Really true and practical.The chest of a owner is very wide and stronge.Very few servants have idea about his owner.If you never be a good servant you never be a good master or owner.. Good experience and good message Sir.. Thank you
Hueta tama katha thhik hei pare.... Kichhi kala kara nija swartha pain malika mananku hairana karanti.... Kintu pintu babu gote katha ra ans karantu sabu bele apana nka opare ei iljam ta kana pain lage.. Khlai somesh nuha atitare bohut kala karnka tharu apnakaa birudhare katha kahibara ame sunichhu... Apanka ra kichhi ta galti rahu thhiba... Example bohut achhi...
👍 ଯାତ୍ରା ଜଗତରେ ବହୁତ୍ ଭଲ କଳାକାର ଅଛନ୍ତି , ମାଲିକ ମାନେ କାଇଁ ସିରିଏଲ୍ କଳାକାର ମାନଙ୍କୁ ପାଟିରେ ନେଉଛନ୍ତି ।। ଦୈତାରି ପଣ୍ଡାଙ୍କ ପରୀ କଳାକାର ସ୍କୁଲ ଘରେ ରହି ଯାତ୍ରା ପରିବେଷଣ କରନ୍ତି ।। ସୋମେଶ ବାବୁ କଣ ସେଇପରି କଳାକାର ।।
କଳାକାର ମାନେ adjust କରିକି ରହିପାରିଲେ ତାକୁ ହିଁ କଳାକାର କୁହାଯିବ
Perfect katha kahuchanti sir
ଗତ ବର୍ଷ ଆପଣ କଳାକାର ମାନଙ୍କୁ ପଇସା ଦେଲେ ନାହିଁ। ଏମୀତି ବି ମେସ ରେ ଖାଇବା କୁ ମିଳେ ନାହିଁ। କଳାକାର ଅନେକ ଦୁଃଖ କଷ୍ଟ ରେ ରହି ଶେଷ ରେ ପାର୍ଟି ଛାଡ଼ିଲେ। ଛୋଟ ଛୋଟ କଳାକାର ମାନଙ୍କୁ ହଇରାଣ କଲେ, ଆପଣ ନିଜେ ତିଷ୍ଟି ପାରିବେନି। ପାର୍ଟି ଚଲେଇ ପାରୁନାହାନ୍ତି, ଯାତ୍ରା ପାର୍ଟି ବନ୍ଧ କରିଦେଉନାହନ୍ତି।
ମାଲିକ ଠିକ କହିଛନ୍ତି , ଯାତ୍ରା କରିବା ସହଜ
ଯାତ୍ରା ଅନୁଷ୍ଠାନ କରି ଚଳେଇବା ଏତେ ସହଜ ନୁହେଁ 🎉
ସୋମେଶ ବାବୁ କେବେ star king ସୁବାସ ବେହେରା ଙ୍କ ଠାରୁ କିଛି ଶିଖନ୍ତୁ। କାରଣ ସୁବାଷ ବେହେରା ତାଙ୍କ ଜୀବନରେ କେତେ କଷ୍ଟ ସହି ଆଜି ଏ ଜାଗା ରେ ପହଞ୍ଚିଛନ୍ତି, କେବଳ ତାଙ୍କୁ ଜଣା। ସେଥିପାଇଁ ମୋର ସବୁଠାରୁ ପସନ୍ଦ ର କଳାକାର ସୁବାଷ ଭାଈ ♥️
King star always king star subash behera. Subash bhai my favourite actor
Yes
ବହୁତ୍ ବଡ଼ ବଡ଼ କଳାକାର ଆଜି ମଧ୍ଯ ସ୍କୁଲ ଘରେ ରହୁଛନ୍ତି ଯାତ୍ରା ସମୟରେ। Adjustment କରିବା ଶିଖନ୍ତୁ।
Bhai big fan @sanjubablicreation7654
Sobu place sanaba nuho..
