Tume jaha kahucha gote prakar sata but tume tike insta reels heu ki Facebook dekha kemti heuchanti jhia Mane khariku tike Dara nahi ki respect nahi khali freedom darkar . Tume jaha kahile sata but kichi ta Swami ra freedom nasta karidela Stree ku
Maximum jhia ghara karibi boli hin sasu sasura gharku asanti kintu sasu ghara loka guda amt karibe je se jhia sethu chandi rupa dekheiba start kariba jaha b hele se nijaku ta defend kariba na... Au gote katha chua pila hele to bapa ghra sabu karibe boli patheidebe 5-7 month re puni anibe chua janma hei 8 month hela belku mane jete bele au kichi baby kama padibani sete bele b maa hi kare sabu sethire puni bapa maa tora deleni amt smt kahi galideuthibe badhya hei jhia te pati fitaye ki jhgda kare k te ba sahiba jane
କିଛି ଘରେ ବଡ଼ ବହୁ ଙ୍କୁ ବହୁତ୍ ଇମ୍ପୋଟାନ୍ସ ଦିଆ ଯାଏ ଆଉ ସାନ, ମଝିଆ ମାନଙ୍କୁ ଘରେ ବହୁତ କାମ ଆଉ ଦାୟିତ୍ଵ ବହନ କରିବାକୁ ପଡେ। ଅଧିକାର ସବୁବେଳେ ବଡ ମାନଂକର ହିଁ ଥାଏ । ଆଉ ସବୁବେଳେ ବଡ଼ ବୋହୂ କଥା ହିଁ କମ୍ପ୍ୟାର୍ କରାଯାଏ ଶାଶୁ ଘରେ ।
ପୁଅ ଘର ପକ୍କା ମାଘିଆ ଅଛନ୍ତି
ଗଞ୍ଜାମ ଜିଲ୍ଲା ଆଉ ପ୍ରମିଳା ନାନୀ କଣ ଠିକା ନେଇଛି ଏମିତି ସୁନ୍ଦର ସୁନ୍ଦର ଆଶାର ଆଲୋକ ଏପିଶୋଡ ତିଆରି କରିବା ପାଇଁ?
ଶଳେ ଅନ୍ୟ ଜିଲ୍ଲାର ଲୋକ ଚେଷ୍ଟା କରୁ ନାହାନ୍ତି ଆଶା ର ଆଲୋକ ରେ ଭାଗ ନେବା ପାଇଁ, 😂😂😂
ପ୍ରମିଳା ନାନୀ ପାଇଁ ଆଜି ଆଶାର ଆଲୋକ ସିରିଏଲ୍ ବଞ୍ଚିକି ଅଛି
ଲୋକଟି ପ୍ରଦୀପ ମହାରଥୀ ପରିକା ଦିସୁଛି 😮
Correct
Right bhai
Correct
Correct
Pradif maharathhy.. Bada bopa heithiba...😊😊😊😊😊😊😊😊😊😊😊😊😊😊😊😊😊
ଏହିମାନେ ହେଉଛନ୍ତି କଳି ଯୁଗର ସାସୁ ସୋସୁର 😂😂😂😂😂😂
ଏ ଝିଅର ମୁହଁ ରୁ ଜଣାପଡୁଛି ଏ ଝିଅର କିଛି ପ୍ରକୃତି ଖରାପ ଅଛି 👌
ଗଂଜାମ ଜିଲ୍ଲାରେ ସବୁ ଏମିତି 😢😢😢😢
Right bhai😢
ଏ ମଞ୍ଚରେ ନାରୀ ମାନଙ୍କୁ ବେଶି ସପଟ କରାଯାଉଛି
ଭାଈ ଏତେ ଭଲ ସୁନ୍ଦର ସ୍ତ୍ରୀଟିଏ ପାଇଚ,ଆଉ ଜିନିଷ ନେଇକି kn ସୁଖ ଶାନ୍ତିରେ ରହିବା,ଆଜି କାଲିକା ଦୁନିଆରେ ଝିଅ ମିଳୁ ନାହାନ୍ତି 😢..
