@@SANGRAMBEHERA-j4f Eka chatia mane kana? BJD ku sangare neithante? Nabin Patnayak nku nakahi alu ani asile. Alu rate khasigala. Tanku kahithile se ahuri chitthi lekhithaante au ta pare ahuri khasithaanta. Ha, ha! Kie mana kala tamaku. Tamara dam achhi ta tanka ek chatia sashan roka . Deshare samvidhan achhi, court kacheri achhi.
ଯେ ଅପରାଧି ସେ ଜେଲ ରେ ରହିବ ଆଉ ଏଇଟା କୋର୍ଟ ଉପରେ ଛାଡିଦିଅନ୍ତୁ। India is almost governed by Judiciary system, Indian Judiciary System is very powerful , so you are not a Judge , let our Judiciary Court has to take his own course of action , Jay Hind
ବହୁତ ବଢିଆ
ଜନତାଙ୍କ ହକ ଅଧିକାର, ତର୍କ,ସ୍ୱର କୁ ଯିଏ ଅପରାଧ ବୋଲି କୁହେ , ସେ ସରକାର କ୍ଷମତା ରେ ରହିବା ଉଚିତ୍ ନୁହେଁ 👍🏹🏹
Jemiti bjd samayare Jia muha kholila se mala
Right
@@BasantaMurmu-o7b Shankara tarka karuchi?
@@BhajaharidasDas-h6uHandia bala copy karuchi Nua kariba pain Ta gandi re dam nahi..Remote control kandhei
ବହୁତ ବଢିଆ ଭାଇ
Sankar Bhai Apana Super hero
ସଙ୍କର ଭାଇ ଭଲ ଯେ ପରି ହତ୍ୟା କାଣ୍ଡ ବିଷୟରେ କଣ ପାଇଁ ଚୁପ୍ ଥିଲା ତୁମକୁ ଏତେ କମେଣ୍ଟ କରାଗଲା ତଥାପି ଗୋଟିଏ video ଆସିଲାଣି କଣ ପାଇଁ
ବହୁତ ବଢିଆ ଭାବରେ ଶଙ୍କର ଭାଇ ବୁଝେଇଦେଲେ
ବିଜେପି ପ୍ରତିଶୋଧ ର ରାଜନୀତି କରୁଛି ,ତେଣୂ ଜୟଦେବ , ଶଙ୍କର ଇତ୍ୟାଦି ଇତ୍ୟାଦି Jail ଯାଉଛନ୍ତି। କିନ୍ତୁ ମୁଁ ଏକମତ ଯେ ରାଜନୀତି ରେ ସମାଲୋଚନା ହେବା ନିହାତି ଦରକାର l ଏହା ହିଁ ଗଣତନ୍ତ୍ରର ପ୍ରକୃତ ବିଚାର ଧାରl l
@@Binodkumarpanigrahi2187 Tamaku jie Ma bhauni gali dele my bi jail jiba.
Right brother
ସେ ଛୋଟ ପିଲାଟି ପଳିଆସୁ ମୋର ଏତିକି କାମନା 😢😢
ଠିକ୍ କଥା ସମସ୍ତଙ୍କ ପାଇଁ କୁହ ଜୟ ଜଗନ୍ନାଥ
Right Katha Bhai 👍👍👍👍👍
ଆଜି ନେହୁରୁଙ୍କ ଜନ୍ମ ଦିନ ଆଉ ଏ ଭିଡ଼ିଓ ଦେଖି ରାଜନୀତିକ ସମାଲୋଚନା ର ଏକ ସୁନ୍ଦର୍ କଥା ମନେ ପଡ଼ିଲା, ନେହୁରୁଙ୍କୁ ନେଇ ବ୍ୟଙ୍ଗ ଚିତ୍ରକର R.K Laxman ଏକ ଶାଣିତ ସମାଲୋଚନା ଯୁକ୍ତ ବ୍ୟଙ୍ଗ ଚିତ୍ର ଖବକାଗଜମାନଙ୍କରେ ଦେଇଥିଲେ। ତାହା ଦେଖି ନେହୁରୁ କହିଥିଲେ "Mr. Laxman, I so enjoyed your cartoon this morning. Can I have a signed enlarged copy to frame?" ଏଥିରୁ ଜଣା ଯାଏ ଯେ ତତ୍କାଳୀନ ମହାନ୍ ରାଜନେତା ଗଣ ସମାଲୋଚନା କୁ କିଭଳି ଗ୍ରହଣ କରୁଥିଲେ।
@@TechnoUncle-l6l You forget that the same Nehru dragged another cartoonist for criticising the Nehru govt moving in snail's speed. (Check facts).
