SC Verdict || ଆରକ୍ଷଣ || Reservation || Creamy Layer || ସଙ୍ଘମିତ୍ରା ଜେନା || Subcategory

Поделиться
HTML-код
  • Опубликовано: 10 сен 2024
  • #reservation #creamy_layer #supremecourt #subcategories
    .#AndolanUpdates
    .
    .
    .
    .
    On 1st August by a 6:1 majority, the seven-judge bench of Supreme Court permitted sub-classification for Scheduled Castes and Scheduled Tribes in reservations by state governments.
    In this video we have tried to explain casteism, reservation & how this judgement will affect the SCs & STs. #reservation #supremecourt #subcategories #creamy_layer

Комментарии • 1,7 тыс.

  • @sureshpatra7793
    @sureshpatra7793 22 дня назад +49

    ସଙ୍ଗମିତ୍ରା ନାନୀ ବହୁତ ବଢିଆ ଉପସ୍ଥାପନା ଦେଇଛନ୍ତି ଆପଣକୁ st/sc କମ୍ୟୁନିଟି ତରଫରୁ ଧନ୍ୟବାଦ 🙏🏽

  • @prahalladfadukar6121
    @prahalladfadukar6121 29 дней назад +27

    ବିଚାରପତି ହେଇ ମଧ୍ୟ ଲୋଭ ଏବଂ ଅହଙ୍କାର ଛାଡ଼ିନାହାନ୍ତି,ସେମାନେ ସମାଜକୁ କେମିତି ନ୍ୟାୟ ଦେବେ l ଧନ୍ୟବାଦ୍ ମାଡ଼ାମ ଏମିତି ମୂଲ୍ୟବାନ ମତାମତ ରଖିଥିବାରୁ l

  • @pankajinibhoi336
    @pankajinibhoi336 Месяц назад +171

    ଜାତିପ୍ରଥା ଏକ ସାମାଜିକ ଅଭିଶାପ....ଯିଏ ଭୋଗିଛି, ସିଏ ଜାଣିଛି...
    ବହୁତ୍ କଷ୍ଟ ହୁଏ.....

  • @manmathsingh3208
    @manmathsingh3208 Месяц назад +82

    ଆଜି ଓଡିଶାରେ CM ମହୋନ ମାଝୀଙ୍କୁ ବି ପସନ୍ଦ କରୁନାହାଁନ୍ତି କେତେ ଜଣ ଓଡ଼ିଶା ଵାସି କାହିଁକି କି ନାଁ ସେ ଜଣେ ଆଦିବାସୀ ବୋଲି ।

  • @jagannathnayak843
    @jagannathnayak843 Месяц назад +75

    ଭଉଣୀ ପୁରା 100% ସତ କଥା ଟି କହିଲ ଏଇଟା ଟିକେ ସୃପ୍ରୀମି କୋର୍ଟ ଅଭିଯୋଗ ପ୍ରକାଶ କରନ୍ତୁ ଏତିକି ମୋର ଅନୁରୋଧ ଭଉଣୀ ମୋ ତରଫ ରୁ❤❤❤

  • @socialvoice2024
    @socialvoice2024 Месяц назад +81

    ମୁଁ ଜଣେ ଆଦିବାସୀ ସମ୍ପ୍ରଦାୟ ଲୋକ. ଭୁବନେଶ୍ୱର ଗୋଟେ ମନ୍ଦିର କାମ କରିବାକୁ ଯାଇ ଥିଲି. ମୋତେ ସେହି ମନ୍ଦିର ରେ ରହି ବାକୁ ମନା କରିଦେଲେ. ମୁଁ କଣ ମନୁଷ୍ୟ ନୁହେଁ କି. ଘୁଣା ମନୋଭାବ କାହିଁକି କରା ଯାଉଛି. ତାହାହେଲେ କୋଟା ରହିବ ନାହିଁ କାହିଁକି କୋଟା ରହିବ.

    • @satyadas4185
      @satyadas4185 11 дней назад

      କିଛି କିଛି ଉଦାହରଣରୁ, ସେ ସାମୁହିକ ସମ୍ପ୍ରଦାୟ, ନିର୍ଦ୍ଦିଷ୍ଟ ଜାତି ଓ ବ୍ୟକ୍ତି ବିଶେଷଙ୍କୁ ଆକ୍ଷେପ କରି କାହାର ଚରିତ୍ର ଚିତ୍ରଣ କରି, ଯେ କୌଣସି ଏକ ସିଦ୍ଧାନ୍ତରେ ପହଞ୍ଚିବା ଠିକ୍ ନୁହେଁ । ଯାହା ସତ୍ୟ, ତାହାକୁ ସମସ୍ତେ ଗ୍ରହଣ କରିବା ଉଚିତ୍ ଓ ଯାହା ଅନ୍ୟାୟ, ତାହାକୁ ସମସ୍ତେ ଅନ୍ୟାୟ ରୂପେ ପ୍ରତିପାଦିତ କରିବା ଦରକାର । ଜାତି ଧର୍ମ ଭିର୍ତିକ୍ ପକ୍ଷ୍ ପତିତାରେ, ବିଭେଦ ସୃଷ୍ଟି କରିବା ଉଚିତ୍ ନୁହେଁ ।

  • @judhisthiranaik2503
    @judhisthiranaik2503 Месяц назад +277

    ସଂଘମିତ୍ରା ମାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l ଆପଣ 100%ସତକଥା କହିଛନ୍ତି, ଯଦି SC/ST ଉଠିଯିବ ତେବେ ବଙ୍ଗଳା ଦେଶରେ ଯେମିତି ଅସ୍ଥିର, ଗଣ୍ଡଗୋଳ, ପୋଡାଜଳା ହେଉଛି ସେହିପରି ଭାରତରେ ମଧ୍ୟ୍ୟ ଅବସ୍ଥା ହେବ, SC/ST କେତେ ପେରସେଣ୍ଟ କୋଟା ପାଉଛନ୍ତି,, ବହୁତ କମ ପେରସେଣ୍ଟ ଦିଆ ଯାଇଛି, ଯଦି ଏହାର ସୁଵିଚାର ନ କରାଯାଏ ତେବେ ବହୁତ ବିଭ୍ରାଟ ସୃଷ୍ଟି ହେବ SC/ST ଇଂରେଜ ମାନଙ୍କ ସହିତ ଲଢ଼ି ଏହି ଦେଶକୁ ସ୍ୱାଧୀନତା ଦେଇଛନ୍ତି, ଏବଂ ସହିଦ ହେଇଛନ୍ତି, କେବଳ ସହିଦ ଦିବସ ଆସିଲେ ଫୁଲମାଳ ଗୋଟାଏ ଗୋଟାଏ ପିନ୍ଧାଇ ଦିଆ ଯାଉଛି, ତାପରେ ଭୁଲି ଯାଉଛନ୍ତି, ଆଉ ଏବେ SC/ST କୋଟା ଉଠାଇ ଦିଆ ଯାଉ ବୋଲି ସୁପ୍ରିମ କୁର୍ଟ order କରିଛନ୍ତି, ଏହା କରିବା ଠିକ ନୁହଁ, ଆମ ଭାରତ ବର୍ଷର ଯେତେ ହରିଜନ ଆଦିବାସୀ ସମ୍ପ୍ରଦାୟ ଅଛନ୍ତି ଏକାଠି ହୋଇ ଏହା ବିରୋଧରେ ସ୍ୱର ଉତ୍ତଳନ କରିବା ଉଚିତ l ମାଡାମ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l

    • @chandrasekharbiswal7707
      @chandrasekharbiswal7707 Месяц назад +3

      Sata kahucha medam

    • @pitambarkarjee5841
      @pitambarkarjee5841 Месяц назад +1

      Right Bhai
      .

    • @ChiruBoss
      @ChiruBoss Месяц назад +8

      Besi educated nahi ki sc st hni chhodithila desa pai aau sabu soiki thile. Gote limit thaye sabu jinisa ra sala tame govt job kariba kota pai puni tama pua jhia b govt paibe 100 ru 3 ki 4 mark aniki. Desa re sabu saman aau sc st nka condition bht bhala heijaichi so completely uthajau kota system. Merit achhi jadi job pao nahele Ghare basa.

    • @user-wl5uc2hl9p
      @user-wl5uc2hl9p Месяц назад +2

      ​@@ChiruBoss casteism ra responsible heuchha tamemane nije, society re racism dekhei sc/st upare discrimination karuchha puni ebe gandi kahin phatuchhi🙄

    • @user-nn4xk8tw6f
      @user-nn4xk8tw6f Месяц назад

      Kota dia jau medical job re Kota dia na jau because ata responsible job. Ajogya loka nka job nude jadi merit achi job kar. Mahale share basa

  • @thomaskor4406
    @thomaskor4406 Месяц назад +27

    ଭଉଣୀ ଆପଣଙ୍କ ଉପସ୍ଥାପନ ବହୁତ ଭଲ,

  • @user-zb8or4gf8o
    @user-zb8or4gf8o Месяц назад +183

    Sc/st କମ୍ୟୁନିଟି ତରଫରୁ ଧନ୍ୟବାଦ

  • @santanumalik1269
    @santanumalik1269 Месяц назад +18

    ଭୟଙ୍କର ଆନ୍ଦୋଳନ ହେବ, ବାଂଲାଦେଶ ଠୁ ଭୟଙ୍କର, ଜାତିବାଦ ଅଛି ତ reservation ରହିବ, ଓଡ଼ିଶାର ସମସ୍ତ ଦଳିତ ଭାଈଭଉଣୀମାନେ ଜାଗ୍ରତ ହୁଅ।। Reservation କୁ ସମ୍ପୂର୍ଣ ରୂପେ ଖାଇଯିବା ପାଇଁ ଏହା ପ୍ରାକ୍ ଯୋଜନା, ଏକ ବିଶାଳ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଥାଅ।। ଜୟ ସମ୍ବିଧାନ ଜୟ ମୂଳନିବାସି।। ❤❤ Jay Bhim ❤❤

  • @laxmankisku3478
    @laxmankisku3478 Месяц назад +173

    ଜାତି ଅଛି ମାନେ Riservetion ନିହାତି ରହିବା ଦରକାର.....! ଧନ୍ଯବାଦ ମାଡାମ୍‌ ....