ବୁଢ଼ା ବୁଢ଼ୀ ପକା ହାରାମି
ସାର୍ ଝିଅଟିର ଦୋଷ ନାହିଁ , ତାକୁ ନ୍ୟାୟ ଦିଅନ୍ତୁ 🙏🙏🙏🙏🙏🙏🙏🙏
ଆଜିକାଲି ଯାହା ହେଉଛନ୍ତି ଝିଅ ମାନେ ଆଉ ପାରି ହେବନି। ପୁଅ ର ଦୋଷ ଅଛି ସତ କିନ୍ତୁ ଝିଅ ର ପ୍ରବଳ ଦୋଷ ଅଛି। ଏବେ ଆଉ ବାହା ହେବା ଟ୍ଟା ଗୋଟେ ଜୀବନ ର ବଡ଼ ଭୂଲ୍।
True
R8
Nahin bhai aaji kali bohu b kasta pauchnti na bapa ghrku jaiparuchnti society dara re sabu sahi rahibaku heuchi
Tume jaha kahucha gote prakar sata but tume tike insta reels heu ki Facebook dekha kemti heuchanti jhia Mane khariku tike Dara nahi ki respect nahi khali freedom darkar . Tume jaha kahile sata but kichi ta Swami ra freedom nasta karidela Stree ku
@@puja6903tuma sasu ghare kasta deuchanti ki tumako puja
ନାରୀର ଗୋଟେ ବଡ଼ ହେଉଛି ବଳ କାନ୍ଦିବା, କାନ୍ଦିବା ଦ୍ଵାରା ନିଜ ଆଡୁ ଭୂଲ୍ ରୁ ମୁକୁଳି ଯାଆନ୍ତି
ଏଇଟା, ବେଧେଇଭଳି, ଲାଗୁଛି
କେହି କାହା ଠାରୁ କାମ ନୁହେଁ
ଆମ ଓଡ଼ିଶା ସରକାର ଯୌତୁକ ଯୋଜନା କେବେ ବନ୍ଦ କରିବେ 😢
କହିଲେ ଜନ୍ତୁ ଭଲ ନାହିଁ 🤣🤣🤣ଏମିତି ଶବ୍ଧ ଟା ଶୁଣିବାକୁ ଭଲ ଲାଗୁନି ଜମା..
ଝିଅର ପ୍ରବଳ ଦୋଷ ଅଛି କଥା କଥାରେ ନାକ ଟେକୁଛି ପୁଅର ଭି ଦୋଷ ଅଛି
ପୁଅ ଘର ବି ଯୌତୁକ ଲୋଭି, ଅଭିନୟ କରୁଛନ୍ତି ଝିଅ ଘରର ବି କିଛି ଭୁଲ ଥାଇପାରେ
ତାଙ୍କ ଝିଅ କୁ ଦେଲେ ସେ ଝିଅ ଜନ୍ମ କରି ବଡ଼ କରି ବାହାଘର କଲେ ପୁଣି ଜିନିଷ କଣ ପାଇଁ ଆଣିଲକି ଯଦି ଆଣିଲ ତମ ପୁଅ କୁ ଛାଡି ଦୋଉନ ସେ ଝିଅ ଘରେ ରହିବେ . ଟିକେ ତ ଚିନ୍ତା କର ଗୋଟେ ବାପା ମାଆ କେତେ କଷ୍ଟ କରି ଜନ୍ମ ଦେଇ ବଡ଼ କଲେ ବାହାଘର କଲେ ପୁଣି ଜିନିଷ କଣ ହେବ. ସେ ଝିଅ ରୁ ବୋହୂ ହୋଇ ମରିବା ଯାଏ ରହିବ ତମ ଘରେ କେତେ କଷ୍ଟ ହୁଏ ଥରେ ଭାବ . ଦୟାକରି ଏମିତି ହୁଅନି ବୋହୂ କୁ ଝିଅ କରି ଦେଖ ସବୁ ଠିକି ହେଇଯିବ🙏
Right
Ta boli bahaghara ra 7 day pare pregnant haba,😂😂😂
@@jiteshbehera6752 😂😂
I love you madam please मेरे लिए एक एक लड़की ठीक कर दोगी तो अछा होगा आपकी मेहरबानी होगी धन्यवाद ,,🌹🍅
Kono houchi re bhai ea sobu 😂😂😂😂 ବିବାହ ନ କରିଲେ ଚିନ୍ତା ବିବାହ କରିଲେ ଇଏ ଚିନ୍ତା । .....କି କଥା ଇଏ ଗୁଡାକ ଲଜିୟା 😐😉😉
No marriage no tension
@@amarbalangir4515tuma balangir re emiti ghatana bahut
ଯେତେ ମଘିଆ କେସ ଖାଲି ଗଞ୍ଜାମ ଜିଲ୍ଲା
ପୁଅ ଘର ଭାରି ଯୌତୁକ ଲୋଭି ..ଏମାନଙ୍କୁ ଜେଲରେ ପୁରାଇବା କଥା ..ଝିଅକୁ ଖେଳନା ଭାବୁଛି ଏ ପୁଅ..ପୁଅର ବାପା,ମା ପାଇଁ ଏ ସଂସାର ଭାଙ୍ଗିବା ଅବସ୍ତାରେ
ଝିଅର ଆଖି ଟାକୁ ଦେଖିଲେ ( ଚାହାଣି ) ଲାଗୁଛି ଝିଅ ପାଖରେ କିଛି ଗଡ଼ ବଡ଼ ଅଛି ସୁନିଶ୍ଚିତ .
