ମୁଁ ଦେଖିଛି ନବୀନ ବାବୁ ଫିଙ୍ଗିଦେଲେ ନିର୍ମାଲ୍ୟ|Exclusive Interview With Revenue Minister Suresh Pujari।OR

Поделиться
HTML-код
  • Опубликовано: 16 сен 2024
  • ଗରିବର ବସ୍ତିରେ ଆଉ ବୁଲିବନି ବୁଲଡୋଜର। ବେଆଇନ୍ ଭାବେ ଗଢ଼ି ଉଠିଥିବା କୋଠାବାଡ଼ି ମିଶିବ ମାଟିରେ। ଭୂମିହୀନଙ୍କୁ ମିଳିବ 4 ଡିସିମିଲର ଜାଗା। ବର୍ଷ ବର୍ଷଧରି ହୀରାକୁଦର ପାଣି ନେଇ ଟିକସ ଫାଙ୍କୁଥିବା କଳ କାରଖାନାଠୁ ଆଦାୟ ହେବ ଟଙ୍କା । ଏମିତି କିଛି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହା ବ୍ୟତୀତ ନବୀନଙ୍କ ଜଗନ୍ନାଥଙ୍କ ଭକ୍ତି ନେଇ ସେ ଖୋଲିଛନ୍ତି ଏକ ଚମତ୍କାର ଖୁଲାସା। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #MinisterSureshPujari #BJPGovernment #RevenueMinister #OdishaGovernment #BJD #NaveenPatnaik

Комментарии • 330

  • @user-rabi317
    @user-rabi317 Месяц назад +17

    ନବିନ ପଠାଣ ❤ ରୁ ଜନ୍ମ ତେଣୁ ସେ ଜଗନ୍ନାଥଙ୍କ କ'ଣ ମା'କୁ ମଧ୍ୟ ଛାଡି ବନାହି।

  • @srikanta671
    @srikanta671 Месяц назад +11

    ଦିତୀୟ କଳାପାହାଡ଼ ନବୀନ ପଟ୍ଟନାୟକ

  • @prakashkumarjena.babusan.n3760
    @prakashkumarjena.babusan.n3760 Месяц назад +7

    ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏🙏

  • @saratmishra7100
    @saratmishra7100 Месяц назад +16

    ଗ୍ରେଟ୍ words।
    We will always be with you.
    କିଛି ପୁରୁଣା BJP ନେତାଙ୍କୁ ମନ୍ତ୍ରୀ ପଦ ମିଳୁ, ସରକାର ପୁରା ଠିକ ଚାଲିବ।

  • @belalsensenapati1300
    @belalsensenapati1300 Месяц назад +62

    ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରି ଯାଆନ୍ତୁ sir। ଜଗନ୍ନାଥଙ୍କ କଲ୍ୟାଣରୁ ଆପଣଙ୍କ ନାଆଁ ରହିବ। କ୍ଷମତା ଯେତେ ଦିନ ରହୁ, ତାର ସତ ବ୍ୟବହାର କରନ୍ତୁ। ଲୋକେ ମନେ ରଖିବ।

  • @gobindachandranayak9576
    @gobindachandranayak9576 Месяц назад +23

    ଧନ୍ୟ ମନ୍ତ୍ରୀ, ଧନ୍ୟ ଆମ ଓଡିଶା

  • @munamishra9760
    @munamishra9760 Месяц назад +7

    Suresh Pujari true leader

  • @shrushtisetu8148
    @shrushtisetu8148 Месяц назад +21

    ଜୟ ହୋ ସୁରେଶ ପୂଜାରୀ

  • @naikvlogsnaik9688
    @naikvlogsnaik9688 Месяц назад +6

    Suresh Pujari sir good leader

  • @laxmansahoo4681
    @laxmansahoo4681 Месяц назад +8

    ଓଡ଼ିଶାର ବାର୍ତ୍ତମାନିକ ରାଜସ୍ବ ମନ୍ତ୍ରୀଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହିତ ବିନମ୍ର ନିବେଦନ ସତ୍ୟକୁ ମଥାରେ ଅବସ୍ଥାନ କରାଇ ଓଡିଶା ବାସୀଙ୍କର ସରଳ ହୃଦୟକୁ ଜୟ କରନ୍ତୁ 🎉

  • @manikyabhainsa6621
    @manikyabhainsa6621 Месяц назад +12

    Proud of Sambalpur...jai maa samlei

  • @bharatchandrabarik5921
    @bharatchandrabarik5921 Месяц назад +26

    ଦୁର୍ନିତୁ ଖୋର ଅଫିସର ମାନଙ୍କୁ କେବେ ଗିରଫ କରିବେ ? କେବେ ପଣ୍ଡିଆନ ଗିରଫ ହେବେ

    • @ManojBhoi-qt1nq
      @ManojBhoi-qt1nq Месяц назад +2

      ଏଁ, ପାଣ୍ଡୁ ଆରେଷ୍ଟ ହବ 🙄
      😂ଦିବା ସ୍ବପ୍ନ 😂

    • @dulubiswal
      @dulubiswal Месяц назад

      They can not if gov officers will go and take bath under bjp wishing mechine. Then they are good . Few will be arrested if they don't go for take bath in bjp wishing mechine. We have already seen so many states and central . I don't believe any political party all are behind the message money.

