Are bhai modi 200lack crore loan karichi, corporate manku loan chada karichi,desh re loan re budiki achi tenu company kahuchi 90 ghanta kama karibaku kahuchi
Christian missionary maane News paper,saving Account,Society ku Good education aagaru Kahaku leparsy heijaithile gaan ru bahara kari dauthile,missionary maane nije jemiti emananku madhya semiti rakhile.translation bhi anichanti bharataku,apari bahut kichi karichanti christian missionary maane,ingrej maananka katha kahuni, bahut fark duhi dala bhitare
Dharmik loka sabu thu andh bishwasi pakhand kusanskar re besi vishwas karanti au besi jativadi thanti jie jete dharmik se sete jativadi ucha nicha byabastha re bishwas karanti
ବାୟା ହୋଇଯିବେ ସମସ୍ତେ। ପରିଣାମ ଓ ପରିସ୍ଥିତି ଦେଶର ବିକାଶରେ ନିଶ୍ଚୟ ବାଧା ସୃଷ୍ଟି ହେବ। ବେଶୀ ଚତୁରତା ଦେଶ ପାଇଁ ବିଷ ସଦୃଶ କାର୍ଯ୍ୟ କରିବ।
ଇଂରାଜୀ ମାନଙ୍କର ଛୁଟି ବୁଲି ଏମିତି ମନ
U r rt
Right brother. Few demon dignitaries want to kill humanity.
@@Uunshraita5597 uneducated boli samastanku dekhaini , tama saha desha pain bi kharab
ରବିବାର ଦିନ ସରକାରୀ ଅଫିସ ଖୋଲା ରହିଲେ ବେସରକାରୀ ସଂସ୍ଥା ମାନଙ୍କରେ କାମ କରୁଥିବା କର୍ମଚାରୀ ମାନେ ଉପକୃତ ହେବେ,
ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ନିହାତି ଆବଶ୍ୟକ।
ଯିଏ ରବିବାର ଛୁଟି ରେ କାମ କରିବାକୁ କହୁଛି ତାଠାରୁ 75% GST ଆଦାୟ କରାଯାଉ ଜୟ ହିନ୍ଦ୍
ଯେଉଁମାନେ ଇଂରେଜମାନଙ୍କ ଛୁଟି,କ୍ରିଷ୍ଟିଆନ ମାନଙ୍କ ଛୁଟି ବୋଲି କହୁଛନ୍ତି ସେମାନଙ୍କ ପିଲାମାନେ ହିଁ ଇଂଲିଶ ମିଡିୟମ ସ୍କୁଲରେ ପଡୁଛନ୍ତି,
Praise the lord, Samson Bhai
@@sipumallick3870yes bro Jay Jagannath
Semiti hele ta tume b dine english subject podhicho
ଆଜ୍ଞା ଜ୍ଞାନ ନବାପାଇଁ ବା ଅନ ଜାତି ସହ ଭାଷାର ଭାବ ବିନିମୟ ସହ ତାଳ ଦେଇ ଯିଏ ଯିବା ପାଇଁ ଚାହେଁ ସିଏ ସବୁ ଶିଖି ପାରିବ ଆଜ୍ଞା... ମୁଁ ଚାହେଁ ସପ୍ତାହକୁ ୨ ଦିନ ଛୁଟି ହଉ ବୁଧବାର ଓ ଶନିବାର,,କାରଣ ରବିବାର ଛୁଟି ହୋଇଥିବାରୁ ଇଂରେଜ,ଖୀର୍ଷ୍ଟିଆନ ମାନକଂର ଦବଦବା ଆମ ଭାରତରେ ତାଂକର ବେଶି ବଢି ଯାଇଛି,ଆମ ଭାରତର ସାଧାରଣ ଲୋକମାନଙ୍କୁ ଖିରିଷ୍ଟିଆନ୍ମାନେ ଜୋର୍ସୁର ପର୍ଚାର୍ କରି ଖିରିଷ୍ଟିଆନ ଧର୍ମ ରେ ସାମିଲ୍ କରୁଛନ୍ତି
@@banamalihansdah8463ତମେ ତମର ହିନ୍ଦୁ, ଗୀତା ଖରାନ୍ ପ୍ରଚାର କରୁନ ତୁମକୁ କିଏ ମନା କରୁଛି?
ଅତି ଖରାପ ହେବ
ଶରୀରକୁ ବିଶ୍ରାମ ପାଇଁ, ବ୍ୟକ୍ତି ଗତ ଘରୋଇ କାର୍ଯ୍ୟ ପାଇଁ ସାପ୍ତାହିକ ଛୁଟି ର ଆବଶ୍ୟକତା ଅଛି ।
ଖ୍ରୀଷ୍ଟ ପୂର୍ବ, ଖ୍ରୀଷ୍ଟାବ୍ଦ ଏବଂ ରବିବାରକୁ କେହି ପରିବର୍ତ୍ତନ କରିପାରିବେ ନାହଁ। ଯା ହେଇନି ବାଳୁତ କାଳେ ତା ହୋଇବ କି ପାଚିଲା ବାଳେ।❤❤❤
That is CE and BCE.