    • @jamuna1804
      @jamuna1804 Месяц назад +14

      Ajibi sango ghoroku gole ago jati pocharonti.....to sago keun jatiro.....bahut dukhoro kotha ...ebe madhya jati pratha achhi....Sethi pain reservation darkar.

    • @rajeshnayak5478
      @rajeshnayak5478 Месяц назад

      😂😂😂

    • @pritiranjanatta9047
      @pritiranjanatta9047 Месяц назад +4

      Reservation spelling ta aga thik lekh.quota neichu taku padhiki kamare laga.

    • @biruamamalaxmi541
      @biruamamalaxmi541 Месяц назад +1

      ​​@@pritiranjanatta9047#ଆଚ୍ଛା କହିଲୁ 10th ରେ କେତେ Mark ରଖିଚୁ.ସତ କହ. ଏତେ ପଣ୍ତିତ ଯଦି କେତେ ମାର୍କ ରଖିକି 10th ପାସ୍ କରିଛୁ

    • @parampitar_santan
      @parampitar_santan Месяц назад +2

      ଜାତି ଅଛି ମାନେ ଛୁଆଁ ଅଛୁଆଁ ବି ରହିବ

  • @pintukumbhar4730
    @pintukumbhar4730 Месяц назад +22

    ସଂଘମିତ୍ରା ଦିଦି ବହୁତ ବଢିଆ ଉପସ୍ଥାପନା ଏହି ବିଷୟରେ ଭଲ ବୁଝିଲୁ ଆମେ ଏବଂ sc st commission ଏଯାଇ କାହିଁକି ଓଡିଶାରେ ସ୍ଥାପନ କରାଯାଇ ନାହିଁ ଏହି ଉପରେ ଗୋଟେ ଭିଡ଼ିଓ କରିବାକୁ ଅନୁରୋଧ ଜୟ ଭୀମ ଜୟ ସମ୍ବିଧାନ

  • @SRLITU-zs9wh
    @SRLITU-zs9wh Месяц назад +86

    Reservation ରହିବା ଦରକାର , ଭଲ ଭାବରେ ବୁଝେଇଥିବାରୁ ଧନ୍ୟବାଦ୍ madam

  • @ganeshnaik4998
    @ganeshnaik4998 21 день назад +8

    ଭଉଣୀ ସଂଘମିତ୍ରା 💯 reality ଉପସ୍ଥାପନା କରିଛନ୍ତି । ଧନ୍ୟବାଦ

  • @user-mj8so5qq3i
    @user-mj8so5qq3i Месяц назад +68

    Madam SC/ST ବିଷୟରେ କିଛି କହି ଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣ ସମସ୍ତଙ୍କୁ ପ୍ରେମ କରିଥିବାରୁ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ମଙ୍ଗଳ କରନ୍ତୁ।

  • @KashinathaSethi-i1y
    @KashinathaSethi-i1y 29 дней назад +5

    ରାଜନୀତିକୁ ନିଜ ଫାଇଦା ପାଇଁ SC/ST ଭିତରେ ଥିବା ସମ୍ପ୍ରକ ଭିତରେ ଭଲ ପାଇବା କୁ ଦଳି ନଜାଉ , ମାଡ଼ମ ଯାହା କହିଲେ ନିରପେକ୍ଷ ବିଚାର ପାଇଁ ସ୍ବତନ୍ତ୍ର ମା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @hiranag7460
    @hiranag7460 Месяц назад +22

    ଭଉଣୀ କେବେ ଟିଭି ଡିବେଟ ରେ ନିଶ୍ଚୟ ଯୋଗଦେବେ, ତୁମର ଉପସ୍ଥାପନା ବହୁତ ଭଲ. ଧନ୍ୟବାଦ

  • @nirodmallick3320
    @nirodmallick3320 Месяц назад +10

    Sc/St କମୁନିଟି ତରଫରୁ ଆପଣଙ୍କୁ ଅନେକ୍ ଅନେକ୍ ଧନ୍ୟବାଦ ମାଡାମ୍ l ଆପଣଙ୍କ ଏ ସ୍ଵର ସମସ୍ତଙ୍କୁ ଜାଗ୍ରତ କରୁ l ଏଥିପାଇଁ ମହା ବିପ୍ଳବ ହେବା ଦରକାର l

  • @bikramcharanmalik6734
    @bikramcharanmalik6734 Месяц назад +49

    Elite massage. 👍
    Jay baba Bhim Rao. 🙏

  • @sombarimurmu3877
    @sombarimurmu3877 Месяц назад +12

    ବହୁତ ବହୁତ ଧନ୍ୟବାଦ mam, ଆପଣଙ୍କୁ ପ୍ରଣାମ 🙏🙏🙏ଆପଣ ଆମପରି st sc ପାଇଁ କହିଥିବାରୁ 🙏🙏🙏🙏

  • @meenamandal1752
    @meenamandal1752 Месяц назад +38

    ଆଦିବାସୀ ହରିଜନ କୋଟା ନିହାତି ରହିବା ଦରକାର ଭଉଣୀ ଆପଣଙ୍କ ଉପଦେଶ ପାଇଁ ଧନ୍ୟବାଦ

  • @rajeshpanda-m3l
    @rajeshpanda-m3l Месяц назад +25

    ଛୁଆ ଅଛୁଆଁ ଭେଦଭାବ ଉଠି ଗଲାଣି ତୁମ ଜାତିର ଲୋକେ ସବୁଠାରୁ ବେସି ଦଳିତଙ୍କ ଉପରେ ଅତ୍ୟାଚାର କରିଥାଏ ତୁମେ ବି ଜଣେ ଅତ୍ୟାଚାରି ତୁମେ କେବଳ ନେତା ହେବା ପାଇଂ ରୁପ ବଦଳେଇଛ ବାଂଲାଦେଶ ରେ ଜେତେବେଳେ ଆକ୍ରମଣ ହଉଛି ସେଠି କଣ ଜାତିର ଜାତି ଦେଖିକି ହତ୍ୟା ହଉଛି ସବୁ ହିଦୁଂ କୁଂ ମରା ଯାଉଛି ତୁମେ ସେଠି ଥିଲେ କୋଊ ଲାଲ ସଲାମ ତୁମ ପିଠରେ ପଡ଼ିବ ନାଂଇ ସେଠି ଦଳିତ କଂ ଉପରେ ଆକ୍ରମଣ ହତ୍ୟା ହେଉଛି ତୁମ ପାଟି ଖୋଲୁନାହିଂ ଏଠି ଜେତେବେଳ ଯାଂଏ ହିଦୁଂ ସଂଖା ଅଧିକ ଥିବ ତୁମେ ସୁରକ୍ଷିତ ନହେଲେ ବୁର୍ଖା ପିନ୍ଧି ବୁଲୁଥାନ୍ତେ ସମଜ କୁ ଭାଗ କର ନାହିଁ କୁପ୍ରଥା ବିରୋଧରେ ଲଢ଼େଇ ନାମରେ ବରଂ ସମସ୍ତେ କିପରି ମିଳିମିଶି ରହିବେ ଚେଷ୍ଟାକର

    • @samalsingh4912
      @samalsingh4912 20 дней назад

      @@rajeshpanda-m3l jatipratha thibajaen bhedbhav rohithila agoku modhyo rohibo.

    • @bhabanishankarpati466
      @bhabanishankarpati466 19 дней назад +1

      Reservation au cast different words ..Stop all that Reservation system..

    • @dreamforgovtjob445
      @dreamforgovtjob445 9 дней назад

      Sabu Sc ,St Caste ku General karajau,, Ta pare Tama Caste ra Jhiaku ama manaka saha marriage karajau,, Ta pare Reservation Uthiba,,, General Bala pariba ta,😅 ,, Ethi Vasana mariba pain Taknaku kie kahuchi🤬🤬🤬🤬

  • @tulamajhi7500
    @tulamajhi7500 Месяц назад +76

    ଭଉଣୀ ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ

  • @g.nandinirao370
    @g.nandinirao370 20 дней назад +3

    ଆପଣଙ୍କ ପରି ସମସ୍ତ ଙ୍କ ର ଚିନ୍ତାଧାରା ଯଦି ହୋଇଯିବ ତାହେଲେ ଜାତିବାଦ ହଟିଯିବ। ଧନ୍ୟବାଦ ଆପଣଙ୍କର ଚିନ୍ତାଧାରା କୁ salute ❤didi

  • @rudranshsekharnaik1229
    @rudranshsekharnaik1229 Месяц назад +70

    ସୁନ୍ଦର୍ ଉପସ୍ଥାପନା କଲେ। କିଛି ଗୋଟେ ତର୍କ ବିତର୍କ କାର୍ଯ୍ୟ କ୍ରମ ରେ ଯୋଗ ଦିଅନ୍ତୁ।

    • @ByamokeshRath-fb3cj
      @ByamokeshRath-fb3cj Месяц назад

      The statement of this lady is misguiding the society and creating social unrest.

