Thank you bhai e bhalia eka nice place dekhaithibaru....ama ghara khordha e kankani Shrikhetra kouthi mu aji paryanta janinahi chilika jaichhi kintu etha dekhinu....... Jay Jagannath Swami 🙏🙏🙏🙏🙏
Nana muta Jani nahi apana jau gadi camada na binacamada Bala pindhi canti camadaba la pindhi dabalaya stanaku jikatha nuha Prabhu nkr patalidham bahuta sundara
ଆମେ ଆମ ପ୍ରଭୁ ଙ୍କପ୍ରତିଆମର ଦୁର୍ବଳ ତା ଥିବାରୁ ଆମେ ପ୍ରଭୁ ଙ୍କୁ ଲୁଚାଇଲୁ ।ଯେ ପରଂବ୍ରହ୍ମ ଯେ ସଂସାର କୁ ଗଢ଼ିଛନ୍ତି।ଯେ ବିଶ୍ଵ ନିଅନ୍ତା ଯେ ସର୍ବ ଶକ୍ତିମାନ,ସର୍ବଜ୍ଞ ତାଙ୍କର କିଏ ଅବା କଣ କରିବ।ଆମ ମାନଙ୍କ ଦୁର୍ବଳ ତା ଲୋକ ବାଦ ଯୁଗ ଯୁଗ କୂ ରଖିଦେଲା ପ୍ରଭୁ ସେମାନଙ୍କୁ କ୍ଷମା କରି ଦିଅନ୍ତୁ। ଜୟ ଜଗନ୍ନାଥ ସ୍ବାମୀ 🙏🙏🌹🌹🙏🙏🌹
ବାରମ୍ବାର ଜଗନ୍ନାଥ ଭୟରେ ଲୁଚିଥିବା କହିବା ଭୁଲ୍ ଅଟେ । ତାହା ପ୍ରଭୁ ଜଗନ୍ନାଥଙ୍କ ଲୀଳା ଥିଲା । ଭକ୍ତ ମାନେ ବିଗ୍ରହ ମାନଙ୍କୁ ସ୍ଥାନାନ୍ତର କରୁଥିଲେ
।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
JayJagannatha❤😮❤ mitha Pani pokhari ta dekhailenahin
ଜୟ ଜଗନ୍ନାଥ ପ୍ରଭୂ ସବୁ ତୁମରୀ ନୀଳା ସୁନ୍ଦର ପ୍ରାକୃତିକ ପରିବେଶ ମନ ହଉଚି ଏବେ ମୋ ଘର ସେ ପାଖରେ ଥିଲେ ମୁଁ ପ୍ରତି ରବିବାର ବୁଲିବାକୁ ଯାଆନ୍ତି।
Jay jagannath 🙏🙏🙏. ଠାକୁର ତୁମର ମଙ୍ଗଳ କରନ୍ତୁ। ଆମକୁ ଏମିତି ଏକ ଜାଗା ଦେଖେଇ ଥିବାରୁ। ଧନ୍ୟବାଦ
Thanks you 🙏🙏
Jay Jagannath 🙏🙏🙏 Love from West Bengal ❤️ Bengali+Odia ❤
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏,, THANKS, ଭାଇ
Thanks you mo bhai ❤️
😅😅😊😮😅😢@@Rajbiswalvlogs
No uff❤😂🎉😢😮😅😊
@@Rajbiswalvlogski
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ⭕‼️⭕🙌🏻🙏🏼
Jay jagannath 🙏🙏🙏🙏🙏👍👍👍 Bhai
Jay jagannAth ❤
ଶକ୍ତି ପଦଦାସ ଜୟଶ୍ରୀ ରାମ 🎉❤🎉
ଜୟ ଜଗନ୍ନାଥ ବହୁତ ଭଲ ଲାଗୁଛି
Thanks you
ଭୁଲ କହିଲ, ପ୍ରଭୁଙ୍କର ଡର ନାହିଁ, କାଳେ ଆମ ପ୍ରଭୁଙ୍କର କିଛି କଳାପାହାଡ଼ କ୍ଷତି କରିବେ, ସେଥିପାଇଁ ପ୍ରଭୁଙ୍କୁ ଆଣି ଲୁଚାଇ ଥିଲେ l ତୁମକୁ ଅଶେଷ ଧନ୍ୟବାଦ, ଏଭଳି ଏକ ସୁନ୍ଦର ସ୍ଥାନ ଦେଖାଇ ଥିବାରୁ l ଜୟ ଜଗନ୍ନାଥ 🙏🙏🙏🙏🙏🙏🙏
Jayga 12:54 12:56
😮@@RashmirekhaPadhan-nz5tv
Thank you a lot for visualising such devotional place🙏Jay Jagannath 🙏
Jayjagannath
ଜୟ ଜଗନ୍ନାଥ ପିଉ ଥୀଵାମିଠାପାଣି ହତ ଦେଖେଇ ଲେନିଚ
🙏🏼🙏🏼 ଜୟ ଜଗନ୍ନାଥ 🙏🏼🙏🏼
Jay jagannath ❤
Jay jaganntha🙌 prabhu gi ki jay ho
ଭାଇ ଭିଡ଼ିଓରେ ବାରମ୍ବାର କହୁଛନ୍ତି ଯେ ପ୍ରଭୁ ଜଗନ୍ନାଥ ଭୟରେ ଲୁଚିଥିଲେ, ଯାହାର ଇଛାରେ ଏ ସାରା ବିଶ୍ୱରେ ପତ୍ର ଟେ ବି ହଲିବା ଅସମ୍ଭବ ସିଏ ପୁଣି କାହାକୁ ଡ଼ରିକି ଲୁଚିଲେ ? ଜୟ ଜଗନ୍ନାଥ.