    • @Jagannath-oc9ht
      @Jagannath-oc9ht Месяц назад +1

      ଭାବୁଛି ହେବ କିନ୍ତୁ ଡେରି ହେବ । ସରକାରୀ ଅଫିସ ରେ ଯେମିତି ଆଗ actionଏବଂ ପଛରେ ଅନୁଧ୍ୟାନ ।ଠିକ୍ ସେମିତି ଆଗ arrest ପଛେ ଅନୁଧ୍ୟାନ ହେଲେ ଠିକ୍ ହେବ।

    • @somprakashsahu140
      @somprakashsahu140 27 дней назад

      Andhabhakta nku kichhi

    • @somprakashsahu140
      @somprakashsahu140 27 дней назад

      Andhabhakta nku kichhi

  • @jagadakua5835
    @jagadakua5835 Месяц назад +9

    ଠିକ କହିଛନ୍ତି ଦୋଷୀ ଙ୍କ ଉପରେ କାର୍ଯ୍ୟଅନୁଷ୍ଠାନ ନିୟନ୍ତୁ

  • @NilamaniSahu-de9rl
    @NilamaniSahu-de9rl Месяц назад +2

    ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍।କେତେକ କଠୋର ନିଷ୍ପତି ଓ ପଦକ୍ଷେପ ରାଜ୍ୟ ର ଜନସାଧାରଣ o ରାଜ୍ୟର ସ୍ବାର୍ଥ ପାଇଁ ତାଙ୍କୁ ଓ ବିଜେପି ସରକାରଙ୍କୁ ନେବାକୁ ଅଚ୍ଛି।

  • @sarojpradhan-m4d
    @sarojpradhan-m4d Месяц назад +1

    Bilkul right.Thanks to Suresh Pujhari sir🙏

  • @sorotoka9717
    @sorotoka9717 Месяц назад +6

    କେତେ ମିଛ କହି ବେ 😀😀ରାଜ୍ୟପାଳ ପୁଅ କଥା ଟିକେ କଥା କୁହନ୍ତୁ

  • @sripatisandha4437
    @sripatisandha4437 Месяц назад +2

    Bahut bahut dhanyabad mantri suresh dada Apankar chalapatha kusumita heu o niskalanka heu jay maa samaleswari jai sri ram

  • @RANJANKUMAR-jb1xw
    @RANJANKUMAR-jb1xw Месяц назад +6

    ବିଜେପି ସରକାର ଜିନ୍ଦାବାଦ ❤❤❤❤❤❤❤❤❤❤❤❤❤❤

  • @ମୁଁନବୀନ_ପାଣ୍ଡୁ

    ନବୀନ ପଟ୍ଟନାୟକ ଙ୍କ ଅସଲ ଚେହେରା 😡
    ମଡର୍ନ କଳାପାହାଡ଼

    • @ମୁଁନବୀନ_ପାଣ୍ଡୁ
      @ମୁଁନବୀନ_ପାଣ୍ଡୁ Месяц назад +5

      @@diptiskumarbal3778 ନିର୍ମାଲ୍ୟ ପାଫାଡ଼ି ସେବା କରୁଥିଲେ😡

    • @SatyabanNaik-mt2ze
      @SatyabanNaik-mt2ze Месяц назад +1

      ​Absolutely not

    • @shantiswarupapati8366
      @shantiswarupapati8366 Месяц назад +3

      Right bro,nabin odisha ra kulangar mukhya mantri,o jane Christian 😂,AME janichhu kichhi murkha nabina,au pandu ra pada chata nka pain aji ahi abasta

    • @shantiswarupapati8366
      @shantiswarupapati8366 Месяц назад +2

      Nirmalya fopadi dela,jaga mularu upadi dela,kemiti lagila nabina ku,bohut vala lagila,😂😂 jay jagannath 🙏🙏🙏🙏🙏

    • @jagabandhubehera1984
      @jagabandhubehera1984 Месяц назад +4

      ଖୁସି ଲାଗିଲା

  • @Mr24811
    @Mr24811 Месяц назад +2

    ଭାରତ ମାତା କି ଜୟ ଯିଏ ଲେଖିପାରୁନାହି ସେ କ'ଣ କହିବ ନବୀନ ବାବୁଙ୍କୁ ❤

    • @Manu-nz8gx
      @Manu-nz8gx 29 дней назад +3

      ବନ୍ଧୁ ! ନବୀନ୍ ବାବୁ ଏ ବିଷୟରେ କେତେ ନିପୁଣ ? ଆଉ ଅଲାଜୁକ ହୁଅନା । ବହୁତ କଥା କହିହେବ ।

  • @SatyabanNaik-mt2ze
    @SatyabanNaik-mt2ze Месяц назад +2

    Good interview

  • @madhusudannaik142
    @madhusudannaik142 Месяц назад +6

    You are great sir....

  • @rudrapratapnayak-tq5sy
    @rudrapratapnayak-tq5sy Месяц назад +1

    Naveen sir nka nare michha pracharakle knaheba Naveen sabubele Naveen sir

  • @santoshkumarpaikaray2623
    @santoshkumarpaikaray2623 29 дней назад

    Great !!! Wait & watch.

