ଆସୁ ଆସୁ ଲୋକଙ୍କ ସହ ଖେଳିଲାଣି ବିଜେପି | BJP Fooled People Of Odisha: Sofia Firdous | Kanak News Digital

Поделиться
HTML-код
  • Опубликовано: 23 ноя 2024

Комментарии • 596

  • @MadanmohanBarik-b7c
    @MadanmohanBarik-b7c 2 месяца назад +121

    ମାଗଣା ଯୋଜନା ବନ୍ଦ ହେଉ,ମଦ ବି ବନ୍ଦ ହେଉ।ସବୁ ମେଡ଼ିକାଲକୁ ଭଲ ଡକ୍ଟର ଆଉ ସବୁ ସରକାରୀ ସ୍କୁଲ୍ କୁ ଭଲ ଶିକ୍ଷକ ଯୋଜନା ଶୀଘ୍ର କରାଯାଉ।
    🙏🙏🙏ହର ହର ମହାଦେବ🙏🙏🙏

  • @SaratchandraDas-ts1mk
    @SaratchandraDas-ts1mk 3 месяца назад +170

    ମାଡାମ୍ ମାଗଣା ଦେବା ଓଡିଶା ରୁ ବନ୍ଦ କରାଯାଉ କେବଳ ସ୍ୱାସ୍ଥ୍ୟ ଶିକ୍ଷା ମାଗଣା ଦିଆଯାଉ

    • @sasmitadas8887
      @sasmitadas8887 2 месяца назад +6

      Thik kahile magana khaile desha pachhaku jiba odisha luka kudhia heigaleni😢

    • @Infoprenueur-ug2wz
      @Infoprenueur-ug2wz 2 месяца назад +7

      ସବୁ ମୂର୍ଖ ଭାଇ Direct Tax of Gov. Book ଟା କିଣି ପଡିବ 😂70ପ୍ରକାର Tax ଆମଠୁ ଯାଉଛି ମୁଣ୍ଡ ପିଛା ମାସକୁ 1500ଟଙ୍କା only GST ଆଉରି Direct Tax
      ଗୋଟିଏ ବର୍ଷ ର Tax ରେ ଦେଶ 4 ବର୍ଷ ଚଳିବ ବାରମ୍ବାର Tax ରେ

    • @ayushkumarnath9388
      @ayushkumarnath9388 2 месяца назад

      ​@@sasmitadas8887ekdum right ❤❤❤

    • @localmastitime5262
      @localmastitime5262 2 месяца назад +1

      ​@@Infoprenueur-ug2wz 1500 ଟଙ୍କାରେ ମୁଁ ଗୋଟେ ମାସ ଚଳୁଛି😂

    • @joothirani2154
      @joothirani2154 2 месяца назад

      Bjp known as folk folly bjp all thif man here. Bjp stop plans

  • @azharkkhan8822
    @azharkkhan8822 2 месяца назад +21

    👍👌 ବହୁତ୍ ଭଲ କୋଥା ସୋଫିଆ ଦିଦି ❤️ ଜୟ 🌹ଓଡ଼ିଶା👌👍

    • @sps3832
      @sps3832 2 месяца назад

      Ja chhatibu ja tara

    • @BinodDas-d6b
      @BinodDas-d6b Месяц назад

      Katua hallala ku saport Kariba😂🤣😂😂😂😂😂

  • @parmanandarout5647
    @parmanandarout5647 2 месяца назад +12

    ହେ ଭଉଣୀ ଆପଣ ଆଗ ମଦ ପ୍ରସ୍ତୁତି ବନ୍ଧ କରନ୍ତୁ

  • @AlokMishra-w3e
    @AlokMishra-w3e 3 месяца назад +108

    ଭତା ଅଧିକ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଭତା ବଢା ଯାଉ । ସୁଭଦ୍ରା ଯୋଜନା ପଛରେ ପଡ଼ିଚ ଆଗେ ଭତା ବଢ଼ାଯାଉ ସମସ୍ତ ଭିନ୍ନକ୍ଷମ, ବୃଦ୍ଧା ବୃଦ୍ଧି, ବିଧବା ମାନଙ୍କର ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ମାସ ଶେଷରେ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ। ମୁଠେ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଆଗେ ସମସ୍ତ ଭତା ବଢାଯାଉ। ଜୟ ଜଗନ୍ନାଥ 😢😢😢😢😢😢😢😢

