Taratarini Temple || Taratarini Mandira 🛕 2022 Vlog

Поделиться
HTML-код
  • Опубликовано: 21 сен 2024
  • Taratarini Temple || Taratarini Mandira🛕2022Vlog #Taratarini #taratarinitemple #travelodisha
    Your queries,
    devi mandira.
    taratarini mandira.
    Ganjam famous devi temple.
    ganjam prasidha devi mandira.
    Latest view of taratarini temple.

Комментарии • 14

  • @debasishbishoyi4824
    @debasishbishoyi4824 Год назад +1

    Jay maa tara tarini 🙏🙏🌺🌺

  • @mithungouda9278
    @mithungouda9278 Год назад +1

    Amazing information... All the best... 👍

  • @saigaming1925
    @saigaming1925 Год назад +1

    Such a nyc palce 🤩🤩

  • @raiderdineshvlogs6442
    @raiderdineshvlogs6442 Год назад +1

    Nice good job

  • @mikunkumarhotta5625
    @mikunkumarhotta5625 Год назад +1

    Wow kete Beautiful Place

  • @kameswarYouTubeExpress
    @kameswarYouTubeExpress Год назад

    Jay maa Taratarini 🥰🎉

  • @swarupkumardas5192
    @swarupkumardas5192 Год назад +1

    Nice

  • @Kalinga-Live
    @Kalinga-Live Год назад +1

    Jay Maa 🙏🙏

  • @RPTripathy
    @RPTripathy Год назад

    Nice..but include a little bit of history for others who are new to this place.
    Jay Adi Shakti Maa Tara Tarini 🙏🙏

  • @RPTripathy
    @RPTripathy Год назад

    ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ ।
    ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ମାନସିକ ପୁର୍ଣ କରୁଥିବା ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା'ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି ।
    ଏହା ସ୍ତନପୀଠ ହୋଇଥିବାରୁ ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ। ଏହି ପୀଠ ଶାବରୀ, ବୈଦିକ, ବୌଦ୍ଧ, ବୈଷ୍ଣବୀ, ପରମ ତନ୍ତ୍ର ଓ ଶକ୍ତିପୀଠ ଭାବରେ ପ୍ରସିଦ୍ଧି ଲାଭ କରିଛି ।
    ମା' ତାରାତାରିଣୀଙ୍କ ପୀଠ ପଞ୍ଚ ଦେବତା ଉପାସନାର ଏହା ପ୍ରମୁଖ ପିଠ।
    ପ୍ରାଚୀନ କଳିଙ୍ଗ ରାଜ୍ୟର ମା' ଇଷ୍ଟଦେବୀ। ନୌବାଣିଜ୍ୟ ପରମ୍ପରା ଓ ସାଧବ ମାନଙ୍କ ମା' ତାରାତାରିଣୀ ଇଷ୍ଟଦେବୀ। ପୀଠ ନିକଟରେ ଥିବା ବିଶ୍ୱର ପ୍ରାଚୀନ ଓ ସୁବିଶାଳ ବନ୍ଦରରୁ ତେଣୁ ଅନୁଷ୍ଠାନ ଓ ପୂଜାର୍ଚନା ସହ ଆରମ୍ଭ ହେଉଥିଲା ବିଦେଶକୁ ବାଣିଜ୍ୟ ୟାତ୍ରା।
    ୯୯୯ ପାହାଚ ନୌବାଣିଜ୍ୟ ପରମ୍ପରାର ପ୍ରତୀକ । ଜାଭା-ସୁମାତ୍ରାରୁ ଫେରୁଥିବା ଚେଟି ରାମେୟା ନାମକ ସାଧବର ସମୁଦ୍ର ମଧ୍ୟରେ ଜୀବନ ବଂଚାଇ ଥିବାରୁ ମା'ଙ୍କ ପାଇଁ ସେ ନିର୍ମାଣ କରିଥିଲା ଏହି ୯୯୯ ପଥର ପାହାଚ।
    ବୌଦ୍ଧ ଧର୍ମର ଦେବୀ 'ତାରା'ଙ୍କ ଏହା ଉତ୍ପତ୍ତି ସ୍ଥାନ। ମା' ତାରାତାରିଣୀ ପୀଠରେ ଏକ ବୁଦ୍ଧ ମୂର୍ତ୍ତି ପୂଜା ପାଉ ଥିବାବେଳେ ମା' ତାରାତାରିଣୀଙ୍କ ମନ୍ତ୍ର, ତନ୍ତ୍ର ଓ ପୂଜା ପଦ୍ଧତ୍ତି ସାମାନ୍ୟ ପରିବର୍ତନ ସହ 'ବୌଦ୍ଧ ତାରା'ଙ୍କ ଅର୍ଚନା ପାଇଁ ବ୍ୟବହାର ହେଉଛି।
    Jay Maa Tara Tarini🙏🙏

  • @kameswarYouTubeExpress
    @kameswarYouTubeExpress Год назад

    Aldry flyover bridge manjuri haichi but tender late heuchi

  • @saigaming1925
    @saigaming1925 Год назад

    Ta lover ra na lhekilu ki nahi re 😜😜😜