ଗରିବ ଆଦିବାସୀ ଝିଅ ବୋଲି, ମୁଁ କଣ ଅଶୁଭ, ଗାଁରୁ ସହର ଆସିଛି ନିଜକୁ ସ୍ୱରକୁ ପରିଚୟ ଦେବାକୁ ! Singer Rajani Mondal

Поделиться
HTML-код
  • Опубликовано: 25 дек 2024

Комментарии • 441

  • @kshetrabhaipresent
    @kshetrabhaipresent День назад +82

    ବହୁତ ଖୁସି ଲାଗୁଚି ଯେ ଆମ ଆଦିବାସୀ ଭଉଣୀ କୁ ଆଗକୁ ଯିବାକୁ ସାହାଯ୍ୟ କରିଥିବାରୁ । ବିଶେଷ କରି PRATIDIN TV Channel କୁ ଜୟ ଜଗନ୍ନାଥ 🙏🙏

  • @PratapMangaraj-l8y
    @PratapMangaraj-l8y День назад +64

    ସୁନ୍ଦର ସ୍ୱର ଆଗକୁ ବଢ଼ିବାରେ ସୁଯୋଗ ମିଳିବ

  • @DSPSOURA
    @DSPSOURA 17 часов назад +29

    ଭାଇ ମୁଁ ବି ଜଣେ.. ଆଦିବାସୀ ସଉରା ପିଲା.. ଗର୍ବ କରେକି ଆମ ଆଦିବାସୀ ପିଲା.. ସେ କେତେ ଯେ କଷ୍ଟ କରି ଥିବ ତା ଜୀବନ ରେ.. ଆମେ ଯେତେଜଣ ସଉରା ଆଦିବାସୀ ଅଛେ.. ତାଙ୍କ କୁ.. ଆଗକୁ ନେବା ପାଇଁ.. ପ୍ରାର୍ଥନା କରିବା 🙏.. ଯେମିତି କି କଳା ସଂସ୍କୃତି ଆଗକୁ ବଡ଼ାଇ ବେ... ଜୟ ଆଦିବାସୀ...

