୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Puri
HTML-код
- Опубликовано: 13 сен 2024
- #RatnaBhandar #PuriJagannathTemple #UmakantaNanda #JagannathTemple #Puri
୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Ratna Bhandar of Puri Jagannath Temple
Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
Join Our WhatsApp Group: chat.whatsapp....
For the latest Odisha News Follow us:
Visit US: odia.mobilenew...
RUclips: / mobilenews24x7
Facebook: / mobilenews24x7odia
Twitter: / 24x7odia
Kooapp: www.kooapp.com...
Pinterest: / mobilenews24x7
#MobileNews24x7 #TrendingNews #MobileNews #LatestNews #BreakingNews #OdiaNews #Odia24x7
ଆମେ ଦେଖିଥିବା ଲୋକଙ୍କ କଥାରେ ବିଶ୍ବାସ କରୁ, ଶୁଣିଥିବା ଲୋକଙ୍କ କଥାରେ ନୁହଁ । ଆମେ ଯାଞ୍ଚ କମିଟି Chairman ଓ Temple Chief Administrator ଙ୍କ କଥାରେ ବିଶ୍ୱାସ କରୁଛୁ କାରଣ ସେମାନେ ନିଜ ଆଖିରେ ସବୁ ଦେଖିଛନ୍ତି ।
ଆପଣ ପ୍ରଥମେ କହିଲେ ଆମେ ରତ୍ନ ଭଣ୍ଡାରକୁ ଯାଇନାହୁଁ, ତେଣୁ ଆପଣ ଯାହା କହିଲେ ମଧ୍ୟ୍ୟ ହାସ୍ୟାସ୍ପଦ ହବ ଧନ୍ୟବାଦ 🙏
😂
ତାହେଲେ ବିଜୁ ବାବୁ ଏପଟ ସେପଟ କରିଛନ୍ତି ବୋଲି ବିଜେଡି ଖୋଲୁନଥିଲା
✅
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହଉ 🌹🌹🌹🌹🙏🏻🙏🏻🙏🏻🙏🏻
ଭଣ୍ଡାର ଘର ମନ୍ଦିର ତଳେ ଏବଂ ବେଢ଼ା ତଳେ ରହିଛି ବୋଲି ଆଉ ଜଣେ କହୁଥିଲେ ଯାହା ଅନୁସନ୍ଧାନ ସାପେକ୍ଷ ।
ଚୀନ ଜୁଧ 1961 ରେ ହୋଇ ଥିଲା ଆଉ ସେହି ସମୟରେ ହିଁ ହୀରାକୁଦ ଜଳଭଣ୍ଡାର ତିଆରି ହୋଇ ଥିଲା ଆଉ ସେ ସମୟରେ ହିଁ ବିଜୁ ପଟ୍ଟନାୟକ ଥିଲେ
ଏମିତି କାହିଁକି ବେକାର କଥା କହି ନିଜର
ସମ୍ମାନ ଏ ବୟସରେ ହରାଉଛନ୍ତି ଓଡ଼ିଶା
ଲୋକଙ୍କୁ ବୋକା ଭଳି ଭାବୁଛନ୍ତି
ସବୁ ରତ୍ନ ଲୁଣ୍ଠନ ହେଇଚି....ବାସ୍କ ମାନଙ୍କରେ କୌଣସି ଧନରତ୍ନ ନାହିଁ...ସବୁ ଚୋରି ହେଇଚି....ଜନସାଧାରଣଙ୍କୁ କେବଳ ଭୁଆଁ ବୁଲାଯାଉଛି....
ନିକଟରେ ରନ୍ତ୍ନ ଭଣ୍ତାରରେ ପ୍ରବେଶ କରିଥିବା ସଦସ୍ୟମାନଙ୍କଠାରୁ ଏମିତି କିଛି ତଥ୍ୟମିଳୁନାହିଁ !
ମିଛୁଆ,sir
ଜୟ ଜଗନ୍ନାଥ ମହାପ୍ରଭୁ ହେ ମଣିମା🙏🙏🙏🙏
ନେପାଲ ରାଜା ଦକ୍ଷିଣ ଦ୍ଵାର ଦେଇ ଜୟନ୍ତୀ
କାହାଣୀ ନ କହି ତଥ୍ୟ ଉପସ୍ଥାପନ କଲେ ଭଲ ହେବ।ତଥା ତାରିଖ,ସାଲ ଇତ୍ୟାଦି।
ସବୁ ମିଛ କଥା l ଆଉ ଯଦି ଏହାର
ସତ୍ୟତା ଜାଣିବାକୁ ଚାହାଁନ୍ତି ତାହାହେଲେ ଏମାର ମଠ ଭଳି
ଖୋଳିବାକୁ ପଡିବ, ଗାଳମାଧବ ରାଜା ଙ୍କ ଭଳି l
ଜୟ ଜଗନ୍ନାଥ !
