Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Thank you sir❤❤❤❤❤
ପିଲା ମାନଙ୍କ ବାସ୍ତବ ସ୍ଥିତି କୁ ଶିକ୍ଷକ ଛଡା କିଏ ବୁଝି ପାରିବନି।ଏତେ ଶିକ୍ଷିତ ଯଦି ଆପଣ ମାନେ ଶିକ୍ଷକ ହେଲେନି କାହିଁକି।ଆମ ପିଲା ବେଳେ ଭଲ ଶିକ୍ଷା ଦାନ ହେଉ ଥିଲା ଏବେ କାହିଁକି ହୋଇପାରୁନି।ସେ ବିଷୟରେ ଥରେ ଚିନ୍ତା କରନ୍ତୁ। କେବଳ ଠକି ଲୁଟିବା ପ୍ରଣାଳୀ ଚାଲିଛି।
ଠିକ୍ କଥା ସାର୍💐🙏କିନ୍ତୁ କ'ଣ କରି ପାରିବା 👉ପୁରୁଣା ପଦ୍ଧତିକୁ ବର୍ତ୍ତମାନର technology ସହ ଯୋଡିବାକୁ ପଡିବ। 👉Government guideline follow କରିବାକୁ ପଡିବ। 👉ପିଲା ଶିଖିବା ବି ଦରକାର। ......
very nice sir
Thank you very much❤🙏
Very Nice
Thank you so much🙏
Blending ra meaning doubt sir
ଡିକୋଡିଂ ର ଅର୍ଥ ଯଦି ସଂକେତ ତେବେ କୋଡିଂ ର ଅର୍ଥ କ'ଣ। ନୂତନ ଶିକ୍ଷା ନୀତି ରେ ମାତୃଭାଷା କୁ ବହୁତ ଗୁରୁତ୍ବ ଦିଆଯାଇଛି। ଏମିତି କି ଡାକ୍ତରି ପାଠ ଓ ଯାନ୍ତ୍ରିକ (ଇଞ୍ଜିନିୟରିଂ)ପାଠ କୁ ମାତୃଭାଷା ରେ ଶିକ୍ଷା ଦେବାର ବ୍ୟବସ୍ଥା ଥିବାବେଳେ ପ୍ରଶିକ୍ଷଣ ର ବିଭିନ୍ନ ପୁସ୍ତକ ଗୁଡିକ କ'ଣ ଭାରତୀୟ ଭାଷା ରେ ହୋଇପାରିବ ନହିଁ। ଇଂରାଜୀ ଠାରୁ କେବେ ମୁକ୍ତି ମିଳିବ, କୋଡିଂ ଡିକୋଡିଂ ବ୍ଲେଣ୍ଡିଂ ଆଦି ଇଂରାଜୀ ଶବ୍ଦ ସାହାଯ୍ୟରେ ଓଡିଆ ଭାଷା ଶିକ୍ଷଣ ଅର୍ଥ ଭାରତୀୟ ଭାଷା ଶିକ୍ଷଣ ରେ ବ୍ୟବହାର ପାଇଁ ଭାରତୀୟ ଶବ୍ଦ ର ଅଭାବ ଅଛି। ସମସ୍ୟା ଅଛି ଶ,ଷ ଓ ସ ର ସଠିକ ଉଚ୍ଚାରଣ ଓ ଦୀର୍ଘ ସ୍ବର ଓ ହ୍ରସ୍ବ ସ୍ବର ର ଠିକ ଉଚ୍ଚାରଣ ଓ ବ୍ୟବହାର।
😊
😊😊😊
୧୦୦%ଠିକ୍ କଥା ସାର୍। ଆମ ବ୍ୟବସ୍ଥାର ଦୋଷ 🇳🇪🇳🇪🇳🇪💐❤🙏
Right🙏
ଦୀକଡ଼ିଂ ପାଠ୍ୟକ୍ରମ ପାଇଁ ଶ୍ରେଣୀ ଭିତିକ ଶିକ୍ଷକ ଆବଶ୍ୟକ ସେଥିପାଇଁ ସରକାର ଯତ୍ନବାନ ନେଲେ ଭଲ ହୁଅନ୍ତା...
