Jali Mu Sarichi Tu Aau Jalana // Humane Sagar New Sad Song // Kie Aau Bujhibalo // Odia New Sad Song

Поделиться
HTML-код
  • Опубликовано: 18 окт 2024
  • Jali Mu Sarichi Tu Aau Jalana ,, A heartbroken song beautifully presented by , sad king of ollywood industrty .. Humane Sagar .. This song based on . How A true lover Destroy His life for true love.. You All Enjoy This Sad Song And Share It More And More ...
    _________________________________________________________________________________
    Song Credits
    Song : Jali Mu Sarichi Tu Aau Jalana
    Singer : Humane Sagar
    Music : Bibhudatta Kar (Kr Pintu) ( 7008167851 )
    Lyrics : Kr Pintu & Chandan Mishra
    Programming : Rakesh & Suman
    Rec & Mix : Mrr Studio
    Camera & Edit : Chiku
    Special Thanks : Prakas Art ( Jajpur Town )
    _______________________________________________________________________________
    Hashtags
    #JaliMuSarichiTuAauJalana
    #KieAauBujhibaLoToAliAjhata
    #KieAauBujhibalo
    #TuMichareKahideThare
    #KieAauBujhibaloReelsViral
    #HumaneSagarNewSadSong
    #NewOdiaSadSong
    #HumaneSagarNewSong
    #HumaneSagarNewOdiaSong
    #SadSongOfHumaneSaghar
    #JaliMuSarichiTuAauMateJalanaSong
    #HumaneSagarNewHits
    #HumaneSagarNewSadSong2021
    #KrPintuAllSongs
    #ChandanMishraAllSongs
    ____________________________________________________________________________
    All Copyrights Reserved By Adyasha Music Production House . Any Reupload, Reuse, it is Streectly Prohibited
    Official Contact : &008167851 , 9776820977

Комментарии • 1,3 тыс.

  • @rabindradas1881
    @rabindradas1881 2 года назад +491

    21 baras premakari bahuta kasta re chats Pata hauthila a Gita ti ma Hrudaya ku santi dei Parila Dhanyabada sir 🙏🙏🙏👩‍🎨

  • @break-updairy231
    @break-updairy231 2 года назад +169

    ଆସି ଗଲା ଆଉ ଗୋଟେ ଗୀତ କେତେ ପ୍ରେମିକ କାନ୍ଦିବେ ତାର ଯେ କିଛି ଠିକ୍ ନାହିଁ ରିଏଲି ହାର୍ଟ କୁ ଛୁହିଁଲା ଭଲିଆ ଗୀତ 😭😭😭😭😭😭

  • @ulekhkarada8088
    @ulekhkarada8088 2 года назад +38

    ଏହି ଗୀତ ଶୁଣି ମୁ ବହୁତ ଦୁଃଖ ଅନୁଭବ କରିଲି ବହୁତ ସୁନ୍ଦର ଭାବରେ ସଙ୍ଗୀତ ପରିଚାଳନା କରିଛନ୍ତି ଏବଂ ବହୁତ୍ ଭଲ ଭାବରେ ଲେଖିଛନ୍ତି ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ

  • @laxmidharbarik2160
    @laxmidharbarik2160 Год назад +28

    ମୋ ମତରେ ପ୍ରେମରେ କେବଳ ଯନ୍ତ୍ରଣା ଆଉ କଷ୍ଟ ଭରପୁର ହେଇକି ଥାଏ, ହୃଦୟକୁ ଛୁଇଁଲା ଭଳି ଗୀତ wow 🥰🥰

  • @romanticvideo5909
    @romanticvideo5909 2 года назад +112

    ପ୍ରେମ ଏକ ଅକୁହା ଯନ୍ତ୍ରଣା ନା କହି ହୁଏ ନା ସହି ହୁଏ. 😭😭😭

  • @munaroutforme1567
    @munaroutforme1567 2 года назад +414

    କଣ ଲେଖିଛ... ଭାଇ... ଗୀତ ଲେଖିଛ ନା.. ତମର ନିଜର କାହାଣୀ ଲେଖିଛ.. କିନ୍ତୁ ରାଣ ଭାଇ.. ଗୀତ ପରି ଲାଗୁନି.. ଗୋଟେ ଗୋଟେ ହୃଦୟ ଭଙ୍ଗଙ୍କ କାହାଣୀ ପରି ଲାଗୁଚି ଭାଇ😭😭😭.. ଏମିତି ଗୋଟେ ଗୋଟେ ଗୀତ.ଲେଖୁଥିବେ ଭାଇ...👍👍👍👍👍👍👍👍👍👍👍?.👍👍 good bless...

