Sanatani - Karma Hi Dharma🔥✝️|| Sambit | Raja Express Vlogs || New Odia Movie || Odia Review Video

Поделиться
HTML-код
  • Опубликовано: 1 янв 2025

Комментарии • 356

  • @RajaExpressVlogs
    @RajaExpressVlogs  12 дней назад +4

    ✅କିଛି ଲେଖିବା ପୁର୍ବରୁ ପଢନ୍ତୁ:-
    ନମସ୍କାର ଦର୍ଶକବନ୍ଧୁ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ🔥🙏❤️ଆପଣ ଦେଖୁଥିବା ଭିଡିଓଟି କୌଣସି ଜାତି, ଧର୍ମ, ବର୍ଣ୍ଣ, କିମ୍ବା କୌଣସି ଲୋକ ଙ୍କ ବିରୁଦ୍ଧ ରେ କୁହାଯାଇ ନାହିଁ, କେବଳ ସନାତନି ଫିଲ୍ମ ଟ୍ରେଲର ବିଷୟ ରେ କୁହାଯାଇଛି, କୌଣସି ଲୋକଙ୍କୁ ନୀଚା ଦେଖିଇବା ପାଇଁ ଏହି ଭିଡିଓ ବେଲକୁଲ୍ ତିଆରି କରା ଯାଇନାହିଁ, କେବଳ ଆମେ ଗୋଟେ ମାଧ୍ୟମ ଲୋକ ଙ୍କ ପାଖରେ ଫିଲ୍ମ ଟି ପହଞ୍ଚୁ ବୋଲି, ଦୟାକରି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖି ସମସ୍ତେ Comment କରନ୍ତୁ, ଅଯଥା ରେ କିଛି ଲେଖା ଲେଖି କରି ନିଜେ ଲଜ୍ଜିତ ହୁଅନ୍ତୁ ନାହିଁ🥳☺️💥🙏🔥 ଯଦି ଭିଡିଓ ଭଲ ଲାଗିଲା Subscribe କରିବାକୁ ଭୁଲିବେ ନାହିଁ || ରାଜା ଭାଇଙ୍କୁ ସପୋର୍ଟ କରିବେ ତ ? ☺️🥳😊❤️🔥🙏

    • @BikramonFaith
      @BikramonFaith 11 дней назад

      Bepara kauthi chalichi kahipariba? Thumbnail re ete bada re lekhicha. Mora pura video dekhiba ra time nahi. Tama video pura na dekhile mu lajjita hei jibi? Khan sir kana kuhanti Christian missionaries bisayare? False propaganda au hatred re views paucha?

  • @ajitkumarnayak1345
    @ajitkumarnayak1345 13 дней назад +17

    ମୁଁ ଜାଣିବାକୁ ଚାହୁଁଛି କି କେଉଁ ହିନ୍ଦୁ ଆଦିବାସୀର ଜମି ଖ୍ରୀଷ୍ଟିଆନ ମାନେ ନେଇଛନ୍ତି ତାର ପ୍ରମାଣ ଦରକାର

    • @bhubanbhatraofficial9778
      @bhubanbhatraofficial9778 13 дней назад +3

      @ajitkumarnayak1345 ye sambit hin adibasi manankara jami hodap karichhi

    • @PrasantKumarNayak-o1d
      @PrasantKumarNayak-o1d 13 дней назад

      They are very wise, but for the Jesus case Devil is devouring them . They know what is right.
      Still their devil spirit not leaving. By the devil spirit they United to accuse Christ or Christian people anyway.
      So From the beginning Devil is accusing . No one has stolen adivasi's land.
      From their abnormality one can understand that what they are hiding, what they are accusing.
      Very dengerous people.

    • @MKCreation253
      @MKCreation253 12 дней назад

      @@bhubanbhatraofficial9778 😂😂😂 hn thik

    • @LipunPanda-n6s
      @LipunPanda-n6s 12 дней назад

      @ajitkumarnayak1345 sambit bhokua ku film miluni au kn kariba.. Amiti religion against re film kariba

  • @KantuMandangi-uv7ru
    @KantuMandangi-uv7ru 13 дней назад +7

    ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ବରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ।

  • @SipriyanKarado-v1d
    @SipriyanKarado-v1d 13 дней назад +11

    ଆରେ ଭାଇ ଖ୍ରୀଷ୍ଟିଆନ ବିରୁଦ୍ଧରେ ଯାଆନ୍ତୁ ନାହିଁ ଭଲ ନାହିଁ

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕✝️

  • @somnathnayak9771
    @somnathnayak9771 10 дней назад +3

    ତମେ ଫିଲ୍ମ ର କଥା କୁ ଆମ କୁ ବୁଝଓ ନାହିଁ ଭାଇ ମୁ ଜଣେ ହିନ୍ଦୁ ହେଲେ ପ୍ରଭୁ ଯିଶୁ ହି ଏ ଜଗତ ର ପଥ ସତ୍ୟ ଜୀବନ ଆଉ ଯାହା କିଛି ଫିଲ୍ମ ରେ ଦେଖାଇଛ ଏ ସବୁ ଭୁଲ❤

  • @2duSorenvillagelife
    @2duSorenvillagelife 13 дней назад +8

    ଆଦିବାସୀ ହିନ୍ଦୁ ନୁହନ୍ତି। ଏ କଥା କଣ ଜାଣିନାହାନ୍ତି କି ?

  • @S.MSDKFIXPLAY
    @S.MSDKFIXPLAY 13 дней назад +7

    I love Jesus ❤

  • @jbanara2437
    @jbanara2437 13 дней назад +13

    ହିନ୍ଦୁ christian ବିରୁଦ୍ଧରେ ଫିଲ୍ମ ଟି ପୁରା ଫୁଲ କରିଛନ୍ତି ଫିଲ୍ମ ବନ୍ଦ ହେବା ଦରକାର

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

    • @rajkumarnaik3143
      @rajkumarnaik3143 13 дней назад

      @@jbanara2437 Right. Movie boycutt karajau.

  • @KishorePatika
    @KishorePatika 13 дней назад +6

    Love U Jesus

  • @PintuDigal-m2i
    @PintuDigal-m2i 3 дня назад +3

    ଯିଏ ଲେଖିଛି ସେ NO1ପାଗଳ😭😭ଏ😭

  • @RajaExpressVlogs
    @RajaExpressVlogs  13 дней назад +16

    ନମସ୍କାର ଜୟ ଜଗନ୍ନାଥ,❤❤ Comment ରେ କିଛି ଲେଖିବା ପୂର୍ବରୁ ଭିଡିଓ କୁ ସମ୍ପୂର୍ଣ ରୂପେ ଦେଖନ୍ତୁ, ତାପରେ କିଛି ଲେଖନ୍ତୁ ❤ ସନାତନି - କର୍ମ ହିଁ ଧର୍ମ🙏🔥✝️❤️🥰🥰✅💥

    • @LK-jl2xw
      @LK-jl2xw 13 дней назад +1

      ମୁଁ ପୁରା review ଦେଖିଲି ଭାଇ ତେଣୁ ଲେଖିଲି true God with me

    • @NirmalSingh-rh6ln
      @NirmalSingh-rh6ln 13 дней назад

      hele Bhai Christan laka baibel dei jomi hokatiyara koru chonti kouthi dekhi chonti. Apona.