Good
Thanks❤🙏
Sabu civilized savage,perhaps
Sir❤🙏
Thank you sir❤❤❤❤❤
ପିଲା ମାନଙ୍କ ବାସ୍ତବ ସ୍ଥିତି କୁ ଶିକ୍ଷକ ଛଡା କିଏ ବୁଝି ପାରିବନି।
ଏତେ ଶିକ୍ଷିତ ଯଦି ଆପଣ ମାନେ ଶିକ୍ଷକ ହେଲେନି କାହିଁକି।ଆମ ପିଲା ବେଳେ ଭଲ ଶିକ୍ଷା ଦାନ ହେଉ ଥିଲା ଏବେ କାହିଁକି ହୋଇପାରୁନି।ସେ ବିଷୟରେ ଥରେ ଚିନ୍ତା କରନ୍ତୁ।
କେବଳ ଠକି ଲୁଟିବା ପ୍ରଣାଳୀ ଚାଲିଛି।
ଠିକ୍ କଥା ସାର୍💐🙏କିନ୍ତୁ କ'ଣ କରି ପାରିବା 👉ପୁରୁଣା ପଦ୍ଧତିକୁ ବର୍ତ୍ତମାନର technology ସହ ଯୋଡିବାକୁ ପଡିବ।
👉Government guideline follow କରିବାକୁ ପଡିବ।
👉ପିଲା ଶିଖିବା ବି ଦରକାର।
......
very nice sir
Thank you very much❤🙏
Very Nice
Thank you so much🙏
Blending ra meaning doubt sir
ଡିକୋଡିଂ ର ଅର୍ଥ ଯଦି ସଂକେତ ତେବେ କୋଡିଂ ର ଅର୍ଥ କ'ଣ। ନୂତନ ଶିକ୍ଷା ନୀତି ରେ ମାତୃଭାଷା କୁ ବହୁତ ଗୁରୁତ୍ବ ଦିଆଯାଇଛି। ଏମିତି କି ଡାକ୍ତରି ପାଠ ଓ ଯାନ୍ତ୍ରିକ (ଇଞ୍ଜିନିୟରିଂ)ପାଠ କୁ ମାତୃଭାଷା ରେ ଶିକ୍ଷା ଦେବାର ବ୍ୟବସ୍ଥା ଥିବାବେଳେ ପ୍ରଶିକ୍ଷଣ ର ବିଭିନ୍ନ ପୁସ୍ତକ ଗୁଡିକ କ'ଣ ଭାରତୀୟ ଭାଷା ରେ ହୋଇପାରିବ ନହିଁ। ଇଂରାଜୀ ଠାରୁ କେବେ ମୁକ୍ତି ମିଳିବ, କୋଡିଂ ଡିକୋଡିଂ ବ୍ଲେଣ୍ଡିଂ ଆଦି ଇଂରାଜୀ ଶବ୍ଦ ସାହାଯ୍ୟରେ ଓଡିଆ ଭାଷା ଶିକ୍ଷଣ ଅର୍ଥ ଭାରତୀୟ ଭାଷା ଶିକ୍ଷଣ ରେ ବ୍ୟବହାର ପାଇଁ ଭାରତୀୟ ଶବ୍ଦ ର ଅଭାବ ଅଛି। ସମସ୍ୟା ଅଛି ଶ,ଷ ଓ ସ ର ସଠିକ ଉଚ୍ଚାରଣ ଓ ଦୀର୍ଘ ସ୍ବର ଓ ହ୍ରସ୍ବ ସ୍ବର ର ଠିକ ଉଚ୍ଚାରଣ ଓ ବ୍ୟବହାର।
😊
😊😊😊
୧୦୦%ଠିକ୍ କଥା ସାର୍। ଆମ ବ୍ୟବସ୍ଥାର ଦୋଷ 🇳🇪🇳🇪🇳🇪💐❤🙏
Right🙏
ଦୀକଡ଼ିଂ ପାଠ୍ୟକ୍ରମ ପାଇଁ ଶ୍ରେଣୀ ଭିତିକ ଶିକ୍ଷକ ଆବଶ୍ୟକ
ସେଥିପାଇଁ ସରକାର ଯତ୍ନବାନ ନେଲେ ଭଲ ହୁଅନ୍ତା...
Good
Thanks❤🙏
Sabu civilized savage,perhaps
Sir❤🙏