ବରିଷ୍ଠ ଆଇନଜୀବୀ ଶ୍ରୀ ଉମାକାନ୍ତ ନନ୍ଦ ଏବେ ଗୁପ୍ତ ତଥ୍ୟ ପ୍ରକାଶ କଲେ । ଶ୍ରୀମନ୍ଦିର ଗୁପ୍ତ ରତ୍ନ ଭଣ୍ଡାର ଆବିଷ୍କାରରେ ଏହା ସହାୟକ ହୋଇପାରେ ।
Jay shree jagannath 🙏🙏🙏
ଶ୍ରୀମନ୍ଦିର ପ୍ରଶାସକ ଏସବୁ ଅନୁସନ୍ଧାନ କରନ୍ତୁ । ଏକାରଜାତ ମାହାଲ ନାମରେ ଏତେ ଜମି ଇଂରେଜ ସରକାର ଦେଇଥିବା କଠା ବି ପୂର୍ବରୁ କେହି କହି ନାହାନ୍ତି ।
Right sir , Jay shree Jagannath 🙏
Thank you for your information
Jay Jagannath 🙏🙏 🙏
It is true Jai jagannath Swami 🙏
Give suggestion togovt to explore the under ground ratna bhandar and tunnel. It should be universal . Which cm danate 3 mahana gold during china and india war in 1962 war.
. Who sold 3 mahana c ornaments during 1962china and bharat
ବଢା ବୟସରେ ମିଛ କଥା ଭଲ ଲାଗୁନି
ଏତେ ଦିନ ପର୍ଯ୍ୟନ୍ତ କଉଠି ଥିଲେ sir
Jeje nku Tama ra khoju thile
ଶ୍ରୀମନ୍ଦିର ଯେତିକି ଦିଶେ ସେତିକି ସରଳ ନୁହେଁ। ଆମେ ସାଧାରଣ ଭାବେ ଦିଅଁଙ୍କର ନୀତି ଦେଖି ଅଭିଭୂତ ହୁଅନ୍ତି, ତେବେ ଏହାର ଇତିହାସ ଓ ଗଢଣ କେତେ ଯେ ରହସ୍ୟମୟ ହେଇଥିବ ଚିନ୍ତା କରିବା ସାପେକ୍ଷ।
Jay jaganath 🙏
Jay jagannath swami
ତମେ ଯାହା କହୁଛ ସେ କଥା ର ଅର୍ଥ କିଛି ବୁଝି ହେଉ ନାହିଁ। ତମେ କିଛି ଜାଣିନ।
Your experience will definitely help the people going to probe in to the matter.
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
ଆପଣ ପ୍ରମାଣ ସହ ତଥ୍ଯ ପ୍ରଦାନ କରନ୍ତୁ।
ଇତିହାସ ଲେଖିବା ପାଇଁ କିମ୍ବଦନ୍ତୀ,ଲୋକ କଥା,ଜନ ବିଶ୍ଵାସ ସହଯୋଗ କରିଥାଏ। ତେଣୁ,ଏହି ସାକ୍ଷାତକାର ର ପ୍ରସଙ୍ଗ କୁ ଗବେଷଣା ର ତଥ୍ୟ ଭାବରେ ଗ୍ରହଣ କରାଯାଇପାରିବ।
You should advise the Admministrator to follw you intothe vandar.I have advised the CA to contact you.
ଚେମିଣି ଦ୍ବାର ପାଖରେ ଛୋଟ ମନ୍ଦିର ଭିତରେ ଗୁପ୍ତ ସୁଡ଼ଙ୍ଗ ଦ୍ଵାର ରହିଛି କହିଲେ ।
ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିନି ମହଣ ସୁନା ଚାଇନା ଯୁଦ୍ଧ ସମୟରେ ଦେଇଥିବା କଥା ଆଉ କେହି କହି ନାହାନ୍ତି । ମହଣେ ସୁନା ଦେଇ ରେଜିମେଣ୍ଟ ଗଢ଼ା ହୋଇଥିବା କଥା ବି କେହି କହି ନାହାନ୍ତି ।
ଯୋଧି ରତ୍ନା ଭଣ୍ଡାର ରେ ସବୁ ସୁନା ଗହଣା ଅଛି ତାହାହେଲେ ଆମ୍ଭୋମନୋଙ୍କୁ ଦାନୋ କରିଦିୟୋ 😊😊😊😊
Temple was looted by Hussain Saha during the rule of Gajapati Prataprudra Dev when the later was busy in south in a war with Vijaynagar king Krishna dev Ray.Gajapati chased the invading army after returning from south but could not recovered the looted property. After that Kalapahar along with other Mughal subedars have raided & looted the Temple in different time. Apart from this, the Marahattas remained in charge of Temple for a longer period & looted the wealth of the temple. So our expectations regarding huge amount of wealth in temple may not be true.
