Special Comments Reply By Baba | Malika Bachana |

Поделиться
HTML-код
  • Опубликовано: 9 окт 2024

Комментарии • 987

  • @gaganbiharinaik1386
    @gaganbiharinaik1386 2 года назад +49

    ବାବା ଓ ସତ୍ଯ ବାବୁ ଆପଣଙ୍କୁ ମୋର ପ୍ରଣାମ
    ଆଜିର ଏପିସୋଡ଼ ଵହୁତ ଭଲ ଲାଗିଲା । ଆପଣଙ୍କୁ ଯେତେ ପ୍ରସଂସା କଲେ କମ୍ ହେବ
    ଆପଣ ଦ୍ୱିଜଣଦେବଦୂତ ମନୁଷ୍ଯ ଭାବିବା ଭୁଲ୍ ହେବ
    ଆପଣ କେଉଁ ଦେବତା ମନୁଷ୍ଯ ରୂପେ ଜନ୍ମ ନେଇଛନ୍ତି ତାହା ଇଶ୍ୱର ଜାଣନ୍ତି । ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ।

  • @jajpurprajna7043
    @jajpurprajna7043 2 года назад +19

    ମହା ବହୁ ଯାହା ତୁମ୍ଭ ଇଛା ତାହା ହେଉ
    ତୁମରି ଆଶ୍ରିତ ହୋଇ ଜଗନ୍ନାଥ କାହିଁକି କରିବୁ ଚିନ୍ତା ଆଉ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
    ତୁମର ତ ଏଇ ସୃଷ୍ଟି ତୁମ ଇଛା ପର୍ଣ୍ଣ ହେଉ 🙏🏻🙏🏻

  • @prasadmajhi6465
    @prasadmajhi6465 2 года назад +27

    🕉ଜୟ ଜଗନ୍ନାଥ 🙏
    🌅ଜୟ ପଞ୍ଚ ସଖା ଆବାୟାଁ 🙏
    🌄 ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣଂ🙏🙏🙏

  • @KKtechnicalDubai
    @KKtechnicalDubai 2 года назад +40

    ମୁଁ ବି ଦେଖେ ହେଲେ comments କରେନି। କାହିଁକି ନା ମୁଁ ମାଳିକା ର ସବୁ କଥାକୁ ବିଶ୍ଵାସ କରେ। ଆଉ ଆଖିରେ ଦେଖୁଚି ବି। ଯାହା ସବୁ ଦୁନିଆରେ ହଉଛି।

  • @rudranshsekharnaik1229
    @rudranshsekharnaik1229 2 года назад +15

    Satya Babu namaste🙏dibakar ବାବାଙ୍କୁ 🙏। ଯେଉଁ ମାନେ ଏଭଳି comment ଲେଖୁଛନ୍ତି ସେମାନେ ଦେଖିବା ବନ୍ଦ କରିଦିଅନ୍ତୁ। କିନ୍ତୁ ଆମର ବିଶ୍ୱାସ କୁ କୁଠାର ଘାତ କରନ୍ତୁ ନାହିଁ।ପ୍ଲିଜ🙏

  • @urmilasenapati3106
    @urmilasenapati3106 2 года назад +28

    ଯିଏ ବି ଏଭଳି କଥା କହିଛି ସେ ଗୋଟେ ପାଗଳ କାରଣ ମୁଁ ନିଜେ ଅନୁଭବ କରୁଛି ଯେ ଦିବାକର ଗୁରୁଯାହାବି କହୁଛନ୍ତି ତାହା ସତକଥା ଆଉ ଏଭଳି ଘଟୁଛି ମଧ୍ଯ

    • @ganeshsahu4917
      @ganeshsahu4917 2 года назад

      Right ✍️✍️✍️✍️

    • @nutshellgamingmobile5672
      @nutshellgamingmobile5672 2 года назад

      Seta thik je aga episode re baba bahiru nakahi sidha sidha kahithile ta tanku hueta lagithaipare je baba managadha kahideichanti ..

    • @ranjandas8018
      @ranjandas8018 2 года назад

      Naa michha

    • @nutshellgamingmobile5672
      @nutshellgamingmobile5672 2 года назад +1

      @@ranjandas8018 kan micha

    • @jitendrabal5126
      @jitendrabal5126 2 года назад

      ଯିବ ର ମୁକ୍ତି ବିଷୟରେ ପଚାରନ୍ତୁ ବାବା ଙ୍କୁ

  • @sanjuktabhuyan6507
    @sanjuktabhuyan6507 2 года назад +9

    ମାଳିକା ରେ କମା ଫୁଲୁଷ୍ଟପ୍ ସବୁ ଠିକ୍ । ଟିକିଏ ବି ଭୁଲ୍ ନାହିଁ । ବାବାଙ୍କର କଥା ସୁଣି ଜ୍ଞାନ ଉଦୟ ହେଉଛି । ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ତ୍ରାହି ଅଚ୍ୟୁତ, ଜୟ କଳ୍କିରାମ୍ ଓ ବାବାଙ୍କୁ ଅନନ୍ତ କୋଟି ପ୍ରଣାମ ।🙏🙏🙏🙏🙏❤️❤️🌺🌺👌👌 ସତ୍ୟ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ୍ ସହିତ ପ୍ରଣାମ ।

  • @sambitsamal1759
    @sambitsamal1759 2 года назад +32

    ପିତା ମାତା ଶ୍ରେଷ୍ଠ ଦେବତା 🙏🙏🙏. ବାବା ଙ୍କ କଥା ବହୁତ ଭଲ ଲାଗିଲା. ବାବା ଙ୍କ କଥା ବାସ୍ତବିକ 🙏🙏ଧର୍ମ ଓ କର୍ମ ର ସମନ୍ୱୟ ରୁ ମାନବ ଶ୍ରେଷ୍ଠତା ଲାଭ କରେ.

