A Jibanata Mati Kandhei | ଏ ଜୀବନଟା ମାଟି କଣ୍ଢେଇ | Prabhupada Mohanty | ଜୀବନଧର୍ମୀ ଗୀତ | Music World
HTML-код
- Опубликовано: 5 фев 2025
- A Jibanata Mati Kandhei | Prabhupada Mohanty | ଏ ଜୀବନଟା ମାଟି କଣ୍ଢେଇ | Odia Bhajan | Jibanata Matikandhei | Jibanadharmi Geeta | Jibana Mati Kandhei | Jibana Eka Manti Kandhei | A Jibana | A Jibanata Mati Kandhei Prabhupada Mohanty | New Bhajan 2023 Odia | New Odia Bhajan 2023 | Bhakti Song | Alekh Biswal | Bikash Shukla | Pawan Kumar Agrawal | Music World Bhakti
Like || Comment || Share || Subscribe
Click Here to Subscribe Our Channel - @musicworldbhakti
Music World Bhakti Presenting A New Odia Song "A Jibanata Mati Kandhei".
Audio Credits -
► Singer: Prabhupada Mohanty
► Lyrics: Alekh Biswal
► Music: Bikash Shukla
► Mixing & Mastering By: Swapnajit Sabat
► Produced By: Pawan Kumar Agarwal
► Banner: Music World
A Jibanata Mati Kandhei is Now Live on -
♪ Jio Saavn: www.jiosaavn.c...
♪ Wynk: wynk.in/music/...
♪ Spotify: open.spotify.c...
♪ I Tunes: / a-jibanata-mati-kandhe...
♪ Amazon Music: open.spotify.c...
♪ RUclips Music: • Album - A Jibanata Mat...
♪ Gaana: gaana.com/song...
#ajibanatamatikandhei #prabhupadamohanty #musicworldbhakti #alekhbiswal #bikashshukla #matikandhei #jibanatamatikandhei #matikandheiajibana #AJIBANATAMATIKANDHEI #jibanatamatikandheisong #ajibanatamatikandheiprabhupadamohanty #newodiabhajan2023 #odiabhajan #prabhupadamohantynewsong #prabhupadamohantyallsong #jibanadharmigeeta #odiasong #song #newodiasong #ajibanatamatikandheimusicworldbhakti #odiasong2023
Copyright Disclaimer - All the rights of this content belongs to Pawan Kumar Agarwal and Music World, Any Unauthorized Use, Re Upload, Remake, Remix, Cover Version, and Re Use of this content is strictly prohibited and may subject to copyright claim and may lead to legal consequences due to the violation of Copyright Law.
କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର
ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ
ଦେଖୁଥାନ୍ତି। ସେମାନେ ତାର ଭଲଗୁଣକୁ ଦେଖନ୍ତିନି ।
ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି,
ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଅ।
ଦେଖୁବ ତୁମେବି ସମ୍ମାନ ର ଅଧିକାରୀ ହୋଇଯିବ ।😢😢😢😢🌹🙏🌹ଜୟ ଜଗନ୍ନାଥ ,🌹🙏🌹
Bhai ahi Gita ti bahut Sundar heichi satare hrudayaku chui jauchi GOD bless your life 💕💕💕🙏🙏🙏Jay jagannath ❤❤❤
ମନ କୁ ଛୁଇଁଲା. ଭଜନ ଟି ଯେତେ ଶୁଣିଲେ ସେତେ ଭଲ ଲାଗୁଛି. ଗାୟକ ବାବୁଙ୍କୁ ଧନ୍ୟବାଦ. ଏପରି ଭଜନ ହିଁ ଏହି କଣ୍ଠ ରୁ ଶୁଣିବାକୁ ଭଲ ଲାଗୁଚି. ଜାରି ରହୁ. 👌👌👌
❤❤❤
🙏🙏🙏
Bahut.badhia.laguchji
Prabhupada ତମେ ବହୁତ୍ ଭଲ ଗାଇଛ ହୃଦୟ କୁ ଛୁଇଁଲା ସତରେ ❤❤
❤️🩹❤️🔥🤌❤️🩹🫲😮💨😵💫🫵🎉❤😢😅
😭😭😭😭😭😭😭😭 ଏ ଗୀତ କୁ ଲେଖିଥିବା ବ୍ୟକ୍ତି କୁ କୋଟି କୋଟି ପ୍ରଣାମ
ଆଖିରେ ଲୁହ ଆସି ଯାଉଚି😢ଏତେ ହୃଦୟ ପର୍ଶି
, ଏହି ଗୀତ ବହୁ ତ ଭଲ
Jay jagannath
5
ଅତି ସୁନ୍ଦର ,ଜୀବନର ବାସ୍ତବତାକୁ ନେଇ ଗୀତଟିଏ । ସୁନ୍ଦର ପରିବେଷଣ ।❤
ଜୀବନ ଦୁର୍ଲଭ ଜନ୍ମ ଆପଣଙ୍କ ପ୍ରଭୁ ସବୁବେଳେ ଭଲରେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର ଭାବରେ ପରିଚିତ କରିଛନ୍ତି ଭାଇି ଅସେସ ଅସେସ ଧନ୍ୟବାଦ୍ କେମିତି କହିବି ମୁଁ ଜାଣିପାରୁନୀ🎉🎉🎉🎉🎉🎉🎉🎉
❤😂🎉
ଅଲେଖ ବିଶ୍ଵାଳ ସାର୍ ଙ୍କୁ ହୃଦୟରୁ ନମନ୍ ଏବଂ ପ୍ରଭୁପାଦ ଭାଇ ଙ୍କ ପାଇଁ ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି ।
ଅତି ସୁନ୍ଦର ହୃଦୟସ୍ପର୍ଶ କଲାଭଳି ଗୀତ।
ଏହିଭଳି ଆପଣଙ୍କ କଣ୍ଠରୁ ନୂଆ ଗୀତ ଆଶା କରୁଛି ।👍🎉
Aapanku Kati Kati Dhanyabad Apari Bhabpurnya Gai Suneibapain jay Jagannath Ahipari Bhabpurnya Geet Sunauthantu
❤❤❤ ବଢିଆ ଲାଗିଲା ଗୀତ ଟି ଶୁଣୁ ଶୁଣୁ କାନ୍ଦି ପକେଇଲି 😂😂😂
କିନ୍ତୁ ହସୁଛ, ମିଛ କହିଲ
Mo bhai sata Katha
😢😢
Very very nice song good❤🎉🎉❤
Mo suna bhaira Sundar swara. Prabhu Jagannath tumaku sabubele khusire rakhantu
Bahut Badhia ❤❤❤❤❤Mu tumaku heart ru thanks janauchhi
🥰🤩🤩🤭🤩ki geeto gailo ho Mane mo pakhore kohibaku kiche nahi
ଆଖିରେ ଲୁହ ଆସିଗଲା., 🙏 ବହୁତ ସୁନ୍ଦର ଗୀତ ଓ କଣ୍ଠ.
ମଣିଷ ଜୀବନ ରେ କେତେ ଯେ ପାପ ରାସ୍ତା ରେ ଚାଲୁଛନ୍ତି 😢😢😢😢😢😢
ଏଇ ଗୀତ ଭଳି ମଣିଷ ହ୍ରୁଦୟ ସୁନ୍ଦର ହେଇଯାଆନ୍ତି କି ହେ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ 🎉😂😂
ବହୁତ ସୁନ୍ଦର ଗିତ ସାର୍
ହୃଦୟ ଚୁଇଯାଉଛି best'of luck 🤞
Mind-blowing song.Jai Jagannath.
