Tu Chalijibu To Sasughara | Rajanigandha | Mohammad Aziz | Srikant Gautam | Sun Music Odia

Поделиться
HTML-код
  • Опубликовано: 22 авг 2024
  • Sun Music Odia ପ୍ରସ୍ତୁତ କରୁଛି "ରଜନୀଗନ୍ଧା" ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ତୁ ଚାଲିଯିବୁ ତୋ ଶାଶୁଘର" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ସରୋଜ ନନ୍ଦ, ଗୀତଟିରେ ଅଭିନୟ କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ନୈନା ଦାଶ, ଏହାର ନିର୍ଦ୍ଧେଶନା କରିଛନ୍ତି ରବୀନ୍ଦ୍ର ପ୍ରଧାନଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Sun Music Odia.
    ► To Subscribe Our Channel Click On: / sunmusicodia
    ► Video Credits
    ♫ Album Name: Rajanigandha
    ♫ Song Name: Tu Chalijibu To Sasughara
    ♫ Singer: Mohammad Aziz
    ♫ Lyrics: Srikant Gautam
    ♫ Music Director: Saroj Nanda
    ♫ Artists: Srikant Gautam & Naina Dash
    ♫ Producer: Srikant Gautam
    ♫ Director: Rabindra Pradhan
    ♫ Production House: Sun Music
    Listen Tu Chalijibu To Sashughara On -
    ► RUclips Music - bit.ly/3UYbVim
    ► Gaana - bit.ly/3e1ixfw
    ► Jio Saavn - bit.ly/3Swsalk
    ► I Tunes - apple.co/3SRt9MA
    ► Amazon Music - amzn.to/3SucJdb
    ► Spotify - spoti.fi/3SNMmyP
    ► Wynk Music - bit.ly/3Ecv0HR
    ► Enjoy & stay connected with us!
    ♦ Facebook: / sunmusicodia
    ♦ Twitter: / sunmusicodia
    ♦ Website:
    #SunMusicOdia #TuChalijibuToSasughara #MohammadAziz #SrikantGautam #SarojNanda #Rajanigandha #SrikantGautamHits #SunMusicModernHits #OdiaSong #OdiaModernSong #SunMusicHits #MohammadAzizHits #MohammadAzizOdiaSongs #MohammadAzizSongs #SarojNandaSongs
    #NainaDashAlbumSongs #NainaDashSongs
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
  • ВидеоклипыВидеоклипы

Комментарии • 1,1 тыс.

  • @user-no7oy2kj4t
    @user-no7oy2kj4t 4 месяца назад +22

    ଇଏ ଗୀତ ମୁଁ25ବର୍ଷ ତଳେ ଶୁଣିଥିଲି ଏବେ ଶୁଣିଲା ପରେ ପୁରୁଣା କଥା ମନେ ପଡିଯାଉଛି ବହୁତ୍ ସୁନ୍ଦର୍ ଗୀତ ଥିଲା

  • @dillipnayak1737
    @dillipnayak1737 6 месяцев назад +277

    2024 କିଏ ସୁଣୁଛ ଗୋଟେ like ହେଇଯାଉ

    • @manojsahoo9658
      @manojsahoo9658 6 месяцев назад +3

      Mu

    • @subhendusahoo7010
      @subhendusahoo7010 6 месяцев назад +1

      Mu

    • @Priyammedia
      @Priyammedia 6 месяцев назад +2

      ଆଜି ବି ଏହି ଗୀତ ଯୋଉଠି ବାଜୁ ଥିବା ଯଦି ମୋ କାନ ରେ ଶୁଭି ଗଲା ପୁଣି ମୋ ପୁରୁଣା କଥା ମନେ ପଡି ଯାଏ ଓ ମୋ ଆଖି କାନ୍ଦା ରେ ଛଳ ଛଳ ହେଇ ଯାଏ...
      I❤U this Song... Srikanta dada tum ku mo ❤ vitaru dhanybad ❤❤