    • @susantakumar1850
      @susantakumar1850 Месяц назад +3

      @@rudranshsekharnaik1229 Apanka katha swagat janaibaku anurodh

  • @kunjalatajena3196
    @kunjalatajena3196 Месяц назад +7

    ଯଦି ସରକାର ଏହା ବନ୍ଦ କରିବେ ତାହାଲେ ସମାଜରେ ଉଚ୍ଚବର୍ଗର ଲୋକମାନେ ଯେମିତି ଦଳିତ ଜାତିରେ ବିବାହ କରି ସମାଜରୁ ଜାତିପ୍ରଥା ଉଠାଇବେ।

  • @Pabitra555
    @Pabitra555 Месяц назад +61

    Bahut sundar.... Explain

  • @g.nandinirao370
    @g.nandinirao370 20 дней назад +2

    ଯେତେବେଳେ ଜଣେ ବ୍ରାହ୍ମଣ ଗୋଟେ ଶୁଦ୍ର ସହ ମିଶି ଗୋଟିଏ ଥାଳିରେ ଭୋଜନ କରିଦେବ। ସେହିଦିନ ଜାଣିବ ଯେ ଜାତି ବୋଲି କିଛି ନାହିଁ। 😊

  • @sricharanmunda6927
    @sricharanmunda6927 Месяц назад +53

    ଭଉଣୀ 100% ସଠିକ ବିଶ୍ଳେଷଣ କରିଛନ୍ତି l ଧନ୍ୟବାଦ

  • @sankhisoren4175
    @sankhisoren4175 27 дней назад +5

    100% reservation is needed.
    I am a state govt employee many times facing discrimination in my office and other places.

  • @prakashmurmu6144
    @prakashmurmu6144 Месяц назад +62

    ଜାତି ଜନଗଣନା ହେଉ sc,St,obc ଲୋକ ସଂଖ୍ୟା ଅନୁସାରେ ପ୍ରତ୍ୟେକ ପୋଷ୍ଟ୍ ରେ କେତେ ସୁବିଧା ପାଇଛନ୍ତି ଜଣାପଡ଼ିବ ।

    • @biswaranjanmuna3460
      @biswaranjanmuna3460 Месяц назад +5

      Bhauni ra katha akhyara akhyara saat Cast cencus hau.. andolan heba darkar..

    • @bhabanishankarpati466
      @bhabanishankarpati466 19 дней назад +1

      Bhai Reservation re kete kn job pauchhanti samastanku jana achhi

  • @kumarmitanofficial9631
    @kumarmitanofficial9631 29 дней назад +4

    ହୃଦୟରୁ ଆପଣକୁ ବହୁତ୍ ଧନ୍ୟବଦ୍ ଅପା. ମୁଁ ତ ଆରମ୍ଭରୁ ଆପଣଙ୍କ ମତାମତ ଆଉ ଲଢ଼େଇକୁ ପସନ୍ଦ କରେ ଆଉ ଆଜି ବି କରୁଛି.. I ଈଶ୍ୱର ଆପଣକୁ ଆହୁରି ବଳ ଓ ସାହାସ ଶକ୍ତି ଦିଅନ୍ତୁ... ❤❤❤

  • @karunakarmantry7435
    @karunakarmantry7435 Месяц назад +60

    ସମ୍ପୂର୍ଣ୍ଣ ଠିକ କଥା କହିଛନ୍ତି 👍🏽👌🏽

  • @user-gs6ip7qs6k
    @user-gs6ip7qs6k 15 дней назад

    ଆପଣଙ୍କୁ ଧନ୍ୟବାଦ, ଯେତେଦିନ ପର୍ଯନ୍ତ ଅମ ସମାଜରେ (ଦେଶରେ )ଜାତିବେଦ ଅଛି ସେତେଦିନ ପର୍ଯ୍ୟନ୍ତ Reservation ନିହାତି ଦରକାର 1

  • @SSOFFICIAL-mk5jx
    @SSOFFICIAL-mk5jx Месяц назад +16

    ବହୁତ୍ ବହୁତ୍ ଧନ୍ୟବାଦ୍ ଭଉଣୀ ❤❤ ବହୁତ୍ ସୁନ୍ଦର୍ କହିଛନ୍ତି 👍👍👍

  • @manojmohanta5601
    @manojmohanta5601 21 день назад +4

    ସଂଘମିତ୍ରା ଭଉଣୀ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି... ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ରଲ କରିବାପାଇଁ ପଛଉନାହାନ୍ତି ତଥାକଥିତ ସୋ କୋଲଡ଼ ଅପାର କାଷ୍ଟ... ସମ୍ବିଧାନର ପ୍ରଶାସନିକ ପଦବୀର ଅସମ୍ମାନ କରିବାକୁ ଯେତେବେଳେ ପଛଉନାହାନ୍ତି ତେବେ ଗ୍ରାମାଞ୍ଚଳର ଦଳିତ ଆଦିବାସୀ ମାନେ ଜାତି ଆଧାରିତ କ୍ଵଟା ଉଠିଗଲା ପରେ କଣ ନ କରିବେ...????

  • @sarat1294
    @sarat1294 Месяц назад +55

    sc, st ସମ୍ପ୍ରଦାୟ ମହା ସଂକଟରେ ଅଛି,ଆମ୍ବେଦକରଙ୍କର ନୀତିରେ ସାମାନ୍ୟ ପରିବର୍ତ୍ତନ କରିବାର ଅର୍ଥ ଦଳିତମାନଙ୍କୁ ପ୍ରତି ଷଡଯନ୍ତ୍ର,ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଅନୁରୋଧ ଜାତି ଉଠାଇ ଦେଇ ଗୋଟିଏ ଜାତି ଭାରତୀୟ ବା ହିନ୍ଦୁ ବୋଲି ନାମିତ କରନ୍ତୁ,କୋଟାର ଆବଶ୍ୟକ ହୁଏତ ଦରକାର ପଡିବନି,ଜଜମେଣ୍ଟ ଦେବା ପୂର୍ବରୁ ତଳସ୍ତର ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରି ନିଷ୍ପତି ନିଅନ୍ତୁ,

  • @debendrasabar8235
    @debendrasabar8235 Месяц назад +24

    ବହୁତ ସୁନ୍ଦର ଭାବରେ ନିଜର ବକ୍ତବ୍ୟ ରଖିଛନ୍ତି ଏବଂ ଯୁକ୍ତିଯୁକ୍ତ କଥା ।

  • @arjungamango8543
    @arjungamango8543 Месяц назад +18

    100% correct kahile madam.

  • @TruptiBehera-wx6px
    @TruptiBehera-wx6px 5 дней назад

    ଧନ୍ୟବାଦ ସଙ୍ଘମିତ୍ରା ଆମ ସାନ ଭଉଣୀଙ୍କୁ ସରକାର କିଛି ସିଖିବା ଦରକାର

  • @akshayakumarbehera3502
    @akshayakumarbehera3502 Месяц назад +38

    ଏବେବି ଗାଁ ଗହଳି ରୁ ସହର ପର୍ଯନ୍ତ ଏସ. ସି, ଏସ. ଟି ଲୋକମାନେ ଜାତି ଆଧାରରେ ଅପମାନିତ ହେଉଛନ୍ତି.

  • @socialvoice2024
    @socialvoice2024 Месяц назад +20

    ବଡ ବଡ ଅଫିସର ମାନେ ଏସି ରୁମ ଭିତରେ ବସି ବସି କରି ନିୟମ ଲାଗୁ କରିଦେଲେ ହେବନି. ଗ୍ରାମାଞ୍ଚଳ ଏରିଆ କୁ ଯାଇ ଥରୁଟିଏ ମାତ୍ର ବୁଲି କି ଆସନ୍ତୁ ଜାଣି ପାରିବେ କେତେ ମାତ୍ରା ରେ ଡେଭଲପମେଣ୍ଟ କରି ଛନ୍ତି. ଖାଲି ନାମକୁ ମାତ୍ର କୋଟା ସର୍ଭେ କରନ୍ତୁ କେତେ ଆଦିବାସୀ. ହରିଜନ ପାଠ ପଡି ବେକାର ହେଇ ବୁଲୁଛନ୍ତି. ଯେନରାଲ ଲୋକ ମାନେ ଖାଲି କହୁଛନ୍ତି କୋଟା ନେଇ ଗଲେ କି କୋଟା ନେଇ ଗଲେ ଭାଇ ମାନେ କୋଟା କେବଳ ମାତ୍ର ବାହାନା.ଗ୍ରାମଞ୍ଚଳ ପିଲା ପାଠ ପଡି ସବୁ ବେକାର

    • @satyajitmallick996
      @satyajitmallick996 Месяц назад

      Jadi general nadia gacha re nadila pari be thela sc/st cota uthei le chaliba..