  • @deepanayak4173
    @deepanayak4173 Год назад +19

    ବହୁତ ସୁନ୍ଦର ହେଇଛି ଗୀତ ଯେତେଥର ଦେଖିଲେ ବି ଆହୁରି ଇଚ୍ଛା ହୋଉଛି ଦେଖିବାକୁ ଭଗବାନ ଙ୍କୁ ପାର୍ଥନା ଆହୁରି ଆଗକୁ ଯାଅ ତମ ସ୍ୱର ରୁ କେବେ ଶୁଣିବା ଗୀତ 👌👌👌

  • @pramodbeherahappy4182
    @pramodbeherahappy4182 2 года назад +21

    ଅତି ସୁନ୍ଦର ଭାବରେ ଲେଖିଛନ୍ତି ଭାଇ ଏଗୀତ ମେଜିଵନର କାହାଣୀ ପରିଲାଗୁଛି .ଏତେ ଭଲପାଏ ତାକୁହେଲେ ସିଏମେ ପ୍ରେମକୁ ବୁଝିପାରିଲା ନାହି. ୯ବର୍ଷ ହେବ ତା'କୁ ଭଲପାଉଛି♥️♥️♥️♥️
    ତମର ସବୁ ଗୀତ ମେତେ ଭଉତ ଭଲଲାଗେ.

  • @RamakantaDehuri-p5i
    @RamakantaDehuri-p5i 3 месяца назад +14

    ଏ ଗୀତ ଶୁଣିଲେ ଜୀବନ ଚାଲିଗଲା ପରି ଲାଗୁଚି 👌👌👌👌👌👌

  • @suryakantaparida514
    @suryakantaparida514 Год назад +11

    ଅତି ସୁନ୍ଦର ଲେଖା ହେଇଛି ଆଉ human ଭାଇ ଙ୍କ କଣ୍ଠରେ 🙂

  • @deepakkumarsankhua8849
    @deepakkumarsankhua8849 2 года назад +121

    ଯେତେଥର ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି , ଗୀତ ଟି ପୁରା ହୃଦୟ କୁ ଛୁଇଁଲା ଭଳି ହେଇଛି। ଧନ୍ୟବାଦ ହୁମାନ ଭାଇ😘😘😘

  • @chhabindramallick6687
    @chhabindramallick6687 2 года назад +21

    ବହୁତ ସୁନ୍ଦର ହେଇଛି ଧନ୍ୟବାଦ୍ ହୁମନ୍ ଭାଇ

  • @santanumishra4752
    @santanumishra4752 2 года назад +65

    ସୁନ୍ଦର ହୃଦଯ ର ଏ ହେଉଚି ପ୍ରକୃତ ପ୍ରେମ କାହାଣୀ ତାକୁ ସୁନ୍ଦର ଗୀତ ର ରୂପ ଦେଇ ଆହୁରି ସୁନ୍ଦର କରିଦେଲ ଯାହାକି ପ୍ରକୃତ ପ୍ରେମ କଣ ବୁଝିବା ଦରକାର୍ ,ସୁନ୍ଦର ଅତି ସୁନ୍ଦର

  • @musictomusic7987
    @musictomusic7987 2 года назад +21

    ଭାଇ କି ଗୀତ କରିଛ...... 👌👌👌👌
    ଗୀତର ପ୍ରତିଟିଏ ଶବ୍ଦ ବହୁତ ଭଲ ଲାଗୁଛି... 👌👌👌👌

  • @sangreelnobel9267
    @sangreelnobel9267 2 года назад +3

    Kandimu sarichi aau tame kandana .. bahut kandichi puni tama ra a song re kandeila . Sethipain thanks sala kandibara maza aalaga . Mast song 👌👌👌👌👌💯💯💯💯💯👍👍👍👍👍👍👍

