ସ୍ଵୟଂଭୂ | SWAYAMBHU | ANURADHA PANIGRAHI | NEW OFFICIAL CHRISTIAN DEVOTIONAL SONG|PRASAD LIMA MUSIC

Поделиться
HTML-код
  • Опубликовано: 21 сен 2024
  • FOR BETTER SOUND CLARITY
    " USE HEADPHONES "
    NEW OFFICIAL VIDEO ......
    ସ୍ଵୟଂଭୂ ............
    SWAYAMBHU ............
    ଗୀତ ର ସଂପୂର୍ଣ୍ଣ ଲେଖା -:
    ଆ.... ଆ...... ଆ
    ସା ସା ନି ନି ସାରେ ସାରେ ....
    ସା ସା ନି ନି ସାରେ ସାରେ ......
    ପାମା ଧାପା ମାଗା ମାରେ .....
    ଗାରେ ସାନି ସା.....
    ସା ସା ନି ନି ସାରେ ସାରେ ....
    ସା ସା ନି ନି ସାରେ ସାରେ ......
    ଗାମା ନିପା ମାଗା ମାରେ....
    ଗାରେ ସାନି ସା.....
    ସେ..... କ୍ଷମା ସେ .... ଶାନ୍ତି ସେ ... ପ୍ରେମ ସେ ... ସତ୍ୟ (୨)
    ସେ ଅନାଦି ସେ ଅନନ୍ତ ସେ ପ୍ରାରମ୍ଭ ସେ ଯେ ଶେଷ
    ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
    ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦାକାଳ
    - ୦ -
    ପରିତ୍ରାଣକ ଧର୍ମ ଗୁଣରେ ମୋତେ ସେ ଉଦ୍ଧାରନ୍ତି
    ଦୃଢ଼ ଶୈଳ ଓ ଢାଲ ହୋଇ ସେ ମୋତେ ମୁକ୍ତ କରାନ୍ତି (୨ଥର)
    ସତ୍ୟମୟ ମୋ ପରମେଶ୍ବର .... ଯିହୋବା ସଦାପ୍ରଭୁ ନାମ ତାଙ୍କ...
    ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
    ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦା କାଳ
    - ୧ -
    ପ୍ରତିପାଳକ ହୋଇ ସର୍ବଦା ଧର୍ମ ପଥେ ନିଅନ୍ତି
    ତାଙ୍କ ପାଞ୍ଚାଣ ଓ ବାଡି ମୋତେ ଶାନ୍ତ୍ବନା ପ୍ରଦାନନ୍ତି (୨ ଥର)
    ମଙ୍ଗଳ ଓ ଦୟା ମୋ ପଶ୍ଚ୍।ତ୍ ଗାମୀ .... ମୋ ସାକ୍ଷାତ ରେ ସେ ମୋ ସହବର୍ତ୍ତି
    ସମ୍ଭ୍ରମ ଏଶ୍ଚର୍ୟେ ଭୁଷିତ ସେ ସ୍ୱୟମ୍ଭୁ ମୋ ଈଶ୍ବର
    ସମ୍ଭ୍ରମ ଏଶ୍ଚର୍ଯ୍ୟ ଭୁଷିତ ସେ ଯିହୋବା ସଦା କାଳ
    - ୨ -
    AUDIO CREDITS :-
    Music Banner : PRASAD LIMA MUSIC
    Singer : ANURADHA PANIGRAHI
    Lyrics / Music : PRASAD LIMA
    Music Scoring by : SUBHAM SAMAL ( BAPI)
    Recording at : Studio S B RECORD INN (Rayagada)
    Recording & Mastering by : BYOMKESH MOHANTY
    VIDEO CREDITS :-
    In Frame : ANURADHA
    D.O.P / Camera : BYOMKESH MOHANTY
    Editing: : BYOMKESH MOHANTY
    Project Manager : SISIR LIMA
    Thumbnail designed by : PARSURAM SAGARIA

    ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ପବିତ୍ର ନାମ ନେଇ ପ୍ରେମଭରା ନମସ୍କାର ......🙏🙏
    ସେ ଅନାଦି ........ସେ ଅନନ୍ତ ..... ଏବଂ ସେ ସ୍ଵୟଂଭୂ ପରମେଶ୍ବର ଅଟନ୍ତି । ଆଉ ତାଙ୍କ ପବିତ୍ରତା ଏବଂ ତାଙ୍କ ଐଶ୍ୱରିକତା ଆମ୍ଭମାନଙ୍କୁ ପରିଚୟ ଦେଇଥାଏ ଯେ ସ୍ଵୟଂଭୂ ପରମେଶ୍ବର ଅନ୍ଧକାରରେ ଚାଲୁଥିବା ପ୍ରତ୍ୟୋକ ଲୋକଙ୍କ ଜୀବନରେ ଆଲୋକ ଆଣିବେ ଏବଂ ପ୍ରଚୁର ପରିମାଣରେ ନୂତନ ଜୀବନ ସହ ଅନନ୍ତ ଜୀବନରେ ଭରି ଦେବେ ......
    ତେବେ ଆସନ୍ତୁ ଏହି ସୁନ୍ଦର ହୃଦୟସ୍ପର୍ଶୀ ଗୀତ ମାଧ୍ୟମରେ ପ୍ରଭୁଙ୍କ ନିକଟତର ହେବା ପାଇଁ ପ୍ରଚେଷ୍ଟା କରୁ .....🙏
    ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ..... ଆମେନ୍
    #ସ୍ଵୟଂଭୂ
    #SWAYAMBHU
    #AnuradhaPanigrahi
    #PrasdLimaMusic
    #PrasdLimaMusic
    #NewChristianSong
    #DeeptiRekhaSong
    #ShashankSekharSong
    #RiturajDeeptirekhaSong
    #NewMantuchuriaChristianSong
    #MantuchuriaSambalpurisongs
    #NewHumanSagarSongs
    #NewHumanSagarChristianSong
    #NewAmitPaniChristianSong
    #NewChristmasSongs #NewYearSongs2021
    #BestHindiChristianSongs
    #KumarBapiSongs
    #LatestOdiaChristianSongs #LatestHindiChristianSongs
    #HindiSongs #Gospelsongs #IndianDevotionalSongs
    #JesusSongs #ChristianSongs #WorshipSongs #HolySpiritSongs
    #AmitPaniNewSongs
    #NewOdiachristianDevotionalSongs
    #NewOdiachristianDevotionalalbum
    #NewOdiachristianvideoalbum

Комментарии • 250

  • @ambramganta627
    @ambramganta627 4 месяца назад +10

    ଅତି ଉଚ୍ଚକଟୀର ଲେଖା ଅତି ଗୁରୁ୍ୱପୂର୍ଣ୍ଣ ଏବଂ ସତ୍ୟ ବାକ୍ୟ ରୁ ଉଦୃତ ଯାହା ହୃୟସ୍ପର୍ଶୀ ଏବଂ ଅତି ସୁମଧୂର । ଗୀତଟି ସଂପୂର୍ଣ୍ଣ ରୂପେ ଭୋଲ ଅଛି ଏମିତି ପ୍ରଭୂ ଆପଣଙ୍କୁ ସକ୍ଷମ କରନ୍ତୁ ଯୋଦ୍ୱାରା ଅନେକ ଗୀତ ଆପଣ ଆମକୁ ଦେଇପାରିବେ । ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ଧନ୍ୟବାଦ୍ ଏହି ସୁନ୍ଦର ଗୀତ ନିମନ୍ତେ।❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଏତେ ସମ୍ମାନ ଏବଂ ପ୍ରେମଭରା ମତାମତ ପାଇଁ ହୃଦୟ ଭରା ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରେ Ambram ଭାଈ.......❤️❤️ଆପଣ ମାନଙ୍କ ସୁନ୍ଦର ବହୁମୂଲ୍ୟ ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

    • @srinibashmajhi
      @srinibashmajhi 4 месяца назад

      Good Bless You

    • @srinibashmajhi
      @srinibashmajhi 4 месяца назад

      Prabhu amo samstanku asirbad karantu

    • @simadrikuldip3044
      @simadrikuldip3044 3 месяца назад

      ​@@PRASADLIMAMUSIC😊😊😊😊😊Q😊😊😊😊😊😊😊😊1

    • @simadrikuldip3044
      @simadrikuldip3044 3 месяца назад

      ​@@PRASADLIMAMUSICwwwWwww22wwwwwww222wwwq

  • @JamesPradhan-sq7jf
    @JamesPradhan-sq7jf 3 месяца назад +1

    ବହୁତ ଭଲ ଲେଖା ହେଇଛି ପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କଠାରେ ସର୍ବଦା ଥାଉ ଆମେନ.