    • @tulukandi2680
      @tulukandi2680 2 года назад

      ପାଳୁଛ କେତେଜଣ

  • @ggsthitapragyan2119
    @ggsthitapragyan2119 2 года назад +13

    Dibakar Maharaj Ji without your voice my days can't complete 🙏🙏🙏

  • @birajkumarmahanta9666
    @birajkumarmahanta9666 2 года назад +27

    ହିନ୍ଦୁ ମାନଙ୍କୁ କିଏ ସାହା.. ପୋଲିସ ତ ଅଣ ହିନ୍ଦୁ ଙ୍କୁ ସାହାସ୍ୟ କରୁଛି.. ଯୋଡ଼ା ହନୁମାନ ଜୟନ୍ତୀ re

  • @gamingff7017
    @gamingff7017 2 года назад +7

    ଜୟ ଜଗନ୍ନାଥ ଶ୍ରୀ ହରି 🙏🏽🙏🏽🙏🏽
    ସମ୍ପୂର୍ଣ ସତ୍ୟ କାରଣ ଏ ଧର୍ମ ପାଇଁ ହିଁ ସଂସାର ସାର ଯଦି ପାପ ବଢ଼େ ତେବେ ବିନାଶ ସୁନିଶ୍ଚିତ.

  • @prasanjit5119
    @prasanjit5119 2 года назад +18

    ଜୟ ଜଗନ୍ନାଥ 🌹🙏,ଜୟ ପଞ୍ଚସଖା 🌹❤️🙏, ବାବା ଙ୍କୁ ମୋର କୋଟି ପ୍ରଣାମ 🙏,ବାବା,ସତ୍ୟ ଭାଇ ,ଲୋକମାନେ ହିନ୍ଦୁତ୍ୱ କୁ ବୁଝି ନାହାନ୍ତି , ଆଉ ଏ ମାନେ କେବଳ ନିଜେ ବଞ୍ଚିବା ଜାଣନ୍ତି । ଏ ମାନେ କଣ ପ୍ରଭୁ ଶ୍ରୀ ଶ୍ରୀ ସହସ୍ର ବାର ଶ୍ରୀ ପ୍ରଭୁ ଜଗନ୍ନାଥ,ପ୍ରଭୁ ଅଚ୍ୟୁତ ନନ୍ଦ ମହାପୁରୁଷ ଙ୍କୁ ଜାଣି ପାରିବେ🚩🌹🥰🙏,ସେ ଲୋଙ୍କ ଙ୍କ ର ନିଜ ଗୁଣ ଉପରେ ଆଘାତ ବାଜିଛି ତ ସେଥିପାଇଁ ,😀😀🙏🙏 ,ସତ୍ୟ ସନ୍ତାନର ଧର୍ମ ର ଜୟ ହଉ ❤️🚩🥰🌹

  • @jajpurprajna7043
    @jajpurprajna7043 2 года назад +58

    ଇଏତ ଆମର ସୌଭାଗ୍ୟ ଯେ ଆମେ ଏମିତି ଗୁରୁଙ୍କ ପାଖରୁ ଏଇ ଦିବ୍ୟ ବାଣୀ ଶୁଣିବାକୁ ପାଉଛୁ କିନ୍ତୁ କାହିଁକି ଆମର ଲୋକମାନେ ବୁଝୁନାହାନ୍ତି?

    • @prasanjit5119
      @prasanjit5119 2 года назад +6

      ଠିକ୍ କଥା କହିଛନ୍ତି। କିନ୍ତୁ ଏ ଲୋକ ଙ୍କ ମନରେ ଭଗବାନ ଙ୍କ ନିବାସ ନାହିଁ😀😀😂 । ଆମେ କଣ କରିବା 😭। ଜୟ ଜଗନ୍ନାଥ, ଜୟ ପଞ୍ଚସଖା 🌹🥰🙏

    • @anuwarabagam1724
      @anuwarabagam1724 2 года назад +2

      Right✅

    • @tulukandi2680
      @tulukandi2680 2 года назад

      Jay bhai jay heu

    • @sanjaysankara5825
      @sanjaysankara5825 Год назад

      Jaijaganntjaipancasakha

  • @jhasketanbhoi7975
    @jhasketanbhoi7975 2 года назад +6

    ବାବା ପ୍ରଣାମ 🙏🙏 ଆପଣଙ୍କ ର ବକ୍ତବ୍ୟ ବହୁତ ମନମୁଗଧ ସୁନ୍ଦର ଓ ଶ୍ରବଣ ଯୋଗ୍ୟ ଅଟେ।

  • @gyanpatha2348
    @gyanpatha2348 2 года назад +11

    ବାବା Namaskar,, ଆପଣ ମାଳିକା କଥା କହୁଥିବା ଶୈଳୀ କୁ ବହୁତ ଉଚ୍ଚକୋଟୀର ହେଉଛି । ଆଉ କେତେଜଣ ଭଗବାନଙ୍କୁ ବିଶ୍ୱାସ କରୁନଥିବା ଲୋକ ଏଭଳି କଥା କହିବେ,ସେଥିପାଇଁ ଆପଣ ବ୍ୟସ୍ତ ହେବନାହିଁ ।ସେମାନେ ଧନ, ଟଙ୍କା,ଘର, ଗାଡ଼ି କୁ ବିଶ୍ୱାସ କରନ୍ତି । ଏ ସବୁ କଥାକୁ ବିଷ ଭଳି ଲାଗିବ,,କାରଣ ଅନ୍ୟାରେ ଧନ ରଖିଥିବା ସମ୍ପତି କୁଆଡେ ଯିବ କି । ସେମାନେ ଧର୍ମ ଶାସ୍ତ୍ର କିଛି ଜାଣନ୍ତି ନାହିଁ କି ମାଳିକା ବିଷୟରେ କଣ କହିବେ ,,ସେମାନେ ଆଖି ବୁଜି କ୍ଷୀର ପିଉଛନ୍ତି ।