    • @prativajena7658
      @prativajena7658 23 дня назад

      Right ...🥹😭😭bht kasta e Prema kandeiki chadiba

  • @susildas-kn6vd
    @susildas-kn6vd 2 года назад +15

    ଜାଳି ମୁଁ ସାରିଛି ମୋତେ ଆଉ ତୁ ଜଳନା.. ମୋରି ମୁଁ ସାରିଛି ମୋତେ ଆଉ ତୁ ମାରେନା 😘😘😘ସୁପର song

  • @jyotiranjannayak1701
    @jyotiranjannayak1701 2 года назад +57

    ଗୀତ ହେବ ତ ଏମିତି ପୁରା ବର୍ଷ ବର୍ଷ ଧରି ହୃଦୟରେ ରହିବ , ଗୀତ ପୁରା ଶୁଦ୍ଧ ଓଡ଼ିଆ ଶବ୍ଦଦ୍ୱାରା ଅଳଙ୍କୃତ
    ଏବଂ ଥରେ ଶୁଣିବା ପରେ ଅନୁଭବ ହୁଏ କି ଗୋଟେ ଓଡ଼ିଆ ଗୀତ ର ଦମ କେତେ 🙏🙏🙏🙏🙏

  • @mangaltudu1472
    @mangaltudu1472 2 года назад +18

    ବହୁତ୍ ବଢିଆ ଲାଗିଲା

  • @subhanarayansahoo7080
    @subhanarayansahoo7080 8 месяцев назад +7

    I have listened this song 1000times😢

  • @ArunKumar-oy6oe
    @ArunKumar-oy6oe Год назад +10

    Bahut badhiya hunan sir it's very Hartley song
    Sat kahuchi a song suniki mu bahut kandichi ...

  • @santoshkumarsahoo5101
    @santoshkumarsahoo5101 Год назад +12

    ତିନି ଜଣଙ୍କୁ ଧନ୍ୟବାଦ ଜଣାଉଛି 🌿💕

  • @nightking4879
    @nightking4879 2 года назад +10

    ଭାଇ ହୃଦୟ କୁ ଛୁଈ ଗଲା ବହୁତ୍ ସୁନ୍ଦର ଲେଖା ଆଉ ବହୁତ ସୁନ୍ଦର ଗାଇ ଛନ୍ତି 🙏🙏

  • @chitrasensahu2419
    @chitrasensahu2419 2 года назад +2

    ଅତି ସୁନ୍ଦର ✌✌✌✌

  • @beherababulifestyle8569
    @beherababulifestyle8569 2 года назад +17

    ବହୁତ ସୁନ୍ଦର ସଙ୍ଗୀତ ଏବଂ ହୃଦୟ ସ୍ପର୍ଶି 😌😌😌

  • @pnlocalgamer6824
    @pnlocalgamer6824 2 года назад +46

    😢❤ମୋତେ ବହୁତ ଭଲ ଲାଗିଲା ଏଇ ଗୀତଟି ଶୁଣି 10 ଥର ଶୁଣି ସାରିଲିଣି ହେଲେ ଆହୁରି ଶୁଣି ଵାକୁ ଇଛା ହେଉଛି Love You humane bhai😍😍

  • @rakeshkumarrbbapun1592
    @rakeshkumarrbbapun1592 2 года назад +55

    ଯେତେଥର ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଚ୍ଛା ହଉଚି ଏ ଗୀତ ମୋ ହୃଦୟ କୁ ଛୁଇଁ ଯାଇଛି thank you ହ୍ୟୁମାନ୍ ସାଗର ଭାଇ ଓ all ଷ୍ଟାପ୍

  • @beautifulmusic577
    @beautifulmusic577 2 года назад +14

    ବହୁତ ସୁନ୍ଦର ଗୀତ

  • @kuntalasundara1569
    @kuntalasundara1569 5 месяцев назад +18

    ଏ ଗୀତ ବାଜିଲେ ସବୁ ପୁରୁଣା ସ୍ମୁତି ମାନେ ପଡେ

    • @Debiprasadkar-tj2xn
      @Debiprasadkar-tj2xn 2 месяца назад

      ପୁରୁଣା କଥା ଭିତରେ କନ ତୁମ ବାପା ମା ନାହାନ୍ତି, ଭାଈ ବାପା ମା ଙ୍କୁ କେତେ ମନେ ପକାଉଛି କହିଲ।

  • @beharavinod5949
    @beharavinod5949 2 года назад +7

    Bhai pura Hart tochning ..song akhiru luha asijauchi..pura mo jibanare ghatichi. .bhai tuma ..voice re pura ..dukha achi. ..love you bhai 👍👍👍💕💕💕💕💕😢😢😢😢

