News Fuse 19 NOV 2024 | ବ୍ୟବହାର କେମିତି ହେବା ଦରକାର ? | ଫ୍ୟୁଜ୍ Views

Поделиться
HTML-код
  • Опубликовано: 17 дек 2024

Комментарии • 39

  • @BikashkumarPradhan-k3i
    @BikashkumarPradhan-k3i 27 дней назад +9

    ଯାହା ହେଉ ବସ୍ ରେ CC TV ଲାଗିଲେ ଯାହା ଫ୍ୟୁଜ୍ ବାହାରିବ ତାହା OTV ନ୍ୟୁଜ୍ ଫ୍ୟୁଜ୍ ରେ ବାହାରିବ ନାରଣ ଜୟ ଜଗନ୍ନାଥ 🙏♥️

  • @soumyaranjanbarik4734
    @soumyaranjanbarik4734 27 дней назад +4

    ଏହା ହେଉଚି ବିଶ୍ୱର ପ୍ରଥମ ସ୍ୱଂୟଚାଳିତ ପାଠ୍ୟପୁସ୍ତକ ମୁଦ୍ରଣାଳୟ. କାରଣ ସେ ଭିତରେ ଯେଉଁ ଅରମ୍ୟ ବଣ ହୋଇଚି ସେଥିରୁ କାଗଜ ତିଆରି ହୋଇ ଛପାଯାଇପାରିବ. ରାଜ୍ୟସରକାର ଏ ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ🙏🙏🙏🙏🙏

  • @Purnachandra-f8t
    @Purnachandra-f8t 21 день назад +2

    ଭଲ ଲାଗିଲା 👍👍👍👍🙏🙏🙏

  • @jagannathmaharana1414
    @jagannathmaharana1414 28 дней назад +11

    ଓଡ଼ିଶାର ଶିକ୍ଷାନୀତି ଯେ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇନାହିଁ ବା ସର୍ବଭାରତୀୟ ସ୍ତରରେ ଗୋଟିଏ ଶିକ୍ଷାନୀତି ପ୍ରବର୍ତ୍ତନ ହୋଇନାହିଁ ସରକାରୀ ଶିକ୍ଷାନୁଷ୍ଠାନ (ପାଠ୍ୟପୁସ୍ତକ ମୁଦ୍ରଣ) ମାନଙ୍କ ର ଏଭଳି ଦୁରାବସ୍ତା ଲାଗିରହିବ କାରଣ ସରକାର ବାହାଦୂର ଶିକ୍ଷା ର ବ୍ୟବସାୟୀକରଣ କରି କିଛି ଧଳା ହାତୀଙ୍କୁ ବିକଶିତ କରିବା ସଙ୍ଗେ ସଙ୍ଗେ ପଛ ଦ୍ବାରରେ ବେଶ ଦି ପଇସା ରୋଜଗାର କରିଥାନ୍ତି। ଉଚ୍ଚ ବିଦ୍ୟାଳୟ ଗୁଡିକ ରୁ ବୈଷୟିକ ବିଷୟ କୁ ଉଛେଦ କରି ବେସରକାରୀ କଲେଜ ର ଫିତା କଟା ରେ ଯୋଗ ଦେବାରେ ଆମ ନେତା ମାନଙ୍କୁ ଯୋଉ ଆନନ୍ଦ ମିଳେ ତାହା ଆମ ଭଳି ଛତରଖିଆ ଙ୍କ ମଗଜ ରେ ଓଡିଆ ଅସ୍ମିତା କୁ ଭଲପାଇ ଭୋଟ ଦେଲାଭଳି ଲାଗେ।ନାରଣ ସତ କହିଲୁ ସତରେ କଣ ଏ ଜାତି ଏବେ ବି ବଞ୍ଚିଛି ?????

  • @krishnanaikbrothers6459
    @krishnanaikbrothers6459 23 дня назад +1

    My favorite news fews sir Jay Jagannath 🙏

  • @143Susanta
    @143Susanta 25 дней назад

    ଏଇ ଗେଟରେ ଏତେ ଯଖମ ହେଇଛି ଯେ ଯେତେ ମଲମ ଦେଲେବି ସେ ଆଉ ହବନି ମାନେ ଭଲ ହବନି ସବୁ ସରକାରୀ ଵେବସ୍ତା ଏମିତିକା ମାନେ ସବୁ ଅପ ଵେବସ୍ତା ସରକାରଙ୍କର ବହୁତ ଖର୍ଚ୍ଚ ହେଲେ ଵେବସ୍ତା ଶୂନ

  • @143Susanta
    @143Susanta 25 дней назад

    ହଇଓ ନାରଣ ତମେ ଫଳକ ପାଖରେ ଅଟକି ଯାଇଛକି ସେ ସବୁ ବହୁତ ଦୂରରେ ଲଗିଆ ହେଇଛି ଲୋକେ ଜାଣି ପାରିବେନି ବୋଲି ଫଳକ ଏଠି ଅଛି 🙏🏿🙏🏿🙏🏿

