🔴LIVE | ଧରାପଡ଼ିଲା କୁଟ୍ଟେଙ୍କ ଭିତିରି ଖେଳ | Odisha politics | BJD| BJP | DS Kutey | V. K. Pandian | OR

Поделиться
HTML-код
  • Опубликовано: 23 ноя 2024

Комментарии • 151

  • @biswanathpadhy8371
    @biswanathpadhy8371 3 месяца назад +14

    ଉଭୟଙ୍କୁ ଡିସମିସ୍ କରାଯିବା ଉଚିତ।

  • @LambodarPradhan-sj6uy
    @LambodarPradhan-sj6uy 3 месяца назад +37

    ଉଭୟ ଙ୍କୁ ଠିକ୍ ଛାଟ ବାଜିବା ଦରକାର,

  • @manoramapattanaik9514
    @manoramapattanaik9514 Месяц назад +3

    Dhanybad agnya

  • @dayasagardayasagar755
    @dayasagardayasagar755 3 месяца назад +12

    ଏହାଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କରାଯାଇ
    ଆଜୀବନ କାରାଦଣ୍ଡ ଦିଆଯାଉ .
    ଏମାନଙ୍କ ଦରମା ଓ ପେନ୍ସ ସବୁ ବ୍ୟାଜାପ୍ତି କଲେ
    ଅନ୍ୟମାନେ ସତର୍କ ହେବେ ..

  • @maheswarparihari5189
    @maheswarparihari5189 3 месяца назад +35

    ଏ ଅଣ ଓଡ଼ିଆ ବେହିମାନ ଅଫିସର ମାନଙ୍କୁ ନନ୍ଦନ କାନନରେ ସିଂହ ମୁହଁରେ ଛାଡ଼ି ଦିଅ।

    • @biswanathsitha5142
      @biswanathsitha5142 3 месяца назад

      ସେମାନଙ୍କୁ ମାରିବା ଆଗରୁ ନବିନକୁ ଆଗ ମାରିଦେବା ଦରକାର,

  • @arjuncharansamal7344
    @arjuncharansamal7344 3 месяца назад +21

    ଆଗ ଏ ଦୁଇଜଣକୁ ବାନ୍ଧ, ତାପରେ ପାଣ୍ଡୁକୁ
    ମଧ୍ଯ ଜେଲ ତୁରନ୍ତ ପଠାଯାଉ ।

  • @prafullamohanty5557
    @prafullamohanty5557 3 месяца назад +57

    ଏ ଦୁଇ ଜଣ ଯଦି ପାୱାର ରେ ଥାନ୍ତେ ତେବେ BJP କେବେ ଜିତି ପାରି ନ ଥାଆନ୍ତେ। ଶଳା ଟି ମାନଙ୍କୁ ଚାକିରି ରୁ ବହିଷ୍କାର କରାଯିବା ସହ ତୁରନ୍ତ ଜେଲ୍ ପଠାଯାଉ ।

  • @gobindachandranayak9576
    @gobindachandranayak9576 3 месяца назад +3

    ସୁନ୍ଦର ମନ୍ତବ୍ୟ

  • @nareshpattnaik2454
    @nareshpattnaik2454 3 месяца назад +22

    ନବୀନଙ୍କ ସହ ଏ ଗୁଡ଼ାଙ୍କୁ ମୋଟେ ଛାଡିବାର ନୁହେଁବାନ୍ଧି ଚଲେଇ ଚଲେଇ ନେବା କଥା କେବଳ ଏତିକି ନୁହେଁ ଯୋଉ ରାଜକୋଷକୁ ଲୁଟିକିଲୋ କିଲୋ ସୁନା ସହ୍ ହୀରା ହାର ଓ ମାଲ ମାଲ କୋଠା ଫାର୍ମ ହାଉସ ଦାମି ଦାମୀ ଗାଡ଼ି ଶଳା କିଣି ମଉଜ କରୁକରୁ ପ୍ରଭୁ ଦଣ୍ଡ ଦେବାର ନ୍ତିନ୍ଦେସ ଦେଲେତମିଲିଙ୍କୁ ବହିସ୍କାର ସହ ଜେଲ😊

    • @sudhirsahoo7942
      @sudhirsahoo7942 3 месяца назад +4

      Ehi sala IPS o IAS manak sahita pandian o Bobby ku turant arrest Kari rastare chalai chalei ha nd cup pakai jail re pura

