A Jibanata Mati Kandhei | ଏ ଜୀବନଟା ମାଟି କଣ୍ଢେଇ | Prabhupada Mohanty | ଜୀବନଧର୍ମୀ ଗୀତ | Music World
HTML-код
- Опубликовано: 12 сен 2024
- A Jibanata Mati Kandhei | Prabhupada Mohanty | ଏ ଜୀବନଟା ମାଟି କଣ୍ଢେଇ | Odia Bhajan | Jibanata Matikandhei | Jibanadharmi Geeta | Jibana Mati Kandhei | Jibana Eka Manti Kandhei | A Jibana | A Jibanata Mati Kandhei Prabhupada Mohanty | New Bhajan 2023 Odia | New Odia Bhajan 2023 | Bhakti Song | Alekh Biswal | Bikash Shukla | Pawan Kumar Agrawal | Music World Bhakti
Like || Comment || Share || Subscribe
Click Here to Subscribe Our Channel - @musicworldbhakti
Music World Bhakti Presenting A New Odia Song "A Jibanata Mati Kandhei".
Audio Credits -
► Singer: Prabhupada Mohanty
► Lyrics: Alekh Biswal
► Music: Bikash Shukla
► Mixing & Mastering By: Swapnajit Sabat
► Produced By: Pawan Kumar Agarwal
► Banner: Music World
A Jibanata Mati Kandhei is Now Live on -
♪ Jio Saavn: www.jiosaavn.c...
♪ Wynk: wynk.in/music/...
♪ Spotify: open.spotify.c...
♪ I Tunes: / a-jibanata-mati-kandhe...
♪ Amazon Music: open.spotify.c...
♪ RUclips Music: • Album - A Jibanata Mat...
♪ Gaana: gaana.com/song...
#ajibanatamatikandhei #prabhupadamohanty #musicworldbhakti #alekhbiswal #bikashshukla #matikandhei #jibanatamatikandhei #matikandheiajibana #AJIBANATAMATIKANDHEI #jibanatamatikandheisong #ajibanatamatikandheiprabhupadamohanty #newodiabhajan2023 #odiabhajan #prabhupadamohantynewsong #prabhupadamohantyallsong #jibanadharmigeeta #odiasong #song #newodiasong #ajibanatamatikandheimusicworldbhakti #odiasong2023
Copyright Disclaimer - All the rights of this content belongs to Pawan Kumar Agarwal and Music World, Any Unauthorized Use, Re Upload, Remake, Remix, Cover Version, and Re Use of this content is strictly prohibited and may subject to copyright claim and may lead to legal consequences due to the violation of Copyright Law.
ଦୀର୍ଘ ଦିନ ପରେ ଏକ ମର୍ମସ୍ପର୍ଶୀ ଭଜନ ଟିଏ ଶୁଣିବାକୁ ମିଳିଲା। ଅତି ମଧୁର କଣ୍ଠ, ମାସ ବାଗଦେବି, ପ୍ରଭୁଙ୍କ କୃପାରୁ ଏପରି ଭଜନ ଆପଣ ଆମକୁ ଶୁନାନ୍ତୁ
🎉8