  • @SatyanarayanSabar-z5n
    @SatyanarayanSabar-z5n 11 часов назад +9

    ବହୁତ ସୁନ୍ଦର ଆମ ଆଦିବାସୀ Dear Sister Rajani ଗୀତ ଗାଇଛନ୍ତି ମୁଁ ଅତି ଖୁସି

  • @kanhucharanbehera6877
    @kanhucharanbehera6877 День назад +51

    ଆପଣ ଜଣ ଭଲ କଳାକାର ହେବ ଭଗବାନ ଆପଣଙ୍କୁ ଆଶ୍ରିବଦ କରନ୍ତୁ jay jagannath

    • @RatnaKoro
      @RatnaKoro 19 часов назад +1

      Jaya jagarnathath swhami

  • @AjitaGamanga-s4x
    @AjitaGamanga-s4x 18 часов назад +18

    ରଜନୀ ଭଉଣୀ ବହୁତ ସୁନ୍ଦର ଆଗକୁ ବଡ଼ନ୍ତୁ

  • @rakeshroul6523
    @rakeshroul6523 День назад +16

    ଭଉଣୀ ବୋହୁତ ସୁନ୍ଦର ଗୀତ ଆଗକୁ ମାଡି ଚାଲ ଜୟ ଜଗନ୍ନାଥ 🙏🙏🙏

  • @Rajendrasabar-l1d
    @Rajendrasabar-l1d День назад +23

    ଦିଦି ଗୀତ କୁ ବହୁତ ସୁନ୍ଦର ଲାଗୁଚି ଯେ ତୁ ଜାନୁ ଭାଇ ବି ଧନ୍ୟବାଦ ଦେଉଛି ଶ୍ରୀ ଜଗନ୍ନାଥ

  • @sureshmajhi4280
    @sureshmajhi4280 5 часов назад +2

    ବହୁତ ସୁନ୍ଦର କଣ୍ଠ ଶୈଳୀ ଭଉଣୀ ଆଗକୁ ବଡ଼ ଆପଣଙ୍କ ଗୀତ କୁ ବହୁତ ମାତ୍ରାରେ,,ଭଲ ପାଇବା ଦେବେ 🙏 ଧନି ଗରିବ ହେଲେ ବି ସମସ୍ତଙ୍କର ଜୀବନ ସମାନ,, କାହିଁକି ନା ଧନି ଗରିବ ରେ କିଛି ମୁଖ୍ୟ ଉଦ୍ଦେଶ୍ୟ ନାହିଁ କର୍ମ ଫଳ ଉପରେ ନିର୍ଭର,, କିଏ କ'ଣ କର୍ମ କରିଛି ତାହା ଉପରେ ନିର୍ଭର.. ଜୟ ଜଗନ୍ନାଥ 🙏🙏🙏

  • @dillipsabar6526
    @dillipsabar6526 16 часов назад +8

    ବହୁତ୍ ସୁନ୍ଦର କଣ୍ଠ ଭଗବାନ ମଙ୍ଗଳ କରନ୍ତୁ। ଆଗକୁ ଆହୁରି ଉନ୍ନତି କରି ଚାଲ।

  • @TripotiYouTube
    @TripotiYouTube 7 часов назад +3

    ଭଉଣୀ ତମ କୁ ଭଗବାନ ଙ୍କ କୃପା ସଦାସର୍ବଦା ରହି ଥାଉ ଜୟ ଜଗନ୍ନାଥ 🙏

  • @sujatamandal7647
    @sujatamandal7647 5 часов назад +4

    Rajani sister God bless you ❤❤❤❤❤

  • @ajitsabar3030
    @ajitsabar3030 23 часа назад +6

    ବହୁତ୍ ସୁନ୍ଦର୍ ଗୀତ ଆଗକୁ ଆଉରି ଆଦିବାସୀ ସଉରା ଭଜନ ଗାଇବାକୁ ସୂଜୁଗ ଦେହନ୍ତ jay ଜଗନ୍ନାଥ

  • @KaluBarik-q1o
    @KaluBarik-q1o 16 часов назад +6

    ସୁନ୍ଦର ସ୍ୱର ଆଗକୁ ବଢ଼ Jay shree jagannath 🙏🙏🙏

  • @AratiBhuyan-i7m
    @AratiBhuyan-i7m День назад +56

    ମୁଁ ବି ଜଣେ ଆଦିବାସୀ ଝିଅ, ବାପା ମାଆ ଚାଲିଯିବା ଯିବା ପରେ P.G କରି , ଆର୍ଥିକ ଅଭାବ ରେ ପଡ଼ି ରହିଛି ଆଜି ପର୍ଯ୍ୟନ୍ତ। ଆଦିବାସୀ କେତେ ଯେ କଷ୍ଟ ..... କିଛି କହିଥିବାରୁ ଧନ୍ୟବାଦ। God bless you sister... ଗଜପତି

    • @ashokkumarnayak3300
      @ashokkumarnayak3300 День назад +3

      ଭ ଉଣୀ ସରକାରୀ ଚାକିରି ପାଇଁ Apply karantu.. you tube ru . Patha padhantu.. bhal bhal teacher u tube re achhanti.. ଆଦିବାସୀ ଏକଲବ୍ୟ ବି ଥିଲେ . Situation ku handle kari future karibaku try karantu..

    • @MrX-cx3no
      @MrX-cx3no День назад +1

      ଭଉଣୀ ମୋ ୟୁଟ୍ୟୁବ ଚ୍ୟାନେଲ ରେ କାମ କରିବ କି?