    • @dillipnayak1737
      @dillipnayak1737 6 месяцев назад

      ଗୀତ ଗୋଟେ ଅଭୁଲା ସ୍ମୃତି

    • @manojkumarsingh6285
      @manojkumarsingh6285 5 месяцев назад

      Super gana he supar

  • @rajesh99110
    @rajesh99110 9 месяцев назад +64

    ଆମେ ପିଲା ବେଳେ ଏହି ଗୀତ ଶୁଣୁଥିଲୁ ଆଉ ସବୁ ବେଳେ ଗୁଣୁ ଗୁଣୁ ହଉଥାଉ କିନ୍ତୁ ଏ ଗୀତର ପ୍ରକୃତ ମାନେ ଆମେ କିଛି ବୁଝି ନଥିଲୁ କିନ୍ତୁ ସେ ଦିନ ହଜିଯାଇଛି ଆଜି ବୁଝିଲା ବେଳକୁ ଆଉ କିଛି ନାହିଁ ସବୁ ସ୍ମର୍ତ୍ତି ହେଇ ରହିଯାଇଛି 😢

  • @DebarajSahoo-ABlessedDevOffice
    @DebarajSahoo-ABlessedDevOffice Год назад +86

    ଏବେ ଏଇ ଗୀତ ଶୁଣିଲେ ସେଇ ପୁରୁଣା ଦିନ କଥା ମନେ ପଡେ। ସତରେ ପ୍ରକୃତ ପ୍ରେମ ସବୁବେଳ ପାଇଁ ଅମର

  • @amarcreation4179
    @amarcreation4179 6 месяцев назад +18

    ହୃଦୟ ସ୍ପର୍ଶ ଗୀତ 😭😭😭ପ୍ରକୃତ ଭଲ ପାଇବା ଯେତେବେଳେ ଛାଡିକି ଚାଲିଯାନ୍ତି ମରିଯିବା କୁ ଇଛା ହୁଏ ମୋ ଗାଁ ର ଗୋଟେ ଭାଇ ଇଏ ଗୀତ ଶୁଣି ଶୁଣି ଆତ୍ମହତ୍ୟା କରିଦେଇଥିଲେ 😭😭😭ସତରେ କିଏ ଯେ ୟେ ଗୀତ ଲେଖିଛନ୍ତି ଧନ୍ୟ ତାଙ୍କୁ 🙏🏻🙏🏻🙏🏻

    • @hk7154
      @hk7154 2 месяца назад

      Very Sad Story...But Bhagaban nka Tharu Milithiba Dana ku emiti hareiba uchit nuhen Sangharsha kariba uchit

  • @user-ko9gx8gu5l
    @user-ko9gx8gu5l 5 месяцев назад +29

    ସେତ ବେଳ ର ଏହି ଗୀତ ହଜାରେ ଥର ବି ଶୁଣିଲେ ଭଲ ଲାଗେ , ପିଲା ଦିନ ର ଏହି ଗୀତ ଏବେ ଶୁଣିଲେ ମନରେ କଷ୍ଟ ଲାଗେ ଆଉ ଆଖିରୁ ଲୁହ ଝରେ , ସମୟ କେତେବଳେ ବିତିଲା ୯୦ ଦଶକ ରୁ ୨୦୨୪ ଧନ୍ୟ ତମ ଲୀଳା ଭଗବାନ

  • @MUKUNDA-y4w
    @MUKUNDA-y4w 2 месяца назад +9

    ମୁଁ ଜାଣି ନ ଥିଲି ଏ ଗୀତ କେବେ ବାହାରିଛି କିନ୍ତୁ ମତେ ୩୦ ବର୍ଷ ହୋଇ ଗଲା ମୁଁ ଛୋଟ ବେଲୁ ଶୁଣି ଆସୁଛି ଏବେ ବି ଶୁଣି ଲେ ମୋ ଆଖି ରୁ କିଏ ଜାଣେ ପାଣି ଝରି ପଡ଼େ ଯେତେ ଅଟକାଇ ଲେ ମଧ୍ୟ ରୋକି ହୁଏ ନାହିଁ । ପ୍ରକୃତ ପ୍ରେମ ଯିଏ କରୁ ଥିବ ସେ ଏକା ବୁଝି ପାରିବ 😢😢😢