  • @jagannathjena9465
    @jagannathjena9465 2 года назад +22

    ଏ ଗୀତ ଶୁଣି ମୁଁ ନ କାନ୍ଦିକି ରହିପାରୂନି 😭😭😭😭😭

  • @Oye___pgl___kisu
    @Oye___pgl___kisu Год назад +2

    Ae song sunila pare aji Mo Love katha bahut mane padila 😭😭😭❤️❤️❤️❤️

  • @kuldistarnamanama4236
    @kuldistarnamanama4236 Год назад +5

    ସୁନ୍ଦର ସୃତିର କେବେ ଅଭସାର୍ଦ ନାହିଁ ଯେତେ ଦେଖୁଥିଲେ ମଧ୍ୟ ନୂଆ ନୂଆ ଲାଗେ
    ସେହି ପରି ଏହି ହୃଦୟ ଛୁଆଁ ଗୀତ ମଧ୍ଯ ନୂଆ ନୂଆ ଲାଗେ 💘💕 🔥

  • @SumitraSethy-iq1eo
    @SumitraSethy-iq1eo 3 месяца назад +1

    Jete sunile bi mana ahuri suniba Ku echha hauchhi❤❤❤❤❤❤😊😊

  • @prasantsahoo7965
    @prasantsahoo7965 2 года назад +3

    Rell kahani Na
    Satare bahut vala se Human bhai bolichanti
    Bahut vala lagila

  • @screation....4282
    @screation....4282 Год назад +5

    ଗୀତ ଟି ହୃଦୟ କୁ ସ୍ପର୍ଶ କରିଚି......
    ଆଖି ରୁ ଲୁହ ଆସିଯାଉଛି ଭାଇ.... 😭😭😭😭😭

  • @subhashreenayak2391
    @subhashreenayak2391 2 года назад +35

    ଗୀତ ହେବ ତ ଏମିତିକା ହୃଦୟ କୁ ଛୁଇଁ ଯିବ👍

  • @DebasishBehera-cy4tq
    @DebasishBehera-cy4tq 2 месяца назад +2

    Mind-blowing outstanding fantastic song

  • @debasisbehera3902
    @debasisbehera3902 2 года назад +20

    ବହୁତ ସୁନ୍ଦର ଗୀତ 😍😍😍

  • @RazzuFF05
    @RazzuFF05 Год назад +3

    Aeita Gita na kn....na hrudaya ❤mun au Rahi paribini adhika sunile sate bhai😢😢😢

  • @rinkusahu8775
    @rinkusahu8775 Год назад +6

    ସୁନ୍ଦର ଲେଖା, ହୃଦୟଛୁଆଁ ଗୀତ ହୋଇଛି, ଧନ୍ୟବାଦ ଗୀତିକାର 🙏

  • @ansumanbhuyan8041
    @ansumanbhuyan8041 2 года назад +51

    Lyrics and composition are really appreciated and no doubt Human sagar performed from his heart. Love u Human

  • @rakeshkumarrbbapun1592
    @rakeshkumarrbbapun1592 2 года назад +6

    ଗୀତ ଟା ପୁରା ହୃଦୟ କୁ ଛୁଇଁଲା ଭଳି ହେଇଚି
    Thank you bro 💖💖😘😘😊😊♥️💟💗💓😭😭

  • @ghasiharijan1538
    @ghasiharijan1538 Год назад +2

    Bhout bhala heichi geeto

  • @rbrider3628
    @rbrider3628 2 года назад +20

    Lovely song.. Love u human brother love u big fan 🙏💔

  • @SusantaGouda-t3c
    @SusantaGouda-t3c 7 месяцев назад +2

    ଜୟ ଜଗନ୍ନାଥ 🌹🙏🌹

  • @sksarts
    @sksarts 2 года назад +6

    Wow ବୋହୁତ ସୁନ୍ଦର ଗୀତ I love this song really 👌👌👌👌👌👌

  • @nabinnaik5954
    @nabinnaik5954 7 месяцев назад +2

    Mind blowing song Human Bhai

  • @sarojkumarbahali9721
    @sarojkumarbahali9721 2 года назад +20

    What an amazing song...
    Superb lyrics n powerful music...
    Sad song 😥🎶of the year

