Sir , my name is Abhi Majhi I want to know about topical preaching, textual preaching and expository preaching.please make video upon this three message.
Dear sir interpretation of the word of God is not by the power of human knowledge but faith and deep relationship with God as well. According me,all those who have not studied like you the Hermeneutics but then they have brought many people to God through their messages.
Pls don't mind sir. Actually I have also experienced alot Only preparation will not work, we have to understand the need of people, and pray for the people first and foremost then God will speak to you the things which people really need it for their Christian life. For example the Book of Jonah
Ok ok mun b bujhichhi apono kn kohiba pain chanhichhonti vedio re ....au apono b vul kohu nahanti ..hele paloko mane sobu semiti nuhonti na sethi pain tike mte volo lagilani...emitiki mo akhire patthua paloko jmiti ki theology kori ki b vul dui duita wife rokhuchhonti ...somoste nai mo dekhibare kohuchhi ....mun b vabuchhi paloko mane volo huontu boli jmiti ki biswasi b volo hei paribe ..ok...Thank you God bless you......volo volo learning vedio boneiba pain prabhu aponoku sahajyo korontu....
46 And it happened that, after three days, they found him in the temple, sitting in the midst of the teachers and listening to them and asking them questions. ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ, 47 And all those who heard him were amazed at {his} understanding and his answers. ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।.. read this passage and understand this word..
Actually mote bhala lagila nahi sir 🙏 Parameswar nka bakya pai jagatika knowledge darkar nahi sir..... Parameswar nka knowledge darkar because biswash Saha ame parameswar saha lagi rahiba...
Praise the lord bhai, for your kind information, Bible holyspirit nka duara lekhajaeiachi, eha ame BELIEVE karuchu so ame Bible agore humble houchu. But theology book kou swargadutta lekhichanti?? Je apana ete theology book ku ete uporaku uthei eswarankara mananita daso mananku asikhita(illiterate)ba apathua(illiteracy)boli kahiparuchanti? Jagata ro gyana esweranka thare murkhata boli apana janichanti ki nai?? 2nd Corinthians 3:17 kuhe ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। jou katha manusya ku dukha diye ba ajogyo boli dekhe taha pabitra atma nkoro kotha nuhe manusya ro gyana ate. Qualification for become a Bible preacher (Bible prachara nimante prakruta jogyata hauchi-) Acts-1:8 (କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପ୍ରେରିତ 1:8 According to me if someone believe in christ and accept him as his/her personal Saviour and fill by holyspirit he or she can preach the word of God by holyspirit. But sastri pharusi mane semanku accept kariparonti nahin because they are bounded by a system. So i feel that apankara kotha mote system re bandhila pori lagila this is not by holyspirit. Because holyspirit encourages us not discourage or disappoint us. Sethipain lord Jesus Peter pori apathua nku manonito kole , he filled by holyspirit and preach the gospel by holyspirit and first Church was build by holyspirit. Jodi gote sastri or phrusi ku bachithante sie gyana prachara karithanta . Aji india re revival no asibara karana houchi :- 1. Because of theologians 2. Foreign Money Jodi Bharata re revival asibo taha bolo re asibo nahni ki gyana re asibo nahin ki shakti re asibo nahin but tahankara atmanka duara asibo , jodi prabhunkara aabhana kari mne manusya re gyana re nirbhara no kari bible vitika hebe, pabitra atmanka raba sunibe au pabitra atama re chalito hebe. Tahahele semankara connection sabubele urdhasta bisayare asakta hebe , prateka jati , prateka gosthi bandhana mukta hebe satya gyanta hebe. Aji gyani mane pabitra atma nko kamare sabuthu bodo hindrance. Jisu kahile mo thare ruho , tahahele mu tuma thare rahibi tahahele tume prachura phala paliparibo. John-15:4-5(ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ। ଯୋହନ 15:4-5 ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପାʼନ୍ତି। ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି। ଯିଶାଇୟ 56:10-11 Pabitra atmare chalito pastor huantu bhai eta mo prathana, bible bahare gole danda. Thank you
What you said was right, but brother, you know the word of God, but why do you know the word of God only by giving knowledge and Bible training, but you do not understand God's soul with you. The Spirit of God has fever because this disciple of Christ has not done any degree or study, but only by adding on God fasting, he fills people with the Spirit of God.