ସମାଲୋଚନା କେତେ ଯାଗାରେ ଠିକ୍ କେତେ ଯାଗାରେ ଭୁଲ ହୋଇଥାଏ। ତା ମାନେ ନୁହଁ ଆରେଷ୍ଟ।ଏ ଯମାନାରେ ଭୟ କଲେ ଚଳିବନି।
Sir bjp ଏକ ଚାଟିଆ ଶାସନ କରିବା ପାଇଁ ଚେଷ୍ଟା କରୁଛନ୍ତି. ଏମାନେ ଦେଶ ଶାସନ ପାଇଁ ହିତକର ନୁହେଁ.
@@RabiJakaka-rd2cr Semane vote paichhanti. Seita tankara jogyata.
ଏକ ଚାଟିଆ ଶାସନ କଣ ପାଇଁ
@@SANGRAMBEHERA-j4f Eka chatia mane kana? BJD ku sangare neithante? Nabin Patnayak nku nakahi alu ani asile. Alu rate khasigala. Tanku kahithile se ahuri chitthi lekhithaante au ta pare ahuri khasithaanta. Ha, ha!
Kie mana kala tamaku. Tamara dam achhi ta tanka ek chatia sashan roka . Deshare samvidhan achhi, court kacheri achhi.
Badhia katha kahichhanti
Right ❤❤
ଏ ଅନ୍ଧ ଭକ୍ତ ମାନେ ଅନ୍ୟକୁ ସୁଦିଲେ ଭଲ କିନ୍ତୁ ଆଉ କିଏ ତାଙ୍କୁ ସମାଲୋଚନା କଲେ ତାଙ୍କେ ଖରାପ ଆଉ ଜେଲ୍ ପଠେଇବେ ।
ଭାଇ ଏକଦମ ଠିକ୍ କହୁଛନ୍ତି
ସତକହିଲେ ତଆଜି କାଲି ଶତ୍ରୁ ଇଏପରା କଳି ଯୁଗ ରାଜନୀତି ଭାଇନା
ଠିକ୍ କଥା
Pura right katha kahila bhai
Sabash bhai
Bahuta badhia 🎉🎉
କି କଥା.....
ଅପାରଗଙ୍କୁ ଅପାରଗ କହିଲେ ସେ ଅପାରଗ ଲୋକ ତା ସ୍ତ୍ରୀ ପିଲାଙ୍କୁ ଲଗେଇଦେବ ll କାରଣ ସିଏ ଅପାରଗ....
ଏମାନେ ଶାସନରେ ରହିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ ll
ଶଙ୍କର ବାବୁ, ଗୋଟିଏ solid dose ଦେଇଛ 👌
ଭାଇ ଯାହାକହୁଚି ପୁରା ଠିକି
ଜୟ ନବୀନ 🙏🙏🙏
Dariba darkar jaydev is a brand
Sea gote bala brand ta
@@subhrakantamuduli517 ରାଜନୀତିକୁ ଆସିଛ.. ଚମଡା ଏତେ ନରମ କେମିତି ବା.. ଟିକେ କେହି କିଛି କହିଲେ ବଞ୍ଚାଅ ବଞ୍ଚ ବଞ୍ଚାଅ ମଲି ମଲି କହିକି ଥାନାକୁ ଦୌ ៧ទ្ធន..?
1ମାଲୋଚନା ସହି ପାରୁନ ଯଦି ଚୁଡ଼ି ପିନ୍ଧିକି କିମ୍ବା ନାହିରେ ଜଡ଼ା ତେଲ ମାରି ଘରେ ବସୁନ. ନେତା / ନେତ୍ରୀ ହେ ହେବାକୁ କିଏ କହିଲା . .?
କେବଳ ମାଇଚିଆ ଡରେ ରାଜନୀତି ମାନେ ସମା ସମାଲୋଚନା ରହିବ, ସମାଲୋଚନା କୁ ବୀର ନୁହେଁ . .
ଛାଡ଼ ହୋ 1.. ମୋଦୀ ଦବ ତିନିଶ ୟୁନିଟ
ରାଜନୀତିକୁ ଆସିଛ.. ଚମଡା ଏତେ ନରମ କେମିତି ବା.. ଟିକେ କେହି କିଛି କହିଲେ ବଞ୍ଚାଅ ବଞ୍ଚ ବଞ୍ଚାଅ ମଲି ମଲି କହିକି ଥାନାକୁ ଦୌ ៧ទ្ធន..?