  • @p.kgaming4448
    @p.kgaming4448 7 месяцев назад +2

    Bhai mast song really no words ❤❤❤😍😍😍🔥🔥

  • @badaltiu524
    @badaltiu524 2 года назад +8

    Human Sagar sir ki madhur awaz Heart ko chu jata hai sir ka sad gana sun ke Dil sukun milta hai ❤️❤️🤩

  • @sanjayDas-ui7ze
    @sanjayDas-ui7ze Год назад +2

    Kn lekhich bhai pura dill re laguchia Ani time lekhi chaloo😍😭😭😭😭😭😭😭😭😭😭😭😭😭😭😭😭😭😭🥰🥰🥰🥰🥰🥰🥰🥰

  • @VlogerUnlimited
    @VlogerUnlimited Год назад +26

    କଣ ଗାଇଛୁରେ ଭାଇ ଆଖିରେ ପାଣି ଆସି ଯାଉଛି 😭😭😭😭😭😭

  • @sanjitnayak2037
    @sanjitnayak2037 5 месяцев назад +2

    Mind-blowing song yarr

  • @Jay-en3uo
    @Jay-en3uo 2 года назад +4

    ଏହି ଗୀତ ମୋ ମନକୁ ଛୁଇଁ ଦେଲା
    So nice song 👍👍👌🏻👌🏻🌺🌺❤️❤️❤️🌺🌺

  • @Gorgeous_Samir09
    @Gorgeous_Samir09 2 месяца назад

    ପ୍ରେମ ର ଅଭୁଲା ସ୍ମୃତି କୁ ମନେ ପକେଇବା
    ଆଉ ମନ କୁ ଖୁସି କରିବା ପାଇଁ ଏ ଗୀତ ଟିଃ ବହୁତ୍ ଖୁସି ଲାଗିଲା Adyasha music 🎶🎵 And human bro Thank you soo much ❤

  • @odiafamily8580
    @odiafamily8580 2 года назад +12

    ସୁମଧୁର ସ୍ୱର ଓ ସୁର, ଉଚାକୋଟିର ଲେଖା... ଏତେ ଦିନ ପରେ ଗୋଟେ ଓଡ଼ିଆ ଗୀତ ଶୁଣିଲୁ... ଆମ channel ତରଫରୁ ଅନେକ ଅନେକ ଅଭିନନ୍ଦନ 💐❤️

  • @ashisranjansahoo6766
    @ashisranjansahoo6766 Год назад +2

    Bhai apanka gita sunila hrudaya ku kamite jalidouchi au gota alaga jantrana bi bhai nice song human Sagar bhai 💔💔🙏🙏

  • @prabhatasethy6894
    @prabhatasethy6894 2 года назад +10

    ଵହୁତ ହୃଦୟ ସ୍ପର୍ଷି ଗୀତ

  • @madhu_cooking_life
    @madhu_cooking_life 2 года назад +27

    Nice voice of humane sagar and amazing lyrics of chandan Misha❤💕keep it up

  • @susantapradhan5787
    @susantapradhan5787 Год назад +12

    ମୋର ଜଣେ ବଡ଼ ଭାଇ ଏ ଗୀତ ଶୁଣିବାକୁ ପୁରା ପାଗଳ।। ତାଙ୍କୁ ତାଙ୍କ ପ୍ରେମିକା ଧୋକା ଦେଇଛି।। ଭାଇ ଆମର ସେ ଝିଅକୁ ପାଗଳ ପରି ଭଲ ପାଉଥିଲେ ହେଲେ ସେ ଝିଅ ତାଙ୍କୁ ଧୋକା ଦେଲା।। କେବେ ବି ଜୀବନରେ ସେ ଭକରେ ରହିବେନି ।। ଏବେ ସେ ଝିଅ ପାଇଁ ଜିତୁ ଭାଇ ପାଗଳ ଙ୍କ ପରି ହଉଛନ୍ତି ।।

  • @babubahi4781
    @babubahi4781 2 года назад +7

    ଏ ଗୀତ ସୁଣିଲେ ପାଗଳ ହେଇଜାଉଛି

  • @papulbhabasagar7166
    @papulbhabasagar7166 2 года назад +2

    Mind blowing

  • @iamanindian7725
    @iamanindian7725 2 года назад +3

    Really bohut sundar lekha 😭😭😭😭😭

  • @pralayaofficial1060
    @pralayaofficial1060 2 года назад +1

    Ete dina pare gote hrudayasparsi music sunibku milila bahut sundar heichi music and song as well..
    Bahut sundar lekha au Sangita parichalana ta sanga ku human Bhai nka kantha dana 🔥🔥🔥🔥