True sir. Because disciples did have any solid education or digree that is why Jesus trained them for three and half years. After that only he sends them out of Jerusalem for ministry.
🙏🙏🙏
ଯିଶୁ ପୃଥିର ସୃଷ୍ଟି କର୍ତ୍ତା
Sir,may God bless you abundantly
So super excited
Thanks
Praise the lord sir very important for me your message God bless you
ଭାଇ Praise the lord ଆପଣ ବଧେ ପ୍ରଭୁଙ୍କୁ ଜଗତର ଡାକ୍ତର ବୋଲି ଭାବୁଛନ୍ତି ସେଥିପାଇଁ ଆପଣ ପାଠ ପଢିବାକୁ ନେଇ ପ୍ରଭୁଙ୍କୁ ଖୋଜୁଛନ୍ତି ।କାରଣ Gyana ban Gyanare Darpa na karu ପବିତ୍ର Atma ହିଁ ବାକ୍ୟ ଦେବେ ପାଠ ଦରକାର ନାହିଁ ।କେଉଁ ଜାଗାରେ କେ ବାକ୍ୟ ପ୍ରଚାର କରାଯାଏ। ସେଇଟା ପ୍ରଭୁ ହିଁ କହିବେ ଆପଣ Prathana ରେ ରୁହନ୍ତୁ ପ୍ରଭୁ ଆପଣଙ୍କ ଅନ୍ତରରେ କଥା ହେବେ Amen.
ବାକ୍ୟ କୁ ନିଜ ଚିନ୍ତା ଦୁରା ପ୍ରଚାର କରାଯାଇ ପାରିବନି ଭାଇ ପ୍ରଚାରକୁ ପବିତ୍ର ଆତ୍ମା ଗାଇଡ କରିଥାଏ Amen
Nice brother
praise the lord🙏
Praise the lord
ସର୍ଗ କୁ ଯିବା ପାଇଁ ହେଲେ କୋଣସି ସାରିଟିପିକେଟ ଧାରକାର ନାହିଁ sir . କେବଳ ବିଶ୍ୱାସ ଧାରକାର ଯୀଶୁଙ୍କର ଶିଷ୍ୟ ମାନେ କଣସି ଡ଼ିଗ୍ରୀ କରି ନାହାନ୍ତି sir 🙏
ଠିକ୍ କହିଲେ ଆଜ୍ଞା। କିନ୍ତୁ ଆଜିର ସମୟ ସମାଜରେ ପ୍ରଚାର କାର୍ଯ୍ୟ କରିବାକୁ ହେଲେ ଟିକେ ଟିକେ ପଢ଼ା ପଢ଼ି କରିଥିଲେ ଭଲ ହେବ ସାର୍। ବାକି ଆପଣଙ୍କ ଇଚ୍ଛା ମୁଁ ତ କେବଳ ଏତିକି ଚାହୁଁଛି ଯେ ଆମ ପାଳକ ପ୍ରଚାରକ ମାନଙ୍କ ପ୍ରଚାର ସଠିକ୍ ପୁଣି ପ୍ରଭୁଙ୍କ ଇଚ୍ଛାରେ ହେଉ।
Sir ଏଟି ସର୍ଗ ଯିବା ପାଇଁ କୁହାଯାଏ ନାହିଁ I ଶିକ୍ଷା କେମିତି ହେବା କଥା କୁଆ ଯାହାଇଛି I
tq your commentment
Sir , my name is Abhi Majhi I want to know about topical preaching, textual preaching and expository preaching.please make video upon this three message.
Right sir
Thank for your suggestions
I like that
Nice massages
Thank you
Praise the Lord..!
Tay
Praise the lord
Praise the lord
God bless you brother
You are great sir
We all are great 👍
Thank you God bless you 😊
Yes brother it will help full for me
Bholo lagila sir praise the Lord
Praise the lord
Very Good sir
Bahut badhia prerona dayaka shikhya ...
Praise the lord ❤❤
Thanks
Very nice to hear from you sir God bless you
Thanks
Press lord Bhai
Praise the lord
Thank you pastor god bless you
Amen
ବହୁତ ସୁନ୍ଦର ବାକ୍ୟ, ପ୍ରଭୁ ଆପଣଙ୍କୁ ବହୁତ ଆଶିର୍ବାଦ କରନ୍ତୁ
Very nice
Good 👍
🙏🙏🙏🙏💕❤️
Hallelujah🙌❤🙏
Praise the Lord sir,,,,,
Ok very nice message hallelujah hallelujah hallelujah amen
Praise the lord
Good instructions praise the lord sir
Praise the lord
ବହୁତ ଭଲ ❤
Thank you so much for your video , teaching, suggestions, may God bless you.
