Jivamrut Kaise Banaye । ଜୈବିକ ଚାଷରେ ଜୀବାମୃତ

Поделиться
HTML-код
  • Опубликовано: 16 янв 2025

Комментарии • 71

  • @shyamsundarbiswal12
    @shyamsundarbiswal12 Год назад +2

    Beautiful information 👍👍👍👍

  • @PurastamPradhan-z4u
    @PurastamPradhan-z4u 3 месяца назад +2

    ସାର୍ କେବଳ ଜୀବ ମୂରୁତ ମେଡିସିନ୍ ଦିଆ ହୋବ ନା ତା ସଙ୍ଗେ ରାସା ୟନିକ ସାରୋ ଦିଆ ହୋଵ

    • @jibanapatha7253
      @jibanapatha7253  Месяц назад

      କେବଳ ଜୈବିକ ଉପାୟରେ ଚାଷ କରାଯାଇପାରେ । କିନ୍ତୁ ପ୍ରଥମେ ଅଳ୍ପ କରନ୍ତୁ ଓ ଶିଖନ୍ତୁ । ନଚେତ ଉଭୟ ପଦ୍ଧତିକୁ ମିଶାଇ ମଧ୍ୟ କରାଯାଇପାରେ

  • @bikartandhamudia
    @bikartandhamudia 7 месяцев назад +1

    Thakyou

  • @BikashMaharana-r6v
    @BikashMaharana-r6v 3 месяца назад +1

    Sir please make a vedio about coconut dropping at early stage and how to control it in organic way

    • @jibanapatha7253
      @jibanapatha7253  Месяц назад

      ଆପଣଙ୍କ ଆଗ୍ରହ ପାଇଁ ଧନ୍ୟବାଦ । ଆଗାମୀ ଦିନରେ ଚେଷ୍ଟା କରିବା

  • @jaganvlogs14
    @jaganvlogs14 Год назад +2

    Sir Lanka gachare patramada pai kana dabaku padiba

  • @SubashchandraRout-xx5dd
    @SubashchandraRout-xx5dd 2 месяца назад +1

    Neem oil ra ki ki upadan achi

    • @jibanapatha7253
      @jibanapatha7253  2 месяца назад

      Azadirachtin: The main active ingredient in neem oil, which repels and disrupts the growth and reproduction of insects
      Meliantriol: A feeding inhibitor that can cause insects to stop eating
      Salannin: An antifeedant that has been tested against a variety of insects
      Nimbin and nimbidin: Have antiviral activity against several viruses
      Fatty acids: Commonly found in food
      Essential oils: Commonly found in food

  • @rajajajatikeshariaich7566
    @rajajajatikeshariaich7566 2 года назад

    Dhanyabad sir apananku and sarbeswar sir nku

  • @beuratanmaya8054
    @beuratanmaya8054 2 года назад

    Sir lanka patra bhurunga hauchi medisin name please sir

  • @manoranjansahoo3589
    @manoranjansahoo3589 2 года назад +3

    Thank u sir

    • @jibanapatha7253
      @jibanapatha7253  2 года назад

      Thank you also, Manoranjan Babu. Keep watching.

  • @sorenproduction7117
    @sorenproduction7117 Год назад +1

    Kru so co sathi

  • @RANJANKUMARSAHOO-iq9nm
    @RANJANKUMARSAHOO-iq9nm Год назад +1

    sir jivamtuta ghare prastuta karichhi 5days pare white coler poka helani jami re pakaibi

    • @jibanapatha7253
      @jibanapatha7253  Год назад

      ସର୍ବେଶ୍ଵର ସାର ଙ୍କୁ ଫୋନ ରେ ପଚାରନ୍ତୁ ।

    • @RANJANKUMARSAHOO-iq9nm
      @RANJANKUMARSAHOO-iq9nm Год назад +1

      Sarbeswra sir nkara phon no debe

    • @jibanapatha7253
      @jibanapatha7253  Год назад

      @@RANJANKUMARSAHOO-iq9nm Sarbeswar Sir- 9777620496 . My number is- 9078083408

  • @upendrabhoi-yt8zb
    @upendrabhoi-yt8zb 9 дней назад +1

    ମୁଁ ଜୀବାମୃତ ତିଆରି କରି ଚାଷ କରୁଛି...ସମସ୍ତ ଚାଷି ଭାଇ..ପ୍ରାକୃତିକ ଚାଷ ପ୍ରତି ମନଯୋଗୀ ହେବା ଉଚିତ୍