    • @ashishcreation194
      @ashishcreation194 12 дней назад

      ଭାଇ ସତରେ ମୁଁ ମ ଜୀବନ ରେ କେବେ ମଧ୍ୟ ଦେଖିନି କି ଯେ ହିନ୍ଦୁ ଲୋକ କୁ ପଇସା &ଚାଉଳ ଦେଈ ଖ୍ରୀଷ୍ଟିଆନ କରିଚନ୍ତି ! ବହୁତ କହୁଛନ୍ତି କି converting କରlହେଉଚି ତେବେ ଦୟାକରି ପ୍ରମାଣ ଦିୟ ଯଦି ସତ ତେବେ ଯାଏଁ ଏକ ପ୍ରମାଣ ହେବ

    • @ErenkumarRaita-k2s
      @ErenkumarRaita-k2s 12 дней назад

      ଭାଇ ବାଇବଲ କୁ ଭଲରେ ପାଠ କର ତା ପରେ ସବୁ କହିବ, ବାଇବଲ ଲିଖିତ ଅନୁସାରେ ହିଁ ଏ ଜଗତରେ ସବୁ ଘଟୁଛି , ଥରେ ପାଠ କରି ଦେଖ ଭାଇ ଜାଣିବ

    • @ErenkumarRaita-k2s
      @ErenkumarRaita-k2s 12 дней назад +1

      @ashishcreation194 ଯେଉଁ bollywood actor ମାନଙ୍କୁ ଯାହା କି ପଇସା ଦେଇକି ବି କିଣି ହବନି ସେମାନଙ୍କ ପାଖରେ କ'ଣ ପଇସାର ଅଭାବ ଦେଖାଯାଉଛି କି ?? ତଥାପି ସେମାନେ କାହିଁକି ଖ୍ରୀଷ୍ଟିଆନ୍ ଧର୍ମକୁ ଗ୍ରହଣ କରୁଛନ୍ତି , ସେମାନଙ୍କ ପାଖରେ କ'ଣ ପଇସା ଅଭାବ ଅଛି

  • @ajitkumarnayak1345
    @ajitkumarnayak1345 13 дней назад +11

    ସମ୍ବିତ ବାବୁ ସେଇ ଆଦିବାସୀ ମାନେ କାହିଁକି ଖ୍ରୀଷ୍ଟିଆନ ହେଲେ ସେଇ କଥା ପଚାରି ବୁଝିଲେନି କାହିଁକି

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

  • @pranmandal8325
    @pranmandal8325 12 дней назад +5

    ଆମେ ବି ଖ୍ରୀଷ୍ଟିଆନ ହେଲୁ କିନ୍ତୁ ଆମ ହାତରେ ବାଇବେଲ ଆଉ ଆମ ହାତରେ ଜମି କିଏ ବି ଛଡେଇକି ନେଇନାନ୍ତି

  • @anilsunaniofficial7302
    @anilsunaniofficial7302 13 дней назад +9

    ଖ୍ରୀଷ୍ଟିଆନ ଧର୍ମରେ କେବେ କାହାର ଜମି ଦାଖଲ କରାଯାଏ ନାହିଁ। ଏହା ନିଜେ ଗୋଟିଏ ମନ ଗଢା କାହାଣୀ ଅଟେ।

    • @rupeshraut4180
      @rupeshraut4180 13 дней назад

      Jishu nija ku rakshya Kari parile ni kahaku kana rakshya kariba

    • @alinnayak6578
      @alinnayak6578 12 дней назад

      ​@@rupeshraut4180ଆରେ ମୂର୍ଖ ତୁ ଯୀଶୁଙ୍କୁ କୃସ ରେ ଚଡେଇଲେ ମାରିଲେ ତା ପରେ ବି ବୁଝି ପାରୁନୁ ଏବେ ଡିସେମ୍ବର 25 ଯୀଶୁଙ୍କ ଜନ୍ମ ଦିନ କେକ୍ କଟା ହେଉଛି ତୁ ଜାଣିଛୁ ନା ନାହିଁ😂😂

    • @SudhirPradhan-e2i
      @SudhirPradhan-e2i 12 дней назад

      Bible ପଢ଼ ଭାଇ ସମ୍ପୂର୍ଣ ବିଷୟରେ ଜାଣି ପାରିବ, ଯୀଶୁଙ୍କୁ ମାରିବେ, ଓ ତୃତୀୟ ଦିବସରେ ମୃତ ମାନଙ୍କ ଜିଁ ଉଠିଲେ, ଏହା ବହୁ ବର୍ଷ ପୂର୍ବରୁ ଭବିଷ୍ୟ ବାଣୀ କରିଥିଲେ

    • @shakakumar3202
      @shakakumar3202 12 дней назад

      @@rupeshraut4180 ଯୀଶୁଙ୍କ ବିଷୟରେ ଭଲ କରି ଯାଣ ତାପରେ କହ ଯୀଶୁ ଜଗତକୁ ଆସିବାର ଉଦ୍ଦେଶ୍ୟ ପାପି ମାନଙ୍କୁ ଉଦ୍ଧାର ପାଇଁ ଆସିଥିଲେ ଯଦି ବିଶ୍ୱାସ କରିବ ତାହେଲେ ଉଦ୍ଧାର ,ପରିତ୍ରାଣ ,ଶାନ୍ତି ଇତ୍ୟାଦି ପାଇବ । ବିଶ୍ୱାସ କରିବା Options ଅଟେ Choice Yours ଜବର୍ଜସ ନାହିଁ ଭାଇ ।

  • @ErenkumarRaita-k2s
    @ErenkumarRaita-k2s 12 дней назад +7

    ଯେଉଁ ବାଇବଲ କୁ scientist ମାନଙ୍କ ସାମ୍ନାରେ ରଖିଲେ scientist ମାନଙ୍କର mind ଓ talent 0% ହୁଇଯାଏ ସେହିଁ ବାଇବଲ ର କେତେକ ବିଷୟ କୁ ନେଇ ଏପଟେ ସେପଟେ କରି ଲୋକ ମାନଙ୍କୁ ବୋକା ବନାଉଅଛ ! ସାବଧାନ ! କହିଁକି ନା ବାଇବଲ ରେ ଯାହା ପ୍ରକାଶିତ ହୋଇଛି ତାହା ହିଁ ଏ ଜଗତରେ ଘଟୁଛି, ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏ ଜଗତରେ ଘଟି ଆସିଅଛି , ଆଉ ବି ଆଗରୁ ଘଟିବ

    • @RajaExpressVlogs
      @RajaExpressVlogs  12 дней назад +1

      Thankyou So Much For Your Love🥰🥰💕✅💥🔥🙏Jay Jagannath Bhai

  • @Desipilaodiavlog
    @Desipilaodiavlog 13 дней назад +3

    ଧର୍ମର ପ୍ରକୃତ ଅର୍ଥ ହେଉଛି ପ୍ରେମ.