  • @jajpurprajna7043
    @jajpurprajna7043 2 года назад +36

    ସମସ୍ତେ ବୁଝିବେନି ବାବା
    ମାଳିକାରେ ତ ଲେଖାଅଛି
    ଏଇ ଅମୃତ ରସକୁ ସମସ୍ତେ ପାନ କରିପାରିବେନି

    • @ganeshsahu4917
      @ganeshsahu4917 2 года назад +1

      Right

    • @madanmishra9916
      @madanmishra9916 2 года назад +2

      Right 👍👍👍👍

    • @zeemelodyy
      @zeemelodyy 2 года назад

      କଳ୍କୀ , ଜଗନ୍ନାଥ , ଆମ ଗାଁ ରେ ଗୋଟେ ପିଲା କପାଳ ଦେଖି ସବୁ କହି ପାରୁଚି ଏବଂ ତା ଉପରକୁ ବିଷ୍ଣୁ , ନରସିଂହ , ଶିବ ଏବଂ ସବୁ ଦେବା ଦେବୀ ଆସୁଛନ୍ତି । ସେ ପିଲା ସବୁ ସତ କହୁଛି ଏବଂ ଅତୀତ ଭବିଷ୍ୟତ କହୁଛି । କଳିଯୁଗ ଶେଷ କେବେ ହେବ ସେ କଥା ଓ ଯାହାର ଘରେ ଅସୁବିଧା ବି ହେଉଛି କେଉଁ ଖରାପ ଶକ୍ତି ପ୍ରଭାବରେ ସବୁ କିଛି ସମାଧାନ କରୁଛନ୍ତି । ବାଲେଶ୍ବର ଜିଲ୍ଲା ରେ ଖଇରା ବ୍ଲକ୍ । ମୋବାଇଲ୍ - 9937067807
      ସବୁଠି ଟଙ୍କା ଦେବାକୁ ହୁଏ କିନ୍ତୁ ଏଠି ( ଭକ୍ତି ) ଚାହୁଛନ୍ତି

  • @sibaprasaddas427
    @sibaprasaddas427 2 года назад +27

    ବିଶ୍ଵାସ ଏବଂ ଅନୁଭବ ଥିଲେ ବୁଝିପାରି ଵେ। ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @bhaiteravlogbala
    @bhaiteravlogbala 2 года назад +22

    ମୋ ପାଖରେ ଛଇଆଳୀଷି ପଟଳ ମଧ୍ୟ ଅଛି ମୁଁ ପଢିଚି ସବୁଠୁ ମୋତେ ଭଲ ଲାଗେ ଗୋଲ ହାଟ କଥା ବହୁତ୍ ତତ୍ତ୍ଵ ପୂର୍ଣ୍ଣ ବିଷୟ ତତ୍ତ୍ଵ ଜାଣିଲେ ତୁଟେ ଭ୍ରାନ୍ତି।

  • @manasranjanmanasranjan861
    @manasranjanmanasranjan861 2 года назад +8

    ସତ୍ୟ ଭାଇ ପ୍ରଣାମ
    ବାବା ଦିବାକର ପ୍ରଣାମ
    ଆପଣମାନେ କାହା କଥା ଶୁଣନ୍ତୁ ନାହିଁ ମାଳିକା ପ୍ରଚାର ପ୍ରସାର ପଥରେ ଆଗେଇ ଚାଲନ୍ତୁ ଆମ୍ଭେମାନେ ଆପଣଙ୍କ ସାଥିରେ ଅଛୁ

  • @dilippanda5473
    @dilippanda5473 2 года назад +8

    ଆଜିର episode ବହୁତ ଶିକ୍ଷଣୀୟ ଅଟେ.
    ଆପଣଙ୍କ ପ୍ରଚେଷ୍ଟା ସ୍ଵାଗତ ଯୋଗ୍ୟ.
    ଜୟ ଜଗନ୍ନାଥ 🙏🙏

  • @borunsmi143
    @borunsmi143 2 года назад +12

    ବାବା କିଛି ଟା ଧର୍ମ ଅଛି ବୋଲି ପୃଥିବୀ ଅଛି ଏବଂ ଆମ୍ଭେମାନେ ବଞ୍ଚିଛୁ । ନ ହେଲେ କରୋନା ଭଳି ମହାମାରୀରେ ସମସ୍ତେ ସଫା ହେଇଥାନ୍ତୁ ।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ...
    ଜଗନ୍ନାଥ ପୃଥିବୀର ସମସ୍ତଙ୍କୁ ସଦ୍ ବୁଦ୍ଧି ଦିଅ ହେ କଳା ଠାକୁର ।
    ମୋବାଇଲ 4Gରେ କୋରନା 5G ହେଲେ ପୃଥିବୀର କଣ ହବ । କଳିଯୁଗରେ ବିଜ୍ଞାନ ହିଁ ସୃଷ୍ଟିକୁ ବିନାସ କରିବ ୧୦୦%ସତ ।
    କରି କରାଉ ଥାଏ ସେହି ;
    ତା ବିନା ଆଉକେହିନାହିଁ ।।
    କିନ୍ତୁ କେହି ବୁଝି ପାରନ୍ତିନି କେତେ ବେଳେ କେମିତି କେଉଁ ପ୍ରକାରେ କଣ ହେବ ; ବୁଝି ପାରିଲା ବଳକୁ କିଛି ନଥିବ । ବେଳ ଥାଇ ସମସ୍ତେ ସୁଧୁରି ଯାଅ ,
    ବିଜ୍ଞାନ ନିଜର ଭୂଲକୁ ନିଜେ ସ୍ୱକାର କରିବ ନାହିଁ କିନ୍ତୁ ଆପଣ ଯେଉଁ ମହା ପୁରୁଷଙ୍କ ମାଳିକାର ଲେଖାଟି ସଚେତନତା ଉଦ୍ୟମ କରୁଛନ୍ତି ତାହାକୁ ଲୋକମାନେ ମିଥ୍ୟା କରିବେ ।
    ଜୟ ଜଗନ୍ନାଥ.......
    ଜୟ ପଞ୍ଚସଖା....
    ମୁଁ ଅଧମ ଅଗ୍ୟାନି କିଛି ନ ଜାଣି ଲେଖାଟି ଲେଖିଛି ।
    ଯଦି ଓ ଭୁଲ ଲେଖିଥାଏ ତାହାହେଲେ କ୍ଷମା ପ୍ରାର୍ଥନା କରୁଛି।

