Thanks . Great update for Odisha. But people should maintain that bus . I have seen AC bus in Odisha. But bad smell inside bus because of public misuse
Very good Sir,Your demand regarding permit of inter state is genuine and better journey of our State people,we are to Government for given inter state permit.🙏
Thick kahela sabu . Katkia mane ta odisha ke chalauchan na bhai ame sambalpur Bargarh bale bargain karchu na . Murkha govt aela naita sambalpur Bargarh pura down hei galana . Train katkia manku bus katkia manku job katkia manku sabu katkia manku ar ame pachim odisha bale marun tar kichi na jae . Jai koshal ......
Mr Mohanty is a nice person, being an owner of these luxurious buses he is not having ego. Customer Service is his main motto. His mission and visions is really heartfelt. I wish him and his business family a great success always. Jai Jagannath 🙏
Bus Journey huge comfortable & safety also customer satisfaction hele automatically blessings to all staff & owner ... Au affordable price heba darkar ...
Bhout Sundar Sir sabu SAFTY kahele gote katha kahelani ta train re jameti toilet ra subidha ache samti appna ka bus re sa subidha te ke karele bhout sundar Lage ba please request
ମହାନ୍ତି ବାବୁ ଆପଣଙ୍କ ବିଚାର ଧାରା ବହୁତ ଉଚ୍ଚକୋଟୀର ! ଯାତ୍ରୀ ମାନଙ୍କର ସେବା ଜାରି ରଖନ୍ତୁ, ସରକାର ଆପଣଙ୍କୁ ସହଯୋଗ ନ କଲେ ବି ଭଗବାନ ଆପଣଙ୍କୁ ସାହା ହେବେ।🙏🙏
Banamalinath
Eita maghiya loka ta .. conductor manku gali die besiiiiiiii
ସରକାରଙ୍କୁ ଅନୁରୋଧ ଏ ବସକୁ ଅନୁମତି ଦିଆଯାଉ l ମାଲିକଙ୍କୁ ଅନୁରୋଧ ଡ୍ରାଇଭର ନିଶା ସେବନ ବ୍ୟକ୍ତି ହୋଇନଥିବା ଦରକାର l
Thik kohile Bhai
Tate Khali mada pee chalauchhanti...jaaa nije chaleibu.
Tame maghiya basiba ki ????
@@AbhayaKumar-z9vthik kahilu tu . Eiiii maghiya guda chodiiii besi
Right
ବହୁତ୍ ବହୁତ ଭଲ ଲାଗୁଛି ସରକାର ଅନୁମତି ଦିଅନ୍ତୁ
ଗାଡ଼ି ଯେତେ ଭଲ ହେଲେ କଣ ହେବ । ଗାଡ଼ି ଚାଳକଟି ଭଲ ହେବା ଦରକାର । କାରଣ ସମସ୍ତ ଯାତ୍ରୀଙ୍କ ଜୀବନ ଚାଳକ ହାତରେ । No smoking No drinking ।
Tu bus ra gandi re basi jaaaaa
ଆପଣଙ୍କ କଥା ଏବଂ ଚିନ୍ତାଧାରା ବହୁତ ଭଲ ଲାଗିଲା l ସମସ୍ତେ ବେପାର ରେ ଲାଭକୁ ପ୍ରାଧାନ୍ୟ ଦେଇଥାନ୍ତି l ବୋଧହୁଏ ଆପଣ ଏକମାତ୍ର ବ୍ୟକ୍ତି ଯେ କି ଲାଭକୁ ଜଳାଞ୍ଜଳି ଦେଇ ଲୋକଙ୍କ ସୁବିଧା ସୁଯୋଗ କୁ ପ୍ରାଧାନ୍ୟ ଦେଇଛନ୍ତି l ଆପଣଙ୍କ ଆଦର୍ଶ କୁ ମାନିବାକୁ ହିଁ ପଡ଼ିବ l ଧନ୍ୟବାଦ !
