ଶିକ୍ଷକଙ୍କୁ ଲୁହା ଛଡ଼ରେ ପିଟିଲେ ପ୍ରଧାନ ଶିକ୍ଷୟତ୍ରୀ...ସ୍କୁଲକୁ ତାଲା ପକାଇଲେ ଛାତ୍ରଛାତ୍ରୀ || BADAKHABAR TV

Поделиться
HTML-код
  • Опубликовано: 26 ноя 2024

Комментарии • 30

  • @anantamajhi4667
    @anantamajhi4667 3 дня назад +5

    ସହକର୍ମୀଙ୍କୁ ଯଦି ଏପରି ନିର୍ଯ୍ୟାତନା ଦେଉଛନ୍ତି, ତେବେ ପିଲାମାନଙ୍କୁ କି ଶିକ୍ଷା ଦେଉଥିବେ ।ପାଗେଳି ଶିକ୍ଷୟିତ୍ରୀ ଟା ,ୟାକୁ ରାଞ୍ଚି ପାଗଳ ଖାନାକୁ ନିଆଯାଉ।

  • @Prasad.4678
    @Prasad.4678 4 дня назад +1

    ଶିକ୍ଷୟିତ୍ରୀ ଜଣକ ଶିକ୍ଷକଙ୍କୁ ଲୁହା ଛଡରେ ମାଡ଼ ଦେଲେ ଏବେ ଶିକ୍ଷୟିତ୍ରୀ ଜଣକ ଅନ୍ୟ case ରେ ଫସେଇବ ଆଉ ବି କିଛି କହିବେ ଦେଖ ।

  • @FAKIRJENA-du2zs
    @FAKIRJENA-du2zs 4 дня назад +3

    ସେ ବୁଢୀ ଖୁବ୍ ଶୀଘ୍ର ଧରା ହେବ ଓ ତାକୁ ଧରି ଜେରା ପରେ ଆକ୍ସନ ନେବେ ପ୍ରଶାସନ

  • @Learnenglishwithbikhyat
    @Learnenglishwithbikhyat 2 дня назад

    ଶିକ୍ଷୟତ୍ରୀ ମାନେ ଭାରି ଉତ୍ପାତ ହେଲେଣି। ଏଣିକି ଆଉ ଶିକ୍ଷକ ମାନେ ସହନ୍ତୁ ନାହିଁ। ସିଧା କେଶ କରନ୍ତୁ। ଆବଶ୍ୟକ ପଡିଲେ ଲେଡିଜ ବୋଲି ଯଦି ମିଛ କେଶ ଦେଉଛନ୍ତି ପଳିଗ୍ରଫ ଟେଷ୍ଟ ପାଇଁ ଆବେଦନ କରନ୍ତୁ। ପ୍ରବଳ ମାଡ଼ ଦରକାର୍ ଏଭଳି ଶିକ୍ଷୟିତ୍ରୀ ଙ୍କୁ। ଆଉ କେତେକ ସ୍କୁଲ ରେ ପରିଚାଳନା କମିଟି ର କିଛି ଲୋକ ଙ୍କୁ ହାତ କରି ଗୋଳମାଳ କରୁଛନ୍ତି। ସମସ୍ତ ନିୟମ ଜାଣନ୍ତୁ ଆଉ କେଶ କରନ୍ତୁ। ଆବଶ୍ୟକ ହେଲେ ପୁରୁଷ କମିଶନ ର ସାହାଯ୍ୟ ନିଅନ୍ତୁ

  • @JogeswarMajhi-lt7hj
    @JogeswarMajhi-lt7hj 4 дня назад +2

    ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ବହିସ୍କାର କରାଯାଉ

    • @rabindrasai6334
      @rabindrasai6334 18 часов назад

      ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବହିଷ୍କାର କରାଯାଉ, ନହିଲେ ଆନ୍ଦୋଳନ ହେବ