Thanks
ଆଜ୍ଞା ଅନ୍ୟମାନଙ୍କୁ ମୂର୍ଖ ଭାବିବା ଉଚିତ୍ ନୁହେଁ। ଭଲରେ ହେଉ କି ମନ୍ଦରେ ହେଉ ସେମାନେ ମଧ୍ଯ ପରମେଶ୍ୱରଙ୍କର କାମ କରୁଛନ୍ତି ।
ବିଚାର କରିବାର ଅଧିକାର କେବଳ ପରମେଶ୍ୱରଙ୍କର ଅଟେ । ଆପଣଙ୍କର ନାହିଁ ।
Price the lord ok sar
Kasapati Garadia bhai 🙏🙏
Yishu yishu yishu Masih Bible ka Tum jaanta nahin😊
Praise the lord bhai
Praise the lord
Very useful video, thank you so much sir, God bless you. Praise the Lord.
Thanks
Wonderful . thank you brother.its good for all .
Thanks
Praise the Lord 💝
Praise the lord
ବହୁତ ଆବଶ୍ୟକ ବିଷୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପବିତ୍ର ଆତ୍ମା ଈଶ୍ବର ସାହାଯ୍ୟ କରୁଛନ୍ତି, ଏହି ବିଷୟରେ ଚାଲୁରଖନ୍ତୁ 🙏👌
ଧନ୍ୟବାଦ ଆଜ୍ଞା 🙏
god bless you
ଆପଣ ପ୍ରକୃତ ବାଇବଲ ର ଗଭୀରତାକୁ ଯାଇନାହାନ୍ତି. ମୋର comment ଦେଖି ଟିକେ ଚିନ୍ତା କରି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ. GOD BLESS YOU.. AMEN
Dear sir interpretation of the word of God is not by the power of human knowledge but faith and deep relationship with God as well.
According me,all those who have not studied like you the Hermeneutics but then they have brought many people to God through their messages.
That true sir. I agree
God bless you all family
Thanks
Pls don't mind sir.
Actually I have also experienced alot
Only preparation will not work, we have to understand the need of people, and pray for the people first and foremost then God will speak to you the things which people really need it for their Christian life.
For example the Book of Jonah
True sir
Yes I am agree with you Sir..
Praise the Lord God bless you brother
Praise the lord, thanks
ସର୍ଗ କୁ ଯିବା ହେଲେ କଣ ସି ସାର୍ଟି ପେକେ ଦରକାର ନାଁହଁ ବିଶ୍ୱାସ ଦରକାର ବୁଝାଇ ବାର ଅଛି ତ ବାକ୍ୟ ବିଷୟ ବୁଝାଆ ତୁ sir
ବାକ୍ୟ ଏବଂ ବିଶ୍ୱାସ ବିଷୟ ବୁଝାଇବା ହିଁ, ବାକ୍ୟ ପ୍ରଚାର ଅଟେ ଆଜ୍ଞା। ସେଥିପାଇଁ ତାହା ସଠିକ୍ ଭାବେ କିପରି କରାଯିବା ଦରକାର ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ।
Very Good Advice 👍💖♥️
Thanks
Hermeneutics is good subject
Praise the lord 🙏
Pastor, make a video of Biblical interpretation from the
Goood
Thanks
ବାରଜଣ ଶିଷ୍ୟ କଣ ସମସ୍ତେ ପାଠ ପଡ଼ିଥିଲେ?
Praise the Lord sir 🙏🙏 nice massage, God bless you...
