Maa Kaalijai ମା କାଳୀଜାଈ | Odia Gitinatya ଓଡ଼ିଆ ଗୀତିନାଟ୍ୟ | JE Cassette Company

Поделиться
HTML-код
  • Опубликовано: 4 фев 2025

Комментарии •

  • @AkshayakumarManahira-im7xn
    @AkshayakumarManahira-im7xn Год назад

    Bahuta khojiki paunathili Aji miligala thanks JE company

  • @mr.kaalicharandas3312
    @mr.kaalicharandas3312 5 лет назад +6

    ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ
    ଏହି ଗୀତିନାଟ୍ୟ ଟିକୁ ଆପଣ ମାନେ ଅପଲୋଡ଼ କରିଥିବା ରୁ,,,
    ଯାହାକୁ ମୁଁ ଆଜିକୁ ପ୍ରାୟ ପାଞ୍ଚ, ଛଅ ବର୍ଷ ହେଲା ଖୋଜି ଆସୁଛି,,,,
    ମୋ ପିଲା ଦିନ ର ମୋ ମନ ପସନ୍ଦ ର ଗୀତିନାଟ୍ୟ ମା କାଳିଜାଈ,,,
    ଅତି ଭକ୍ତି ମନଲୋଭା ସଙ୍ଗୀତ ଓ ଭାଷା ଏବଂ ବାଦ୍ୟ ଚାଳନା,,, ମୋ ମନ କୁ ବହୁତ୍ ଛୁଇଁଛି,,,
    ଜୟ ମା,,, ଜୟ ହଉ,,, ଜୟ ମା କାଳିଜାଇ 🙏

  • @RanajitSahoo
    @RanajitSahoo 3 года назад +1

    ପିଲାଦିନେ ଏ ନାଟକକୁ କ୍ୟାସେଟ ରେ ଶୁଣୁଥିଲୁ ଏତେ ବର୍ଷ ପରେ ପାଇଲି ଧନ୍ୟବାଦ

  • @nepalmeher774
    @nepalmeher774 4 года назад +3

    ଧନ୍ୟବାଦ ଆପଣଙ୍କୁ ବହୁ ଦିନରୁ ଶୁଣି ନଥିଲି ଏହି ଗିତିନାଟୟ କିନ୍ତୁ ଜେଇ କମ୍ପାନୀ ପ୍ରସ୍ତୁତ କିଚକ ବଧ ପ୍ରସ୍ତୁତ ପାଇଁ ଅନୁରୋଧ

  • @binodkumarnayak5287
    @binodkumarnayak5287 9 месяцев назад

    Jai maa kalijai

  • @santoshmaharana2207
    @santoshmaharana2207 Год назад

    Best Audio..

  • @narayansahu8349
    @narayansahu8349 5 лет назад +4

    ମୁଁ ଏହି ଗୀତିନାଟ୍ୟ ଟି ବହୁତ ଦିନ ହେଲା ଖୋଜୁଥୁଲି। କାରଣ ମୁଁ ଯେତେବେଳେ ଛୋଟ ଥିଲି ଏହି ଗୀତିନାଟ୍ୟ ଟି ମୋତେ ବହୁତ ପ୍ରଭାବିତ କରୁଥୁଲା । ମୁଁ ଏହାକୁ ବାରମ୍ବାର ଶୁଣିବାର । କିନ୍ତୁ ଆଜି ପୁଣିଥରେ RUclips ମାଧ୍ୟମରେ JE CASSETTE COMPANY ଆମକୁ ଭେଟି ଦେଈଛନ୍ତି ।
    ଧନ୍ୟବାଦ JE CASSETTE COMPANY .

  • @santoshmaharana2207
    @santoshmaharana2207 Год назад

    ଜୟ ମା କାଳିଜାଇ 😂

  • @ghanasyamdas2810
    @ghanasyamdas2810 2 года назад

    Jay maa Kali jai

  • @sushreesangeetamohapatra7573
    @sushreesangeetamohapatra7573 2 года назад

    Sabu gitinatya badhia laguchi sunibaku.

  • @laxmanpatra7480
    @laxmanpatra7480 4 года назад +1

    Thank you for your story one more broo

  • @lilupradhan5459
    @lilupradhan5459 4 года назад +1

    Maa kalijay beauty full natak je music

  • @vikaripradhan9309
    @vikaripradhan9309 5 лет назад +2

    Premika Hala Jogi

  • @subhasissahoo6813
    @subhasissahoo6813 4 года назад +1

    Pro choice

  • @sudhakarsethi1562
    @sudhakarsethi1562 4 года назад +2

    Beautiful girl

  • @User_2360.
    @User_2360. Год назад

    ପିଲାଦିନେ, ବେଳେବେଳେ ମୋ ବାପା, ଆମ ଟେପ୍ ରେକର୍ଡର ରେ, ରାତି ୯ଟା କି ସାଢେ ୯ଟା ରେ ଏ ଗୀତିନାଟ୍ୟ ବଜାନ୍ତି। ଏହାର ପ୍ରତିଟି dialogue ଶୁଣିଲେ ଲୋମ ଟାଙ୍କୁରି ଉଠୁଥିଲା। ନାଟକ ଶେଷରେ, ବାପା, ବୋଉ ଆଉ ମୋ ଆଖିରେ ଲୁହ ଭରି ଯାଇଥାଏ। ବାପା ବୋଉକୁ ଚାହିଁ, ଲୁହ ଭରା ଆଖି ରେ କୁହନ୍ତି, ମୋ ଝିଅ ଶାଶୁ ଘରକୁ ଗଲେ, ମୁଁ କେମିତି ସହିବି?.... ଆଉ ସେ ଟେପ୍ ରେକର୍ଡର୍ ନାହିଁ, କି ଆଉ ସେ ରିଲ୍ ଭରା କ୍ଯାସେଟ୍ ନାହିଁ।... ଅନେକ ଦିନ ହେଲା, କାଳିଯାଇ ନାଟକ ପାଇଁ, ଏ ଗୀତିନାଟ୍ୟ କୁ ବହୁତ୍ ଖୋଜିଛି। RUclips ରେ ତ available ନଥିଲା, କେତେ ଚେଷ୍ଟା କରିଛି, FM centre ର ନମ୍ବର google ରେ ଖୋଜି, call କରିଥିଲି, କିନ୍ତୁ ସେମାନେ ମନା କଲେ । ବହୁତ ଖୁସି ଲାଗୁଛି, ଆଜି ହଠାତ୍ ଖୋଜିଲି, ମିଳିଗଲା। But, ଟିକେ late ରେ ପାଇଲି।Really, no words for this master piece and it is only about my emotion.... Thanks a lot to the channel for uploading this. ❤

  • @sukantibadhei8170
    @sukantibadhei8170 5 лет назад +1

    By by hisu v🙄😉🙄

  • @ranjeetkumarmohapatra4549
    @ranjeetkumarmohapatra4549 5 лет назад +3

    Maa gojabayani gitinatya upload karantu plz