  • @sanjayanaik-n9s
    @sanjayanaik-n9s 23 дня назад +1

    TATA କମ୍ପାନୀ ର ଠିକାଦାର ଥିଲେ ସବୁ ଅଧିକାରୀ

  • @harihardhal1974
    @harihardhal1974 Месяц назад +3

    Right sir

  • @GopalcharandashDash-rf6zg
    @GopalcharandashDash-rf6zg Месяц назад +1

    Excellent debate Jay ho

  • @mastermaneesee2581
    @mastermaneesee2581 29 дней назад

    Thanks bhai.

  • @priyaranjanmohanty1422
    @priyaranjanmohanty1422 28 дней назад

    Suresh Pujari jindabad

  • @munakumar5538
    @munakumar5538 Месяц назад +1

    ପ୍ରଭୁ, ଏ ନବୀନ ପଟନାୟକ କେବେ ମରିବ?

  • @harprasadsenapati3945
    @harprasadsenapati3945 27 дней назад

    Suresh pujari sir is Good and Strong leader in BJP

  • @gyanabratamohanty4219
    @gyanabratamohanty4219 Месяц назад +1

    ଲୋକମାନେ ଯଦି ସେତିକି ବିତସ୍ପୃହ ହୋଇ ନ ଥାଆନ୍ତେ, ତାହାହେଲେ କଣ 24 ବର୍ଷର ଶାସନର ପରିବର୍ତ୍ତନ ହୋଇଥାନ୍ତା ? ସମୟ ନିଶ୍ଚୟ ଲାଗିବ, କିନ୍ତୁ ବ୍ୟବସ୍ଥାରେ ପରିବର୍ତ୍ତନ ନିଶ୍ଚୟ ହେବ | ବିରୋଧୀଙ୍କୁ ଉତ୍ତର - ଗୋଦରୀ ଲୋ ନିଜ ଗୋଡ଼କୁ ଅନା 🙏🙏

  • @sanjeebkusahu6355
    @sanjeebkusahu6355 28 дней назад

    Very good decision regarding land donation to Schools.

  • @janakiballavdash73
    @janakiballavdash73 Месяц назад +1

    ମାଡ଼ି ଚାଲନ୍ତୁ ଆଜ୍ଞା। ଆମେ ଆପଣଙ୍କ ପଛରେ ଅଛୁ

  • @bikrammohanty2453
    @bikrammohanty2453 Месяц назад +2

    ଛାତ୍ର ଜୀବନରୁ ରାଜନୀତି ଆଉ ପଦବୀ ମନ୍ତ୍ରୀ ହିସାବରେ ସୁରେଶ ପୂଝରୀ ନିଶ୍ଚୟ ଭଲ କରିବେ. ମନ ନିର୍ମଳ ଥିଲେ କର୍ମ ନିଶ୍ଚୟ ଭଲ କରିବେ ବୋଲି ସୁରେଶ ଙ୍କ ଠାରୁ ଆଶା.ଭୁବନେଶ୍ୱର ରେ ଏତେ ବସ୍ତି ହେଇଯାଇଛି ଯେ ତାକୁ କଣ କରି ପାରିବ ସରକାର, ଗଳି ଗଳି ବସ୍ତି.. ଯୋଉଟା ଭାଙ୍ଗିବା ଦରକାର ତାହାକୁ ନିଶ୍ଚୟ ଭାଙ୍ଗିବା ଦରକାର.

  • @tanujamishra2999
    @tanujamishra2999 Месяц назад +3

    Badhia answer

  • @gokulchandra9249
    @gokulchandra9249 26 дней назад

    Right Sir .Jay jagannath.

  • @dipakpanda9075
    @dipakpanda9075 Месяц назад

    Salute you Suresh Dada🙏

  • @NSkantKumar
    @NSkantKumar 28 дней назад

    ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଅନନ୍ତ ଜୀବନ 🎉 !!

  • @pramodkumarrout7641
    @pramodkumarrout7641 Месяц назад +2

    Right man Right placing.