Jay maa mnglaa ,,,Jia lekhichi bhal kahichantyi ,,bhai aame bhalre bujhei deichantyi ,,,satre jibnta gote mai knthei
M
ବହୁତ୍ ସୁନ୍ଦର ଭଜନ ଟିଏ। ବହୁତ୍ ବଢ଼ିଆ ଶୁଣିବାକୁ ପାଇଲୁ। ଭଗବାନ ତୁମକୁ ଭଲରେ ରଖନ୍ତୁ।
ଏ ଭଜନଟି ଏତେ ହୃଦୟସ୍ପର୍ଶୀ ଯାହାକି ବାରମ୍ବାର ଶୁଣିବାକୁ ଇଚ୍ଛା ହୁଏ।ଜୟ ଜୟ ଜଗନ୍ନାଥ ସ୍ୱାମୀ।।
ବହୁତ ଦିନ ପରେ କିଛି ଶୁଣିଲା କାନ ମନକୁ ଛୁଇଁ ଗଲା.... ଏମିତି ଗୀତ ଆଉ music good👍🏻👍🏻 ହୃଦୟ କୁ ଆନଂଦ ଦେଲା..... 👍🏻👍🏻👍🏻🙏🏻🙏🏻🙏🏻🙏🏻
Bhaiya ji apka awaz bahut accha hai.bahut sunder .bhagwan karen aap jiwan me bhut aage jayen. Or aise sons hamare liye late rahe. jai Sri Ram
ବହୁତ ଭଲ ଲାଗୁଛି,, ବହୁତ ସୁନ୍ଦର ସ୍ୱର,, ଜୟ ଜଗନ୍ନାଥ।
Bohut bohut bholo gaayi chhonti Bhai👌👌👌👌👌👌🥰God bless you bro 😊
ଜୟ ଜଗନ୍ନାଥ 🖤🖤🖤
ଅତି ସୁନ୍ଦର । ସତରେ ଜୀବନ ଏକ ମାଟି କଣ୍ଢେଇ ଯେଉଁ କଣ୍ଢେଇର ମାଲିକ ହେଉଛନ୍ତି ସେହି କଳା ସାଆନ୍ତ 🙏🙏🙏
ଏଇତ ଜୀବନ, ତଥାପି ମଣିଷ କାହିଁକି ଭୁଲ କରିଥାଏ,
ବହୁତ ସୁନ୍ଦର, ଭାବରଗୀତ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଘଟଣାଗୁଡିକ ମନଭିତରେ ଆଙ୍କି ହୋଇଯାଉଛି । ଧନ୍ୟବାଦ ଭାଇ । ଜୟ ଶ୍ରୀରାମ
ଦୀର୍ଘ ଦିନ ପରେ ଏକ ମର୍ମସ୍ପର୍ଶୀ ଭଜନ ଟିଏ ଶୁଣିବାକୁ ମିଳିଲା। ଅତି ମଧୁର କଣ୍ଠ, ମାସ ବାଗଦେବି, ପ୍ରଭୁଙ୍କ କୃପାରୁ ଏପରି ଭଜନ ଆପଣ ଆମକୁ ଶୁନାନ୍ତୁ
🎉8
Real life song Bahut bahut bhal lagila ae gita to bhai satare hrudayaku chhuin jauchi . Aapan nk Voice t a gita ti pain pura perfect💯👍👏👏👏👏
ବହୁତ ସୁନ୍ଦର ଭଜନଟି ପେଟ ପୁରିଗଲା ଆପଣଙ୍କ କଣ୍ଠ ଶୁଣି ଜୟ ଜଗନ୍ନାଥ ଆପଣଙ୍କ ସୁନ୍ଦର କଣ୍ଠ ସେମିତି ବାଟି ରଖନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ କରୁଛି ତାଙ୍କ ଗଳାରେ ଆହୁରି କଣ୍ଠର ସ୍ରୋତ ଭରି ଦିଅନ୍ତୁ ଜୟ ଜଗନ୍ନାଥ
best super song
My favourite singer prabhupad,jay jagannath 🙏bhajan ti hrudaya ku chhuingala
ସମ୍ପର୍କ ଯେଉଁ ଭଳି ବି ହୋଇଥାଉ ହୃଦୟରୁ ହେବା ଦରକାର, ସ୍ବାର୍ଥ ପାଇଁ ନୁହେଁ ....
