Saptasati Chandi Patha ସପ୍ତସତୀ ଚଣ୍ଡୀପାଠ | JE Cassette Company
HTML-код
- Опубликовано: 25 ноя 2024
- ଶକ୍ତି ଉପାସନା ହିନ୍ଦୁ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ଜଣେ ଆସ୍ତିକ ହିନ୍ଦୁ ବଡ ଶ୍ରଦ୍ଧା ସହକାରେ ସପ୍ତଶତୀ ଚଣ୍ଡୀ ପାଠ କରିଥାଏ କାରଣ ତାର ବିଶ୍ୱାସ ଯେ ସପ୍ତସତୀ ପାଠରେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ ହୁଏ । ଅଭୀଷ୍ଟ ତଥା କାମନା ପୂର୍ତ୍ତି ପାଇଁ ପ୍ରାୟ ଏହି ଚଣ୍ଡୀପାଠ କରାଯିବା ଆମ ଜନମାନସରେ ଅନେକଦିନରୁ ଦେଖିବାକୁ ମିଳୁଛି। କିଛି ଲୋକ କହନ୍ତି- ‘କଳୌ ଚଣ୍ଡି ବିନାୟକୌ’ ଅଥବା ‘କଳୌ ଚଣ୍ଡିମହେଶ୍ୱରୌ’ । ଏଥିରୁ ଅନୁମେୟ ହୁଏ କି କଳିଯୁଗରେ ଚଣ୍ଡୀର ବିଶେଷ ମହତ୍ତ୍ବ ରହିଛି ।
ସପ୍ତଶତୀ ଦୁର୍ଗା ସାତଶହ ଶ୍ଳୋକ ବିଶିଷ୍ଟ ଏବଂ ଏହା ତିନିଭାଗରେ ଅଥବା ଚରିତରେ ବିଭକ୍ତ ହୋଇଛି । ପ୍ରଥମ ଚରିତରେ ବ୍ରହ୍ମା ଯୋଗନିଦ୍ରାଙ୍କର ସ୍ତୁତି କରି ବିଷ୍ଣୁଙ୍କୁ ଜାଗ୍ରତ କରିଥିଲେ। ଏହିଭଳି ଜାଗ୍ରତ ହେବାଦ୍ୱାରା ମଧୁ-କୈଟଭର ନାଶ ହୋଇଥିଲା । ଦ୍ୱିତୀୟ ଚରିତରେ ମହିଷାସୁର-ବଧ ନିମିତ୍ତ ସମସ୍ତ ଦେବଗଣଙ୍କର ଶକ୍ତି ଏକତ୍ର ହୋଇ, ସେହି ଶକ୍ତି ଦ୍ୱାରା ମହିଷାସୁରର ବଧ ହୋଇଥଲା । ତୃତୀୟ ଚରିତରେ ଶୁମ୍ଭ-ନିଶୁମ୍ଭ ବଧ ନିମିତ୍ତ ଦେବଗଣ ପ୍ରାର୍ଥନା କଲେ, ସେତେବେଳେ ପାର୍ବତୀଙ୍କ ଶରୀରର ପ୍ରାଦୁର୍ଭାବ ହେଲା ଆଉ କ୍ରମଶଃ ଧୂମ୍ରଲୋଚନ, ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜର ବଧ ହୋଇ ଶୁମ୍ଭ-ନିଶୁମ୍ଭର ସଂହାର ହେଲା ।
ଏହି କଥନୀକାକୁ ଯଦି ଧ୍ୟାନପୂର୍ବକ ପାଠକରାଯାଏ ତେବେ କେତେକ ମହତ୍ତ୍ବପୂର୍ଣ୍ଣ କଥା ଅବଗତ ହୋଇପାରିବା।
Watch & Subscribe to our other RUclips Channels:
👉 Sidharth TV: / sidharthtv
👉 Sidharth Music: / sidharthmusic
👉 Sidharth Bhakti: / sidharthbhakti
👉 Namita Agrawal : / namitaagrawal
👉 PuniThare: / punitharesidharthmusic
👉 Full Jatra: / fulljatra
👉 World Music: / worldmusicodia
👉 OdiaBhagabata: / odiabhagabatasidharthm...
👉 CharanaRamDas: / charanaramdas
👉 SidharthSambalpuri : / sidharthsambalpuri
Enjoy & stay connected with us!