1ମାଲୋଚନା ସହି ପାରୁନ ଯଦି ଚୁଡ଼ି ପିନ୍ଧିକି କିମ୍ବା ନାହିରେ ଜଡ଼ା ତେଲ ମାରି ଘରେ ବସୁନ. ନେତା / ନେତ୍ରୀ ହେ ହେବାକୁ କିଏ କହିଲା . .?
କେବଳ ମାଇଚିଆ ଡରେ ରାଜନୀତି ମାନେ ସମା ସମାଲୋଚନା ରହିବ, ସମାଲୋଚନା କୁ ବୀର ନୁହେଁ . .
ଛାଡ଼ ହୋ 1.. ମୋଦୀ ଦବ ତିନିଶ ୟୁନିଟ
Ha, ha! BJP Sarakar bhangijiba?
Naveen sir is the legend
Ta bopa CM thila. Sethi pain. 24 barsare 5 barsa magana scheme Pandian jogun.
ଅପ୍ରିୟ ସତ୍ୟ
ସମାଲୋଚନା ହେଉ କିନ୍ତୁ ସକାରାତ୍ମକ ହେବା ଆବଶ୍ୟକ, ଭାଷ ଅଭାଷା କହିବା ବ୍ୟକ୍ତିଗତ ସ୍ତର କୁ ଖସିବା ଉଚିତ ନୁହେଁ l ଯେଉଁଠି ଭୁଲ କାମ ହେଉଛି ତାକୁ ସମାଲୋଚନା କଲେ ସମାଜର ମଙ୍ଗଳ ହେବ l
Right ❤ଭାଇ
Bhai mohan majhi madhya naveen sir nku chapal re mariba katha kahi thile
@@Ravan-nu2bu ଭାଇ,ମୋହନ ମାଝି ଙ୍କୁ ମଧ୍ୟ ଗୋଟେ ଥାନାର ଜଣେ IIC get out,ନହେଲେ ଜେଲ୍ ରେ ପୁରେଇଦେବି ଏମିତି କିଛି କହିଥିଲେ,ମୋହନ ସାର୍ ସେ officer ଙ୍କୁ କଣ suspend କଲେ ନା transfer କଲେ?
@@dhananjaysahoo4579 bhai pada re thiba laka jaha bhi kari paranti laka dekhania... Siye kari thiba karma ra fala ta abe bhoguchanti
ତାକୁ ବଦଳି କରାଯାଇଛି@@dhananjaysahoo4579
You are great sir i impressed with your sosillity
ନବୀନ ପଟ୍ଟନାୟକ କଣ ସବୁ ଭଲ କରୁଥିଲା? ତାକୁ କାଇଁ ସମାଲୋଚନା କରୁନଥିଲ?
ହେଇଟି ଭାଇନା ଆଉ ସୋସିଆଲ talk କୁ ଯେତେବେଳେ ଗିରଫ କରା ଯାଇଥିଲା ସେତେବେଳେ କାଇଁ ୟେ ଜ୍ଞାନ ଦେଉନଥିଲ।
right
Odisha tigar
ବଡ଼ିଆ କଥା ଭାଇ
Ek dum right ❤❤🙏🙏💯💯
ଯେ ଅପରାଧି ସେ ଜେଲ ରେ ରହିବ ଆଉ ଏଇଟା କୋର୍ଟ ଉପରେ ଛାଡିଦିଅନ୍ତୁ। India is almost governed by Judiciary system, Indian Judiciary System is very powerful , so you are not a Judge , let our Judiciary Court has to take his own course of action , Jay Hind
SHANKAR SIR IS THE BOLD, TRUE & HONEST VOICE OF ODISHA
Jayadev is a brand jou mg sahiparunahanti se mg kukura kama karibe. Good Sankar Bhai♥️
Puni jibu
ସମାଲୋଚନା ହବା ନିହାତି ଜରୁରୀ 😅😅ସେଇଟା ପ୍ରତ୍ୟକ ନାଗରିକ ର ଅଧିକାର
Thank you vai
ଜେମେତି ପ୍ରକାଶ ଭାଇ କୁ ବିଜେଡି ଡରୁଥିଲା.