  • @bibhutisahu4204
    @bibhutisahu4204 2 месяца назад +17

    ଆମେ ସବୁ ସୁଭଦ୍ରା ଯୋଜନା ପାଇଁ ଖୁସି

  • @mrsatyabratanayak1433
    @mrsatyabratanayak1433 3 месяца назад +26

    ଆଗରୁତ କିଛି ମିଳୁନଥିଲା ନ ମିଳିବା ବହୁତଭଲ ମାଗଣା ଖିଆ ହେବା କଣ ହେବା ଭଲ,

  • @keshabchandrasahoo1428
    @keshabchandrasahoo1428 3 месяца назад +70

    କଂଗ୍ରେସ 75 ବର୍ଷ ସାସନ କରିଥିଲେ ଏ ମଡମ ଆଖି ଫୁଟି ଯାଇଥିଲା ଏବେ ଖୋଲିଗଲା ବେକାରି ସମଷ୍ୟ ସେଇ ଆରମ୍ଭ କରିଥିଲେ

    • @Jackfact_24
      @Jackfact_24 2 месяца назад

      Se chhuaa te thilaa..kehi kahathu kam...madam ra experience kete politics re

    • @sanjaymaharana6744
      @sanjaymaharana6744 2 месяца назад

      Cangress bhagao desh bachao ✅ Jago Hindu Jago

    • @manmathbehera4663
      @manmathbehera4663 2 месяца назад

      Janma heinathiba

    • @drpriyeshmaharana
      @drpriyeshmaharana 2 месяца назад

      Murkha ta kire !! 😂😂

    • @swarnasahani8077
      @swarnasahani8077 2 месяца назад

      Exactly,ye islami terrorist hame batayegi

  • @rameshwarbadamali4742
    @rameshwarbadamali4742 2 месяца назад +21

    ରୋହିଜ୍ଞା ଓ ବାଙ୍ଗଳଦେଶୀ ଆମକୁ ଆସି ପ୍ରେମ କରୁଛନ୍ତି....

  • @sanjuktajena6813
    @sanjuktajena6813 Месяц назад +2

    Safia mam you are great ❤❤❤

  • @PitabasaSenapati
    @PitabasaSenapati 3 месяца назад +48

    କଂଗ୍ରେସ କହିଥିଲା ଏକ ଲକ୍ଷ ଦେବବୋଲି ଲୋକେ ଭାବନ୍ତୁ କିଏ ଭଲ

    • @Nityaabhai
      @Nityaabhai 2 месяца назад +14

      ହରେ ମୁର୍ଖ, କେନ୍ଦ୍ର ରେ congress ଜିତିଲେ ଦେବ କହିଥିଲା। ହାରିଲେ ନୁହ। ଓଡ଼ିଆ ଭାଷା ବୁଝୁନୁ ବୋଧେ 😂

    • @sunadhangond6007
      @sunadhangond6007 2 месяца назад +4

      ​@@Nityaabhaiଭାଇ ପ୍ରତ୍ୟେକ ମହିଳା କୁ ଯଦି 1 ଦେଇଥାନ୍ତା ଆମ ଦେଶ ଶ୍ରୀଲଙ୍କା ଅବସ୍ଥା ପରି ହେଇଥାନ୍ତା ସବୁ ଜିନିଷ ରେଟ୍ ହେଇଥାନ୍ତା କଉଟିର ପଇସା ଆସିଥାନ୍ତା

    • @Doc_man
      @Doc_man 2 месяца назад +2

      @@Nityaabhai tu parama murkha bhai , odisha thiba jaye odia loka kebe 1999 ku bhulibe nahi , jaha congress aau cong. ra cm giridhara gamanga odisha saha karithila

    • @Jackfact_24
      @Jackfact_24 2 месяца назад +1

      Galuaaa kathaaa.kehinkichi debeni ..sabu last moment re change heijaye

    • @sunadhangond6007
      @sunadhangond6007 2 месяца назад +1

      ​@@Doc_man1999 ku chad Sabu khata khaikani bartaman katha kaha Rahul khan kata kat jadi deta desha adaru Ada heijaithanta

  • @BalaramPradhan-wr4eu
    @BalaramPradhan-wr4eu 3 месяца назад +41

    ମେକଅପ ଲଗାଇ ଦେଖେଇଲେ କଣ ହେବ,ତମେବିଧାୟିକା ହେଇଛ କଟକରେ କଣ କରୁଛଦେଖିବା,କଜଳ ମେକଅପ ଲଗାଇଲେ ହବନି

