Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Nice aamen
Veri good bhaina
❤
Thank you Sir ❤
Most welcome
ତୁମେ ଯଦିଓ ଭାରତୀୟ ଧର୍ମ ଶାସ୍ତ୍ରର ଏଭଳି ପୁଙ୍ଗାନୂପୁଙ୍ଗ ଭାବେ ଅଧ୍ୟୟନ କରିଥାଆନ୍ତ ତାହେଲେ ତୁମେ ଭାରତୀୟ ହେବାର ପ୍ରକୃତ ସ୍ୱାଭିମାନ ପାଇଥାନ୍ତ ।କାହିଁକି ନା ଯିଶୁ କୌଣସି ଭାଷା ସୃଷ୍ଟି କରି ନାହାନ୍ତି। ତୁମେ ଯେଉଁ ଭାଷା କହୁଛ ,ସେହି ଭାଷା ସନାତନ ଧର୍ମ ବେଦରୁ (ମୂଳ ସଂସ୍କୃତ ଭାଷାରୁ) ଆସିଅଛି ।
ଭାଷା କେବଳ ଗୋଟିଏ ମାଧ୍ୟମ ମାତ୍ର ଯାହା ଆମେ କିଛି କହିବା ପାଇଁ ବ୍ୟବହାର କରୁ। ତୁମେ ଯେଉଁ ସଂସ୍କୃତ ଭାଷା ବିଷୟରେ କହୁଛ ତାହା କ'ଣ ତୁମେ ଭାରତୀୟ ହୋଇ ସମ୍ପୁର୍ଣ୍ଣ କହି ପାରୁଛ କି? ଵିଦେଶୀୟ ଇଂରାଜୀ ଭାଷା ପଢିବାକୁ, କହିବାକୁ ଆମେ ଭାରତୀୟ ମାନେ କାହିଁକି ଏଡ଼େ ଆତୁର? ପବିତ୍ର ବାଇବଲ ଗ୍ରୀକ୍ ଭାଷାରେ ଲେଖା ହୋଇଛି, ସେହି ଗ୍ରୀକ୍ ଭାଷାକୁ ଆମେ ସମସ୍ତେ ବିଜ୍ଞାନରେ, ଭୂଗୋଳରେ, ମେଡିକାଲ୍ ପାଠରେ, ହସ୍ପିଟାଲରେ ବ୍ୟବହାର କରୁଛୁ। ତୁମେ ଚିକିତ୍ସକ ମାନଙ୍କୁ କ'ଣ କହୁଛ, Pediatrician (ଗ୍ରୀକ୍ ଭାଷାରେ Pedia ମାନେ "ଶିଶୁ") Orthopaedic (ortho ମାନେ "ହାଡ଼"), Cardiologist (Cardia ମାନେ heart), Neurologist, Philosophy, Psychology, thermometer, Geology... ଏସବୁ କ'ଣ? ଏସବୁ ମୂଳ ଗ୍ରୀକ୍ ଭାଷାରୁ ହିଁ ଆସିଅଛି। ସଂସ୍କୃତ ବୋଲି ଫାଂକା ଗର୍ଵ କଲେ କିଛି ଲାଭ ନାହିଁ। ଏସବୁ ଭାରତ ଭିତରେ ହିଁ ଅଛି, ଆଉ ଆମ ନେତାମାନେ, ସାମ୍ବାଦିକ ମାନେ ସମସ୍ତେ ସଂସ୍କୃତ ଭାଷାକୁ ପଛରେ ରଖିଛନ୍ତି। ବର୍ତମାନ ଆମ ଦେଶରେ ଇଂରାଜୀ କହିବା ଲୋକକୁ ବହୁତ ସମ୍ମାନ ମିଳୁଛି ଆଉ ଚାକିରି ମଧ୍ୟ ମିଳୁଛି, ସଂସ୍କୃତ ଭାଷା ପାଇଁ ଗର୍ବ କରି ଖାଲି ସଂସ୍କୃତ ପଢ଼ିବାକୁ ଲୋକକୁ କ'ଣ ମିଳୁଛି? ତେଣୁ, reality is different. We must respect all languages. Thanks