  • @ramkumarpadhan8729
    @ramkumarpadhan8729 3 года назад +8

    ଏଇ ଗୀତରେ ଯେତିକି ମଧୁରତା ଅଛି ,ଆଜିକାଲିକା ଗୀତରେ ସେ ମଧୁରତା ..ସେ ଭାବ ନାହି । ଆନ୍ତରିକ ଧନ୍ୟବାଦ୍ ଶ୍ରୀକାନ୍ତ ଗୈ।ତମ୍ ସାର୍ ଓ ମ.ଅଜିଜ୍ ସାର୍

  • @ballavbag3501
    @ballavbag3501 4 года назад +36

    ପ୍ରକୃତ ଲଭ୍ ଷ୍ଟୋରୀ ଗୀତ
    ଗୀତ ସୁଣିକି ମୁଁ ବହୁତ ଖୁସି

  • @TadantTv
    @TadantTv 5 лет назад +25

    ଏହି ଗୀତ ଟି ସବୁ ଦିନ ପାଇଁ ଅମର ହେଇ ରହିଯିବ ଆମ ଓଡିଆ ଶ୍ରତା ମାନଙ୍କ ହୃଦୟରେ,,,,,
    ବହୁତ୍ ବହୁତ୍ ଧନ୍ୟବାଦ୍,,
    Srikanth goutam sir
    Muna Aziz sir
    Soraj Nanda sir
    Robindra Pradhan sir
    ଅଶେଷଧନ୍ୟବାଦ ଆପଣଙ୍କୁ

  • @nishikantasahoo8534
    @nishikantasahoo8534 3 месяца назад +3

    ସତରେ ଆଜି ବି ଏ ଗୀତ ଶୁଣିଲେ ଲୋମ ଟାଙ୍କୁରି ହେଇଯାଉଚି.....ପୁଣି ଦେଖାହେବ ଆରଜନମରେ 😭😭

  • @krushnamoharahna3480
    @krushnamoharahna3480 4 года назад +78

    କେଜାଣି କାହିଁକି ଆଜି ବି, ସେ ଏ ଗୀତ ଶୁଣି କାନ୍ଦି ପକାଏ, ।

    • @akshaypradhan40
      @akshaypradhan40 3 года назад +3

      Sé gita senti bhai 😭😭😭😭😭

    • @x-questf384
      @x-questf384 Год назад +3

      Kahinkina Tama prathama valapaiba thila se .jaha paien luha baharijae tamara

    • @krushnamoharahna3480
      @krushnamoharahna3480 Год назад

      @@x-questf384 ଧେତ୍

    • @suvamkumarofficial1660
      @suvamkumarofficial1660 Год назад +1

      Bhai tame bi kana love karithila

    • @krushnamoharahna3480
      @krushnamoharahna3480 Год назад +1

      @@suvamkumarofficial1660 ଭାଇ ପ୍ରେମ ତ ସମସ୍ତେ କରନ୍ତି, କିନ୍ତୁ ସେ ଆଜି ବି କାନ୍ଦେ

  • @sidhantabehera6875
    @sidhantabehera6875 2 года назад +73

    Old is gold. ଶ୍ରୀକାନ୍ତ ଗୌତମ ସାର୍ ଏକାଧାରରେ ଜଣେ ଗୀତିକାର, ପ୍ରଯୋଜକ ଏବଂ ଲେଖକ। ୯୦ ଦଶକରେ ଏହି ଗୀତ ର ଅଡିଓ ଅତ୍ୟନ୍ତ ଲୋକପ୍ରିୟ। ସ୍ଵର ସଂଯୋଜନା ସବୁଠାରୁ ଭଲ, ସରୋଜ ନନ୍ଦ ସାର୍ ଆମ ଗହଣରେ ନାହାନ୍ତି ତାଙ୍କ ଅନୁପସ୍ଥିତିକୁ ଓଡ଼ିଶାର ସଙ୍ଗୀତ ଜଗତ ଝୁରୁଛି।