ସାର୍ ଆପଣଙ୍କୁ ହୃଦୟରୁ ନମସ୍କାର 🙏🏻
ଜୟ ଜଗନ୍ନାଥ ⭕️❗️⭕️🙏🏻
ବସ ର ସୁବିଧା ଖୁବ୍ ଭଲ ହେଇଛି, ସେହି ଅନୁସାରେ ବସ ମାଲିକ ଗାଡ଼ିର ନାଁ DILDAR ରଖି ଏହାକୁ ଯଥାର୍ଥରେ ପରିଣତ କରିଛନ୍ତି ।ତେବେ ଏଥିରେ Non stop ରହିବ ନା ମଝି Station ରେ ମଧ୍ୟ ଯାତ୍ରୀ ଓଲ୍ହା ଉଠା କରିପାରିବେ ? ବସ ମାଲିକ ମହାନ୍ତି ଙ୍କୁ ତାଙ୍କର ଏ ପ୍ରକାର ଉଦ୍ଯୋଗ ପାଇଁ ଧନ୍ୟବାଦ ।
Madam ଆପଣଙ୍କ ଉପସ୍ଥାପନ ବହୁତ ଭଲ ଲାଗିଲା,ହେଲେ ମଝିରେ ଆପଣ ତଳେ ବସି bite ନେବା ମୋତେ ଭଲ ଲାଗିଲା ନାହିଁ,କାରଣ ମିଡିଆ ର ସମ୍ମାନ ଏତେ low ନୁହେଁ,kindle dhyana ଦେବେ
ଠିକ୍ କହିଲେ l
ଓ ତୋ ସମ୍ମାନ ବେଶୀ ଗାଣ୍ଡୀ ଆଡ଼ୁ ତୋର ଉଇ ଖାଇ ଦେଇ ଥିବ ।ଦେଖେ ।
କିନ୍ତୁ ସାଧାରଣ ବସ ସାର୍ବିସ ଯେଉ ଗାଡି ଯାଉଛି ତାହା ୨୫ ରୁ ୩୦ କିଲୋମିଟର କୁ ୫୦ ଟଙ୍କା ୫୦ କିମି କୁ ୭୦୵୮୦ ଟଙ୍କା ୧୦୦ କିଲୋମିଟର କୁ ୧୪୦ଟଙ୍କା ନିଆ ଯାଉଛି
ଛେଳି ଲେଣ୍ଡି ଭଳିଆ ଯୋ toII ଦେବା ପଡୁଚି ବାସ ସେଥି ପାଇଁ
Aau kn maganna jiba ki
ମହାନ୍ତି ବାବୁ ଆପଣ ଅନ୍ୟ ରାଜ୍ୟକୁ ଗାଡ଼ି ପଠାଇବା ପାଇଁ ସରକାରଙ୍କ ସହିତ କଥାବାର୍ତା ହେଲେ ନିସ୍ଚୟ ଫଳପ୍ରଦ ହେବ। ଏତେ ସୁନ୍ଦର ଗାଡ଼ି ଅନ୍ୟ କୈାଣସି ରାଜ୍ୟରେ ନାହିଁ। ଧନ୍ୟବାଦ।
Dildar bus ମାଲିକ କୁ ଅନୁରୋଧ maa କିଚକେଶ୍ବରୀ (khiching ) ରୁ (ପୁରୀ ) ଜଗନ୍ନାଥ ମନ୍ଦିର , କୁ ଚାଲିବା ବ୍ୟବସ୍ତା କରନ୍ତୁ.
ବ୍ରହ୍ମପୁର ଠାରୁ ରାୟପୁର ଭିଲାଇକୁ ଅନୁମତି ଦୀଆ ଜାଉ। ଭଲ ବେପାର ହବ।
Right
ନିର୍ଭୁଲ ଓଡ଼ିଆ ଲେଖିବାର ଆସୁନି ତମେ କି ଓଡ଼ିଆ ?