ଜୟ ଜଗନ୍ନାଥ🙏🙏🙏
Jay jagannath 🙏 hele tame bahuta bhal gaucha🙏 Jay Jagannath 🙏
Jay jagannath 🙏
Very nice song Bhai Jay Jagannath 🙏🙏🙏🙏
Bahusundar heichi song ti end ku tike nija dosar fala milithile au tike bhala heithaanta
Very nice bhai Jay jaganatha 🙏🙏🙏 satare A jibana ta mati kandhei
ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶୀ
ଅତି ସୁନ୍ଦର, ହୃଦୟ ସ୍ପର୍ଶୀ, ଆପଣଙ୍କୁ ଧନ୍ୟବାଦ 🙏🙏🙏🙏
Bhai bohut sundra gaicha Gita ti Jay jaganntha🙏🙏🙏
ହୃଦୟ ସ୍ପର୍ଶ କଲା ବୋଳି ଗୀତ ❤jay jagnnath 🙏🙏🙏🙏🙏 bodia achi Bhai really 👍👍
ଜୟ ଜଗନ୍ନାଥ ପ୍ରଭୁ ଭାଇ ଏ ଭଜନ ଆପଣଙ୍କ କଣ୍ଠ ରେ ବହୁତ ସୁନ୍ଦର 1000 ଥର ଶୁଣିଲେ ବି ନୂଆ ଲାଗୁଚି ଏମିତି ଗୀତ ଗାଉ ଥାନ୍ତୁ ସମସ୍ତ ଙ୍କୁ ଆନନ୍ଦ ଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
ବହୁତ୍ ଦିନ ପରେ ଗୋଟେ ହୃଦୟସ୍ପର୍ଶୀ ଓଡ଼ିଆ ଭଜନ ଶୁଣିଲି।ବହୁତ୍ ସୁନ୍ଦର୍ କଣ୍ଠ ଓ ଗୀତ ରଚନା। ଉଭୟ ଗାୟକ ଓ ଗୀତିକାର ଙ୍କୁ ହୃଦୟରୁ ସଲାମ 🙏🙏
ଲୁହ ଆସିଗଲା ଅଖି ରୁ ଗୀତ ଶୁଣିକି ଅତି ସୁନ୍ଦର୍ ହୁଦୟ ର। ଗୀତ ଜୟ ଜଗନ୍ନାଥ
Heart touching song bahut badhiya lagila song ta akhiru luha chali asila
ଏତେ ଦିନରେ ଗୋଟେ ଭଲ ଗୀତ ଶୁଣିବାକୁ ମିଳିଲା ଗୀତର lyrics ଆଉ voice ଅତି ସୁନ୍ଦର
ବାସ୍ତବ ଜୀବନର କଥା ଉପରେ ଆଧାରିତ 🙏🙏🙏
ହୃଦୟକୁ ସ୍ପର୍ଶ କରାଇଲା ପରି ଗୀତ 😢❤
ଅତି ସୁନ୍ଦର ଗୀତ ଟିଏ ଆତ୍ମା କୁ ଛୁଇଁ ଗଲା ଭାଇ ତମକୁ ବହୁତ ବହୁତ ଧନ୍ୟବାଦ 🙏ଜୟ ଜଗନ୍ନାଥ
Satare e manisa jibanata gote mati kandheina
Bahut sundar Gita au sundar voice..