  • @manaskumarsahoo9955
    @manaskumarsahoo9955 2 года назад +24

    ଆମ ଗାଁ ଭାଇଙ୍କର viral ଆଲବମ୍ 😊😊

  • @SangramKeshariRath-uj4ql
    @SangramKeshariRath-uj4ql Год назад +130

    ବାସ୍ତବ ପ୍ରେମର ନିଚ୍ଛକ ଉଦାହରଣ ହେଉଛି ଏ ଗୀତ ଯାହା ଶ୍ରୀକାନ୍ତ ଗୌତମଙ୍କ ରଚନା ଦ୍ୱାର ସମ୍ଭବ ହୋଇପାରିଛି ଏବଂ ସବୁଦିନ ଏ ଗୀତ ହୃଦୟରେ ଜୀବନ୍ତ ହୋଇ ରହିଥିବ

  • @Rajesh-mh7cc
    @Rajesh-mh7cc 2 года назад +27

    ତୁ ଚାଲି ଯିବୁ ତୋ ଶାଶୂ ଘର ସନାର ସବାରୀ ରେ ମୁଁ ଚାଲି ଯିବି ମଶାଣି କୁ ମୋର କଣ୍ଟାର କୋକେଇ ରେ ତୁ ଶୋଇଥିବୁ ଚ‌ଉଠି ରାତିରେ ରଜନୀଗନ୍ଧା ସେଜରେ ମୁଁ ଶୋଇଥିବି ଜୁଇର କାଠରେ ମଶାଣି ନିଆଁ ରେ ❤️ ଯଦି ଆମ ପ୍ରେମ ସତ ହେଇଥିବ ପୁଣି ଦେଖା ହବ ଆର ଜନମରେ ❤️❤️❤️❤️❤️❤️❤️😔😭😭

  • @sidhantabehera6875
    @sidhantabehera6875 2 года назад +235

    ଗୀତ ର ପ୍ରତ୍ୟେକ ଶବ୍ଦରେ , ସ୍ଵତନ୍ତ୍ର ରହିଛି। ଲୋମ ଟାଙ୍କୁରି ଯାଉଛି। ସୁନ୍ଦର ସ୍ଵର ସଂଯୋଜନା ଏବଂ ଲେଖା। ମହମ୍ମଦ ଅଜିଜ୍ ସାର୍ ଙ୍କ ସ୍ଵର ଅତ୍ୟନ୍ତ ଲୋକପ୍ରିୟ। ସେହି ମହାନ୍ ଗାୟକ କୁ ଓଡ଼ିଆ ସଙ୍ଗୀତ ଜଗତ ଝୁରୁଛି। ସଙ୍ଗୀତ ନିର୍ଦ୍ଦେଶକ ସରୋଜ ନନ୍ଦଙ୍କୁ ମଧ୍ୟ ପ୍ରଣାମ।

  • @ergyanaranjanpintu1573
    @ergyanaranjanpintu1573 2 года назад +19

    It is the first album to change album industry and album industry grow in that time.

  • @nukulchandrasahoo9318
    @nukulchandrasahoo9318 24 дня назад +1

    ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ପ୍ରତ୍ୟେକଟି ଗୀତ ଅତ୍ୟନ୍ତ ସୁମଧୁର ଏବଂ ହୃଦୟସ୍ପର୍ଷୀ ।ତାଙ୍କ ସଂଗୀତ ନିର୍ଦ୍ଦେଶନା ଉଚ୍ଚକୋଟୀର ।

  • @jyotisankarrout421
    @jyotisankarrout421 2 года назад +5

    20 year pehele bhi bahut sunta tha yeh song aur aaj bhi utnà suntà hunn .. sach a heart touching song..