    • @sk.gaurisankhar
      @sk.gaurisankhar 17 часов назад

      Sata katha but other cast loka mane reservation pain kimba anya karanaru bahut nicha dekhitahanti aamaku kintu madichal boli mar lok ka bavna ko😂😂

    • @chandrashekhargo7343
      @chandrashekhargo7343 17 часов назад +1

      ତମ ପାଇଁ ସରକାରୀ ଚାକିରି କରିବାର ବହୁତ ସୁଯୋଗ ଅଛି।କେମିତି କହୁଛ ଯେ ପିଜି କରି ପଡ଼ି ରହିଛି। କେବଳ certificate dhari Basile hebani

    • @Boom-z8j
      @Boom-z8j 17 часов назад

      ​@@chandrashekhargo7343Xm notification ta asuchi kintu xm date ghunchi ghunchi jauchi aau result pare b corruption 😅

  • @labakrushnaNayak
    @labakrushnaNayak 21 час назад +7

    ଶବର ସମାଜ ର ଏକ ପ୍ରେରଣା ଆଉ ଆଗ କୁ ବଡିବାକୁ ପ୍ରୟାସ ଜାରି ରଖ ରଜନୀ ଜୟ ଜଗନ୍ନାଥ

  • @ManoranjanDas10
    @ManoranjanDas10 День назад +9

    ଗରିବର ଭଗବାନ ଭରସା

  • @MAHENDRAMALLICK-gl1ze
    @MAHENDRAMALLICK-gl1ze 15 часов назад +4

    ମୋତେ ଆଜି ବୋହୁତ ଖୁସି ଲାଗୁଚି 😢 ଏହି ନିଉଜ ଦେଖି , କାହିଁକି ନା ମୁଁ ବି ଜଣେ ଆଦିବାସି ଆଉ ମୁଁ ବୋହୁତ ଚେଷ୍ଟା କରୁଛି ଆମ ଆଦିବାସୀ ଭାଇ ଓ ଭଉଣୀ ମାନେ ଏମିତି ଆଘକୁ ଯାନ୍ତୁ ବୋଲି ବୋହୁତ ଚେଷ୍ଟା କରୁଛି, ଭଗବାନ୍ ଆଜି ମୋ ସ୍ଵପ୍ନ ଗୋଟେ ପୂର୍ଣ୍ଣ କରିଛନ୍ତି ❤

  • @anilrana7141
    @anilrana7141 18 часов назад +5

    ବହୁତ ବଢିଆ ଭଉଣୀ ଏମିତି ଆଗକୁ ବଢିଚାଲ । ମୋର ଭଗବାନଙ୍କ ଠାରେ ପ୍ରାର୍ଥନା ।

  • @HariGautamRaita
    @HariGautamRaita 14 часов назад +5

    ବହୁତ ଖୁସି କାରଣ ଆମର ଶବର ଆଦିବାସୀ ବହୁଣିଙ୍କ ଫାଈଁ ଆମ ଶବର ଗୀତ ଗାଅ ଭଉଣୀ

  • @BiswamitraMallik-s1s
    @BiswamitraMallik-s1s 16 часов назад +5

    ବହୁତ ସୁନ୍ଦର ଗିତ ଗାଇଛ ଭଉଣି🎉😂🎉

  • @anantahikabadi293
    @anantahikabadi293 День назад +12

    ସୁନ୍ଦର ସ୍ଵର ଆଗକୁ ଏମିତି ଜାରି ରଖ ଭଉଣୀ ।

  • @ShrinibasDas-v3z
    @ShrinibasDas-v3z 16 часов назад +5

    ଭଉଣୀ ତୁମକୁ ଭଗବାନଙ୍କର ଆଶ୍ରିବାଦ ରହି ଛି, ରହିବ

  • @sk108go
    @sk108go 8 часов назад +2

    ଭଗବାନ ତୁମର ସବୁ ସ୍ବପ୍ନ ସାକାର କରନ୍ତୁ ଭଉଣୀ

  • @ShrinibasDas-v3z
    @ShrinibasDas-v3z 16 часов назад +4

    ଭଉଣୀ ପ୍ରକୃତରେ ତୁମେଧନୀ ଗରୀବ ଭାବନି ଦୁଃଖକରନି

  • @bhikari194
    @bhikari194 17 часов назад +5

    ବଣ ମଲ୍ଲୀ ର ବାସନା, ସୁଗନ୍ଧ, ଏବେ ସାରା ଜଗତ ଚମକେଇ ଦବ... ଅପେକ୍ଷା ର ଆରମ୍ଭ 💐🙏👍ମୋ ଭଉଣୀ ମୋର ହୃଦର ସହିତ ଧନ୍ୟବାଦ..