Common era and Before common era
ଛୁଟି ଦିନ ବଦଳାଇ ଦେଲେ ଦେଶ ବିକାଶ ହେବ ନାହିଁ ଆଜ୍ଞା।
@@SANTOSHJANI-z9m ଚାଉଳ ପାଞ୍ଚ କିଲୋ ପାଇଁ ଧର୍ମ ବଦଳେଇ ଦେଲେ କଣ ଦେଶ ବିକାଶ ହେଵ,ପ୍ରମମେ ନିଜକୁ ଚିହ୍ନ ତୁମେ ଏ ପୁଣ୍ୟଭୂମି ଭାରତ ବର୍ଷ ର ଅମୃତ ସନ୍ତାନ ପାଞ୍ଚ ହଜାର ବର୍ଷ ର ସର୍ବ ପୁରାତନ ସଂସ୍କୃତିର ସନାତନୀ ମାନଙ୍କ ର ଦେଶ।ନିଜ ଧର୍ମ ରେ ଵଞ୍ଚିବା ପାଇଁ ଶିଖ ଵିଦେଶୀ ମାନଙ୍କ ର ଧର୍ମ କୁ ଆଦରୀ ନିଜକୁ ହିନ କରିଵା ପାଇଁ ଚେଷ୍ଟା କରନ୍ତୁ ନାହିଁ।ଆମେ ମହାନ ଆମ ଦେଶ ମହାନ ଆମ ଧର୍ମ ମହାନ୍ ଆମ ସଂସ୍କୃତି ମହାନ ଆମ ପରମ୍ପରା ମହାନ।
@@SANTOSHJANI-z9m bilkul right
Dharma ku neiki khela ta kheli paribe 😅😅😂😂
@@SANTOSHJANI-z9m ଛୁଟି ଦିନ ଵଦଳାଇ ଦେଲେ ଦେଶର ଵିକାଶ କିପରି ହେବନାହିଁ, ଇଂରେଜ ଗଲେ ରବିବାର କାହିଁକି ଛୁଟି ହେବ କଣ ଚର୍ଚ୍ଚ ରେ ପ୍ରାର୍ଥନା କରିଵା ପାଇଁ ଭାରତ ହିନ୍ଦୁ ଦେଶ ସେଇ ଅନୁସାରେ ଛୁଟି ହେବ।
ଆପଣ ଲୋକମାନଙ୍କ ବିରୋଧରେ ଯାଆନ୍ତୁ ନାହିଁ।ଆଗ ଦେଶ କେମିତି ବିକାଶ ହେବ ସେଇଟା ଚିନ୍ତା କରନ୍ତୁ।@@rabindrakumarmohanty9415
ସେମାନେ ସମସ୍ତେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି
ସପ୍ତାହର ଗୋଟିଏ ଦିନ ଛୁଟି ନିହାତି ଆବଶ୍ୟକ
ରବିବାର ଛୁଟି ଦରକାର
ପବିତ୍ର ବାଇବଲ ଲିପିବଦ୍ଧ ଅଛି
ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଛଅ ଦିନ ପରିଶ୍ରମ ଓ ଆପଣାର ସବୁ କର୍ମ କରିବ; ମାତ୍ର ସପ୍ତମ ଦିନ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କର ବିଶ୍ରାମ ଦିନ ଅଟେ; ତହିଁରେ ତୁମ୍ଭେ, କି ତୁମ୍ଭର ପୁତ୍ର, କି ତୁମ୍ଭର କନ୍ୟା, ତୁମ୍ଭର ଦାସ, କି ଦାସୀ, ତୁମ୍ଭର ପଶୁ, କି ତୁମ୍ଭର ନଗରଦ୍ୱାରବର୍ତ୍ତୀ ବିଦେଶୀ, କେହି କୌଣସି କାର୍ଯ୍ୟ କରିବ ନାହିଁ। ଯେହେତୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ତନ୍ମଧ୍ୟସ୍ଥିତ ସମସ୍ତ ବସ୍ତୁ ଛଅ ଦିନରେ ନିର୍ମାଣ କରି ସପ୍ତମ ଦିନରେ ବିଶ୍ରାମ କଲେ; ଏହେତୁ ସଦାପ୍ରଭୁ ବିଶ୍ରାମ ଦିନକୁ ଆଶୀର୍ବାଦ କରି ପବିତ୍ର କରିଅଛନ୍ତି।
ଯାତ୍ରା ପୁସ୍ତକ 20:8-11
ଏ ଦିନ କୁ ଈଶ୍ୱର ନିରୁପଣ କରିଛନ୍ତି ଏ ଦିନକୁ ମନୁଷ୍ୟ ବଦଳେଇ ପାରିବନି
ଜଧିବି ବଦଳେଇ ବା ପାଇଁ ଚେଷ୍ଟା କଲେ ମହା ବିପଦି ଘଟିବ
Bhai alha ishwar god ku mu bilkul khatir karena tathapi mu sukhare achhi
@Rakeshsahu678
ଯେଉଁ ଟା ଭାଈ ସୁଖ ଭାବୁଚୁ ସେହିଟା ସୁଖ ନୁହେଁ
ତମର ବକାମି
ଈଶ୍ୱର ଜଣେ ଅଛନ୍ତି ବୋଲି ଏ ବିଷୟକୁ କେହି ନାସ୍ତି କରିପାରିବେ ନାହିଁଁ
ତମ ଈଛା ତମେ ବିଶ୍ବାସ କରି ବ ନ କରିବ ସେଇଟା ତମ ଇଚ୍ଛା
Hallelujah ❤️praise the lord ❤️ jai masih ki ❤️Amen❤❤❤
@@Rakeshsahu678dine pastaibo but time no tibo
@@shyamuelkandir5545