    • @sudhirsahoo7942
      @sudhirsahoo7942 3 месяца назад +3

      Suspend Kari çhakiriru bahiskar karantu moan sarkar

    • @debendrakumaracharya4581
      @debendrakumaracharya4581 3 месяца назад

      Pandian ଙ୍କୁ arrest କରିବେ କଣ,ଆଜି ପର୍ଯ୍ୟନ୍ତ ତାଙ୍କ ଠାରୁ Z security ହଟାଇବାକୁ ମୋହନ ସରକାରଙ୍କର ଦମ୍ ନାହିଁ।​@@sudhirsahoo7942

    • @Rabindra1Pramanik
      @Rabindra1Pramanik 25 дней назад


      By see gy bu. See . Gy bu

  • @BinodiniBinodini-y7m
    @BinodiniBinodini-y7m 3 месяца назад +10

    ଏ ସଳାଙ୍କ ଜେଲ୍ ପଠାଜାଉ ନତୁବା ସୋଛାକୃତ ଅବସର ଦିଆଯାଉ

  • @jyotiranjankhadiratna
    @jyotiranjankhadiratna 3 месяца назад +5

    Mohan sarkar Immediately action niantu

  • @bijayakumarmishra2964
    @bijayakumarmishra2964 3 месяца назад +1

    ଏ ମାନଂକୁ ଆଜୀବନ ବହିଷ୍କାର କରାଯାଉ

  • @RamaPattnaik-t2k
    @RamaPattnaik-t2k Месяц назад +1

    ଏମାନଙ୍କୁଉତତ୍ତରପ୍ରଦେଶପ ଠେଇଁ ଦିଅ

  • @bcpattanayak911
    @bcpattanayak911 3 месяца назад +4

    Right

  • @RajanaNayak-r6t
    @RajanaNayak-r6t 3 месяца назад +6

    ଫାଇଷ୍ଟି ନାମରେ ଜେତେ ଦୁରୁନୀତି କରି ଛନ୍ତି ସବୁ ଅଫିସ ର ମାନ ଙ୍କୁ ଧ ରା ଜା ଓ. ଜୟ ଶ୍ରୀ ରାମ

  • @dhirendrapanigrahi7303
    @dhirendrapanigrahi7303 3 месяца назад +2

    People are waiting for action.

  • @niharranjandas1353
    @niharranjandas1353 3 месяца назад +4

    ବିଜେଡି ଦଳ କୁଟେ, ଆଶିଷ ସିଂ ଭଳି ଆଉ କେତେକ ବ୍ୟୁରୋକ୍ରାଟ୍ ଙ୍କ ଦଳ ଥିଲା ବିଗତ ୧୦ ବର୍ଷ ଧରି ।ର

  • @pradeepkumar-ni2ig
    @pradeepkumar-ni2ig 2 месяца назад +1

    👍👍👍

  • @suryanarayansahu5375
    @suryanarayansahu5375 Месяц назад +1

    ଚୋର ଘର ସବୁ ବେଳେ ଅନ୍ଧାର ନ ଥାଏ।ଜୟ ଜଗନ୍ନାଥ ଜୟ ଉତ୍କଳ ଜନନୀ

  • @AjayakumarMishra-m7d
    @AjayakumarMishra-m7d 2 месяца назад +2

    2 jana nka bitaru jana nku constable au jana nku habildar kara jau

  • @rabindranathmishra7809
    @rabindranathmishra7809 3 месяца назад +3

    Suspend & punishment nihati jaruri.

  • @suryanarayansahu5375
    @suryanarayansahu5375 Месяц назад +1

    ଚାକିରି ସର୍ତ୍ତାବଳୀ ର ବେନିୟମ କାର୍ଯ୍ୟ ନିର୍ବାହ ପାଇଁ ବହିଷ୍କାର କରିବା ଆବଶ୍ୟକ। କାରଣ ଅଧିକାରୀ ହୋଇ ବେନିୟମ କାର୍ଯ୍ୟ ନିର୍ବାହ ଏକ ଗୁରୁତ୍ବର ଅପରାଧ ଜାତୀୟ ଅପରାଧ।ଏହା ଦେଶ ପ୍ରତି ବହୁଗୁଣରେ ଦୁର୍ନୀତି।ଏହା ଏକ ଗଣତନ୍ତ୍ର ବ୍ୟବସ୍ଥାରେ ସରକାରଙ୍କ ନୀତି ବିରୁଦ୍ଧରେ। କାର୍ଯ୍ୟାନୁଷ୍ଠାନ ଦରମା ମିଳିବା କଥା ନୁହିଁ।ବଡ ଅଧିକାରୀ ମାନେ ବେନିୟମ କାର୍ଯ୍ୟ ନିର୍ବାହ କରିବା।ଆଜି duty ରେଥାଇ police ମେଳି ଦେଖିବାକୁ ମେଳୁଥିଲା।charge frame ହେଲାବେଳେ କିପରି ଦରମା ବ୍ୟବସ୍ଥା କରାଯାଇଛି।