Mote b thik se odia lekhi kahi nai ase baile mui odia naise henta kahuchu ta@@himansusekhardas9749
Kindi aka bepar haba. Tame mane ta Samane aka charupani ra paisa thikse nadabara. 😂😂😂
ସବୁ ଠିକ୍ ଯେ ମଦୁଆ ଡ୍ରାଇଭର ନହେଲେ ଭଲ
ପ୍ରତି ବସ ରେ door ବାହାରେ ଗୋଟେ ଟିକେଟ ପ୍ରିଣ୍ଟ ମେସିନ୍ ଲଗାଯାଇ ପାଖରେ ସୂଚନା ଲେଖା ଯାଉ ସେ କେଉଁ ପ୍ରକାର ଗାଡ଼ି ସାଧାରଣ, ନା delux, ନା ସୁପରେ delux ନା ଆଉ କଣ ଏବଂ କିଲୋ ମିଟର ପ୍ରତି ଟଙ୍କା କେତେ ଲେଖା ଯାଉ ଏବଂ ସିଟ୍ କେତେ available ଅଛି କେତେ ରିଜର୍ଭ ଅଛି କେତେ ସିଟ୍ ଫାଙ୍କା ଅଛି ସମସ୍ତ ବସ ରେ ଏୟାର ଭେନ୍ତିଲେଶନ୍ ଏବଂ ଗୋଟେ emegency ଟଏଲେଟ୍ ପାଣି ବ୍ୟବହାର କରା ଯାଉ
right
U r right sir🙏
ଧନ୍ୟବାଦ
Athi Sundar Katha.. Sir🤝🇮🇳
Bahut bhala subidha sir dildar bus discover karithibaru i am proud of you sir 🙏🙏❤❤
Good Facilities Dildhar 🚌 Bus 👌Very Good Fuchar Dildhar 🚌
Thanks . Great update for Odisha. But people should maintain that bus . I have seen AC bus in Odisha. But bad smell inside bus because of public misuse
ବସ ରେ କଣ ସୁବିଧା ଅଛି ତାହା ତ କହିଲେ କିନ୍ତୁ ଡ୍ରାଇଭର ଏବଂ କଣ୍ଡକ୍ଟର ଯାତ୍ରୀ ମାନଙ୍କ ସହିତ କେମିତି ବ୍ୟବହାର କରନ୍ତି ସେଥି ପ୍ରତି ବେଶୀ ଧ୍ୟାନ ଦେବା ଦରକାର
Malika babu bhadra loka,,, bhala uchha kotira chintadhara....... salute sir
Dildar bus staffs are very bad...Nilamafhaba bus staff are well educated..and Nilamadhaba bus are very well than Dildar
VOLVO 9 jagannath express jindabad
ବହୁତ ଖୁସି ଖବର❤❤🚌🚌🚌👍
ସରକାର ବିଚାରକୁ ନେଲେ ଭଲ ହୁଅନ୍ତା
ଆରେ ଏ ବସ ରେ ମୁର୍ଖ ଲୋକ ଗୋଲେ ଯେତେ ଭଲ ବସ କୁବି ଖରାପ କରି ଦେବେ
ତେଣୁ ଟିକେଟ price ବୋଢିବା ଦର କାର
ବାରିପଦା ର ରାଜଧାନୀ ବସ ମାତ୍ର ୧ ଵର୍ଷ ପୁରୁଣା କିନ୍ତୁ ମୁୁର୍ଖ ଲୋକ ମାନେ center fruit cokolet ଲଗେଇ ପୁରା ବେକାର କରି ଦେଇଚୋନ୍ତି 😢
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
ବହୁତ ଭଲ super 👍🏼👍🏼
Sir apananku bht dhanyavad je apana passenger lagi ete chinta karuchanti
ଏ ବନ୍ଦ କର, ତୁମ ଉପ ସ୍ଥାପନ ଭଲ ଲାଗୁନି ତୁମ ପଚାରିବା ଭଲ ଲାଗୁନି ଆଗ ଶିଖ ତା ପରେ ଯାଇ ପଚାରିବ
ମିଡ଼ିଆ ଭଉଣୀ ଯେଉଁ ଭଳି ପଚାରୁଛନ୍ତି ସେତେ ସୁଭିଧା ଗୋଟିଏ ବସ ରେ କଣ ମିଳିପାରିବ କିନ୍ତୁ ଏ ବସରେ ବହୁତ ସୁବିଧା ରହିଛି ଲୋକଙ୍କୁ ବହୁତ ସୁବିଧା ମିଳିବ
Thank you sir ❤
Bahuta bahuta thanks sir
I am proud of you sir
ଆପଣ ସତରେ ଦୀଲଦାର ସାର
Mahanty babu God bless you
Bahut sundar katha kahichanti sir 🙏
All the best aparna 🎉🎉🎉🎉
Excellent
Mohanty Sir Pura Dildar and Good human being.
