Jali Mu Sarichi Tu Aau Jalana // Humane Sagar New Sad Song // Omm New Sad Video // Aishwariya

Поделиться
HTML-код
  • Опубликовано: 2 янв 2025

Комментарии • 1,8 тыс.

  • @SipuNayak-cl4qn
    @SipuNayak-cl4qn 8 месяцев назад +61

    ଭାଇ ପ୍ରେମ ମାନେ ତ ତ୍ଯାଗ ,
    ମିଳନ ର ଆଶା କ’ଣ ପାଇଁ ରଖୁଛ ..!❤

    • @RakeshKumar-kx7ct
      @RakeshKumar-kx7ct 7 месяцев назад +7

      hm re bhai ame sabu bokachoda jhia mananka pain khelanagote lekha😢😢😢😢😢

    • @BabliDhal
      @BabliDhal 6 месяцев назад

      Love min directly sex😂😂😂

    • @Christian_Official-Music
      @Christian_Official-Music 5 месяцев назад

      Kn karibu bhai

  • @7skynitu343
    @7skynitu343 Год назад +67

    ୧୩ ବର୍ଷ ର ଭଲ ପାଇବା ଭିତରେ ଯଦି ନିଜ ଭଲ ପାଇବାକୁ ନ ପାଇ ପାରିଲେ କେମିତି ଲାଗିବ ମୁଁ ନିଜେ ଅଙ୍ଗେ ନିଭାଇଛିMiss u Debasmita❤ 6.7.22

  • @subhashreenayak2391
    @subhashreenayak2391 2 года назад +70

    ଟୋକା ର ଅଭିନୟ ଟା ହୃଦୟ କୁ ଛୁଇଁଲା
    ତା ସହ ଗୀତ ବି ସଲିଟ 👍

  • @Muni_691
    @Muni_691 2 года назад +135

    ଏଇ ଗୀତ କୁ ମୁଁ ୩୦ ରୁ ଅଧିକ ସମୟ ଶୁଣି ସାରିଲିଣି ତଥାପି ମନ ବୁଝୁନି..... Really ବହୁତ ଭଲ ହେଇଛି ଗୀତ ଟି 👌👌👌

  • @AthmallikToka
    @AthmallikToka 3 года назад +70

    କିଏ ଆଉ ଦେବ ତତେ ମୋ ଠୁ ବେଶୀ ଖୁସି last ending seen just wow .. ବହୁତ୍ ସୁନ୍ଦର ଭିଡ଼ିଓ 100 ଥର ଦେଖି ସାରିଲିଣି ତଥାପି ମନ ମାନୁନି ବହୁତ୍ ସୁନ୍ଦର ❤️❤️❤️❤️

    • @jaga9133
      @jaga9133 2 года назад +2

      Jahaku.❤deba.kebe.vhuli.hebani.love.you.all

  • @kumarjena6324
    @kumarjena6324 2 года назад +191

    ଯେତେ ଧେଖିଲେ ବି ବାରମ୍ବାର ଦେଖିବାକୁ ଇଛା ହେଉଛି... ଏଇ album ର ସମସ୍ତ ଙ୍କୁ 🙏🙏🔥🔥👌👌

  • @bijaya624
    @bijaya624 2 года назад +17

    ବହୁତ୍ ସୁନ୍ଦର୍ ଅଭିନୟ ଭାଇ ହାର୍ଟ ଟୋଚ କଲା ପରି ହେଇଚି ଭାଇ ଲାଷ୍ଟ ସିନ ବହୁତ୍ ସେଡ ହେଇଚି ମୁଁ ତ କାନ୍ଦିପକାଇଲା ଭାଇ ❤️❤️❤️ବହୁତ୍ ସୁନ୍ଦର୍

  • @DdebanshBaral
    @DdebanshBaral 6 месяцев назад +108

    2024ରେ କୋଉ ମାନେ ସବୁ ଦେଖୁଛ

  • @dascreators1191
    @dascreators1191 2 года назад +81

    ବହୁତ ସୁନ୍ଦର ଲେଖା ଆଉ ସଂଗୀତ ମଧ୍ୟ। Humane bhai ତାଙ୍କ ସୁନ୍ଦର କଣ୍ଠରେ ଆହୁରି ଗୀତଟିକୁ ସୁନ୍ଦର କରିଛନ୍ତି।