  • @samiyakulisika6632
    @samiyakulisika6632 6 часов назад

    Pratidin tv କୁ ବହୁତ ବହୁତ ଧନ୍ୟବାଦ।

  • @krushnasabar3045
    @krushnasabar3045 18 часов назад +3

    ବହୁତ ସୁନ୍ଦର ସ୍ୱର ମାଡ଼ି ଚାଲ ଜୟ ଶ୍ରୀରାମ

  • @lingarajakarjee9270
    @lingarajakarjee9270 День назад +7

    ଯେତେ ପାରିବ ସଉରା ଗୀତ ଗାଈ ପାଦେ ଆଗକୁ ବଢନ୍ତୁ

  • @masiamandal
    @masiamandal 12 часов назад +1

    ଆଦିବାସୀ ମାନଙ୍କ ଷ୍ଟୋରୀ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ପ୍ରତିଦିନ ଚେନାଲ କୁ ବହୁତ ବହୁତ ଧନ୍ୟବାଦ୍। ରଜନୀ ମଣ୍ଡଳ ଆଗକୁ ଯାଆନ୍ତୁ।

  • @Debanayak-u2x
    @Debanayak-u2x 12 часов назад +1

    ଧନ୍ୟ ବାଦ୍ ଆମ ଆଦିବାସୀ ଭଉଣୀ ଆଗକୁ ମାଡ଼ିଚାଲ୍ ❤❤❤❤❤❤

  • @SujanGuya
    @SujanGuya 13 часов назад +1

    ଆଦିବାସୀ ଆଗ ଧାଡିରେ ମୁଁ ବି ଆଦିବାସୀ ଜୟ ଆଦିବାସୀ ❤❤❤🎉🎉🎉

  • @ariyak.m2315
    @ariyak.m2315 18 часов назад +4

    ବହୁତ ସୁନ୍ଦର voice. God bless you

  • @syrnuskerketta9732
    @syrnuskerketta9732 7 часов назад

    ଭଉଣୀ ଜୀବନ ପଥ ବନ୍ଧୁର. ନିଜକୁ କେବେହେଲେ ଅସହାୟ ମଣିବୁ ନାହିଁ. ତୁମ ଜୀବନ ପଥେ ଭଗବାନ ସହାୟ ହୁଅନ୍ତୁ. ନିଶ୍ଚୟ ତୁମ ଭାଗ୍ୟ ବଦଳିଯିବ.

  • @Subash217
    @Subash217 6 часов назад +1

    କେତେ ଅନୈତିକ ବ୍ୟବସ୍ଥା ରହିଛି ଏ ସମାଜରେ ଯେଉଁଠି ଜଣେ ଏତେ ନିର୍ଯାତିତ ହୁଏ,ଧିକ ସେ ବ୍ୟବସ୍ଥା କୁ।