AMEEN
ପ୍ରତ୍ୟେକ କର୍ମ ଚାରୀଙ୍କୁ ବିଶ୍ରାମ ଦିବସକୁ ବିଶ୍ରାମ ନେବା ଆବଶ୍ୟକ।Happy HD❤❤❤
ଏହା ଏକ ମୂର୍ଖାମୀ
Sunday always holiday , it's don't change
Sunday କାହିଁକି?? Monday କାହିଁକି ନୁହେଁ , ଆମର ସୋମବାର ପବିତ୍ର ବାର
@@SeturajPradhani ଆମ ଦେଶ ହିନ୍ଦୁ ଦେଶ ତେଣୁ ଖୀଷ୍ଟ୍ରୀୟାନ ମାନଙ୍କ ଭଳି ରବିବାର ଛୁଟି ନ ନେଇ ସୋମବାର ନେବା ଠିକ୍ ହେଵ।
@@rabindrakumarmohanty9415ଭାରତ କେବଳ ହିନ୍ଦୁଙ୍କ ଦେଶ ନୁହେଁ , ଦେଶ ସ୍ବାଧୀନ ପାଇଁ ସବୁଧର୍ମର ଲୋକ ସହିଦ ହୋଇଛନ୍ତି । ଚୁଟି ପାଇଁ ଧର୍ମ କୁ ଏମିତି ବିଧର୍ମ କରିବା ହୀନ ମାନସିକତାର ପରିଚୟ ।
@@SeturajPradhanisunday ଛୁଟି ହେଲେ ତମର କଣ କ୍ଷତି ହେଉଛି monday ଚୁଟି ହେଲେ କଣ ଲାଭ ହେଉଛି ? ଏ ସବୁ ହୀନ ରାଜନୀତି ଛାଡ଼ି ଦେଶର ବିକାଶ କୁ ପ୍ରାଧାନ୍ୟ ଦିଅ ,
@@rabindrakumarmohanty9415💯
ରବିବାର ଦିନ ହେଉଛି ପବିତ୍ର ଦିନ ଇଶ୍ଵର ଙ୍କ ଆରାଧନା ସ୍ତୁତି ପ୍ରାଥନା କରିବା ଦିନ ବାଇବେଲ ପଡନ୍ତୁ ଜାଣିବ,ଯଦି ବଦଳାଇବ ତାହେଲେ ଇଶ୍ଵର ବିରୁଦ୍ଧରେ କରୁଛ
Bible bholoki podho vai
ରବି ବାର ବୋଲି କୋଉ ପଦସ୍ଥଳ ରେ ଲେଖା ହୋଇଛି ଭାଇ ଟିକିଏ ପବିତ୍ର ବାଇବଲ ରୁ ଖୋଲି କି ଦେଖା ଇ ପାରିବେ କି?😭😭😭😭😭
ଅନ୍ୟ ଦେଶ ଠାରୁ ଭାରତ ଅଲଗା ଚିନ୍ତାଧାରାର ।ଅଧିକାଂଶ କର୍ମଚାରୀ୧୦ ଟା ରେ ଅଫିସ ଆଶନ୍ତି ନାହିଁ।୨ଟା ହେଲେ ଖାଇବାକୁ ଗଲେ ୩ ,ରୁ ୪ଟା ପରେ ଆସନ୍ତି । କେତେଘଣ୍ଟା କାମ କରନ୍ତି ।ଶିକ୍ଷା ଅନୁଷ୍ଠାନ କୁ ବାଦ୍ ଦେଲାପରେ ପ୍ରାୟ ଅଧିକାଂଶ ଅଫିସ ର କର୍ମଚାରୀ ଠକ। ଆଇନ୍ କାନୁନ୍,କଠୋର କରି ଛୁଟି ବଢାନ୍ତୁ ।
💯% correct
Right👍🏻
ବିଶ୍ୱରେ ୩ ଦିନ ଛୁଟି ହେଲାଣି , ଭାରତ ସରକାର ଏବଂ କମ୍ପାନୀ ସେଥିପ୍ରତି ଧ୍ୟାନ ଦିଅନ୍ତୁ , । ରବିବାର , ଶନିବାର ଏବଂ ଗୁରୁବାର ଛୁଟି ହେଉ ।
ସପ୍ତାହ ପୁରା ଛୁଟି ନେଇ ଘରେ ଶୋଇ ଯାଅ , ଭଲ ହେବ ,
Are bhai modi 200lack crore loan karichi, corporate manku loan chada karichi,desh re loan re budiki achi tenu company kahuchi 90 ghanta kama karibaku kahuchi
ରବିବାରରେ ଡାକ୍ତରଖାନା ଖୋଲା ହେଲେ ଡାକ୍ତର ନଥିବେ ଏହା ସରକାରଙ୍କ ନୀତି
Au police station
Etaa sat kathaa
ପୋଲିସ ନ ଥିବେ ହୋମଗାର୍ଡ ଥିବେ
@@SanjibBagarti-d6h tuma saha semiti heu
ବୋଧେ ପୋଲିସ ତମ ପାଖ ଲୋକ
ରବିବାରରେ ଯଦି ବାସ୍ତବରେ ଛୁଟି ବନ୍ଦ କରାଯାଏ,ତେବେ ଏହା BJP ସରକାରର କିଛି ଧର୍ମଅନୁଷ୍ଠାନିକ କ୍ଷେତ୍ରକୁ ନେଇ,ଏକ ରହସ୍ୟମୟ ଗୁପ୍ତ ଷଡଯନ୍ତ୍ର ହେଇପାରେ
କିଛି ବି ପ୍ରଭାବ ପଡ଼ିବନି ।
ରବିବାର ଛୁଟି ହେଲା ଯେ କିଛି ନାହିଁ ହେଲେ ଛୁଟି ବାର ର ଟଙ୍କା କଟାଗଲେ ଭଲ ହୁଅନ୍ତା .. ସରକାର ର ଲସ୍ ହୁଅନ୍ତାନି ...ଆ ପାଇଁ ସରକାର କିଛି ଭାବିବା ଦରକାର ...