  • @rudrakumar5966
    @rudrakumar5966 2 года назад +21

    ବାବା ଆପଣଙ୍କ ର କଥା ୧୦୦% ସତ 🙏🙏🙏🙏

  • @suryakanta7282
    @suryakanta7282 2 года назад +4

    ଶ୍ରୀଗୁରୁ ଦିବାକର ମହାରାଜ ସତ୍ୟ ଭାଇ ଆପଣମାନଙ୍କୁ ଅନ୍ତରରୁ ପ୍ରଣାମ🙏🙏
    🙏କହଇ ଜଗନ୍ନାଥ ଦାସ
    ମୂଳଟି ଅଟଇ ବିଶ୍ୱାସ🙏
    ଯିଏ cmnt ଦେଇଛନ୍ତି ସେ ଭାଇ ଙ୍କୁ କହୁଛି ଭାଇ ବିଶ୍ଵାସ କର ଏହା ହିଁ ସତ୍ୟ,,,,,
    🙏ଜୟ ଜଗନ୍ନାଥ ସ୍ୱାମୀ🙏

  • @dilaswarmeherghasian5484
    @dilaswarmeherghasian5484 2 года назад +2

    BAHUTVALKATHA🗣☝🙏🙏🙏🙏👏👏👏👏👏🙏🙏☝

  • @shyambandhudas99
    @shyambandhudas99 2 года назад +3

    ପ୍ରଣାମ ବାବା 🙏ବହୁତ ସୁନ୍ଦର ସମାଧାନ 🙏ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା 🙏

  • @hemantakumarmohanty849
    @hemantakumarmohanty849 2 года назад +7

    ବାବା ପ୍ରଣାମ ,ଜୟ ଜଗନ୍ନାଥ, ବାବାଙ୍କ ଆପଣଙ୍କ ମତାମତ କୁ ବହୁତ ବହୁତ ଧନ୍ୟବାଦ

    • @zeemelodyy
      @zeemelodyy 2 года назад

      କଳ୍କୀ , ଜଗନ୍ନାଥ , ଆମ ଗାଁ ରେ ଗୋଟେ ପିଲା କପାଳ ଦେଖି ସବୁ କହି ପାରୁଚି ଏବଂ ତା ଉପରକୁ ବିଷ୍ଣୁ , ନରସିଂହ , ଶିବ ଏବଂ ସବୁ ଦେବା ଦେବୀ ଆସୁଛନ୍ତି । ସେ ପିଲା ସବୁ ସତ କହୁଛି ଏବଂ ଅତୀତ ଭବିଷ୍ୟତ କହୁଛି । କଳିଯୁଗ ଶେଷ କେବେ ହେବ ସେ କଥା ଓ ଯାହାର ଘରେ ଅସୁବିଧା ବି ହେଉଛି କେଉଁ ଖରାପ ଶକ୍ତି ପ୍ରଭାବରେ ସବୁ କିଛି ସମାଧାନ କରୁଛନ୍ତି । ବାଲେଶ୍ବର ଜିଲ୍ଲା ରେ ଖଇରା ବ୍ଲକ୍ । ମୋବାଇଲ୍ - 9937067807
      ସବୁଠି ଟଙ୍କା ଦେବାକୁ ହୁଏ କିନ୍ତୁ ଏଠି ( ଭକ୍ତି ) ଚାହୁଛନ୍ତି

  • @mrutyunjayasadangi3501
    @mrutyunjayasadangi3501 2 года назад +9

    ସତ୍ୟ ଭାଇ ଗଞ୍ଜାମ ବିଷୟରେ କିଛି କୁହନ୍ତୁ ଦିବାକର ବାବା ଙ୍କ ଠୁ, ଜୟ ଜଗନ୍ନାଥ 🙏

    • @akshayakumar7631
      @akshayakumar7631 2 года назад +1

      ri8...vai....au berhampur bisaya re....kahile...auri vala...🚩🚩🚩🚩❤️❤️

  • @rushimalatritharushikulyap7607
    @rushimalatritharushikulyap7607 Год назад +1

    ଜୟ ଜଗନ୍ନାଥ ଦିବାକର ବାବା
    ଜୟ ଜଗନ୍ନାଥ ସତ୍ୟ ଭାଈ
    ବାବା ଉଚିତ୍ ଜବାବ ରଖଛନ୍ତି
    ଜୟ ଋଷିମାଳ

  • @urmilasenapati3106
    @urmilasenapati3106 2 года назад +7

    ଜୟ 🙏🙏🙏🙏ଜଗନ୍ନାଥ ଜୟ ଦିବାକର ମହାରାଜ ଆପଣଙ୍କୁ ମୋର🙏

  • @sudhanshusipu8348
    @sudhanshusipu8348 2 года назад +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ,,,, ଜୟ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ର ଜୟ ,ଜୟ ପଞ୍ଚସଖା ଜୟ କଳ୍କୀ ରାମ ଙ୍କ ର ଜୟ ,,,,💐💐💐💐💐💐

  • @gyanpatha2348
    @gyanpatha2348 2 года назад +5

    ଦିବ୍ୟ କର ବାବାଙ୍କୁ saran ,, ଏହା ସମ୍ପୂର୍ଣ୍ଣ ସତ୍ୟ ବଚନ,,ଯିଏ ମଦ ପିଇବ ସେ କ୍ଷୀର କଥା କଣ କହିବ ।କଙ୍କଡା କୁ ଗୋଳିଆ ପାଣି ରେ ରହିଥାଏ । ପରିସ୍କାର ପାଣି ରେ ରହିପାରିବ ନାହିଁ ,ସେଭଳି ମାଳିକା କଥା ର ବିଚାର,,,,,,,,,,ଜୟ ଅଚ୍ୟୁତ ,,ଜୟ ପଞ୍ଚସଖା,,,,,।