  • @MangalaGamango-co2qp
    @MangalaGamango-co2qp 15 часов назад +1

    ପ୍ରଭୁ ଆପଣ ଙ୍କୁ ଆଶ୍ରିବାଦ କରୁ ମୋ ଗର୍ବ କରେ ଯେ ଆମ ଆଦିବାସୀ ଝିଅ ଆଗକୁ ଯାଉଛନ୍ତି

  • @rajivgamango6904
    @rajivgamango6904 19 часов назад +3

    ଜୟ ଜଗନ୍ନାଥ ଭଉଣୀ, ଏହିଟା ସତ କଥା ଆଜି ବି ଛୁଆଁ ଅଛୁଆଁ ର ଭେଦ ଭାବ ଓଡିଶା ସମାଜରେ ରହିଛି କାରଣ ଯେଉଁ ମାନଙ୍କ ଆଖିରେ ଆଜିବି ଅନ୍ଧ ପୁଟଳି ପିଟିନି, ଆରେ ଯେଉଁ ମାନଙ୍କ ପାଖରେ ଏ ଭଳି ଚିନ୍ତା ଧାରା ରହିଛି ଗୋଟେ ଜିନିଷ ଜାଣି ରଖିବା ଉଚିତ ଯେ ତୁମେ ଯଦି ଏତେ ଶୁଦ୍ଧ ତେବେ ତୁମର ସ୍ବର୍ଶ ରେ ତ ଜଣେ ଆଦିବାସୀ କୁ ଶୁଦ୍ଧ କରି ଦେଇ ପାରି ତାହାନ୍ତ, ଆମ ଓଡିଶା ରେ ଅଧିକାଂଶ ଲୋକଙ୍କ ଏଭଳି ଛୁଆଁ ଅଛୁଆଁ ନୀତି ଯୋଗୁଁ ତ ଆମ ଗରିବ ନିରୀହ ଭାଇ ଓ ଭଉଣୀ ମାନେ ଧମାନ୍ତରିତ ହୋଇ ଖ୍ରୀଷ୍ଟିଆନ ହୋଇଗଲେ ଆଉ ବଳକା ପୂଜ୍ୟ ଶ୍ରୀ ପ୍ରଧାନୀ ଗମାଙ୍ଗ ଗୁରୁଜୀ ଙ୍କ ପ୍ରଚାର ଆଉ ପ୍ରସାର ହେତୁ ଶବର ସମାଜ ର ସଙ୍ଘଠନ ରେ ଅଙ୍ଗ ହୋଇ ରହିଗଲୁ 🙏🙏❤️❤️🙏🙏ଜୟ ଶବର ସମାଜ ଜୟ ପ୍ରଧାନୀ ଗୁରୁଜୀ ❤️❤️🙏🙏🙏🙏🇮🇳🇮🇳🇮🇳

  • @dibakarhalba8816
    @dibakarhalba8816 День назад +5

    ରଜନୀ ଗୀତ ରିଲିଜ୍ ହେଲେ ନିଶ୍ଚୟ ଶୁଣିବା

  • @MR.bapina437
    @MR.bapina437 16 часов назад +3

    ଝିଅ ବୌହୁତ୍ ସୁନ୍ଦର ଗୀତ ❤❤❤

  • @କବିଓକବିତାସୁଶାନ୍ତଦେହୁରୀ

    ଆଦିବାସୀ ମାନଙ୍କୁ ଅନେକ ଅତ୍ୟାଚାର କରାଯାଇଛି, ଆମେ ବି ଅଙ୍ଗେ ଲିଭେଇଛୁ ଦେଖିଛୁ। ଅଥଚ ଧୀରେ ଧୀରେ ବଦଳି ଗଲାଣି, ବଦଳି ଯିବ ଆଉ କିଛି ପରେ

  • @srikantsabar823
    @srikantsabar823 6 часов назад

    Proud of you didi🥰
    Don't give up go ahead nd show your talent 🔝👍💪💪

  • @swagatikamishra5435
    @swagatikamishra5435 3 часа назад

    Rajani Jhia tora gita bahut badhiya ❤ God bless you always

  • @rajendragamanga
    @rajendragamanga 16 часов назад +1

    ଆମ ସୌରା ଶବର ସଂସ୍କୃତି ବହୁତ ସୁନ୍ଦର ❤❤❤❤..