  • @rabindrasing4656
    @rabindrasing4656 2 месяца назад +4

    ବିଜେପି ତାର କାର୍ଯ୍ୟ ଠିକ ଭାବରେ କରୁଛି, କିନ୍ତୁ ବିଜେଡି ଏହା କରିବାକୁ ଦେଉନାହାନ୍ତି,..। ବିଜେଡି 24 yr କାଳିଆ ଯୋଜନା ରେ କଣ ଏକା ଥରକେ ଦେଇଥିଲେ......😂😂😂😂😂😂

  • @trinathbehera329
    @trinathbehera329 2 месяца назад +6

    ମୋଦି ବାବୁ ଜିନ୍ଦାବାଦ .ଜୟ ବିଜେପି l

  • @PramodDas-hn4ow
    @PramodDas-hn4ow 3 месяца назад +17

    ଭୋଟ ପୂର୍ବରୁ ମୂଁ ଭାବୁଥିଲି ତୁମେ ଜଣେ ସଚୋଟ ରାଜନୀତି କରିବ କିନ୍ତୁ ଏବେ ବୁଝୁଛି tu❤ତୁମର kha❤ଖାଇବା ଦାନ୍ତ ଗୋଟିଏ ଦେଖେଇବା ଦାନ୍ତ ଅଲଗା,

    • @LililyGouda
      @LililyGouda 2 месяца назад +1

      Ye para muslim muslim nka raktare achhi para jou Patra re khaibe sethi chhepa pakeibe

  • @mallick_babu7314
    @mallick_babu7314 2 месяца назад +7

    Congress ଆଉ ମୁସଲିମ କାହାର ନୁହଁ, ସବୁ ନିଜ ସ୍ବାର୍ଥ ପାଇଁ ଯାହା ବି କରି ପାରିବେ ଏ ମାନେ

  • @RAMAKRUSHNA3571
    @RAMAKRUSHNA3571 2 месяца назад +13

    ଛି ଛି କଂଗ୍ରେସ

  • @mantubehera5666
    @mantubehera5666 2 месяца назад +23

    ବିଜେପି ଆସୁ ଆସୁ ଖେଳିଲା ? ତ 'ତମ ବାପା ଆରଥର ଜିତିକି କଣଟା କରିଥିଲେ ? ତମେ ଆସିଲ ଯାହା କରିବ ସମସ୍ତେ ଜାଣିଛନ୍ତି, ତେବେ ତମେ କଣ କର ନକର ବୋଲବଚ୍ଚନ ଅଧିକା କରିବା ଆରମ୍ଭ କରି ଦେଇଚ, ଭାରତରେ ଗୋଟେ ଶାନ୍ତିପ୍ରିୟ ରାଜ୍ୟ ଓଡିଶାରେ ହିଂସା ସୃଷ୍ଟି କରିବାକୁ ପାକିସ୍ତାନ ଜିନ୍ଦାବାଦ ନାରା ଟା ତୁମ ଠୁଁ ଆରମ୍ଭ ହେଲା...

    • @SkAman-o1j
      @SkAman-o1j 2 месяца назад

      Tama bapanku chida kruna

    • @pallavisahoo1096
      @pallavisahoo1096 2 месяца назад

      Ye maha harami ta...bjp ra bhla kama ra credit ye niye.....au baka bka besi huye

    • @sps3832
      @sps3832 2 месяца назад

      ଭାଇ ଖାଲି ଗୋରା ଚମ ଦେଖେଇ ଭୋଟ ହାତେଇଛି ....

    • @sps3832
      @sps3832 2 месяца назад +1

      ​@@SkAman-o1jTo Gandhi ta phatila....

  • @bbiswal9812
    @bbiswal9812 3 месяца назад +33

    ଇଏ ତା ଚେହେରା ଦେଖେଇ ବେଶୀ ହଉଛି, କଟକ ପାଇଁ କଣ କରିବୁ ଦେଖିବା ରହ

    • @jayakrishnasunani9613
      @jayakrishnasunani9613 3 месяца назад

      tate kn kasta HOUCHHI ki...BJP CHAMCHA SABU TAME

    • @jayakrishnasunani9613
      @jayakrishnasunani9613 3 месяца назад +4

      ELECTRI 300 UNIT KVE FREE PAIBE LOKA

    • @reetap4008
      @reetap4008 3 месяца назад +4

      କାଇଁ ତା ଚେହେରା ତତେ ଈର୍ଷା ହଉଛି

    • @abhijeetsamal
      @abhijeetsamal 2 месяца назад

      Solar lageile free haba daya kari pura bhalse pura bhasan ta bhala se sunantu ​@@jayakrishnasunani9613