  • @rameshnayak531
    @rameshnayak531 13 дней назад +3

    JAYMASIKI ✝️✝️✝️✝️✝️✝️✝️ AMEN

  • @ashishcreation194
    @ashishcreation194 12 дней назад +6

    ଭାଈ ସତରେ ଗୋଟେ କଥା ଭାବିଲେ ଦୁଃଖ ଲାଗେ ଯେ, ହିନ୍ଦୁ & ମୁସଲିମ ଧର୍ମ ମଧ୍ୟିରେ ସବୁବେଳେ ଦଙ୍ଗା, ମାରପିଟ୍ , ଝଗଡ଼ା,କିନ୍ତୁ ଖ୍ରୀଷ୍ଟିଆନ୍ ଲୋକେ ଶାନ୍ତି ରେ କାହିଁକି ଅଛନ୍ତି ଟିକେ ଭାବ , ଗୋଟେ video dekhili ଯେଉଁଥିରେ କି christian ଲୋକ କୁ ଧର୍ମ ଶାସ୍ତ୍ର bible ଉପରେ ଜବରଦସ୍ତ ଠିଆ କରି ଜୟ ଶ୍ରୀ ରାମ କୁହା କରୁଛନ୍ତି ଏହା କଣ ଆଇନ୍ ଅନୁଯାଇ ଠିକ୍ କି ? ଯେତେବେଳେ ତୁମ ନିଜ ଧର୍ମ , ବା ପାରିବାର ର ଲୋକ ଙ୍କୁ ଅତ୍ୟାଚାର କରାଯାଏ ତୁମେ କଣ ଚୁପ୍ ରୋହିବ କି ? ତୁମ ଭଗବାନ୍ କଣ ଅନ୍ୟ କୁ ମାର ହତ୍ୟା କର, ଝଗଡ଼ା କର ବୋଲି କହିଛନ୍ତି କି , ଧର୍ମ ବିଷୟକୁ କୁ ନେଇ ତୁମର ଅସୁବିଧା କଣ ଖାଇବାକୁ ପାଉନ କି, ?
    ଭାଇ ମୁଁ ଜଣେ ଖ୍ରୀଷ୍ଟିଆନ ପରିବାର ର କିନ୍ତୁ ସବୁ ଧର୍ମ କୁ ସମ୍ମାନ ଦିଏ ଖୁସିରେ କହିବି ଜୟ ଜଗନ୍ନାଥ ❤ କିନ୍ତୁ ମୁଁ ମରିଯିବି ସିନା କୌଣସି ଧର୍ମ କୁ ନେଇକି କେବେ ବି କାହାକୁ ଖରାପ ବା ପରିହାସ କରିବିନି ! ସତରେ ମ ଜିବନରେ ଖ୍ରୀଷ୍ଟିଆନ ଧର୍ମରେ ପଇସା ଦେବାର ଦେଖିନି 😢😢 ଯଦି ମୁଁ ପଇସା କି ଘର ପାଇଥନ୍ତି ତେବେ କେବେବି ଦାଦନ ଶ୍ରମିକ ଖଟିବାବୁ କେରଳ ଯାଇ ନଥlନ୍ତି ଦୟାକରି କୌଣସି ଧର୍ମ କୁ ନେଇ ଚର୍ଚ୍ଚା କରନି। ଆମେ ମଣିଷ ଜିବନ ପାଇଚୁ କିଛି ଭଲ କାମ କରିବା ସମସ୍ତ ଙ୍କ ପାଇଁ। ଜୀବନର ପ୍ରକୃତ ମୂଲ୍ୟ ବୁଝିବା jay hind ❤

  • @bekhempal4083
    @bekhempal4083 13 дней назад +4

    True holy God Jesus Christ historical evidence b ochi

  • @SanjayKumar-ov2ur
    @SanjayKumar-ov2ur 13 дней назад +5

    ଭାଇ ଖ୍ରୀଷ୍ଟିଆନ ବିରୁଦରେ ଯିବା ମାନେ ନିଜକୁ ଜୀବନ ପ୍ରତି ବିପଦ ଆଣିବା

  • @mahima-h4d
    @mahima-h4d 12 дней назад +5

    ଯିଏ ଲେଖିଛି ସେ ମହା ମୂର୍ଖ

  • @ashokkumarsahu1425
    @ashokkumarsahu1425 13 дней назад +5

    ଧର୍ମ କାହାର ବି ଚେଞ୍ଚ ହବନି
    ମନ ଚେଞ୍ଚ ହବ
    ସତ ପରମେଶ୍ଵର କେବେବି କାହାର ଖରାପ ଚାହାନ୍ତି ନାହିଁ
    ଫିଲ୍ମ ଅଲଗା ସତ ଅଲଗା

  • @Anita-mt5wh
    @Anita-mt5wh 13 дней назад +5

    ଭାଇଁ ଆମେ. ସତ୍ୟ.କୁ. ଜାଣିଚୁ. ସେ ହଉଚି. ଜୀଶୁ

  • @AmiyaMallick-js7qy
    @AmiyaMallick-js7qy 12 дней назад +4

    Sanatani ନୁହଁ ସୈତାନି ଫିଲ୍ମ,

  • @aronsarma7051
    @aronsarma7051 12 дней назад +2

    Bahit badhia movie

  • @roshankumar17273
    @roshankumar17273 13 дней назад +43

    ମୋତେ ଗୋଟିଏ କଥା କହିଲେ, ଆଦିବାସୀମାନେ କଣ ହିନ୍ଦୁ ନା ଖ୍ରୀଷ୍ଟିଆନ। ମୁଁ ଜାଣିବା ହିସାବରେ ଆଦିବାସୀମାନେ ହେଉଛନ୍ତି ପରିବେଶ ସେବକ ଅଟନ୍ତି। ଆଉ ଆମ ସମ୍ବିଧାନ ଅନୁସାରେ ଯିଏ ବି ନିଜ ଧର୍ମର ପ୍ରଚାର, ପ୍ରସାର କରି ପାରିବେ। ହେଲେ ଭୁବନେଶ୍ୱରରେ paster ଙ୍କୁ କି ପାଇଁ ବାଧ୍ୟ କରୁଛନ୍ତି ବାଇବଲ କୁ ମେଡ଼ିବା ଓ ନିଜ ପତ୍ନୀଙ୍କୁ ସିନ୍ଦୁର ଲଗେଇବାକୁ, ଏଇଟାକୁ କଣ କହିବେ ଜର ଜବରଦସ୍ତ ଧର୍ମ ପରିବର୍ତ୍ତନ କି???

    • @devchannayak6945
      @devchannayak6945 13 дней назад +3

      ସନାତନ ଧର୍ମ ମାନେ ହିଁ ବିଭିନ୍ନତା ରେ ଭାରତ ର ପରମ୍ପରା, ସଂସ୍କୃତି କୁ ପ୍ରତିପାଦନ କରିବା.

    • @RajaExpressVlogs
      @RajaExpressVlogs  13 дней назад +4

      Thankyou So Much😊❤️🥳🔥 For Your Love 💕

    • @prasannasamal5210
      @prasannasamal5210 12 дней назад +2

      If god is not keep religion himself ,then he is not true God. Like sanatani

    • @pradhanpradhan335
      @pradhanpradhan335 12 дней назад +1

      Jabardost ଖ୍ରୀଷ୍ଟିଆନ୍ ରୁ ହିନ୍ଦୁ convert କରୁଛନ୍ତି ​@@RajaExpressVlogs

    • @jagannath-creation
      @jagannath-creation 3 дня назад

      ​@@pradhanpradhan335କଣ କହିଲୁ ଖ୍ରୀଷ୍ଟିଆନରୁ ହିନ୍ଦୁଙ୍କୁ convert କରାଉଛନ୍ତି, ହଇରେ ନିର୍ଲଜ ହିନ୍ଦୁ convert କରାଉଛି ନା ଖ୍ରୀଷ୍ଟିଆନ ମିଶନରୀ convert କରାଉଛି, ପ୍ରମାଣ ଦେଇପାରିବୁ, କହିଲୁ ଭାରତରେ ଖ୍ରୀଷ୍ଟିଆନ କେଉଁଠୁ ଆସିଲେ, ଭାରତର ଖ୍ରୀଷ୍ଟିଆନଙ୍କ ପୂର୍ବରୁ କେଉଁ ଧର୍ମରେ ଥିଲେ, ବେ convert ହିନ୍ଦୁ କରେନି ଖ୍ରୀଷ୍ଟିଆନ କରେ convert, ତାହାର ସରଳ ଉଧାହାରଣ ହେଲୁ ତୁ, ଦେଖ ତୁ ଖ୍ରୀଷ୍ଟିଆନ ଆଉ ତୋର ନାମ ହେଲା ହିନ୍ଦୁଧର୍ମର, ମାନେ ତୋ ପୂର୍ବପୁରୁଷ ଚାଉଳ କିଲେ ପାଇଁ ହିନ୍ଦୁଧର୍ମ ଛାଡି ଖ୍ରୀଷ୍ଟିଆନ ହୋଇଯାଇଛନ୍ତି, ଜୟ ଜଗନ୍ନାଥ

  • @rinkunayak3185
    @rinkunayak3185 5 дней назад +2

    ସନାତନୀ ଧର୍ମ ଯଦି ଆପଣ ଜାଣିନାହାନ୍ତି ମୁଁ ଜଣେଇଦେବି ଶୟତାନ

  • @PurnachandraDigal-v1c
    @PurnachandraDigal-v1c 13 дней назад +7

    ଆଦିବାସୀ ମାନଙ୍କ ହାତରେ ବାଇବଲ ଆଉ ଖ୍ରୀଷ୍ଟୀୟାନ ମିସିନାରି ମାନଙ୍କ ହାତରେ ଯମିପଟା (sambit ଭାଇ ତୁମ ପାଖରେ ପ୍ରମାଣ ଅଛି କି?)

