Odisha Millet Food Festival | Odisha Millets Mission

Поделиться
HTML-код
  • Опубликовано: 21 окт 2024
  • Step into the world of millet magic! 🌾✨
    Relive the excitement of the State Level Millet Food Festival that took place at Kalabhoomi on September 24. Renowned restaurants and Mission Shakti self-help groups came together to showcase the diverse and delectable millet-based dishes that are revolutionizing our plates and our health.
    From scrumptious pithas to mouthwatering main courses, the festival celebrated the goodness of millets in every bite. Food bloggers, influencers, celebrities, schools, colleges, and culinary enthusiasts joined us in this flavorful journey, discovering the incredible taste and nutrition of millets.
    It was a day filled with fun, flavor, and the shared joy of savoring millet delicacies. Stay tuned for more such enriching experiences as we continue to promote millets for a healthier, happier Odisha! 🌾😊
    ମିଲେଟର ଯାଦୁକରୀ ଦୁନିଆରେ ପାଦ ଦିଅନ୍ତୁ 🌾✨
    ସେପ୍ଟେମ୍ବର ୨୪ ତାରିଖରେ କଳାଭୂମି ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ମିଲେଟ୍ସ ଫୁଡ ଫେଷ୍ଟିଭାଲ ଥିଲା ଉତ୍ସାହଦାୟକ । ପ୍ରସିଦ୍ଧ ହୋଟେଲ ଏବଂ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବରେ ବିଭିନ୍ନ ପ୍ରକାର ମିଲେଟ୍ସ ଭିତ୍ତିକ ଖାଦ୍ୟ ପ୍ରସ୍ତୁତ କରିଥିଲେ ଯାହା ଆମ ଖାଦ୍ୟ ଅଭ୍ୟାସ ଓ ସ୍ୱାସ୍ଥ୍ୟର ସୁଖଦ ପରିବର୍ତ୍ତନ ଆଣିବାରେ ସହାୟକ ସାଜିଛି ।
    ପାରମ୍ପରିକ ପିଠା ଠାରୁ ଆରମ୍ଭ କରି ମନ ମତାଣିଆ ସୁସ୍ୱାଦୁ ମିଲେଟ୍ସରୁ ତିଆରି ହରେକ ରକମର ଖାଦ୍ୟ ମନକୁ ଦେଇଥିଲା ଅସୀମ ଆନନ୍ଦ ଆଉ ପାଟିକୁ ଅସମ୍ଭବ ସ୍ୱାଦ । ଏହି ଖାଦ୍ୟ ପର୍ବରେ ସ୍କୁଲ କଲେଜର ଛାତ୍ର ଛାତ୍ରୀ, ସୁନାମଧନ୍ୟ ବ୍ୟକ୍ତି ବିଶେଷ, ଅଭିନେତା, ଅଭିନେତ୍ରୀ, ସୋସିଆଲ ଇନଫ୍ଲ୍ୟୁଏନସର୍ , ବ୍ଲଗର ପ୍ରଭୃତି ଯୋଗଦେଇ ମିଲେଟ୍ସର ଅବିଶ୍ୱାସନୀୟ ସ୍ୱାଦ ଏବଂ ଏହାର ପୁଷ୍ଟିକରତା ବିଷୟରେ ଅବଗତ ହୋଇଥିଲେ ।
    ମିଲେଟ୍ସର ପୁନରୁଦ୍ଧାର ପାଇଁ ଦିନଟି ଥିଲା ଅତି ଚମକôାରୀ । ଏହିଭଳି ଆହୁରି ଅନେକ ଚିତ୍ତାକର୍ଷକ ଅଭିଜ୍ଞତା ହାସଲ କରିବା ପାଇଁ ଓଡିଶା ମିଲେଟ୍ସ ମିଶନ ସହ ଯୋଡି ହେଇ ରୁହନ୍ତୁ ସୁସ୍ଥ ଓଡିଶା ସୁଖୀ ଓଡିଶା ମହାନ ଯାତ୍ରାର ଅଂଶ ବିଶେଷ ହୁଅନ୍ତୁ । 🌾😊
    Connect with us on our social media platforms:
    Instagram: / odishamilletsmission
    Twitter: / milletsodisha
    Facebook: / milletsmission
    #odishamilletsmission #naveenpatnaik #iym2023 #foodfestival

Комментарии • 1