    • @ManojKumar-x8v4y
      @ManojKumar-x8v4y 2 месяца назад +1

      କଟକ ଚଣ୍ଡୀ ବାଳ କରିବ

  • @Shubhankarsahoo8
    @Shubhankarsahoo8 3 месяца назад +12

    ଦଳମତ ନିର୍ବିଶେଷରେ ସୋଫିଆ madam ଆପଣ ଜଣେ ନବାଗତା ରାଜନେତ୍ରୀ ହିସାବ ରେ one of my favourite politician

    • @Chittaranjan.143
      @Chittaranjan.143 3 месяца назад

      ରାଜନେତ୍ରୀ ନୁହେଁ ଅଭିନେତ୍ରୀ

    • @swagatparida8032
      @swagatparida8032 2 месяца назад

      Bangladeshi pari sabu hindu mariba,Abe time achi

    • @OdishsTechInfo
      @OdishsTechInfo 2 месяца назад

      Correct ​@@swagatparida8032

    • @LililyGouda
      @LililyGouda 2 месяца назад

      Bala naa

    • @BinodDas-d6b
      @BinodDas-d6b Месяц назад

      Mo Bala netri

  • @pitabaspalai9284
    @pitabaspalai9284 3 месяца назад +26

    Nabin jetebele thila apana kuade jaithile madam

    • @abhijeetsamal
      @abhijeetsamal 2 месяца назад +3

      Setebele yanka bapa loan case re jail gbara high chances thila seithire bysta thile😂

    • @swarnasahani8077
      @swarnasahani8077 2 месяца назад +1

      Pakistan pai bhabithila,au waqf board re au kou hindu mananka jami hadapi naba bhabithila Sofia aunty

  • @satrughnamallicj8703
    @satrughnamallicj8703 Месяц назад

    ସୋଫିଆ madam ଅନୁରୋଧ ସୁଭଦ୍ରା କୁ ରାଜନୀତି ନ କରି ଶିକ୍ଷା, ସ୍ବାସ୍ଥ୍ୟ, ବିକାଶ ପ୍ରଗତି ଦିଗକୁ ନେଇ ସରକାର କୁ ଘେରାନ୍ତୁ

  • @santoshkumarmishra2620
    @santoshkumarmishra2620 3 месяца назад +5

    ସୁଭଦ୍ରା ଯୋଜନା ବନ୍ଦ କରିବାକୁ ସୋଫିଆ ମାଡାମ୍ ଦାବୀ କରିବେ କି ? କାରଣ ରାଜ୍ଯ ଋଣ ଭାର ବଢିଯିବ.

  • @HurdanandaGochayata-ve9ew
    @HurdanandaGochayata-ve9ew Месяц назад +1

    Very good Dede

  • @davidpahad3
    @davidpahad3 2 месяца назад +1

    Thank you Mam

  • @harekrishnamahanta4922
    @harekrishnamahanta4922 2 месяца назад

    ହରିଶ୍ଚନ୍ଦ୍ର ଯୋଜନା କୁଆଡେ ଗଲା ,ସେଇଟା ଟିକେ କୁହ

  • @pinkysethi7537
    @pinkysethi7537 3 месяца назад +43

    ମହା ଠକ ଦଳ ଏବେ ଓଡିଶା ରେ, ସାବଧାନ ଓଡିଶା ବାସୀ

    • @amarbag5933
      @amarbag5933 2 месяца назад +1

      BJP ଚିଟ୍ ଫଣ୍ଡ ଠକେଇଲା କି

    • @raceway536
      @raceway536 2 месяца назад

      ​@@amarbag5933andhbhakt can't understand !

    • @BhikaricharanaNayak
      @BhikaricharanaNayak 2 месяца назад

      Jete bele nabina thaki thila sete bele Tara akhi futijai thila abe bi Tara akhi nischaya futijiba

  • @eshakalia5888
    @eshakalia5888 2 месяца назад

    Sofia mam thank you excellent❤❤❤❤❤❤❤❤❤

  • @pabitramohannaik2932
    @pabitramohannaik2932 2 месяца назад

    ଏ ଲଡିର ଅଶୁବିଧା ଟା କଣ ବିଜେପି ସରକାର ଖେଳିବା‌ଦରକାର

  • @hulashmajhi7571
    @hulashmajhi7571 2 месяца назад +5

    ମାଡାମ ଭଲ ଭାଷଣ ଦିଅନ୍ତି କିନ୍ତୁ 25ବର୍ଷ ଭିତରେ ବିଜେଡି ଓଡ଼ିଶା କୁ ମଦୁଆ ପିଲାଙ୍କୁ ମୁଖ୍ୟ କରିଦେଲା ଆପଣ ମାନେ କୁହନ୍ତୁ ଦୁଇ ମାସ ଭିତରେ ଏ ସରକାର କ,ଣ କରିବ ସମୟ କୁ ଦେଖ