👉 Like us on Facebook : / sidharthmusicodia
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
#JECassette #SidharthMusic #SidharthBhakti #NamitaAgrawal
ଜୟ ମା ଦୁର୍ଗା ଦୟା ମା ଦୁର୍ଗା ମୋତେ ସାହା ହୁଅ ମା ଲୋ🙏🙏🙏🙏🙏🙏🙏🌺🌺🌺🌺🌺🌺🌺
ହେ ମା ଦୁର୍ଗା ଦୁର୍ଗତି ନସିନୀ ଏହି ସୃଷ୍ଟି କୁ ମା ରକ୍ଷା କର, ଏହି କରୋନା ମହାମାରୀ କବଳରୁ ସମସ୍ତଙ୍କୁ ଉଦ୍ଧାର କର ମା, କୋଟି କୋଟି ପ୍ରଣାମ, ବହୁତ ସୁନ୍ଦର ଚଣ୍ଡୀପାଠ ଧନ୍ୟବାଦ
I
8
ହେ ମା ଏତେବେଳକୁ ତୁମ୍ଭର ଆବାହନ ପ୍ରସ୍ତୁତି ରେ ପୁରପଲ୍ଲୀ ଓ ସହର ପ୍ରକମ୍ପିତ ହେଉଥାନ୍ତା।ମା ତୁମ୍ଭର କରୁଣାରୁ ଏ କରୋନା ପୃଥିବୀ ରୁ ବିଦାୟ ନେଉ।ଜଗତର ମଙ୍ଗଳ ହେଉ।
Om Namo Maa Katyaayani
Om MaaMahisashura mardini🙏🙏🙏
He ma a jagataku Corona namaka Rakhyasa Tharu jagataku durakara he maa maa maa🙏😭🙏😭🙏
🙏 He Maa Durga Shakti pradayini Mo Sastango 🛐 pranama ku Maro swikar karo Maa lo Dasa Avatarini 🕉️🪔🌺🌼🌹🔱🤲😘
Jai Maa Durga
Jaymaa jay maa jay maa
Durgati nashini jay ma Durga.
Jai Mata di
ଜୟ ମା । ଜୟ ମା । ଜୟ ମା ।ଜୟ ମା । ଜୟ ମା। ଜୟ ମା।ଜୟ ମା । ଜୟ ମା। ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା। ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା। ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା । ଜୟ ମା
Jay maa durga 🙏
Jay maa Durga
ଜୟ ମାଆ ଦୂର୍ଗା ❤️❤️🙏🙏🌹🌹
Jay maa durga
ମା କୋଟି. ପ୍ରଣାମ ମା ଏଇ ସଂସାର ର କୁ ଦୈବୀଡୁର୍ବିପାକ ରୁ ରକ୍ଷା କର ପଣତ କାନି ରେ ଘୋଡାଇ ରଖ ମା 🙏🙏🙏🙏
Jay shigha bahani🙏🙏 Jay maa luxmi 🪔🪔 Jay vabani 🚩🚩 Jay maa durga🕉️🕉️ Jay matadi🌺🌺
jay maa
Jay MAA Durga....Durgati nasini.
🎉🎉🎉
ଶ୍ରୀଚରଣେ ଶରଣ ମାତା....🌺🌺🌺🙏🙏🙏❤❤❤🚩🚩🚩ବନ୍ଦେ ଉତ୍କଳ ଜନନୀ,ବନ୍ଦେ ଭାରତ ମାତା....🇮🇳
ଜୟ ମା ଦୁର୍ଗା 🎉
Jai ma d
ଅତି ସୁନ୍ଦର୍ ଚମତ୍କାର ଉପସ୍ଥାପନା ..ଜୟ ମା ଜଗଦମ୍ବା 🎉
Beautiful. Jay maa durga
Jay Maa Durga 👏🙌
ମାଁ ମୁର ଜଗତଜନନୀ ଚଣ୍ଡି ମାଗୋ
Jay MAA 🙏🏵️🌸🌺🌹🌷🙏🏵️🌸🌺🌹🌷🙏🏵️🌸🌺🌹🌷
Very nice chandi patho
JAY MAA SAPTASATI CHANDI RAKHYAKARANTU
Nomoskar
Good. Sundar laguchi. Jay Maa Ambe Gauri.
ଚମତ୍କାର ବର୍ଣ୍ଣନା ଓ ଉପସ୍ଥାପନ ।
Many many thanks to the production team .
Nice lord saptasati chandipatha.
Maha dasbidhya maa
Jai maa chandi
JAY MAADURGA DURGATI NASINI RAKHYAKARANTU
Jay Matadee.
Jay mata di
ହେ ମାଁ ରୁଦ୍ରାଣୀ ଚଣ୍ଡି ମାଗୋ ମକେ ବରଦାନ ଦିଅ ମାଗୋ
ମଦୁର୍ଗା ଦୃଗତି ନାଶିନୀ କୋଟି ପ୍ରଣାମ 🙏🙏🙏🙏🙏
🙏🏼🌹🙏🏼
Hema durgadurgtinashini bahuta Sundar chandipatha
Jai sanideb
Bhahuta Sundar Jaya Maa Durga Maa
Durga Sapta Chandi patha most important in our daily life.....Jay Jagannatha.
Jay ma Durga ...
Samstankar mangalakara..
🙏🏻🙏🏻🙏🏻🙏🏻🙏🏻
ଆଜ୍ଞା,ମୋ ପାଖରେ ହେଉ ଦୁର୍ଗା ସପ୍ତଶତୀ ଅଛି(ନେଟ୍ downloaded) ତାହା ଆପଣଙ୍କ ପାଠ ଠାରୁ ଭିନ୍ନ ରହୁଚି
Very nice
Maa
🙏🙏
ବଢିଆ ଯେ ଆଉ ଏହାର ଏକ ଅଧ୍ୟାୟ ଅଛି ଯଦି ଆପଣ ପାରୁଛନ୍ତି ତାହାଲେ ଦିଅନ୍ତୁ
Maa 🙏🙏🙏
Jay Maa Durga Rakhyakara samasta dukhaka Kasta Samasta Daritdra R oga Soka durakara.