ବହୁତ ଭଲ ଗାଡି ହେଈଛି ଆଜ୍ଞା.... କିନ୍ତୁ ଆପଣ ଜଣେ ଗାଡି ମାଲିକ.... ସିଟ ବିଷୟରେ ଯୋଉ କହୁଛନ୍ତି....ସିଲପର କହୁଛନ୍ତି... ସେଇଟା ଆଜ୍ଞା ସ୍ଲିପର 😄😂ଖରାପ ଭାବିବେନି ଆଜ୍ଞା
🎉welcom 🎉❤🎉
Rourkela ଚାଲନ୍ତୁ Sir
ବସ ଭିତରେ ଲେଟ୍ରିଂ ର ସୁବିଧା କରିବା ଉଚିତ୍,,,,,,,କିନ୍ତୁ ଅଯଥା ଖର୍ଚ୍ଚ କରିଛନ୍ତି
ହୋସ୍ ରେ ରହି ନିର୍ଭୁଲ ଇଂଲିଶ ଲେଖ ।
Thik kahila bhai
Are mentally tu kete patha paduchhu aga jou bisay lekhichhanti seita dekhe janibu
Hari om bus the best
Very good Sir,Your demand regarding permit of inter state is genuine and better journey of our State people,we are to Government for given inter state permit.🙏
Good information ❤
ସବୁ ସୁବିଧା ହେ ଭୁନେଶ୍ବର ରେ କର ସମ୍ବଲପୁର ବରଗଡ଼ ରେ କିଛି ନାଇ କର ଭଲ ଆଏ 👏🏼👏🏼👏🏼
Are magia eta kan government bus😂😂 sala stupid fellow ... Tama area re kan bus owner nahanti ... Tanku kahunu emitia bus karibe
Thick kahela sabu . Katkia mane ta odisha ke chalauchan na bhai ame sambalpur Bargarh bale bargain karchu na . Murkha govt aela naita sambalpur Bargarh pura down hei galana . Train katkia manku bus katkia manku job katkia manku sabu katkia manku ar ame pachim odisha bale marun tar kichi na jae . Jai koshal ......
Tuma .........katkiaa kale
Bohut vala malik❤❤❤❤❤
Mr Mohanty is a nice person, being an owner of these luxurious buses he is not having ego. Customer Service is his main motto. His mission and visions is really heartfelt. I wish him and his business family a great success always. Jai Jagannath 🙏
Bahut badhia sir
Bahut sundar 🙏🙏🙏👍👍👍👍
ବହୁତ ବଢିଆ
Best of luck
ଡ୍ରାଇଭର ମାନଙ୍କ ସ୍ପିଡ୍ ଯୋଗୁଁ ସାଧାରଣ ଲୋକଙ୍କ ତୋ ମୃତ୍ୟୁ ହେବ ଭିତରେ ଥିବା ଲୋକ ମାନେ ମଧ୍ୟ ଜାଣିବେ ନାହିଁ କେତେ ବେଳେ କଣ ହେବ ।
Right Sir
Mahanty sir is great
ସବୁ ସମୟରେ ସବୁ ଭଲ କଥାକୁ ଲୋକମାନେ ଗ୍ରହଣ କରି ପାରନ୍ତି ନାହଁ । ଦେଖାଯାଉ ଆପଣଙ୍କର ସେବା ମନୋଭାବ ଓ ଉତ୍ତମ ଚିନ୍ତାଧାରା ସରକାର କେବେ ଗ୍ରହଣ କରୁଛନ୍ତି। ଆମ୍ଭେମାନେ ଜନସାଧାରଣ ଚାହୁଁଛୁ ସରକାର ଯେତେ ଶୀଘ୍ର ସାରା ଓଡ଼ିଶାରେ ଏଭଳି ବସକୁ ଚଲାଇବାକୁ ଅନୁମତି ଦିଅନ୍ତୁ ଏବଂ ଭଙ୍ଗା ଖଟରା ବସର ପରମିଟକୁ କେନସଲ୍ କରନ୍ତୁ ।ଜୟ ଜଗନ୍ନାଥ
1985 ମସିହାରୁ ଗାଡ଼ି ବେପାର କରୁଛନ୍ତି, ଗୋଟେ ଗାଡ଼ି 1 କୋଟି, ଆହୁରି ଗାଡ଼ି ଅଛି, ବାବୁ ଆପଣ ଗାଡ଼ି ବେପାର କରି ବହୁତ୍ ଉନ୍ନତି କରିଛନ୍ତି, ଆପଣଙ୍କ ପରିଶ୍ରମ ଆପଣଙ୍କୁ ଠିକ୍ ମୂଲ୍ୟ ଦେଇଚାଲିଚି ଏବଂ ଦେଉଥାଉ, ଲୋକଙ୍କୁ ଭଲ ସେବା ଦେଉଥାନ୍ତୁ 🚩