  • @mrutyunjayaacharya
    @mrutyunjayaacharya 2 месяца назад +1

    ଉପରୁ ତଳ ଯାଏ ମିଛୁଆ

  • @azharkkhan8822
    @azharkkhan8822 2 месяца назад

    🙏🤲🌹 ସୋଫିଆ ଦିଦି କି ଜୟ🌹🤲🙏

  • @bibhutisahu4204
    @bibhutisahu4204 2 месяца назад +2

    ଅଙ୍ଗନବାଡି ଦିଦି, ଆଶା ଦିଦି ସବୁ ପାଇବେ, ଉପମୁଖ୍ୟମନ୍ତ୍ରୀ କହିଛନ୍ତି

  • @PrakeshGiri-yj8ej
    @PrakeshGiri-yj8ej 3 месяца назад +5

    ଜୟ କଂଗ୍ରେସ 😍😍😍😍

  • @GetaParida
    @GetaParida 2 месяца назад

    ଠିକ୍ କଥା କହିଛନ୍ତି

  • @BalaramPradhan-wr4eu
    @BalaramPradhan-wr4eu 3 месяца назад +8

    ବାଳ ଇଣ୍ଟରଭିୟୁ ଏ ସୋଫିଆର ,ଅ ,ଟୁ‌, ଶେଷରେ କଣ ଅଛି ଜଣା ନାହିଁ ଇଂରାଜୀ କହିଲେ କ'ଣ ହେବ

  • @Shubhankarsahoo8
    @Shubhankarsahoo8 3 месяца назад +8

    ଆରେ ଭାଇ ଯୋଉ ମାନେ କୋଉଛ କି 70 ବର୍ଷ କଣ କରିଛ କି 24 ବର୍ଷ କଣ କରିଛ ସେଇଟା ତ କହିବେ ସେମାନେ ଯୋଉମାନେ 70 ବର୍ଷ କି 24 ବର୍ଷ ଭୋଟ ଦେଇ ସେଇ ସରକାର କୁ ଗାଦିରେ ବସିଇଥିଲେ l ଆରେ ଭାଇ ସେଈ 70 ଆଉ 24 ଯାଇସାରିଛି ଲୋକ ତାଙ୍କୁ ପ୍ରତ୍ୟାଖ୍ୟାନ କରିସାରିସାରିଛନ୍ତି କିନ୍ତୁ ଏବେ 2024 ର କଥା କହିବା ପାଳି l

    • @KLLinku
      @KLLinku 2 месяца назад +2

      ଯାହା କହିଲ ଠିକ୍ କହିଲ କିନ୍ତୁ ବିଜେପି ଭକ୍ତ ରାଗିବେ

  • @ShishirkumarSwain-fo1jv
    @ShishirkumarSwain-fo1jv 2 месяца назад

    Right maam

  • @Indianarmy143
    @Indianarmy143 3 месяца назад +57

    କଂଗ୍ରେସ 70 ବର୍ଷ ଶାସନ କାଳରେ କଣ କରିଥିଲା ଆଉ ଲୋକେ କେତେ ଯୋଜନାରେ ଲାଭ ପାଉଥିଲେ ଟିକେ କହେବେ

    • @LalatJuliVlog
      @LalatJuliVlog 3 месяца назад +4

      Congress kn kari thila dada bapa jahibe

    • @Maa-g9v
      @Maa-g9v 3 месяца назад +2

      Kariba bhai congress ebe

    • @snkarjeeofficial8882
      @snkarjeeofficial8882 3 месяца назад +5

      ଭୋଟ ସମୟରେ ବା କହୁଥିଲ ବିଜେପି ସରକାର ଆସିଲେ ଏମିତି କରିବୁ ସେମିତି କରିବୁ ଏବେ କରୁନ ସେହିଟା କହିଲେ ଏବେ ଓଲଟା ପ୍ରଶ୍ନ ପଚାରୁଛ ତୁମ ମୁଣ୍ଡ ଦୋଷ ଅଛି ବୋଧେ

    • @Maa-g9v
      @Maa-g9v 3 месяца назад

      @@snkarjeeofficial8882 tik kohi6a bro

    • @Ranjanmallick1999-tr1ih
      @Ranjanmallick1999-tr1ih 3 месяца назад +1

      Thik katha Emane sabu chhua kn janibe bapa dada jeje nku pachariba pain kuhantu semane kahibe nau​@@LalatJuliVlog

  • @bhawanisankargopalgopalbha7340
    @bhawanisankargopalgopalbha7340 3 месяца назад +7

    BJP Fulfilled.Sabka Saath Sabka Bikas.