ଗୋଟିଏ ମେସିନ କୁ ମଧ୍ୟ୍ୟ ବିଶ୍ରାମ ନଦେଲେ ଖରାପ ହୋଇଯାଏ ମଣିଷ ବିଶ୍ରାମ ନ କଲେ କଣ ନ ହେବ?
ଭାରତରେ ମଧ୍ୟ ଶୁକ୍ରବାର ଛୁଟି ଦିବସ କରିବା ଉଚିତ।
Namja padhiba ki 😂😂😂
ଭାରତ ରେ 80% ହିନ୍ଦୁ ଶୁକ୍ରବାର ଦିନ କାହିଁକି ଛୁଟି ହେବ ମସଜିଦ ଯିବାକୁ 😂
kan chicken khaiba
ପୋଲିସ department ଯେପରି ଦେବାଳିଆ ସେମିତି ସମସ୍ତେ ବାୟା ହେଇଯିବେ l🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢
ରବିବାର ଛୁଟି କୁ ନେଇ ବି ଧର୍ମୋ ର ବିରୁଦ୍ଧ କି ଭାଇ କରୁଛନ୍ତି ଆରେ ସେ ଗୋଟେ ଦିନ ହିଁ ମହାନ୍ କାରଣ ପରିବାର କୁ ଭଲ ଭାବେ ସମୟ ଦିଅନ୍ତି ଯଦି ସେ ଦିନ ବି ଛୁଟି ରହିବ ତାହେଲେ ପାରିବାର ହିଁ ଭାଙ୍ଗିଯିବ ।। ବୁଝିବା ଲକ ଠିକ୍ ବୁଝି ପାରିବେ।
ରବିବାର ଛୁଟି ନହୋଇ ବୁଧବାର ହେବା ଉଚିତ
ରବିବାର ଛୁଟି ଦରକାର ନାହିଁ ,ସବୁଦିନ କାମ କର ଭାରତ ଦେଶ ପାଇଁ ମଙ୍ଗଳ ହେବ ।
kainn se bala katha kahucha
ରବି ବାର ସପ୍ତାହ ର ପ୍ରଥମ ଦିନ ଆଉ ରବି ଗ୍ରହ ମାନଙ୍କ ଭିତରେ ରାଜା ରବି ବାର ଭଗବାନ ନାରାୟଣ ଙ୍କ ବର ସେଥି ଲାଗି ରବି ବାର ଛୁଟି ଆଉ ଆରାମ ର ବାର ହେଇଚି
କର୍ମଜୀବୀ ଙ୍କ ଆତ୍ମହତ୍ୟା ସାଂଖ୍ୟ ବୃଦ୍ଧି ପାଇବ
Ni
ଲୋକ ବାୟା ହେଲେ ନା ସରକାର ର ସିଷ୍ଟମ୍ ବାୟା ହେଲା କେ ଜାଣିଏଇ ସରକାର ଥିଲା ପର୍ଯ୍ୟନ୍ତ ଏମିତି ଗୋଟେ ପରେ ଗୋଟେ ହେବା ବା ବା ରେ ସରକାର
ମୂର୍ଖ ଦଳ ଛୁଟିକୁ ବି ଧର୍ମ ସହ ଯୋଡ଼ିଲେ.😂😂😂 ରବିବାର ଯଦି ଖ୍ରୀଷ୍ଟିୟାନ ମାନଙ୍କର ,ହିନ୍ଦୁମାନେ ସୋମବାର ନିଅ ,ମୁସଲମାନମାନେ ମଙ୍ଗଳବାର ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ନେବେ ,ଗୁରୁବାର ଜୈନମାନେ ,ଶୁକ୍ରବାର ଶୀଖମାନେ ,ଶନିବାର ଆଦିବାସୀମାନେ ନେବେ ଏବଂ ଆଉ ଯାହା ରହିଲେ ହଗରା ମୂତରା ସବୁ ଦିନ ଛୁଟି ନିଅନ୍ତୁ .😂😂😂
Right sir..😅😅😅
😂😂😂😂
ରବିବାର ଦିନହିଁ ଉତମ
ଦିନକୁ ଟିକେ ଅଧିକ ସମୟ କାମ କରିବା । କିନ୍ତୁ ଶନିବାର ଏବଂ ରବିବାର ଛୁଟି ମିଳୁ।
Sunday ବଦଳି ରେ monday ଛୁଟି ହେବା ଦରକାର ଏବଂ ସମୟାନୁ ଗତି ମୂଲ୍ୟାଙ୍କନ ହେବା ଦରକାର ସମସ୍ତ ଙ୍କ ପାଇଁ, ଖାଲି ସରକାରୀ ଲୋକଙ୍କୁ ନୁହେଁ, ସବୁ ବର୍ଗ, ସବୁ କାର୍ଯ୍ୟ ଏବଂ ସମସ୍ତ ପାଇଁ ସମାନ (one nation, one action)ଜୟ ଯବାନ, ଜୟ କିସାନ..... ଜୟ ହିନ୍ଦ 🙏
Monday re samaste Amisha khaiba uchit Sunday re mandiro jiba uchit 😅
ଯେଉଁ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ନାହିଁ ସେହି ସ୍ଥାନରେ ରବିବାର ଛୁଟି ନାହିଂ ।
