲ ହୋଇଥାନ୍ତା ।
କର୍ମ ବା କ୍ରିୟା ଧରିଥିବା ବ୍ୟକ୍ତି ନାମ ଜପ କରି ପାରିବେ, ମନ୍ଦିର କୁ ଯିବେ ନାହିଁ କିମ୍ବା କୌଣସି ଯଜ୍ଞ ରେ ଭାଗ ନେଇ ପାରିବେ ନାହିଁ
Vul tathya samaj ku diantu nahi.
Phone nob
Apana bodhe brahmin