  • @narayanrout3449
    @narayanrout3449 2 года назад +8

    ଜଉମାନେ ଅଜଥା କମେଟେ ଲେଖୁଛନ୍ତି ସେମାନେ କାଳିମା ବିଷୟ ଅଧୀକାଜାଣୀଛନ୍ତୀ ସେମାନେ ଗୀତା ଭାଗବତକୁ ବୀଶ୍ଵାଶ କରନ୍ତୀନାହ ଅଷ୍ଟଟ ଗୁଜରୀ କଣ ସେମାନେ ଜାଣୀବେ କଣ?

  • @sibaguru5439
    @sibaguru5439 2 года назад +6

    ବାବା ପ୍ରଣାମ 🙏 ଯାହା ନ ହେବ ବାଳ କାଳେ ତାହା କି ହେବ ପାକଳ କାଳେ, ଆମକୁ ନିଜ ଧର୍ମ କୁ ସମ୍ମାନ କରିବା ଦରକାର, ସର୍ବପୂରାତନ ଧର୍ମ କୁ ସନାତନ ଧର୍ମ କୁ ଜାଣିବା ଦରକାର , ଜୟ ଜଗନ୍ନାଥ🙏🙏🙏🙏🙏 ଜୟ ପଞ୍ଚସଖା🙏🙏🙏🙏🙏🙏

  • @bharatcultureworld1235
    @bharatcultureworld1235 2 года назад +2

    ସତ୍ୟ ସନାତନ ଧର୍ମ ର ଜୟ ହେଉ
    ବାବା ଓ ଆପଣ ଙ୍କୁ ପ୍ରଣାମ

  • @rabipattnaik250
    @rabipattnaik250 2 года назад +6

    Namaste Dibakar Sir 🙏🙏
    You continue your voice after learning Prabhu Achuta future Malika... 🙏 You are great for us...

  • @abhimanyumahalik1623
    @abhimanyumahalik1623 2 года назад +4

    ଜୟ୍ ଜଗନ୍ନାଥ।ସତ୍ଯ ଭାଇ ଓ ଦିବାକର ବାବା ଙ୍କୁ ପ୍ରଣାମ ଓ ବହୁତ ଧନ୍ଯବାଦ।ସତ୍ଯ ଭାଇ ଙ୍କୁ ଅନୁେରାଧ କି ଆପଣ କାହାରି ଏହି ଭଳି commentଦେଖନ୍ତୁ ନାହିଁ ,କାରଣ ଯାହା ର ଯେଉଁ ଭଳି ଅନୁଭବ ସେମାନେ ସେହି ଭଳି comment କରିବେ।ଏହି ଭଳିcomment ଦେଖିଲେ ଭବିଷ୍ଯତ ରେ ହୁଏତ ବିବାଦିୟ ପରିସ୍ତିତି ସ୍ରୁଷ୍ଟି ହୋଇ ପାରେ।ତେଣୁ ଯେଉଁ ଲୋକ ମାନେ ମାଳିକା ଓ ଧର୍ମ ବିଷୟ ରେ ଜାଣିବା ପାଇଁ comment କରୁଛନ୍ତି ତାହା କୁ ଦେଖିଲେ ଆହୁରି ଅଧିକ କିଛି ଜାଣି ହୁଅନ୍ତା। ଜୟ ଜଗନ୍ନାଥ...... ଜୟ ପଞ୍ଚସଖା।

  • @achyutasrichandansutar6865
    @achyutasrichandansutar6865 2 года назад +3

    କହଇ ଭୀମ ଅରକ୍ଷିତ ସଂଭାଳି ଥାଅ ସାଧୁସନ୍ଥ ବେଳ ଆସୁଛି ଅଚୁତ ଶରଣଂ🙏👏👏🙏🙏

  • @satyajitnayak9565
    @satyajitnayak9565 Год назад +1

    ଜୟ ଜଗନ୍ନାଥ 🙏🙏🙏 ମୁଁ ଆପଣଙ୍କ ଭିଡିଓ ଦେଖେ ବହୁତ କିଛି ଶିଖେ ମଧ୍ୟ , ଧର୍ମ କୁ ରକ୍ଷା କଲେ ସିନା ଧର୍ମ ଆମକୁ ରକ୍ଷା କରିବ। ଜୟ ପଞ୍ଚସଖା 🙏🙏🙏

  • @jajpurprajna7043
    @jajpurprajna7043 2 года назад +8

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🏻🙏🏻🙏🏻🙏🏻🙏🏻🙏🏻

  • @benudharsenapati753
    @benudharsenapati753 2 года назад +3

    ଓଁ ଶ୍ରୀ ଶ୍ରୀ ବାବାଙ୍କ ଶ୍ରୀ ଚରଣେ ଅଶେଷ ପ୍ରଣାମ । ଧନ୍ୟବାଦ୍ ସତ୍ୟଵାଵୁ,ଆଜିର ଆଲୋଚନାଟି ଶୁଣି ମୁଁ ବହୁତ ଆନନ୍ଦ ଅନୁଭବ କରୁଛି । ଜୟ ଜଗନ୍ନାଥ । ଜୟ ପଞ୍ଚସଖା । ହରି ଓଁ ତତ୍ ସତ୍ ।