ସଦାପ୍ରଭୁ ସୃଷ୍ଟି ଆରମ୍ଭ କରି ଷଷ୍ଠ ସମାପ୍ତି କରି ବିଶ୍ରାମ ନେଲେ ।ସପ୍ତମ ଦିନକୁ ଆଶୀର୍ବାଦ କରି
ପବିତ୍ର କଲେ । ଆଦିପୁସ୍ତକ.2.1.3
ଯାତ୍ରାପୁସ୍ତକ- 20-01-17
ଆମେ, ଯାତ୍ରା 20-10 ଗୁରୁତ୍ବ ଭାବେ ଦେଖୁ
ମାତ୍ର ସପ୍ତମ ଦିନତୁମ୍ଭ ସଦାପ୍ରଭୂ ପରମେଶୂରକଂର
ବିଶ୍ରାମଦିନ ଅଟେ:ତହିଂରେ ତୁମ୍ଭେ ,କି ତୁମ୍ଭର ପୁତ୍ର ,
କି ତୁମ୍ଭର କନ୍ୟା ,ତୁମ୍ଭର ଦାସ, ,କି ଦାସୀ ,ତୁମ୍ଭର ପଶୁ ,କି ତୁମ୍ଭର ନଗର ଦୁଆର ବର୍ତ୍ତୀ ବିଦେଶୀ ,
କେହି କୈଣସି କାର୍ଯ୍ୟ କରିବ ନାହିଁ ।
ଯଦି କାର୍ଯ୍ୟାଳୟ ବନ୍ଦ ନ କରିବା ର ଆବଶ୍ୟକ ହେଉଛି ,ତାହେଲେ ପ୍ରତ୍ୟେକ କର୍ମଚାରୀ ଙ୍କୁ ସ୍ୱଇଛା ଅନୁସାରେ ସାପ୍ତାହିକ ଛୁଟି ଦିନ ଦିଆଯାଉ ।
Pvt ରେ ରବିବାର ଛୁଟି ନାହିଁ govt କଣ ପାଇଁ ଛୁଟି ସବୁବେଳେ ଚାଲୁ କର୍ମ
to gandi ta kundhei hauchi bodhe
ସପ୍ତାହ ରେ 3 ଦିନ ଛୁଟି କରାଯାଉ
ପଶୁ ବୁଦ୍ଧି ନର ମାନଙ୍କୁ ବଢ଼ିଆ ହୋଇଛି। ବନ୍ଦ ହେଉ କନ୍ଧ ବି ହେଉ। ବର୍ତମାନ ପଶୁ ମାନେ ଭଲ ମଣିଷ ହେଲେଣି।
ରବିବାର ହେଉଛି ପ୍ରଭୁଙ୍କ ର ବିଶ୍ରାମ ବାର, ସେଇଟା କିଏ change କରି ପାରିବେ ନାହିଁ
ଗୁରୁବାର ଦିନ ଛୁଟି ହେବ ।
100%✔️
ସୋମବାର
ଆମ ଦେଶ ରେ ଖାଲି ଛୁଟି ନା ଅନ୍ୟ ଦେଶ ରେ ଅଛି... Police doctor fire staff ଙ୍କର ତ ଛୁଟି ନାହିଁ...
ପ୍ରତ୍ଯେକ ସପ୍ତାହରେ ୨ଦିନ ଛୁଟି ନିହାତି ଦରକାର. ଅର୍ଥାତ୍ ମାସକୁ ୮ ଦିନ ଛୁଟି ବିଦ୍ଯାଳୟ ଓ କଲେଜ କୁ ଦରକାର.
କେବଳ ମୂର୍ଖ ହିଁ ରବିବାର ଛୁଟି ବନ୍ଦ କରିବା ବିଷୟ ଚିନ୍ତା କରିବ । ଯଦି ସେମିତି ହୁଏ ତେବେ ଇଂରାଜୀ କ୍ୟାଲେଣ୍ଡର ମଧ୍ୟ ନ ମାନିଲେ ଭଲ । ବିଜେପି ତାର ନିଜ କ୍ୟାଲେଣ୍ଡର ଆଣୁ ଓ ସମସ୍ତଙ୍କୁ ଅନ୍ଧ ଓ ମୂର୍ଖ କରୁ ।
ସପ୍ତାହ ରେ ଦୁଇ ଦିନ ଛୁଟି ଦିଆଯାଉ ବାକି 5 ଦିନ strict କାମ ନିଆଯାଉ
Impossible
Same i think the same😊
ରବିବାର ଛୁଟି ବନ୍ଦ ହେଲେ ଭଲ । ଦେଶରେ କିଛି କର୍ମଚାରୀମାନଙ୍କୁ ରବିବାର ଛୁଟି ଆଉ କିଛି କର୍ମଚାରୀମାନଙ୍କୁ ଇମର୍ଜେନ୍ସି ନାଆଁରେ ପ୍ରତ୍ଯେକ ଦିନ କାମକରିବାକୁ ବାଧ୍ଯ କରାଯାଉଛି । ଗୋଟିଏ ବର୍ଷ ରେ ୯୫ ରୁ ୧୦୦ ଦିନ ସରକାରୀ ଛୁଟି ରହୁଛି । ଯିଏ ଅଧିକ ୯୦-୧୦୦ ଦିନ ଡ୍ଯୁଟି କରୁଛି ତାକୁ ଦରମା ସେତିକି ହିଁ ଦିଆଯାଉଛି । ଅର୍ଥାତ୍ ବର୍ଷକୁ ୩ ମାସ ଅଧିକ ଡ୍ଯୁଟି ।
ରବିବାର ରେ ଖ୍ରୀଷ୍ଟିୟାନ ମାନେ ଚର୍ଚ୍ଚ ଯାନ୍ତି ବୋଲି ଛୁଟି କରିଥିଲେ. ଏବେତ ଦେଶରେ ଇଂରେଜ ନାହାନ୍ତି ଦେଶର 80% ଲୋକ ହିନ୍ଦୁ ତେଣୁ ଛୁଟି ସୋମବାର କରିବା କଥା.