  • @hrudayaragita7961
    @hrudayaragita7961 3 месяца назад +5

    ଆମ ଓଡିଶା ବାସୀ ଭାରି ସାହାସୀ,ଆଉ ଭୋଟ ବେଳେ ଟଙ୍କା କିଛି ପାଇ ଭାରି ଡରନ୍ତି।

  • @NabinChandraSahoo-z1e
    @NabinChandraSahoo-z1e 2 месяца назад +1

    ମୋଦୀ,ସରକାର,ସଲ।,ଦିନରେ,ତାର,ର।ତିରେ,ଖର।, ଏ, ସଲା,ଦେଖାଉଛି, ଏ ସଲ। ଟାଉତ୍ରା

  • @kumaririnky6479
    @kumaririnky6479 2 месяца назад

    Yes u are right 👍

  • @ashwinisahu6584
    @ashwinisahu6584 2 месяца назад +1

    Badhia heichhi 😅😅😅

  • @tapankumar2796
    @tapankumar2796 2 месяца назад

    ଆମ ନଜର ବିଜେପି ବିଜେଡ଼ି ଓ କଂଗ୍ରେସ ଆଗକୁ ଦେଖିବାକୁ ବାକି ରହିଲା

  • @rinurk4756
    @rinurk4756 2 месяца назад +1

    Sofia firdaus jii 🫡

  • @thetreasurehouse8194
    @thetreasurehouse8194 2 месяца назад +1

    Next election BJP sarkar would be collapsed

  • @mamatasahu3283
    @mamatasahu3283 2 месяца назад

    ରାହୁଲୁଗାନ୍ଧିରଲୋକୋ,ଏପଟେଆଳୁପକେଈଲେସେପଟେସୁନାବହାରିବ

  • @NarayanDas-x7f
    @NarayanDas-x7f 2 месяца назад

    ଅପେଖ୍ୟା କରନ୍ତୁ

  • @Soumyansa1144
    @Soumyansa1144 2 месяца назад

    Perfect katha didi

  • @santoshpati4718
    @santoshpati4718 3 месяца назад +3

    Good interview 👍

  • @sisiranayak3373
    @sisiranayak3373 3 месяца назад +4

    Sofia nani samayaku apekha karantu😊😊😊😊

  • @LAXMIRANIDAS-js7zc
    @LAXMIRANIDAS-js7zc 2 месяца назад

    Right 👍

  • @jamunabehera1705
    @jamunabehera1705 2 месяца назад +11

    BJD ପାଣ୍ଡିଆ ବାବୁ ସବୁ ଓଡ଼ିଶା ର ଟଙ୍କା ନେଇକି ତାମିଲନାଡୁ ଚାଲିଯାଇଛି, ଆଉ ଓଡ଼ିଶା ରେ ଟଙ୍କା ଆସିବ କେମିତି , ଗରିବ ରାଜ୍ୟ କରି ଦେଲା , ନବୀନ ପଟ୍ଟନାୟକଙ୍କ ରକ୍ଷିତା ପୁତ୍ର, ପୁଣି BJP କୁ ଅପମାନ କରୁଛ ତମେ , ଓଡ଼ିଶା ଏବେ ରୁଣ ରେ ବୁଡି କି ରହିଛି ,

  • @learntogether8344
    @learntogether8344 3 месяца назад +3

    ଜଣେ ମହିଳା ଚାହିଁଲେ କିଛି କରିପାରିବେ.... L50000 loan ନେଇ ଆସିବେ ବର୍ଷ କୁ 10000 ଲେଖା ସୁଝିବେ....ଅସୁବିଧା କଣ ରହିଲା

  • @pradeeppatra2655
    @pradeeppatra2655 2 месяца назад +4

    ଦିଦି ଠିକ୍ କହୁଛନ୍ତି ବିଜେପି ଟାଉଟର ଦଳ ।

    • @ajitpadhial842
      @ajitpadhial842 2 месяца назад +2

      Aau BJD maha tautar😂😂😂😂😂 aau tu super tautar😮😮😮😢😢😢😢😢😢😮😮😮😅😅😅😅😅😅😅😅😅

  • @rupeshmohanty.odisha7336
    @rupeshmohanty.odisha7336 2 месяца назад

    ଯାହାବି ହେଉ BJP kebe Pakistan jindabad ନାରା ଦିଏନି

  • @swapnamayeemallick3887
    @swapnamayeemallick3887 3 месяца назад +1

    ଠିକ କଥା

  • @gagansethi5758
    @gagansethi5758 2 месяца назад

    Right kahile madam

  • @hemantamayur4937
    @hemantamayur4937 2 месяца назад

    Ek dum right 👍

  • @PlanATrade
    @PlanATrade 2 месяца назад

    See the road condition of Cuttack Town, its worst than a village road.