Jaiyamadura
Jay Maa Durga rakhyakara samasta dukhaka Kasta Jantranaru daridrata roga Soka Satru kabalaru mukti diyantu. Please make my daughter to be an IAS officer in2021Upsc exam and my son to be get admitted to b pharmacy .
Jay maaa lo🙏🙏
Jay maa Durga
MaaDurga Durgati Nasini Rakhya Kar
Jaya maataaji. 🙏 🙏 🙏 🙏 🙏
Jay matadi...ଜୟମାଁ
JAI MATA DI🌹🙏🙏🙏🌹
ମାଗୋ କଟକ ଚଣ୍ଡି ଆଦିଶକ୍ତୀ
Momaatarini momaasidhidatri tuhimora ashabharasha lomaa mochhotaparivara torajimadari tamehoibaok paribarararani tinotipilaramaahoila aduniadekhegiokokok manoj panda and varashapriyadarashini pandahebeok okokokok mujanichhi tamejomanare sindurapindhisarilani momaatarinijanaideuchhimot e maa sidhidatri muauanayashahiparunanhi ajimurijainipeparadeuchhilomaa motetusahabharashahebu apRibaratito bharasharechaalichhi mujanetosantanadukhatu sahi paribuni tujimadarihoichalaibu maalosidhidatri topayaremora koti kotipranamalomaa
Special dasahara song.. Jai ma durga 🙏
So
M
Mii
🌹🌹🌹🌷Ja mas
ଚମତ୍କାର ଉପସ୍ଥାପନା।
Jay maa sakti
Jay maa durge durgati nasini maa.moparibarku asribahkarithntu
JAY MAA DURGA 🙏🕉️🙏
JÀY MAA DURGA MAA DURGA. JÀY JAGANNATH JAY Neelachakra
Jai maa Durga🙏🙏
Devotional stuti is powerful to all
maa nku prathana kara samaste
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏
🌹🙏🌹🙏🌹🙏🌹
À
🙏🏻🕉️
🙏🙏🙏jay maa Durga 🙏🙏🙏🙏
Jay mataji ki Jay 🙏🪔🌷🌷❤️❤️❤️❤️❤️❤️❤️❤️🙏🌺🌺 🌺🌺🌺🌺🌺🌺🌺🙏🙏🌺🌺🙏🙏🌺🌺🙏🙏🌺
Om Maa Namo Namaha!
Excellent.
L
ବହୁତ ସୁନ୍ଦର
Jay Maa Durga Durgati nasini
ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି
Namaskar sir 🙏 I'm your student bikash 🙏 jai ma durga 🙏
Sinduradebiok onijarakaribi tariniragehlabohu ladilihebe aduniadekhegiokokok manoj panda and varashapriyadarashini pandahebeok okokokok shabauparabalaki daya hoti metoterihogei tumeriranihena tarinibohu ladiliokokokok varashapriyadarashini pandahebeok okokokok
MAA mate thik bate parichalita Kara ..MAA mete kshyama Kara..
Maa lo 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 😭😭😭
Maa sabubele pujita.se kanya heu mata huantu kimba narira je kaunasi rupa heu se hin saktimayee.asantu sehi rupaku puja kariba o sanman dei swargara susama saunti neba...
Sindirakahiba swamikahara anabaratrire pramanakarideichhiokbay
Great Chandi Patha. Beautifully delivered. Very inspiring. Thanks to the Reader. 🙏🏼🙏🏼🙏🏼
Y. Y. ; Y. Your. Y. Your
Y. Y. ; Y. Your. Y. Your.
@@harekrushnajena3884 ppp
Maa durga dugrati nasini namastuvyam
ଏଇ ଚଣ୍ଡୀ ପାଠ କୁ download କରି ହବ କୋଉଠୁ. ବହୁତ ସୁନ୍ଦର. Mp3
U tube ରେ
Aa
ନମସ୍ତେ ମା 'ଦୁର୍ଗା
Bahut sundar song... 🙏🙇 thanks
Well Come Jay Mata ki🌺🌺🙏
Tube mate re down load Kara
ମାଁ ମହିଷାମର୍ଦ୍ଦିନୀ ମାଗୋ
🙏🏻🙏🏻🙏🏻
by
Jay Maa Durga bless our all family members. 🙏🏼🙏🏼🙏🏼
Jai Mata Di
Sanjay dora Jai Mata ji
Mata bastav ki jai
Chandi path aur chhod na bhaiya
No doubt very good but no match to the old Chandipath of Sri Nayan kishore Mohanty.
Jayee nka geetnatya jahaku jia rasila upload kara
I want to download it in free
angul re hulhula
speling mistake
please thik re gantu🙏🙏🙏🙏🙏