Christian missionary maane News paper,saving Account,Society ku Good education aagaru Kahaku leparsy heijaithile gaan ru bahara kari dauthile,missionary maane nije jemiti emananku madhya semiti rakhile.translation bhi anichanti bharataku,apari bahut kichi karichanti christian missionary maane,ingrej maananka katha kahuni, bahut fark duhi dala bhitare
ବାଳ ନା , ଯଦି ଖ୍ରୀଷ୍ଟିୟାନ ମାନେ ରବିବାର, ତମେ ହିନ୍ଦୁ ମାନେ ସୋମବାର ଛୁଟି ନିଅ ,ମୁସଲମାନମାନେ ମଙ୍ଗଳବାର ଛୁଟି ନେବେ ,ବୁଧବାର ବୁଦ୍ଧିଷ୍ଟମାନେ ,ଗୁରୁବାର ଜୈନମାନେ, ଶୁକ୍ରବାର ଶୀଖମାନେ ,ଶୁକ୍ରବାର ଆଦିବାସୀ ମାନେ ଏବଂ ଶନିବାର ଅନ୍ଯାନ୍ଯ ହଗରା ମୂତରା ସବୁ😂😂😂 . ଶଳା ଛୁଟିକୁ ବି ଧର୍ମ ସହିତ ଯୋଡ଼ିଲ
100% Right i agree with your comments
ଆମ ଦେଶର କିଛି ହୀନ ମାନସିକ ହିନ୍ଦୁ ମାନଙ୍କ ପାଇଁ ଦେଶର ବିକାଶ ଘଟି ପାରୁନାହିଁ । ଏହି ସରକାର୍ ଦେଶର ବିକାଶ ବଦଲେ କୋଠାବାଡ଼ି ,ଗାଡ଼ି ଘୋଡ଼ା ,ପୁରୁଣା ସହରର ନାମ ବଦଳାଇ ଏବେ ଛୁଟି ଦିନ ବଦଳାଇବାକୁ ନିଷ୍ପତି କରୁଚି ।ଏହାହିଁ ଏହି ହିନ୍ଦୁ ଚାହାନ୍ତି ,
@Sengel484 ଭୂତ ପାଗଳ ଭାରତରେ ହିନ୍ଦୁ majority ରେ ଅଛନ୍ତି. ଚୋର ଆଦିବାସୀ 500 ଟଙ୍କା ନେଇ ଖ୍ରୀଷ୍ଟିୟାନ ରେ convert ହେଇଚୁ ବୋଧେ 🤣
Sunday is holiday, we needed weekend, Sunday if funday ❤
ରବିବାର ସପ୍ତାହ ଆରମ୍ଭ
Special tuma pain open rahiba Sunday ta hela...😂😂😂
ସମବାର ଓ ଗୁରୁବାର ବନ୍ଦ ହେଲେ ହେବ❤
Bhala heba
ସୋମବାର କିମ୍ବା ଗୁରୁବାର ରେ ଛୁଟି ପ୍ରଦାନକରାଯାଉ
ନିଆଁ ଜଳିବ ସାରା ରାଜ୍ଯରେ. ଅପେକ୍ଷା କର.