  • @HariharaGomango-ck6cq
    @HariharaGomango-ck6cq 4 месяца назад +3

    ଅତି ସୁନ୍ଦର ଲେଖା ଅର୍ଥପୂର୍ଣ୍ଣ ଗୀତ ଅତି ସୁନ୍ଦର କଣ୍ଠ ପ୍ରଭୁ ଯୀଶୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ବହୁତ ଖୁସି ଲାଗିଲା ହରିହର ଆଜ୍ଞା ❤️❤️🙏🙏
      ଆପଣମାନଙ୍କ ସୁନ୍ଦର ମତାମତ ଏବଂ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @pratapheprika5780
    @pratapheprika5780 4 месяца назад +2

    ହୃଦୟସ୍ପର୍ଶୀ ଭାବପୂର୍ଣ୍ଣ ଭଜନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଗୈାରବ ହେଉ 🙏🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆପଣ ମାନଙ୍କ ସୁନ୍ଦର ମତାମତ Heartly thanks Pratap ଆଜ୍ଞା......🙏
      ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @mishariyakatta8239
    @mishariyakatta8239 4 месяца назад +4

    Praise the lord
    ଗୀତ ଖୁବ୍ ସୁନ୍ଦର ହୋଇଚି

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ହୃଦୟଭରା ଧନ୍ୟବାଦ ଜ୍ଞାପନ କରୁ ❤️❤️🙏🙏

  • @krishudey7913
    @krishudey7913 4 месяца назад +6

    Amen Pavitra atmakna anugrah re giati ati sundar hoi chi no word ❤( God with us )

  • @SAMBALPURIPARDA395
    @SAMBALPURIPARDA395 4 месяца назад +6

    ଧନ୍ୟବାଦ ପ୍ରଭୁ ସମସ୍ତଙ୍କୁ ଆଶିଷ ଦିଅ AMEN 🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You SAMBALPUR ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @hiramajhi6702
    @hiramajhi6702 4 месяца назад +1

    ବହୁତ ଦିନ ପରେ ଅତି ସୁନ୍ଦର ଗୀତ ପାଇ ଥିବାରୁ ପ୍ରଭୁ ଆପଣ ମାନଙ୍କୁ ଆଶିର୍ବାଦ କରନ୍ତୁ...ଧନ୍ୟବାଦ praise the lord...amen

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Hira Majhi ଆଜ୍ଞା........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @EnusMandal
    @EnusMandal 4 месяца назад +1

    ପ୍ରଭୁ ଆପଣ ମାନଙ୍କୁ ବହୁତ ବହୁତ ଆଶୀର୍ବାଦ କରନ୍ତୁ ❤❤❤❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ସୁନ୍ଦର ମତାମତ ପାଇଁ ପ୍ରଭୁ ଆପଣଙ୍କୁ ମଧ୍ଯ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @titanicbksonu2026
    @titanicbksonu2026 4 месяца назад +4

    ବହୁତ୍ ସୁନ୍ଦର୍ ଗୀତ, ଈଶ୍ୱରଙ୍କ ନାମରେ ଧନ୍ୟବାଦ

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ହୃଦୟଭରା ଧନ୍ୟବାଦ୍ ❤️❤️🙏🙏

  • @babulusingh4869
    @babulusingh4869 4 месяца назад +1

    Bohut sundar song 👌 praise the lord Amen 🙏✝️🌹

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ ମୋ ପ୍ରିୟ ବାବୁଲା ଭାଈ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @gilsonlimma2845
    @gilsonlimma2845 4 месяца назад +2

    Prabhunka nama bisesh dhanyabada heu ehi bhali nua nua gita sunibaku deuthibaru sir praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Gilson ଭାଈ Praise the Lord........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @youthforsurvesankhua3781
    @youthforsurvesankhua3781 4 месяца назад +9

    ପ୍ରଭୂ ତୁମର ମହିମା ଗୌରବ ହେଉ

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆମେନ୍.......❤️❤️🙏🙏

  • @roshannayak7621
    @roshannayak7621 4 месяца назад +12

    ଈଶ୍ୱରଙ୍କ ମହା ନାମକୁ ଧନ୍ୟବାଦ ଦିଏ କାରଣ ଈଶ୍ୱର ଆପଣା ଲୋକ ମାନଙ୍କୁ କେବେ ହେଲେ ନିରାଶ ହେବାକୁ ଦିଅନ୍ତି ନାହିଁ ଏତେ ସୁନ୍ଦର ଭାବ ପୁଣ୍ୟଂ ରଚନା କରିଛନ୍ତି ସୁନ୍ଦର ସୂ‌‌ର ଈଶ୍ୱର ଆଶିର୍ବାଦ କରନ୍ତୁ ଆଗକୁ ବଢ଼ାଇବା ନିମନ୍ତେ ଅଧିକରୁ ଅଧିକ ବଢାଇବା ପାଇଁ ଆଗକୁ ସାହାଯ୍ୟ କରନ୍ତୁ ଆମେନ୍