  • @Gajapatitokaofficial
    @Gajapatitokaofficial 2 года назад +35

    Really Hart କାନ୍ଦୁଚି ଏହିପରି ଗୀତ ପାଇଁ l Please ଯଦି କାହାକୁ ଭଲପାନ୍ତି, ସନ୍ଧେହ କରନାହିଁ , କାରଣ ଯଉଁଠାରେ ଭଲପାଇବା ଥାଏ ସେଠାରେ ସନ୍ଧେହ ରୁହେନି 🙏💞

  • @ulekhkarada8088
    @ulekhkarada8088 Год назад +44

    ମୋ ଜୀବନର ପ୍ରଥମ ପ୍ରେମ କାହାଣୀ ଏହି ଗୀତ ଶୁଣିଲେ ବହୁତ ମନେପଡୁଛି ପ୍ରତିଟି ଶବ୍ଦ ମୋ ଭଲ ପାଇବା ଉପରେ ହି ମିଶୁଛି Really Miss you ❤️❤️❤️
    Sorry Sorry କ୍ଷମା କରିଦେବ ମତେ ମୋର ବହୁତ ବଡ ଭୁଲ୍ ହେଇଯାଇଛି

  • @24mayurabhanj7
    @24mayurabhanj7 Год назад +11

    Omm bhai album supper star❤❤❤❤ ଭାଇ କନ୍ଦେଇ ଦେଉଛ ତମେ acting best❤❤

  • @chandankumarpolei899
    @chandankumarpolei899 2 месяца назад +7

    2024ରେ କଉଁ ମାନେ ଧୋକା ଖାଇଛ 👍କର

  • @prangyapramita3883
    @prangyapramita3883 2 года назад +2

    Sabu bele emt innocent huani vai plz 😭😭😭😭😭 jete sad albums karuchant tm sabu thu 1 no re really love u ❤️😘

  • @anandasahoo7196
    @anandasahoo7196 3 года назад +381

    ପ୍ରେମ ରେ ସନ୍ଧେହ ପ୍ରେମ ରେ ଅବିଶ୍ୱାସହ ଆମ କୁ ବହୁତ ଦୂର କୁ ନେଇଯାଏ ଆଉ ପ୍ରେମ ପାଖ ରେ ଥାଇ ମଧ୍ୟ ତାକୁ ଆମେ ପାଇ ପାରୁନୁ ... ସେଥି ପାଇଁ ସବୁ friend ମାନଙ୍କୁ ମୋର ଗୋଟିଏ କଥା ପ୍ରେମ କର ପ୍ରେମ ସନ୍ଧେହ ନକର ♥️

    • @SOUMYAWORLD1
      @SOUMYAWORLD1 3 года назад +10

      Ri8

    • @rukmanibehera1549
      @rukmanibehera1549 3 года назад +5

      Right

    • @sweetpoison5736
      @sweetpoison5736 2 года назад +19

      tame aou gate katha kahi baku bhuli gala jauthi sandeha nhi sethi pream nhi kahinki na sabubele bby bbu kahila bala bele bele fake bhi thaanti 🙄😒🙁😕

    • @JLSchildlifestyle
      @JLSchildlifestyle 2 года назад

      Jadi aau jane luchiki relationship re rahi tamaku micha kuhe ta pare tame sabu sata janijiba kn pare bi taku belive kariba???😭😭😭😭😭😭

    • @jyosnamayeenaik8188
      @jyosnamayeenaik8188 2 года назад +2

      Right 😭

  • @beautifulmusic577
    @beautifulmusic577 2 года назад +61

    ଦେଖ କାହାକୁ ଭୁଲିଯିବା କଷ୍ଟ ନାହିଁ💔 କଷ୍ଟ ହେଉଛି ତା ସହିତ ବିତାଇଥିବା 💔🙏🏼😢 ମୁହୁର୍ତ୍ତ ତ ସବୁ କଷ୍ଟ ହେଇ ଥାଏ 💔💔🙏🏼