  • @titubitu90
    @titubitu90 13 дней назад +4

    ସମ୍ବିତ ଫାଲତୁ ହିରୋ

  • @SBGGagarai
    @SBGGagarai 13 дней назад +7

    ଭାଇରେ Christian କେବେ କାହାକୁ ଜର୍ବଦସ୍ତ Christian କରାନ୍ତି ନାଇଁ ଫ୍ଲିମ୍ଟା ଭୁଲ୍ କରିଛନ୍ତି ରିର୍ସଛ କରିକି ବନେଇ ବାର ଥୀଲା Ok👍❤️

    • @pitabassahoo7318
      @pitabassahoo7318 13 дней назад +1

      @@SBGGagarai ହଁ ଯେମିତି ଇଂରେଜ ମାନେ ରେଡ ଇଣ୍ଡିଆନ ମାନଙ୍କୁ ପୁରା ସମାପ୍ତ କରିଦେଲ ଆମେରିକାରୁ ଇସାଇ କରି 😅😅

    • @Jamuna-j5r
      @Jamuna-j5r 13 дней назад

      Bhai prabhu jesu manaba jatira udhara karta dhana samti kehi kaha ku dia nahin sabu kichi parmeswar dianti kintu aneke andha hindu mane vul katha bhabuchanti sei kan nijaku bhabuchi ?

  • @steminarani5803
    @steminarani5803 13 дней назад +2

    ଆପଣଙ୍କୁ ବହୁତ ଧନ୍ୟବାଦ୍ ସାର୍ ଆପଣ ଭଲ ଭାବରେ ବୁଝାଇଲେ 🎉🎉❤❤ Good and God bless you

  • @DrLaxmanBams
    @DrLaxmanBams 13 дней назад +5

    ହିନ୍ଦୁ ଶବ୍ଦ କେଵେଟୁ ଆସିଲା, କାହାଦ୍ୱାରା ଆସିଲା କହିପାରିବେକି? ଜାଣିଛ ତୋ କୁହ, ଯଦି ଜାଣିନ ତୁନିପାଡ଼ି ରୁହ, ହିନ୍ଦୁ ଧର୍ମ ନୁହେଁ ହିନ୍ଦୁ ଏକ ଶବ୍ଦ ଅଟେ l

  • @aronsarma7051
    @aronsarma7051 12 дней назад +2

    Superhit movie

  • @dauddeshmajhi3848
    @dauddeshmajhi3848 13 дней назад +4

    ଜାତିରେ ଆମେ ହିନ୍ଦୁ ।
    ହିନ୍ଦୁ ଏକ ଜାତି କି ?
    ଆମ ସୁନାତନ ହିନ୍ଦୁ ଆଦିବାସୀ ।
    ଆଦିବାସୀ ସନାତନ ହିନ୍ଦୁ କି ?
    ଯଦି ଆଦିବାସୀ ତମର ତେବେ ତାର :-
    ଜାତି, ପୂଜାପଦତି, ଚ଼ଳଣୀ, ଖାଦ୍ୟପେୟ, ପ୍ରଥା, ପର୍ବପର୍ବାଣୀ, ରିତିନୀତି ଇତ୍ୟାଦି ସନାତନ ହିନ୍ଦୁ ସହ ସମାନ କି ?

  • @PurnachandraDigal-v1c
    @PurnachandraDigal-v1c 13 дней назад +5

    ପ୍ରଥମ ଖ୍ରୀଷ୍ଟୀୟାନ ଓଡ଼ିଶାରେ କିଏ? ଥିଲେ ଆଦିବାସୀ ନା ବ୍ରାହ୍ମଣ ଜାଣିଛ ଯଦି କୁହ ଯଦି ଯାଣିନ ଭାଇ ପଚାର ଏମିତି ତୁମେ ନିଜ ଇଛାରେ ଞ୍ୟାନୀ ହେଲେ ହେବକି?

  • @Sameerkumar-xh1nj
    @Sameerkumar-xh1nj 12 дней назад +6

    ଏଇ ଫିଲିମ୍ ର director ଶଳା କିଛି ନ ଜାଣି ଫିଲିମ୍ ବାନେଇଛି| ଏହି ଭଳି ଫିଲିମ୍ ପାଇଁ ସମାଜ ଉପରେ କୁ ପ୍ରଭାବ ପଡୁଛି |ଏହି ଭଳି ଫିଲିମ୍ କୁ ବ୍ୟାନ କରିବା ଦରକାର |

    • @RajaExpressVlogs
      @RajaExpressVlogs  12 дней назад

      Thankyou So Much For Your Love🥰🥰💕✅💥🔥🙏Jay Jagannath Bhai

  • @rameshhembram8157
    @rameshhembram8157 13 дней назад +5

    ସାର ମୁଁ ଜଣେ ମୟୂରଭଞ୍ଜ ଖ୍ରୀଷ୍ଟିଆନ ମୋର ଜମି ପଟା ମୋ ପାଖରେ ଏବଂ ବାଇବଲ ବି ମୋ ପାଖରେ ସନାତ ଫିଲିମରେ କହୁଛନ୍ତି ପାଳକ ମାନଙ୍କପାଖରେ ଆପଣଙ୍କ ଜମିପଟା ସେଥିପାଇଁ ମୋତେ ସନାତନ ଫିଲିମ ଭୁଲ ଦେଖିଲି

    • @RajaExpressVlogs
      @RajaExpressVlogs  13 дней назад

      Thankyou So Much😊❤️🥳🔥 For Your Love 💕

  • @ErenkumarRaita-k2s
    @ErenkumarRaita-k2s 12 дней назад +6

    ଯେଉଁ ବାଇବଲ କୁ scientist ମାନଙ୍କ ସାମ୍ନାରେ ରଖିଲେ scientist ମାନଙ୍କର mind ଓ talent ୦% ହୁଇଯାଏ ସେହିଁ ବାଇବଲ ର କେତେକ ବିଷୟ କୁ ନେଇ ଏପଟେ ସେପଟେ କରି ଲୋକ ମାନଙ୍କୁ ବୋକା ବନାଉଅଛି । ସାବଧାନ ! କହିଁକି ନା ବାଇବଲ ରେ ଯାହା ପ୍ରକାଶିତ ହୋଇଛି ତାହା ହଁ ଏ ଜଗତରେ ଘଟୁଛି, ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏ ଜଗତରେ ଘଟି ଆସିଅଛି, ଆଉ ବି ଆଗରୁ ଘଟିବ ବାଇବଲ

  • @Bayley-b2z
    @Bayley-b2z 12 дней назад +2

    ଇତିହାସରେ ଯୀଶୁଙ୍କ ଜୀବନୀ ଅନୁଯାୟୀ ଗଣନା କରାଯାଏ । In the world ରେ ।

  • @chaskamisantalbhasate4149
    @chaskamisantalbhasate4149 13 дней назад +4

    ଆଦିବାସୀ ହିନ୍ଦୁ ନୁହେଁ କି ସନ।ତନି ବି ନୁହେଁ ଏହି ଫିଲ୍ମ ସମ୍ପୂର୍ଣ୍ଣ ଫାଲତୁ ଆଉ କାଳ୍ପନିକ ଟିକେ ହେଲେ ସତ୍ୟତା ନାହିଁ