  • @Odia798
    @Odia798 Месяц назад +2

    BJP ବହୁତ ଭଲ କରୁଛି ଯେ ବିଜେଡି time ରେ ଯଉ corrupted ବାବୁ ମାନେ ଓଡିଶା କୁ ଲୁଟିଛନ୍ତି ତାଙ୍କୁ ଏବେ ଧରୁଛି.. ତାହାକୁ ମୁ ସ୍ୱାଗତ କରୁଛି .. ହେଲେ ଗୋଟେ ଜିନିଷ ଦେଖିଲେ ଲାଗୁଛି ଯେ ଓଡିଶା ବିଜେପି ବିଜେଡି କୁ ନେଇ ବହୁତ insecurity feel କରୁଛି କାହିଁକିନା ସାଧାରଣ ତ ଓ଼ପ୍ପୋସିସନ ସବୁବେଳେ ସରକାରୀ ଦଳ କୁ ନେଇ ବହୁତ କଥା ରେ ଟାର୍ଗେଟ କରେ ହେଲେ ବିଜେପି ନେତା ଆଣ୍ଡ ବିଜେପି ର ସପୋର୍ଟେଡ଼ କିଛି ଗଣମାଧ୍ୟମ ସବୁବେଳେ ନବୀନ ପଟ୍ଟନାୟିକ ବିରୋଧ ରେ କିଛି ନା କିଛି ଏଆଡୁ ସାଡୁ ଗପୁଚ୍ଛନ୍ତି .. ଏଥିରୁ ଲାଗୁଛି ଓଡିଶା ବିଜେପି ଜାଣିସାରିଛି ସେମାନେ ନବୀନ କୁ ବଦ୍ନାମ ନକଲେ ଆଗକୁ ଇଲେକ୍ସନ ଜିତିପାରିବେନି .. ବିଜେପି ନେତା କଥା ବେଶୀ ଆଉ କାମ କାମ କରୁଥିବାରୁ ଏମିତି ଭାବୁଛନ୍ତି ... ଆରେ ଭାଇ କାମ କର ଦେଲେ ଆଗକୁ ଭୋଟ ପାଇବ ନହେଲେ ପୁରା ୟୁପି ଭଳିଆ ଦଶା ଭୋଗିବ ଆଉ ସେ ରାଜ୍ୟପାଳ ପୁଅ ର ରିପୋର୍ଟ ଟା କେବେ ଦେବେ ରେ ?? ଶଳା ମିଛୁଆ law minister ସେ ପୃଥ୍ୱୀରାଜ ଟା ଗୋଟେ ବିରାଟ ଟାଉଟର . ... ସୁରେଶ ପୂଜାରୀ ଏ କଥା ଯେତେବେଳେ ଦେଖିଲା ସେତେବେଳେ ନ କହି ଏବେ କଣ ପାଇଁ କହୁଛି? ଏ ବି ଗୋଟେ ବିରାଟ ଟାଉଟର

  • @kulamanidash9863
    @kulamanidash9863 13 дней назад

    A fine minister

  • @kulamanidash9863
    @kulamanidash9863 13 дней назад

    As a student leader Sri Pujari never compromised his principles

  • @HemanthKumar-xh4kv
    @HemanthKumar-xh4kv Месяц назад

    Right

  • @prafullamohanty5557
    @prafullamohanty5557 Месяц назад

    ଆଜି ବି ସବୁ ରାଜସ୍ବ ନିରୀକ୍ଷକ କାର୍ଯ୍ୟଳୟ ରେ ଦଲାଲ ପୋଷା ହେଇଛନ୍ତି ଦରମା ନ ଥାଇ ଅମାପ ସମ୍ପତି। ସବୁ ର ତଦନ୍ତ ହେଉ। ସୁରେଶ ପୂଜାରୀ ସାର୍ ଙ୍କୁ ଅନୁରୋଧ। ତୁରନ୍ତ ପଦକ୍ଷେପ ନେବା ଉଚିତ୍।

  • @BijaykumarSahoo-bb7ds
    @BijaykumarSahoo-bb7ds Месяц назад

    I salute hon'ble Suresh Pujhari, your historical reformation will give odisha a new life. Demarcation of govt land will help odisha for new generation. We the common people want to see the govt land of all villages in odisha identified .

  • @CreationOdia1234
    @CreationOdia1234 Месяц назад +7

    ଓଡ଼ିଆ ଅସ୍ମିତା ଚୁଲି କୁ ଜଉ " ଡାରତ ମାତା କି ଜୟ " ଲଜ୍ୟା ଲଜ୍ୟା ଏତେ ଗଜ ମୂର୍ଖ ତୁମେମାନେ ଛି ଛି ଛି ଆଉ ଥରେ ବର୍ଣ୍ଣବୋଧ ପଢ଼ି ଆସେ ସୁରେଶ ପୁଝାରୀ

    • @sankarnathmaharana7859
      @sankarnathmaharana7859 Месяц назад +5

      ସେ ଭୁଲ ଲେଖିଲେ ସେଇଟା ନିଶ୍ଚିତ ଭୁଲ ଆପଣ ବା ପୂଜାରୀ ଜାଗାରେ ପୁଝାରୀ ଲେଖିଛନ୍ତି

    • @akbiswal1989
      @akbiswal1989 Месяц назад +1

      Aga se nabina ku kaha

    • @SANTOSHMANDAL-w5s
      @SANTOSHMANDAL-w5s Месяц назад

      Any ku kahila bele apana thik lekhantu

    • @SatyabanNaik-mt2ze
      @SatyabanNaik-mt2ze Месяц назад +1

      Absolutely not

    • @DhirendranathBaskey
      @DhirendranathBaskey Месяц назад

      Angy apon mane toh bhuspondito, akhiku dekha jaini kouta ଡ ଆଉ koutaଭ

  • @reemamaohapatra9821
    @reemamaohapatra9821 Месяц назад +1

    Jay Nabin patnayak sir

  • @laxmansahoo4681
    @laxmansahoo4681 Месяц назад +1

    ଉତ୍ତରାଧିକାରୀଙ୍କ ପାଈଁ ଏହା ଅତ୍ୟନ୍ତ ସହାୟକ ହେବ 🎉

  • @Jagannath-oc9ht
    @Jagannath-oc9ht Месяц назад

    ମୁଁ ଟି ଭି ରୁ ଯାହା ଦେଖିଛି ନବିନ ଜଗନ୍ନାଥଙ୍କ ତୁଳସୀ ଫିଙ୍ଗି ଦେବା ଭଳି ଅନୁମାନ କଲି। 2. ପାଉଁଶରେ ଭଲ ଇଟା ତିଆରି ହେଉଛି, ଜେ କେ ପେପର ମିଲର ପାଉଁଶ ରେ ଭଲ ଇଟା ତିଆରି ହେଉଛି । ତେଣୁ ପାଉଁଶ ରେ ଇଟା ତିଆରି କରାଯାଉ।