ଜୟ ଶ୍ରୀ ଜଗନ୍ନାଥ କୋଟି କୋଟି ଦଣ୍ଡବତ ଭଗବାନ ତମୋ ଚରଣେ
😅😅😅 2:11 2:13 2:16 2:18 2:19 2:20 😅 2:23 2:25 2:29 2:30 2:30 2:30 😅 2:32 2:33 2:34 2:35 2:36 2:36 😅 2:38 2:42 2:46 2:47 2:51 😅😅 2:52 2:55 😅 3:03 😅 3:07
ଆ ଗୀତ ଶୁଣି ମୋ ଆଖି ରୁ ଲୁହ ଆସିଯାଉଛି 😭😭ଜୟ ଜଗନ୍ନାଥ 🙏🙏🙏ଭାଇ ଏତେ ଭକ୍ତି ରେ ଆ ଗୀତ ଗାଉଛ ମନ ଛୁଇଯାଉଛି 🙏🙏🙏ଧନ୍ୟବାଦ ଏତେ ସୁନ୍ଦର ଗୀତ ଗାଇବା ପାଇଁ ♥️♥️ଜୀବନ ର ସତ ଘଟଣା ❤️ଜୀବନ ଗୋଟେ ମାଟି କଣ୍ଢେଇ 🌺🌺🌺
Very very nice song Jay Jagannath 🙏🙏🙏
Very nice ❤❤❤
Super songs
ଜୀବନ କୁ ଭଲ ଗୀତ ରେ ବୁଝେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍❤❤❤
ପ୍ରଭୁ ତୁମ କଣ୍ଠ ରୁ ଏମିତି ଗୀତ ଚାହୁଁଚୁ
ଜୀବନର ବାସ୍ତବତାକୁ ନେଇ ଅତି ସୁନ୍ଦର ଗୀତ ଟିଏ।
jai shree jagarnath 🙏 ❤🤍kripa karo prabhu 🙇🏻♀️🤲 very very nice song ❤️a jibana ta mati kandhei 😢kalia re🙏🙇🏻♀️
Heart touching song ଏହି ଗୀତ ଲକମାନଙ୍କୁ ମୋଟିବେସନ୍ କରିପାରେ
Sata re ehi Gita ete madhura lage suni baku barmbar ichha hue. Ehita bi sata kalijuga re kaha ku biswas kara nahi jagannath ku chhadi ki
ଯୁବ ପୀଢ଼ି ମାନେ ଭଜନ ଗାଇଲେ ବୋହୁତ ସୁନ୍ଦର ଲାଗେ
ଯାହା ହେଉ ଏଇ ଭଜନ ମାଧ୍ୟମରେ ଭଗବାନଙ୍କୁ ବି ଡାକୁଛନ୍ତି❤❤❤🙏🙏🙏
ବାଉତ ସୁନ୍ଦର ଲାଗିଲା ସାର । ଜୀବନର କିଛି ଅମୂଲ୍ୟ କଥା ଗୀତ ମାଧ୍ୟମରେ ଦର୍ଶାଇ ଥିବାରୁ ବାଉଥ ଭଲଲାଗିଲା ଧନ୍ୟବାଦ୍ । ମୋତେ ବୋଉଥ ଭଲଲାଗିଲା।
Ehi gita ti joumananku bhala laguchi like kara
ଅତି ସୁନ୍ଦର ଗୀତ 👍👍👍👍🙏🙏
Thank you for sweet voice and emotional Bhajan dedicated to lord Jagannath
ଗୀତ ଟି ଶୁଣି ଆଖିରୁ ଅନେକ ଲୁହ ବହି ଗଲା ରେ ସାନ ଭାଇ ଖୁବ ଚମତ୍କାର 😢
Sata re e bhajana ku jete sunile b aauri suni Baku ichha heuchi Dhanya baad bhai e bhajana ku aapana gaithibaru 🙏🙏🙏🙏
Very very nice sang
Heart touching song thanks bro
ଅତି ହୃଦୟସ୍ପର୍ଶୀ ଗୀତ ,ଆପଣଙ୍କ କଣ୍ଠ ସତେ ଯେମିତି ଏମିତି ଗୀତ ପାଇଁ ତିଆରି ହେଇଛି।👌🏻🥳
Bahut sundar bhajan.kanthha ati sundar.A Gita kanthha swara matching.jaya jagannath🙏
Thanks ପ୍ରଭୁପଦ. ଏମିତି ସୁନ୍ଦର କଣ୍ଠ ରେ ସୁନ୍ଦର ଭଜନ ଦେଇଛ. Thanks ଲେଖକ ଓ ଗୀତିକାର.