ଅତି ସୁନ୍ଦର ହୃଦୟସ୍ପର୍ଶ କଲାଭଳି ଗୀତ।
ଏହିଭଳି ଆପଣଙ୍କ କଣ୍ଠରୁ ନୂଆ ଗୀତ ଆଶା କରୁଛି ।👍🎉
ଜୀବନ ଦୁର୍ଲଭ ଜନ୍ମ ଆପଣଙ୍କ ପ୍ରଭୁ ସବୁବେଳେ ଭଲରେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର ଭାବରେ ପରିଚିତ କରିଛନ୍ତି ଭାଇି ଅସେସ ଅସେସ ଧନ୍ୟବାଦ୍ କେମିତି କହିବି ମୁଁ ଜାଣିପାରୁନୀ🎉🎉🎉🎉🎉🎉🎉🎉
ଯୁବ ପୀଢ଼ି ମାନେ ଭଜନ ଗାଇଲେ ବୋହୁତ ସୁନ୍ଦର ଲାଗେ
ଯାହା ହେଉ ଏଇ ଭଜନ ମାଧ୍ୟମରେ ଭଗବାନଙ୍କୁ ବି ଡାକୁଛନ୍ତି❤❤❤🙏🙏🙏
ମନ କୁ ଛୁଇଁଲା. ଭଜନ ଟି ଯେତେ ଶୁଣିଲେ ସେତେ ଭଲ ଲାଗୁଛି. ଗାୟକ ବାବୁଙ୍କୁ ଧନ୍ୟବାଦ. ଏପରି ଭଜନ ହିଁ ଏହି କଣ୍ଠ ରୁ ଶୁଣିବାକୁ ଭଲ ଲାଗୁଚି. ଜାରି ରହୁ. 👌👌👌
ଅତି ସୁନ୍ଦର ,ଜୀବନର ବାସ୍ତବତାକୁ ନେଇ ଗୀତଟିଏ । ସୁନ୍ଦର ପରିବେଷଣ ।❤
ବହୁତ ସୁନ୍ଦର ଗିତ ସାର୍
ହୃଦୟ ଚୁଇଯାଉଛି best'of luck 🤞
ମଣିଷ ଜୀବନ ରେ କେତେ ଯେ ପାପ ରାସ୍ତା ରେ ଚାଲୁଛନ୍ତି 😢😢😢😢😢😢
ବହୁତ ଭଲ ଲାଗୁଛି,, ବହୁତ ସୁନ୍ଦର ସ୍ୱର,, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଅତି ସୁନ୍ଦର ଭଜନ
ଏତେ ଦିନରେ ଗୋଟେ ଭଲ ଗୀତ ଶୁଣିବାକୁ ମିଳିଲା ଗୀତର lyrics ଆଉ voice ଅତି ସୁନ୍ଦର
ବାସ୍ତବ ଜୀବନର କଥା ଉପରେ ଆଧାରିତ 🙏🙏🙏
⭕‼️⭕ଜୟ ଶ୍ରୀ ଜଗନ୍ନାଥ 🙏। ହେ ପ୍ରଭୁ ସବୁ ତମରି କରୁଣା 💅। ଏହି ଦୁନିଆ ରେ ସବୁକିଛି ମୋହୋ ମାୟା। ତମରବିଶ୍ବାସ ରେ ଏହି ବଚିବା କତା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
ହୃଦୟସ୍ପର୍ଶୀ ଅତିମନୋରମ ଗୀତ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ
କିଛି ଲୋକ ଅଛନ୍ତି ସେମାନେ କେବଳ ଅନ୍ୟର
ଦୋଷ ଦୁର୍ବଳତାକୁ ନକରାତ୍ମକ ଭାବନାରେ
ଦେଖୁଥାନ୍ତି। ସେମାନେ ତାର ଭଲଗୁଣକୁ ଦେଖନ୍ତିନି ।
ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ଭଲ ଗୁଣ ଅଛି,
ସେହି ଭଲ ଗୁଣକୁ ଚିହ୍ନ ଓ ତାହାକୁ ସମ୍ମାନ ଦିଅ।
ଦେଖୁବ ତୁମେବି ସମ୍ମାନ ର ଅଧିକାରୀ ହୋଇଯିବ ।😢😢😢😢🌹🙏🌹ଜୟ ଜଗନ୍ନାଥ ,🌹🙏🌹
ଅତି ସୁନ୍ଦର, ହୃଦୟ ସ୍ପର୍ଶୀ, ଆପଣଙ୍କୁ ଧନ୍ୟବାଦ 🙏🙏🙏🙏
ଆପଣ ଙ୍କୁ ହୂର୍ଦୟ ରୁ ଧନ୍ୟବାଦ୍
Prabhupada ତମେ ବହୁତ୍ ଭଲ ଗାଇଛ ହୃଦୟ କୁ ଛୁଇଁଲା ସତରେ ❤❤
ହୃଦୟକୁ ସ୍ପର୍ଶ କରାଇଲା ପରି ଗୀତ 😢❤
ଅଲେଖ ବିଶ୍ଵାଳ ସାର୍ ଙ୍କୁ ହୃଦୟରୁ ନମନ୍ ଏବଂ ପ୍ରଭୁପାଦ ଭାଇ ଙ୍କ ପାଇଁ ଉଜ୍ଜ୍ବଳ ଭବିଷ୍ୟତର କାମନା କରୁଛି ।
My favourite singer prabhupad,jay jagannath 🙏bhajan ti hrudaya ku chhuingala
ଏ ସ୍ୱର୍ଥାପର୍ ଦୁନିଆରେ ଜାହାର ନାହିଁ କେହି ଭରସା ତାର ଜଗନ୍ନାଥ ସାହା ଭରଷା,
ପେଟ ମୋର ଜଗନ୍ନାଥ ଆଉ ସବୁ ମିଛ ପଥ,
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ 🙏🙏🙏🙏🍂
jai shree jagarnath 🙏 ❤🤍kripa karo prabhu 🙇🏻♀️🤲 very very nice song ❤️a jibana ta mati kandhei 😢kalia re🙏🙇🏻♀️
ଆଖିରେ ଲୁହ ଆସିଗଲା., 🙏 ବହୁତ ସୁନ୍ଦର ଗୀତ ଓ କଣ୍ଠ.