    • @nithanielnayak
      @nithanielnayak 4 месяца назад +2

      ଆମେନ୍

    • @krishudey7913
      @krishudey7913 4 месяца назад +2

      ଜୟ ସଦାପ୍ରଭୁ ❤ 🙏🏻

    • @PRASADLIMAMUSIC
      @PRASADLIMAMUSIC  4 месяца назад +2

      Rosan ଆଜ୍ଞା.....❤️❤️🙏🙏 ହୃଦୟ ଭରା ଧନ୍ୟବାଦ୍ ଜ୍ଞାପନ କରେ ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

    • @krishudey7913
      @krishudey7913 4 месяца назад

      @@PRASADLIMAMUSIC ଧନ୍ୟବାଦ ପ୍ରଭୁଙ୍କୁ ସମସ୍ତ ଗୌରବ ଓ ପ୍ରଶଂସା ତାହାଙ୍କର, ଧନ୍ୟବାଦ ସାର୍ 🙏🙏 ଏହି ଅତି ସୁନ୍ଦର ଓ ଭାବପୂର୍ଣ୍ଣ ଗୀତଟି ପ୍ରଭୁଙ୍କ ଗୌରବ ପାଇଁ ଓ ଆମ ସମସ୍ତଙ୍କ ପାଇଁ କରିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ✝️🙏❤

  • @babydeep2608
    @babydeep2608 4 месяца назад +2

    Very nice song👌👌 🎉🎉🎉

  • @sarojkumar-jb6ov
    @sarojkumar-jb6ov 4 месяца назад +1

    Bahutt bahut Sundar gita heichi. Prabhu nka namare gourav au mahima . Heu amen. Amiti agaku badi chalantu au bhala bhala Prabhu nka gita anantu. Prabhu apananka total team .au apana nka paribar ku Khushi au santi re ରଖନ୍ତୁ praise the lord 🙏✝️🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Soroj ଆଜ୍ଞା........
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @milanpalgospelsinger3744
    @milanpalgospelsinger3744 4 месяца назад +4

    ସେହି ଏକା ସତ୍ୟ ଜୀବିତ ପ୍ରଭୁ l
    #milanpal

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆମେନ୍...... Thank You
      ❤️❤️🙏🙏

  • @vyduryamvyduryam8542
    @vyduryamvyduryam8542 4 месяца назад +1

    Praise the Lord Hallelujah Nice music

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much Pinni Garu ❤️❤️🙏🙏

  • @lilimanag5708
    @lilimanag5708 4 месяца назад +1

    Praise the Lord ✝️✝️✝️prabhu nka mahima heu 🙏🙏🙏nice song God bless you sister 👌💖

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Dear loving Lilima it's a tremendous compliment ❤️❤️🙏🙏
      God bless you abundantly 👍

  • @pareshbag7114
    @pareshbag7114 4 месяца назад +1

    Beautiful Christian devotional song.

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Amen and Thank You So much for your valuable compliment 👏👏

  • @paulsalmanchristian9834
    @paulsalmanchristian9834 4 месяца назад +1

    Praise the Lord 🙏🏻✝️❤️
    Bahut sundar heichi Gita all glory to Almighty God 🙏🏻
    Thank you soo much Prasad limma sir for the beautiful song 😇

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ମୋ ପ୍ରିୟ Salman ଭାଈ.........ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @MantuKumar-music
    @MantuKumar-music 4 месяца назад +2

    Praise the lord nice song

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thanking with lots of love 💕💕 and regards

  • @IsraelNayak-c5w
    @IsraelNayak-c5w 4 месяца назад +3

    Very nice Christian song ❣️❤️❤️✝️✝️✝️ you sung excellent didi ❤✝️

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much for your valuable feedback ❤️🙏

  • @alokduburuka992
    @alokduburuka992 4 месяца назад +2

    ଯୀଶୁ ଖ୍ରୀଷ୍ଟ ଅତି ସୁନ୍ଦର ଭାବରେ ସଂଗୀତା ଦିଦି ବହୁତ ସୁନ୍ଦର ❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆଲୋକ୍ ଭାଈ thank You 🙏