Press the lord
College ଯା ବାବୁ ବିଟିଏଛ୍ ଥିଓଲଜି ନାହିଁ ଯେ ସିଟିଏଛ୍ କରେ ଭଲରେ ଜାଣିବୁ। ହଁ ହଁ ଜଗେ ଟିକେ ଜଗେ।
ମୋତେ ଭଲ ଲାଗି ଲାଣି ଭାଇ ବାକ୍ୟ ର ଗୋଟିଏ ହେଲେ ଆତ୍ମିକ ଅର୍ଥ କୁହ ଭାଇ କନ୍ୟା ଅର୍ଥ କଣ ଭାଇ କୁହନ୍ତୁ ତାପରେ କୁହ ଯେ ଏପରି ପ୍ରଚାର କର ବୋଲି
ସାର ବାକ୍ୟ କିପରି ପ୍ରସ୍ତୁତ କରିବା ତା ବିଷୟରେ ପଦ ପର୍ବ ସହିତ ଭିଡ଼ିଓ ବନାତୁ
ଆପଣ କଣ କଥା କହିଅଛି ତୁମେ ଆପଣ ବାଇବଲ ବିଷୟରେ ପ୍ରଶ୍ନ ଯେଣୁ
ପଛାର କରିବା ନିମନ ପାଠ ଦରକାର ନାହିsir
ଭାଇ ଇଶ୍ଵର ବାକ୍ୟ+୨ ଓ କଲେଜ ଦରକାର ନାହିଁ ବିଶ୍ବାସ ଓଭରଷା ଏବଂ ତାଙ୍କର ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିବା ବିଶ୍ୱାସ ଦରକାର ଆପଣ ଜ୍ଞାନ ନଦେଇ ଈଶ୍ୱର ବାକ୍ୟ ପ୍ରଚାର କର ଲୋକମାନଙ୍କୁ ଘୃଣା କରିବାରେ ଆପଣ କ'ଣ ମିଳିବ
That's nice
ଭାଇ Praise the lord
ଭାଇ ଆପଣ ମାଥିଉ ୧୦:୨୦
୨, କରନ୍ତିୟ ୩:୫-୬ ଭଲ ଭାବରେ ଦେଖନ୍ତୁ କଣ ଲେଖାଯାଇଅଛି
Amen
Au part-2 vedio upload karantu sir,mu bakya ku Adhika bisaya sikibaku chahein.
ଅଳ୍ପ ଦିନରେ ହେଇଯିବ thanks
Very good brother
Brother Christmas pai bahara kemiti pamphlet baneiba ahi bisayare Bakya pada parba kuhantu aha pai video banantu
ବୁଝି ପାରିଲିନି ଓଡ଼ିଆ ରେ ଲେଖି କୁହନ୍ତୁ
Bhaina apana jehun prokar massage dehuchanti tk b lajo nahin
ନମ୍ଭର
7978737851
Sir emiti gotie video bonantu nije buji Anyaku clearly explaine Kari heu thiba emiti teaching diyantu plz sir my request Tq sir God bless you
Sir ବହୁତ ସୁନ୍ଦର ଶିକ୍ଷାଟିଏ ଦେଲେ , କିନ୍ତୁ lower educated ପ୍ରଭୁଙ୍କର ମୋନନୀତ ଦାଶମାନେ ମଣ୍ଡଳୀର ଦାୟିତ୍ୱ ତୁଲାଇବା ଓ ପ୍ରାର୍ଥନାରେ ଆଗକୁ ବଢ଼ିବାରେ ମଣ୍ଡଳୀ ପାଇଁ ବାଧାର କାରଣ କି???, sir biblical education ନିହାତି ଦରକାର କିନ୍ତୁ ସାମାଜିକ ଅଳ୍ପ ଶିକ୍ଷିତ ପ୍ରଭୁଙ୍କ ଦାଶ ପବିତ୍ର ଆତ୍ମାଙ୍କ ଚାଳନା ଦ୍ୱାରା ସେବା କରିବା ଯୁକ୍ତି ଯୁକ୍ତ କି ନାହିଁ ??
ବାଧର କାରଣ ନୁହେଁ। ଯଦି ସେମାନେ ସତ୍ୟରେ ପୁଣି ଆତ୍ମା ରେ ସେବା କରନ୍ତି। କିନ୍ତୁ ଯଦି ସେମାନେ ଶିକ୍ଷିତ ତେବେ ଅନେକ ଅଧିକ ମାତ୍ର ରେ ସେବାକାର୍ଯ୍ୟ କରିପାରିବେ। Biblical education ଦରକାର କାରଣ ଏହା ଆପଣଙ୍କୁ ସେବାକାର୍ଯ୍ୟ କିପରି ସଫଳତା ର ସହ କରାଯାଏ ତାହା ଶିକ୍ଷା ଦିଏ। ଆଉ ଯଦି ଜଣେ training na kari କେବଳ ଆତ୍ମାର ପରିଚାଳନା ଦ୍ଵାରା କରୁଛି। ତାହାହେଲେ ତାହା ମଧ୍ୟ ଠିକ୍।
Nice sir!You have to mension about eisegesis and exegesis' difference.