3 ନାମ ନୁହେଁ. 5ନାମ ଗଜପତି ଙ୍କର ଅଛି ପଚାରି ବୁଝନ୍ତୁ.
Ae sir jaha kuhachnti...mane sudanga katha thik actually 3ta sudanga achi..gote..Bali sahi gote matha re baharichi..au gote puri Raja naara au gote achi samudra kule au seita kala krame poti heigalani...jou Cuttack naara ru Raja nka maa deli asi darsan karnti seta bhul ae puri Raja naara ru sudanga re Raja Rani o tanka maa jaanti darsan karibaku..bahara ratan bhadar pakhare baharanti..
ପ୍ୟାରୀମୋହନ ଏବଂ ପାଣ୍ଡୁ କୁ ଡରିଯାଇଥିଲେ😢😢
କଙ୍କଡ଼ା ବିଛା ୨ହାତିଆ ଅଛି ସାରେ ପୁରା ଗପ ଏତେ ମିଛ 😅😅😅
ପ୍ରତ୍ୟକ୍ଷଦର୍ଶୀ ନୁହନ୍ତି,
ମହାରାଣୀ କଟକରୁ ସୁଡ଼ଙ୍ଗରେ ଘୋଡ଼ାରେ ଯାଇ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ କରି ଭୋଜନ କରୁଥିଲେ ବୋଲି କହିଲେ । ଏହା ବି କେହି କହି ନାହାନ୍ତି ।
ଦେ ଖି ନାହାନ୍ତି କିପରି ଜାଣିଲେ, ଦେଖିଛି କହୁଛନ୍ତି
ଖୋଲିଲନି ଯେ ମହା ବିପତ୍ତି କୁ ଡାକି ଆଣିଲ
Jay jagannath sir apana bahut sundar katha kahile Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
ରତ୍ନ ଭଣ୍ଡାରରୁ କେତେ ସୁନା କାହାକୁ ଦିଆ ଯାଇଛି ତାହାର ତଦନ୍ତ ହେବା ଉଚିତ ।
Beautiful suggestions
If it is true,then it was one the most greivious act.Let some apply DefenceMinistry by RTI and get the information.
ଆପଣ ଓଡ଼ିଆ ସଂସ୍କୃତି କିଛି ଜାଣି ନାଁହାନ୍ତି. 6ଫୁଟ ବୁଢ଼ୀଆଣି ବିଶ୍ୱରେ ନାଁହାନ୍ତି.
May be se thik kahuthibe... because mu bi gote history channel ru dekhichi china war bele gold donate karuthile govt ku
Very good information sir ji
Emane mane kau news au emane mane ÖTV ku kemiti asu nahanti
Ratna bhandar bhitar ku jaina, khali gulikhati karucha !
😂😂
tu jaunu ekutia
Why this gentleman is spreading rumour when he has not concrete information in the matter.
IF YOU HAVE SEEN, THEN GO INSIDE ALL RATNABHANDARAS .
Angya pranam apanka ଭଳି ବ୍ୟକ୍ତିତ୍ବ ମାନଙ୍କ ନେଇ ଯଦି investigation ହୁଅନ୍ତା ଖୁବ୍ ଭଲ ହୁଅନ୍ତା।ଜୟ ଜଗନ୍ନାଥ।
Uncle bahutu story suneile
Prasasana bi luchaieba aur ae budhatia nka sudanga kataha bi fitiba aagaru kana ratna vandara ra surkhya deu thule ki? Kichhi labha nai amaku pura satyata miliba nahain, na itihaas prusta re padhibe odisha itihaas sampurna madala panji re facichi. History subject uthaie deba hi bhala, karana sabu satya tathya aji parjanta luchi rahi chi .
A kouti thile
E Mahasaya aji paryanta koithi thile ? Sundar gapa kahuchhanti.