ଏଣୁ ଭାରତରେ ରବିବାର ପରିବର୍ତ୍ତେ ବୁଧବାର କୁ ସାପ୍ତାହିକ ଛୁଟି ଭାବେ ଘୋଷଣା କରିବା ଦରକାର
Good discussion
ସବୁଠୁ ମଜାକଥା ହେଲା, ଭାଜପା ୨୦୧୪ ପୁର୍ବରୁ କହୁଥିଲା, ଆମେ ଆସିଲେ ପେଟ୍ରୋଲ ଶସ୍ତା ହେବ। ଆଉ ଭାଜପାର ଏକ ନେତା ଧର୍ମେନ୍ଦ୍ର ପ୍ରଧାନ ବାବୁ ପେଟ୍ରୋଲିୟମ ମନ୍ତ୍ରୀ ବି ହେଲେ। ୨୦୧୪ ପରେ ଆମେ ପୁରା ଶସ୍ତାରେ ପେଟ୍ରୋଲ ପାଉଛୁ। ଠିକ୍ ସେହିପରି ରବିବାର ଛୁଟି ହେଲେ ଆମ ସମସ୍ତଙ୍କର ଉନ୍ନତି ହିଁ ଉନ୍ନତି ହେବ। କେବଳ ଚୁତିଆମି, ଲୋକଙ୍କୁ ଭୂତେଇବା ପାଇଁ। ନବିନ ବାବୁ ୨୪ ବର୍ଷରେ "ଆପଣମାନେ ସବୁ ଖୁସି ତ!" କହି ଓଡ଼ିଶାକୁ ଯେମିତି ଶିକ୍ଷା, କଳ କାରଖାନା ଏବଂ କୃଷିରେ ବହୁତ ଦୟନୀୟ ଅବସ୍ଥା କରି ଥିବାରୁ ଆମ ପିଲା ଦକ୍ଷତାବିହିନ, ଆମ ଲୋକ ଦାଦନ ଏବଂ ଆଳୁ ଭଳି ଏକ ସାଧାରଣ ପରିବା ପାଇଁ ବି ମମତା ବେଗମ୍ଙ୍କ ଉପରେ ନିର୍ଭରଶୀଳ, ଠିକ୍ ସେହିପରି ରବିବାର ଛୁଟି ବନ୍ଦ ହେଲେ ଆମର ଉନ୍ନତି ଅବଶ୍ୟମ୍ଭାବୀ।
ହେ ହେ ହେ, ସପ୍ତାହ ରେ ଗୋଟାଏ ରବିବାର ଛୁଟି ଥାଇ 110 କୋଟି ଜନସଂଖ୍ୟା, ଶଳା 3 ଦିନ ଛୁଟି ହେଲେ ସର୍ବନାଶ।
ସପ୍ତହରେ ୬ ଦିନ ଛୁଟି ଆଉ ଗୋଟିଏ ଦିନ ଖୋଲା ହେଲେ ଭଲ ହୁଅନ୍ତା 🤣
Hamara desh age badhrahahai😂😂😂
Mu pari Tama chinta dhara bhai.😂
Aau kamo kan pain karibo khali sign mariki polei aaso😂😂😂
ଗଧ କି
ଏk number ଅଳସୁଆ ଟା କି ରେ ¡!!!!
Very good news
ବୁଧୁବାର ଛୁଟି ହଉ
Very ଗୁଡ୍
ସପ୍ତାହ ର ପ୍ରଥମ ଦିନ ରବିବାର ରେ ଛୁଟି ନ ହୋଇ ଶେଷ ଦିନ ଶନିବାର କିମ୍ବା ଶୁକ୍ରବାର ରେ ଛୁଟି କରାଯାଉ ।
ଶୌଚାଳୟ ମାନଙ୍କରେ ପାଣି ବଦଳରେ ଟଇଲେଟ ପେପର ନିହାତି ଆବଶ୍ୟକ, ରବିବାର ଭଳି ଟଇଲେଟ ପେପର ମଧ୍ୟ ଇଂରେଜ ମାନଙ୍କର ପ୍ରିୟ.
କାହାକୁ କିଛି ପ୍ରଭାବ ପଡ଼ିପାରେ, ମୋ ମତରେ ଆଦିବାସୀଙ୍କୁ (ଆମକୁ) କିଛି ପ୍ରଭାବ ପଡ଼ିବ ନାହିଁ । ଆମେ ସବୁ ଦିନ କାମ କରୁଛୁ । ବାରରେ ବାରଣ ନାହିଁ ଆମର ।
Night duty ବି ସବୁକ୍ଷେତ୍ରରେ ଲାଗୁ କରିଦିଅ ଆହୁରି ଅଧିକ ଉନ୍ନତି କରିବ ।
ଦୁର୍ନୀତି ପାଇଁ ଭାରତ ପଛରେ ଅଛି
ସ୍ୱାସ୍ଥ୍ୟ ଭଲ ଆଉ ବିଶ୍ରାମ ବି ଆବଶ୍ୟକ l ସ୍ୱାସ୍ଥ୍ୟକୁ ଯଦି ବିଶ୍ରାମ ନମିଳେ ଦେହ ଖରାପ ହେବ ଆଉ କାମ କରିବ ଆଳୁ????
ଯଦି ଦେଶ ର ପ୍ରଧାନ ମନ୍ତ୍ରୀ ୨୪*୭ କାମ କରୁଛନ୍ତି ତ ସମସ୍ତେ କାହିଁକି କରି ବେନି
ଇଂରେଜ ମାନେ ଖ୍ରୀଷ୍ଟିଆନ୍ ଥିଲେ ଓ ଖ୍ରୀଷ୍ଟିଆନ୍ ମାନେ ରବିବାର କୁ ପବିତ୍ର ମାନନ୍ତି ସେଥିପାଇଁ ସେମାନେ ରବିବାର କୁ ଛୁଟି ଦିନ କରିଥିଲେ ଆମ ଭାରତ ବର୍ଷ ସନାତନ ର ଭୂମି ଇଂରେଜ ଗଲା ପରେ ବି ଆମେ କାଇଁ ଆଉ ସେ ଇଂରେଜ ନିୟମ କୁ ମାନିବା
monday ହେବା ଉଚିତ .ଏହାଦ୍ୱାରା ଆମେ ସ୍ୱାଭିମାନ ର ସହ ବଂଚିବା.sunday ଇଂଂରେଜ ଦ୍ୱାରା ଲାଗୁ.christian day
Kemti bhi Brahms oto ki?