  • @gangadhardash3430
    @gangadhardash3430 3 месяца назад +3

    ଦୀର୍ଘ ଚବିଶ ବର୍ଷ
    କାଳ ଏପରି ଡରାଇ ଧମକାଇ
    ବିଶ୍ୱରେ ଏକ ନମ୍ବର ଶାସନ
    ଚାଲିଥିଲା !!
    😢😢😢😢😢

  • @hulashmajhi7571
    @hulashmajhi7571 3 месяца назад +3

    ଦୁଇ ମାଓବାଦୀ କୁକଠି ରୁ କଠିନ ଦଣ୍ଡ ଦିଆଯାଉ

  • @prabhasray675
    @prabhasray675 3 месяца назад +3

    Jay Jagannath

  • @hsmishrablgr
    @hsmishrablgr 3 месяца назад +2

    Exemplary action required.

  • @suryanarayansahu5375
    @suryanarayansahu5375 Месяц назад +1

    ବହୁ ଲଜ୍ୟାଶୀଳା। ରାଜ୍ୟ ପାଇଁ କଳଙ୍କିତ। ଦେଶଦୋରହୀ।ଦେଶ ବିରୁଦ୍ଧୀ। ଗଣତନ୍ତ୍ର ବିରୋଧୀ। ସରକାରଙ୍କ ଦାୟିତ୍ଵ।

  • @felixnayak6317
    @felixnayak6317 3 месяца назад +1

    ମୋଦିର Puppet, election commissioner କୁ କେବେ ଜେଲ ପଠାଯିବ ଓ କିଏ ପଠାଇବେ?

  • @RANJITKUMAR-wq4ox
    @RANJITKUMAR-wq4ox 3 месяца назад +1

    ଏଇ ଶଳାଙ୍କୁ ନେଇ ବିଜେଡି ଖେଳ କରୁଥିଲା

  • @sanatananayak3288
    @sanatananayak3288 2 месяца назад +1

    ଅର୍ଥ ଅଭାବରୁ ମୋ ପୁଅ +୩ ପଢିବା ପାଇଁ ଫରମ ପୂରଣ କରି ପାରିଲା ନାହିଁ। ସେଥିପାଇଁ ବ୍ଯକ୍ତିଗତ ଭାବେ ମୁଁ ମର୍ମାହତ। ଧନ୍ୟବାଦ ସାର୍ ।

  • @golockchandrasahoo8357
    @golockchandrasahoo8357 2 месяца назад +1

    ALL LINKED OFFICERS SHOULD BE ACTED AGAINST.

  • @suryanarayansahu5375
    @suryanarayansahu5375 Месяц назад +2

    ବାବୁ ଗଜଭିୟେଙ୍କ ପ୍ରସଙ୍ଗ ଭଳି ସବୁ ନୀତିନିୟମ ଆଗକୁ ବଢ଼ିବାରେ କିଛି ହୁଏନାହିଁ। ଏଭଳି ରାଜ୍ୟ କର୍ମ ଚାରି କୁ ସରକାର ତୁରନ୍ତ ସିଧାସଳଖ ପଦକ୍ଷେପ ନେବା ଆବଶ୍ୟକ କାର୍ଯ୍ୟ ନିର୍ବାହ କରିବା ନିହାତି ଜରୁରୀ। ଛଟେଇ ପେନସନ ବନ୍ଦ।କାରଣ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟା କଳାପ ତନୀଖି ହ୍ୱଏ। ସରକାର ବିଚାର 😅