  • @raghunathpradhan5356
    @raghunathpradhan5356 Час назад

    ❤❤❤❤ଆଗକୁ ବଢ ଭଉଣୀ 🎉🎉🎉🎉🎉

  • @asharanipanda4200
    @asharanipanda4200 11 часов назад +1

    HARI OM
    EXCELLENT PERFORMANCE .MAY GOD BLESS YOU 👍

  • @dilongamango8184
    @dilongamango8184 19 часов назад +3

    ଜୟ ସୌରl ❤️❤️❤️❤️❤️ ଜୟ ଆଦିବାସୀ

  • @K.Ganesh-n7b
    @K.Ganesh-n7b 3 часа назад

    ମୁଁ ବି ଜଣେ ଆଦିବାସୀ ଏଇ ଭିଡ଼ିଓ ଦେଖି ବହୁତ ଖୁସି ଲାଗୁଛି love you ଝିଅ

  • @akashdas477
    @akashdas477 15 часов назад +1

    ପ୍ରତିଦିନ ଟିଭି କୁ ବହୁତ ଧନ୍ୟବାଦ 💐🙏

  • @NandeeniSunani-u8p
    @NandeeniSunani-u8p 7 часов назад

    👌👌👌ବାଗବାନ ଆଗକୁ ନିଅନ୍ତୁ 👌👌👌

  • @BhimesenMajhi
    @BhimesenMajhi 14 часов назад +1

    ବହୁତ୍ ସୁନ୍ଦର ଆଗକୁ ଜିବାପାହିଁ ଆହୁରି ପ୍ରଚେଷ୍ଟା କରନ୍ତୁ

  • @namitamandal7225
    @namitamandal7225 14 часов назад +1

    ଝିଅ ର ଖୁବ୍ ବଢିଆଁ କଣ୍ଠ ତୁମେ ବହୁତ ଆଗକୁ ବଢ଼ କାହା ଖରାପ୍ କଥା କୁ ତୁମେ ଧ୍ୟାନ ଦିଅ ନାହିଁ
    ଭଲ କୁ ନେଇ ଆଗକୁ ଯାଆ

  • @dipakkumarbal8318
    @dipakkumarbal8318 8 часов назад

    ମା ଭଗବାନ ତୁମକୁ ସହାୟ ହୁଅନ୍ତୁ l ତୁମ କଥା ଶୁଣି ଆଖିରେ ଲୁହ ଆସିଗଲା l ଆଗକୁ ବଢନ୍ତୁ ମା l ସୁନ୍ଦର କଣ୍ଠଟିଏ ପାଇଛ ମା l ମାଲକାନଗିରି ମାଟିରୁ ଅଜସ୍ର ଶୁଭେଚ୍ଛା ଶୁଭକାମନା ଓ ଆଶୀର୍ବାଦ 🙌🙌🙌🙌

  • @kalingaranjan2074
    @kalingaranjan2074 8 часов назад

    ଓଡିଶାରେ 62 ପ୍ରକାରର ଜନଜାତି ବାସ କରନ୍ତି। ଓଡିଶାରେ ଭାରତର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ତୃତୀୟ ବୃହତ୍ତମ ଜନସଂଖ୍ୟା ରହିଛି। #odisha #IndiasBestKeptSecret ଆଦିବାସୀ ସମ୍ପ୍ରଦାୟ ଓଡ଼ିଶାର ଅବିସ୍ମରଣୀୟ ଜୀବନ୍ତ ଆତ୍ମା ​​👍🔥

  • @BijayKumarMajhi-gg8lv
    @BijayKumarMajhi-gg8lv 11 часов назад

    ପ୍ରତିଦିନ tv କୁ 🙏🙏🙏 ଆଦିବାସୀ ପ୍ରତିଭାକୁ ଦୁନିଆ ଆଗରେ ଆଲୋକିତ କରୁଛନ୍ତି 🙏🙏🙏🙏🙏🙏🙏🙏🎉🎉

  • @SrinivasTadingi
    @SrinivasTadingi 2 часа назад

    Proud of you str.God bless you,I salute to you pratidin tv ku salute..