Okay
Semiti kohiba bulu apona jone sikith loke apona pato podichanti sisya mane kete pato poditile apona cristayan loka hoitile amiti kohi no ntantu
Vai Praise the lord......apono jodi khoarap no bhabonti mun kicchhi kohiba pain chanhuchhi ......prabhunko daso mane heuchhonti gote gote prabhunkoro dutto ame semanoku kebe judge kori pariba nai.....kahinki na mo nijo kotha kohuchhi ...amo paloko joma b pathho podhi nahanti hele tankoro roman bible thila kebolo seithiru hin amoku kuhonti ....hele amoku emiti sikhya deichhonti seita ame kebe vulibu nhi au se amoku jou jou sikhya deichhonti kebolo bible vitoru hin deichhonti mun tanko pakhoru bohut kotha sikhichhi se podhi nahanti soto hele prabhu tanku bohut gyano deichhonti.......besi kichhi kohibini kebolo etiki mun janichhi j prabhunko daso manonku kebe b judge koriba kotha nuhe sia podhi thantu ki no podhi thantu, sia bholo thantu ki khorap thantu kahinki na amoku bakyo dekhibar ochhi bakyo manibar ochhi tanko jibonoku no dekhi nijo jibonoku dekhibar ochhi jodi bible baharu kichhi kuhonti jouta bible bhittiko nuhe seita ame ignore kori pariba sethi pain ta amoku prabhu bujhiba sakti deichhonti.....gote kotha kohibi ete gyani mane thau thau Jisu kn pain Petoronku dakile kn pain Johonku dakile ......seita b janibar ochhi ....Apono bhul boli mun kohuni hele paloko mane heuchhonti emiti byokti joumane ki parameswaraonko nikoto ku amo somostonku neba pain tanko thare jothesto sakti ochhi...semane sobudin amo manonko pain prathana koronti semanku nichho koriba nhi....Amen...
I am so proud of you sir. ଆପଣ ଠିକ୍ କହିଛନ୍ତି। ତାପରେ ମୁଁ individually କାହାକୁ କହୁନାହିଁ। ଏହା ଏକ study ଅଟେ ଯାହାକି ଅମର ପ୍ରଚାରକୁ ଆହୁରି ସଠିକ୍ ପୁଣି ସସକ୍ତ କରିଥାଏ। Heremenutics ଶିଖିବା ଦ୍ଵାରା ଅଧିକାଂଶ ଆମେ ଭୁଲ୍ ପ୍ରଚାର କରିବାରୁ ବଞ୍ଚିଥାଉ। ମୋର ଉଦ୍ଦେଶ୍ୟ ଏହା ଯେ ଅମୋ ପାଳକ ମାନେ ଭୁଲ୍ ପ୍ରଚାର କରିବାରୁ ବଞ୍ଚନ୍ତୁ।
Ok ok mun b bujhichhi apono kn kohiba pain chanhichhonti vedio re ....au apono b vul kohu nahanti ..hele paloko mane sobu semiti nuhonti na sethi pain tike mte volo lagilani...emitiki mo akhire patthua paloko jmiti ki theology kori ki b vul dui duita wife rokhuchhonti ...somoste nai mo dekhibare kohuchhi ....mun b vabuchhi paloko mane volo huontu boli jmiti ki biswasi b volo hei paribe ..ok...Thank you God bless you......volo volo learning vedio boneiba pain prabhu aponoku sahajyo korontu....
tq
Sir ishrael aau jisunko samporko kono.??
Sir,
Apana keun college re acha??
Sir ମଜା ପାଇଁ ବାକ୍ୟ ଶୁଣୁ ଅଛନ୍ତି କି ?
ଆପଣ ଆମ କିଷ୍ଟିଆନ ସମାଜକୁ ବଦଲାମ କରନ୍ତୁ ନାହିଁ
ତୁମେ ଜାଣିଛ କି ନାହିଁ ? Rev.Dn. Fr. Dr. Bishop .Metropolitan. Pope. ଅଛନ୍ତି
ବ୍ୟକ୍ତି ଗତ ଭାବରେ କୁହ ?
