How to manage leafcurl disease of Bitergourd Top 5 hybrid variety of Bitter gourd ଖରାଟିଆ କଲରା ଚାଷ
HTML-код
- Опубликовано: 21 окт 2024
- Arabinda Sahoo
KRUSHI SAMPADA
TOP 5 hybrid variety of Bittergourd
kharatia kslara chas
summer bitter gourd cultivation
#krushisampada #bittergourd
Very knowledgeable video for farmers ❤❤❤❤❤❤❤❤❤❤
Many many thanks
ଅତି ସୁନ୍ଦର ବାର୍ତ୍ତା , ଧନ୍ୟବାଦ
Bouta bhala lagila apananka video
ରୋଶନ କଲରା ବହୁତଭଲ
Thank you so much for information sir 🙏
Always welcome
Sir kaberi 468 dalua tali ketedina bhitare ruinba katha ଓ ketoti lekhae ruiba pls tike kahibe
ଭଲ ଲାଗିଲା👌🌱
Thank you
Bholo lagila kintu curlyleaf medicine koan ?
rashi chasa pai gotia video banantu sir
Sir first gachha mulaku Mari takilabele kou Sara o Harman use kariba
ଜୟ ଜଗନ୍ନାଥ ଅରଵୀନ୍ଦ ସାରେ ଖରାଟିଆରେ ହଳଦୀଆ ହୋଇଛି ଗୋବର ପାଉଁଶ ଗାଈ ମୁଟ ହଳଦି କେମିତି ଔ ଷଧ କିଣିବା ଘରୁକେମୀତି ହବ ଘରୋଇ ଔ ଷଧ କଥା କୁହା ହାଈବୀଡ ଠେସି କଲରା ଯୀମୀତୀଵୀ କଲରା କଲେ କାହିଁକି ହବନିଯେମୀତୀବୀମଞ୍ଜି ଗଛ ହୁଏ ଗଛ ଉଠୁନି କାହିଁକି ତାର କାରଣ କୁହ🍓🌶️🍅🌽🥒🥬🍆🥑🌷🥭🍊🍑🍍🎉🎉🎉🎉🎉🎉🎉🎉🎉🎉🎉🎉🎉🍎🍎🍎🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🌅🎉🎉🎉🎉🎉🎉🎉🎉🎉🎉🎉🎉🎉🎉🌅🎉🎉🌅🌅🌅🎉
Very good...
Thank you
excelent 👍👍...thanks
Welcome 👍
❤❤
Chhachinda chasa pai gotie video banantu
Please sir
ଭାରତୀରେ ଲଗେଈଛୀ ଫଳ ଟିକେ କବି ଝଡି ଯାଉଛୀ ହଳଦୀଆ ପଡୁଛୀ ଘରୋଇ ଓୋଷଧ କୁହନ୍ତୁ🎉🎉🎉
Sir Kalara gachare besi fruit heba pain kaw medicine spray karajae.....??????
pulo besi hawchi pala kom hawchi..
Plz upaya kuhontu
Kara season
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ବା
Tata Bahar lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
Good video sir.
Sir bhala yield variety kalara kan?
Ok
Sita dinia pani kn deba sir kuha ntu
Tq sir
Excellent
Thank you
Sir .aponoko kohuthiba bihan apote miluni... Udala ,mayurbhanj...