Tu sabu janithilu
ଏଇ ଯୌତୁକ ବେନ କରାଯାଉ ଓଡିଶାରୁ ଏଇ ପୁଅଟି ଘଇତା ଘଇତା କୋଉଚି
ବନ୍ଦ ହବା ଦରକାର କିନ୍ତୁ ବନ୍ଦ ହେଲା ପରେ ଝିଅ ମାନେ ଆଉ ମଣିଷ ମାନିବେ ଟୀ ......କେହି କାହାକୁ କମ ନୁହନ୍ତି
Asambhav khas kari gamjam district re😂😂😂😂😂😂.
ପୁଅଘରବହୁତ ଚାଲାଗ
ବହୁତ ଗର୍ବ ଅଛି ପୁଅ ଘର ଲୋକଙ୍କର 😡😡😡😡😡😡😡😡😡😡😡
Bahaghara pare Swami pasand Lage ni stri ku stri pasand Lage ni Swami ku 😂😢😮
Thanks the team (Ashara aloka). Solving of the problem is very simple and God bless you all.
Thanks all.
Please full episodes chadantu
ସବୁ ଝିଅ ର ଭୁଲ ଅଛି ଝିଅ ମିଛ କହୁଛି ବର କୁ ଫସାଉଛି
Tu bedha tu maa giha sabu janichu bee
ଆପଣକୁ ସଲାମ sir
Sasu sasura hin pasiki disturbance karanti, aau emane hin samastanka agare bohu ku michha sata kahi badnam karanti
ସାର୍ ଫୁଲ ଭିଡିଓ ଦିଅନ୍ତୁ
Puara bapa. Maa thik nahni
ଜମା ଭଲ ଜନ୍ତୁ ନୁହେଁ🤣😂😁
ଏମିତି କଥା 🤔🤔🤔
Marriage against girl's choice must be a very serious crime
Like that pradeep moharothi
ନାରୀ ମାନଙ୍କ ଆଚରଣ ଭଲ ଲାଗୁନି।
To acharana bhari bhala
A bhali sasura jahara thiba se bahut kasta paiba
Sir full episode diantu
Ganjam District bodhe Laguchi 😮😮😮
Right guess 😂
ganjam re bhala quality tumku kichhi dekhajaeni...@@shivanijena9077
mo saha heichi pura 9 masa pare pua heichi.aeta period upare katha bahaghara aagaru hele piriod amiti hue
ବୋହୁ ମିଛ କହୁଛି ଶାଶୁ ସତ କହୁଛି ସେ ଶାଶୁ ଅଭି ନୟ କରୁଛି ସେ ଗୋଟେ ଭୁ ଣ ହତ୍ୟା କରିଛନ୍ତି ଯୌତୁକ ଲୋଭି ସେମାନଙ୍କ ଭାଷା ଜ୍ଞାନ ନାହିଁ ଗୋଟେ ମଞ୍ଚ ରେ କିଭଳିଆ ଭାଷା ବେବହାର କରୁ ଛନ୍ତି ଜଣା ପଡୁଛି ତମେ କେତେ ସତୀ àଆ
କାହାକୁ କାହା ସାଙ୍ଗ ରେ ତୁଳନା କରିବନାହିଁ
❤❤❤❤❤