    • @jibanapatha7253
      @jibanapatha7253  8 дней назад

      ବହୁତ ବଢିଆ । ଆପଣଙ୍କ ଠିକଣା କହିଲେ ଭଲ ହୁଅନ୍ତା । ନଚେତ, 9078083408 କୁ କଲ କରିବାକୁ ଅନୁରୋଧ

    • @upendrabhoi-yt8zb
      @upendrabhoi-yt8zb 8 дней назад

      @@jibanapatha7253 ଗ୍ରାମ...ବଡ ରମ୍ପିଆ....ବ୍ଲକ...ହେମଗିରି....ଜିଲ୍ଲା...ସୁନ୍ଦରଗଡ...ମୁଁ ...୩ ବର୍ଷ ହେଲା.....ସୁଭାଷ ପାଲେକର...ସାର ଙ୍କର ଏବଂ....ରାଜ୍ଯ ପାଲ ...ଆଚାର୍ଯ୍ଯ ଦେବବ୍ରତ ସାର ଙ୍କର ୟୁଟ୍ଯୂବ ଭିଡିଓ ଦେଖ୍...natural farming start up 5 accorଜମିରେ କରିଛି....ଯେଉଁ ଥିରେ....ରାସାୟନିକ ସାର ଓ କିଟନାସକ ଜନିତ ଖର୍ଚ ରୁ ମୁକ୍ତି ମିଲିଛି

    • @upendrabhoi-yt8zb
      @upendrabhoi-yt8zb 8 дней назад +1

      @jibanapatha7253 ଉପେନ୍ଦ୍ର ଭୋଇ...ଜିଲ୍ଲା ସୁନ୍ଦରଗଡ...ବ୍ଲକ ହେମଗିର....ଗ୍ରାମ ବଡରମ୍ପିଆ

    • @jibanapatha7253
      @jibanapatha7253  8 дней назад

      @@upendrabhoi-yt8zb ସୁନ୍ଦରଗଡ ଗଲେ ଆପଣଙ୍କ ସହ ଦେଖା ହେବ

    • @upendrabhoi-yt8zb
      @upendrabhoi-yt8zb 8 дней назад

      @@jibanapatha7253 ଠିକ୍ ଅଛି ଆଜ୍ଞା

  • @jayarajmishra4938
    @jayarajmishra4938 Месяц назад +1

    Sir apanka.address tike kuhantu
    Mu kichhi product anibaku chahunchi

  • @RupaKochhop
    @RupaKochhop 11 дней назад

    Dhana phasalare 200ltr×3times/dia jiba ki?
    Na 200 litr ku tini thara dia jiba?

    • @jibanapatha7253
      @jibanapatha7253  11 дней назад

      9777620496 ରେ କଥା ହୁଅନ୍ତୁ

  • @Divinepower-nr6hx
    @Divinepower-nr6hx Год назад +1

    Kete din taha rahiba?expired kebe

  • @bbnayak2981
    @bbnayak2981 2 года назад +1

    Sir Banana tree re kemti daba ?

    • @jibanapatha7253
      @jibanapatha7253  2 года назад +1

      ଆପଣ ସର୍ବେଶ୍ଵର ମହାନ୍ତି ସାରଙ୍କୁ ଦିନ ସମୟରେ ପଚାରି ପାରିବେ । ମୋବାଇଲ- ୯୭୭୭୬୨୦୪୯୬

    • @bbnayak2981
      @bbnayak2981 2 года назад +1

      @@jibanapatha7253 Thankyou Sir 🙏🙏

    • @jibanapatha7253
      @jibanapatha7253  2 года назад +1

      ଧନ୍ୟବାଦ ନାୟକ ବାବୁ । ଆମ ଭିଡିଓ ଗୁଡିକୁ ଦେଖନ୍ତୁ, ମତାମତ/ ପରାମର୍ଶ ଦିଅନ୍ତୁ ଓ ଅନ୍ୟମାନଙ୍କୁ ସେଆର କରିବାକୁ ମଧ୍ୟ ଅନୁରୋଧ ।

    • @bbnayak2981
      @bbnayak2981 2 года назад

      @@jibanapatha7253 Sir Banana tree kou month re plantation karihaba ODISHA re...plz 🙏

  • @jituraut3869
    @jituraut3869 Год назад +1

    ଜର୍ସି ଗାଇର ମୁତ୍ର ଗୋବର ହବକି ?