  • @danieleditz9707
    @danieleditz9707 Год назад +8

    2023 re aee gita kie sunichi plsss comment kara heart touching song really

  • @gseth2973
    @gseth2973 Год назад +33

    ପ୍ରକୃତରେ ଯିଏ ପ୍ରେମ କରିଥିବା ତା ଆଖିରୁ ଲୁହ ଝରିଯିବ

  • @user-jo5vo3jg2u
    @user-jo5vo3jg2u 11 месяцев назад +1

    ସେତେବେଳ ପ୍ରେମିକା ଧୋକା ଦେଲେ ପ୍ରେମିକ ଏଇ ଗୀତ ସ୍ଟେରିଓ ଓ ୱାକମେନ ରେ ଶୁଣି ଥାଏ ବହୁତ କାନ୍ଦି ଥାଏ ମୋ ସାଙ୍ଗ ଗୋଟେ ଝିଅକୁ ଭଲ ପାଇଥିଲା ତାଙ୍କ ଘର ପାଖରେ ସେ ଝିଅର ଯେତେବେଳେ ବାହାଘର ଠିକ ହୋଇଗଲା ମୋ ସାଙ୍ଗ ସକାଳୁ ସକାଳୁ ଏଇ ଗୀତକୁ ସ୍ଟେରିଓ ଏତେ ସାଉଣ୍ଡ ଦେଇ ବଜେଇବ ପୁରା ଯେମିତି ଦେବଦାସ ଆମେ ତାକୁ ଏଇ ଗୀତ ଗାଇ ଏତେ ଚିଡ଼େଇବୁ ସେ ରାଗିଯାଏ

  • @SmArTmUnA1
    @SmArTmUnA1 4 года назад +16

    So NYC memorable song really proud to be an odia tqq sun music

    • @anusayabehera2267
      @anusayabehera2267 2 года назад

      oye 😭😭😭 bahut mane padhucha . .. kahaku au katha share kariparuni ete tention neiparuni help me pls...

  • @ganeshnayak90324
    @ganeshnayak90324 4 года назад +22

    ଏହି ଜନ୍ମ ରେତୁମ କୁ ମୁଁ ପାଇଁ ଲେ ନାହିଁ କିନ୍ତୁ ଆର ଜନ୍ମ ରେ ପାଇଁ ବି 💕💕

  • @ArtisticMilan
    @ArtisticMilan Год назад +39

    I am bengali ...... But i love this song
    What a lyrics...😭

  • @BirendraDas-xr1sk
    @BirendraDas-xr1sk 3 месяца назад

    Excellent gifted voice of Md.Aziz makes d song more heart touching.Lyrics of Srikant Goutam is tremendous.

  • @zunnumylife271
    @zunnumylife271 3 года назад +52

    I am bengali but I love odia songs
    Its really heartuching❤

  • @chinukumar2300
    @chinukumar2300 5 лет назад +23

    Thanks for srikant Gautam sir

  • @sibaprasadpany6704
    @sibaprasadpany6704 4 года назад +22

    I am crying what a voice!!!!!!!!

  • @Himagni123
    @Himagni123 Месяц назад

    ଏହି ଗୀତକୁ ଶୁଣିଲେ ସତରେ ପିଲା ଦିନର କଥା ମନେପଡେ ।❤❤❤❤❤❤❤❤

  • @R_N_shorts
    @R_N_shorts Год назад +2

    ଏଠି ସବୁଠୁ ଦୁଃଖ ହେଉଛି ସେ ନୂଆ ବର ର। ବିଚରା ବାପା ମା ଙ୍କ କଥାରେ arrange marriage କଲା ଆଉ ଶେଷ ରେ ସ୍ତ୍ରୀ କୁ ବି ପାଇଲାନି।

  • @anantapattnaik8874
    @anantapattnaik8874 4 года назад +33

    2020 re ye geeta kiye kiye
    sunucha

  • @rajesh99110
    @rajesh99110 8 месяцев назад +4

    ଯେତେ ଶୁଣିଲେ ନୁଆ ଲାଗୁଛି ❤😢😢😢

  • @gobardhandiani1639
    @gobardhandiani1639 4 месяца назад

    Se dina au nanhi se Prema au se Gita nanhi ei Gita kete bele dekhile bahut dukha hauchi😢❤

  • @baldevekka3899
    @baldevekka3899 11 месяцев назад +2

    କି ଜମାନା ଥିଲା,ବାପ୍ ରେ ବାପ୍ କି ଖତରନଆକ୍ ଗୀତ

  • @snehapanda6675
    @snehapanda6675 5 лет назад +9

    Really very heart touching song, emiti dina kaha life re naasu samastanka love success hau