  • @SoberBabuni
    @SoberBabuni Месяц назад +39

    ସଂଘମିତ୍ରା ଜେନା 🙏👌👍 ଝିଅ ମାନଙ୍କର ଆଦର୍ଶ

  • @KunaMamuniEntertainment
    @KunaMamuniEntertainment 27 дней назад +2

    ଯୋଉମାନେ କହିଛନ୍ତି ଯେ ଯୋଉ SC ST ମାନେ IAS OAS ପାଇଛନ୍ତି ସେମାନେ କୋଟା ନପାଆନ୍ତୁ ତାହେଲେ ସେ ମାନେ ଚାହାନ୍ତି ନାହିଁ ଯେ AC ST ଲୋକ ମାନେ ସିଖିତ ହୁଅନ୍ୱ ବୋଲି

  • @jayantadas2411
    @jayantadas2411 Месяц назад +15

    Commendable & Logical. So long Social Discrimination is not completely eradicated the ST & SC reservations has the justified space. Reservation is not a mercy but a right.

  • @ranjankanhar5137
    @ranjankanhar5137 Месяц назад +6

    ଧନ୍ୟବାଦ୍ ଅତି ସୁନ୍ଦର କଥା କହିଥିବାରୁ

  • @SucessloveCreation
    @SucessloveCreation Месяц назад +46

    Sc st reservation category କୋ ନିପାତ କରିବା ପାଇଁ ଏଟା ଗୋଟେ ପ୍ରୟାସ ଚାଲିଚି. ସୁପ୍ରିମ କୋର୍ଟ ତାର ମନ ଇଚ୍ଛା ଯା, ନାହିଁ, ତାହା କରୁଚି l Madam ଆପଣ ଠିକ କଥା କହିଛନ୍ତି.ଆପଣ ଙ୍କ କଥା ସ୍ୱାଗତ ଯୋଗ୍ୟ ଅଟେ. 🙏🙏🙏🙏🙏

    • @dharme985
      @dharme985 Месяц назад +2

      CJI KAN GOD

    • @snkarjeeofficial8882
      @snkarjeeofficial8882 Месяц назад +3

      ଏହିଟା ସୁପ୍ରିମକୋର୍ଟର ଚାଲ୍ ନୁହଁ ଏହିଟା ବିଜେପି ବା ମୋଦୀର ଚାଲ୍

    • @sukantamajhi4023
      @sukantamajhi4023 Месяц назад

      Modi jone ojobo prdhaanmontri kaaron ie monoichaa kichi nojaani nobujhi bholo aain thibaataa utheideuchi kintu indian lokomane kemiti unoti hebe taahaa chaahenaahi..

    • @manishamajhi9872
      @manishamajhi9872 21 день назад

      Yes Modi Chal

    • @Babuna8808
      @Babuna8808 21 день назад

      Thiki kahicha

  • @balarammundry17
    @balarammundry17 10 дней назад

    ସଂଘମିତ୍ରା ଦିଦି ବହୁତ ବଢିଆ ଉପସ୍ଥାପନା 👌👌👌

  • @kedarnathnayak7680
    @kedarnathnayak7680 Месяц назад +37

    Ajir society re SC.mananku kukur tharu hin dekhuchhanti kukur ku ghare rakhibe but SC.nku chhuinle chhuan hei jibe eha 100%satya Sanghamitra sister ekadam right kahichhanti thankyou.

  • @abhinandancreation457
    @abhinandancreation457 Месяц назад +6

    ବହୁତ ସୁନ୍ଦର କଥା କହିଲେ ଭଉଣି

  • @sunilganta6562
    @sunilganta6562 Месяц назад +16

    August 21 ତାରିଖ ରେ ଭାରତ ବନ୍ଦ
    ପାଇଁ ଜାଗୃତ ହେଇଯାଆନ୍ତୁ ଭାଇ ମାନେ..
    .. 21...08...2024

  • @ajitkumarsagaria8204
    @ajitkumarsagaria8204 15 дней назад

    ଭଉଣୀ ନିରାଟ ସତ କଥା କହିଛନ୍ତି ବହୁତ ବହୁତ ଧନ୍ୟବାଦ

  • @bidyadharpadhan1355
    @bidyadharpadhan1355 Месяц назад +12

    ବହୁତ ସୁନ୍ଦର ଉପସ୍ଥାପନା 👌👌👌y

  • @vinayakghosh08
    @vinayakghosh08 21 день назад +4

    ଜାତି କୁ ଆଧାର କରି ଆଉ ଦୋକାନ ଚଲାନ୍ତୁନି । Sub- Classification ର ଆବଶ୍ୟକତା ରହିଛି । SC/ST ମାନଙ୍କ ମଧ୍ୟରୁ ଯେଉଁ ମାନେ ଆର୍ଥିକ ସ୍ବଛଳ ହେଲେଣି , ସେମାନଙ୍କୁ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ଦେଲେ ତମ ମୁଣ୍ଡ କାହିଁକି ବିନ୍ଦିଲା।

  • @sukrutapradhan6893
    @sukrutapradhan6893 Месяц назад +18

    May God bless you Sanghamitra . Go ahead ,serve the humanity with your whole intelligence.

  • @budhiasingh4464
    @budhiasingh4464 28 дней назад +3

    ଶିକ୍ଷା ବ୍ୟବସ୍ଥାରେ ସଂଶୋଧନ ନ ଆଣିବା ପର୍ଯ୍ୟନ୍ତ, SC / ST ମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ସବୁ ପୂରଣ ହୋଇ ପାରିବ ନାହିଁ । Reservation କୁ ଖତମ୍ କରିବା ପାଇଁ ଶିକ୍ଷା ବ୍ୟବସ୍ଥାକୁ Govt. and Private ଦୁଇ ଭାଗରେ ବିଭକ୍ତ କରାଯାଇଛି । ଆର୍ଥିକ ସ୍ବଚ୍ଛଳତା ଥିବା ପିଲାଙ୍କ ପାଇଁ Private School ଏବଂ ଗରିବ ପରିବାରର ପିଲାମାନଙ୍କ ପାଇଁ Govt. School. ଯେଉଁମାନେ Private School ରେ ପଢୁଥିବା ପିଲାମାନେ ହିଁ Reservation ର ଫାଇଦା ନେଉଛନ୍ତି । ବାଘ ଛୁଆ ବାଘ ହେଉଛି ।

  • @manoranjanvlogstrick
    @manoranjanvlogstrick Месяц назад +27

    ST & SC reservations ଉଠିବ ତାହେଲେ ବାଂଲାଦେଶ ରେ ଯୋଉ ପ୍ରକାର ଗୋଣ୍ଡ ଗୋଳ ସୃଷ୍ଟି ହେଇଛି ଠିକ୍ ସେମିତି ଅଗୋକୁ ହୋବ।
    ଆଉ ଛୁଆଁ ଅଛୁଆଁ ଯେବେ ଯିବ ଆଉ ସବୁ ଲୋକ ଯାହା କୁ ଜିଏ ବିବାହ କରିବ ସେତେବେଳ କିଛି ପରିବର୍ତ୍ତନ ହେଲେ।।
    ଚାରିଆଡେ ଦୋଲିତ୍ ଆଉ ଆଦିବାସୀ ମାନଙ୍କୁ ସରକାର ଅଣଦେଖା କରିଆସୁଛି, ଚାକିରି ହଉ କି ଅନ୍ୟ ସେବା ରେ ନାମ କୁ ତାଙ୍କ ନାମ ଭୋଟ ମିଳିଲା ପରେ ପୋଚରୁନାହାନ୍ତି,
    ଜିଲ୍ଲା ରେ ଚାକିରି ପାଉଛନ୍ତି ଓଡ଼ିଆ ମାନେ ଅନ୍ୟ ଜିଲ୍ଲା ରୁ ଆସି କିନ୍ତୁ ବାସିନ୍ଦା ଯୁବକ ଲୋକେ ବେକାର ହତାଶ ହେଇ ଦାଦୋନ ଖଟିବାକୁ ବାହାର ଯାଉଛନ୍ତି।।
    ମାଲକାନଗିରି ଜିଲ୍ଲା ରେ ଚାକିରି ୟେଠି କାର ବାସିନ୍ଦା ପାଇବା ରେ ବୋଞ୍ଚିତ୍ ଅଛନ୍ତି।।

    • @anitanayak124
      @anitanayak124 Месяц назад +1

      Bilkul thik kahichhanti bhai

    • @sushantamaharna2871
      @sushantamaharna2871 29 дней назад

      Itisnotwrightfornation

    • @Shubham54438
      @Shubham54438 21 день назад

      Madam bahut sundar bhaber bujai chanti danya bad jaiJanath

    • @suvransujena5310
      @suvransujena5310 20 дней назад

      Right ମୋଦି କି ଆଗ ମାରିବା

  • @laxmannaik3583
    @laxmannaik3583 День назад

    🙏🌹🙏ଶୁଭେଚ୍ଛା ସହ ଅଭିନନ୍ଦନ 🙏🙏🙏🙏🙏🙏🙏🙏🙏Respected Advocate ମହୋଦୟା 🙏🙏🙏🙏🙏🙏ସାଧୁବାଦ 🙏🙏🙏🙏🙏

  • @KshirodKisan-d6z
    @KshirodKisan-d6z Месяц назад +12

    ଆପଣଙ୍କ ମତ ଓ ବିଚାର ସ୍ଵାଗତଯୋଗ୍ୟ । ଆଦି-ମୂଳ ବାସୀ-ବାସିନ୍ଦା ।। ଅନ୍ୟମାନେ ସବୁ ଇଂରେଜ ର ବଂସ ଧର ।