ଭାବିସତ୍ୟ ରେ ମାଲିକ ମାନଙ୍କ ପାଇଁ ହିଁ ଯାତ୍ରା ବନ୍ଦ୍ ହେବ ତେଣୁ ସବୁ ମାଲିକ ମାନେ ଏକ ହୋଇ ଯେତେ ବଡ଼ କଳାକାର ହଉ ତାର ବାର୍ଷିକ ଦରମା ୧୦ ରୁ ୧୨ ଲକ୍ଷ୍ୟ ଭିତରେ ଚୁକ୍ତି କରାଯାଉ ଯଦି ରାଜି ନ ହଉନାହାନ୍ତି ତାଙ୍କୁ ଯାତ୍ରା ରୁ ବୟକଟ କରନ୍ତୁ ତାହେଲେ ଯାତ୍ରା ଟିକେଟ ୨୦୦/ ଭିତରେ ରହିବ ଯାତ୍ରା ବଞ୍ଚି ରହିବ.ଆଉ ରହିଲା କଳାକାର ମାନେ covid ଟାଇମ ଭଳି ୧/୨ ବର୍ଷ ଘରେ ବସିଗଲେ ମାଲିକ ମାନଙ୍କର ମଳିକି ପର ବର୍ଷକୁ ଆପେ ଆପେ ଆସି ଯାତ୍ରାରେ ଯୋଗ ଦେବେ
ଆଉ ଦର୍ଶକ ମାନଙ୍କୁ ୪୦୦/୫୦୦ ଟଙ୍କା ଟିକେଟ ଦବାକୁ ପଡିବ ନାହିଁ ଯାତ୍ରା ଅନୁଷ୍ଠାନ ଦୀର୍ଘ ଦିନ ବଞ୍ଛି ରହିବ
ଜୟ କଳା,ଜୟ ଯାତ୍ରା
ଜୟ ଜଗନ୍ନାଥ
ଠିକ୍ କହିଚ ଭାଇ
@@dusamantakumardalai9520 tq
true
ତମ ଭଳି ମାଲିକ ଟିଭି ସିରିଏଲ ବାଲାଙ୍କୁ କଣ ପାଇଁ ଆଣୁଛ
👍
TV କଳାକାର ମାନଙ୍କୁ ନେଉଛନ୍ତି କାହଁକି.... ଏମିତି ଅବସ୍ଥା ର ସମ୍ମୁଖୀନ ହେବେ.... ଏ କଥା ଆପଣ କଣ ଜାଣି ନଥିଲେ..... Celebriti ଷ୍ଟାର ସେମାନେ... ଡିମାଣ୍ଡ ହିଁ କରିବେ
Right 👍👍👍
ଠିକ କଥା..
Bahut badhi katha kahila bhai jie jatra Malika heithiba se kasta janithiba
You are correct sir
Right katha
Right bro 👍
ଯାତ୍ରା ଅନୁଷ୍ଠାନ ଦାଇ ମାଲିକ ଅନ୍ୟ କଲା କଳାକାର କୁ 25 30 ଲକ୍ଷ୍ୟ ଦଉଚ
Right sir 👍
ମାଲିକ ହିସାବରେ ଆପଣ ବହୁତ୍ ଭଲ ଲୋକ ଆପଣ ଭଲ କଳାକାର ମାନଙ୍କୁ ଚୁକ୍ତିବଦ୍ଧ କରନ୍ତୁ ଏଇଭଳି ବେକରିଆ କଳାକାରକୁ ପାର୍ଟି ରେ ରଖି ପାର୍ଟି ବଦନାମ କରନ୍ତୁନି
0:08 0:08 ସୋମେଶ ଙ୍କ କଥା କହିଲେ.... କାବୁଲା କାହିଁକି party ଛାଡିଲେ କହୁନ ଯେ.... ଗତ ବର୍ଷ party ଅଧା ରୁ ବନ୍ଦ ଥିଲା କାହିଁକି
Right Bhai 👍👍👍
ଦିଲସେ ସଲ୍ୟୁଟ ଏ ଭାଇ ଙ୍କୁ ମାଲିକ ଏମିତି ହବା ଦରକାର
ସାର୍ ଠିକ୍ କହୁଛନ୍ତି
Soumya Patnaik,jatra kalakararnka darama badhei sabu malika nku debalia kari dele,sabu malika budibe,
Really true and practical.The chest of a owner is very wide and stronge.Very few servants have idea about his owner.If you never be a good servant you never be a good master or owner.. Good experience and good message Sir.. Thank you