Online ରେ ମଗାଇ ଦିଅନ୍ତୁ
Sir Shimla Mircha ra gote video karantu
Sir ବାଇଗଣ ର ସବୁଠୁ ଅଧିକ ଅମଳ ଦେଉଥିବା ବିହନ କଣ
Thank you sir
Kaveri 88 veryti ବହୁତ ବଢିଆ
Sir joubika pranali re chasa Kariba upaya kahuntu please
ଧନ୍ୟବାଦ ସାର୍
Summer season brinjal cultivation details please
Sure
Very nyc
Thank you
Sir kharati bandi top 5 video bantu
very good sir
Thank you
🙏🙏🙏👍
👍👍👍🙏
Sir medicine ra full details video banatu
Sir kalara patra haladia padu6i keu Medicine pakeiba🙏🙏🙏
ଶୀତ ଦିନିଆ କହୁ କରଲା ବିହନ ଲଗାଇବା sir
କଲରା ଚାଷ ରେ ଅନରା ଫୁଲ ଅଧିକ ଆସୁଥିବା ରୁ କେଉଁ ଔଷଧ ଦରକାର (୧୩୧୫ କଲରା)
Urea ସାର ପ୍ରୟୋଗ କରନ୍ତୁ ନାହିଁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।Hormone Fantac plus Lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Nice
Thank you
ସାର syjenta କମ୍ପାନୀ ର ସମସ୍ତ ମଞ୍ଜି ଭଲହେଉନାହିଁ
Bhai syngenta ra kou Verity kalra lagae thile
Lagaeba prosses diea sir
Mu bi calora casa karuci mara kintu 20bays mukintu Bina. Medisen kalora casa kariparuci
Thank you
Rushaan କଲରା ଭଲ ନାଖରପ
ଭଲ
ସାର୍ କାଙ୍କଡ଼ା ପୋକ (ହଳଦିଆ) ଲାଗନ୍ତି , ସେଥିପାଇଁ
କାଙ୍କେଡ଼ିଆ ପୋକ କୁ ନିୟନ୍ତ୍ରଣ କରିବା ପାଇଁ Chloropyriphos 50%+Cypermethrin 5%EC lit ପ୍ରତି 2ml ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।
Hii
Sir ମୋର ବନ୍ଧା କୋବି ଫଟିଯାଉଛି କଣ spry କରିବି ....?
ବନ୍ଧାକୋବି ରେ Boron ଅଭାବ ହେଲେ ବା ଶୁଖିଲା ମାଟିରେ ବହୁତ ଜଳସେଚନ କଲେ କୋବି ଫାଟିଥାଏ।ଫସଲରେ Boron 10.5% lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
@@krushisampada TQ sir...
ସାର୍ ଲଗାଇବା ସମୟ ଟିକେ କୁହନ୍ତୁ🙏🙏🙏🙏🙏🙏
ଖରାଟିଆ କଲରା January ରୁ February 15 ମଧ୍ୟରେ ଲଗାଯାଇଥାଏ।
Hii❤❤❤
Hii
କଲରା ଫଳ ହଳଦିଆ ହେଇକି ପାଚି ଯାଉଛି କଣ କରିବୁ
କଲରା ଫସଲରେ ଫଳ ମାଛି ଲାଗିଲେ ଫଳ ହଳଦିଆ ହୋଇ ଥାଏ ଓ ପଚି ଯାଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଆକ୍ରାନ୍ତ ଫଳ କୁ ତୋଳି ନଷ୍ଟ କରନ୍ତୁ।ଫଳ ମାଛି ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।
Chloropyriphos 50%+Cypermethrin 5%EC lit ପ୍ରତି 2ml ବା Chlorontraniliprole 18.5%SC drum ପ୍ରତି 6ml ବା
Novaluron 5.2%+Indoxacarb 4.5%SC lit ପ୍ରତି 1.75ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampadaଧନ୍ୟବାଦ ସାର 🙏
କଲରା ଚାଷୀ ଭାଇଙ୍କ ନବର ଦେବେକି
Sir apanka contact no please
7008498896
Sir contact number please
Bholo lagila kintu curlyleaf medicine koan ?
ଧଳା ମାଛି ଓ ଉକୁଣୀଆ ପୋକ କୁ ନିୟନ୍ତ୍ରଣ କରନ୍ତୁ।Movento lit ପ୍ରତି 1ml ବା
Takaf lit ପ୍ରତି 1.5ml ବା
Solomon lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Excellent
Kalara chasa kale taha kete masa phalithaa mo badi re Patra haladia hauchhi