  • @prakashsamal9092
    @prakashsamal9092 27 дней назад

    My idol u sir❤❤❤❤❤❤❤

  • @sanjeebkusahu6355
    @sanjeebkusahu6355 28 дней назад

    Complain ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁନି Sir, ସରକାର ନିଜେ ଦୁର୍ନୀତିକୁ ଧରିବା ଲାଗି ଏକ Corruption Intelligence Cadre (CAC) ସୃଷ୍ଟି କରନ୍ତୁ l ସେମାନେ ନିଜେ Party ହୋଇ ଯିବେ ଓ PC ଓ CC କୁ ଧରିବେ l
    ଜନତା complain କଲେ ପାରିବେନି l Vindictive action ଦ୍ୱାରା ଶିକାର ହୋଇ ଯିବେ l
    Public କୁ ଦୋଷ ଦେଇ ସମସ୍ତେ ଖସି ଯାଆନ୍ତି l

  • @gadadharsahoo7997
    @gadadharsahoo7997 Месяц назад +2

    Bahutt bhalla Katha kahile Suresh Bhai bahut bahut dhanyawad

  • @prafulasingh2267
    @prafulasingh2267 Месяц назад

    ନମସ୍କାର ଆପଣଙ୍କ ମାଧ୍ୟମରେ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛୁ , ଚକବନ୍ଦୀ ରେ ଥିବା ଇଜିମାଇଲ ସମ୍ପତ୍ତିର ସ୍ବତନ୍ତ୍ର ଭାବେ ବ୍ୟକ୍ତିଙ୍କୁ ପଟ୍ଟା ଦେବା ପାଇଁ କେନ୍ଦ୍ର ସରକାର , ରାଜ୍ୟ ସରକାରଙ୍କୁ ଏକ ବିଜ୍ଞପ୍ତି ଜାରି କରିଥିଲେ , କିନ୍ତୁ ଓଡ଼ିଶା ସରକାର କେବଳ ସାମ୍ବାଦିକ ସମ୍ମିଳନୀ(Presse mit) କରି ବିଜ୍ଞପ୍ତି ଜାରି କଲେ ନାହିଁ , ଯାହାଦ୍ଵାରା ଆମେ ତଥା ବହୁ ଲୋକ ହଇରାଣ ହରକତ୍ ହେଉଛନ୍ତି ଏଣୁ ବର୍ତ୍ତମାନର ସରକାର ତୁରନ୍ତ ବିଜ୍ଞପ୍ତି ଜାରି କଲେ ଆମେ ତଥା ଅଗଣିତ ଲୋକମାନେ ସୁବିଧା ପାଇପାରିବେ ।
    ଧନ୍ୟବାଦ
    ଜୟ ଶ୍ରୀରାମ

  • @skaifoundation8120
    @skaifoundation8120 Месяц назад

    Really. Prabhu 🙏.

  • @NarayanRaita-id3lg
    @NarayanRaita-id3lg Месяц назад

    ରାଜସ୍ବ ମନ୍ତ୍ରୀ ସାରଙ୍କୁ ନିବେଦନ ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଳକର କିଛି ଗାଁ ଅଛି ଦୀର୍ଘ ୩୦ ରୁ ୩୫ ବର୍ଷ ହେଲା ଜମି ପଟ୍ଟା ମିଳିବାର ତ ଦୂରର କଥା ଜଙ୍ଗଲ ଜମି ପଟ୍ଟା ନାହିଁ। ସେଥିମଧ୍ୟରୁ ସତ୍ୟନଗର ଗ୍ରାମ ଅନ୍ୟ ତମ ଦୟାକରି ସେମାନଙ୍କୁ ପଟ୍ଟା ଦେବା ନିମନ୍ତେ ବ୍ୟବସ୍ଥା କରନ୍ତୁ।

  • @aswinipanda5555
    @aswinipanda5555 29 дней назад

    Jay Shree Jagannath Swami Nayana patha gami bhawa🌹 tume 🌹🙏🌷🚩🚩🚩🍈🍈🍈

  • @dulubiswal
    @dulubiswal Месяц назад +1

    Suresh babu is showing more Jagannath temple gate will close 4 gate . Its showing Nature. Angain closed.

  • @rajeshkumarkarmi2048
    @rajeshkumarkarmi2048 Месяц назад +3

    ରାଜସ୍ବ ବିଭାଗ ରେ ବହୁତ୍ପ ଦବୀ ଖାଲି ପଡ଼ିଛି।
    ପ୍ରଥମେ ପୁରା କର ଦେଖିବ ଦୁର୍ନୀତି ମୁକ୍ତ ହୋଇ ଯିବ

  • @kailashpanda8001
    @kailashpanda8001 26 дней назад

    Suresh pujari 👍
    Sata sabu .
    💕🙏

  • @satyajitdash6859
    @satyajitdash6859 Месяц назад +2

    One of the best minister of Odisha....as per his confidence & strategy

    • @AsitKumarSa
      @AsitKumarSa Месяц назад

      Action zero bakya bira...kamare zero😅😅😅

  • @nachiketapurohit9921
    @nachiketapurohit9921 Месяц назад

    Yes it is 100% true, even some companies are there not deposited PF MONEY OF EMPLOYEES
    NACHIKETA PUROHIT