  • @adwaitchandrabeura6847
    @adwaitchandrabeura6847 3 месяца назад +4

    କାର୍ଯ୍ୟ ନ କରି ବେତନ ଦେବା ଛୁଟି ରୂପେ ଗ୍ରହଣ କରାଯିବା ଆବଶ୍ୟକ। ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ସମାନ ନିୟମ ନାଁ ପଦସ୍ଥ ଅଫିସର କିମ୍ବା ଶାସକଦଳ ର ପୃଷ୍ଠ ପୋସକ ମାନଙ୍କ ପାଇଁ ଭିନ୍ନ ନିୟମ ଥିଲେ ସାର୍ବଜନୀନ କରିବା ଆବଶ୍ୟକ।

  • @suryanarayansahu5375
    @suryanarayansahu5375 Месяц назад +1

    ସରକାର ବର୍ତମାନ ଅଜଥା ରାଜକୋଷରୁ ସୁରକ୍ଷା ନିମନ୍ତେ ଖର୍ଚ୍ଚ କରିବା କେତେଦୂର ସମୀଚିତ। ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ ରଦୁନିତି

  • @rjsoy4432
    @rjsoy4432 3 месяца назад +1

    ଏ ଦୁହେଂ ଙ୍କୁ ଭଲ ସେ ପଶୁ ପରି କୁଟି ବା ଜରୁରୀ ଓ ପାଣ୍ଡୁ କୁ ଆଜୀବନ କାରାଦଣ୍ଡ କରଯିବ ଜରୁରୀ ✅ 🙏🙏🙏

  • @golockchandrasahoo8357
    @golockchandrasahoo8357 2 месяца назад +1

    YES.. THEY SHOULD BE DISMISSED FROM GOVERNMENT SERVICE FOR THEIR DUE DILLIGENCE FOR INVOLVING IN DIRECT POLITICS, WHICH IS AGAINST THEIR CODE OF CONDUCT.. SIMPLY SUSPENSION OR DEMOTION TO A LOWER POST WILL NOT SUFFICE FOR ALL THESE INDISCIPLINED OFFICERS.

  • @susantakumarjena1921
    @susantakumarjena1921 3 месяца назад +1

    First arrested him and suspend immediately. No delay only immediately action .

  • @ChintamaniBehera-k1x
    @ChintamaniBehera-k1x 2 месяца назад +1

    Why_not_action,against,them?

  • @arunkumarbehera9271
    @arunkumarbehera9271 3 месяца назад +3

    Right. Akshay. Sir (right. Essement)

  • @HimansuSahu-n5n
    @HimansuSahu-n5n 3 месяца назад +2

    ମଦର୍ଚୁଡ ମାନଙ୍କ ପାଇଁ କିଳା ମାର

  • @gajendranathjena356
    @gajendranathjena356 2 месяца назад +2

    ଜେତେଥର ନିର୍ବାଚ଼ନ ଜିତିଛି ବିଜେଡି ୧୪ମସିହା ଏବଂ ୧୯ମହିଲା ଦୁଇଥର ଜିତିବାଟା ବିଜେଡି ଦଳ ନବୀନବାବୁ ମିଛି ଯୋଜନା ଓ ସରକାରୀ ବଡ ବାବୁ କର୍ମଚାରୀ ମାନେ ସରକାରୀ କଳବ୍ୟବହାର କରି ବିଜେଡି ଜିତିଥିଲା ସରକାର କରିଥିଲା ଏବେଆଉଚଳିବନୀ ବିଜେଡି ନବିନ ସରକାର କେବେ ନୂହଁ???❤😊❤😅❤😂❤😢❤🎉

    • @bimbadharrout1373
      @bimbadharrout1373 Месяц назад

      This is only broadcast no action against corrupted higher officers & political leaders in INDIA.. 😅😮😮