  • @barungahir2992
    @barungahir2992 3 года назад +6

    Mast song but enta gita mankar lagi gute gute like Kari debar katha

  • @aniabati4594
    @aniabati4594 3 месяца назад +2

    Mote mililani mo prema 😭😭😭😭😭😭😭😭bahuta kasta heuchi

  • @muktiranjanpatra4538
    @muktiranjanpatra4538 Год назад +1

    My favourite SONG Vi ODIO CASSETTE my favourite SONG And ODISHA GUNDA KEONJHAR KING KHATARA JIONTA TIGER MUKTIRANJAN ODISHA INDIA

  • @tunimapradhan9378
    @tunimapradhan9378 2 года назад +5

    Heart touching and true lovers broken heart itome. Thank you❤🙏

  • @user-ee2eq3fh4n
    @user-ee2eq3fh4n 3 года назад +4

    ପୁରୁଣା ଆଧୁନିକ ଗୀତ, ଏହି ଗୀତ ବହୁତ ଭଲ ଲାଗେ

  • @madhusmitasahoo4777
    @madhusmitasahoo4777 5 лет назад +26

    My most favorite song yaar... Ei song ku sunile akhire luha asijae.....

  • @mantukumar3068
    @mantukumar3068 Год назад +1

    ମୁଁ ଏବେ ସୁଦ୍ଧା ଏ ସଂଗୀତ ଦିନକୁ ଦୁଇ ଥର ଦେଖୁଛୁ କିନ୍ତୁ ମୋର ବିବାହ ହେଇ ସାରିଛି କିନ୍ତୁ କେ ଜାଣି କାହିଁକି ସନ୍ଧ୍ୟା ହେଲେ ମନେ ପଡୁଛୁ ଓ ଗୀତ କୁ ମୁଁ ଦେଖିବାକୁ ଆରଂଭ କରେ

  • @indrakandhapani4778
    @indrakandhapani4778 3 года назад +19

    Bhi... really what an excellent creative lyrics...Srikant gautom big salute to you sir..

  • @sushantabarik5016
    @sushantabarik5016 4 года назад +10

    ବହୁତ ସୁନ୍ଦର ଗୀତ 🌷 🌷 🌷 🌷 🌷 🌷 🌷

  • @user-vu1hc3wx6h
    @user-vu1hc3wx6h Месяц назад

    Gitati satare hurdaya ku chunchi sei sar ku mora koti pranam ❤❤❤ love you sar love you so much