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଅତି ସୁନ୍ଦର ଭଜନ
ଅଲେଖ ବିଶ୍ଵାଳ ସାର୍ ଆଉ ପ୍ରଭୁପଦ ଭାଇ ଙ୍କୁ ମୋର ପ୍ରଣାମ , ଆପଣଙ୍କ ଦୁଇ ଜଣଙ୍କ ଭବିଷ୍ୟତ ଉଜ୍ବଳ ହେଉ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ...ଜୟ ଜଗନ୍ନାଥ
Prabhupada କଣ ଗାଇଛ, ହୃଦୟ ସ୍ତବ୍ଦ ହୋଇଗଲା
ବହୁତ ବହୁତ ଧନ୍ୟବାଦ
ହୃଦୟ ପ୍ରାଣ ଶାନ୍ତି ଲାଗୁଛି ଗୀତଟି ଶୁଣିଲା ପରେ ❤ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 😢
So beautiful song🎵🎵🎵🎵❤❤❤ sir
Jay jagannath Bandhu ❤🙏🙏🙏🙏🙏🙏🙏
Pravupada ate Sundar vajan tia tume gaichha je mu jete sunile bi ahuri sunibaku ichha hauchhi.god bless you.
ବହୁତ୍ ଭଲ ହୋଇଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
ଅତି ସୁନ୍ଦର ଭଜନ ।
Ati sundara. God bless you. ❤❤❤❤❤
Iutyu hai ❤😂❤😅😅😅
Bahut sundar lekha.. bar bar sunibaku icha hauchi... Jiban mane sata re gte mati ra kandhei 😢
ଆପଣ ଙ୍କୁ ହୂର୍ଦୟ ରୁ ଧନ୍ୟବାଦ୍
4:17
❤🎉😂👍
❤🎉😂👍
🙏Bhai dasha agaeba bhai jayguru
🙏👌👌🫡🫡🙊🌷🌷🇮🇳🇮🇳
ସୁନ୍ଦର ପରିବେଷଣ ମହାନ୍ତି ବାବୁ
ବହୁତ୍ ସୁନ୍ଦର୍ ଭଜନ ପ୍ରଭୁପାଦ ତୁମକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସଦାସର୍ବଦା ତୁମ ଉପରେ ରହୁ ❤🙏ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏
Hm
Very good song
ଏ ସ୍ୱର୍ଥାପର୍ ଦୁନିଆରେ ଜାହାର ନାହିଁ କେହି ଭରସା ତାର ଜଗନ୍ନାଥ ସାହା ଭରଷା,
ପେଟ ମୋର ଜଗନ୍ନାଥ ଆଉ ସବୁ ମିଛ ପଥ,
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ 🙏🙏🙏🙏🍂
ଆମ ବାଲେଶ୍ୱର ପିଲା ପାଇଁ ଗୋଟେ like ହେଇଯାଉ
Aau aadhika like huanta jadi kari dianti.... bhala lagila gita ti ❤❤❤❤
Very nice
ମନକୁ ଛୁଇଁଲା ଏଇ ଭଜନ ଟି ଜୟ ଜଗନ୍ନାଥ 🙏🙏🙏🚩🚩🚩
Op bhai song
Nice song Bhai
Om bhai thanks,tumaku jete prasansha kale vi kam heba,
Etiki kahibi tumaku thakure bhalare rakhantu
Jay shree jagannath 🙏👍👌
Ati sundar Bhajan Jay Jagannath hart taching
Excellent 👍🏻👌...jay Jagannath ⚫❗⚫
Sathare Bhai Hudhyare Pare Gita Aji Sune Hudhare Aji Kanduchi Rellye Super Hoichhe Gita
ଆଖି ରେ ଲୁହ ଆସିଗଲା ❤❤❤❤ ବହୁତ ସୁନ୍ଦର ଗୀତ 👌👌👌👌😭😭😭😭😭😭😭😭😭😭😭😭😭😭😭😭😭😭😭😭😭ଜୟ ଜଗନ୍ନାଥ
Ati sundar sumadhura kantha prabhupad best singing
Bahut sundar gota tie...Hrudaya ku chhuin la bhali Gita
Akhire kuha asijauchi
ବହୁତ ସୁନ୍ଦର କଣ୍ଠ
ସୁନ୍ଦର ଗୀତ ଜୀବନ ଧର୍ମୀ ଆହୁରି ଗାଆନ୍ତୁ... ଜୟ ଜଗନ୍ନାଥ