The Inexpressible II Prof Manoj Das II April Conference 2015, Matrubhaban Cuttack
HTML-код
- Опубликовано: 10 фев 2025
- "The voice that only by speech can move the mind
Became a silent knowledge in the soul;
The strength that only in action feels its truth
Was lodged now in a mute omnipotent peace."
-Sri Aurobindo
Savitri
Its all about climbing the knowledge of one into higher and higher.
It contains all educational purpose videos of your interest.
🙏🏾💐👍
ପ୍ରଜ୍ଞା ପୁରୁଷ ଶ୍ରୀ ମନୋଜ ଦାସ ଙ୍କୁ ମୋର ପ୍ରଣାମ। 🙏
Chitan purusa Mahan Manoj Dasnku mora pranam
Inspirational speech, tribute to the legend
Sir pranam
SIR IS ALWAYS SIR JAI MAA
Really Most inspirational, heart touching discussion.
Pranam sir
ଯାହାଙ୍କ କଥା ପଦେ ଶୁଣିବାକୁ ଅପେକ୍ଷାରତ
ଯାହାଙ୍କ କଥା ଶୁଣିଲେ କିନ୍ତୁ ହୁଏ ମୁଁ ବିସ୍ମିତ।
କେଉଁଠୁ କରିବି ଆରମ୍ଭ କେଉଁଠି ଯେ ଶେଷ
ଆହେ ପ୍ରଜ୍ଞାନ ପୁରୁଷ ଦିଅ ମୋତେ ଆଶିଷ ।
କେତେ ସୁନ୍ଦର ଭାଷା ଏବଂ ବୋଧଗମ୍ୟ ଲେଖା
କେତେ ସୁନ୍ଦର ଭାବନା ଆଉ ଶାଶ୍ୱତ ଚିନ୍ତା।।
ଅତି ପ୍ରାଞ୍ଜଳ ଭାବରେ ସାରସ୍ୱତ କୁ ତନ୍ନ ତନ୍ନ କରି ବ୍ଯାଖ୍ଯା କରିବା ଏବଂ ସାହିତ୍ୟ ଜଗତ ମାଳୀ ରୂପେ ସାହିତ୍ୟ ରୂପି ପୁଷ୍ପ କୁ ସ୍ରୁଷ୍ଟି କରିବାରେ ଆପଣ ହେଉଛନ୍ତି ପ୍ରବୀଣ। ଆପଣଙ୍କ ଆଲୋଚନା ଚକ୍ର ଏବଂ ଆପଣଙ୍କ ଲେଖା ପଢିଲେ ମୁଁ ହୋଇଯାଏ ବାକ୍ ଶୁନ୍ଯ, ଶବ୍ଦ ଶୁନ୍ଯ। କେତେ ଶିଶୁ ସୁଲଭ ଗୁଣ କୁ ଆପଣ ଆପଣଙ୍କ ଲେଖା ରେ ସ୍ଥାନିତ କରିଛନ୍ତି। ଆପଣ ଜଣେ କାଳଜୟୀ ସାରସ୍ଵତ ସ୍ରଷ୍ଟା। ଆପଣଙ୍କ ସ୍ରୁଷ୍ଟି ର କଳ୍ପନା ନାହିଁ, ତୁଳନା ନାହିଁ। ଆପଣ ଆମର ଚିର ନମସ୍ଯ।
ହେ ମହାନ୍ ପୁରୁଷ ମୋତେ ଆଶୀର୍ବାଦ କର ମୁଁ ଯେମିତି ଆପଣଙ୍କ ବଗିଚା ର ସେଇ ସାହିତ୍ୟ ରୂପି ପୁଷ୍ପ କୁ ନେଇ ମାଳ ଗୁନ୍ଥି ରଚନା କରିବି କବିତା, ଗଳ୍ପ, ପ୍ରବନ୍ଧ, ଉପନ୍ୟାସ ରୂପି ମାଳ ଏବଂ ପାଠକଙ୍କ ମନ ଛୁଆଁ କିଛି ଲେଖା। ମୋ ଲେଖା ମାଧ୍ୟମରେ ଅନ୍ଯକୁ କରିବି ସଚେତନ, ଆନନ୍ଦିତ, ଉସ୍ଚାହିତ।
ବିଞାନ କୁହନ୍ତୁ କିମ୍ବା ଆଧ୍ଯାତ୍ମିକ କିନ୍ତୁ ଆପଣଙ୍କ ଲେଖା ରେ ସବୁ ସ୍ଥାନ ପାଇଛି।
ଶେଷରେ ଆପଣଙ୍କ ପାଦପଦ୍ମ ରେ କୋଟି କୋଟି ପ୍ରଣିପାତ ଞାପନ କରୁଛି ଏବଂ ଆଶିର୍ବାଦ ଟିକିଏ ମାଗୁଛି। 🙏🙏🙏
🙏❤️🙏
ବହୁତ ସୁନ୍ଦର ଆଲୋଚନା।
ପ୍ରଣାମ ମନୋଜ ଦା।
🙏🙏🙏
ଶବ୍ଦର ଯାଦୁଗର ଙ୍କୁ କୋଟି ପ୍ରଣାମ🙏🏻🙂..
🙏
🙏🙏
Most inspiring.
👌👏
Sargarva alochana manoj bhai
🙏🙏
🙏🙏🙏🙏