    • @jibanapatha7253
      @jibanapatha7253  Год назад

      ଦେଶୀ ଗାଈ ହେଲେ ଭଲ । ଗାଈ ପ୍ରକୃତିକ ଖାଦ୍ଯ ଖାଉଥିଲେ ଭଲ । ନ ମିଳିଲେ, ଜର୍ସି ଗାଈରେ ଚଳାଇବାକୁ ପଡିବ ।

  • @lalitmohansahoo9538
    @lalitmohansahoo9538 2 года назад +1

    ସାର୍🙏
    ସର୍ବେଶ୍ଵର ସାର୍ ଙ୍କ ନମ୍ବର ମିଳିପାରିବ କି?

    • @jibanapatha7253
      @jibanapatha7253  2 года назад

      9777620496

    • @lalitmohansahoo9538
      @lalitmohansahoo9538 2 года назад +1

      ଧନ୍ୟବାଦ ସାର୍ 🙏

    • @jibanapatha7253
      @jibanapatha7253  2 года назад

      @@lalitmohansahoo9538 ଆପଣଙ୍କୁ ମଧ୍ୟ ଧନ୍ୟବାଦ । ଏମିତି ଭିଡିଓ ଦେଖନ୍ତୁ ଓ ଅନ୍ୟମାନଙ୍କୁ ସେଆର କରନ୍ତୁ ।

  • @raghunathsahu3795
    @raghunathsahu3795 11 месяцев назад

    ସାର ଜୀବମୃତ କୁ ଅମୃତଭଣ୍ଡା ଫସଲରେ କିଭଳି କେତେ ମାତ୍ରାରେ ଓ କେଉଁ କେଉଁ ସମୟ ଓ କେତେ ଦିନ ବ୍ୟବଧାନରେ ବ୍ୟବହାର କରାଯାଇ ପାରିବ

  • @alokranjanmekap3000
    @alokranjanmekap3000 Год назад +1

    ବଜାର ରୁ ଆଣିବାକୁ ଥିବା ଏହି ୪ ପ୍ରକାର ରାସାୟନିକ ନା ଜୈବିକ ଜଣାଇଥିଲେ ଭଲ ହୋଇଥାନ୍ତା

    • @jibanapatha7253
      @jibanapatha7253  Год назад

      ଏହି ଭିଡିଓ ରେ କେବଳ ଜୈବିକ ପଦାର୍ଥ ଉପରେ ଗୁରୁତ୍ଵ ଦିଆଯାଇଛି ।

  • @TRILOCHANSAHOO-p8t
    @TRILOCHANSAHOO-p8t Год назад +1

    ସୂର୍ଯ୍ୟ ମୁଖୀ ଲଗାଇବାର ପ୍ରଣାଳୀ ଜାଣିବାକୁ ଚାହୁଛି

  • @SamirRoul-uh6qz
    @SamirRoul-uh6qz 27 дней назад +1

    ସାରଙ୍କର ମୋବାଇଲ୍ ନମ୍ବର ଟା ଦିଅନ୍ତୁ

  • @raghunathsahu3795
    @raghunathsahu3795 11 месяцев назад

    ଅମୃତଭଣ୍ଡା ଫସଲରେ ଜୀବମୃତ କୁ କେଉଁ ଭଳି ବ୍ୟବହାର କରିହେବ

  • @A.P_Editor_23
    @A.P_Editor_23 2 года назад +1

    ଲୋକ ହସିବେ ଏମିତି କଲେ

    • @jibanapatha7253
      @jibanapatha7253  2 года назад

      କ୍ଷମା କରିବେ । ଆପଣଙ୍କ କଥା ବୁଝି ହେଲା ନ।ହିଁ ।

  • @narendranathpati6706
    @narendranathpati6706 3 месяца назад +1

    ଯିବାମୃତ କୁ ଫୁଲ ଗଛରେ ଦିଆଯାଇ ପାରିବ କି?

    • @jibanapatha7253
      @jibanapatha7253  3 месяца назад

      ସବୁ ଫସଲରେ ଦିଆଯାଇ ପାରିବ ଓ ଭଲ କାମ ଦେବ

  • @saratkumarnayak6514
    @saratkumarnayak6514 2 года назад +1

    Sir aapanka mobile no tike debe..

  • @umeshkumarsahoo2743
    @umeshkumarsahoo2743 8 месяцев назад

    ଜର୍ସି ଗାଈ ଗୋବର ରେ ଜୀବମୃତ ହେବ ନା ନାହିଁ

  • @manoranjansahoo3589
    @manoranjansahoo3589 2 года назад +2

    Sir apankara mobile number please

  • @beuratanmaya8054
    @beuratanmaya8054 2 года назад

    Sir lanka patra bhurunga hauchi medisin name please sir

  • @saratchoudhuryy6086
    @saratchoudhuryy6086 2 года назад +2

    Sir apankara mobile number please