  • @parsuramsahoo7509
    @parsuramsahoo7509 15 дней назад

    ଯଦି ନବୀନ ବାବୁ ନିର୍ମାଲ୍ୟ ଫିଙ୍ଗିଦେଲା ସେ ହେଲେ ପାପି ।ତୁମେ ଦେଖି ନିର୍ମଲ୍ୟାଙ୍କୁ ଉଠାଇ ନ ଥିବାରୁ ଖୟାମା ମାଗି ନଥିବାରୁ ମହପାପି । କହିବାକୁ ସଙ୍କୋଚ ଲାଗୁନି ।ନିଜକୁ ଭକ୍ତ ର ଛଲାନକରିବାରୁ ଶାସ୍ତି ପାଇବେ,,,ସମ୍ୟ କୁ ଅପେକ୍ଷା କାର ମହାପ୍ରଭୁ ସବୁ ଦେବେ ।

  • @CreationOdia1234
    @CreationOdia1234 Месяц назад +5

    ପ୍ରମାଣ କାଇଁ ଖାଲି ମୁଁହ ରେ କୁହନି ପ୍ରମାଣ ସହିତ ଦେଖା ସୁରେଶ ପୁଝାରୀ ତୁମେ ମାନେ ଖାଲି କୁହା ଳିଆ କଥା କହୁଛ ଜଗନ୍ନାଥ ଙ୍କ ନାମ ରେ ମିଛ କୁହନି ମରିଯିବ ତୁମେ ମାନେ କେତେ ତଳ ସ୍ତର ର ଲୋକ ତୁମେ ମାନେ ଭଗବାନ୍ ତୁମକୁ କ୍ଷମା ଦେବନି

    • @motitandi3195
      @motitandi3195 Месяц назад

      Sala khali michha kahibare dhurandhara .....brajaraj Nagar loka bahut galti kale gute chora ku MLA kariki

    • @sankarnathmaharana7859
      @sankarnathmaharana7859 Месяц назад +2

      ଗେଣ୍ଡାଦଳ କୋଉ ସତ କହୁଥିଲା ଯେ ବିଜେପି ଏବେ ମିଛ କହୁଛି

    • @ManojBhoi-qt1nq
      @ManojBhoi-qt1nq Месяц назад

      @@sankarnathmaharana7859 ଡାରତ ମାତାକି ଜୟ 😂
      ମନମୋହନ ଯାଦୁ ମଲମ ଲଗାନ୍ତୁ ଏବଂ କୁଣ୍ଡେଇ ହବାରୁ ଆରାମ ପାଆନ୍ତୁ 👍

  • @nachiketapurohit9921
    @nachiketapurohit9921 Месяц назад

    Yes I know from Honbl. Suresh Pujari from student career, he is a incomparable students leader. Every Student leader should follow hs leadership quality before coming to leader.
    Nachiketa Purohit

  • @samirpanigrahi7455
    @samirpanigrahi7455 20 дней назад

    💐❤🙏

  • @MrGauravPani
    @MrGauravPani 11 дней назад

    ସବୁ ଠିକ୍ କିନ୍ତୁ ମହାନଦୀ ପ୍ରସଙ୍ଗରେ ଯାହା କହିଲେ ସେଥିରୁ ବୁଝା ପଡ଼ିଲା ଏଠି ବିଜେପି ସରକାର ର ସେତେ ଯୋଗ୍ୟତା ନାହିଁ ଯେ ଟ୍ରିବୁନାଲ ଗଠନ କରି ପାରିବ। ଡାଟା ଟ୍ରାନ୍ସଫର ହେଲା ବେଳକୁ ରାଜ୍ୟର ୩-୪ ଟା ଜିଲ୍ଲା ଭାସି ଯାଇଥିବ। ଆବଶ୍ୟକ ପରିମାଣର ଡ୍ୟାମ କରିଲେ ନାହିଁ କୌଣସି ସରକାର ଓ କଥା ଚହଟ କରି କହୁଛନ୍ତି ତାଙ୍କ ପାଣିପାଗ ବିଭାଗର ଅଧିକାରୀ ଙ୍କ ସହ ଯୋଗାଯୋଗ ରଖିବେ। କି? ସେ କ'ଣ ଆମ ରାଜ୍ୟର ଜ୍ବାଇଁ ନା ଭିଣେଇ?

  • @kambaskabehera3765
    @kambaskabehera3765 Месяц назад +1

    Ex-cm is the greatest culprit in devastating the state why bjp not yet arrested ......chalsobraj

  • @rajeshkumarkarmi2048
    @rajeshkumarkarmi2048 Месяц назад

    Non transferable is a good decision

  • @aprameya6623
    @aprameya6623 Месяц назад

    Odisha ku corruption free karantu Sir

  • @rajeshkumarkarmi2048
    @rajeshkumarkarmi2048 Месяц назад

    ଏକ ଲକ୍ଷ ସିମା ବହୁତ୍ ଆଗରୁ ଅଛି ବାବୁ

  • @KunjaGouda
    @KunjaGouda Месяц назад +1

    Sir ame jomi samasya pain jeevan Ashanti bhagu chhanti tar samadhan karantu

  • @rabindrakumarmohanty9415
    @rabindrakumarmohanty9415 7 дней назад

    ଜଗନ୍ନାଥ କାହାରି ଅହଂକାର ସହନ୍ତି ନାହିଁ।

  • @sumeetsahu1409
    @sumeetsahu1409 Месяц назад +1

    Jadi Nirmalya phingidele tahele Sei Jaganath 24 barsa jaain Gadi re baseithile kemti... Still Party Harichi But Naveen Sir Harinahanti... Se aji jaain Jituchanti ... Au sbu BJP ra chehera tu Bi CM nathai bi Naveen Sir bahut popular... Jaganath sbu sahibe but Garba au tanka prati apaman sahibeni...