ପ୍ରଯୋଜକ ଙ୍କ ମତାମତ ସୁନ୍ଦର❤❤😢😮😅❤
ଭାଇ ଏକଦମ୍ ସତ୍ୟ କହିଛନ୍ତି ସୋମେଶ ଯାତ୍ରା କୁ ଆସିବା ପୂର୍ବରୁ ଭାବିବାର ଥିଲା ଯାତ୍ରା ରେ କଷ୍ଟ ଅଛି ସେଥିପାଇଁ କଳାକାର ମାନେ କେତେ କଷ୍ଟ ସହୁଚନ୍ତି ତାପରେ ପ୍ରାପ୍ୟ ନେଉଚ୍ନ୍ତି ସୋମେଶ ପରି କଳାକାର ମାଲିକ ମାନଙ୍କୁ ହଇରାଣ କରିବାକୁ ଆସନ୍ତି
Right right
ମାଲିକ ବାବୁ ଆପଣ ଏଗ୍ରିମେଣ୍ଟ କରି ନ ଥିଲେ କଣ ପାଇଁ
ଯାତ୍ରା ମାଲିକ ଯାହା କହିଲେ ପୁରା ଠିକ
ସେରିଆଲ ଅର୍ଟିଷ୍ଟ କୁ ଯାତ୍ରାରେ ନେଲେ ଯାତ୍ରା ଭଲ ହେବ ନାହିଁ
Somesh sir ❤❤❤❤
Right
କଳାକାର ତାଙ୍କୁ କୁହାଯିବ ଯିବ ସବୁ ଜାଗାରେ adjust କରି ପାରିବ
You right
ମାଲିକ condition re କଳା କାର୍ rajihebaku ବାଧ୍ୟ ଯଦି ନୁହେଁ ତାହେଲେ ଯାତ୍ରାକୁ ଆସନ୍ତୁ ନାହିଁ
Thik khota agyan ate poisa malikor lagu chi
Thik katha kahile
👍
Tame seriel kalakarku Kain anucha
ପ୍ରକୃତରେ ଯାତ୍ରା ମାଲିକ (ଲୋକ) artist ଦେଖିକି ପାତର ଅନ୍ତର କରନ୍ତି।
Urgent right sir
Sorry u r right sir
Sir bahut vala...somesh jatra pain jogya nune
Pintu Bhai tame bohut kasta re
Aagaku aasechha dhanyabad
Thanks Bhai
Babu Namaskar
ଆଉ ଆପଣ ଙ୍କ ମେନେଜର ବାବୁଲି ବାବୁ ଙ୍କ କଥା ଟିକେ କୁହନ୍ତୁ
ବାଲେଶ୍ୱେର ରେ ଭଲ ଆକଟର ଅଛନ୍ତି, ମାଲିକ ମାନେ କଣ ପାଇ ସେରିଆଲ ଆକଟର ଙ୍କୁ ଚାକିରୀ ଦେହୁଛନ୍ତି, ବେଶି ଲାଭ ପାଇ ତ
ସତ କଥା କହିଲ ଭାଇ
କେତେଟା ମାଗିଆ କଲା କାର ପାଇଁ ମାଲିକ ମାନେ ବହୁତ ଅସୁବିଦାରେ ପଡ଼ୁଛନ୍ତି
ସମସ୍ତେ ମଣିଷ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଠିକ୍ କଥା କହିଲେ ଆପଣ ସତ କହୁଛନ୍ତି
❤❤❤❤
ମାସକୁ 30 ଲକ୍ଷ 🙄🙄🙄
Right 👍
Kalakaramane malikanku support Kariba darakar
Se ki bala kalakar te ki,ete demand karuchhi,,
All party Owner should not give so much money to the artists otherwise oneday the jatra party will stop.