ବିଜାତି ଦେଖୁଛନ୍ତି ?
ବେପାରବନ୍ଦକର ?
Amo g p re asontu sir procharok pain amo gp re jisu janiba loka nahanti please 🙏🙏
କେଉଁ ଗ୍ରାମ
ପ୍ରିୟ ମହାଶୟ ଆପଣ ଜଣେ qualified & Biblical theologist no doubt. But Science ବିଷୟରେ ତ ଭଲରେ describe କରିପାରିଲେନି!ପ୍ରଥମେ ଆପଣ କୁହନ୍ତୁ What is Science ?
ଆପଣ ଙ୍କୁ କିଏ କହିଲା ଆଜ୍ଞା ବାଇବଲ " Western Culture" ର ବୋଲି ? ( ପ୍ରେରିତ ୭:୨) ରେ ଲେଖାଯାଏ ଅବ୍ରହମ୍ ମେଶୋପଟମିଆ ରେ ଥିଲେ ବୋଲି। ପ୍ରଥମ ରେ ଆପଣ ଜାଣନ୍ତୁ ମେଶୋପଟମୀୟ ସଭ୍ୟତା ବିଷୟରେ। ପୁଣି ଇସ୍ରାଏଲ ଦେଶ କେଉଁଠି ଅଛି ?
Mesopotamia is found in the West part of our Asia Continent. ଆଉ ମୋ କହିବାର ଅର୍ଥ ବାଇବଲ ର ସଂସ୍କୃତି ଆମର ନୁହେଁ। ତାହା ଏକ ଅନ୍ୟ ସଂସ୍କୃତି ଅଟେ। ସେଥିପାଇଁ ସେମାନଙ୍କ ବିଷୟରେ ଜାଣିବା ଏତେ ଶହଜ ନୁହେଁ। ତାପରେ ମୁଁ କହିବାର କଥା ପାଳକ ଏବଂ ପ୍ରଚାରକ ମାନେ ଯେଉଁମାନେ Bible training karibara ସୁଜଗ ପାଇନାହାନ୍ତି। ସେମାନେ ଯେପରି ଭଲରେ ପ୍ରଚାର କରିପାରିବେ।
Not need to certificate for believers in Christ Jesus
Only believe
Praise God, but dear brother pastors need to know how to preach.
🙏Praise God🙏
Please explain the need of Hermeneutics, and what kinds of Hermeneutics please sir explain. ...
Okay that's a good question. I will do...
The nku pastor
Nice explanation❤❤❤it. Stay connected... +1 scbr added🔔
Thanks
re syurthpar manis kanasi minisry miluni ki pastersive hebapainn mulia jaoo
Sir ମୋର ସ୍କୁଲ ଅଛି। ତାହା ପରେ ମଧ୍ୟ ପ୍ରଚାର ସେବା କାର୍ଯ୍ୟ କରୁଛୁ। ପୁଣି କିଛି ପାଳକ ମାନଙ୍କୁ ସାହାଯ୍ୟ ମଧ୍ୟ ନିଜ ପଇସା ରେ କରୁଛୁ। ଆମେ ସ୍ୱାର୍ଥପର ନାହିଁ। ଯାହା ଆମେ ଶିଖିଛୁ ତାହା ଅନ୍ୟ କୁ ଭି ଶିଖୋଉଛୁ। ନିଜ ଶବ୍ଦ ପୁଣି ଭାବ ବଦଳାଅ। ପ୍ରଭୁଙ୍କ ସେବକ ମାନଙ୍କ ପାଇଁ ପ୍ରାର୍ଥନା କର ଯଦି ପରୁଛ।
ପ୍ରଭୁ ତମକୁ ସଦବୁଦ୍ଧି ଦିଅନ୍ତୁ। ଆମେନ୍
Agya preaching pain kounasi thiology aabasyaka nahi, holy spirit ra guide aabasyaka
Theology ra ଆବଶ୍ୟକ ନାହିଁ ଆଜ୍ଞା। କିନ୍ତୁ praching କିପରି କରିବା ସେହି ଜ୍ଞାନ ର ଆବଶ୍ୟକ। ଆଉ ଏହି ଜ୍ଞାନ ଶିଖିବା ଦ୍ଵାରା ମିଳେ।
ଯୀଶୁ କେତେ ପାଠ ପଢିଥିଲେ ଆଜ୍ଞା।
ମୋତେ କହିବେ କି? ଏହି ପ୍ରଶ୍ନ ର ଉତ୍ତର କାହିଁକି ଜାଣିବା ପାଇଁ ଚାହୁଁଛନ୍ତି?