Jayjagannath 🙏🙏🙏
Jai jagannath Jai balabhadra jai Subhadra Mata ji ki jai ho sanatan Hindu dhram Kay dushman ka khandan sarvanash ho
Jay shree jagannath ji ♥️♥️♥️🙏🙏🙏❤️❤️❤️
ବହୁତ ବହୁତ ଅଭିନନ୍ଦନ!
❤️
Welcome. VEDIO. Bahut. Paresrama. Kari thibaru. KOTI. Swagat
Monasatyanarayanasahoo❤nayagabadicetiki
Jay Jaganna
Jay jagannath 🙏
Jay Jagannath 🙏
Jay Jagannath 🙏
ଜୟ ଜଗନ୍ନାଥ ❤❤🙏🙏🙏💐💐🥀
Jayjaganath
Jayjagannathaswami
Thanks you
Jai jagannath
Bhai ଏତେ ସୁନ୍ଦର ପ୍ରଭୁଙ୍କ ସ୍ଥାନ ଦେଖେଇଲେ ।।।ଆଉ ମିଠା ଜଳ କାହିଁ ଦେଖେଇଲେ ନି
Mu jou patu Gali sepate rahigala
Thank s। । Sorry bhai
Jay jaganath swami🙏🙏🙏🙏🙏🙏🙏🙏🙏
❤❤❤❤❤
Thanks you mo bhauni ❤️❤️
Thank you bhai e bhalia eka nice place dekhaithibaru....ama ghara khordha e kankani Shrikhetra kouthi mu aji paryanta janinahi chilika jaichhi kintu etha dekhinu....... Jay Jagannath Swami 🙏🙏🙏🙏🙏
Thanks you
Jay jagannath prabhu 🙏
Jay jagnnath ⭕❗⭕
ଗଲେ , ଫେରିଲେ କିନ୍ତୁ ସେ ମିଠା ପାଣି ପୋଖରୀ ଦେଖାଇଲେ ନାହିଁ ।ଜୟ ଜଗନ୍ନାଥ
JAY JAGANNATH SWAMI 🙏 🌺 🙏 🌺 🙏 🌺
ଜୟ ଜଗନ୍ନାଥ
Jay Jagannath
Bahuta bhala bhai
Jay pravu Jagannath
Jay Jagannath namha namha.🙏🙏🙏🙏
Jay Jagannath 🙏✨
Jaya jaganath
Jai shree jagannath 🕉️
Bhaimithapanikudegala😢😢😢😢😢
JAI JAGANNATH
Jay jagannath swami nayan patha gami bhaba tume 🛕🚩🙏
ଚିଲିକାରେ ଅକାତ କାତ ପାଣି, କେମିତି ଆଣି ପଣ୍ଡାମାନେ ଲୁଚାଇଲେ, ଆଶ୍ଚର୍ଯ୍ୟ ଲାଗୁଛି, ହେଲେ ସବୁତ ତାଙ୍କରି ଲୀଳା ଏ ମାନବ ସମାଜ ପାଇଁ 🙏ଜୟ ଜଗନ୍ନାଥ,
Jay Jagannath 🙏🙏
Jaga ra sabu lilakhela jay Jagannath mahapravu
ଭାଇ ଆଉ ଭୟ ରେ କୁହନ୍ତୁ ନାହିଁ ଆମକୁ ଖରାପ ଲାଗୁଛି।ମୋ ପ୍ରଭୁ ସାରା ସୃଷ୍ଟି ର ମାଲିକ। ତାଙ୍କର କାହାକୁ ବି ଭୟ?
Jaynagar nathswami
ଆଜ୍ଞା ମିଠା ପାଣି ର ହରାଧ ଦେଖେଇଲେ ନାହି😊
Jay shree Jagannath Swami Nayana patha gami vaba tume Jay Jagannath Swami ji ki Jay ho
Thank you Bhai
Hii 🙏 🙏🏿
Kai mitha parni dekhilani😢😢😢 jay jagannath
Thanks 🙏
Thanks you
Odia please🎉
Bhai se jaga so butiful mu jaithili
Han
ଜଗନ୍ନାଥ ମହାସପ୍ରଭୁଙ୍କର ପୁଣି ଭୟ, କି କଥା କହୁଛ ଭାଇ.