  • @sahebpurtty
    @sahebpurtty 13 дней назад +4

    Bhai ebebhi samaya achhi mana poribartana Kara mana poribartana kara

  • @jetendramajhiofficial6405
    @jetendramajhiofficial6405 13 дней назад +9

    ଭାଇ ମାନେ ଖ୍ରୀଷ୍ଟିଆନ ର ପ୍ରଭୁ କାହାକୁ ଘୃଣା କରନ୍ତି ନାହିଁ l ହିନ୍ଦୁ ର ଭଗବାନ କାହାକୁ ଘୃଣା କରନ୍ତି ନାହିଁ l ମୁସଲିମ ର ଆଲ୍ଲା ବି କାହାକୁ ଘୃଣା କରନ୍ତି ନାହିଁ l କିନ୍ତୁ ଏ ଜଗତର ମଣିଷ ନିଜକୁ କଣ ଭାବୁଛି କେ ଜାଣି ଧର୍ମ ବିରୁଦ୍ଧରେ film ବନାଉଛି l ଧର୍ମ କୁ ନେଇ ଝଗଡା କରୁଛି l ପ୍ରଭୁ, ଭଗବାନ, ଆଲ୍ଲା କେବେ ଅନ୍ୟ ର ଅନିଷ୍ଟ ଚାହାଁନ୍ତି ନାହିଁ. l ଏତିକିରୁ ଜଣାନ୍ତୁ ଭାଇ ମାନେ ଯାଉ ମାନେ ଧର୍ମ ବିରୁଦ୍ଧରେ କଥା କୁହନ୍ତି ଧର୍ମ ବିରୁଦ୍ଧରେ film ବନାଉଛନ୍ତି ତାଙ୍କ ହୃଦୟରେ ପ୍ରଭୁ, ଭଗବାନ ନାହାନ୍ତି କେବଳ ଶୟତାନ ଅଛି. ଶୟତାନ ହିଁ ଅନ୍ୟ ର ଅନିଷ୍ଠ ଚାହେଁ

    • @ChocolateRanipanigrahi
      @ChocolateRanipanigrahi 13 дней назад

      @@jetendramajhiofficial6405 ଭାଇ ଯୀଶୁ ଖ୍ରୀଷ୍ଟାୟାନ ମାନଙ୍କର ହିଁ ପ୍ରଭୂ ନୁହନ୍ତି । ସମସ୍ତଙ୍କର ପ୍ରଭୁ ଅଟନ୍ତି ଏକ ବ୍ରହ୍ମ ଦୂତୀୟ ନାସ୍ତି ଏକ ମାତ୍ର ପରମେଶ୍ବରଙ୍କ ଆରାଧନା କରିବା ରାଜା ମାନଙ୍କର ଯୀଶୁ ରାଜା କାରଣ ସେ ଆମ ମାନଙ୍କ ପାପ ପାଇଁ ସେ କୃଶ ରେ ହତ ହେଲେ ବିନା ଦୋଷରେ କାରଣ ଇଶ୍ଵର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣାର ଏକ ମାତ୍ର ଅଦ୍ୱିତୀୟ ପୁତ୍ରକୁ ଦାନ କଲେ କାରଣ ଯେ ପରି ଯେ କେହି ତାହାଙ୍କ ଠାରେ ବିଶ୍ବାସ କରେ ସେ ବିନଷ୍ଠ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।

    • @RajaExpressVlogs
      @RajaExpressVlogs  13 дней назад

      Thankyou So Much😊❤️🥳🔥 For Your Love 💕

  • @LLB_PARIDA_LIFE_STYLE
    @LLB_PARIDA_LIFE_STYLE 13 дней назад +2

    Nice Review Sanatani movie
    Kahaku Ninda karini jaha sata ❤

  • @PatraHantal
    @PatraHantal 12 дней назад +5

    ଆଦିବାସୀତ ହିନ୍ଦୁକି ସନତନୀ ନୁହଁନ୍ତି ପିଲ୍ମ ପାଲତୂ ହେଇଚି 👎👎👎

    • @RajaExpressVlogs
      @RajaExpressVlogs  12 дней назад

      Thankyou So Much For Your Love🥰🥰💕✅💥🔥🙏Jay Jagannath Bhai

  • @Itzaliokumar222
    @Itzaliokumar222 13 дней назад +3

    Same sir..mu bi aji jai jani pari nhi ki sanatani mane kou dharma🤔🤔🤔

  • @ChandaLima
    @ChandaLima 13 дней назад +3

    ତମେ ମାନେ ଚାହୁଁଛନ୍ତି ଯେ ଆଦିବାସୀ ପାଠ ନ ପଡନ୍ତୁ ଆଉ ମୂର୍ଖ ରହିଥାନ୍ତୁ ତମ ଇଛା

  • @puklubhadra7802
    @puklubhadra7802 9 дней назад +1

    Video ta dekhiki interesting lagila au emiti banao❤

  • @KamaMandingi
    @KamaMandingi 13 дней назад +2

    ଧର୍ମ ନିରପେକ୍ଷ ରାଷ୍ଟୀୟ ଭାଇ ସତ ବିଷୟ ବୁଜ ଏଇଟା ଧର୍ମ ନିଧା

  • @anantkumar819
    @anantkumar819 13 дней назад +4

    ଭାଇ ଆଦିବାସୀ ବର୍ତ୍ତମାନ ମଧ୍ୟ ଅଶିକ୍ଷିତ ଅଛନ୍ତି କି ଯେ ଆଦିବାସୀ ମାନଙ୍କୁ ଏଠାରେ ନୀଚ ଜାତିର ପରିଚୟ ଦେଉଛନ୍ତି । ଆଦିବାସୀ ଅଶିକ୍ଷିତ ନୁହଁନ୍ତି ସେମାନେ ଶିକ୍ଷିତ ଅଟନ୍ତି । ଚିନ୍ତା କରନ୍ତୁ ଭାରତ ଦେଶର କିଏ ରାଷ୍ଟ୍ରପତି...? ପ୍ରକୃତରେ ଅଶିକ୍ଷିତ ତୁମେ ଓ ମୁଁ ଆଉ ଏହି ପିଲ୍ମର ସମସ୍ତ ସଦସ୍ୟ ମାନେ ।

  • @rajendrabehera9238
    @rajendrabehera9238 12 дней назад +2

    ନିଜ ଧର୍ମ ର ଫିଲ୍ମ ବନଓ. ଅଲଗା ଧର୍ମ କଣ ପାଇଁ ମିସାଇକି ବନାଉଛନ୍ତି

  • @simazone2405
    @simazone2405 12 дней назад +2

    Good opinion bro

  • @Kalundia436
    @Kalundia436 13 дней назад +4

    ଆଦିବାସୀଙ୍କର ତ ଧର୍ମ ହିନ୍ଦୁ ,ମୁସଲିମ କି ଖ୍ରୀଷ୍ଟିୟାନ ନୁହଁ ତାଙ୍କୁ ହିନ୍ଦୁ କହୁଚି କିଏ. ସିଏ ମୂର୍ଖ.