ନା ... ସେଠାରେ କିଛି ସୁଡଙ୍ଗ ଫୁଡଙ୍ଗ ନାହିଁ I ଏକଦମ୍ ଫାଲତୁ କଥା I ଗୋଟେ ଫାର୍ସ ଚଲିଚି I
ବନ୍ଦ କର ଭIଣ୍ଡIମୀ I
Keye paicha prasasana. tharu?? Raghu bar das news na. Kahiba pain???
Se news balaku news miluni se au kana kariba .
ଭିତର କୁ ଯାଉଛୁ ଯଦି କହ
ଗପ କହନି
Aau besi kholtada karantuni.... ratna bhandar jagannath nkar... Sudhanga bisayre kichhi b tathya bahar ku na asu... Parbarti muhurta re bahut bipad achhi
ଗୋଟେ ପଟେ u tube anchor ଙ୍କ TRP ଅନ୍ୟ ପଟେ ଭେଳିକି ଦେଖଳି ଙ୍କ ଭିତରେ ପ୍ରତିଯୋଗିତା ଚାଲିଛି।😂
Bhut kichi jinisa rahhasya hei rahijaichi..are ra loka kn ta manaki gaouchi ki kichi janichnty boli ta kahuchnty na .se jaha jaha na sabu kahile prkauta re tanku tadanta karajau sata name ki micha aljanapadibani...au panda sebayat mane bhut kichi janichnty se luchauchnty ..semane vabuchnty jadi kehi najanibe sea kala krame tanka samapati heijiba
Apana bohut upadeya tathya deithibaru dhanyawad,apananka katha sunila pare mora sanka heuchi ratnabhandara khola hebara ebe sabu katha sunuchu segudika sabu thik ta,tenu ratna bhadara khola au ganati ku live telicast kariba darkar
😅
Bhai samaj
Eithi tahale 10 ta mukuta jaichi😡
Not believable, fact figures not tallying.
Bhai tuma sir koutithile
Sir nku 18 tarikhare niaa jau 😅😅😅
inquiry Kara jau sabu
Gapa laguchi
Jainu jadi kichhi kahana aau
Sir pobana maruchanti
Kou Dina jaithila michuia
Apananka pakhare original chabi achiki
If sir was having too much of knowledge about Puri ratna bhandar then why did not he come forward to express his views and after completion of all process he came suddenly to express his views about the opening of Puri ratna bhandar.
Ratna Bhandar details yet to come…. So much to be done by the team. It is just the beginning
Avaru ken uthi thiki ratire bom pasithilaki?
ବେକାର କାହାଣୀ ଗପୁଛନ୍ତି, ଡିଫେନ୍ସ ରୁ ତଥ୍ୟ ମାଗୁନାହାନ୍ତି l
Hmm re sabu nei nai jao ,,,last ku gote mala loka na re michha kuha ,,,,e loka ete din hela kouthi thile,tution hei ki asi ethi camera samnare gapile chhi
Kalia sandha reporter
😂😂😂😂
a babu nka katha kete sata kete micjha ?
Murkha apana ...apananka bhagya apana jani chanti😢hele lokanku janei Desha duniya re HALLA Kariba thik nuhan❤❤❤
ସେ ବିଜୁବାବୁ ହୁଅନ୍ତୁ ବା ଯେ କୌଣସି ଶାସନ କର୍ତା ହୁଅନ୍ତୁ,ଭୁଲ୍ କରିଛନ୍ତି। ଦେଶରକ୍ଷା ପାଇଁ ତିନିମହଣ ସୁନା କାହିଁକି ଦେଲେ? ସମସ୍ତ ସୁନା ଦେଇଥିଲେ କଣ ଟା ଭାସିଯାଇଥାନ୍ତା?ତଥାପି ବିଜୁବାବୁଙ୍କୁ ଧନ୍ୟବାଦ। ଈଶ୍ଵର ଉପାସନା ଠାରୁ ଦେଶର ସେବାକୁ ଅଧିକ ଗୁରୁତ୍ବ ଦେଇଛନ୍ତି।
Ratna bhandara Katha nakahi RaghuBaraDas Katha Kuade gala?
Sir nhi chor
Guli gapa aramva mausa nkara
Au 10 min gapithile king kong achi boli kahi thanta
What is this nonsense...he is so aged n educated person
Don't comment like this
Suna chain chor
This fellow is telling story not truth.stop this type of non sense discussion.
Ratnabhandar katha se kichi Jani Nahanti Michare bekar video karuchha
Galua
Congress CM biju patnaik😂😂
Biju Patnaik started his political career from Congress only
Murkha banda
Biju pattanaik congress re thile
Hollywood film dekhichi ye budha..😂