AsuraRaj Chandasura Part 5 |Pala Comedy | Tora Mora Jodita Jemiti Arua ku Gua Gheea | Srusti Odia

Поделиться
HTML-код
  • Опубликовано: 8 сен 2024
  • ନମସ୍କାର
    ମୁଁ ମଧୁ ଆପଣ ମାନଙ୍କୁ ସ୍ୱାଗତ କରୁଛି ସୃଷ୍ଟି ଓଡ଼ିଆ RUclips Channel କୁ
    ପବିତ୍ର ଦୋଳ ପୃଣ୍ଣିମା ଉପଲକ୍ଷେ ଆମ ଗାଁ ରେ ପାଲା ମହୋତ୍ସବ
    ଅନୁଷ୍ଠିତ ହୁଏ, ଏ ବର୍ଷ ଦ୍ୱତୀୟ ବାର୍ଷିକ ପାଲା ମହୋତ୍ସବ
    ଆଜି ର ଏହି ଭିଡ଼ିଓ ରେ ଆମ ଓଡ଼ିଶାର ଲୋକକଳା ପାଲା ଦେଖିବା, ପାଲା ଏଭଳି ଏକ ଲୋକକଳା ଯାହାକୁ ଆମେ ସମସ୍ତ ପରିବାର ବର୍ଗ ଏକାଠି ବସି ଦେଖି ପରିବା,
    ଆଜିର ବିଷୟ ବସ୍ତୁ ହେଲା ଅସୁରରାଜ ଚଣ୍ଡାସୁର
    ଗାୟିକା - ବିନୋଦିନୀ ମହାରଣା
    ବେଗୁନିଆ, ଖୋର୍ଦ୍ଧା
    ପାଲା ପରିବେଷଣ ସ୍ଥାନ - ଗୋତଳବିନ୍ଧା, ରଙ୍ଗବଜ଼ାର
    ଏହି ଭିଡ଼ିଓ ଆପଣମାନଙ୍କୁ କେମିତ ଲାଗିଲା ମତେ କମେଣ୍ଟ କରିକି ଜଣେଇବେ

Комментарии • 11