ହିନ୍ଦୁ ଧର୍ମର ପଞ୍ଚୁପାଣ୍ଡବ ମାନେ କ'ଣ ପାଠ ପଢିଥିଲେ କି ଯିଏକି ଈଶ୍ୱରଙ୍କ ଭୟ କରେ ତାଙ୍କ ପାଖରେ ଅନେକ ଜ୍ଞାନ ଆହରଣ କରିଥାନ୍ତି @@ministryinodisha1390
ଠିକ୍ ଅଚି ସାର
46 And it happened that, after three days, they found him in the temple, sitting in the midst of the teachers and listening to them and asking them questions.
ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ଡିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ,
47 And all those who heard him were amazed at {his} understanding and his answers.
ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଭିତ ହେଉଥିଲେ।.. read this passage and understand this word..
Jisu pato padinahanti
Jesus Christ ra12 shisy ko thare thiolaxy Kari thile semane to punni bakya prachar Karu thile
ଯୀଶୁଙ୍କ ଠାରୁ। ତାଙ୍କଠୁ ଆଉ ବଡ କଲେଜ ଅଛିକି ଆଜ୍ଞା।
Actually mote bhala lagila nahi sir 🙏
Parameswar nka bakya pai jagatika knowledge darkar nahi sir.....
Parameswar nka knowledge darkar because biswash Saha ame parameswar saha lagi rahiba...
Praise the lord bhai, for your kind information, Bible holyspirit nka duara lekhajaeiachi, eha ame BELIEVE karuchu so ame Bible agore humble houchu. But theology book kou swargadutta lekhichanti?? Je apana ete theology book ku ete uporaku uthei eswarankara mananita daso mananku asikhita(illiterate)ba apathua(illiteracy)boli kahiparuchanti? Jagata ro gyana esweranka thare murkhata boli apana janichanti ki nai?? 2nd Corinthians 3:17 kuhe ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧୀନତା। jou katha manusya ku dukha diye ba ajogyo boli dekhe taha pabitra atma nkoro kotha nuhe manusya ro gyana ate. Qualification for become a Bible preacher (Bible prachara nimante prakruta jogyata hauchi-) Acts-1:8 (କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୂଦିୟା ପ୍ରଦେଶ ଓ ଶମିରୋଣ, ପୁଣି, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ।
ପ୍ରେରିତ 1:8
According to me if someone believe in christ and accept him as his/her personal Saviour and fill by holyspirit he or she can preach the word of God by holyspirit. But sastri pharusi mane semanku accept kariparonti nahin because they are bounded by a system. So i feel that apankara kotha mote system re bandhila pori lagila this is not by holyspirit. Because holyspirit encourages us not discourage or disappoint us. Sethipain lord Jesus Peter pori apathua nku manonito kole , he filled by holyspirit and preach the gospel by holyspirit and first Church was build by holyspirit. Jodi gote sastri or phrusi ku bachithante sie gyana prachara karithanta .
Aji india re revival no asibara karana houchi :-
1. Because of theologians
2. Foreign Money
Jodi Bharata re revival asibo taha bolo re asibo nahni ki gyana re asibo nahin ki shakti re asibo nahin but tahankara atmanka duara asibo , jodi prabhunkara aabhana kari mne manusya re gyana re nirbhara no kari bible vitika hebe, pabitra atmanka raba sunibe au pabitra atama re chalito hebe. Tahahele semankara connection sabubele urdhasta bisayare asakta hebe , prateka jati , prateka gosthi bandhana mukta hebe satya gyanta hebe. Aji gyani mane pabitra atma nko kamare sabuthu bodo hindrance.
Jisu kahile mo thare ruho , tahahele mu tuma thare rahibi tahahele tume prachura phala paliparibo.