  • @UmakantaBhanda123
    @UmakantaBhanda123 15 дней назад

    ଆପଣଙ୍କ ଭଳି ଲୋକ
    ଏ ଦୁନିଆଁ ରେ ବହୁତ୍ କମ୍ ଦେଖିବାକୁ ମିଳନ୍ତି
    ସତକହିବାକୁ ଆପଣଙ୍କ ଭଳି ସମସ୍ତେ ସାହାସ କରନ୍ତେକି,,
    ବହୁତ ଭଲ ହୁଅନ୍ତା ।

  • @mystickeshav3199
    @mystickeshav3199 Месяц назад +51

    ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ଝିଅ ଦଳିତ ପୁଅ ଆଉ ଦଳିତ ଝିଅ ବ୍ରାହ୍ମଣ ପୁଅ କୁ ବାହା ହେବେନି...
    ସେ ଯାଏଁ casteism thibo aue reservation thiba
    Aue baki rahila 2000 yrs ra reservation 😂
    75 yrs ra reservation 😂

    • @parampitar_santan
      @parampitar_santan Месяц назад

      @@mystickeshav3199 ତାହା ମାନେ ତୁମେ ବି ମାନୁଛ ଆମେ ଦଳିତ ମାନେ ଏତେ ଖରାପ
      ଆମ ଦଳିତ ଝିଅ ମାନଙ୍କ ଠାରୁ ବ୍ରାହ୍ମଣ ଝିଅ ଭଲ
      ଦଳିତ ଝିଅ ଙ୍କ ପାଖେ ଯୋଗ୍ୟତା ନାହିଁ ଆମ ଦଳିତ ପୁଅଙ୍କୁ ବାହା ହେବାକୁ।
      ଏଇ ଏଇ ଭାବନା ଆଉ ମାନସିକତା ପାଇଁ ସେମାନେ ତୁମ ଉପରେ ଚଢି ବସିଛନ୍ତି କାରଣ ତୁମେ ମାନେ ଭାବୁଛ ସେମାନେ ତୁମ ସହ ଖାଇ ଦେଲେ ସେମାନଙ୍କ ଝିଅଙ୍କୁ ତୁମ ସହ ବାହା ଦେଲେ ତୁମେ ମାନେ ବଡ ହୋଇ ଯିବ ।
      ବଡ ହେବ ପୁଣି ସେମାନଙ୍କ ଦୟା ରେ ତେଣୁ ଆଜି ବି ଦଳିତ ମାନେ ଯେଉଁ ତଳେ କୁ ସେଇ ତଳେ ।
      ନିଜ ଜାତି କୁ ତୁମେ ମାନେ ଘୃଣା କର ତେଣୁ ଅନ୍ୟ ଜାତି ଉଚ୍ଚ ବୋଲି ତୁମେ ଭାବ ଆଉ ବାହା ହେବାକୁ ଇଚ୍ଛା କର
      କାଇଁ ସେମାନେ ତ ମରୁ ନାହାନ୍ତି ତୁମକୁ ଝିଅ ଦେବାକୁ ତୁମେ କାଇଁ ମରୁଚ।
      ତୁମେ ମାନେ ହିଁ ନିଜକୁ ଛୋଟ ଆଉ ସେମାନଙ୍କୁ ବଡ କରି ରଖିଚ ସେମାନେ ରଖି ନାହାଁନ୍ତି ।

    • @samalsingh4912
      @samalsingh4912 Месяц назад +1

      You are 100% right.

    • @rajboss8072
      @rajboss8072 Месяц назад +1

      Marriage katha padi nai , Education , aau job pure reservation change kara hoi chhe

    • @mystickeshav3199
      @mystickeshav3199 Месяц назад

      @@rajboss8072 where's the data ?kon kitna reservation le rha hai aur kitne saal tak le kar age badha hai ... kis basis pr in each resources of our country 😜

    • @SidharthMishra99
      @SidharthMishra99 Месяц назад

      @@mystickeshav3199 tora ete kai uthuchi baha haba Pai

  • @dipinghadei3370
    @dipinghadei3370 18 дней назад +1

    ସଂଘମିତ୍ରା ମ୍ଯାମ୍ ଧନ୍ଯବାଦ। ଆପଣ ହିଁ ଜାଣନ୍ତି ଜୀବନ କେତେ କଷ୍ଟ ଏ ସମାଜରେ ତଳୁଆ ଜାତିରେ ଜନ୍ମ ନେଇ ଆଗକୁ ବଢିବା। ଆପଣଙ୍କ ପରି ଚିନ୍ତାଧାରା ଲୋକ ହିଁ ସମାଜରେ ବହୁତ କମ୍ ଅଛନ୍ତି, ସତରେ ସ୍ବାଧୀନତାର ୭୮ ବର୍ଷ ପରେ ବି ତଳୁଆ ଜାତିର ଲୋକମାନଙ୍କୁ ପରାଧୀନ ହୋଇ ରହିଅଛନ୍ତି। ଏ ସମାଜରେ ପ୍ରଥମେ ଜାତିକୁ ଖତମ କରିବା ଦରକାର ମ୍ଯାମ୍।

  • @davidpahad3
    @davidpahad3 Месяц назад +22

    ସୁପ୍ରିମ କୋର୍ଟ ଯାହା ବିଚାର କରି ନିଷ୍ପତି ଦେଲା ତାହା ସମ୍ବିଧାନ ବିରୋଧୀ କାର୍ଯ୍ୟ ଏବଂ ଶତକଡା ୮୫% ଭାଗ ମୂଳନିବାସୀ (ST,SC,OBC) ଙ୍କୁ ନିଜର ହକ୍ ଓ ଅଧିକାର ବଞ୍ଚିତ କରି ଗୋଲାମ ବନାଇ ବାର ଷଡ଼ଯନ୍ତ୍ର ଅଟେ।
    ଏହା ସୁପ୍ରିମ କୋର୍ଟ ର ଦେଶଦ୍ରୋହି, ସମ୍ବିଧାନ ବିଦ୍ରୋହୀ କାର୍ଯ୍ୟ।

    • @reetaraniswain1685
      @reetaraniswain1685 Месяц назад

      ଯଦି ତୁମେ ୮୫ ଶତକଡା ତେବେ କୋଟା କ'ଣ ପାଇଁ। ପିଢ଼ି ପିଢ଼ି କାଲି କୋଟା ନେଉ ଥିବ।

  • @mahendraprasaddas9531
    @mahendraprasaddas9531 18 дней назад

    ଅନେକ ତାର୍କିକ ତର୍ଜମା ପରେ ବି କହିବି ଯେ ଏତେ
    ସବୁର ପରିସମାପ୍ତି ଘଟିବ ଯଦି ପରିତାପିତ ବର୍ଗର
    ପୁଅଝିଅ ମାନେ ଶିକ୍ଷା କୁ ହୃଦୟର ସହିତ ବୁଝି ନିଜ
    ଜ୍ଞାନ ପରିସରକୁ ମାର୍ଜିତ କରି ଗୁଣବତ୍ତା ସମ୍ପର୍ଣ୍ଣ ହେଇ
    କହିବା ଲୋକଙ୍କୁ ଦେଖାଇ ଦେବା ଯେ ଆମେବି ଜ୍ଞାନ
    ଗରିମାରେ କମ ନୋହୁଁ।ସେତେବେଳେ ସମାଜର ଏହି
    ଅପରାପର ଭାବ ସ୍ବଭାବିକ ଭାବେ ଝାଉଁଳି ପଡିବ।
    କାରଣ ଶିକ୍ଷିତ ହୋଇ ଜ୍ଞାନର ଗଭୀରତା କମି ରହିଲେ ସେ ଯେକୌଣସି ବର୍ଗର ହୋଇଥାଆନ୍ତୁନା
    କାହିଁକି ସର୍ବଦା ପଛୁଆ ହୋଇ ରହିବ।ସର୍ବଦା ଏମିତି
    ପାଠପଢିବା ଯେମିତି ଆଗ ଧାଡିରେ ବସି ଗୁରୁଜୀଙ୍କ
    ପ୍ରଶ୍ନର ମନୋମୁଗ୍ଧକର ଉତ୍ତର ଦେବା ତାହାହିଁ ଆମର
    ଧ୍ୟେୟ ହେବା ଆବଶ୍ୟକ।

  • @anilkumarbehera3948
    @anilkumarbehera3948 Месяц назад +16

    ଅତି ସୁନ୍ଦର ଭାବନା ସହିତ ଉପସ୍ଥାପନ କରି ଥିବାରୁ ବହୁତ ବହୁତ ଧନ୍ୟବାଦ

  • @daitaryswain9670
    @daitaryswain9670 14 дней назад

    ସଂଘମିତ୍ରା ମାଡାମ କହିପାରେ କି ଯେଉଁମାନେ ଗରିବ ଜେନେରାଲ ବର୍ଗର ସେମାନେ ଶିକ୍ଷା କ୍ଷେତ୍ରରେ,ଫିସ୍ ଠାରୁ ଆରମ୍ଭ କରି ମାର୍କ ଇତ୍ୟାଦି ସବୁଥିରେ ବଞ୍ଚିତ ହେଲାପରେ ଚାକିରି କ୍ଷେତ୍ର ରେ ମଧ୍ଯ ବଞ୍ଚିତ ହେଉଛନ୍ତି ଛନ୍ତି କଣ ସେମାନେ ଏ ଦେଶରେ ଜନ୍ମ ନେବା ଅଭିଶାପ କି ? ଆଉ ଯେଉଁମାନେ ବିତ୍ତ ଶାଳୀ ସଂରକ୍ଷଣ ବର୍ଗର ସେମାନେ ବାରମ୍ବାର ସୁବିଧା ପାଉଥିବା କି ? ଆପଣ ଯେଉଁ ଜାତି କଥା କହୁଛନ୍ତି ନିଜର ସଂସ୍କାର ହିଁ ସେଥିପାଇଁ ଦାୟୀ। ଯଦି ନିଜର ସଂସ୍କାର ନ ସୁଧୁରିବ ଆହୁରି ଶହେ ଆମ୍ବେଦକର ଆସିଲେ ମଧ୍ୟ ସେହି ଭେଦ ପ୍ରଥା ରହବ