Mo suna bhaira Sundar swara. Prabhu Jagannath tumaku sabubele khusire rakhantu
Jay jagannath 🙏 hele tame bahuta bhal gaucha🙏 Jay Jagannath 🙏
Jay jagannath 🙏
ସମ୍ପର୍କ ଯେଉଁ ଭଳି ବି ହୋଇଥାଉ ହୃଦୟରୁ ହେବା ଦରକାର, ସ୍ବାର୍ଥ ପାଇଁ ନୁହେଁ ....
ଜୟ ଜଗନ୍ନାଥ🙏🙏🙏
ବହୁତ ସୁନ୍ଦର ଭଜନଟି ପେଟ ପୁରିଗଲା ଆପଣଙ୍କ କଣ୍ଠ ଶୁଣି ଜୟ ଜଗନ୍ନାଥ ଆପଣଙ୍କ ସୁନ୍ଦର କଣ୍ଠ ସେମିତି ବାଟି ରଖନ୍ତୁ ମୁଁ ପ୍ରଭୁଙ୍କ ନିକଟରେ ଆକୁଳ ନିବେଦନ କରୁଛି ତାଙ୍କ ଗଳାରେ ଆହୁରି କଣ୍ଠର ସ୍ରୋତ ଭରି ଦିଅନ୍ତୁ ଜୟ ଜଗନ୍ନାଥ
❤❤❤ ବଢିଆ ଲାଗିଲା ଗୀତ ଟି ଶୁଣୁ ଶୁଣୁ କାନ୍ଦି ପକେଇଲି 😂😂😂
Bhaiya ji apka awaz bahut accha hai.bahut sunder .bhagwan karen aap jiwan me bhut aage jayen. Or aise sons hamare liye late rahe. jai Sri Ram
Heart touching song ଏହି ଗୀତ ଲକମାନଙ୍କୁ ମୋଟିବେସନ୍ କରିପାରେ
ଅତି ସୁନ୍ଦର ଗୀତ ହୃଦୟ ସ୍ପର୍ଶୀ
Bahut Badhia ❤❤❤❤❤Mu tumaku heart ru thanks janauchhi
Maa Saraswati aapanka kanthha re achhanti 🙏🙏🙏
ବହୁତ ସୁନ୍ଦର ହେଇଚି ଗୀତ ଟି ଏବଂ ବହୁତ ଭଲ ସ୍ୱର ମଧ୍ୟ 🙏🙏
Jay maa mnglaa ,,,Jia lekhichi bhal kahichantyi ,,bhai aame bhalre bujhei deichantyi ,,,satre jibnta gote mai knthei
ହୃଦୟ ଛୁଇଁଲା ଗୀତଟି ଜୟ ଜଗନ୍ନାଥ 🙏🙏🙏
ଏଇ ଗୀତ ଭଳି ମଣିଷ ହ୍ରୁଦୟ ସୁନ୍ଦର ହେଇଯାଆନ୍ତି କି ହେ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ 🎉😂😂
Real life song Bahut bahut bhal lagila ae gita to bhai satare hrudayaku chhuin jauchi . Aapan nk Voice t a gita ti pain pura perfect💯👍👏👏👏👏
Very nice song Bhai Jay Jagannath 🙏🙏🙏🙏
Jay jagannath Bandhu ❤🙏🙏🙏🙏🙏🙏🙏
Bhai ahi Gita ti bahut Sundar heichi satare hrudayaku chui jauchi GOD bless your life 💕💕💕🙏🙏🙏Jay jagannath ❤❤❤
😭😭😭😭😭😭😭😭 ଏ ଗୀତ କୁ ଲେଖିଥିବା ବ୍ୟକ୍ତି କୁ କୋଟି କୋଟି ପ୍ରଣାମ
ଆଖିରେ ଲୁହ ଆସି ଯାଉଚି😢ଏତେ ହୃଦୟ ପର୍ଶି
Sundar truptyra abasada nahi jata sunila bi hua laguthai
.. ❤❤❤❤❤❤❤❤
ଜୟ ଜଗନ୍ନାଥ 🖤🖤🖤
ଅତି ସୁନ୍ଦର । ସତରେ ଜୀବନ ଏକ ମାଟି କଣ୍ଢେଇ ଯେଉଁ କଣ୍ଢେଇର ମାଲିକ ହେଉଛନ୍ତି ସେହି କଳା ସାଆନ୍ତ 🙏🙏🙏
ଏଇତ ଜୀବନ, ତଥାପି ମଣିଷ କାହିଁକି ଭୁଲ କରିଥାଏ,
ଗୀତ ଟି ଶୁଣି ଆଖିରୁ ଅନେକ ଲୁହ ବହି ଗଲା ରେ ସାନ ଭାଇ ଖୁବ ଚମତ୍କାର 😢
ବହୁତ ସୁ୍ନ୍ଦର ଗୀତ ଲୋକ ବଦେବେନେଇ
Thanks ପ୍ରଭୁପଦ. ଏମିତି ସୁନ୍ଦର କଣ୍ଠ ରେ ସୁନ୍ଦର ଭଜନ ଦେଇଛ. Thanks ଲେଖକ ଓ ଗୀତିକାର.