Mangalmaya Bhagwan apananku bahut bahut mangal karantu 🙏 Biswal Babu,Jay Jagannath Swami 🙏🙏
Thanks you
Pua tumaku dhanyabad amiti vidio dekheithibaru,
Good, ram...
ମିଠା ପାଣି ଦେଖେଇଲେନି ତ ଭାଇ..
Karikarauthae. Sehi Ta binu. Anya gati nahin Jay leelamaya mahaprbhu jagannatthankar jay
🙏🙏
ଭାଈ ପ୍ରଥମରୁ କହୁଥିଲେ କି ମିଠା ଜଳ ହ୍ରଦ ଚିଲିକା ନିକଟରେ ରହିଛି ଦେଖେଇବେ ...
ହେଲେ କାଇଁ ଦେଖେଇଲେନି ଭୁଲିଗଲେ ବୋଧେ....
ଆଉ ହଁ ଆପଣ ଯେଉଁ ରହସ୍ୟ ବିଷୟରେ କହିଲେ
ସତରେ କଣ ମହାପ୍ରଭୁ କଳାପାହାଡ଼ କୁ ଡରି ସେଠି ଲୁଚିଥିଲେ .... ନା ଆମ ଭାରତ ବାସୀ ଇଂରେଜ ଭୟରେ ସେଠି ଲୁଚେଇ ରଖିଥିଲେ??
Mo moha Prabhu veye krantini se ta srusti re karata . Jay shree jagannath
Jay jannath 🙏🙏🙏
Thanks you 🙏🙏
କେତେେଳେ ସାତ ମାସ ସତେଇସ ଦିନ କହୁଛ ତ କେତେେଳେ ସାତ ମାସ ସାତ ଦିନ କହୁଛ, କେଉଁଟି ଠିକ୍।
Jaya Jagannath.
ଆଚ୍ଛା, ମହାପ୍ରଭୁ ଜଗନ୍ନାଥ ସର୍ବଶକ୍ତିମାନ୍ ହୋଇ କଳାପାହାଡ଼କୁ ଡରିକି ଲୁଚିଲେ କାହିଁକି? ସେ ଯଦି କାଂଚିକୁ ଲଢେଇ କରିବାକୁ ଯାଇଥିଲେ, ତେବେ କଳାପାହାଡ଼ ସହିତ ଯୁଦ୍ଧ ନକରି ଲୁଚିଲେ କାହିଁକି? ତେବେ ଯାହାଁଂକୁ ଆମେ ଜଗତର ସ୍ରଷ୍ଟା ବୋଲି କହୁଛୁ ତାହା ମିଛ ନୁହେଁ କି? ନିଜ ରକ୍ଷଣ ଅସମ୍ଭାଳ, ଆମକୁ ସେ କେମିତି ରକ୍ଷା କରିବେ? ଏଥିରୁ ସ୍ପଷ୍ଟ ହେଉଛି ଯେ ଜଗନ୍ନାଥଙ୍କ ସମ୍ପର୍କରେ ବହୁତ ମିଛ କାହାଣୀମାନ ଗଢା ହୋଇଛି।
SALUTE
Aastha
Aau
Biswas ra bhagwan NARE lootpaat
Jay jagannath prabhu 🙏 bhaina ko uthi sehi meetha pani rahila dekhae parile nahi
Patalisrikhrikakanicikharirabulahauchiragavaigayagaganathya❤😅
ଭାଇ ପ୍ରଣାମ ମିଠା ପାଣି ଦେଖେଇଲ ନାହିଁ
Dharitrikashi❤❤❤❤❤❤❤❤❤❤❤❤❤❤🎉🎉🎉🎉😊😊😊😊😊😅😅😅
Thanks you
People know that the brahma was hidden by puri servitors before kala pahad attacked itis true.
Haliyalguciravaehalo❤
No fear of Lord Jagannath. Due to apprehensions of any damage to Lord Jagannath,Devotees took them to secret place.
Address
Patalicikatridlhauci❤
Emiti barambar Jaya jagannath Kan pain kahu chhani
Nana muta Jani nahi apana jau gadi camada na binacamada Bala pindhi canti camadaba la pindhi dabalaya stanaku jikatha nuha Prabhu nkr patalidham bahuta sundara
ମିଠା ପାଣି କୂଅ କୁ ଦେଖାଇଦେବି?
Kahu6 27 lekhu6 7
Mu jaichhi mo ghara cuttack Banki Ghasiput
Okay thanks you
jaga toharivalia luchuthila
bhai, mitha pani ta dekhai leni
7 masa 7din na 27 din 'kouta thik
Mitha Pani dekheilenahi to
More than half time to bike dekha re gala.
Mu arthi..ki ja jainahi kena jiba
mate doubt hauchi
Bhai,apanan kra,kou,gon
Nayagarh