  • @user-jw4zd5vu6v
    @user-jw4zd5vu6v 6 месяцев назад +2

    ଆମ ଛଟ ବେଳର ଗୀତ ପୁଣି ଆଜିବି ସେ ଗୀତ ନୂଆ ❤ ଆଇ ❤ ୟୁ

  • @ramchandradas4267
    @ramchandradas4267 Год назад +5

    This is as a diamond of odia song industry

  • @sundardalapet3682
    @sundardalapet3682 4 года назад +8

    ଯେ ବେ ଶୁଣି ଲେ ଯେ ବେ ଦେଖି ଲେ ବି ଏ ଗୀତ ଟି ଭଲ ଲାଗୁଥାଏ

  • @barunmandal4753
    @barunmandal4753 Год назад +2

    ଏ ଗୀତ ଶୁଣି ମୁ ବହୁତ କାନ୍ଦିଚି

  • @sanjaykdp02
    @sanjaykdp02 5 месяцев назад +2

    4:15 😢😢😢 ପୁରୁଣା ଦିନ କଥା ମନେ ପଡେ 😢😢

  • @abhishekmohanty2168
    @abhishekmohanty2168 3 года назад +5

    This song is one of the best song odia album history

  • @suchismitarout3320
    @suchismitarout3320 5 лет назад +34

    Heart touching😭😭😭😭

  • @babulapatiarbabulapatiar8338
    @babulapatiarbabulapatiar8338 2 месяца назад

    ଆଉ ଏ ଦୁନିଆ ରେ ନାହିଁ ଆରପାରୀ
    ମହମ୍ମଦ୍ ଅଜିତ୍ ଙ୍କର ସୁର ପିଲା ସମୟ ର

  • @pitambarnayak4787
    @pitambarnayak4787 Месяц назад

    Yah Geet ko main 20 sal pahle Suni Thi bahut Dard lagta hai❤😢

  • @jhunulatasethi207
    @jhunulatasethi207 4 года назад +7

    Nice song

  • @ganeshpradhan7273
    @ganeshpradhan7273 3 года назад +6

    Heart touching song 🙏🙏🙏

  • @arunsuns471
    @arunsuns471 4 месяца назад +1

    ମୋ ସହ ଏମିତି ହୈ ଚି 🥺🥺🥺

  • @SagarKumar-ky7zv
    @SagarKumar-ky7zv 3 года назад +1

    जो नजर 🙄🤔से गुजर🚶‍♀ जाया करते हैं;
    वो सितारे💫 अक्सर टूट☄ जाया करते हैं;
    कुछ लोग 🙍‍♂दर्द को बयां नहीं🕺 होने देते,
    बस चुपचाप बिखर 🎳जाया करते हैं।
    रोने की सज़ा 😭😭न रुलाने 😭😭की सज़ा है;
    ये दर्द 📍💓मोहब्बत को निभाने 💞की सज़ा है;
    हँसते हैं तो 😁आँखों से निकल आते हैं 😂आँसू;
    ये👉 उस शख्स से दिल ♥लगाने की सज़ा💔 है।

  • @gajanannaik6096
    @gajanannaik6096 4 года назад +10

    Heart touching song.old is gold

  • @mdarif-il4fn
    @mdarif-il4fn Год назад +5

    Memory of school days

  • @ashokkumarsahoo5975
    @ashokkumarsahoo5975 Месяц назад

    ଏ ଗୀତ ମାଧ୍ୟମରେ ପ୍ରକୃତ ଭଲପାଇବା ଟାକୁ ପ୍ରମାଣ କରି ଦୁନିଆ କୁ ଦେଖେଇ ଛନ୍ତି

  • @Siddhant14359
    @Siddhant14359 6 месяцев назад +1

    Mate pura bahut vl lagala love heba ta enta nai ta total nai ❤❤❤❤😭😭😭😭😭😭👍👍👍😘😘😘

  • @SunilKumar-xe7xe
    @SunilKumar-xe7xe 2 года назад +4

    My favourite song very very heart touching song

  • @rakeshsamal4757
    @rakeshsamal4757 2 года назад +23

    This song is my childhood and my favorite song 🙏🙏

    • @Damru77
      @Damru77 Год назад

      Same To You Bhai

  • @rahulkulamani8485
    @rahulkulamani8485 Год назад +1

    Mo Heart kandichi 2023 Re Ye Song Suniki Really 😭😭😭

  • @sainandan_short_2009
    @sainandan_short_2009 Месяц назад

    A milestone song,music, lyrics,singer,,good consept,, good filmography,, direction

  • @jksextreme
    @jksextreme 3 года назад +40

    Golden period of life was that time when this song was playing in my childhood

  • @jagadishpanda5176
    @jagadishpanda5176 4 года назад +5

    Supar

  • @sazedabagembagem4486
    @sazedabagembagem4486 Год назад +2

    Nice to song

  • @ShibaRaut-tk9wj
    @ShibaRaut-tk9wj 6 месяцев назад +1

    ❤❤Best song❤❤

  • @goutamsabar325
    @goutamsabar325 4 года назад +10

    Old is gold,my college time song

  • @prabirpradhan2012
    @prabirpradhan2012 4 года назад +23

    My childhood song
    One of my favorite song

  • @sunilpradhan451
    @sunilpradhan451 Год назад

    Ae song ti ati puruna but sabubele hruday sparshi au nua bi lagucchi,jaha odiya album jagat paen hit hoi thila,thanks to srikant sir,I miss u muna aziz sir