  • @143Susanta
    @143Susanta 25 дней назад

    ଭାଇ ସବୁଠୁ ସତ କଥା କହିଲେ ବସ୍ ଷ୍ଟାଫ କେବେବି ନାଲି ପାଣି ପିଅନ୍ତି ନାହିଁ କେବେଳ ରାତିରେ ଟିକେ ମାରିଦିଅନ୍ତି ଗାଡି ରାଖି 🤣😂🤣 ହେଲେ ଏତେ ଆକ୍ସିଡେଣ୍ଟ କଣ ପାଇଁ ହଉଛି ମୁଁ ବୁଝି ପାରୁନି 😆😆😆

  • @SipuBehera-f2y
    @SipuBehera-f2y 28 дней назад +2

    Naran babu nka sabu fews episode must nice 🎉🎉❤❤❤

  • @143Susanta
    @143Susanta 25 дней назад

    ଭାଇ ପୁରା ଠିକ କହିଲେ 🤣😂🤣 ନନା ଆମର ଶ୍ରେଷ୍ଠ ସେଥିପାଇଁ ସିଏ ସମସ୍ତଙ୍କଠୁଁ ନିଅନ୍ତି କେବେବି କାହାକୁ ଦିଅନ୍ତି ନାହିଁ 🤣😂🤣 ଏଇ ନନାଙ୍କୁ ଟିକେ ଅଲଗା ଆୱାର୍ଡ ମିଳିବା କଥା 🤣😂🤣

  • @soumyaranjanbarik4734
    @soumyaranjanbarik4734 27 дней назад

    ବାବା ଆମର ସବୁ ବସ୍ କର୍ମଚାରୀ ଙ୍କ ଜାତକ ଧରିବସିଛନ୍ତି

  • @Annu72830
    @Annu72830 16 дней назад

    Ok sarba prathame ame nija nija bhitare samannaya rakhiba darkar

  • @BaiaBaba-x6m
    @BaiaBaba-x6m 27 дней назад

    ସାତପଡ଼ା, ସାଲେପୁର, କଟକ, କେନ୍ଦ୍ରିୟ ଖଦିଉଦ୍ୟଗ ଅଚଳ ସୁତା ମିଲି କୁ କଟ୍ ପିସ୍ କେବୁଲ୍ BPL କେବୁଲ୍ କାଟି ଜମ୍ପର ବାନ୍ଧି ବିନା ତାରଖୁଣ୍ଟ ଟ୍ରାନ୍ସଫରମର ରେ କରେଣ୍ଟ ଦେଇ ନନ୍ଦ ବା କଂକ୍ରିଟ କଂପାନୀ ଚଳାଇଛନ୍ତି, ବାହାର ଦେଶ ମିଆଁ ମାନଙ୍କୁ ରଖି,ଏକମାସ ହେଲାଣି,ନିୟୁଜ ଫିୟୁଜ ରେ ଦେଖାଉ ନାହାନ୍ତି,ଅନ୍ୟ ସବୁ ଦେଖଉ ଛନ୍ତି, ଓଟିଭି ସାମ୍ବାଦିକ ମନୋଜ ଆଚାର୍ଯ୍ୟ ମାସକୁ କେତେ ଟଙ୍କା ଆଦାୟ କରି ପଠାଉ ଛନ୍ତି ଆରଥରକୁ କହିବେ, ଓଡ଼ିଶା ବାସୀ ଜାଣିବେ,

  • @NimualBagh-bt5ch
    @NimualBagh-bt5ch 26 дней назад

    ବାବୁରେ ଏଇଟା ପରା dubble enjine ସରକାର

  • @cuty_mama9801
    @cuty_mama9801 27 дней назад

    ଜୟଶ୍ରୀ ରାମ ପାପିକୁ ବିନାଶ କର

  • @Sasmitaratha-v6j
    @Sasmitaratha-v6j 27 дней назад

    ଏ ପ୍ରେଷେକୁ ଶଵୁ ଅଭୟାରଣ କରାଜାଉ

  • @BaiaBaba-x6m
    @BaiaBaba-x6m 27 дней назад

    ସାଲେପୁର ରୁ ଷ୍ଟାଡିୟମ କୁ ଚାଲୁ ଥିବା ମୋବସ୍ କଣ୍ଡକ୍ଟର ପୁରୁଷ, ମହିଳା,୫କିଲୋମିଟରୁ୧୦କି,ମି ପ୍ରଯ୍ୟନ୍ତ ୧୦ଟଙ୍କାଲେଖାନେଉଛନ୍ତି, ସୋସିଆଲ ମିଡିଆରେ ଛଡା ଯାଉଛି ଟିକେଟ ସହ ସାମ୍ବାଦିକ ମାନେ ଏଇ ମିଡିଆରେ ଅଛନ୍ତି, କ'ଣ ପାଇଁ ନିୟୁଜ ଫିୟୁଜ ରେ ଦେଖାଉ ନାହାନ୍ତି,