  • @hulashmajhi7571
    @hulashmajhi7571 2 месяца назад

    ମାଡାମ ଆପଣ ଭଲ ଭାଷଣ ଦିଅନ୍ତି କିନ୍ତୁ କଂଗ୍ରେସ ସରକାର ସମୟପରେ ଗରିବ ଲୋକଙ୍କ ସାହାରା ଗ୍ରୁପର ଟଙ୍କା କେବେ ମିଳିବ କହିପାରିବେ

  • @satyaranjandash388
    @satyaranjandash388 3 месяца назад +31

    2029 କଂଗ୍ରେସସ sarkar

  • @DesiSnippetsHub
    @DesiSnippetsHub 2 месяца назад

    You are ryt 👍🏻

  • @GayatriDas-or3xi
    @GayatriDas-or3xi 2 месяца назад

    ଠିକ୍ କଥା

  • @bhawanisankargopalgopalbha7340
    @bhawanisankargopalgopalbha7340 3 месяца назад +2

    Sabka Ka Saath Sabka Bikash ❤❤❤❤❤

  • @beherasailendra5323
    @beherasailendra5323 2 месяца назад

    କଂଗ୍ରେସ ଆସିଲେ ସବୁ ସେମାନଙ୍କର ହେବା

  • @TapankumarDora-m4w
    @TapankumarDora-m4w 2 месяца назад

    Yes vote bank politics subhadra yojana

  • @murmuthakur7573
    @murmuthakur7573 2 месяца назад +6

    ଠକ ଦଳ ମଦ ବନ୍ଦ୍ ହେବ କହୁଥିଲେ l ଭତା ବି ବୟସ ଅନୁସାରେ ଦେବେ କି ନlହିଁ କିଛି ଜଣlପଡୁନି l

  • @LaxmanSahu-y5d
    @LaxmanSahu-y5d 2 месяца назад

    ମାଡାମ 25 ବରସ ବିତିଗଲା. କଣ. ସୁଇଥିଲ?

  • @KhitishSahu-n6k
    @KhitishSahu-n6k 2 месяца назад

    Thank madam

  • @Snehasreeshort
    @Snehasreeshort Месяц назад

    Good👍👍👍

  • @UttamSoma-k2c
    @UttamSoma-k2c 2 месяца назад

    Didi tumaku danyabad

  • @FAKIRJENA-du2zs
    @FAKIRJENA-du2zs 3 месяца назад +1

    ନ ପଟ୍ଟନାୟକ ତାଳବିରl କୋଇଲା ଖଣି ଚୋରି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇ ପାରେ।

  • @mashkurrasulkhan6023
    @mashkurrasulkhan6023 Месяц назад

    Odisha future Sofia madam

  • @hm_goldenshades5211
    @hm_goldenshades5211 2 месяца назад

    ପୂରା ଗଣିତ ମାଷ୍ଟର ଝିଅ

  • @narendralenka6405
    @narendralenka6405 3 месяца назад +1

    Good spich

  • @pankajbehera2415
    @pankajbehera2415 2 месяца назад

    ନବୀନ କଣ କରିଥିଲା

  • @niranjanswain233
    @niranjanswain233 2 месяца назад +1

    First employment need...subhdra jojana fake....

  • @puspanjalimishra7201
    @puspanjalimishra7201 2 месяца назад

    Correct 💯💯💯💯💯💯💯💯💯💯💯💯💯💯💯💯💯 Mam

  • @skestehakalli2222
    @skestehakalli2222 2 месяца назад

    Very nice speech

  • @hbrpresent5782
    @hbrpresent5782 2 месяца назад

    ଶିକ୍ଷ୍ୟା ଓ ସୁଆସ୍ତ ବିଷୟରେ ଚିନ୍ତା କରନ୍ତୁ,,, ମାଗଣା ବନ୍ଦ କରନ୍ତୁ କାରଣ ମୁଁ ଅଳସୁଆ ଆଖି ଆଗରେ ଦେଖୁଛି