  • @Papusa-p7x
    @Papusa-p7x 4 месяца назад +1

    Very beautiful hard teaching song👍👍👍👍👍 God bless you with all team member✝️✝️✝️✝️✝️✝️

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Heartfelt thanks and regards to You Papu brother ❤️❤️🙏🙏

  • @karmabehera
    @karmabehera 4 месяца назад +1

    ପ୍ରଭୁଙ୍କ ଗଉରବ ହେଉ ଅତି ମଧୁର ଯୋକ୍ତ ଗୀତ
    ପ୍ରଭୁ ବହୁଳ ରୁପେ ଆସିର୍ବାଦ କରନ୍ତୁ🙏🙏🤱✝️

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ହୃଦୟ ସହ ଧନ୍ୟବାଦ୍........❤️❤️🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @bassntabasantapradhan8988
    @bassntabasantapradhan8988 4 месяца назад +1

    Fantastic Song God bless you Str Praise the lord

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Soooo Proudy Compliments from You....❤️❤️🙏🙏
      Thank You and God bless you

  • @pilatrupamajhi53
    @pilatrupamajhi53 4 месяца назад +1

    Praise the lord.... beautiful song ❤❤❤

  • @rameshbagh5073
    @rameshbagh5073 4 месяца назад +1

    Nice song Brother
    God bless you

    • @PRASADLIMAMUSIC
      @PRASADLIMAMUSIC  4 месяца назад

      God bless you Ramesh ଆଜ୍ଞା 🙏

  • @deepakofficialchannel2082
    @deepakofficialchannel2082 4 месяца назад +3

    ଗୀତ ବୁହୁତ ସୁନ୍ଦର ହେଇଛି ସାର୍
    Praise The Lord

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Deepak ଆଜ୍ଞା.......ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @saratchandrabardhan6204
    @saratchandrabardhan6204 4 месяца назад +1

    Beautiful song congratulations to the entire team

  • @jeebanjena5322
    @jeebanjena5322 4 месяца назад +1

    Praise the lord 🙏,so beautiful song

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Jeeban ଆଜ୍ଞା.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @gilsonlimma2845
    @gilsonlimma2845 4 месяца назад +1

    Sir bhala achhi gita

  • @junoshmandal5484
    @junoshmandal5484 4 месяца назад +1

    Brabhunkara mahima heu so beautiful song ❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @SukantiKandagari
    @SukantiKandagari 3 месяца назад +1

    Very nice song good bless you ❤❤❤❤

  • @sandeeprao4756
    @sandeeprao4756 4 месяца назад +2

    ପ୍ରଭୁ ଯୀଶୁ ମଙ୍ଗଳ କରନ୍ତୁ ଆପଣ ଙ୍କ ସବୁ ପରିବାର କୁ ବହୁତ୍ ସୁନ୍ଦର୍ ହୋଇଛି ଗୀତ ❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You Sandeep ଭାଈ ❤️❤️🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @suresonchhinchani
    @suresonchhinchani 4 месяца назад +1

    ପ୍ରଭୁଙ୍କ ଗୌରବ ହେଉ ଆମେନ

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ALL glory and honour to the almighty Lord 🙏

  • @mrdavid-xd4ou
    @mrdavid-xd4ou 4 месяца назад +1

    Praise the Lord ❤

  • @stiphenbrother5989
    @stiphenbrother5989 4 месяца назад +4

    Praise The LORD Halleluiah 🙏🙏

  • @bichitrasundaray8375
    @bichitrasundaray8375 4 месяца назад +2

    Great to Singing this Beautiful Song.Praise the Lord Jesus Christ Almighty GOD🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thanks a lot and May God be glorified and bless you through your valuable compliments 👍

  • @SanjayKumargonda
    @SanjayKumargonda 4 месяца назад +1

    Praise the lord nice lirics music n singing arengment Sanjay Kumar apoko sadhu bad deta hen ❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Sanjay ଭାଈ....... heartfelt thanks and regards.....ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @surenpradhan5243
    @surenpradhan5243 4 месяца назад

    Praise the lord
    Thanks for this beautiful songs

  • @pragatisharma-xp5qg
    @pragatisharma-xp5qg 4 месяца назад +1

    Praise the Lord, glorify the Lord beautiful voice ❤❤❤❤❤

  • @EPRYAMBHUYAN
    @EPRYAMBHUYAN 4 месяца назад +1

    Very nice songs God bless you ♥️♥️🌹🌹

  • @manatapradhan6702
    @manatapradhan6702 4 месяца назад +2

    ଅତି ସୁନ୍ଦର ଗୀତ ❤ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️🙏🙏

  • @isudasmallickcreation
    @isudasmallickcreation 4 месяца назад +2

    Praise the lord

  • @salmannayak3781
    @salmannayak3781 4 месяца назад +1

    Praise the lord agyan.