ଏ କଲି ଯୁଗରେ କେହୀ କହିରୀ ନୁହେଁ ଏଠି କେବଳ ଜଗନ୍ନାଥ ହିଁ ଆମର ପ୍ରକୃତ ବନ୍ଦୁ ଜୟ ଜଗନ୍ନାଥ❤ ❤❤ 😢
Jay Jagannath 🙏
🎉🎉🎉😊😂he 4:35 😂😂
Right👍 bandhu
jay Jagannath samastanku bhalare rakha.prabhu🙏🙏🙏🙏
@@jogeswarkhapardhua4298 ଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥଥ
Prabhu patitapaban nk asribad biswa ra samasta jibara jibana jay jagrnath
ମୋର ସବୁଠାରୁ ଅତିପ୍ରିୟ ଗାୟକ ମ. ଅଜିଜ୍, ହୁମାନ ସାଗର ତାପରେ ପ୍ରଭୁପାଦ ମହାନ୍ତି ।
Thank you for sweet voice and emotional Bhajan dedicated to lord Jagannath
Bahut badhiya Bhai
Ati sundar Bhajan Jay Jagannath hart taching
ଅତି ହୃଦୟସ୍ପର୍ଶୀ ଗୀତ ,ଆପଣଙ୍କ କଣ୍ଠ ସତେ ଯେମିତି ଏମିତି ଗୀତ ପାଇଁ ତିଆରି ହେଇଛି।👌🏻🥳
Satare e manisa jibanata gote mati kandheina
ଅତି ସୁନ୍ଦର ମୋ ମନ କୁ ଛୁଇଁଗଲା:ଆଉ ଏମିତିକା ଗିତ ଶୁଣିବାକୁ ଚାହୁଁଚି ପ୍ଲିଜ ଦୟାକରି ତମ ସଵୁ ଗିତ ଶୁଣେଇଵ,imiss you i love you❤❤❤❤❤❤❤❤
ବହୁତ ସୁନ୍ଦର ଗୀତ ❤
ଅତି ସୁନ୍ଦର ଭଜନ ।
Ati sundara. God bless you. ❤❤❤❤❤
Jay Jagannath maha prabhu 🙏🙏🙏🙏🙏❤️❤️❤️❤️❤️🌹🌹🌹🌹
Jay Jagannath mahaprabhu apana mote daya karantu apanak charana tole asraya dihantu
Jai shree jagannath prabhu
Very very nice sang
So beautiful song🎵🎵🎵🎵❤❤❤ sir
ବହୁତ ସୁନ୍ଦର, ଭାବରଗୀତ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଘଟଣାଗୁଡିକ ମନଭିତରେ ଆଙ୍କି ହୋଇଯାଉଛି । ଧନ୍ୟବାଦ ଭାଇ । ଜୟ ଶ୍ରୀରାମ
Very very nice song Jay Jagannath 🙏🙏🙏
Op bhai song
ଅତି ସୁନ୍ଦର ଗୀତ 👍👍👍👍🙏🙏
☔⭐☔⭐☔⭐☔⭐☔🏹🏹🏹🏹🏹🏹🛞🛞🛞🛞🛞🛞🛕🛕🛕🛕🛕🛕🪔🪔🪔🪔🪔🪔🚩🚩🚩🚩🚩🚩🦚🦚🦚🦚🦚🦚🪷🪷🪷🪷🪷🪷ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ 🪷🪷🪷🪷🪷🦚🦚🦚🦚🦚🦚🚩🚩🚩🚩🚩🚩🪔🪔🪔🪔🪔🪔🛕🛕🛕🛕🛕🛞🛞🛞🛞🛞🛞🏹🏹🏹🏹🏹🏹☔⭐☔⭐☔⭐☔⭐☔
Very nice bhai Jay jaganatha 🙏🙏🙏 satare A jibana ta mati kandhei
Very nice ❤❤❤
Super songs
Prabhupada କଣ ଗାଇଛ, ହୃଦୟ ସ୍ତବ୍ଦ ହୋଇଗଲା
ବହୁତ ବହୁତ ଧନ୍ୟବାଦ
Sata re ehi Gita ete madhura lage suni baku barmbar ichha hue. Ehita bi sata kalijuga re kaha ku biswas kara nahi jagannath ku chhadi ki