  • @chitrareels2564
    @chitrareels2564 2 года назад +240

    ସିଏ ଜାଣିଛି love ରେ ଦୋଖା ଖାଇଲେ କୋଉ ଭଳି ଲାଗେ 😭😭😭 miss you 😭😭

  • @uttam.......8746
    @uttam.......8746 2 года назад +19

    ଆଜି ସେ ମୋ ହୃୟରେ ରହିଛି ଯେତେ ଚାହିଁଲେ ମୁଁ ଭୂଳିପରୁନି 9ବର୍ଷ ମନ ଭିତରେ ରହିଛି

  • @nareshbehera218
    @nareshbehera218 3 года назад +8

    Humane bhai tama song ଶୁଣିଲେ ରାତିରେ ନିଦ ଆସେ ନାହିଁ good night sweet dreams

  • @dillipkumar5391
    @dillipkumar5391 2 года назад +10

    Omm bhai sem story.... Tama song sunile mate bahut mane pade se...😭😭😭😭

    • @Tarash..Murmu-tm2np
      @Tarash..Murmu-tm2np 2 дня назад

      😢😢❤😮😮❤❤😮❤
      Mm
      ………………………………………❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😊❤❤❤❤❤❤❤❤❤❤❤❤❤❤❤😢

  • @studiojajpurtownhbkphotogr9305
    @studiojajpurtownhbkphotogr9305 3 года назад +15

    କିଏ ଆଉ ଶୁଣେଇବ ଲୋ ରାଜା ରାଣୀ ଗପ line best

  • @kunalcreations_12
    @kunalcreations_12 2 года назад +7

    Omm ଭାଇ ତମ ଗୀତ ମତେ ବହୁତ ଭଲ ଲାଗେ
    ମୁଁ ,,,,,,ବହୁତ ଖୁସି,,,,,,,,,

  • @abhimanyubehera7670
    @abhimanyubehera7670 2 года назад +17

    ମୋ ଚଣ୍ଡୀ ଯୋଉଠି ଥାଉ ଭଲ ରେ ଥାଉ ଖୁସି ରେ ରହିଥାଉ ତା ମୁହଁ ରେ ଆଉ ଓଠ ରେ ସବୁବେଳେ ଖୁସି ରହିଥାଉ love u mo chandi 😭😔

  • @bulubehera6688
    @bulubehera6688 2 года назад +2

    Thank u sir .. mote bahut bhala lagila ... 20 thara dekhisarilini but ahuri dekhiba pain ichha hauchhi ..

  • @rajalaxmirout6370
    @rajalaxmirout6370 2 года назад +16

    Bahutu sundar song I like you

  • @prabhastkriprabhastkri
    @prabhastkriprabhastkri 11 месяцев назад +4

    Jali mu sarichhi tu aau jalana❤❤❤

  • @anwesamusic7605
    @anwesamusic7605 3 года назад +21

    ଶେଷ ସିନ୍ ଦେଖି,,, ଆଖି 😭😭,, ଭିଜିଗଲା 🙏

  • @Chandanommsairam
    @Chandanommsairam 6 месяцев назад +4

    ଅତି ଝାଡ଼ି ଝାଟି କଣ ଯିବି ଭାର୍ଗଫ ତିହୁ thili😢😢

  • @Maheshkumbharvlogs4166
    @Maheshkumbharvlogs4166 3 года назад +66

    ମୁଁ କଣ କହିବି କିଛି ବୁଝି ପାରୁନି ଭିଡ଼ିଓ ଦେଖିକି ହେଲେ ଏତେ ଜାଣିଛି ଯିଏ ଯାହାକୁ ହରେଇଛି ସିଏ ଏକା କଷ୍ଟ କଣ ବୁଝିବ full emotional କରିଦେଲ 😔😔

  • @bhoomiyajani1394
    @bhoomiyajani1394 2 года назад +6

    ମୁଁ ବି ଜଣଙ୍କୁ ମୋ ଜୀବନଠୁ ଅଧିକା ଭଲ ପାଉଥିଲି ହେଲେ ସେ ଆଉ କାହାକୁ like କରିକି ତା ସହିତ ହେବେ ବହୁତ ଖୁସିରେ ଅଛି କିନ୍ତୁ ମୁଁ ମୋରି ମୋରି ବଂଚିଛି ତା ଖୁସି ହିଁ ମୋ ଖୁସି love you ପାଗଳା I miss you 😭😭😭