  • @suchitpradhan9939
    @suchitpradhan9939 4 месяца назад +1

    Beautiful song..God bless

    • @PRASADLIMAMUSIC
      @PRASADLIMAMUSIC  4 месяца назад

      God bless you Too for your valuable feedback ❤️🙏

  • @Amitkumbharofficial
    @Amitkumbharofficial 4 месяца назад +1

    ପ୍ରଭୁ ତୁମ ର ମହିମା ହେଉ ଧନ୍ୟ ବାଦ ପ୍ରଭୁ

    • @PRASADLIMAMUSIC
      @PRASADLIMAMUSIC  4 месяца назад +1

      ମୋ ପ୍ରିୟ ଭାଈ ଅମିତ୍.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

    • @Amitkumbharofficial
      @Amitkumbharofficial 4 месяца назад

      ଧନ୍ୟବାଦ୍ ସାର୍ ❤ ପ୍ରଭୁ ଆପଣଙ୍କୁ ସଦା ଆଶୀର୍ବାଦ କରନ୍ତୁ🎉

  • @sukalyansingh9307
    @sukalyansingh9307 4 месяца назад +1

    Praise the lord....Nice song....God bless all

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thanks a lot for your valuable feedback ❤️❤️🙏🙏

    • @sukalyansingh9307
      @sukalyansingh9307 4 месяца назад

      @@PRASADLIMAMUSIC 👍❤

  • @surendrasharonanka5154
    @surendrasharonanka5154 4 месяца назад +1

    Excellent 👌👌 voice
    lyrics outstanding
    Mind-blowing barnana karichanti
    Praise the lord....

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ସୁରେନ୍ଦ୍ର ଭାଈ Praise the Lord......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @SamsunDigal-g4k
    @SamsunDigal-g4k 4 месяца назад +1

    Praise the Lord super song and singer nice voice god bless u all the best 🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      It's a blessing for US......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @paschimodalbehera6161
    @paschimodalbehera6161 4 месяца назад +1

    Very nice song Excellent music super song God bless you so sweet voice

    • @PRASADLIMAMUSIC
      @PRASADLIMAMUSIC  4 месяца назад

      THANK You So So much ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @Eliyapradhan-143
    @Eliyapradhan-143 4 месяца назад +2

    ପ୍ରଭୁ ଯୀଶୁ ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ ❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much for your valuable feedback Eliya ଆଜ୍ଞା ❤️❤️🙏🙏

  • @sirajmallik4067
    @sirajmallik4067 4 месяца назад +1

    Praise the lord 🙏🙏

  • @ଶକ୍ତିTV-ml3pu
    @ଶକ୍ତିTV-ml3pu 4 месяца назад +2

    ଏହି ଗୀତ ଦ୍ଵାରା ପ୍ରଭୂଙ୍କର ପ୍ରଶଂସା ହେଉ🙏🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад +1

      Amen 🙏 ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @sanjaynaik6849
    @sanjaynaik6849 4 месяца назад +1

    Praise the lord👌🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Heartly Thanks Sanjay ଭାଈ ❤️❤️🙏🙏

  • @srinibashmajhi
    @srinibashmajhi 4 месяца назад

    ATI Sundar heichi

  • @amirnayaknayak5839
    @amirnayaknayak5839 4 месяца назад +1

    Superb song sir

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You My loving brother ❤️❤️

  • @yashRajjr.movies
    @yashRajjr.movies 4 месяца назад +1

    Very very high quality song. Heart touching and glorious song ❤🎉

    • @PRASADLIMAMUSIC
      @PRASADLIMAMUSIC  4 месяца назад

      It means a lot ❤️❤️🙏🙏
      Heartfelt thanks and regards to You

  • @Subit143
    @Subit143 4 месяца назад +1

    Praise the lord may god bless you all of your team

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Subit brother.......ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @tapaschandradasmantu8415
    @tapaschandradasmantu8415 4 месяца назад +1

    May God bless you sister 🙏❤️🙏 mind blowing songs... keep up❤so attractive... sweet voice.... heart touching...