ସେମାନଙ୍କୁ ଏତେ ପଇସା କଣ ପାଇଁ ଦୋଉଛ
Malika bohutu bhala
Somesh Gota bala hero sa jarta ra rahila loka asibani
ବାଡ଼ିପଟେ ନାହିଁ ଟଗର ଗଛ
ହାତୀକୁ ଡାକି ସାରି କହନ୍ତି,
ADJUST କର ଅଛି ଆମର
ବର ଗଛ 😀
Jitu bhai jabardast part 2
କି ଯାତ୍ରା କରିଛନ୍ତି ଜେ ମୁକ୍ତି କାନ୍ତ ବାବୁ 😭 କଳାକାର ମାନଙ୍କ ଏ ଜଞ୍ଜାଳ ରୁ ମୁକ୍ତି ମିଳୁ ନାହିଁ 😭😭😭🤪🤣😂
🙏🙏🙏🙏🙏🙏🙏🙏🙏🙏✍️✍️✍️✍️✍️🏃🏃🏃🏃🏃🏃 So super video Durga Mandir number 1 jivan Kavi artist sir
Ok sir
Sata.katha.kahila.sir
Mu.jibaku.chanuchi
Jatraku
Right sar
Tv serial actor ku jatra party ku nehantu nahi
Correct bhai
Babu sabu bele new kalakar kun sujag dianti 🙏🙏🙏
Thik କଥା
❤❤❤❤❤thick କଥା sir somesh କୁ by cut କରନ୍ତୁ sir
Bhai ye Malik saha personally kebe katha hoicha na bheticha...
ତୁମେ ନେଉଛ କାହିଁକି..
Jatra malik mane kebe ta sata kuha..... Totaly michha kahuchi
Sundar katha sir
ଆଉ କିଛି ନାହିଁ ଖାଲି ରାଣ୍ଡି ନାଚ କରି ଦେସ ରାଜ୍ୟ ର ବିକାଶ ହେବ
ଠିକ୍ କଥା
Swarna mandira bhala pati . Malika bahut bhala laguchanti . Open minded
ମାଲିକ ଜାହାକହୁଛତି ଠିକ୍ କଥା
Jatra Tent tale jia soipariba Sia Prakrutare kolakar
United we stand divided we fall
Hueta tama katha thhik hei pare.... Kichhi kala kara nija swartha pain malika mananku hairana karanti.... Kintu pintu babu gote katha ra ans karantu sabu bele apana nka opare ei iljam ta kana pain lage.. Khlai somesh nuha atitare bohut kala karnka tharu apnakaa birudhare katha kahibara ame sunichhu... Apanka ra kichhi ta galti rahu thhiba... Example bohut achhi...
Sahu bhauja ku niantu bhala bepara heba
ସୋମେଶ ନାଁରେ କେସେ ଦିଅନ୍ତୁ
Purnima best naika
Jemiti Karma samiti fall😮😮😮😮😮
Thiki loka a bhai
Aithire ashara alokare dakuchanti avsalibyktiku
dada,malika,ranipanda,bhala,loka,balikoetila
Pintu Bhai ama ghara pakha loka hei ama ku gote sujog dei dekha
au ethi ego dekhei hele chalibani. 😮😮😮
Malika kudhanyabad
Saha kahucha thika
ସେ କିବାଲହିରୋଯେ
Malika. Right kahuchi
Param tauter katha ru jana paduchhi
Prakutare malika habata amiti
ଏଇଟା ଗୋଟେ ବଡ ଟାଉଟର
Good
Agyan jatra kola kar bhut bholo ae sola film bala ku joma jatra re entry koro tu ni bhut bholo hobo seresli khou chi
Right word sir
Odisa re film band heigala.Jatra banchichhi support karantu
shireele,napura,a,konakarenahi,prtidina,hauphula,heuchi
Bhai ,ajika date re piyush bhai star, se jemti adjust karuchanti, tanka thu sikhiba darkar.