  • @kpjoseph7223
    @kpjoseph7223 Месяц назад +22

    Excellent.. 👍👍👍

    • @-o1c
      @-o1c Месяц назад

      ❤❤❤❤❤

  • @birupakshyasabar3034
    @birupakshyasabar3034 Месяц назад +27

    Madom nku sata pranam

  • @mohanhembram427
    @mohanhembram427 15 дней назад

    ପୁରା ପୁରି ସତ କଥା କହି ଛନ୍ତି madam ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ☝️🤞👌👍💯✔️🙏

  • @dillipnayak2942
    @dillipnayak2942 Месяц назад +12

    ଆଜି କା date ରେ ଦେଖିବେ କୌଣସି ମିସ୍ତ୍ରୀ କମାର ହଉ ବା କୌଣସି ଲେବର କାମରେ ଦେଖିବେ ବ୍ରାହ୍ମଣ କି ମହାନ୍ତି,ପାଣି, ଚୌଧିର ,ଆଉ ଯୌମନେ ଉଚ୍ଚ cast ର ଲୋକ ୟେ କାମ କରିବେ ୟେ ସବୁ କାମ sc St ଲୋକ କାମ କରୁଥିବା

  • @haripriyacaptures7066
    @haripriyacaptures7066 Месяц назад +2

    କୋଟା ଦେବା ଦ୍ୱାରା ଯଦି ଜାତିଗତ ଭେଦଭାବ ଦୂରେଇ ଯିବ‌ ବୋଲି ଭାବୁଥାଅ ତାହାଲେ ଏହା ଭୁଲ ପଦକ୍ଷେପ ବୋଲି ମୁଁ କହିବି। ମାନସିକ ଚିନ୍ତାଧାରାର ପରିବର୍ତ୍ତନ ହେଲେ ଯାଇ ଜାତିଗତ ଭେଦଭାବର ସମାପ୍ତି ଘଟିପାରିବ ଆଜ୍ଞା
    ଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗରେ ସଂରକ୍ଷଣର ସପକ୍ଷରେ ମୁଁ ରହିବି ନାହିଁ। କାରଣ ଏହି ବିଭାଗ ଗୁଡିକରେ ସଂରକ୍ଷଣ ନାଁରେ ସମସ୍ତ ଜାତି ଏହାର ଦୁ୍ର୍ଯୋଗ ଭୋଗୁଛନ୍ତି। 0.5/100 ମାର୍କରେ ଯଦି ଆମେ ଜଣେ ଦକ୍ଷ ଶିକ୍ଷକ ଏବଂ ଉଚ୍ଚସ୍ତରର ଜ୍ଞାନ ପାଇବାର ଆଶା ରଖୁଥିବା ତାହାଲେ ଆମଠାରୁ ମୁଢ ଜଗତରେ କେହି ନାହିଁ। SC/ST ଙ୍କର ଶିକ୍ଷାରେ ଉନ୍ନତି ତୁମେ କେମିତି ଆଶା କରୁଛ ଏହି ଭଳି 0.5 ମାର୍କ ରଖିଥିବା ଶିକ୍ଷକଙ୍କ ଠାରୁ । Coin ର ଦୁଇଟି ଯାକ ପାର୍ଶ୍ଵ ଅତି ଗୁରୁତ୍ୱପୂର୍ଣ୍ଣ ନାକି କେବଳ ଗୋଟିଏ ପାର୍ଶ୍ବକୁ ଆମେ ଧ୍ୟାନ ଦେବା। ଧନ୍ୟବାଦ

    • @biranchimishra6849
      @biranchimishra6849 Месяц назад +1

      Right

    • @kumarchandan41
      @kumarchandan41 Месяц назад

      ଭାଇ ପାଠ ପଢା ମୁର୍ଖଙ୍କ ଉଦାହରଣ...ହେଉଛନ୍ତି ଆମର ପ୍ରିୟ Sanghramita Jena Madam

    • @haripriyacaptures7066
      @haripriyacaptures7066 Месяц назад

      ​@@kumarchandan41😂

    • @samalsingh4912
      @samalsingh4912 20 дней назад

      @@haripriyacaptures7066 jatipratha uchhed paen parliament re bill pass koribaku podibo.Bharato ro lokomanonku gotie jati lekhibaku podibo , gotie bhasa ku rastriya bhasa rupe grohon koribaku podibo,gotie jatiya dhormo ku grohon koribaku podibo tahahele jaiki dhire dhire somajoru jatipratha hoteiba sombhob hebo.

  • @manojkumarsethy4808
    @manojkumarsethy4808 Месяц назад +6

    ଯେପର୍ଯ୍ୟନ୍ତ ସମାନତା ଆସିନି, ସାମାଜିକ ଚଳଣିରେ ,ବିଭିନ୍ନ ଅଧିକାରରେ ସେପର୍ଯ୍ୟନ୍ତ reservation ଉଠିବା ଉଚିତ ନୁହେଁ ।reservation ଉଠେଇବା ପାଇଁ କେବଳ ଆର୍ଥିକ ସ୍ୱଚ୍ଛଳ ଦେଖିବା ଠିକ ମାଧ୍ୟମ ନୁହେଁ

  • @BanambarMallick-p5u
    @BanambarMallick-p5u 14 дней назад

    Sanghamitra Madam apan 100 percent thik katha kahuchhanti. Apananku dhanyabad apan Jane ucha jatira hoi madhya harijana manankara bisayare chinta karuchhanti eita gote bada katha. Again apanaku bahuta dhanyabad.

  • @nalinibrhera3126
    @nalinibrhera3126 Месяц назад +26

    ଆପଣଂକ ଆଲୋଚନା valuable ଅଛି ନମସ୍ତେ reservetion ଆହୁରି 50 yr ରହିବା ଆବଶ୍ୟକ।

    • @biswabandinihota6799
      @biswabandinihota6799 Месяц назад

      Dharmarajaya au papa ra heba binas,. Kam dina bhitare sabu mariba
      .

  • @basantapradhan9806
    @basantapradhan9806 20 дней назад +1

    ସଙ୍ଗମିତ୍ରା ଭଉଣୀ ଆପଣଙ୍କ ବିଚାର ଉଚ୍ଚକୋଟୀର, ଆପଣଙ୍କୁ ଠାକୁର ଆଶିର୍ବାଦ କରନ୍ତୁ। ସମାଜ ହିତରେ ଆପଣ ସଚେତନ ନିମନ୍ତେ ଆପଣଙ୍କୁ ଧନ୍ୟବାଦ ।

  • @Lalatendubm
    @Lalatendubm Месяц назад +8

    ଦିଦି sc କାଷ୍ଟରେ ଧୋବା ଆଉ ବେହେରା ମାନେ ଅଧିକ job ପାଉଛନ୍ତି ଏହି ମାନେ ଫାଇଦା ଉଠାଉଛନ୍ତି ଆଉ ରହିଲେ
    ଭୋଇ ଜାତି ସେମାନେ ଆଜି ଯାଏ ଖାଇ ବାକୁ ପାଉ ନାହାଁନ୍ତି ପର ଦୁଆରେ ମୂଲିଆ କାମ କରି ନିଜର ପେଟ ପୋଷୁଛନ୍ତି ସେ ମାନଙ୍କର ଏବେବି ମାଟି ଝୁମ୍ପୁଡ଼ି ଚାଳ ଘର୍ ଅଛି

    • @vikramsahoo-vu7pk
      @vikramsahoo-vu7pk Месяц назад +2

      ଭୋଇ ମ।ନେ ପ୍ରଥମେ ପାଠ ପଢନ୍ତୁ, ତା ପରେ ସେମାନେ ବି ପାଇବେ। ଧୋବା, କେଉଟ ପିଲା ଅଧିକ ପାଠ ପଢ଼ୁଛନ୍ତି ତ ସେମାନେ ପାଉଛନ୍ତି

    • @Lalatendubm
      @Lalatendubm 27 дней назад

      @@vikramsahoo-vu7pk ଗେଣ୍ଡୁ ଓଲଟାଇ ଦେଉଥିବ ପଢ଼ିକି

  • @user-mc5qr8tl2i
    @user-mc5qr8tl2i 19 дней назад +1

    There is need of reservation unless casteism is abolished. If higher class people support sc, st people,they will be socially raised.Thank u for your realistic statement on reservation.

