ଶ୍ରୀମନ୍ଦିରରେ ରହିଛି କି ଗୁପ୍ତ ରତ୍ନଭଣ୍ଡାର ? |Exclusive Interview With Law Min Prithviraj Harichandan|OR

Поделиться
HTML-код
  • Опубликовано: 18 сен 2024
  • ଶ୍ରୀମନ୍ଦିରରେ ରହିଛି କି ଗୁପ୍ତ ରତ୍ନଭଣ୍ଡାର ? ରତ୍ନଭଣ୍ଡାରରେ ଅଛି ଗୁପ୍ତ ସୁଡ଼ଙ୍ଗ ? ଆଇନ ମନ୍ତ୍ରୀ କହିଲେ, ଥାଇପାରେ ଗୁପ୍ତ ରତ୍ନଭଣ୍ଡାର ଆମେ କରିବୁ ଜିପିଆର ସର୍ଭେ । ଜିପିଆର ସର୍ଭେ ପାଇଁ ଏସଆଇଇକୁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନଭଣ୍ଡାରର ଗଣତି ମଣତି ପରେ ଅଳଙ୍କାର କଥା ସାର୍ବଜନୀନ କରାଯିବ କି ? ରଘୁବର ଦାସ କମିଶନ ରିପୋର୍ଟ, ସରକାର ଗୃହରେ ଉପସ୍ଥାପନ କରିବେ କି ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିନ୍ଦନ । Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #ExclusiveInterview #RatnaBhandar #SecretRatnaBhandar #ASI #Puri #PrabhuJaganath #LawMinister #PrithvirajHarichandan #BJPGovernment #OdishaSarkara #Exclusive_Interview_With_Law_Minister

Комментарии • 60