  • @arabindamishra4045
    @arabindamishra4045 3 месяца назад +1

    ଅନିଲ ବିଶ୍ୱାଳ ମହୋଦୟ ବର୍ତ୍ତମାନ ଏ ଯେଉଁ ବିବୃତି ଦେଉଛନ୍ତି ତାହା ଦ୍ୱାରା ସେ ଜଣେ ବିରୋଧୀ ଦଳ ର ମୁଖପାତ୍ର ଭଳି ଲାଗୁଛନ୍ତି। ସେ ମନେ ରଖିବା ଆବଶ୍ୟକ ଯେ ସେ ବର୍ତ୍ତମାନ ବିଜେପି ଦଳ ଯାହାକି ଓଡ଼ିଶାର ର ଶାସକ ଦଳ ତାହାର ମୁଖପାତ୍ର। ତେଣୁ, ତାଙ୍କ ବକ୍ତବ୍ୟରେ ଏଭଳି ଅଫିସର ମାନଙ୍କ ବିରୁଦ୍ଧରେ କଣ ସରକାର କରିବାକୁ ଯାଉଛନ୍ତି ତାହାର ଏକା ନିର୍ଦିଷ୍ଟ ବିବରଣୀ ରହିବା କଥା। କେଉଁ ସମୟସୀମା ମଧ୍ୟରେ ଏମାନେ ଦଣ୍ଡିତ ହେବେ ତାର ଉଲ୍ଲେଖ ରହିବା କଥା। ତାହା ନ କରି ଅତ୍ୟନ୍ତ ଦୁର୍ବଳ କଣ୍ଠରେ ସେ ଏମାନେ କଣ କରିଛନ୍ତି ତାର ଧାରା ବିବରଣୀ ଦେବାରେ ଲାଗିଛନ୍ତି ଯାହାକି ସମସ୍ତେ ଜାଣିଛନ୍ତି। ଏଭଳି ବର୍ଣ୍ଣନା ବିଜେପି ର ଏହି ଅଫିସର ମାନଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବାର ପ୍ରତିବଦ୍ଧତା ଉପରେ ସନ୍ଦେହ ସୃଷ୍ଟି କରୁଛି।

  • @HareKrushna-f3d
    @HareKrushna-f3d 3 месяца назад +2

    ସେପରି ଲୋକ ସାରା ଦୁନିଆର ଲେକଙପାଇଁ ମହା ବିପଦ । ସେମାନଙ୍କର ଜରୁରି ଆଇନ୍ କଡା କଡାକଡି କରାଯାଉ ।

  • @souravpadhan6093
    @souravpadhan6093 Месяц назад +1

    ଏମାନଙ୍କର ଭିତରୁ ଛଡା ନଯାଉ ସଡୃଢକାଯୈନୁଠାନହେଉ ଏଵଗତାକ ଦରମା ବଦକରାଉ ଏବଂ ପେନସନଭି

  • @bipinimallickbipini6793
    @bipinimallickbipini6793 Месяц назад +1

    ତୁମକୁ. ମୁଁ. କଣ. କହିବି. ତୁମ. ସରକାର. ଆଜିଯାଏ. କନକରୁଛି. ଶୀଘ୍ର. ଆର. ପ୍ରତିଶୋଧ. ନିଅ. ନହେଲେ. ତୁମେ. ପସ୍ତେଇବ.

  • @raghunathmahakuda3291
    @raghunathmahakuda3291 3 месяца назад +2

    Imedite. Action. Those. Ips. Govt. Servent

  • @BinodiniBinodini-y7m
    @BinodiniBinodini-y7m 3 месяца назад +3

    ମୋହନ ସରକାର ଙ୍କୁ ଅନୁରୋଧ ପାଣ୍ଡୁ କୁ ଟାର୍ଗେଟ କରନ୍ତୁ

  • @jashobantamajhi9898
    @jashobantamajhi9898 3 месяца назад +4

    Jail heu jaldi ed lagajau

  • @kishordhal9417
    @kishordhal9417 3 месяца назад +4

    Those officers should be dismissed from job.

  • @agastipadhan1260
    @agastipadhan1260 3 месяца назад +1

    ଠକ ବିଜେପି ଆଉ ଗୋଟିଏ ଏକ ପ୍ରତିଶୃତି ଲେଖିବା ଥିଲା ସେଟାକୁ ବନ୍ଦ କଲେ କେବେ ମଦ ବନ୍ଦ ହେବ ଭତ୍ତା ୩୦୦ ହଜାର କେବେ ଦେବଲାଭନ ୩୦୦ ଇଉନିଟ କେବେ ଛାଡହେବ ଠକି କି ମିଛ କହି ଭୋଟ ନେଇଛ ୨୦ ୨୯ରେ ତାର ଜବାବ ପାଇବ ଆଉ ଠକି ପାରିବ ନାହିଁ