ବିଜେଡି ବଡଖବର ଓ଼ ଫକସ ପ୍ଲୁସକୁ ଡରୁଥିଲା କି
Absolutely right
Sankar bhai always right ❤❤❤❤❤😂
ଠିକ୍ କଥା ଭାଇ ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ ଜୟ ଜୟଦେବ ଭାଇ
ଜୟ ନବୀନ ❤❤❤❤❤❤❤
Thiku katha kahila bhai naveen patanaik jindabad
You are right Bhai
Absolutely right Shankar 👌
Super👍🙏
ସମୟ ବଡ଼ ବଳବାନ
ସତ୍ୟ ଲୋକ ସବୁବେଳେ ମିଛ କହୁଥିବା ଲୋକ କୁ ଡରେ..😂
Thik katha sir
Your right 👍
Right
ଜଣେ ଅଭ୍ୟାସ ଗତ ଜେଲ ଯିବା ଲୁକ ହିଁ ଡକାୟତ ଜୟଦେବ କୁ ତାର କାର୍ଯ୍ୟ କୁ ପସନ୍ଦ କରେ
Correct 💯
Right sir
Perfect said
Right.katha
Dharmasala gondagiri chalichi
ଜୟ ବିଜେଡି ❤❤❤❤❤❤❤❤❤
Real fact bro
କିପରି ଯୋଗଯୋଗ ହେବ
Vala hela....
Right 👍
Right. Bhai
Darunahi tame dakhiba
ଆଗରୁ କେବେ ଦେଖି ନାହିଁ
👍👍👍👍🙏🙏🙏
Good thing.... keep it up brother 👍
Right right
Supsabhai
Righte
ଯିଏ ସମାଲୋଚନା କରେ, ଭଲ କୁ ଭଲ, ମନ୍ଦ କୁ ମନ୍ଦ କୁହାଯାଏ
Bhai yaaku sabu Janaa ,, bramhanada ro sabu Katha ae janichi
Ea gote bandor balo 😂😂😂😂😂
Thiku kahichanti bhai bjp katedina pati Banda karideba
ଜୟ ଶ୍ରୀରାମ
ବହୁତ ଫାଲତୁ ସମୟ ଅଛି ତୁମ ପାଖରେ । ଟିକେ ପାଠ ପଢିଥିଲେ ବୋଧହୁଏ ଏ ଫାଲତୁ କାମରେ ସମୟ ନଷ୍ଟ ନକରି କିଛି। ବାମନ ହେଇକି ଚନ୍ଦ୍ରକୁ ହାତ ବଢାଇବା କଥା।ମାନ୍ୟବର ନରେନ୍ଦ୍ର ମୋଦୀ ହେଉଛନ୍ତି ଯୋଗଜନ୍ମା ଆଦିପୁରୁଶ ଆଦିଗୁରୁ ମହାନ୍ ବ୍ୟକ୍ତିତ୍ବ ଜଣେ ମହାତ୍ମା। ତାଙ୍କ ସହିତ ତୁଳନା ମାନେ ବାମନ ହୋଇ ଚନ୍ଦ୍ର କୁ ହାତ ବଢାଇବା। ତୁମେ ଭାଇ ଏ ମୁଙ୍ଗେର ଲାଲ ସ୍ଵପ୍ନ ଦେଖିଲା ଭଳି ଦିବା ସ୍ଵପ୍ନ ନଦେଖି ଟିକେ ବାସ୍ତବତା କୁ ଫେରି ଆସ। ନହେଲେ ଲୋକେ କହିବେ ତୁମେ ଜଣେ ମାନସିକ ରୋଗୀ। ସ୍ଵପ୍ନ ଦୁନିଆରୁ ବାସ୍ତବ ଦୁନିଆ କୁ ଫେରି ଆସ। ଆଉ ଯେତିକି ର ଲୋକ ସେତିକିରେ ରୁହ।
❤❤❤
Thanks
ଭାଇ 🙏
ବିଜେପି ଜୁମଲା
Raite bro
Real fact
ଠିକ୍ କଥା କହିଛ ଭାଇ
Right brother 👌
ବିଜେପି ହଟାଓ
Jay bjd
R8
Tu cm au pm ହୋଇଥିଲେ ସବୁ cchodi pakeithaantu,,,,
Bilkul right
ଭାଇ ନାଲି ଗାମୁଛା ପାଇ ଗୋଟେ ଭିଡିଓ କର
Se pelei BJP netri ku pela bhai
Shankar Babu,
Tumar samalochana right katha upare paryabeshita. Kintu Jayadev Lenka ra samalochana false upare paryabeshita. Se BJD party dwara prabhabita heuchhi. Tume kintu kaha dwara prabhabita nuhan. Tume & Jayadev madhyare eha difference. Jadi Jayadev kebe BJD ku samalochana Kariba, tahele taku thik boli bhabiba.
Next cm ତୁ
Balo NA😂😂😂😂😂😂
Jay nabin