ଦୁଇ ଜଣ ଖରାପ। ଝିଅ ଟିକେ ଅଧିକ
କ'ଣ ସବୁ ପାଲା ଚାଲିଛି
ଝିଅ ଟି ର ଦୋଷ ନାହିଁ 🙏🙏
ଝିଅ ର ଆଖି ଚାହାଣୀ କହୁଛି। କିଛି ଦୋଷ ଅଛି
ପୁଅ ଘର ଲକମିଛ କହୁ ଚତି
ଏଠି ପୁଅ ପିଲାଟା ଏବଂ ତା ବାପ, ମା ପୁରା ଖାଣ୍ଟି ସୁନାମୁଣ୍ଡା.....😂😂😂😂😂😂😂😂
ଶଳା ହା......ଦା ଗୁଡା 😊
ପ୍ରମିଳା ମା ପାଇଁ ଆଶାର ଆଲୋକ ଓଟିଭି ର ସୁପର ହିଟ ହଉଚି ଭଲ case jak
Full video upload karna
ଘୋର ଲଜ୍ୟା
Right
A bhai Pradeep maharathi, Asichhanti😮😮
ଡାଲମା ପଙ୍କ episode ପରେ ସେ ଟୋକା ଗଲା କୁଆଡେ, ଏବେ ଏ ନୂଆ ହାଉଳା କି ବାଳ anchoring କରୁଛି
ସେ ଝିଅକୁ ଜମା ଭଲ ଭାବନି ମହା ଗାଲୁଆ ଅଛି, ଆଗୁଆ ସମ୍ପର୍କ ବି ରଖିଛି ଜଣା ପଡୁଛି, ଝିଅ କାନ୍ଦ କୁ ଜମା ଭରସା କରନି
Tu sabu janichu
Jhio kanduchi but akhi re luho baharuni 😭😂
Bapa pua tk dosa achhi
Jhio puo 2jonankar dosa achi
ସେ ସ୍ଵାମୀ ଦରକାର ନାହିଁ ତୁମେ ମତେ ଆସି ବିବାହ କର ମୋ'ର କିଛି ଆବଶ୍ୟକ ନାହିଁ କେବଳ ଭଲଭାବରେ ସୁଆଦିଆ ଖାଦ୍ୟ ଏବଂ ସ୍ତ୍ରୀର ପ୍ରେମ ସେକ୍ସ୍ ର ସବୁ ପ୍ରକାରର ଖୁସି ଟଙ୍କା ପଇସା ଆବଶ୍ୟକ ନାହିଁ କେବଳ ତୁ ଥିଲେ ସାଥିରେ ନେଇ ଆସିବି ମୁଁ ରୋଜଗାର କରି ଧନ ଜନ ଅଜଶଓର ଲୋଡା ନାହିଁ ମୋତେ ତୋ ବାପଘର ଧନ ମୋ'ର , ଧନ କମେଇବା କ୍ଷମତା ରହିଛି ଯଥେଷ୍ଟ ମୋ'ର ସନ୍ଦେହ ରକ୍ତରେ ନାହିଁ ମୋ'ର ଆଗକୁ ଈଛା ତୋର ଗୋଟିଏ ଧନ୍ୟବାଦ ତତେ ମୋର୍ ଧନ୍ୟବାଦ
Kn kahila???
Se bhala job karithiba boli taku baha haichi😂😂, tame jadi bhala job karuthiba tamaku ya thu bi bhala jhia milibe, sure
@@jiteshbehera6752 thank you very much sir and best wishes A HAPPY NEW YEAR 🌹💖 2024 TO YOU THANKS
କିଏ ସତ କିଏ ମିଛ ତାଉ ଲିବାକୁ ଦଣ୍ଡି ନାହିଁ,,(ମିଛ ସଂସାରା) କଳିଯୁଗେ ଏମନ୍ତ
Berhampur re 60 per ghare aji paryanta bi jiutuka nirjatana .....saha swami stree dispute chaluchi.......
tume bodhe survey karithila..