  • @prasantapattanaik862
    @prasantapattanaik862 27 дней назад

    ସେ କଣ୍ଡକ୍ଟର ନୁହେଁ,ଆଉ ଜଣେ ବସ୍ କଣ୍ଡକ୍ଟର।

  • @AshokpradhanAshok-l4m
    @AshokpradhanAshok-l4m 24 дня назад

    ଏଥର ଡ ବଲଇଜିନା କାଗଜ ବାହାରିବ

  • @BijaykumarSahoo-mx5tc
    @BijaykumarSahoo-mx5tc 27 дней назад

    ନାରଣ ଭାଇ କିନ୍ନର ଛକାଟାକୁ କାହିଁକି ଦିଦି କହୁଛନ୍ତି ଆଖି ଖରାପ ଅଛି କି

  • @BikashDas-y9v
    @BikashDas-y9v 28 дней назад +1

    ମୋର ହାବୁଡ଼ରେ ଏମିତି ପଡିବେ ବସ୍ ବାଲା ମରିବୀ ପଛେ ଆଙ୍କୁ ଭଲକି ନାମ ଦେବୀ 😂

  • @bijaykumar5730
    @bijaykumar5730 27 дней назад

    Good sir

  • @prasantapattanaik862
    @prasantapattanaik862 28 дней назад

    ସତ୍ କଥା ସବୁ କଣ୍ଡକ୍ଟର ସମାନ ନୁହନ୍ତି। ମୁଁ ଥରେ ଵସ୍ ରେ ଯାଉଥିଲି ମୋ ନାତି ସହିତ।ତା ବୟସ ପାଞ୍ଚ ବର୍ଷ। ଗଲାବେଳେ ପୁରା ଟିକଟ ନେଲେ। କିନ୍ତୁ ଫେରିଲା ବେଳକୁ ସେ କଣ୍ଡକ୍ଟର ମହାଶୟ ତାର ପଇସା ନେଲେ ନାହିଁ। ଭାବନ୍ତୁ।

  • @babaram2781
    @babaram2781 27 дней назад +1

    🎉🎉❤😮

  • @ranjitsatapathy5951
    @ranjitsatapathy5951 28 дней назад

    One man one tree, but printing press is so lucky to have no man forest trees

  • @RinkiMahakul-jp5zr
    @RinkiMahakul-jp5zr 27 дней назад

    Very good very good thanks

  • @Manas_panigrahi
    @Manas_panigrahi 28 дней назад

    100/99% odia bus karmchari tautar micha kahi gadi bhitaraku tani nabe kintu basiba pai jaga na thiba mu maharashtra ru odisha jauchi 1 year re 2 time kintu maharashtra bus re jemiti safe feel karuchi odisha re semiti nuhe...

  • @BasantaMajhi-bu6gt
    @BasantaMajhi-bu6gt 28 дней назад

    Odisha sarakara jangala badhai gariba. Adibasi nku jangala re bulai murkha ta badhauchhanti kahin ki na sarakari jojana bhalabhaba re pahanchi paruni dunia kete aga ku galani jangali manejani nhanti

  • @BikashDas-y9v
    @BikashDas-y9v 28 дней назад

    ମୋ ବସ୍ ଘରୋଇ ବସ୍ ଠାରୁ ଅଧିକ ନଊଛନ୍ତି ଜଦି କହିବେ ପ୍ରମାଣ ସହ ଦେଖେଇ ଦେବୀ

  • @soumyasahu2590
    @soumyasahu2590 26 дней назад

    Driver helper besi ranga dekhuchanti 🌎😡

  • @anupkumarmohanta6539
    @anupkumarmohanta6539 28 дней назад +1

    Like for 👍👍
    Bali yatra bula buli 👍👍

  • @gangotridassahu9308
    @gangotridassahu9308 27 дней назад

    CCTV camera lagai ki bhi ki hi labho nahi darkar bala band miluchi😡😡😡😡

  • @Manas_panigrahi
    @Manas_panigrahi 28 дней назад

    Press ra gate dekhiba pare mote jaha laguchi aeta ku rajib gandhi subha udghatana kari thile bodhe...

  • @manoranjanbehera6224
    @manoranjanbehera6224 16 дней назад

    QcB

  • @DstsyNabuna
    @DstsyNabuna 28 дней назад

    Bhai apanank patitu kebala narana kete khaicha kiii

  • @prabirsbiology8220
    @prabirsbiology8220 27 дней назад

    OTV wala drone use karantu avali chhapa kala pani

  • @RoselineNayak-t3w
    @RoselineNayak-t3w 27 дней назад

    Press to government ra tenu sarakar mall driya me dall .semane Jo Paisa re building banauchanti taha amari paisa.kintu sei Paisa ku thik re binijog heuni