  • @Sakha957
    @Sakha957 14 часов назад +1

    ବହୁତ ସୁନ୍ଦର ଗୀତ

  • @ajitmallick1848
    @ajitmallick1848 5 часов назад

    ❤❤Good Rajani sister ❤❤

  • @LearnMyAmbition143
    @LearnMyAmbition143 14 часов назад +3

    ବହୁତ ଖୁସି ଲାଗିଲା ଭଉଣୀ, ଆପଣଙ୍କ କଣ୍ଠ ଶୁଣିକି ❤❤❤👏👏👏

  • @SibaramSabar-qs6fu
    @SibaramSabar-qs6fu День назад +6

    Beautiful singer

  • @umeshbabu7013
    @umeshbabu7013 6 часов назад

    Bahut sundar voice god bless you

  • @mangalsingermundari
    @mangalsingermundari 17 часов назад +1

    Very sweet voice sister bohuto agoku jao Amara ashirbad rahila🙏🙏🙏🌺🌺🌺

  • @kapilashmajhi613
    @kapilashmajhi613 День назад +4

    Congratulate go ahead ....💐💐

  • @magatasabar744
    @magatasabar744 День назад +5

    ଜୟ ଶ୍ରୀ ରାମ

  • @kumarvishwa6680
    @kumarvishwa6680 10 часов назад

    I am adivasi i saport you my sister keep it up jai jagannath

  • @subhashreedas_951
    @subhashreedas_951 23 часа назад +1

    Thank pratidin tv

  • @Sibasabara-f3b
    @Sibasabara-f3b День назад +7

    So sweet voice 🥰

  • @SubashiniNaik-t7m
    @SubashiniNaik-t7m 9 часов назад

    Bahut vala gauchan jhia

  • @princecreation5136
    @princecreation5136 18 часов назад +1

    ଆଗକୁ ଗଢ଼... ଜୟ ଆଦିବାସୀ 🙏🙏🙏

  • @niranjanparida8112
    @niranjanparida8112 9 часов назад

    God bless you Rajani

  • @nityanandadehury5416
    @nityanandadehury5416 3 часа назад

    ଆଦିବାସୀ କେବେ ହାରେନା ଝିଅ ,ମନରେ ସାହାସ ରଖ ,ଆଗକୁ ନିଶ୍ଚିତ ଯିବ

  • @UdhabKalar
    @UdhabKalar 22 часа назад

    ବହୁତ ସୁନ୍ଦର ହେଇଛି ଆଗକୁ ବଢ଼ିବାରେ ଜଗନ୍ନାଥ ସାହା ହେବେ ଧନ୍ୟବାଦ।🎉🎉🎉🎉

  • @rameshkumarhansdah9341
    @rameshkumarhansdah9341 2 часа назад

    ❤❤ Jay adivasi full support sister

  • @haribandhugond9019
    @haribandhugond9019 11 часов назад

    Proud of you sister. We are Tribal

  • @dibakarnayak1614
    @dibakarnayak1614 11 часов назад

    Voice is your talent you must focus it move forward I 100% support you ❤❤❤❤❤ialso malkangiri

  • @rasanandadalei1573
    @rasanandadalei1573 12 часов назад

    Aadibasi kalakar Ku aagaku badhibaku sujog deithithibaru Thanks to Pratidin TV channel

  • @anantapaharia546
    @anantapaharia546 16 часов назад +1

    ଦୁଃଖନଥିଲେ ସୁଖଆସି କେମିତି ,ଆଗକୁ ବଢ଼ିବା ପାଇଁ ନିଜେ ହିଂ ଉଦ୍ୟମ କରିବ।ଉଚିତ କିଏ କେଉଁ ପ୍ରକାରର ଏହିକଥା ହିଁ ପ୍ରତିବନ୍ଧକ ,

  • @debendramajhi5144
    @debendramajhi5144 7 часов назад

    Bahuta bhal laguchi

  • @SantoshKumar-rz5zq
    @SantoshKumar-rz5zq 12 часов назад

    ଏବେବି ସମାଜରେ ଆମକୁ ଶାନ୍ତିରେ ବଞ୍ଚିବାକୁ ଦଉନାହାନ୍ତି ଜାତିବାଦୀ କୁସଂସ୍କାରୀ ମାନେ ଅନେକ ଅନେକ ଶୁଭେଚ୍ଛା ଭଉଣୀକୁ, ଚେଷ୍ଟା ଜାରିରଖ

  • @PramodRaita-i3r
    @PramodRaita-i3r 18 часов назад +1

    ଦିଦି ଧନ୍ୟବାଦ ଗୀତ ଭଲଅଛି😂😢😮😅😊

  • @KUMARSHIBADITYO
    @KUMARSHIBADITYO 18 часов назад +1

    ,ମୁ ବନମଲ୍ଲୀ କିନ୍ତୁ.ବନରେ ହଁି ଫୁଟି ଝିଡ଼ିଯିବିନି.ମ ବାସ୍ନା ସାରା ଦୁନିଆ ବାରିବ......❤❤❤❤❤❤❤❤❤

  • @jonashbhai3179
    @jonashbhai3179 13 часов назад

    ଆମ ଆଦିବାସୀ ସୌରା ଜାତି ର ଆମ sollywood industry ଧୀରେ ଧୀରେ ଆଗକୁ ବଡି ଯାଉଅଛି ,ପ୍ରୋଭୁ ଯୀଶୁଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ, ଆମ ଦିଦି ବୋହୁତ ଆଗକୁ ଯାଉ,।।।।👍👍

    • @Maaduatoka
      @Maaduatoka 11 часов назад

      jishu kau adibasi ra bhagawan ?