  • @DinabandhuNaik-yw1xs
    @DinabandhuNaik-yw1xs 3 месяца назад +3

    ଭାଟଲି BDO ଧିରେନ୍ କୁମାର ସେଠି ପୁରା ବିଜେଡ଼ି ସରକାର ସମୟରେ ସେନିଜେ ବିଜେଡ଼ି ପ୍ରଚାର ଲଗୁଥିଲେ ତାଙ୍କ ସମୟରେ ବହୁତ ଦୁର୍ନୀତି ହୋଇଛି ଉଦାହରଣ ଭାଟଲୀ ପ୍ରାଥମିକ ବିଦ୍ୟାଳୟ କୋଠା ତିଆରି ନହୋଇ ଅପ୍ ଷ୍ଟେୟାର ବିଲ ହୋଇ ଟଙ୍କା ହରି ଲୁଟ ହୋଇଛି ତଦନ୍ତ କଲେ ସେଠି BDO ଜେଲ ଯିବେ, କାମ ନେ ହୋଇ ଟଙ୍କା ଲୁଟ ହୋଇଛି

  • @srikantsahoo6563
    @srikantsahoo6563 3 месяца назад +2

    ଦୁଇଟି ଚୋର ମାସେ ସମୟ ଦେଲେ ସବୁ ପ୍ରମାଣ ଲିଭେଇ ଦେବେ।ଏମାନଙ୍କୁ ଜେଲ୍ ରେ ନ ରଖିଲେ କିଛି ପ୍ରମାଣ ରହିବ ନାହିଁ।

  • @dharanidharkhuntia1629
    @dharanidharkhuntia1629 3 месяца назад +1

    BJP Sarkar Immediately Action Niantu
    Jay Shree Ram

  • @BipinPattanaik
    @BipinPattanaik Месяц назад +1

    Jay Jagannath 🙏Jay Nila madhab 🙏Omm🕉️Jay BJP 🙏 Jay Modi ji 🙏 Jay Yogi ji 🙏jay Abvp🙏jay rss🙏 Respected Mr Pandiyan time came to know about your trainer, coacher and professor who is the friend of former CM of Odisha. 4.4cr Odia' will see it.SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.

  • @rameshmohanty1211
    @rameshmohanty1211 3 месяца назад +1

    ସେପଟେ ବିଜେପି ର UP CM, ଆସାମ CM ,MP ର CM wholsale ରେ ଖେଳ କରୁଛନ୍ତି କିନ୍ତୁ ଏପଟେ ଓଡିଶା ବିଜେପି CM retail ରେ ଖେଳ କରୁଛନ୍ତି ।ଆରେ ଭାଇ ବିଜେଡି ର କ୍ରିମିନାଲ ନେତା ମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ କରିବ

  • @motilaldash4645
    @motilaldash4645 3 месяца назад +1

    ପାଣ୍ଡିଆ, କୁଟେ,ଆଶିଷ ସିଂ ଭଳି ଅଫିସର ଓଡ଼ିଶା ପାଇଁ କଳଙ୍କ '

  • @bhagirathipradhan4590
    @bhagirathipradhan4590 3 месяца назад +1

    Step wise bjp party wiener very nice Mohanji cm odisha government

  • @pkmishra6256
    @pkmishra6256 2 месяца назад +1

    Salute to Journalist Sri Akshya Sahu Babu for your nakeed truth statement. Now after coming new Govt.I think Odisha saved.These Kute, Asis Singh, Vinel Krishna, Pravakarn and Pandian had been looted Odisha resourses. Stern actions need to be taken after thorough enquiries. The State Leaders of Odisha Nabin Pattanaik is solely responsible for this. There is wide difference between Biju Pattanaik and Nabin Pattanaik. Again Salute to Akshya Babu the real courageous Journalists in Odisha . 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾

  • @RamchandraPatra-f7f
    @RamchandraPatra-f7f Месяц назад +1

    Odisare only power full men V.K.andian .all odisa public are taken action against those officer are involved with sichuation.

  • @chhabindramansingh73
    @chhabindramansingh73 3 месяца назад +4

    Bjp ଏମିତି ବକ ବକ ହବନା bjd ଅଫିସର ନେତାଙ୍କ ଉପରେ କିଛି କରିବ

  • @prafullamohanty5557
    @prafullamohanty5557 3 месяца назад +4

    What's about Mr Pandu Why he has been given PSO till now।and no proccedings against Pandu

  • @nilanchalsahu1599
    @nilanchalsahu1599 3 месяца назад +2

    These notorious IPS Persons including Pandian may be driven out of Odisha for good future of Odisha

  • @vasundharaofficial
    @vasundharaofficial 3 месяца назад +3

    Bjd netta,officer & kujjinetamananku jail koriba darakar someste nabin name kohi durnithi korichanti

  • @mahendrarohidas4253
    @mahendrarohidas4253 3 месяца назад +2

    OHG post diajau

  • @KamalaPanigrahi-di9br
    @KamalaPanigrahi-di9br 3 месяца назад +1

    Nabini patanaik ku jela diantu.