  • @shubhamcreations4338
    @shubhamcreations4338 Год назад +3

    ସଲିଡ୍ ଗୀତ ଭାଇ....
    ଟିମ୍ ଯାକ ଲୋକଙ୍କୁ ଦିଳ୍ ରୁ Salute 🙏🙏🙏🙏

  • @rajendrakumarjena3718
    @rajendrakumarjena3718 4 месяца назад +1

    Mun bahut pasand karuchi ea song ku, bahut bhala story lekhichanti, ea song ku perfectly match karuchi mo situation, gita ku deeply sunile direct hruday ku laguchi 😭😭

  • @rudranarayanpathak5214
    @rudranarayanpathak5214 2 года назад +5

    Ete din pare gote song sunila valia lagila Real love story 😭❤️ Miss My ❤️😭😭😭

    • @rabindrananthkara3968
      @rabindrananthkara3968 2 года назад +1

      Ete din pare gote song sunlia valla lag real love story miss my

  • @sanjitnayak2037
    @sanjitnayak2037 5 месяцев назад +2

    Thank you human Sagar for your voice

  • @munarout9211
    @munarout9211 2 года назад +8

    Really heart touching song ....well done human sagar ❤🙏👍🏻👌

  • @bulu955
    @bulu955 2 года назад +5

    It,s my life & my personal love story song singing human sir. So many many thanks to human sir . I love you brother

  • @odia_comedy_shorts
    @odia_comedy_shorts 2 года назад +8

    ଅଭିନନ୍ଦନ ପିଣ୍ଟୁ ଭାଇ 🙏♥️

  • @babugelu7439
    @babugelu7439 2 года назад +2

    Osm 🔥 super hitt guru

  • @bijayalaxmireddy584
    @bijayalaxmireddy584 2 года назад +12

    So awesome voice sir🙏God bless u☺️💛💜💙💚

  • @PkprajapatiPk
    @PkprajapatiPk 5 месяцев назад +2

    ଵା ❤️ଦିଲ ରେ ମାରି ଦେଲା ବାଇ 💘❤‍🔥

  • @akrutipradhan9258
    @akrutipradhan9258 2 года назад +9

    Everyday i listen this song.... Bcz is special one song ❤👌

  • @anusayapadhi4609
    @anusayapadhi4609 Год назад +2

    Jete sunuchi sete sunibaku ichha hauchi🥺keep it up human sir🙏🙏🙏

  • @samirtarai9810
    @samirtarai9810 2 года назад +6

    Really heart touching i hear daily... 😭😭😭 it's real happened in my life.. 💔💔

  • @rajibnaik2133
    @rajibnaik2133 2 года назад +2

    ସେବେଠୁ କାହା ପ୍ରେମଵିଶ୍ଵାସ ନାହୁଁ

  • @badalmuli63
    @badalmuli63 2 года назад +2

    Super a gita suni mora sobu kasta bhuli jibi tq sir

  • @sisirrana5577
    @sisirrana5577 2 года назад +43

    Fantastic muisc .. lyric ND as usual singing humane ❤️🔥.....
    Today
    Facebook live I ll sing this song coz it's remember my past ❤️...
    Love to all crew members who made this songs 🙏

    • @sisirrana5577
      @sisirrana5577 2 года назад +1

      @Swastya mantra Odia 👍 we LL careful about thank u for ur information

  • @RajHarijan-c5t
    @RajHarijan-c5t 8 месяцев назад +2

    A gito mo hruday re touch hela

  • @sameerpatra345
    @sameerpatra345 Год назад +5

    Oh mind blowing sad song ..
    No words to explain about this song ..excellent and Amazing 👏 👏 👏

  • @LakshayNaik-z2t
    @LakshayNaik-z2t 6 месяцев назад +2

    Super sir

  • @rabindradas1881
    @rabindradas1881 2 года назад +3

    A Gita ti mu Suni bara bahuta Deri heigala Sir Aji. Dina 12 pm ru a gotiye Gita sunuchi sir Ki kasta dauchi prema kari satare bahuta kasta re banchuchi mu Aji aka jaja bara heijaichi mu 🙏