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Sooooo proud to have your valuable feedback 🙏🙏
      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ.....
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @ChitrasenNayak-f8i
    @ChitrasenNayak-f8i 4 месяца назад +1

    🎉Praise the Lord in his matchless mighty name, to you sir

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @santoshbush464
    @santoshbush464 4 месяца назад +1

    Very nice song God bless you

  • @limitofficialgajapati
    @limitofficialgajapati 4 месяца назад +1

    Praise the lord god bless u

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Praise God and God bless you abundantly 💕💕

  • @skishoretoppo250
    @skishoretoppo250 4 месяца назад +1

    Very beautiful song...God bless you.

  • @jagankumar4899
    @jagankumar4899 4 месяца назад +2

    Glory Glory to God Halleluya hoshana amen, so beautiful song 👌👌👌👌👌🎄🎄🎄🎄🎄🎄🎄

    • @PRASADLIMAMUSIC
      @PRASADLIMAMUSIC  4 месяца назад +1

      ଆପଣ ମାନଙ୍କ ସୁନ୍ଦର ମତାମତ ଭଲପାଇବା ଆମ ପାଇଁ ପ୍ରେରଣା ଅଟେ..... 🙏
      ପ୍ରଭୂ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍

  • @stylestudiomusic4u
    @stylestudiomusic4u 4 месяца назад +2

    Mind blowing lyrics & Music Praise The Lord

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much ଆଜ୍ଞା ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 🙏

  • @RiphanMajhi-no9wf
    @RiphanMajhi-no9wf 4 месяца назад +1

    Amen

  • @sishirlima9458
    @sishirlima9458 4 месяца назад +2

    Lost in the melody, my soul dances to the rhythm of your words. Each note a whisper of emotions, each chord a journey through the depths of the heart. This song is not just music, it's a symphony of feelings that resonate within me, touching the very core of my being. Thank you dear brother Prasad for sharing this beautiful piece of art with the world.❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much My loving brother Sisir ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ତୁମ ଉପରେ ଓ ପରିବାର ଉପରେ ସର୍ବଦା ବର୍ତ୍ତୁ .......🙏
      Love 💕💕💕 you so much

  • @debakijal7663
    @debakijal7663 4 месяца назад +1

    Didi buhut sundar

  • @kingofkingspalaceproductio5176
    @kingofkingspalaceproductio5176 4 месяца назад +1

    Praise the Lord Brother, Very nice lyrics compose and Music, voice is also sweet, may God bless you Bhai

    • @PRASADLIMAMUSIC
      @PRASADLIMAMUSIC  4 месяца назад

      It's a great blessings🙏
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @NVRRAHUL
    @NVRRAHUL 4 месяца назад +1

    Super 👍👍👍👍👍

  • @pintuedla6311
    @pintuedla6311 4 месяца назад +1

    Praise The LORD

  • @neheraofficial2053
    @neheraofficial2053 4 месяца назад +1

    Praise the Lord..

  • @maidrakmandal1590
    @maidrakmandal1590 4 месяца назад +1

    Nice song nice lyrics and sweet voice

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much from Our heart 🙏

  • @Sanandkalta
    @Sanandkalta 4 месяца назад +1

    Prabhu tumara mahima heu

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ପ୍ରଭୁଙ୍କର ଗୌରବ ମହିମା ହେଉ 🙏

  • @GyanaranjanMali
    @GyanaranjanMali 4 месяца назад +1

    Nice song sir

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You and God bless you brother Gyana ❤️🙏

  • @SudamKumar-bn8li
    @SudamKumar-bn8li 4 месяца назад +1

    Nice Voice Sister Wow nice Super Song ❤❤❤❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      THANK You So So much sudam ଆଜ୍ଞା 🙏

  • @APSHORTVIDEO-eg5yz
    @APSHORTVIDEO-eg5yz 4 месяца назад +1

    God bless you Anuradha Didi so sweet voice beautiful clear sound, I love you so much ❤❤❤❤❤❤❤❤❤ and all song fantastic I am very very interested

  • @Samuelbhera
    @Samuelbhera 4 месяца назад +1

    Praish thi lord all wea

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank you Samuel ଭାଈ 💕💕💕 god bless you

  • @RamakantaDaleinq3wo
    @RamakantaDaleinq3wo 4 месяца назад +1

    God Bless You Sar Praise Tha Lord Bahut Bhala Laguchi Geeta Hele Bandana Geeta Track Bahara Karantu Sar

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ମୋ ପ୍ରିୟ ଭାଈ ରମାକାନ୍ତ.......
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @KuniPrakash
    @KuniPrakash 4 месяца назад +1