  • @SOUMYAWORLD1
    @SOUMYAWORLD1 3 года назад +15

    ଆଖିରେ ଲୁହ ଆସିଯାଉଛି ଭାଇ story ପୁରା 😫😥😫👍

  • @rubisingh6069
    @rubisingh6069 6 месяцев назад +4

    Bahuta Sundar beautiful song❤

  • @rjodishavlogger2441
    @rjodishavlogger2441 2 года назад +8

    Bohut bhala lagila omm Bhai 😘😘😘

  • @ramakantanachika9084
    @ramakantanachika9084 2 года назад +5

    Om bhai ଏମିତି ର ଗୀତ ଥରେଶୁଣିଲେ ବରମ୍ଭାର ଶୁଣିବା ପାଇଁ ଇଚ୍ଛା ହୋଉଛି ଏତେ ପାଗଳ ପରି ଲାଗୁଛି ଭାଇ very nice song 👌👌👌

  • @deejayrakeshofficial
    @deejayrakeshofficial 3 года назад +153

    Best Song 😔 ଆଜି ବି ତାକୁ ବହୁତ ଭଲ ପାଏ ତା ପାଇଁ ମୁଁ ପାଗଳ ହେଇ ସାରିଲିନା ଆଜି ବି ଏ ମନ ତାକୁ ହିଁ ଚାହିଁ ଏ ଗୀତ ମୁଁ ଶହେ ଥର ଶୁଣି ସାରିଲିନ 😭😭😭 ମୋ ଭଲ ପାଇବା ଆଜି କୁ 4 ବର୍ଷ ହେଲା ନ ଏବେ ହିଁ ତାକୁ ଭଲ ପାଏ କେବ ଫେରିବା ତମେ ଜାଣିନି ଏବେ ତମେ ବାଟ ଚାହିଁ ବସିଛି ମିସ ୟୁ ଲୁସି ❤️ ଆଇ ଲଭ ୟୁ ଫରେବଭର୍ & ଆଇ ମିସ୍ ୟୁ 😔😔😭😭

  • @kshitishkumarpatra3996
    @kshitishkumarpatra3996 2 года назад +7

    ବହୁତ ସୁନ୍ଦର ଗୀତ ଆଉ ଅଭିନୟ ଓମ୍ ସାର ❤️🙏

  • @nitinkumarsingh191
    @nitinkumarsingh191 3 года назад +11

    ବିଶ୍ୱାସେ ଅମୃତ ଅବିଶ୍ୱାସେ ବିଷ
    ଏହା ହିଁ ତୋ ମୂଳ କାରଣ,,
    ମନରେ ଥରୁଟେ ସଂଦେହ ଆସିଲେ
    ସମ୍ପର୍କଟା ହୁଅଇ ଛିନ୍ନ .....।।
    ବହୁତ ସୁନ୍ଦର ଷ୍ଟୋରୀ ❤️💚💙🧡

  • @bisoyicreation5029
    @bisoyicreation5029 2 года назад +10

    ଗୀତ ରୁ ଏହା ଶିଖିବାକୁ ମିଳିଲା ଯେ, ଭଲ ପାଇବାରେ କେବେ ବି ସନ୍ଦେହ କରିବା ଉଚିତ ନୁହଁ 🙏🙏🙏

  • @deepaknayak3091
    @deepaknayak3091 3 года назад +10

    Bhai As we discussed its really heart touching 🤔🤔🤔♥️🤔🤔🤔

  • @dascreators1191
    @dascreators1191 2 года назад +43

    ବାରମ୍ବାର ଦେଖିବାକୁ ଇଛା ହେଉଛି,,, ଯେତେଥର ଦେଖିଲେ ବି ଏ ଭିଡିଓ ନୂଆ ନୂଆ ଲାଗୁଛି। ସତରେ ଏ ଭିଡ଼ିଓ ଦେଖିଲା ପରେ ଆଖର ଲୁହ ଭାରି ଅମାନିଆ ହୋଇ ଝରି ଯାଉଛି।