    • @pitabassahoo7318
      @pitabassahoo7318 13 дней назад

      ଜାତି ପ୍ରମାଣପତ୍ରରେ କଲା ବେଳେ ଆରକ୍ଷଣ ନେଲା ବେଳେ ତ୍ ସବୁ ହିନ୍ଦୁ କେମିତି ହେଇଯାଉଛି

    • @Kalundia436
      @Kalundia436 13 дней назад

      @pitabassahoo7318 ତାହାଲେ ତମେ ହିନ୍ଦୁ ବୋଲି ମାନୁଛ ହେଲେ ମନ୍ଦିର ରେ ପୂଜାରୀ ଭାବରେ ବି ଗ୍ରହଣ କର କଣ କହୁଛ.

  • @samsanmajhi6167
    @samsanmajhi6167 13 дней назад +6

    100%story wrong

  • @reelsshort12346
    @reelsshort12346 13 дней назад +7

    ଆରେ ଭାଇ ଖୀର୍ସଟିଆନ୍ ମାନେ ଜବରଦସ୍ତୀ ଧର୍ମ ପରିବର୍ତନ କରନ୍ତୀ ନାହି

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

  • @sujonomondal6268
    @sujonomondal6268 12 дней назад +5

    କ'ଣ ଭାଇ ଆଦୀବାସୀମାନେ ଏତେ ମୂର୍ଖ ବୋଲି ଭାବୁଛ

  • @ktuna7321
    @ktuna7321 11 дней назад

    Manisara bapa jimiti goty cimiti parmeshwar hauchi samsatonkara goty ✝️✝️❤️💯🙏🙏 Amen 🙏

  • @JMJAGADISH
    @JMJAGADISH 13 дней назад +2

    ଜୟ ଜଗନ୍ନାଥ ❤❤

  • @ManasRupamajhi
    @ManasRupamajhi 12 дней назад +1

    ଏ ଭିଡ଼ିଓ ଗୁଡ଼ାକ ଯେଏ କହୁଛି ସେ ଏମିତି ଏବ ⛪ଏ ଲୁଚିପର ନାଥି ନର୍କ କେ ଜାତି ଇଟା ବାଠି ପୁଡ଼ିତି ଜlଗରତ ଭାଇ

  • @JoramBebarta
    @JoramBebarta 2 дня назад +1

    Dear,
    Brother christian peoples are only giving but didn't taking any single money.only sacrifice only,

  • @somnathnayak9771
    @somnathnayak9771 10 дней назад +1

    ଏ ଫିଲ୍ମ କ୍ରିଷ୍ଟିଆନ ଧର୍ମ କୁ ଅପମାନ କରିଛନ୍ତି😂😂😂

  • @ranjansahu2111
    @ranjansahu2111 13 дней назад +3

    Jay shree ram

  • @bhishmogemel6769
    @bhishmogemel6769 12 дней назад +2

    ଯେ ମୋ ବିରୁଦ୍ଧରେ ପାପକରେ ସେ ଆପଣା ପ୍ରାଣ କ୍ଷେତୀକରେ ,ଯେ ସମସ୍ତ ଲୋକେ ମୋତେଘୃଣାକରନ୍ତି ସେମାନେ ମୃତ୍ୟୁକୁ ଭଲ ପାଆନ୍ତି ,ପ୍ରଭୁ ଯୀଶୁକ ନାମରେ ଆମେନ ।

  • @kararokikumar7289
    @kararokikumar7289 11 дней назад +1

    ଯିଏ ହିନ୍ଦୁ ଧରମ ଉପରେ ଆଙ୍ଗୁଳି ଉଠେଇ ଚି ତାକୁ ପଚାର ସିଏ କହିବ ସନାତନ ଧର୍ମ କେତେ ପୁରୁଣା ଆଉ ଖିଷ୍ଠାନ ଧର୍ମ କେତେ ପୁରୁଣା ତା ପରେ କମେଣ୍ଟ ରେ ଆସିକି କହିବ ରାମ ରାମ ଜି 🙏🙏

  • @juneshgomango9905
    @juneshgomango9905 13 дней назад +7

    ❤✝️❤️:⁠-⁠[ସତ୍ୟ ହେଲା ଯିଶୁ❤;⁠)ସନାତନ ହେଲେ ହିଷ୍ପର ବା ପାରମେଷ୍ପର ❤ଯୁଗ ପିତାଙ୍କ ଯୁଗ ପୁତ୍ରଙ୍କ ଯୁଗ ବର୍ତମାନ ପବିତ୍ର ହାତ୍ମା ଙ୍କ ଯୁଗ ❤️✝️❤️ଯିଶୁ ଶିଶୁ ରୂପରେ ହାଶିତିଲେ ମୃତୁ ହେଲେ ❤ ସର୍ଗକୁ ଗଲେ ପୁନର୍ବାର ହାଶିବେ 12 ର ତମ ବିଛାର କରିବେ ⛅ସର୍ଗ ଓ ନର୍କ🔥 ପାହି ଲାଷ୍ଟ ବିଛାର କରିବାକୁ ଯାଉଛନ୍ତି ହାମେନ❤❤❤✝️❤️❤️❤️

    • @Praje6371
      @Praje6371 13 дней назад +1

      Samaste shishu heikita asuchu Tama jisue ekha shishu heiki asinahanti 😂😂seti pain Satya jisue?😮

    • @RajaExpressVlogs
      @RajaExpressVlogs  13 дней назад

      Thankyou So Much😊❤️🥳🔥 For Your Love 💕

  • @jyotipani9866
    @jyotipani9866 13 дней назад +3

    Jisunko gotie guno re kehi samano heiparibe nahi

  • @pcaransabar5548
    @pcaransabar5548 13 дней назад +3

    ସତ୍ୟର ସନ୍ଧାନ କର

  • @RabiSabar-j2z
    @RabiSabar-j2z 13 дней назад +7

    ଯୀଶୁଙ୍କ ଆଗମନ ସହ ନିକଟ ବର୍ତ୍ତୀ ଯୀଶୁଙ୍କ ବିନା କେଇ ନାହିଁ ପୃଥିବୀରେ ଆମେନ

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

  • @aronsarma7051
    @aronsarma7051 12 дней назад +1

    Jai Jagannath Bhai❤

  • @Itzaliokumar222
    @Itzaliokumar222 13 дней назад +4

    Amitika movies ku BAN koro..somajo proti hanikarako😡😡😡faltu movie..kou dhormo khorap nuhe..janile..palono kole sobu dhormo bholo..kaku kharap kohiba..and ta upare movies boneibata kn thik houchi..👎👎👎❎❎❎❌❌❌

    • @jemesjerry2605
      @jemesjerry2605 13 дней назад

      @@Itzaliokumar222 God blessing you bro ☺️ prabhu tama ku tanka parichaya diantu

  • @RaghunathNayak-z1f
    @RaghunathNayak-z1f 13 дней назад +2

    Jay masih

  • @BinsentNayak-rf2lu
    @BinsentNayak-rf2lu 13 дней назад +8

    ତାହାର ମାନେ ସିନେମାରେ କହିବା ଅର୍ଥ : ଆଦିବାସୀ ମୁର୍ଖ ହିଁ ରହୁ !!!" ଆଦିବାସୀ ପୂର୍ବରୁ ଯେମିତି ଅନ୍ଧାରରେ ଥିଲା ସେମିତି ହିଁ ରହୁ !!!" ଖ୍ରୀଷ୍ଟିଆନ ହେଲେ ରାଜନୀତିରେ ବେପାର ବନ୍ଦ ହେବ। ସିନେମାରେ ଖ୍ରୀଷ୍ଟିଆନ ମାନଙ୍କୁ ବେପାରୀ କୁହାଯାଇଛି .... ଅସଲରେ ଧର୍ମ ବେପାର ତ ହିନ୍ଦୁମାନେ ହିଁ କରୁଛନ୍ତି : ଚାକିରି ହଉ କିମ୍ବା ଜୀବିକା ପାଇଁ ହଉ ପ୍ରମାଣପତ୍ର ହିନ୍ଦୁ ହେଇଥିବା ଦରକାର ...ଏମିତି ଅନେକ ଆଦିବାସୀଙ୍କୁ କିଣାଯାଇଛି ଏହା ଶହେ ପ୍ରତିଶତ ସତ ଅଟେ ।