  • @prasanprusty7160
    @prasanprusty7160 Месяц назад

    Good .. your confront to these ministers really appreciates

  • @HD.369
    @HD.369 29 дней назад

    ତାଙ୍କ ପାଖ ଜଗୁଆଳି କଣ କରୁଥିଲେ ସବୁ ହାତରୁ ନେଇଗଲେନି!! ନିର୍ମାଲ୍ୟ ହେଲା ଶୁଖା ପ୍ରସାଦ ସେ ତ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କୁ କଣ ସଜ ପ୍ରସାଦ ଅଭାବ ଥିଲା କି ନିର୍ମାଲ୍ୟ ଦେଉଥିଲ !! କାମ କର! ଏସବୁ ବନ୍ଦ କରି!

  • @maakitchenette
    @maakitchenette Месяц назад

    BJP jaumli ନାଟକ ଅଭିନୟ କରିବା ଜବି ନାହି ନବୀନ ପଟ୍ଟନାୟକ ଅନନ୍ୟା ନବୀନ ଓଡ଼ିଶା ବଞ୍ଚାଅ

  • @rajat5866shorts
    @rajat5866shorts Месяц назад

    Good

  • @sasanksekharaswain9208
    @sasanksekharaswain9208 Месяц назад +3

    ରାମ ରାଜ୍ୟ ପ୍ରତିଷ୍ଠା ହେବ

    • @ManojBhoi-qt1nq
      @ManojBhoi-qt1nq Месяц назад

      ସତରେ କଣ ଆଜ୍ଞା ରାମରାଜ୍ୟ ହବ??
      ହେଲେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକା କିଏ ନବ???🙄

  • @dhirendraparamanik2975
    @dhirendraparamanik2975 Месяц назад

    ସାରେପତରାଜପୁର ୯୫ବର୍ଷ ହେଲା ବନ୍ଧ ବସ୍ତ୍ ହୋଇନାହହିଁ

  • @nabakishoresubudhi2647
    @nabakishoresubudhi2647 Месяц назад +1

    ଭୁବନେଶ୍ୱର ବସ୍ତିବାସିନ୍ଦାଙ୍କୁ ବିଜେଡି ଦେଇଥିବା 150 ରୁ 160 ସ୍କୋୟାର ଫୁଟ ଜାଗାରେ କେତେଜଣ ରହିପାରିବେ ଏବଂ ଦର୍ଶାଯାଇଥିବା ପ୍ଲଟ ନମ୍ବର କାହିଁକି ଇଣ୍ଟାରନେଟରେ ଉପଲବ୍ଧ ହେଉନାହିଁ..... ପ୍ରହେଳିକା ନା ପ୍ରବଞ୍ଚନା..... ବିଜେପି ସରକାର ପାଖରେ ଏ ସବୁର ସମାଧାନର ରାସ୍ତା ଅଛି କି ?

  • @saritamaharana4151
    @saritamaharana4151 29 дней назад

    ଭାରତ ରେ ବି.ଜେ .ପି ଜେତିକି କାମ କରିଛି ଆଜି ପର୍ଯ୍ୟନ୍ତ ଯେତେ ସରକାର ଆସିଛି ସେତିକି କମ କରିନାହାନ୍ତି । ହିରାକୁଦ ଡେମ କେଉ ମୁହୁର୍ତ୍ତ ଭାଙ୍ଗିଯିବ କହି ହେବନି ବି.ଜେଡି 25ବର୍ଷ ଶାସନ ରେ କଣ କରୁଥିଲା ।25ବର୍ଷ ଭିତରେ ବି.ଜେ.ଡି ଦଳ ଲୋକ ମାନେ ଅଜସ୍ର ଅର୍ଥ ଖାଇ ଛନ୍ତି ।

  • @jayjagannatha7486
    @jayjagannatha7486 Месяц назад

    Amamanankar biswas achhi
    Sir nka Upare
    Se jane swaschha o
    Dakshya neta

  • @prasantakumarsahoo8908
    @prasantakumarsahoo8908 Месяц назад +1

    ରାଜ୍ଯପାଳ କଂ ପୁଅ ଜେଲଦଣ୍ଡ କେବେ?