  • @dbiki
    @dbiki 3 года назад +11

    ଅତି ସୁନ୍ଦର ସ୍ୱର ସଂଯୋଜନା

  • @KabitaMallik-nx1ez
    @KabitaMallik-nx1ez 6 месяцев назад +2

    My favourite song ♥️ A gita ku jete sunile bi mana bhareni mu 100 thara suni sarilini omm Aiswarya nice Jodi 👌❤️

  • @gobindadas856
    @gobindadas856 3 года назад +5

    Best best best song pura akhiru luha asi gala bhai... fantastic ❤️❤️❤️❤️👍👍👍

  • @smitirekha_samal_
    @smitirekha_samal_ 2 года назад +11

    Bhai bht kasta laguchi aee story dekhile......🥲life re amiti situation jie deiki asichi see nhi janithiba kasta kete durr... Bhgbn karantu kaha life re amiti kasta naa asu.... Amiti janaku jiban thhu adhika lv kariki jadi see dunia chadidiee Tahele taa bina banchiba bht kasta heijiba... Sei smruti ku nei banchibaku pade... Sabu moment re sabu pachha smruti mane padiba..... Aee gote line bhl achhi ''' kie au bujhiba loo to Ali ajhata''' bht kanda asijauchi aee line sunile... But aee full story au song sabuthu best ...👍 Akhiru luha asijauchi bhai aee song au story dekhile.... 😔

    • @pitambarjena4260
      @pitambarjena4260 2 года назад +3

      Bhala paiba kebala kasta die..Mu ta kebe thu mari jaichi jebe ,jebe se mo akhi samna re Ta akhi bujhila😭😭😭😭mo mana kana hri jauchi ,Jiban sara kandi kandi banchibaku paduchi..😭😭😭Se mo pkhre sabele achi au rahithiba..Hue ta mu e janma re taku pai parili nahi.Vagwan taku mo pkhru chadei nele ..Etiki dakuchi Ara janma re se mo pai janma nau au mu ta pai.Hruday kanduchi au kanduthiba jibana sara.😭

    • @prabhakargouda5866
      @prabhakargouda5866 2 года назад +1

      Love is painful yrr

    • @prabhakargouda5866
      @prabhakargouda5866 2 года назад

      😔😔😔😔

    • @suganydora152
      @suganydora152 2 года назад +1

      Very heart touching song 💔💔💔 ମୁଁ ଗୋଟେ ପୁଅ କୁ ବହୁତ ଭଲ ପାଉଥିଲି କିନ୍ତୁ marriage କଥା ଯେତେବେଳେ ଆସିଲା ସେ ପୁଅ ମୋତେ ଧୋକା ଦେଇଦେଲା 😭😭😭😭

  • @tankachinda116
    @tankachinda116 Год назад +9

    ଜୀଏ ମଣିଷ କୁ ବିଶ୍ବାସ କରେନାହି ଷେ ମଣିଷ ନୁହେ

  • @smitamohanty914
    @smitamohanty914 2 года назад +18

    Pua mane bahut swartha para.. Prathame katha debe gote au kahibe tu mo jibana.... Au dhoka deba ku pa6eibeni bas kahibe ati sahaja re ki chalijao..... 🙏

  • @Simancahala
    @Simancahala 3 года назад +10

    Kabhi sochi bhi nahi thi iss type ki song aayegi Ek din 😭😭😭
    Love u too....