  • @subashchampati282
    @subashchampati282 3 месяца назад +1

    Emane jadi pawer balare anyamanaku bandhuthile
    Emane kabhi bandha hebeni.

  • @BiduutaravaSahoo
    @BiduutaravaSahoo 3 месяца назад +2

    Appropriate action. taken against Sujata Madam

  • @coolcasually3986
    @coolcasually3986 3 месяца назад +1

    👍👍👍👍♥️♥️♥️👍

  • @manoranjanpanda5536
    @manoranjanpanda5536 3 месяца назад +1

    ନବୀନ ପଟ୍ଟନାୟକ ଜଣେ ଓଡିଶାବାସୀ ଙ୍କ ପାଇଁ ଵେଇମାନ ନେତା, ଓଡିଶାବାସୀ ଙ୍କୁ ଦୁର୍ନୀତି ରେ ଵୁଡାଇବାପରେ ଏତେ ରଙ୍ଗ ରସ କରିବା କଣ ଦରକାର, ସରକାରରେ ଥିଲାବେଳେ ଭଲମନ୍ଦ କଣ ଵୁଝିବାର ଅବସର ନଥିଲା, ଵେଇମାନ ଓଡିଶା ଛାଡି ଚାଲିଯିଵା କଥା, ଜୟ ଜଗନ୍ନାଥ,

  • @bhaskarchandrasethi7108
    @bhaskarchandrasethi7108 2 месяца назад +1

    Send them in to prison

  • @bijankumarsundaray1462
    @bijankumarsundaray1462 3 месяца назад +1

    ନବୀନ ପଟ୍ଟନାୟକ ମହୋଦୟ ଙ୍କ ଜ୍ଞାତସାରରେ ହେଉଥିଲା ଓ V K PANDIAN ଇଚ୍ଛା କରୁଥିଲା ଓଡିଶା କୁ ହାତ ମୁଠାକୁ ନେଇ ଓଡିଶା ବାସୀ ଙ୍କୁ ଆଙ୍ଗୁଳି ଦେଖାଇ ନଚାଇ ଥାଆନ୍ତା। ତେଣୁ Pandian ସବୁବେଳେ DS kutey & Asish Singh ଭଳି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଙ୍କୁ ନିୟୋଜିତ କରିଥାଏ। ଏମାନେ ହେଲେ ସବୁ ଚୁକା ଭଗିଆ, ଯଦି ରାଜନୀତି କରିବାକୁ ଇଛା ଇସ୍ତଫା ଦେଇ ଯିଏ ଯାହା ରାଜ୍ୟ ରେ ରାଜନୀତି କର କେତେ ଗିହାଳିଆ ଜଣାପଡନ୍ତା।

  • @kartikaswarpalei4445
    @kartikaswarpalei4445 3 месяца назад +1

    Un eligial Govt officer quckely saspent Kariba pura right

  • @GOURAVSWAIN69
    @GOURAVSWAIN69 21 день назад

    Apanku salute sundar bhabare bujheiki kahuthibaru

  • @NabikushMahakul-es2lk
    @NabikushMahakul-es2lk 2 месяца назад +1

    I.soficermane.vyadi.pertionality.rokhi.kamokore.to.bakimanesomoste.pertionality.kamokoribapai.chadibeki?..jaharo.real.choritronothile.i.s.ba.os.upadhidebata.deshrohsnikarok.otte.

  • @SAROJNAIK-xk4jk
    @SAROJNAIK-xk4jk 3 месяца назад +1

    Muei janichhi kichhii kichhi Kari pariba ni

  • @dhirendrapanigrahi7303
    @dhirendrapanigrahi7303 3 месяца назад +1

    Odisha ku thara hara karuthile,auu a thara asithile,dharasai kari thante.