  • @Babitamurmu-v7c
    @Babitamurmu-v7c 11 часов назад

    Biti adi napai ❤❤❤❤❤❤❤❤❤❤❤

  • @kunipurti9168
    @kunipurti9168 День назад +4

    Nice voice keep it up 👍👍👍

  • @SanjaySing-kp6kx
    @SanjaySing-kp6kx 2 часа назад

    Bahut sundar voice a bhauni ra

  • @jcstech95
    @jcstech95 8 часов назад

    Bahut sundar swarare gaucha gita

  • @babulalpradhan1886
    @babulalpradhan1886 10 часов назад

    ବହୁତ ସୁନ୍ଦର ଗୀତ ❤

  • @rjnaikbox4894
    @rjnaikbox4894 18 часов назад +1

    ଜଗନ୍ନାଥ ତୁମକୁ ସବୁଠାରୁ ସୁନ୍ଦର ସ୍ବର ଆବିର୍ଭାବ ଦେଇ ଛନ୍ତି

  • @BhajamanBadaraita
    @BhajamanBadaraita 7 часов назад

    God bless you sister Bhagaban Mangala କରନ୍ତୁ

  • @rajutakri713
    @rajutakri713 8 часов назад

    Very nice God bless you 💐

  • @baskeybtminu3540
    @baskeybtminu3540 2 часа назад

    God bless u siss❤l
    I olso proud my adiwasi cast

  • @SuhanaSunani
    @SuhanaSunani 8 часов назад

    Very nice go on proceed

  • @RohitgamangoRohitgamango
    @RohitgamangoRohitgamango День назад +4

    Nace song❤❤

  • @rameshnayak3126
    @rameshnayak3126 10 часов назад

    Jay Adivasi

  • @familly_and_fun_containt-2023
    @familly_and_fun_containt-2023 17 часов назад +1

    କେତେ ମିଠା ଅଛି ସତରେ ଭଉଣୀ ଙ୍କ ପ୍ରତିଟି କଥାରେ.. ଭଗବାନ ଆପଣ ଙ୍କୁ ବହୁତ୍ ଧର୍ଯ୍ୟ ଦିଅନ୍ତୁ.. ଆପଣ ବହୁତ୍ ଆଗକୁ ଯାଆନ୍ତୁ.. ଆମର ସପୋର୍ଟ ରହିବ.. ଜୟ ଜଗନ୍ନାଥ.. ଏମିତି ହିଁ tallent ଆମ ଓଡ଼ିଶା ପାଇଁ ଦରକାର..

  • @GOBINDATUDU-c7w
    @GOBINDATUDU-c7w 18 часов назад +2

    Sweet voice

  • @DINABANDHU727
    @DINABANDHU727 12 часов назад

    Hy rajani sister! Satare great❤❤❤❤❤❤

  • @subhashreedas_951
    @subhashreedas_951 23 часа назад

    ସୁନ୍ଦର ସ୍ୱର ଏଇ ଝିଅ ର, ଆଗକୁ ବଢ଼ିବାରେ ଭଗବାନ ଆଶୀର୍ବାଦ କରନ୍ତୁ

  • @SriKumar-j5c
    @SriKumar-j5c 9 часов назад

    God bless you syster❤❤ Badar all family

  • @mamatabadaraita9212
    @mamatabadaraita9212 14 часов назад

    Very very thanks 🙏🙏❤❤ my sister ❣️🙏❣️

  • @eswarmarndicreations8719
    @eswarmarndicreations8719 10 часов назад

    You are good girl sister
    I am also aadibasi
    God bless you ❤❤