  • @mr.mishra1800
    @mr.mishra1800 2 года назад +1

    ଆରେ ଭାଇ ବହୁତ କଷ୍ଟ ହେଲା

  • @nareshjitumallik5483
    @nareshjitumallik5483 3 года назад +46

    "🔥 ମୁ ସାରିଛି ଆଉ ମତେ ଆଉ ତୁ 🔥"
    ଗୀତ....🔥🔥🔥👏👏👏

    • @sonunayak6335
      @sonunayak6335 2 года назад +2

      👌👌👌👌👌👌👌👌 bahut badhiya hai ji 💔💔💔💔💔💔💔

    • @sagarxyz7179
      @sagarxyz7179 2 года назад

      p
      Pppp00l

  • @sarojiniray9952
    @sarojiniray9952 2 года назад +2

    Bahutu bahutu sundara ma akhire luha asigala

  • @monuwithsoul8595
    @monuwithsoul8595 3 года назад +6

    Ei composers kun . Hats off achhi ..🙏❤️❤️❤️❤️

  • @ramakantamohanty6056
    @ramakantamohanty6056 Год назад +6

    ନିଜର ଭଲ ପାଇବାକୁ କେହି କେବେ ଭୁଲି ପାରିବେନି . ବରଂ ନିଜର ମାଆ କୁ ବି ଭୁଲିଯିବେ କିନ୍ତୁ ଭଲପାଉଥିବା ଝିଅକୁ ଭୁଲିପାରିବେନି . ଭଲପାଇବା ଟା ଏମିତି ଜିନିଷ ଯେ ମଣିଷ କୁ ବଦଳେଇ ଦିଏ 🙄🙄

  • @bidesipahan8314
    @bidesipahan8314 2 года назад +10

    ବିଶ୍ୱାସ ରଖନ୍ତୁ ଯଦି ଭଲ ପାଉଛନ୍ତି।। ନଚେତ୍ କିଛି ରହିବନି ଜୀବନରେ ।।🙏🙏🙏🙏🙏😭😭😭😭

  • @priyankanayak5047
    @priyankanayak5047 11 месяцев назад +6

    East or West Single life is best 😎😎😅 😅
    Kon kon single hai.... attendance lagao .....😎😎

  • @lalmohanyoustyles4978
    @lalmohanyoustyles4978 3 года назад +4

    Bhai Geeta most heichi💞💞💞💞

  • @susilsahoo6946
    @susilsahoo6946 2 года назад +1

    🥺🥺🥺🥺 jabardast acting bro....akhire luha asigala satare....

  • @dilipnayak1129
    @dilipnayak1129 3 года назад +7

    ପୁରୁଣା ସ୍ମୃତି ତାଜା ହୋଇଗଲା

  • @jaisriram-d5p
    @jaisriram-d5p 2 года назад +3

    Very very nice song so heart touching.. Akhire luha asijauchi.. Song re bahut sundar feeling achi.. Dukhare thile amt song suni nija dukhaku anubhab hue.. All the best 👍👍😥😥

  • @deepaknayak3091
    @deepaknayak3091 3 года назад +8

    What a nice concept kr pintu bhai👌👌👌👌👌👌👌♥️😭♥️

  • @jjgaming7910
    @jjgaming7910 Год назад +2

    ଭଲ ପାଇବାରୁ ମିଳୁଛି କଣ ମୁ ଜାଣିନି ରେ ଭାଇ ମାନେ ମୋର ମାଣ୍ଡୁ ନାହିଁ ବହୁତ ସୁନ୍ଦର ଗୀତ 🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰cute 🥰🥰🥰🥰🥰

  • @shukadebtech
    @shukadebtech 3 года назад +5

    Super sed song 💞

  • @PRAMOD-ut6oq
    @PRAMOD-ut6oq 8 месяцев назад +1

    Vai pura alga prakar video ❤❤❤

  • @subhamstatus12
    @subhamstatus12 3 года назад +5

    Osm Jitu Bhai ❤️

  • @manasranjansahu8120
    @manasranjansahu8120 2 года назад +1

    Kya mast song bhai 😱 .... Jete sunile au sunibaku. Ichha hau6i. ...❤️❤️❤️

  • @abhimanyubehera7670
    @abhimanyubehera7670 2 года назад +4

    ମୁଁ ବି ଭଲ ପାଇଛି ହେଲେ ସେ ଆଉ କାହା ସହ କଥା ହେଉଛି ଦେଖା କରୁଛି ଫଟୋ ବି ଉଠଉଥିଲା ତା ସହ ତଥାପି ବି ମୁଁ ଅଛି ରହିଛି ରହିବି ଏମିତି love u chandi❤️❤️😭😭😭😭😭 ତୋ ଖୁସି ରେ ମୋ ଖୁସି

    • @sasmitasahu4537
      @sasmitasahu4537 2 года назад

      Kemiti sahuchanti apana emiti janiki b ...