  • @Pravakarsahoo-yf5lu
    @Pravakarsahoo-yf5lu Месяц назад

    Yes

  • @SanjayadalabeheraSanjaya
    @SanjayadalabeheraSanjaya 2 месяца назад

    Nice 👍👍👍

  • @stuluachary
    @stuluachary 3 месяца назад +9

    ସୋଫିଆ କଂଗ୍ରେସର ମୁଖ୍ୟମନ୍ତ୍ରୀ ହେଲେ ₹-500000/- ଲକ୍ଷ ଟଙ୍କା ଦବ । ମାତ୍ର ଏବେ ଓଡ଼ିଶାରେ କଂଗ୍ରେସର ଅଖା ଅଛି ନା ବିରି ଅଛି । ବିଜେଡ଼ି ଚୋର ଟାଉଟର ଦଳ ତିତେ ମେଣ୍ଟ କରି ବିଧାନସଭାରେ ଗୁଣ୍ଡା ଗର୍ଦି 🤣🤣🤣🤣🤣🤣

    • @santoshpati4718
      @santoshpati4718 3 месяца назад

      Kolathha achhi...power full .. andhbhakt ri uthile bhala na hele akha rahibani 😢😢😢

  • @tillotomamohanta9486
    @tillotomamohanta9486 2 месяца назад

    ଭଲ ଖେଳୁଛି ବିଜେପିସରକାର

  • @razaswain2525
    @razaswain2525 3 месяца назад +1

    Good

  • @indramanipanda3539
    @indramanipanda3539 2 месяца назад +1

    ଆସୁ ଆସୁ ପାକିସ୍ଥାନ ଜିନ୍ଦାବାଦ। ମଦ60 ବର୍ଷ ରେ ବନ୍ଦ କରି ନ ପାରି ମୁହଁ ବାହାରୁଛି?

  • @Tanmay1999-e5j
    @Tanmay1999-e5j 3 месяца назад +3

    Madam unemployment re odisha highest nuha tripura highest odisha 17 re achhi

  • @debarchanbehera6826
    @debarchanbehera6826 2 месяца назад

    Osssc forest guard scam about gote video karantu please

  • @sanjuktamishra3241
    @sanjuktamishra3241 2 месяца назад

    Madam ame kemiti janipariluni 2 thara re withdrawal heba boli
    Ame bahut meeting re ta sunilu 5 barsa re miliba boli😂😂

  • @biswaranjanjena2124
    @biswaranjanjena2124 2 месяца назад

    Ur right maam..love u

  • @KailashPaik-mr3cd
    @KailashPaik-mr3cd 2 месяца назад

    ହେ ମେଡମ ତୁମକୁ ଲାଜ ଲାଗୁନାହିଁ ତୁମ କଂଗ୍ରେସ କି ବାଳ ଦେଇଥିଲେ

  • @Soumyansa1144
    @Soumyansa1144 2 месяца назад

    5000 ଦେଇକି ଆମ ଠାରୁ 50000 ହଜାର ନେଇଯିବେ 6month ରେ

  • @raghunathmishra9241
    @raghunathmishra9241 2 месяца назад

    ଆଉ କେତେ ଦେବେ ଆଉ କେତେ ବର୍ଷ ଦେବେ? ଆସିବ କଉଠୁ ?

  • @Subhashreepandab-lovely
    @Subhashreepandab-lovely 2 месяца назад +1

    right

  • @JasobantaNayak-v6t
    @JasobantaNayak-v6t 2 месяца назад

    50 ହଜାର କାଇଁକି ଦେବେ,,, ଖଟିକି ଖାଉନ,,, ଯାଇ ପାଇଲ ତମେ ଖାଁଗ୍ରେସିଆ ଟୋଟାଲ ଦେଇ na ଥାନ୍ତା

  • @PratapNayak-j1s
    @PratapNayak-j1s 2 месяца назад

    Right... congratulations

  • @FAKIRJENA-du2zs
    @FAKIRJENA-du2zs 3 месяца назад

    ସୁଭଦ୍ରା ଯୋଜନା ରେ BJP ର ମହିଳା ଭୋଟ ବ୍ୟାଙ୍କ ଏକ କୋଟି ହେଲା। ମାନେ ପୁଣି ବିଜେପି ୨୦୨୯ ରେ ଚାଷୀ ଓ ମହିଳା ଭୋଟ ପାଇ ବାଜିମାତ କରିବ।

  • @GVaraprasad-gs4ye
    @GVaraprasad-gs4ye 3 месяца назад +1

    modigaradi😢e
    3,65crore pmgsyroad govtschool.522,35acradivasijomi hodopkorichi jkpm rgda😮videosohitho sobhuproof delemisa actionzero😢😮😅jaibjp😂