  • @biswajitnaik7337
    @biswajitnaik7337 2 года назад +6

    ଜୟ ଜଗନ୍ନାଥ ସ୍ବାମୀ ଜୟ ପଞ୍ଚସଖା 🙏🙏🙏

  • @tulukandi2680
    @tulukandi2680 2 года назад +1

    ଦିଵାକରଵାଵା କାଳିଆ ଠାକୁର ମା ଶାରୋଳା ଆପଣ ଙ୍କ ଗଳାରେ ଅଛନ୍ତି କୋଟି କୋଟି ଦଣ୍ଡବତ ଯୟ ଯୟ ଯୟ ହେଉ ପ୍ରୁଥିବିରୁ କାଳ ଭୟ ଦୁରହେଉ

  • @shashikantmahakud3930
    @shashikantmahakud3930 2 года назад +3

    ଯା ହଉ ଏମିତି କିଛି କମେଣ୍ଟ ଦ୍ଵାରା ଆମେ କିଛି ନୂଆ ତଥ୍ୟ ବି ପାଉଛୁ 🙏🙏

  • @dilaswarmeherghasian5484
    @dilaswarmeherghasian5484 2 года назад +1

    BABAKU--SAT--SAT-PRNAM🙏🙏🙏JAHAKAHUCNTI-SABUSATAATE👏☝🙏🙏🙏🙏🙏🙏🙏🙏🙏🙏🙏

  • @m.santosh7308
    @m.santosh7308 2 года назад +5

    ମାଳିକା କୁ ଚିନ୍ହିଲେ ଜଗନ୍ନାଥ ପାଇବେ.ମଠ କୁ ଚିନ୍ହିଲେ ମାତୃଭୂମି ପାଇବେ.

  • @gourangpanda7884
    @gourangpanda7884 11 месяцев назад

    Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻

  • @asishmishra3162
    @asishmishra3162 2 года назад +17

    ❤️ବାବା ଙ୍କ କଥା ମନକୁ ପାଇଗଲା ❤️

  • @aryavartbharatodia9919
    @aryavartbharatodia9919 2 года назад +2

    ହିନ୍ଦୁ ଜାଗେ ଆଜି ସିନ୍ଦୁ ଜାଗେ ଧମନୀ ରେ ରକ୍ତ ର ବିନ୍ଦୁ ଜାଗେ ଜାଗୃତି ର ନବ ସୂର୍ଯ୍ୟୋଦୟ ଲକ୍ଷ୍ୟ ତରୁଣ ପ୍ରାଣ ବିନ୍ଦୁ ମାଗେ 🚩🚩 ଜୟତୁ ଜୟତୁ ଜୟତୁ ହିନ୍ଦୁରାଷ୍ଟ୍ରମ୍ 🚩🚩

  • @santoshsenapati3579
    @santoshsenapati3579 2 года назад +4

    Jay Jagannath swami🙏🙏. Jay panchasakha🙏🙏. Baba 100%sata kahichanti... Thank you satya babu🙏🙏

  • @sureshdalai1386
    @sureshdalai1386 2 года назад

    Baba aapnanku hrudayaru pranam
    Aapananku anurodha emiti aama mananku digdarsana theuthantu
    Samaj tatha manusya jatira unnti heu
    God bless you thanks

  • @mahendrabehera5214
    @mahendrabehera5214 2 года назад +6

    ଦିବାକର ବାବାଙ୍କୁ ମୋର 🙏🙏 ସତ୍ୟବାବକୁ ମୋର 🙏🙏 ଜୟ ଜଗନ୍ନାଥ 🙏🙏🙏

  • @sonalirout701
    @sonalirout701 2 года назад +2

    Malika sata, bhagawan sata .baba aapana nka Malika bartta aau Satya Bhai nka chesta nischinta panchiba samasta nkara pakhare.jay shree Radhe radhe

  • @saratchandrabag2532
    @saratchandrabag2532 2 года назад +9

    ଅସତ୍ୟ ଯୁଗରେ ସତ୍ୟ ଭଂଜ
    ମାଳିକା ଭକ୍ତଂକୁ କଲେ ଖୋଜ
    ମାଳିକା ବଚନ ଥରେ ହେଜ
    ଏକା ହରି ନାମ ହୃଦେ ଭଜ ।।

  • @ranjanmishra212
    @ranjanmishra212 2 года назад +2

    ମାଳିକା ସତ୍ୟ ବାବା କିଛି ଲୋକ ବିଶ୍ୱାସ କରିବେ ନାହିଁ ଆପଣ କହିବା ଅନୁସାରେ ସବୁ କିଛି ହେବ ସମୟ ଆସିଲେ ହେବ ଆପଣ କୁ ମୋର 🙏🙏🙏

  • @bhaiteravlogbala
    @bhaiteravlogbala 2 года назад +4

    ମୁଁ ଏବେ ନୁହେଁ ମାଳିକା ବିଷୟରେ ଦୁଇ ହଜାର ଏଗାର ମସିହାରୁ ଜାଣିଛୁ ପଢ଼ୁଛି

  • @manoranjansenapati3394
    @manoranjansenapati3394 2 года назад +2

    Pranam baba. Jai Jagannath. Jai panchasakha Malika Satya sanatan dharma coming soon all over the world

  • @g.rabisankarreddy2098
    @g.rabisankarreddy2098 2 года назад +4

    ଜୟ ଜଗନ୍ନାଥ, ତ୍ରାହି ଅଚ୍ୟୁତ।

  • @rjrakesh1794
    @rjrakesh1794 2 года назад +1

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🛐🛐🛐🚩🚩🚩🌼🌼🌼🌼🌼

  • @sunilpanda9290
    @sunilpanda9290 2 года назад +3

    ସତ୍ୟବାବୁ ଧନ୍ୟବାଦ 🙏

  • @susantasenapatisen4524
    @susantasenapatisen4524 2 года назад +2

    ॐ ଜୟ ଅଚ୍ୟୁତାନନ୍ଦଙ୍କ କଥା ସତ୍ୟ ସତ୍ୟ ସତ୍ୟ କେବେ ଟଳିବ ନାହିଁ ଜୟ ଜଗନ୍ନାଥ କି ଜୟ

  • @manaskumarsahoo5521
    @manaskumarsahoo5521 2 года назад +3

    Baba Pranam, aji ra episode khub sundar lagila..