    • @abhimanyubehera7670
      @abhimanyubehera7670 Год назад

      @@sasmitasahu4537 ସହିବା ସିଖିଯାଇଛି ମଧ୍ୟବିତ୍ତ ପରିବାରରୁ ଆସିଛି struggle କରି କରି ମୋ ଜୀବନ ଚାଲିଛି ଦେଖିବା କେବେ ଲାଇଫ ରେ success ହୋଉଛି

  • @AjayaHimirika-y7z
    @AjayaHimirika-y7z 10 месяцев назад +2

    କିଏ କହିଲା ଭାଇମାନେ ସବୁ ଝିଅମାନେ ଧୋକା ଦିଅନ୍ତି ବୋଲି ଆଉ Girl's ମାନେ କିଛି ବି କାହାର କ୍ଷତି କରିବେ ନାହିଁ, କୋଉ ବଦମାସ୍ ଝିଅମାନେ ଧୋକା ଦିଅନ୍ତି, ଆଉ ମୁଁ ବି ଧୋକା ଖାଇଛି ମୋର ବି କେହି ନାହାନ୍ତି

  • @Rikusena2024
    @Rikusena2024 3 года назад +4

    Super duper Hit ❤️❤️👏👏👏 Pintu bhai badhia composition 👌👌👌

  • @narasinhabehera8859
    @narasinhabehera8859 2 года назад +1

    Premoo right. Kinthuu ajee kale premoo keloonaa hohijahechii dhunia re😭😭😭😭all fds teck care God bless you your life

  • @samir4500
    @samir4500 3 года назад +4

    Super 👌😍❤my bro julu

  • @TuniKarjee-r2k
    @TuniKarjee-r2k 6 месяцев назад +2

    Satare prema re khoka paile baut kasta hue❤❤❤❤❤

  • @sumantadas6230
    @sumantadas6230 7 месяцев назад +6

    ଭଲ ପାଉଛ ତ ମା ବାପାଙ୍କୁ ଭଲ ପାଅ

  • @sankarkumarkumar1493
    @sankarkumarkumar1493 2 года назад +1

    ବହୁତ ଭଲ ଲାଗିଲା ଖୁବ୍ ସୁନ୍ଦର ପ୍ରେମର

  • @baishnabeebag2276
    @baishnabeebag2276 2 года назад +2

    ସତ୍ ରେ ଲୁହ ଆସି ଗଲା ଏଇ ଭିଡିଓ ଟା ଦେଖି ପୁରୁଣା ସ୍ରୁମତି ମନେ ପଡ଼ି ଗଲା ଭଲ ପାଇବା ରେ ବିଶ୍ଵସ ଥିବା କଥା ବହୁତ୍ ଭଲ ଭିଡିଓ ଥିଲା......

  • @alenka598
    @alenka598 2 года назад +2

    6:34 reaction 🔥🔥🔥👍👍👍 7:18 😔 କିଛି ଶବ୍ଦ ନାହିଁ ।💯💯💯

  • @sonalibiswal6331
    @sonalibiswal6331 3 года назад +7

    Song ete bhala laguchi j jete thara sunile b sunibaku bhala laguchi

    • @Lkjjjkl
      @Lkjjjkl 2 года назад

      Mu dinare jete 10thara bi sunidauchi

  • @ranusasmal5566
    @ranusasmal5566 2 года назад +2

    Bahut bhala bhabare veo ti heichi 👍🏻👍🏻👍🏻

  • @prashantmohapatra5662
    @prashantmohapatra5662 2 года назад +1

    Omm Bhai action bahuta bhala laguchi Aama KENDRAPADA dist re, love you ❤️ bhai

  • @Rashmisethi2
    @Rashmisethi2 2 года назад +8

    Omm is the best actor in odia album 👍👍👍👍 last seen is very heart touching

  • @RajeshBehera-lt8xw
    @RajeshBehera-lt8xw 2 года назад +1

    Bhai studio version dekhili heart ku touch kala. Video dekhili mind blowing🤯🤯🤯🤯

  • @basantabasanta6749
    @basantabasanta6749 3 года назад +6

    nice post video thanks I miss you may love story💔💔💔

  • @dascreators1191
    @dascreators1191 2 года назад +11

    Omm bhai ବହୁତ ଭଲ ଅଭିନୟ କରିଛନ୍ତି।

  • @laxminarayanmohanty9328
    @laxminarayanmohanty9328 2 года назад +3

    ଭୋଉତ ଥର ଦେଖିବା ପରେ ବି ପୁଣି ଥରେ ଦେଖିବାକୁ ମନ ପଡୁ ଚି omm ଭାଇ

  • @monuwithsoul8595
    @monuwithsoul8595 3 года назад +19

    Human Sagar is ❤️. One of the finest singer in olywood.... He is the Arijit Singh of olywood... ❤️❤️❤️❤️❤️❤️ M just dieheart fan of him.........