John-15:4-5(ମୋʼ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋʼ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା; ଯେ ମୋʼ ଠାରେ ରହେ ଓ ମୁଁ ଯାହାଠାରେ ରହେ, ସେ ପ୍ରଚୁର ଫଳ ଫଳେ; କାରଣ ମୋʼ ବିନା ତୁମ୍ଭେମାନେ କିଛି କରିପାର ନାହିଁ।
ଯୋହନ 15:4-5
ତାହାର ପ୍ରହରୀଗଣ ଅନ୍ଧ, ସେମାନେ ସମସ୍ତେ ଜ୍ଞାନହୀନ;
ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ;
ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ଭଲ ପାʼନ୍ତି।
ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି;
ଆଉ, ଏମାନେ ବିବେଚନାଶକ୍ତି ଶୂନ୍ୟ ପାଳକ;
ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।
ଯିଶାଇୟ 56:10-11
Pabitra atmare chalito pastor huantu bhai eta mo prathana, bible bahare gole danda.
Thank you
God bless you
Nijoku gyani babantunai
App kitne bar bible stady Kia
Ye jaruri Nehi ki ap kitne bar Bible study Kia lekin ye ki kya ap Bible ko पालन करते हो।
apananku bakya darkar na bhal sikhya pastor ku kajucha tame kete baky ajani6
ସେତିକି କହୁଛି ସେତିକି ଜାଣିଛି ଆଜ୍ଞା।
ଅହ ଆପଣ ତ awad ପାଇଛନ୍ତି ତାହାଲେ ଆପଣ କୁ sworgo କୁ ନେବେ ପ୍ରଭୁ ଆମେତ କିଛିବି ପାଠପଡଢିନୁ ସାର୍ ତାହେ ଆମେତ sworgo କୁ ଜାଇପାରିବୁ ନାହିଁ କାହିଁକି ନା ଆପଣ ତ degree କଜୁଛନ୍ତି ହେଲେ ଆମେ ବାବିତିଲୁ ପ୍ରଭୁ ଯୀଶୁ ପାଠପଢି ନାହାନ୍ତି ବୋଲି ବାବିତିଲୁ ହେଲେ ପ୍ରଭୁ ପାଠପଢି ପଢ଼ିଛନ୍ତି
ଆଜ୍ଞା ପାଠ ପଢିବା ସ୍ବର୍ଗ ନେବ ନାହିଁ ସତ କଥା କିନ୍ତୁ ଏହା ଆପଣଙ୍କ ସେବାକାର୍ଯ୍ୟ କୁ ସଠିକ୍ ପୁଣି ନିର୍ଭୁଲ କରିବାରେ ସାହାଯ୍ୟ କରେ। ମୁଁ ଏତିକି ଚାହୁଁଛି ଯେ ମୋର ଓଡ଼ିଶା ଏବଂ କନ୍ଧମାଳ ର ପାଳକ ପ୍ରଚାରକ ଭାଇମାନେ ସଠିକ୍ ପୁଣି ନିର୍ଭୁଲ ବାକ୍ୟ ପ୍ରଚାର କରନ୍ତୁ। ଆଉ ଆପଣ କହୁଛନ୍ତି ଶିଷ୍ୟମାନଙ୍କ କଥା ଆଜ୍ଞା ପ୍ରଥମରେ ସେମାନେ ସମସ୍ତ ପ୍ରକାର ଘରଇ ଯିହୁଦି ଶିକ୍ଷା ପାଇଥିଲେ ତାପରେ ମଧ୍ୟ ଯୀଶୁ ସେମାନଙ୍କୁ ସାଢେ଼ 3 ବର୍ଷ ତାଲିମ ଦେଲେ। ତାପରେ ସେମାନଙ୍କୁ ସେବାକାର୍ଯ୍ୟ ପାଇଁ ପଠାଗଲା। ତ ଏମିତି କୁହନ୍ତୁ ନାହିଁ ଯେ ଯୀଶୁ ଶିକ୍ଷା କୁ ଗୁରୁତ୍ୟଦେଲେ ନାହିଁ।
What you said was right, but brother, you know the word of God, but why do you know the word of God only by giving knowledge and Bible training, but you do not understand God's soul with you. The Spirit of God has fever because this disciple of Christ has not done any degree or study, but only by adding on God fasting, he fills people with the Spirit of God.
True sir. Because disciples did have any solid education or digree that is why Jesus trained them for three and half years. After that only he sends them out of Jerusalem for ministry.
@@ministryinodisha1390 yes❤