  • @biswanathsitha5142
    @biswanathsitha5142 20 дней назад

    ନବିନ ରେ ତୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ କୁ ଫିଙ୍ଗି ଥିଲୁ, ଏବେ ନିଜେ ଫିଙ୍ଗିହେଲୁ,,,

  • @brajasundarsahoo1590
    @brajasundarsahoo1590 Месяц назад

    ମନ୍ତ୍ରୀ ମହାଶୟ ବୁଦ୍ଧିଆ କାହାଣୀ ଶୁଣେଇଲେ କିନ୍ତୁ ପୋଲାଭରମ୍ କଥା କହିଲେ ନାହିଁ କି ସାମ୍ବାଦିକ ମହାଶୟ ପୁନର୍ବାର ପଚାରିଲେ ନାହିଁ l ତେଣୁ କିଛି ସ୍ପଷ୍ଟ ହେଲା ନାହିଁ l

  • @susantasahoo3457
    @susantasahoo3457 Месяц назад

    Sir... Please arrest everyone who r involved in corruption.. talking in front of media is wasting of time

  • @prafullakumarkhuntia3665
    @prafullakumarkhuntia3665 Месяц назад

    It is expected that BJP govt. will take justified steps for the common man.

  • @nimaicharandeheri9064
    @nimaicharandeheri9064 Месяц назад +1

    congratulations Suresh Ji ସଚ୍ଚୋଟ ମନ୍ତ୍ରୀ ଓଡ଼ିଶା ସରକାର ଙ୍କ

    • @AsitKumarSa
      @AsitKumarSa Месяц назад

      Bakra biro Kamareddy zero😅😅

  • @dhananjayamajhi4162
    @dhananjayamajhi4162 Месяц назад

    ମୋର ପାଖେ ସମଲ୍ପୁରେ। ଅଛେ। ବଲାଙ୍ଗୀର ରେ ମୁ। ଭୂମି ହିନ। ଆଉ। କେତେ ଜ୍ଜନଙ୍କୁ। ଦେବେ। କିଛି ଦିନ ପାଇ। ମୋର। ବାପା ର। ଥାୟେ। ତେବେ। କେତେ ଜଣଙ୍କୁ। ଦେବେ। ପୁଝାରୀ। ସାର୍। ରଙ୍ଗ

  • @bishnuprasadmishra8955
    @bishnuprasadmishra8955 Месяц назад +1

    Nabin babu megha ku dekhi nachanti, mada ku dekhi pianty, nirmalya kn karibe?

  • @nareshdash3796
    @nareshdash3796 Месяц назад

    Watco ହେଲା ସାଧାରଣ ଲୋକଙ୍କ ପାଇଁ ହଜାରେ ଲିଟରକୁ ଛ ଟଙ୍କା ଆଉ ଶିଳ୍ପ ମାନଙ୍କୁ ମାଗଣା । ଆଗରୁ ମାସିକ ଦେଢ ଣହ ଏବେ ହଜାରେ ଟଙ୍କା ।

  • @purnanandabarik1562
    @purnanandabarik1562 Месяц назад +3

    ଖ୍ରୀଷ୍ଟିଆନମାନେ ହିନ୍ଦୁ ଦେବାଦେବୀଙ୍କ ପ୍ରସାଦ ଖାଆନ୍ତି ନାହିଁ

  • @damodardas2829
    @damodardas2829 28 дней назад +1

    24 ବର୍ଷ କୁଶାସନ ପରେ ବିଜେପିକୁ ଆଣି ବହୁତ ଭୁଲ କରିଛୁ ସୁରେଶ ପୂଜାରୀ କହୁଛନ୍ତି ନବୀନ ବାବୁ ନିର୍ମାଲ୍ୟ ଫିଙ୍ଗି ଦେଲେ, ସେତେବେଳେ କାହିଁକି କହିନଥିଲେ

  • @sanjayanaik-n9s
    @sanjayanaik-n9s 23 дня назад

    ଜଙ୍ଗଲ ଜମି ଦେଇ ସବୁ ସାରି ଦେବେ କି ସରକାର ଜମି

  • @parsuramsahoo7509
    @parsuramsahoo7509 15 дней назад

    ମିଛୁଆ ଟା ଆତମ୍ ଗର୍ବି ଲୋକଟା ପିମ୍ପୁଡ଼ି ରେ ପକ୍ଷୀ ଲାଗିଛି ।ଉଡ଼ି ପାରିବ ।ରାଜ୍ୟ ପାଲ ପୁଅ ଆସିଲେ ପକ୍ଷୀ ଛେଣ୍ଡେଇ ଫିଞ୍ଜିଦେବ। 😂😂😂😂😂😂😂

  • @subhrajitmech
    @subhrajitmech 29 дней назад

    Law minister, when governor's son will be arrested??

  • @gopabandhubehera453
    @gopabandhubehera453 Месяц назад

    ଏଶଳା,ଶୁରେସ ପୁଜାରି କୁ ଲାଜନାହିଁ,ଏ,ମାଆଗିହା,ଓଆର,କୁ,ଲାଜନାହିଁ,ବିଜେପି,ନେତାଙ୍କ ଠାରୁ ବିଜେପିର ସାମ୍ବାଦିକ ସାକ୍ଷାତକାର ନଉଛି,ଏମାନଙ୍କ ଠାରୁ,କଣ,ଆଷାକରିବା

  • @user-ne6ty5xs6o
    @user-ne6ty5xs6o Месяц назад

    Ahipari sashaka chalisibarsa
    .agarudarkar thila ,dhanyabada

  • @pradeepkumardas5784
    @pradeepkumardas5784 Месяц назад

    Sri nijaku ete sachot boli kuhatunahi. Public jadi kahibe taha hele apana sachot hebe.