  • @KAMALCREATOR2.O
    @KAMALCREATOR2.O Месяц назад +36

    Sc sct cast reservations rahu❤

  • @GopikumarPradhanflute
    @GopikumarPradhanflute 4 дня назад

    ଜଉ ଗରିବ ପରିବାର ଅଛନ୍ତି ସେମାନଙ୍କୁ ଦିଆଯାଉନି କୋଟା ନାହିଁକି ! ସବୁ ଧର୍ମର ଲୋକଙ୍କୁ ସମାନ କରିବାର ଅର୍ଥ କଣ ସମାଧାନ ହେଇ ଯିବ !

  • @birendrasamal9114
    @birendrasamal9114 Месяц назад +4

    Yes mam , Reservation should be stay for sc st .Thank you mam

  • @umeshkumarpattnaik214
    @umeshkumarpattnaik214 2 дня назад

    ଆରେ ନାନୀ ସେଥିପାଇଁ ତ ଏହି ଜାତିଭିତ୍ତିକ କଥା ଥିବା ହେତୁ ତ ବର୍ତମାନ Max SC & ST ଲୋକ CHRISTIAN ଧର୍ମ ଗ୍ରହଣ କରିଛନ୍ତି କାହିଁକି ଯେଉଁ ମାନେ ହିନ୍ଦୁ ନମଧାରୀ ଛଦ୍ମ ହିନ୍ଦୁ ମାନଙ୍କୁ ଏହି କୋଟା ରୁ ବିତାଡିତ କରୁନାହାନ୍ତି
    ଏହି CRYPTO CHRISTIAN ମାନେ ହିଁ ହେଲେ ମୁଖ୍ୟତଃ ଖଳନାୟକ, ତେଣୁ ପ୍ରଥମେ ସଜାଗ ହୁଅ ତାପରେ ନିଜର ଦାବି ଉପସ୍ଥାପନ କରିବ 😭😭😭😭
    ଏହାର ଜ୍ଵଳାନ୍ତ ଉଦାହରଣ ହେଲା ମଣିପୁର ରେ ହୋଇଥିବା ଦଙ୍ଗା ଯେଉଁଠି KUKI ନାମାଧାରୀ ଦଳିତ ମାନେ ହେଲେ 95% above CHRISTIAN ଆଉ ଏହିମାନେ ବର୍ତମାନ MAX SC&ST QUOTA କୁ ଜାବୁଡି ଧରିଛନ୍ତି.
    ଆରେ ନାନୀ ପ୍ରଥମେ ନିଜ ଜାତି, ସଭ୍ୟତା, ପରମ୍ପରା କୁ ବଞ୍ଚାଓ ତାପରେ ତୁମେ ତୁମର ଦାବି କୁ ଉପସ୍ଥାପନ କରିବ
    🙏🙏🙏🙏🙏🙏
    JAI HIND
    All is Welll😊😊😊😊😊

  • @PoojaRaniii
    @PoojaRaniii Месяц назад +3

    Reservation uthiba darkar ..telented pila job paiba darkar.... general pila 90% rakhiki job pau nahanti but sc/st 60% re job pai jauchhanti ........is this proper justice ⚖️?

  • @umakantanayak2473
    @umakantanayak2473 23 дня назад +1

    Your argument is actually appreciated by SC and ST communities. So many thanks madam..

  • @sritamjena6428
    @sritamjena6428 Месяц назад +28

    ପୁରୀ ବ୍ରହ୍ମଗିରି ଶବର ସାହି କଥା କହୁଛି ସେଠି ଗୋଟେ ଶବର ସାହି ର ଗୋଟେ ପିଲା ଗୋଟେ ଖଣ୍ଡାୟତ ଙ୍କ ପୋଖରୀରେ ଗାଧୋଇ ପଡିଲା ବୋଲି ଯୋଉ ମାଡ କହିଲେ ପାଖରେ ଶିବ ମନ୍ଦିର ଆମର କେତେ ଲୋକ ଗାଧୋଉଛନ୍ତି ସମସ୍ତଙ୍କୁ ମାରା କରିଦେଲୁ ଆଜି ପୁଣି ସଂକ୍ରାନ୍ତି ବହେ ବାଡେଇଲା ପରେ ତାକୁ ଛାଡିଲେ ଯୋଉ ଲୋକ କହୁଛନ୍ତି reservation ଉଠିବ ଉଠିଲେ କଣ ଜାତିକୁ ନେଇ କଟାକ୍ଷ ହବନି ନା sc ଲୋକ ଖଣ୍ଡାୟତ ହେଇଯିବ ଯଦି ଜାତି ପ୍ରଥା ଉଠିଗଲେ sc ଲୋକ ଖଣ୍ଡାୟତ ହେବେ ନାହିଁ ସେହି sc ହାନି ରହିବେ

    • @Malliksumitra-yy2ez
      @Malliksumitra-yy2ez Месяц назад +3

      Bhai sat Katha amku bi mandir re amiti karuchanti 😢😢

    • @himanshupradhan7039
      @himanshupradhan7039 Месяц назад +1

      Right

    • @umeshnag6563
      @umeshnag6563 Месяц назад

      Tame Mandir jau kahi pain,,,tamaku kana Mille bekarkathha linemariba cc hhada

    • @pritiranjanatta9047
      @pritiranjanatta9047 Месяц назад +1

      Bhai sei loko ta jadi Sehi Paisa wala heithanta. mandira re suna jadi Dana Kari thanta .Kaha gandire re dum nathanta taku badeiba. Pain .Tenu creamy layer concept ta bujha.

    • @birendrabag6775
      @birendrabag6775 Месяц назад

      Sata ame b safar heu6u

  • @ashokkumarbehera8970
    @ashokkumarbehera8970 Месяц назад +2

    ଆପଣଙ୍କ ଯୁକ୍ତି ଆଦୌ ଠିକ୍ ନୂହେଁ। ଜାତିଭିତିକ ସଂରକ୍ଷଣ ନ୍ ରହି ଅର୍ଥନୌତିକ୍ ଅନଗ୍ରସର ଭିତିକ ସଂରକ୍ଷଣ ରହିବା ଅତ୍ୟନ୍ତ ଅବଶ୍ୟକ।କାରଣ ସବୁଜାତିରେ ଗରିବ ଅଛନ୍ତି। ଜଣେ sc/st 24:07 IAS ର୍ ପୁଅ ପାଇବା କିନ୍ତୁ reservation ପାଇବ କିନ୍ତୁ ବ୍ରାହ୍ନ୍ନଣ ପୁଅ ଗରିବ ହେଲେ ମଧ୍ୟ reservation ପାଇବ ନହୀଂ,ଏହା କିପ୍ରକାର ଚିନ୍ତା।Reservation ଏଈଥି ପାଇଁ ଜାତିଭିତିକ ଥିଲା କାରଣ sc/st cast ରେ ଅନେକ ଅବହେଳିତ ଥିଲେ।ଏବେ ସେହି ଜାତି ରେ ଅନେକ ଅର୍ଥନୌତିକ୍ ସ୍ଵଛଳ୍ ।
    ସମ୍ବିଧାନ ପଢନ୍ତୁ। time limit କେତେ ବର୍ଷ ପରେ review heba କଥା । ତେଣୁ ଜାତିଭିତିକ reservation ଶୀଘ୍ର ଉଠିଵା ଦରକାର।ନ୍ୟାୟଧିଶ୍ ମାନଙ୍କର ବୃହତ୍ ଚିନ୍ତାଧାରକୁ ଉପହାସ କରନ୍ତୁ ନାହିଁ।

  • @ratnakarsika1675
    @ratnakarsika1675 Месяц назад +5

    Excellent analysis thanks u madam.

  • @rakeshkumarnayak5038
    @rakeshkumarnayak5038 18 дней назад

    Bhauni thik katha kahicha..
    ଦଳିତ ଜାତିର କଷ୍ଟ କଣ ଯିଏ ଦଳିତ ସିଏ ହିଁ ଜାଣିଛନ୍ତି। ଯେଉଁମାନେ reservation କୁ ବିରୋଧ କରୁଛନ୍ତି ସେମାନେ ଏ କଷ୍ଟ ବୁଝିପାରିବେନି ।
    ଆଉ ରହିଲା reservation କଥା
    ଭଉଣୀ ସମସ୍ତେ ଅଧିକାଂଶ ଚାକିରି କ୍ଷେତ୍ର ରେ ଯେଉଁ କିଛି cut-off Kam ଦିଆଯାଉଛି sc st nku se ବିଷୟରେ କହୁଛନ୍ତି ତାପରେ ବି ଏ କଥା ସମସ୍ତେ uthaunahanti, ଯିଏ reservation କଥା ଉଠାଉଛନ୍ତି ସେମାନେ ହୁଏତ sc st ଙ୍କ cutoff clear କରି ପାରୁନାହାନ୍ତି । ତାପରେ sc st ପିଲା ଙ୍କ cutoff କମ୍ ଯାଉଚି bcoz sc st pila mark ହିଁ ରଖପାରୁନାହାନ୍ତି , ତାହେଲେ ମାର୍କ କମ୍ ତ obviously ଯିବ ନା।
    ସେମାନେ ବୁଝିପରିବେନି ଦିଦି ।
    ଥରେ କୌଣସି sc st ଗାଁ ରେ ତାଙ୍କ ସାହି ରେ ଗୋଟେ ଦିନ ତାଙ୍କ ସହିତ ରୁହନ୍ତୁ ସେମାନେ ଜାଣିପାରିବେ discrimination ଅଛି ନା ନାଇଁ 😢😢