  • @alokdas1112
    @alokdas1112 Месяц назад

    ଏ ଗୀତ ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି

  • @nirmalasoura1928
    @nirmalasoura1928 Год назад +4

    Childhood song is very heart touching song old is gold

  • @ghanasyampanigrahi1913
    @ghanasyampanigrahi1913 3 года назад +6

    What a lyrics very nice song and 90's gold era of song

  • @sadashivpodh1914
    @sadashivpodh1914 2 месяца назад

    ହୁଦୟ ଭି କାନ୍ଦି ପକାଏ ଗୀତ ଶୁଣି ବହୁତ ମିସ୍ ଲାଗେ ନିଜର ଲଭ କୁ

  • @ghasiramgope3685
    @ghasiramgope3685 2 года назад +2

    Mu v mo sathi bina bonchi paribi ni😥🤞😔😔😔😔😔

  • @bhaktilahari-odia5027
    @bhaktilahari-odia5027 4 года назад +4

    Feelings fast.....Fantastic

  • @bedabyashsikha4779
    @bedabyashsikha4779 4 года назад +19

    Miss u Md Aziz Sir😭😭😭
    Srikant Goutam's songs are always heart touching.🌹💕💞💞💓

  • @Darpahar-gg3fw
    @Darpahar-gg3fw Год назад +1

    Kuade gala se samay .... Very heart touchable song for every couple 🌷🌷🌷

  • @krushnachandradas009
    @krushnachandradas009 8 месяцев назад

    ପ୍ରକୃତରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି ମାତ୍ର ଏହା କେବଳ ଗୀତ ବହୁତ ସୁନ୍ଦର ହେଇଛି ଭବିଷ୍ୟତରେ ଏମିତିକା ଗୀତ ଆସିବ କି ନାହିଁ ସତରେ

  • @saratchandramohanta9071
    @saratchandramohanta9071 3 года назад +6

    My childhood song ,very sad song

  • @tanushreemaity2682
    @tanushreemaity2682 5 лет назад +4

    Darun song

  • @user-cw5pm4qt1t
    @user-cw5pm4qt1t 8 месяцев назад +1

    ❤ ବାସ୍ତବ ସତ୍ ଅମର ପ୍ରେମର ହୃଦୟସ୍ୱର୍ଶି ଉଦାହରଣ l

  • @rajendralenka5523
    @rajendralenka5523 4 месяца назад +1

    ମନ ଛୁଆଁ ଗୀତ ❤❤❤

  • @rabindra2185
    @rabindra2185 4 года назад +8

    Nice sang

  • @chinukumar2300
    @chinukumar2300 5 лет назад +5

    Nice song heart touching song my fv song old is gold

  • @r.m.shorts4764
    @r.m.shorts4764 Год назад +1

    Srikant Gautam is best

  • @surshmangraj5477
    @surshmangraj5477 8 месяцев назад

    My heart touching song 💔😭😭😭😭😭 amiti gita abe miluni old is good

  • @maasantoshidjangu6952
    @maasantoshidjangu6952 Год назад +4

    Old is gold ❤❤❤

  • @jagannath-creation
    @jagannath-creation 2 года назад +5

    Heart touching song, old is gold

  • @salmanraja3593
    @salmanraja3593 4 месяца назад

    Maine apni gf ye song bheja tha jab uski sadi kisi aur se ho rahi thi😢😢😢😢

  • @sanjayabhoi247
    @sanjayabhoi247 Год назад

    Real love story satare Jia satare jibane kaha ku jadi bhala pauthiba se hi bujhiba a Geeta ra mana love you ♥️ RS ♥️

  • @binaykumarchoudhury6725
    @binaykumarchoudhury6725 6 лет назад +38

    Love this song from child hood...now also...evergreen songs

  • @jagrutiranimoharana9690
    @jagrutiranimoharana9690 2 года назад +7

    Very nice song. My favorite srikant sir and naina madam ❤❤❤❤🙏🙏

  • @sasmitanayak8919
    @sasmitanayak8919 3 месяца назад

    My favourite song 😢 really heart touching ❤

  • @swainsridharkumar6503
    @swainsridharkumar6503 Год назад +2

    Miss you md aziz sir