ଭାରତ ରେ ଯେବେ ଛୁଟି ଦିନ ସରକାର ନ ଦିଏ ତେବେ, ପ୍ରକୃତ ଦିନର ନାମ ଅର୍ଥ ଭୁଲ ହେବା ।ଚିନ୍ତା କରି ସ୍ଥିର କରନ୍ତୁ ।
ରବିବାର khirstiyan chrch jiba ପାଇଁ ଛୁଟୀ ହିନ୍ଦୁ ଆଜିବି ଜାଣି ନାହଁନ୍ତି
ସୁପ୍ରିମ କୋର୍ଟଙ୍କ ନୋ ୱାର୍କ ନୋ ପେ ନିୟମ ଲାଗୁ କରାଯାଉ l
ରବିବାର ସୂର୍ଯ୍ୟନାରାୟଣ ଧର୍ମ ଦେବତାଙ୍କ ବାର, ଏହି ବାରରେ ଛୁଟି ଦିବସ ହେଇଥିବାରୁ... ଏହିଦିନ ବହୁତ ଅଧର୍ମ ହେଉଚି, ତେଣୁ
ଏହି ଦିନକୁ ଚେଞ୍ଜ କରାଗଲେ ବହୁତ ଭଲ ହୁଅନ୍ତା,
ସବୁ ମୋଦି କାମ
ନାହିଁ ରେ ପାଣ୍ଡୁ ର ପେଳ କାମ କରୁଛି ଏସବୁ
ରବିବାର ଛୁଟି ହେଲେ, ଦେଶ ବିକଶିତ ହେବ ନାହିଁ
ବ୍ରିଟିଶ ନୁହେଁ sir, ପରମେଶ୍ୱର ସମସ୍ତ ସୃଷ୍ଟି କଲା ପରେ ସପ୍ତମ ଦିବସରେ ବିଶ୍ରାମ ନେଲେ, ତାହା ହେଲା ରବିବାର, ଏ ଦିନରେ ଯୀଶୁଙ୍କୁ ଆରାଧନା କରାଯାଏ
Good 👍 massage sir
Verygooddiscussion
😊
କାଉ ବେଶୀ ଚତୁର କିନ୍ତୁ କଣ ଖାଏ ସମସ୍ତେ
ଜାଣିଛନ୍ତି।
Very good Sunday badale anya day dina chhuti heu...
❤Yenu ama dharmore rabibaro dino chuti na. Hoyi vagaban prayer palano neyichhi tks rmji
ଖ୍ରୀଷ୍ଟିଆନ ମାନଙ୍କ ପାଇଁ 150ବର୍ଷ ପୂର୍ବେ ଛୁଟୀ କରୁ ଥିଲେ
Right Decision
Vala haba
Subhramanyam ପାଗଳ ହୋଇ ଯାଇଛି ।
ହଁ ସେଇ same ଦିନ ଟାରେ ଛୁଟି ହେଇ ହେଇ ବୋର୍ ଲାଗିଲାଣି । ଏବେଠୁ ବୁଧ ବାର ଟା ଛୁଟି ରଖ । ଆଉ ତାପରେ ରବିବାର ର ବି କିଛି ଇଚ୍ଛା ଅଛି କି ନାହିଁ ??? ସେ କାହିଁକି ସବୁବେଳେ compromise sacrifice କରିବ । ତାର ବି ଇଚ୍ଛା ଅଛି ତା ଦିନରେ ସ୍କୁଲ୍ ,କଲେଜ ଚାଲୁ, bank ଚାଲୁ । ସେ ବି ସ୍କୁଲ୍ କଲେଜ୍ ଛୁଆ ଙ୍କୁ ଦେଖୁ । ତେଣୁ ରବିବାର ଆଉ ଛୁଟି କର ନାହିଁ ।
😅😅
Sun day is fun day 😍💃
ଦିନ ଓ ରାତି ଦୁଇବେଳା କଲେ ମଧ୍ୟ ଦେଶ ଆଗକୁ ବଢିବ
ସ୍ଵାଗତ ଯୋଗ୍ୟ ପଦକ୍ଷେପ...
He has many servants for his work.
Monday ଛୁଟି ହେଉ ଭଗବାନ, ଆଲ୍ଲା ,God ଙ୍କୁ ପୂଜା କରିବାର ଅବସର ମିଳିବ
ଧାର୍ମିକ ଭାବନା ବୃଦ୍ଧି ପାଇବ
ଠିକ୍ କହିଛ ଭାଇ❤
Be-dharmi pasand karibeni 👏👏👏
Dharmik loka sabu thu andh bishwasi pakhand kusanskar re besi vishwas karanti au besi jativadi thanti jie jete dharmik se sete jativadi ucha nicha byabastha re bishwas karanti
ବିରତି ନେବା ଜରୁରୀ ଅଟେ
Wow 🎉🎉🎉
ରବିବାର ଚଟି ହେଲେ ହେଁ ବଲ ହେବ
Right 👍
ପାଗ୍ଲାମି
All day work No any holiday no any off any time work 👍👍
Sanibara and Rabibar two days chhuti karajau
Right 👍
ପାଗଳ ନା କଣ 10-4 କାମ ରେ କେତେ କଷ୍ଟ ଜାଣିପାରୁନ କି ରବିବାର ବି ଛୁଟି ଘୋଷଣା କୁ ବିରୋଧ