  • @mamunimohanty3886
    @mamunimohanty3886 2 года назад +1

    Song ta ate mast heichi je jete dekhilebi aahuri mana hauchi dekhibaku nice yaar 😍

  • @koshaltimes5937
    @koshaltimes5937 3 года назад +7

    ହୃଦୟ ସ୍ପର୍ଶି......

  • @satyanayak3589
    @satyanayak3589 Год назад +1

    Really heart touching song jou Mane b true love ku harei chanti na sei Mane aee song ku bujhiparibe

  • @deepakdash2594
    @deepakdash2594 3 года назад +5

    Outstanding
    Love you omm bhai♥️♥️♥️

  • @subuusa4121
    @subuusa4121 2 года назад +2

    Same problem Mo life re khali gote katha alga ta ku kia mari nahi se thu a duniya ru Sabu dina pain chali jai chhi lekin aji b bahut vala pau chhi 😭😭😭😭😭😭

  • @VlogerUnlimited
    @VlogerUnlimited 2 года назад +6

    I Don't Know How Much Time I Will Listen The Song.... Than I Feel Relax

  • @uditbhaifan8906
    @uditbhaifan8906 Год назад +1

    ଏଇ ଦୁନିଆ ତ ବୋହୁତ ଖରାପ ଆଉ ଏ ଖରାପ ଦୁନିଆ ରେ ମୁଁ ଗୋଟେ ବୋହୁତ ଭଲ ଝିଅ ଟା ପାଇଥିଲି ଆଉ ମୋ ନିଜ ଭୁଲ ପାଇଁ ଆଜି ମୁଁ ତାକୁ ସବୁ ଦିନ ପାଇଁ ହରେଇ ଦେଲି 😭 Miss u Dipa 😭😭

  • @pabitrameher_official6187
    @pabitrameher_official6187 3 года назад +37

    Always my favorite act omm bhai❤heart touching concept👍nice composition

  • @RakeshNayak-y6q
    @RakeshNayak-y6q 8 месяцев назад +1

    Ei Gita sunile mo puruna premika katha bahut mone paduchi year 😭😭😭😭😭😭😭😭😭😭😭😭😭😭😭😭😭

  • @prakashbehera5826
    @prakashbehera5826 2 года назад +3

    ମସ୍ତ ଭିଡ଼ିଓ ବନାଉଛ ଭାଇ ଆହୁରି ଆଗକୁ ଯାଅ

  • @stupidkabi4413
    @stupidkabi4413 3 месяца назад +1

    Rati re soila bele ahi gita mu barambar sune...love this song somuch❤❤❤❤❤❤

  • @aparnaswain1033
    @aparnaswain1033 3 года назад +10

    The chemistry u both r showing is awsm😍

  • @radhikanaik-wp4if
    @radhikanaik-wp4if 8 месяцев назад +2

    Jay jagannth

  • @pujagelli651
    @pujagelli651 2 года назад +4

    ସତରେ ବହୁତ୍ ବଢିଆ ଗୀତ 😘😘

  • @ManasSahu-qx2og
    @ManasSahu-qx2og Год назад +1

    So nice song omm bro amite agaku karutha aji be aea song sunile bi mona buchhuni mu 100 thara aea song dakhisarili i so nice 👍 song ❤❤❤❤❤❤

  • @mr.blackdiamond7450
    @mr.blackdiamond7450 3 года назад +5

    ହୃଦୟ ସ୍ପର୍ଶୀ ସଙ୍ଗୀତ ❤️❤️❤️❤️

  • @sobhaginidehurylilu
    @sobhaginidehurylilu 2 года назад +1

    Really very nice... Jete dekhile ahuri dekhibaku ichhha hauchi a vedio