    • @jabuljabul9309
      @jabuljabul9309 13 дней назад

      @@BinsentNayak-rf2lu ଆରେ ମୁର୍ଖ ମାଗିଆ

    • @RajaExpressVlogs
      @RajaExpressVlogs  13 дней назад +2

      Thankyou So Much😊❤️🥳🔥 For Your Love 💕

    • @BinsentNayak-rf2lu
      @BinsentNayak-rf2lu 13 дней назад

      @@RajaExpressVlogs GOD bless you

  • @santwana7164
    @santwana7164 12 дней назад +2

    ଭାଇ ରାଜା ଆପଣ କେମିତି କହୁଛନ୍ତି ଏହି ସିନେମା କୌଣସି ଧର୍ମ ବିରୁଦ୍ଧରେ କରାଯାଇ ନାହିଁ, ଆପଣ କୁହନ୍ତୁ ସନାତନୀ ଓ ସନାତନ ର ଅର୍ଥ କଣ ? ସେମାନଙ୍କର ଜମି କୌଣସି ଖ୍ରୀଷ୍ଟିଆନ ବାଇବଲ ଦେଇ ନେବାର ପ୍ରମାଣ କିଛି କାହା ପାଖରେ ଅଛି କି ? ଆପଣ କୁହନ୍ତୁ ସନାତନ ଧର୍ମ କଣ ଆମ ବାପା, ଦାଦା, ଜେଜେବାପାଙ୍କର ଅମଳରୁ ଆରମ୍ଭ ହେଇଛି ଯଦି ସେମିତି ତେବେ ଯାହାକୁ ଲୋକେ ସନାତନ ଧର୍ମ ତାହା ପ୍ରକୃତ ନୁହେଁ । ମୁଁ କିନ୍ତୁ ଗୋଟିଏ ବିଷୟ କୁ ଜାଣେ ଧର୍ମ ମାତ୍ରେ ଅନାଦିକାଳରୁ ଅନନ୍ତକାଳ ପର୍ୟ୍ଯନ୍ତ । କିନ୍ତୁ ଲୋକମାନଙ୍କୁ ଉସୁକାଇ ଖ୍ରୀଷ୍ଟିଆନ ମାନଙ୍କୁ ମିଥ୍ଯା ଦୋଷ ଲଦି ସେମାନଙ୍କୁ ହଇରାଣ କରିବା ହେଲା ଏହି ସିନେମା ର ମଳ ଉଦ୍ଦେଶ୍ଯ ଅଟେ । କିନ୍ତୁ ବିଫଳ ହେବେ । ଆଦିବାସୀ ହରିଜନ ମାନଙ୍କୁ ମୂର୍ଖ ଅଶିକ୍ଷିତ କହି ସେମାନଙ୍କୁ ନିଚା ଦେଖାଇବା ପାଇଁ କରାଯାଇଛି ।

    • @RajaExpressVlogs
      @RajaExpressVlogs  12 дней назад +1

      ଭାଈ ଧର୍ମ ଵିରୁଦ୍ଧରେ ମାନେ ମୋ ଭିଡିଓ କୌଣସି ଧର୍ମ ବିଷୟରେ କହିନି ବୋଲି କହିଛି ମୁ 🔥

  • @amazinggracemusicpresents8324
    @amazinggracemusicpresents8324 13 дней назад +4

    ସବୁ ଭାଷାର ଫିଲ୍ମ ହିଟ୍ ହେଉଛି କିନ୍ତୁ ଓଡ଼ିଆ ଭାଷାରେ ଫିଲ୍ମ କାହିଁକି କମ୍? କାରଣ ପ୍ରାୟ ଜାଗାରେ କପି କରି ଅନାନ୍ତି ନ ହେଲେ କାହାର ବିରୁଧ କରି ବନାନ୍ତି। ଆଉ ତ ବିନା ଫ୍ୟାକ୍ଟ୍ ଚେକ୍ କରି reality ଉପରେ ବନାନ୍ତି ନାହିଁ। ଆଉ ଏ ଫିଲ୍ମ ତ ପୁରା ପୁରି ଲୋକଙ୍କୁ ଗଣ୍ଡଗୋଳ କରେଇବା ପାଇଁ ବାନା ଯାଇଛି। କିନ୍ତୁ ସମସ୍ତେ ତ ମୂର୍ଖ ନୁହଁନ୍ତି 😂😂 ଏହି ଫିଲ୍ମ fect ଆଧାର ରେ ବାନା ଯାଇଛି ନା fack.

  • @rupeshraut4180
    @rupeshraut4180 13 дней назад +1

    Jai shree Ram 💪💪💪

  • @s4jesus785
    @s4jesus785 10 дней назад +1

    ସନାତନୀ କର୍ମ ହିିଁ ଧର୍ମ
    ଭାଇ ଏହାର ଅର୍ଥ କ'ଣ ? ଏହାର କର୍ମ କ'ଣ ? ଆଦିବାସୀ ମାନେ ସତରେ ହିନ୍ଦୁ କି ? ଆଦିବାସୀ ମାନେ ପ୍ରକୃତିର ସେବକ ଅଟନ୍ତି ସେମାନେ ହିନ୍ଦୁ ନୁହନ୍ତି। ହିନ୍ଦୁ ବଲି କୌଣସି ଧର୍ମ ହିଁ ନାହିଁ। ହିନ୍ଦୁ ଧର୍ମର କୌଣସି ସ୍ୱତନ୍ତ୍ର ଦେବତା ନାହାନ୍ତି। ଆଦିବାସୀ ମାନଙ୍କୁ ଭାବନାରେ ହିନ୍ଦୁ ବନାଇ ଦିଆଯାଉଛି। ମୁ ଜାଣିବାରେ ସତ୍ୟ ହିଁ ଧର୍ମ ଆଉ ସତ୍ୟ ଇଶ୍ୱରଙ୍କୁ ଜାଣିବା ହିଁ କର୍ମ ଅଟେ । ଯେଉଁଠାରେ ସତ୍ଯ, ଅହିଂସା, ପ୍ରେମ ଓ ପରୋପକାର କର୍ମ ନାହିଁ ତାହା ଧର୍ମ ନାହିଁ। କାରଣ ଶାସ୍ତ୍ରରେ ଲେଖାଯାଏ "ତୁମ୍ଭେମାନେ ସତ୍ଯ ଜ୍ଞାତ ହେବ ସେହି ସତ୍ଯ ତୁମ୍ଭମାନଙ୍କୁ ମୁକ୍ତ କରିବ। "

  • @Anantsabar1146
    @Anantsabar1146 3 дня назад +1

    ଭାଇ ସତ କଥା କହୁଛି । ମୁଁ ଜଣେ ଖ୍ରୀଷ୍ଟିଆନ ଆମର ଜମିବାଡ଼ି ଘରପଟ୍ଟା ଆମ ପାଖରେ ଅଛି କେହି ନେଇ ନାହାନ୍ତି। ନ ହେଲେ ଆମେ Residentia or caste certificate କରିପାରି ନ ଥାନ୍ତୁ।