  • @govindamajhi7229
    @govindamajhi7229 Месяц назад +6

    100% thik kahile madam mu bbsr re ghora bhoda pain jaichi au amiti bohut thora suffer heichi.....😂😂😂

  • @purastammallick1982
    @purastammallick1982 Месяц назад +5

    Madam ଆପଣଙ୍କର ଫୋନ୍ ନଂ ଟିକେ କୁହନ୍ତୁ। ବହୁତ ସୁନ୍ଦର speach

  • @MahendraSunani-dj3bi
    @MahendraSunani-dj3bi Месяц назад +1

    ଜାତି ପ୍ରେମ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦଳିତ ମାନଙ୍କ ଅତ୍ୟାଚାର ବିଷୟରେ ଆପଣ ଠିକ୍ ଭାବରେ ହୃଦୟଙ୍ଗମ କରିଛନ୍ତି।

  • @priyattamamalik2688
    @priyattamamalik2688 Месяц назад +6

    Thank you
    Very strong arguments

  • @niranjanmallick431
    @niranjanmallick431 18 дней назад +1

    Sanghamitra didi you are great🙏🙏🙏🙏🙏🙏🙏🙏🙏🙏🙏🙏

  • @OdiaEngineerOfficial
    @OdiaEngineerOfficial Месяц назад +5

    ବହୁତ୍ ବଢିଆ ଉପସ୍ଥାପନା

  • @chandrasekharsahoo2730
    @chandrasekharsahoo2730 19 дней назад +1

    ପଛୁଆ ବର୍ଗ କଣ କେବଳ ଆଦିବାସୀ, ହରିଜନ । ଅନ୍ୟ ଜାତିର ଲୋକ ଭିକ ମାଗୁନାହାଁନ୍ତି ନା ଅନାହାର ରେ ମରୁନାହାଁନ୍ତି । ଯଦି ଜଣେ ଆଦିବାସୀ ଅଫିସର ହେଇଛନ୍ତି ତାଙ୍କର ପିଲାମାନେ କୋଟା କାହିଁକି ପାଇବେ ଏକଥା କହିପାରିବେକି ? ଜଣକର ଆର୍ଥିକ ସ୍ଥିତିକୁ ନେଇ କୋଟା ରହିବା ଦରକାର । ସୁପ୍ରିମକୋର୍ଟ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଉଚିତ । ତେଣୁ ସମସ୍ତେ ତାକୁ ଗ୍ରହଣ କରିବା ଦରକାର । ବର୍ତ୍ତମାନ ସମୟକୁ ନେଇ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ତେଣୁ ଅଯଥାରେ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।

    • @NilamaniHianl-k5n
      @NilamaniHianl-k5n 18 дней назад

      Se kahu nahanti ,se kahuchhanti casteless society tiari heu

  • @bulusethi691
    @bulusethi691 Месяц назад +10

    Excellent madam Article 17

  • @abhimanyualda7831
    @abhimanyualda7831 26 дней назад +1

    Thanks a lot Sanghamitra Madam
    ଆପଣ ଜଣେ ST/SC ନ ହୋଇ ମଧ୍ୟ ଏ କଥା ଉଠାଇଛନ୍ତି କିନ୍ତୁ reaction ST/SC ରୁ ଆଗ ଆସିବା କଥା କିନ୍ତୁ ଦୁଖର କଥା ଏ ଯାଏ ଆସିନି। ସରକାର ଖାଲି ମିଥ୍ଯା ମନଗଢ଼ା କଥା କେମିତି କହୁଛନ୍ତି ବିନା ତଥ୍ୟ ଆଧାରରେ। ସରକାରଙ୍କ ପାଖରେ ତ ସବୁ ଡାଟା ରହିଛି ଯେ କେତେଜଣ IAS OFFICER, OAS, HIGH COURT AND SUPREME COURT JUDGE AND OTHER JUDGE OF DISTRICT COURTS AND FINALLY ALL CLASS 1 OFFICERS.ଏହି ତଥ୍ୟ ପଦାକୁ ଆଣନ୍ତୁ। ମୁଁ ଭାବୁଛି ଏ ସବୁ ଦେଖାଇ ବାକୁ ସତ୍ସାହସ ନ ଥିବ କାରଣ ସରକାର ର ଅସଲ ବିକାଶ ସାମନାକୁ ଆସିଯିବ। ବର୍ତ୍ତମାନ କେବଳ Group C & D post ରେ ସିଟ୍ କିଛି ଫିଲଅଫ ହେଉଥିବାର ନଜର ଆସୁଛି। ଆଉ
    କିଛି Group C post special drive for SC/ST ରେ ପଦବୀ ପୂରଣ ହେଉଛି। ଆଉ Engg, Medical and other A Class
    Job ପାଇଁ ପଢ଼ିବା ନିମନ୍ତେ ଆର୍ଥିକ ସ୍ଯାମର୍ଥ୍ଯ ନ ଥିବା ହେତୁ ସେ ପାଠ ହିଁ ପଢାଈ ପାରୁ ନାହାଁନ୍ତି ଆଉ ସେ ପଦପଦବୀ ପୂରଣ କଥା ଭୁଲି ଯାଆନ୍ତୁ।
    କାରଣ ST/SCଙ୍କର ଜୀବନ ଅଳ୍ପ କିଛି ଲୋକଙ୍କୁ ଛାଡିଦେଲେ କେବଳ ଖାଦ୍ୟ ପାଇଁ ପରିଶ୍ରମ କରି କରି ଜୀବନ ସରି ଯାଉଛି। ସେମାନେ ଭଲ ବସ୍ତ୍ର, ବାସଗୃହ, ସ୍ବାସ୍ଥ୍ଯ ଓ ଶିକ୍ଷା ର ଚିନ୍ତା କରିବା ସେମାନଙ୍କ ପାଇଁ ଦିବା ସ୍ବପ୍ନ। ସେମାେନ ସେମାନଙ୍କର ଜୀବନ ପାଖରୁ ନ ଦେଖିଲେ ବିଶ୍ବାସ ହେବନାହିଁ। ଅଧିକାଂଶ ST/SC ଲୋକ ଦିନ ମଜୁରିଆ, ଭାଗ ଚାଷୀ ଓ ଦାଦନ ଶ୍ରମିକ ଭାବେ କୌଣସିମତେ ଜୀବନ ଅତିବାହିତ କରୁଥିବାରୁ ସ୍ବତନ୍ତ୍ର ସହାୟତା ବିନା ମୁଖ୍ଯସ୍ରୋତକୁ ଆସିବା ଅସମ୍ଭବ।ଆଉ ଜାତିପ୍ରଥା କଥା ନ କହିବା ନ କହିବା ଭଲ। ଏବେ ବି ଜଣେ ଦଳିତ ଦ୍ବାରା ଖାଦ୍ୟ ଛୁଆଁ ହେଲେ ସେ ଖାଦ୍ୟ ମାରା ପଡିବା ଇତ୍ୟାଦି ଇତ୍ୟାଦି ଏବେ ବି ଅଛି ଓ ବିଭିନ୍ନ ଜାଗାରେ ନଜିର ମଧ୍ଯ ଆସୁଛି।
    କିନ୍ତୁ ଦୁଖର କଥା ବର୍ତ୍ତମାନ ଜଣେ ଆଦିବାସୀ ରାଷ୍ଟ୍ରପତି ହେବା ପରେ ସମସ୍ତ ଆଦିବାସୀ ବିକାଶ କରିବା ର ବାହାନା କରି ସମସ୍ତ ସୁବିଧା କୁ ଛଡାଇ ନେବା ର ଷଡ଼ଯନ୍ତ୍ର ଛଡା କିଛି ନୁେହଁ।

  • @ranjitnayak4745
    @ranjitnayak4745 Месяц назад +4

    ଭଉଣୀ ଆପଣ ଦୟାକରି ଏହି sc st ପାଇଁ ସର ଉଠେଇ ଦେଇଦିଅନ୍ତୁ 🙏🏼

  • @bipulhimansu4225
    @bipulhimansu4225 18 дней назад +1

    15:12 ଜଣେ sc ଯଦି IAS ହେଲା ପରେ General ହଉ ନାହିଁ ତାହାଲେ ତାର ଆଉ 4 5 ପିଢ଼ି IAS ହେଲେ କଣ ସେ general ହେଇଯିବ କି? 1000 ବର୍ଷ କଥା କହୁଛ ଭଲ ଯେ ତାହାଲେ reservation ବି କଣ 1000 ବର୍ଷା ଯାଏ ତାହାଲେ ରଖାଯିବ? ଆଉ ଏଇଟା ବି ମନେ ରହିବା ଦରକାର ଯେ ଯାଏ reservation ଥିବ କଉଠି କଉଠି ନା କଉଠି ଭେଦ ଭାବ ରହିବ. କାରଣ ସରକାର ନିଜେ ଭେଦ ଭାବ କରି ଜଣକୁ ଆଗକୁ ଜଣ କୁ ପଛକୁ କରୁଛନ୍ତି. ଆଉ ସେଇଟା ଉଠିଲା କଉଠୁ

  • @MsJAYPALSINGH
    @MsJAYPALSINGH Месяц назад +6

    U r right madam 💯💯👍👍

  • @satyabanjena8080
    @satyabanjena8080 17 дней назад

    ତମକୁ ଭଗବାନ ଆଶୀର୍ବାଦ କରନ୍ତୁ ଏହାହିଁ ପ୍ରାର୍ଥନା