ମନକୁ ଛୁଇଁଲା ଏଇ ଭଜନ ଟି ଜୟ ଜଗନ୍ନାଥ 🙏🙏🙏🚩🚩🚩
Se song kn se voice very nice jayjagannath prbhupada babu🙏🙏🙏
Ati sundar sumadhura kantha prabhupad best singing
Jay jagannath swami nayana patha gami bhaba te🙏🙏🙏
ଲୁହ ଆସିଗଲା ଅଖି ରୁ ଗୀତ ଶୁଣିକି ଅତି ସୁନ୍ଦର୍ ହୁଦୟ ର। ଗୀତ ଜୟ ଜଗନ୍ନାଥ
ହୃଦୟ ଆଉ ଆତ୍ମସନ୍ତୋଷ ଭଜନ...
Bhauth badiaa bhojan Jai jagnath
Very good song
Bahut sundar Gita au sundar voice..
Beautifully sang.... Prabhupad you are simply amazing. Jai Jagannath.
Bahusundar heichi song ti end ku tike nija dosar fala milithile au tike bhala heithaanta
ବହୁତ୍ ଭଲ ହୋଇଛି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
Bahut Sundar laguchi ei bhajana jibanra mane bujhaidiajauchi 😭😭😭😭je bhagawan pravu jagantha ei duniya tamaku lagichi 🙏🙏😭😭😭
❤ Jay shree jagannath swamy ❤ hey mahaprabhu kahiki mote dharm sankatare pakei rakhicha mote maridia mu au paruni 😂😂❤❤❤❤
Om bhai thanks,tumaku jete prasansha kale vi kam heba,
Etiki kahibi tumaku thakure bhalare rakhantu
Jay shree jagannath 🙏👍👌
🥰🤩🤩🤭🤩ki geeto gailo ho Mane mo pakhore kohibaku kiche nahi
❤ Jay shree jagannath ❤ Hey mahabahu a biswar pilanku mo pilanku saha hua mo pilanku sadabudhi diantu ❤️🙏🙏❤
ବହୁତ ସୁନ୍ଦର ସୁନ୍ଧର ଗିତ ଭାଇ
ବାଉତ ସୁନ୍ଦର ଲାଗିଲା ସାର । ଜୀବନର କିଛି ଅମୂଲ୍ୟ କଥା ଗୀତ ମାଧ୍ୟମରେ ଦର୍ଶାଇ ଥିବାରୁ ବାଉଥ ଭଲଲାଗିଲା ଧନ୍ୟବାଦ୍ । ମୋତେ ବୋଉଥ ଭଲଲାଗିଲା।
ଖୁବ୍ ସୁନ୍ଦର..... ଏ ଗୀତ...
ମନ ଚୁଇଲା
ଜୟ ଜଗନ୍ନାଥ ପ୍ରଭୁ ଭାଇ ଏ ଭଜନ ଆପଣଙ୍କ କଣ୍ଠ ରେ ବହୁତ ସୁନ୍ଦର 1000 ଥର ଶୁଣିଲେ ବି ନୂଆ ଲାଗୁଚି ଏମିତି ଗୀତ ଗାଉ ଥାନ୍ତୁ ସମସ୍ତ ଙ୍କୁ ଆନନ୍ଦ ଦିଅନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻
Very nice bhajan 👍👍👍
🙏🙏🙏Jay Jagannath 🙏 🙏 🙏
Bahut sundar
Ati sundar gita hrudayaku chuela pari gita
ସୁନ୍ଦର ପରିବେଷଣ ମହାନ୍ତି ବାବୁ
Video Ti vari ValLaguchi
ବା ବା ରେ ସତରେ ଜୀବନ ଏଇଟି ଅଛି ଆଉ କାଲି କଉଠି ଥିବ
Jete sunile sete bhala laguchi jay Jagannath 🙏