  • @AbedanaPradhan-p6k
    @AbedanaPradhan-p6k 11 дней назад +2

    ଦେଖ ଭାଇ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କର ଯୀଶୁ ଖ୍ରୀଷ୍ଟାଙ୍କ ସମୟ ଅତି ସନ୍ନିକଟ ହେଲାଣି ଯିଏ ଯୀଶୁ ଖ୍ରୀଷ୍ଟାଙ୍କୁ ବିଶ୍ବାସ କରି ନାହାଁନ୍ତି ସେମାନଙ୍କୁ ପାଇଁଁ ବଡ଼ 7 ବର୍ଷ ମହା କ୍ଲେଶ ତାଡ଼ନା ପାଇବେ 33 ସ୍ କୁଟିରୁ ଦେବତା ଯଣେ ସୁଧା ମରିକି ଉଠି ନାହାନ୍ତି ଭାଇ ଆମେ ସିଧା ସିଧା ସଥ କଥା କହୁଚୁ

  • @BadalMalik-lc2ci
    @BadalMalik-lc2ci 13 дней назад +2

    Jay Hind good film

  • @UtharaJani
    @UtharaJani 2 дня назад

    ହଁ ବାଇ ସେମାନ ଖ୍ରୀଷ୍ଟୀୟାନ ମାନଙ୍କୁ ବାଦାଗଟିପାରେ ବଲୀ ଏପରିକହିଅଛନ୍ତୀ କାହିନା ଆଯିବି କେଉଁକେଉଁଠି ଖ୍ରୀଷ୍ଟୀୟାନ ମାନଙ୍କୁ ବାଦାଗଟିଅଛି

  • @swapnilraja1409
    @swapnilraja1409 13 дней назад

    ସେମାନେ ନିରପେକ୍ଷ, ତାଙ୍କୁ ଯାହା ଭଲ ଲାଗିବ ସେ ନେବେ, ❤❤❤କାହାରି ଉପରେ କାହାରି ଜୋର୍ ନାହିଁ ❤

  • @puklubhadra7802
    @puklubhadra7802 9 дней назад

    Thik kahicha Bhai 👍

  • @RajindraSabar-qd1zm
    @RajindraSabar-qd1zm 13 дней назад +2

    ସିନେମା ର ନା ହିଁ ଭୁଲ ଅଛି ଭାଇ

  • @MarkaDulibaska-Official
    @MarkaDulibaska-Official 12 дней назад +4

    ଆପଣ ଟିକିଏ ବାଇବଲ ପଡ଼ ସତ୍ୟ କ'ଣ ଜାଣିବ ଭାଇ

  • @babulusingh4869
    @babulusingh4869 12 дней назад

    ଜବରଦସ୍ତ ତୋ ହିନ୍ଦୁ ମାନେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଉଛନ୍ତି ଭୁବନେଶ୍ୱର ରେ ଜଣେ ପାଷ୍ଟରଙ୍କୁ ଧର୍ମ ପରିବର୍ତ୍ତନ ମାରପିଟ୍ କରି କରାଇଲେ ଯୀଶୁ ତୁମ୍ଭକୁ କ୍ଷମା କରନ୍ତୁ 🙏✝️🙏🛐

  • @BadBoy143-eq2nw
    @BadBoy143-eq2nw 11 дней назад

    Jai Jagannath ❤❤

  • @SurjyaPrakash-j3c
    @SurjyaPrakash-j3c 13 дней назад +4

    Sambeet ra film flop heba tara fan odishare nahanti

  • @prasantbhatra3844
    @prasantbhatra3844 52 минуты назад

    Rights brother your

  • @aronsarma7051
    @aronsarma7051 12 дней назад +2

    Hindu ❤

  • @jetendramajhiofficial6405
    @jetendramajhiofficial6405 13 дней назад +4

    ଭାଇ ଧର୍ମକୁ ଏପରି ଲୋକ ମାନେ ଘୃଣା କରନ୍ତି l ଯୋଉଁମାନଙ୍କ ହୃଦୟରେ କେବଳ ହିଂସା, କପଟ, ଭେଦ, ଭାବ, ନରହତ୍ୟା, ଏମିତି ସବୁ ଥାଏ ସେଇମାନେ ହିଁ ଘୃଣା କରନ୍ତି l ଭାଇ ତମେ ମାନେ ଯେଉଁ ଧର୍ମ ରେ ବି ଥାଏ ଯଦି ଅନ୍ୟ କୁ ହିଂସା, କପଟ, ଭେଦ ଭାବ କରୁଚ ତେବେ ଜାଣ ଯେ ତମ ହୃଦୟରେ ଭଗବାନ ନାହାନ୍ତି ଶୟତାନ ଅଛି

  • @KainaPatamajhi-u6m
    @KainaPatamajhi-u6m 4 дня назад +1

    A movie ku ban କରାଯାଉ

  • @BadBoyAshwinKumar
    @BadBoyAshwinKumar 12 дней назад

    Jai shree jagannath ❤❤❤❤❤❤

  • @RajKumar-pppp
    @RajKumar-pppp 3 часа назад

    ଭାଇ ଏଇଟା ବାଳ ମୁଭି ମ ପ୍ରଭୁ କ୍ଷୀଶୁ

  • @PurnachandraDigal-v1c
    @PurnachandraDigal-v1c 13 дней назад +1

    ସନାତନୀ କହିଲେ କଣ ଜାତିକୁ ବୁଝାଇଥାଏ କି?

  • @ajudas379
    @ajudas379 2 дня назад

    ଏମୁଭିର ଲେଖକ ସତରେ ପାଗଳ।ଆଉ ଏକଟରମାନେ ହିନ୍ସାଓବିରଧି

  • @steminarani5803
    @steminarani5803 13 дней назад +2

    ସବୁ ଠିକ୍ ଯେ ଭାଇ ଏତେ କଥା କହୁଛନ୍ତି ଭାଇ ଆମେ ହ ଉଛୁ ଖ୍ରୀଷ୍ଟ ଆନ୍ଆମେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଓଡ଼ିଆ ଫିଲ୍ମ ବହୁତ ଭଲ ପ ଉ ଆମ କୁ ବହୁତ ଦୁଖ ଲାଗୁଛି

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

  • @KainaPatamajhi-u6m
    @KainaPatamajhi-u6m 4 дня назад +1

    ଖ୍ରୀଷ୍ଟିଆନ ଧର୍ମ କୁ respect Kara sambit ପାପ ଅର୍ଜନ କରୁଛ

  • @manojbira6190
    @manojbira6190 13 дней назад +4

    Tamo film balo ta chaliba

    • @RajaExpressVlogs
      @RajaExpressVlogs  13 дней назад +1

      Thankyou So Much😊❤️🥳🔥 For Your Love 💕

  • @sudhirchandradeep2618
    @sudhirchandradeep2618 13 дней назад +2

    Bhai sanatani Adibasi maanka pain jadi ete chinta karuchha atiki Dina kouthethila adibasi maanka pain ketegoti school college Hospital tiarikari chha film baneiki paisa kameiba chinta karuch adibasi mankar devlop pain paisa kharcha Kari tankar seba Kara taha hele jai tumar desavakti janapadiba jai hind jai odisha.

    • @SudhirKumar-o1u
      @SudhirKumar-o1u 12 дней назад

      @@sudhirchandradeep2618 you are right bro 👍👍👍👍👍

  • @SurendraMajhi2001
    @SurendraMajhi2001 13 дней назад +5

    Wrong film

  • @ManasRupamajhi
    @ManasRupamajhi 12 дней назад +2

    କିମ୍ବା ଈଶ୍ୱର କି କେବଳ ଯିହୁଦିମାନଙ୍କର ଈଶ୍ୱର? ସେକି ଅଣ ଯିହୁଦିମାନଙ୍କର ନୁହଁନ୍ତି ? ହଁ ଅଣ ଯିହୁଦିମାନଙ୍କର ମାଧ୍ୟ୍ୟ l {ରୋମୀୟ 3 : 29) ବାଇବେଲ କୁଳନ୍ତୁ ଆପଣମାନେ ଦେଖନ୍ତୁ ତାହା ପରେ ବିଶ୍ୱାସ କରିବୁ