Sir ବହୁତ୍ ଭଲ ହେଲେ ଆପଣଙ୍କ ଉପସ୍ଥାପନ କରିବାର ଶୈଳୀ ଆଉ ଆପଣ ସୋସିଆଲ ମିଡିଆ ରେ bite ଦେଉଛନ୍ତି କିନ୍ତୁ ମାଲିକ ହିସାବରେ ଗୁଣ ଗାନ କଲେ କିନ୍ତୁ ସାମ୍ବାଦିକ କରୁଥିବା ମହିଳା କୁ ଭି respect ଦେଇ ଗୁଣ ଗାଉନ୍ତୁ, ତୋଳେ ବସେଇକି ଭାଷଣ ଦେବା ଠିକ୍ ନୁହେଁ
@nibeditasathua5246 ଯେତିକି ଯାଗା ଅଛି ତାକୁ ଦେଖିକି ସାମ୍ବାଦିକ ଭଉଣି adjust କରିଛନ୍ତି ।
Malika bahut badhhia loka , dhanyawaad.
Super
ଅଧିକ ସମୟ କହି ସମୟ ନଷ୍ଟ କରୁଛନ୍ତି କିନ୍ତୁ ଅସଲ କଥା କହୁନାହାନ୍ତି ଏବେ ବସ କେଉଁ line ରେ ଚାଲୁଛି । ଦୟା କରି ସବୁ ମିଡିଆ କୁ ଅନୁରୋଧ ଠିକ୍ Traind Reporter ରଖନ୍ତୁ,
Badhiya huichi❤❤❤
ବସ ଭିତରେ oyo ହୋଟେଲ ଭଳିଆ ସିଷ୍ଟମ ଅଛି କି? 😭🤪🤣😂
ବୋହୋତ ଜଲଦି ଏହି ସୁବିଧା ଉପଲବ୍ଧ ହେବ
@@sanjibnayak1281 ଯାହା ହେଉ ରାତିଟା ମଜା ଆସି ଯିବ 🤪😂🤣
ଓୟ ନା ମୋ ପାଟି ଖରାପ
Nice person mohanty sir to manage people security and facility for bus service please tell root of bus
Jay Jagannath 🙏🙏🙏🙏🙏🙏
Very Nice..most welcome for all that ❤❤❤
Sarkar a gadi ku anumati dia jau ...Jay baldev jee..Jay jagannath...🙏🙏🙏
ପଇସା ଠକିବା ରେ ଓଡ଼ିଆ (ବସ) କଣ୍ଡକ୍ଟର ସବୁଠୁ ଆଗରେ।
Super 👍
God bless you Mohanty Babu
ଗୁଡ ପ୍ରପୋଜାଲ
I❤love.my.shree.ganesh.bus.dihirakul
Dildar Always Dildar ❤❤❤
Diladar❤❤❤❤
Bus Journey huge comfortable & safety also customer satisfaction hele automatically blessings to all staff & owner ... Au affordable price heba darkar ...
Really fantastic bus -Dildar
Good job
Bahut bhala
Good job 👍
Super ❤
Very good service
Most welcome
Bahut bhal
Nice services
Thank you ❤❤❤❤
ଆପଣ କଣ କନଡ଼କ୍ଟର ମାନଙ୍କୁ ଦେକୁଛନ୍ତି ଗରିବ ମାନଙ୍କୁ ଟକୁଛନ୍ତି
Good 👍
Govt should permit for long roots for good Bus service.
Good job sir.
Dildar Malika Dildar Gadi..
Very nice Bus ❤
Bhala gadi bhala heichhi
Very good❤
Malika nka Katha bhala lagila
👌👌👌👌👌..👌👌👌👌👌👌
Sambalpur to Rourkela ❤❤
Nice 👍👍
Bhout Sundar
Sir sabu SAFTY kahele gote katha kahelani ta train re jameti toilet ra subidha ache samti appna ka bus re sa subidha te ke karele bhout sundar Lage ba please request
Badiya medam
Good 👍👍 service hai
Fine service,
😊 good travelling faculties.
Very beautfull bus thaku