  • @RANJITKUMAR-wq4ox
    @RANJITKUMAR-wq4ox 3 месяца назад +2

    ଏଇ ଶଳାଙ୍କ ପାଇଁ କେତେ ନିରୀହ ଲୋକ ହଇରାଣ ସହିତ ଆତ୍ମହତ୍ୟା କରିଛନ୍ତି

  • @subashchampati282
    @subashchampati282 3 месяца назад +2

    What is the meaning of baiman. Jaha nabina seia.

  • @amiyajena6222
    @amiyajena6222 3 месяца назад +2

    Nabin babu nka dosa jete thau officer mane jie nija swarth pain nijar power ra miss use karuchanti tanku kathina akhidrushia punishment darakar

  • @srikantbehera6106
    @srikantbehera6106 3 месяца назад +1

    Kete bars hela prbhab helani kete lok parbhabit heichi sabu bahar krajau

  • @himansumelli9558
    @himansumelli9558 3 месяца назад +1

    ✌️✌️ But pandian ku hide kahin kara jaauchhi.pandian main villain ra matter ku why ignore kara jaauchhi

  • @prafulasingh2267
    @prafulasingh2267 21 день назад

    କେବେ ବନ୍ଧା ହେବେ କୋଟ୍ଟେ ଓ ଆଶିଷ ତଥା ତାମିଲ ଲିଗାସୀ୍ ।

  • @dhirendrapanigrahi7303
    @dhirendrapanigrahi7303 3 месяца назад +2

    Faltu re darama de e ki lava kana.story close kara.People have taken right decision.

  • @chakradharmishra5274
    @chakradharmishra5274 3 месяца назад +1

    ଏମାନଙ୍କ ସହିତ ପାଣ୍ଡୁକୁ ବି ଟାଣନ୍ତୁ l

  • @subashchampati282
    @subashchampati282 3 месяца назад +2

    Emanaku bazar ra re nanda kariba katha se ips kimba ias huantu.

  • @dhirendrapanigrahi7303
    @dhirendrapanigrahi7303 3 месяца назад +1

    Lie detection machine lagiba.

  • @AmlanKumar-s2k
    @AmlanKumar-s2k 3 месяца назад +2

    Chhi chhi Naveen pattanaik mahoday nku, emiti aapan government employee mananku dhari ki poltics karuthile

  • @debendranayak5858
    @debendranayak5858 3 месяца назад +1

    Nabinjadinewsdekhuchu. Tikesaramkara

  • @chandramohannaik2086
    @chandramohannaik2086 25 дней назад

    ଜଦି ଧରା ପଡ଼ିଲା ଜେଲରେ ପୁରାଉନ କାହିଁକି

  • @ghasiramsing4216
    @ghasiramsing4216 Месяц назад +2

    Nabina patanayak buka aluaa. thilla .pandiyan sabu .karuthila. Nabin patanayak dekhi .khali haluaa thila. .chi. chi.. aluaa nabin .patanayak..

  • @ramratan3907
    @ramratan3907 3 месяца назад +1

    Desh drohi declared kara darama close kara

  • @SitaramPattanayak
    @SitaramPattanayak 3 месяца назад +2

    Èbeimankutteoashishankujellpàthantuesallechakirikaruthilekipandiannkachakarthileodiarepadhantu 14:43

  • @rabimohanty112
    @rabimohanty112 15 дней назад

    ଅଫିସର କୁହନ୍ତୁ ନାହିଁ କୁକୁର କୁହନ୍ତୁ

  • @SAROJNAIK-xk4jk
    @SAROJNAIK-xk4jk 3 месяца назад

    Praffula babu kaeiki babhuni Pandian ku

  • @subasjena1252
    @subasjena1252 3 месяца назад +2

    Turant arest karajau e duijananku

  • @KamalaPanigrahi-di9br
    @KamalaPanigrahi-di9br 3 месяца назад

    Nabini sir main dushi No .1.nabini patanaik c.m.pai jugya nuhe.

  • @hariharasahu3566
    @hariharasahu3566 2 месяца назад

    Mankada hate Salagram.

  • @umeshsahoo2005
    @umeshsahoo2005 26 дней назад

    Paane.. Dia.. B. J. P.. Netamane..

  • @MrTdas-d6b
    @MrTdas-d6b 3 месяца назад +1

    ପାଣ୍ଡୁ କୁ କେବେ ଜେଲ ରେ ପୁରେଇବ

  • @deepakkumarnayak7831
    @deepakkumarnayak7831 3 месяца назад +2

    Odia ausmita kan