  • @smilequeennitu8870
    @smilequeennitu8870 2 года назад +2

    Ete dukha bhara gita satare sir manaku pura kini nela au humane Bhai apankara ta mu bahut bada fan apananku 🙏🙏🙏🙏kebe samnare paile apanka pada chhuin asirwad nabi seita mora bahut bada swapna janini sata haba kii nai really love you humane Bhai

  • @mukeshparimanik689
    @mukeshparimanik689 2 года назад +5

    Bahut badhia bhai

  • @AnitaNirala-uv9ej
    @AnitaNirala-uv9ej 5 месяцев назад +2

    E song suni mar need padsi

  • @pintubehera322
    @pintubehera322 2 года назад +4

    Jabardast music bahut Vala laguchi

  • @sandhyarani3104
    @sandhyarani3104 2 года назад +8

    song ti ete bhala laguchi bar bar sunile b ahuree sunibaku ichha hauchi 😔😔😔😔😔❤❤❤❤❤❤

    • @rahulbhoi548
      @rahulbhoi548 2 года назад

      🤡🦠🤡🤡🥻🥻🤡👏💯👍👍👺👅👅👀👎🦵🦶🦭🥻🥻👹☠️👄👄👅👅👺👂👍💯💯☠️🤼🤥👹🤥🤡👻🤕🤕🌝🤕👻👺💦🔥👺🤥🤥😎😎🤖👽⭐⭐👽👽⭐🎃👿🤒🤕🤡🤡

  • @ashamanisingh2527
    @ashamanisingh2527 7 месяцев назад +2

    Bahut sunder gita love you❤

  • @l.rocking2865
    @l.rocking2865 2 года назад +8

    Lovely song...
    Love u human brother love u 🥰
    Big fan 🙏

  • @gopimajhigopimajhi-h7t
    @gopimajhigopimajhi-h7t 9 месяцев назад +2

    Love my ❤ human bhai nice song

  • @lyricistbalaramnayak5194
    @lyricistbalaramnayak5194 2 года назад +5

    Chandan bhai kn gita karichanti mo bahut badhia heichi song. Mast 💔👍

  • @ChandanNayak-zs3qq
    @ChandanNayak-zs3qq 2 года назад +2

    Super

  • @NPSOfficialboyAllmaindGuy
    @NPSOfficialboyAllmaindGuy 5 месяцев назад +8

    ଏକ ବର୍ଷ ର ଭଲପାଇବା ନ ପାଇ ପାରିଲେ କେତେ ଯେ କଷ୍ଟ ଲାଗେ ମୁଁ ଅନୁତାପ କରିଛି ମୋନ ରେ କଷ୍ଟ ଆଉ ❤ହୁରୁଦୟ ରେ ଯନ୍ତ୍ରଣା ମୋନ ଭିତରେ ଟୁକ୍ ଟୁକ୍ କରି କାନ୍ଦିଛି ମୁଁ 𝐈 𝐌𝐢𝐬𝐬 𝐘𝐨𝐮 🅜🅘🅝🅤 𝐓𝐢𝐫𝐢𝐚 କେନ୍ଦୁଝର ଟୋକା ଗଗନ୍ 5:33 ଗୀତ ଶୁଣି ବହୁତ୍ ଭଲ ଲାଗିଲା ବାରମ୍ବାର ଶୁଣିବାକୁ ଇଛା ହେଉଛି❤ ହୃଦୟ କୁ ମଧ୍ଯ ଚୁଇଁଲା ଅତି ସୁନ୍ଦର କଣ୍ଠସ୍ବର ..

  • @mr_biswajit5925
    @mr_biswajit5925 2 года назад +9

    Superb voice human sagar bhai ✌ 💥 ✌ ❤🙌🙌

  • @VlogerUnlimited
    @VlogerUnlimited Год назад +3

    Kahinki J Bhagaban.. Prema Boli Gote Jinisa Bahara Kale...... Jeunthire Ki ... Akuha Jantrana Vari Rahichi... Na Kahi hauchi Na Sahi Hauchi Bhai😭😭😭😭

  • @sandhyarani3104
    @sandhyarani3104 2 года назад +7

    very very beautiful song ❤pintu ji amazing lyrics ❤❤❤❤❤❤❤

  • @GaneshKumar-oj6lj
    @GaneshKumar-oj6lj 2 года назад +6

    The best song on this year ❣️💔

  • @Ksuman4
    @Ksuman4 2 года назад +2

    Kie aau bujhiba lo to Ali ajhata
    What a line 👍👍