Upload full vdo
Need full episodes
ଏହା ଯୋୖତୁକ ଖେଳ ----
Maximum jhia ghara karibi boli hin sasu sasura gharku asanti kintu sasu ghara loka guda amt karibe je se jhia sethu chandi rupa dekheiba start kariba jaha b hele se nijaku ta defend kariba na... Au gote katha chua pila hele to bapa ghra sabu karibe boli patheidebe 5-7 month re puni anibe chua janma hei 8 month hela belku mane jete bele au kichi baby kama padibani sete bele b maa hi kare sabu sethire puni bapa maa tora deleni amt smt kahi galideuthibe badhya hei jhia te pati fitaye ki jhgda kare k te ba sahiba jane
ଶଶୁର ବା ଅଣ୍ଡା କହୁଚି
Ei mein judge bhala laguni previous judge anantu 😢
Tume judge hui jao😂
Full episode chhada
Write
Why this type of cases are happen at South side
Satare hybrid chhua bodhe 7 days re possitive
Sir mu episode ti dekhile more judgement hisaab re jhiya ahu ta pariwar ra 80% bhul
Please send full episodes
Kn katikia manakar houni
Jhiatata thika achhi
Pura video dia
Puo ro maa bohut chandi sotore gan lokanku pocharontu
Jhia ra au kouthi setting achi
ସେଠି ସବୁ ତଥାକଥିତ ନାରୀବାଦୀ ବସିଛନ୍ତି, ପୁଅ ଓ ତା ପରିବାର ଲୋକଙ୍କ ଦୋଷ କାଢିବା ପାଇଁ। ଆଛା ତମେ ତ ତାଙ୍କୁ ପ୍ରଶ୍ନ କଲ ଓ ସେମାନେ ବି ସ୍ପଷ୍ଟ ଭାବେ ତାଙ୍କ କଥା ରଖିଲେ, କୋଉଠି ବି ଅଭଦ୍ରାମି କିମ୍ବା ବ୍ୟବହାର ଖରାପ କରି ନାହାନ୍ତି, ତାହେଲେ ସେମାନଙ୍କୁ କେମିତି ଦୋଷୀ କରିଦେଲ। ଆଛା ସେ ଯୋଉ ସେବନିବୃତ୍ତ ବିଚାରପତି ବସିଛନ୍ତି ସେ ବି ନିଜକୁ ବ୍ରହ୍ମା ଙ୍କ ପରି ସର୍ବଜ୍ଞ ଭାବି କହିଦେଲେ ଯେ, ସ୍ତ୍ରୀ ଲୋକ କଥା ଠିକ, ପୁଅ ଘର ଯୌତୁକ ଲୋଭୀ। ଏସବୁ ଛଡ଼ା ଯେତେ ଲୋକ ଏ ନାଟକ ଦେଖିଥିବେ ସମସ୍ତେ କହିଦେବେ ଯେ ସେ ସ୍ତ୍ରୀ ଲୋକ ଟା ବଦମାସ୍ ଆଉ କିଛି ନୁହଁ।
ସେଥିପାଇଁ ମୁଁ ଏଇ କାର୍ଯକ୍ରମ କୁ ଘୃଣା କରେ, ଯୋଉ ଥିରେ ପୁରୁଷ ଙ୍କୁ ନ୍ୟାୟ ମିଳେନି।
Ama desa ra law bi emiti
@@amarbalangir4515tuma balangir re besi divorce
A Ganajam district sabu amiti sasu ghara loka bahut badmas
Sabu dist- Ra Loko seya
Ganjam dist lokamane bahut kharap
Match pradip moharathy
Mara. Axsan
Kete jana nku laguchhi .... Dui jananka katha bartha ru jana paduchhi amene ama Ganjam Brahmapur boli.... ?
proud feel heuthiba na...
😂 ଦୁଇ ପାଟି ଠିକ୍
ଫୁଲ ଭିଡ଼ିଓ ଛାଡ଼ନ୍ତୁ
.No dauta. No. Wait fainal tautar
Raghu dasa
Sata. Katha. Hauchi. Jhiya. Sasu. Sasura. Pakharu. Alaga. Rahiba. Sathipain. Plan. Kari. Micha. Kahuchhi
A jhia Micha kahuchi
ପ୍ରସଙ୍ଗ ନଥିଲେ କାନ୍ଦ
Kia kahaku balaka nahi
ଝିଅ ପୂରା ଖେଳାଳି..... 🤣
Miss mihir dar
Sasura , Swami gotie lau reu tiari😂😂😂😂😂
Tuma sasura swami kemiti priya
Jie magantini sabu semanaku hin darkar
Pua paxy lok bilkul right