  • @santoshacharya5884
    @santoshacharya5884 2 года назад

    ବାବାଙ୍କ ସାଥିରେ ଯୋଗାଯୋଗ କରିବା ନମ୍ବର ମିଳିବ କୀ,,, ଜୟ ଜଗନ୍ନାଥ,,, ଜୟ ପଞ୍ଚ ସଖା 🙏🙏🙏

  • @jajpurprajna7043
    @jajpurprajna7043 2 года назад +8

    ଭାବ କୁ ନିକଟ ଅଭାବକୁ ଦୂର

  • @Deepak7D
    @Deepak7D 2 года назад +2

    Baba nka katha bahut bhala...bahut Katha sikhibaku miluchi.🙏🕉️🕉️🛕🛕🌼🌼🌼🌼

  • @bhaiteravlogbala
    @bhaiteravlogbala 2 года назад +3

    ମୋ ପାଖରେ ଶିବକଳ୍ପ ଗ୍ରନ୍ଥ ଅଛି ମୁଁ ପଢ଼ିଚି ।

  • @SashankaSekharPatel00
    @SashankaSekharPatel00 2 года назад +2

    ବହୁତ ସୁନ୍ଦର କଥା 🙏🙏 ଜୟ ସନାତନ ଜୟ କଳ୍କୀ 🙏🙏

  • @allhindisongsahs580
    @allhindisongsahs580 2 года назад +5

    ବେଣୁ ବାବା ଙ୍କ ପାଖକୁ ଥରେ ଜା ଆନ୍ତୁ

  • @manju8149
    @manju8149 2 года назад +1

    Ap ko pranaam diwakar baba ap ki har katha hamein bhagwaan ki amrit bani jaisi lagti hai🙏

  • @tapankumar6936
    @tapankumar6936 2 года назад +1

    Achuta saranam babanka charanatale pranama

  • @Rrr69385
    @Rrr69385 2 года назад +2

    ଆଜ୍ଞା ମୋର ଅବସ୍ଥା ବି ଠିକ୍ ଏପରି ଘରଠାରୁ ନେଇକି ଗାଁ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ।

  • @ankitang9685
    @ankitang9685 2 года назад +1

    🌺🙏ବାବା ଏଥର ସତ୍ୟଯୁଗ ଆରମ୍ଭ ହୋଇଗଲା ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🌺

  • @seemapatra9773
    @seemapatra9773 2 года назад

    Jayjagannathswamigurujikotipranam🙏🙏🙏

  • @pradipnayak9300
    @pradipnayak9300 2 года назад

    ଜୟ ଜଗନ୍ନାଥ ପ୍ରଣାମ ବାବା ପ୍ରଣାମ ସତ୍ୟ ଭାଇ ଆପଣଙ୍କ ପ୍ରଶ୍ନ ଉତ୍ତର ବହୁତ ଭଲ ଲାଗିଲା,🙏🙏🙏🙏🙏

  • @suchitrapaital5389
    @suchitrapaital5389 2 года назад

    ବାବା ଜୟ ଜଗନ୍ନାଥ ଆପଣଙ୍କୁ ନମସ୍କାର ସତ୍ଯ ଵାଵୁ ଆପଣାଙ୍କୁ ଧନ୍ଯବାଦ

  • @dwitiyabarik7870
    @dwitiyabarik7870 2 года назад

    Satya satya satya Malika Malika hin satasatika
    Balmikinkara Ramayana jemiti
    Panchasakhankara Malika semiti
    Shree Achyuta sharanam
    Shree Jagannatha saranam
    Jaya Panchasakha

  • @ranjtiajene6713
    @ranjtiajene6713 2 года назад

    ଜୟ ଜନ୍ନାଥ ସେ ବାବା ସବୁ ସତ କହୁଛନ୍ତି ମାଳିକା କଥାକୁ ମତେ ବହୁତ୍ ଭଲ ଲାଗୁଛି ଓ କିଛି ଭଲ ଓ ସତ ମୁଁ ଶୁଣୁଛି ଓ ଶୁଣି ମୁଁ ନିଜକୁ ଧନୁ ମନ କରୁଛି

  • @smilesatyajit4335
    @smilesatyajit4335 2 года назад

    Baba nku mora pranam 🙏🙏🙏 ama juba samaj apananka saha achhi.....ame sanatana dharma ra sada sarbada rakhya karibu... Amaku agaku jibaku aasirbad karantu baba 🙏🙏🙏

  • @santoshkumarmoharana7754
    @santoshkumarmoharana7754 2 года назад

    Baba mora pranap grahana karantu.jay jagannath,Jay panchasakha

  • @trinathbarik5841
    @trinathbarik5841 2 года назад +2

    ବାବା ନମସ୍କାର ସତ୍ୟବାବୁ ନମସ୍କାର ଆପଣ କହୁ ଥିବା ମାଳିକା ନିରାଟ ସତ୍ୟ କଥା , ମୁଁଏବେ ମାଳିକା ବନିତ ଭୁଲି ଯାଉଛି , ସମସ୍ତ ଙ୍କୁ shera କରୁଛି କରୁଛି

  • @ankitang9685
    @ankitang9685 2 года назад +2

    ବାବା ଆପଣ ଯୋଉ କଥା କହୁଛନ୍ତି ସବୁ ଠିକ୍ ଆଉ ସତ🙏🌺🌺

    • @ganeshsahu4917
      @ganeshsahu4917 2 года назад

      Right

    • @ankitang9685
      @ankitang9685 2 года назад

      @@ganeshsahu4917 🌺🙏ଏଥର ସତ୍ୟଯୁଗ ଆରମ୍ଭ ହୋଇଗଲା ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🌺