  • @kamaleshmoharana8868
    @kamaleshmoharana8868 4 дня назад +5

    ଅତ୍ୟନ୍ତ ଲଜ୍ୟା ଜନକ କଥା ବିଭାଗୀୟ ଉଚ୍ଚ ପଦାଧିକାରୀ କରୁ ଛନ୍ତି କଣ, ଏମାନେ ପାଠ ସାଠ ଶାଳୀନତା ନଜାଣି ଏଭଳି ବହୁତ ସ୍ତ୍ରୀ ଲୋକ କେବଳ ପଇସା ଗଣ୍ଡିକ ପାଉ ଥିବାରୁ ଅନେକ ସ୍ଥାନ ରେ ଦେଖିବାକୁ ମିଳୁଚି ଏଭଳି, ଏମାନଙ୍କ ପାଇଁ କିଛି ନୀତି ନିୟମ ଚେଞ୍ଜ କରାଯାଉ, ଆଗ BEO DEO ଙ୍କୁ ହେଡମାଷ୍ଟ୍ର କରିଦିଅନ୍ତୁ, ଏଗୁଡ଼ାଙ୍କୁ ଅନ୍ୟ ଡିପାର୍ଟମେଣ୍ଟ ରେ ପିଅନ କରି ପଠାଇ ନୂଆ ପିଲାଙ୍କୁ 20, 000ଟଙ୍କା ରେ ଶିକ୍ଷା ଦାନ କରାଗଲେ, ଏ ସମସ୍ୟା ଓଡିଶା ରୁ ସୁଧୁରିବ, ପିମ୍ପୁଡି ରୂଖା ରେ ଚଢିଲେ ଭlବେ ପୃଥିବୀ ଉପରେ ବୋଲି

  • @amarendrapatra1249
    @amarendrapatra1249 4 дня назад +1

    ମାନସିକ ବିକାର ଗ୍ରସ୍ଥ ଲୋକଙ୍କୁ ବାହାର କରାଯାଉ

  • @TankadharBhatra-fz7jb
    @TankadharBhatra-fz7jb 2 дня назад

    Amity bohut sikhayatri achanti jehumaneki uchajatira atanti jai sambidhan . Amananaku turanta bohiskar karajau.

  • @anantanaik549
    @anantanaik549 4 дня назад +1

    Dismis kara

  • @Dillipkumar-wz7vk
    @Dillipkumar-wz7vk 4 дня назад +1

    Turant Suspension korajau

  • @LaxmidharKandi-r7r
    @LaxmidharKandi-r7r 2 дня назад

    Kemiti pinpudi rukha uparaku uthile hati tike ucha pahada uparaku gale hati ku bahut chhota akhi agare udaharana

  • @ashoksahoo4152
    @ashoksahoo4152 4 дня назад

    School na Kana , dekhantu

  • @a.k.jotiva2770
    @a.k.jotiva2770 4 дня назад +1

    emiti manasikata thiba teacher manaknu chakiri ru bahiskar karajiba darkareeMane ama teacher samaja pai kalanka

  • @jubarajmajhi6733
    @jubarajmajhi6733 4 дня назад

    Are arrest Kara urisia lady ku

  • @sarojkumarmohanty6139
    @sarojkumarmohanty6139 4 дня назад +1

    Apanmane kan pangu ,jane aka apanmananku pituchi ,apanmane samaste missi taku badao ,se thik rasta ku asijiba ,

  • @LovelyCrosswordPuzzle-on7ke
    @LovelyCrosswordPuzzle-on7ke 4 дня назад

    E mananku bahar kara jauu, odisha re anek bekar pila a6nti, semanku sujag dia jau

  • @rajdash9942
    @rajdash9942 4 дня назад

    Bhaimane e khabaraku kehi biswas na karibaku anurodh. Mun bhabuchhi nimna likhit karana jogun e ghatanamana ghatithaipaare.
    1- CL. JOGUN HOITHAIPAARE KINTU BARSHARA SESA MASA RE JADI BIDYALAYARE ADHADHIK CL NEBAA PAAIN DABI KARANTI TEBE BIDYALAYA TI SEDINA KIPARI CHALIB KEHI SE KATHA BHABI CHHANTI KI?NA BHABI NAHANTI KAHIN KI NAA HM SEDINATI CHALAI DEBE. HELE JADI ADHIKA PILA THIBE HM SETHI KN KARIBE? BARAM SE Bhagaban NKU DAKIBE EBM MUNDA BINDHARA KARAN HEBE.
    ASST. TR MANE BHABIBA UCHIT AME ATE SANKHYARE CL NELE SKUL CHALIBA KIPARI IE BISAYARE TR. MAANE BHABANTI NAHIN.
    TENU HM O TR. MANANKA MADHYARE BACHASA HOITHAE. KINTU MADA GODI NA THAE.
    E VIDEO RE JAHA DIA JAICHHI SAMPURN KAPOLA KALPIT HOITHAIPAARE.
    AAU GOTIE KATHA BHABANTU JADI HM LUHA RAD RE PITILE LOLA BASICHHI NAA NAAHIN. LJADI LOLA BASINI E VIDEO TI SAMPURN MICHHA HOI THAIPAARE.
    DEHAKU NA NEBA PAAIN ANURDH.

  • @dumarbhatra7910
    @dumarbhatra7910 4 дня назад

    Kauti

  • @KshirodraBhue-x8e
    @KshirodraBhue-x8e 4 дня назад

    Shikshatri ki rakshashi

  • @shyamsundarhansdah1219
    @shyamsundarhansdah1219 4 дня назад

    E teacher gudaka thik se training neinahanti. Training bele esabu problem alachana karajae.