    Nice geeto thank you dada God bless you ❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Always welcome and 💕 💕 love you Dada ❤️

  • @sailabalabarik4909
    @sailabalabarik4909 4 месяца назад

    PRAISE the Lord God Jesus bless you abundantly child

  • @malayakumar1234
    @malayakumar1234 4 месяца назад +1

    Praise God

  • @SuKhenDraNathB.singh914
    @SuKhenDraNathB.singh914 4 месяца назад +1

    praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thanking with lots of love 💕💕💕 and prayers 👍

  • @sanajmallick817
    @sanajmallick817 4 месяца назад +1

    ❤❤❤Praise the lord ❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Praise the Lord and thank You So So much
      ❤️❤️🙏🙏

  • @Dilipkumar-wi7wh
    @Dilipkumar-wi7wh 4 месяца назад +1

    Beautiful song

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Heartfelt thanks and regards to You
      ❤️❤️🙏🙏

  • @sunilbagh835
    @sunilbagh835 4 месяца назад +1

    Praise God 🙏

  • @kitumantry6214
    @kitumantry6214 4 месяца назад +1

    ❤❤❤❤❤❤

  • @kishorshikha8555
    @kishorshikha8555 22 дня назад +1

    ❤❤❤❤❤❤❤❤❤❤

  • @srinibashmajhi
    @srinibashmajhi 4 месяца назад +1

    PRAISE THE LORD

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Praise the Lord and God bless you ❤️❤️

  • @RiphanMajhi-no9wf
    @RiphanMajhi-no9wf 4 месяца назад +1

    Jesus

  • @mrdavid-xd4ou
    @mrdavid-xd4ou 4 месяца назад +1

    God bless you ma'am

  • @maidrakmandal1590
    @maidrakmandal1590 4 месяца назад +1

    Praise the Lord , glory to the lord

  • @luludigal5788
    @luludigal5788 4 месяца назад

    So beautiful and wonderful song lyrics ❤❤❤❤❤❤... Thank you so much sister for your sweet voice.........🙏🙏🙏

    • @PRASADLIMAMUSIC
      @PRASADLIMAMUSIC  4 месяца назад

      It's my pleasure and thanking you Soooo much .....
      ସଦାପ୍ରଭୁଙ୍କ ଅସୀମ ଦୟା ପ୍ରେମ ଏବଂ ଅନୁଗ୍ରହ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ .......🙏
      " ସ୍ଵୟଂଭୂ "..... ଏକ ମୃଦୁଭରା ଭକ୍ତି ଭାବପୂର୍ଣ୍ଣ ଗୀତ ଯାହା କି ଜିହୋବା ସଦା ପ୍ରଭୁଙ୍କର ଐଶ୍ୱରୀୟତା କୁ ପରିପ୍ରକାଶ କରିବା ସହିତ ତାଙ୍କ ଦୟା ଅନୁଗ୍ରହ ଏବଂ ପରିତ୍ରାଣ ର ବିଷୟକୁ ହୃଦୟଙ୍ଗମ କରିବା ବିଷୟ ବର୍ଣ୍ଣନା କରେ .... ତେବେ ଆପଣ ଓ ମୁଁ ଆମେ ସମସ୍ତେ ଏହି ହୃଦୟସ୍ପର୍ଶୀ ଗୀତ ଦ୍ଵାରା ସଦାପ୍ରଭୁଙ୍କର ଗୌରବ ମହିମା କରୁ.... ଧନ୍ୟବାଦ୍ 🙏

  • @DhanamatiKerketta
    @DhanamatiKerketta 4 месяца назад +1

    Hart touching song God bless you sister

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much ❤️❤️🙏🙏

  • @Vijaya070
    @Vijaya070 4 месяца назад +1

    Legend musician Prasad lima sir.

    • @PRASADLIMAMUSIC
      @PRASADLIMAMUSIC  4 месяца назад

      It's a great honour to me and my heartly Thanks and Gratitude to You ALL believers of ODISHA ....🙏

  • @RiphanMajhi-no9wf
    @RiphanMajhi-no9wf 4 месяца назад +1

    Press the lord

  • @subaltandi2588
    @subaltandi2588 4 месяца назад +3

    Beautiful song
    lyrics and music🎉🎉🎉❤❤❤

    • @PRASADLIMAMUSIC
      @PRASADLIMAMUSIC  4 месяца назад

      Thank You So So much and God bless you ❤️🙏