  • @sambitsamal1759
    @sambitsamal1759 2 года назад +2

    ଆଜି ର ସମାଜ ରେ ଯେଉଁ ଠାରେ ନାଚ ଗୀତ ହେଉଛି ବା କେଉଁଠି ମାଡ଼ଗୋଳ ହେଉଛି ସେଠାରେ ସହସ୍ର ଲାକ ମାତ୍ର ଯେଉଁଠlରେ ସତସଙ୍ଗ ପ୍ରବଚନ ହେଉଛି ସେଠି କେବଳ ବୃଦ୍ଧ ଲୋକ 2/4 ଜଣ ମାତ୍ର ଆଉ ଯିଏ ଧର୍ମ ମାର୍ଗ ରେ ଯାଉଛି ତାକୁ ଥଟ୍ଟା କରାଯାଉଛି 😔😔😔 ଜୟ ଜଗନ୍ନାଥ 🙏🙏🙏🌹🌹

  • @rudrapratapsahoo4459
    @rudrapratapsahoo4459 2 года назад +1

    ଜୟ ଜଗନ୍ନାଥ ବାବା

  • @dhirenkumardas2799
    @dhirenkumardas2799 2 года назад

    ଆଜିକାଲି ଦୁନିଆ ଯାହା ହେଲାଣି , ମାଳିକାକୁ ବିଶ୍ୱାସ କରିବା ଉଚିତ ଏବଂ ଆଧ୍ୟାତ୍ମିକବାଦୀ ହେବ ଉଚିତ ।

  • @samirsethi3803
    @samirsethi3803 2 года назад +1

    ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍

  • @GatikrushnaBhaktisangita
    @GatikrushnaBhaktisangita 2 года назад

    ଜୟ ଜଗନ୍ନାଥ ଜୟ ପଞ୍ଚଶଖା ସାର ଆପଣ କାହାକଥାରେ ଅହରୀ ଯିବେ ନାହିଁ, ଆପଣ ମାଳିକା ଉପରେ କହି ଚାଲନ୍ତୁ ଆମେ ଆପଣଙ୍କୁ ଅନେଇ ବସିଛୁ ଆଜିର ଯୁଗରେ ୧୦୦ଜଣରୁ୫ଜଣ ଏହି କଥା ବୁଝି ପାରିବେ, ଅତି ସୁନ୍ଦର ଆଲୋଚନା ସାର ଅମୃତ ଯେ ପାନ କରିଛି ସେ ତା ମଜା ପାଇଛି, ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @sachitraswain2299
    @sachitraswain2299 2 года назад +1

    Mallika Bachman Sampurna Satya babanku mora pranam

  • @aparajitaacharya5320
    @aparajitaacharya5320 2 года назад

    jay jaganatha Baba pranama koti koti dhanya bad ahuri vala Katha subantu sabubele

  • @khyamabehera2382
    @khyamabehera2382 2 года назад +2

    Baba koti pranam satya malika jay jagarnath khyama koribo baba bhul bujhithili

  • @sunitadas7782
    @sunitadas7782 2 года назад

    Baba apanaku dhanyabad amaku malika katha janeithibaru mu bapankatharu malika katha aunichu au sata hauchi dharma rastare jiba sabubele mu cuttak ru kahuchi jai jaganath 🙏🙏🙏

  • @sudarsanbastia8153
    @sudarsanbastia8153 2 года назад

    Jay jagannatha. Jay panchasakha. Tamari Icha purna heu.ananta koti pranam. Puriru.jagannath dhamaru. 😚

  • @basantinayak5912
    @basantinayak5912 2 года назад

    ଭକ୍ତିପୂତ ଭୂମିଷ୍ଠ ପ୍ରଣାମ ବାବା, ସାଧନାରତ, ମାଳିକା ବିଶାରଦ, ଅଗାଧ ଜ୍ଞାନ ଧାରୀ ପରମ ପୂଜ୍ୟ ଦିବାକର ବାବା ଆମ ସମାଜକୁ ଦେଉଥିବା ଉପଦେଶ ତଥା ଆମ ଜୀବନକୁ ସୁମାର୍ଗରେ ପରିଚାଳିତ କରୁଥିବାରୁ ବାବାଙ୍କୁ କୋଟି କୋଟି ପ୍ରଣାମ 🌳👏👏👏💐👏👏👏🌳

  • @block_0792
    @block_0792 2 года назад

    Jai jagannath 🙏🏻🙏🏻🙏🏻
    Baba jou pila gharo chadi bahare rahuchi, sie kemiti Bapa,maa nku
    Seva kariba, plz tike bujei debe,

  • @naturegamer2115
    @naturegamer2115 2 года назад

    Baba apana pancha sakha nkara abatara jai Jagannath

  • @adityarathvlog1
    @adityarathvlog1 2 года назад +1

    Baba apananku pranam Satya bhai apananku dhanyawad

  • @baboolrudrababoolrudra8357
    @baboolrudrababoolrudra8357 Год назад +1

    🙏ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏

  • @akashbiswal-uc5ho
    @akashbiswal-uc5ho Год назад

    ❤Jay Jagannath ❤Jay shree Ram ❤Jay panchasakha ❤ Guru pranam ❤

  • @daitarymahalik1707
    @daitarymahalik1707 Год назад

    Jay Jagannatha jay pancha sakha🌹🌹🌹🌹🌹🌹🌹🌹🌹🌹🌹🙏

  • @biswajitnayak9110
    @biswajitnayak9110 2 года назад

    Baba mora apana nku pranaam 🙏Bahut bhala Lage apana nka ra episode sabu mu sabu bele dekhe mu bahut bhala paye malika ku au Malika ra samasta nka episode mu dekhe madya malika 100% sata katha malika re jaha lekha achi ghati chalichi au madya ghatiba mate apana nka katha bahut bhala Lage

  • @m.santosh7308
    @m.santosh7308 2 года назад +1

    Jai jagannth

  • @binodsethi6302
    @binodsethi6302 2 года назад +1

    ବାବା ଧନ୍ଯବାଦ ଆଉ ଆପଣ ମହାନ