Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ ବହୁତ ଧନ୍ୟବାଦ ସାର 🙏❤️🙏
ଧନ୍ୟବାଦ୍ ସାର୍ 🙏🏻🙏🏻
ରାମଙ୍କ ଆଦେଶରେ ଲକ୍ଷ୍ମଣ ସୀତାଙ୍କୁ ଭାଗିରଥି ନଦୀ କୂଳରେ ଛାଡ଼ି ଆସିଲେ।ଏହି ଅବସରରେ ପ୍ରକୃତି କ୍ଷେତ୍ରରେ ବହୁତ ପରିବର୍ତ୍ତନ ଘଟିଛି। ଏତିକିବେଳେ ରାମ ଗୋଟିଏ ପ୍ରଶସ୍ତ ପ୍ରାଙ୍ଗଣରେ ଏକା ବସି ରାଜାର ଅଧିକାର କଥା ଭାବି ସେ ଭାବୁଥିଲେ ରାଜ ଅଧିକାର ଅଟେ ବ୍ୟାଜ ମହାଦାଶତ୍ବର।ସେ ରାଜାର ଧର୍ମ ସଂପର୍କରେ ଭାବୁଥିଲେ।
ଆମ ଜହ୍ନମାମୁଁ ସରଗ ଶଶୀଭାରତ ସହିତ ସମ୍ପର୍କ ବେଶିବିକ୍ରମ ଯାଇଛି ମାମୁଁ ଘରକୁବୁଲିବ ସେଠାରେ ମନ ଇଛାକୁପ୍ରଜ୍ଞାନ ଯାଇଛି ସାଙ୍ଗରେ ତା'ରଫଟୋ ଉଠେଇବ ଥରକୁ ଥରମାମୁଁ ଘରେ ମାଇଁ ଅଛି କି ନାହିଁଖବର ବୁଝିବେ ସେ ଦୁଇ ଭାଇଜଣେ ବୁଦ୍ଧିଆକୁ ଜଣେ ବଳୁଆପ୍ରଜ୍ଞାନ-ବିକ୍ରମ ଜଗା ବଳିଆବୁଲିବେ ମାମୁଁଙ୍କ ଘର ଦୁଆରବାରି ବଗିଚା କି ଅଛି ସେଠାରକଠିନ ମାଟି କି ଅବା ନରମଜଳବାୟୁ ଥଣ୍ଡା କିବା ଗରମଠେକୁଆ ଅଛି କି ମାମୁଁଙ୍କ ଘରେଅବା କେଉଁ ଜୀବ ଅଛି ସେଠାରେମାଟି ତଳେ ମାମୁଁ ରଖିଛ କିସସୁନା, ହୀରା, ଲୀଳା ଅବା ପିୟୂଷଭଣଜା ହାତରେ ଦେବ ପଠାଇସାଙ୍ଗରେ ତ ଗାଡ଼ି ନେଇଛି ସେହିତମ ପଟେ ଖରା, ବରଷା, ଶୀତଏବେ କୋଉ ପାଗ କହି ଦେବ ତବୋଉ ଏଠି ଅଛି ତୁମେ ସେଠାରେଭଲ ମାମୁଁ ତମେ ଏତେ ଦୂରରେଜହ୍ନମାମୁଁ ବୋଲି ହୁରି ପଡୁଛିଭଣଜାକୁ ଛାଡି ମାମୁଁ ବୁଲୁଛିପଚାରୁନି ପୁଅ କେମିତି ଅଛଭଉଣୀ କଥା ତ ଭୁଲି ଯାଇଛଦୁହିତା ସମ୍ପତ୍ତି ଭାଗ ବୋଉରଚନ୍ଦ୍ର ମଣ୍ଡଳ ତ ଆମ ଅଜାରସେକଥା ତୁମେ କି ପାଶୋରି ଅଛଭଣଜାମାନଙ୍କୁ ଭୁଲି ଯାଇଛଆମେ ଭୁଲି ନାହୁଁ ମାମୁଁ ତୁମକୁଆଜି ଗଲୁ ତେଣୁ ତୁମ ଘରକୁଭଣଜାଙ୍କ ଭଲ ମନ୍ଦ ବୁଝିବତୁମ ଘର କଥା ସବୁ ଲେଖିବଇସ୍ରୋ ଡାକଘର ଆମ ଠିକଣାଉଡୁଥିବ ସେଠି ତ୍ରିରଙ୍ଗା ବାନା
Sadhu sadhu👏👏
Thanks 🙏🙏🙏🙏 sir
Bahut helpful sir ... Thank you
❤❤❤❤❤❤
Dhanyawad sir ....🙏🏻
ଖୁବ ସୁନ୍ଦର ଆଲୋଚନା
ଧନ୍ଯବାଦ🙏
Bahut sundar alochana
Thank you sir,,
Thank You So Much Sir🙏😊It's Really Helpful For Us.....
Nice
Thanks sir
ପଦ୍ମିନୀ ୧୯୧୧ ରେ ରଚିତ ଓ. ସା. ଇ ସୁରେନ୍ଦ୍ର ମହାରଣା ଙ୍କ ଅନୁସାରେ
Dhanyabad sir🙏
ସାର୍ ଅଶେଷ ଅଶେଷ ଅଶେଷ ଅଶେଷ ଧନ୍ୟବାଦ 😊🙏
Thank you sir
Thanks
ରସ ରତ୍ନାକର -୧୮୯୨
ପ୍ରଶ୍ନୋତ୍ତର ବର୍ଣ୍ଣନା କରିବା ଶୈଳୀ ଖୁବ୍ ସୁନ୍ଦର 👌👌ଧନ୍ୟବାଦ ମହାଶୟ
କବିବର ରାଧାନାଥଙ୍କ ସମ୍ବନ୍ଧରେ କିଛି ଏମିତି ପ୍ରଶ୍ନୋତ୍ତର ବର୍ଣ୍ଣନା କରନ୍ତୁ ମହାଶୟ
Play list ku check karantu....
@@jyotiminarvasahu7934 ruclips.net/video/UJxzHrvgxss/видео.html
Thank you 🥰...
Thank u
Thank you very much
ସାର୍ ମଧୁସୂଦନ ରାଓଙ୍କ ର MCQ plz anantu
ମଥୁରା ମଙ୍ଗଳ ଉପରେ ଛାନ୍ଦ ଅନୁଯାୟୀ ଆଲୋଚନା କରନ୍ତୁ
ଆତ୍ମଜୀବନୀ ଉପରେ ଆଲୋଚନା କରନ୍ତୁ...
🙏🙏🙏
Please sir modhyajgio sahitya McQ karontu please
Aamtajibany analysis sir please
Thank you
Sir ରସରତ୍ନାକର 1885 ମସିହା ହେବ କି?
11. Ans 1893
Question answer to jaldi jaldi kahibe besi bhasana mari ki bujhau chhanti kana birakta lage time no thila bele ate sabu suni baku
Sir baikunthanath Pattnaik upare alochana karantu please
Ok
Sir Rasha ratnakara 1892 na 1882 book re alga alga deichhe
4.no 1885 bodhue
ହଁ
35 number sita nuhe Rama heba
ସୀତା ହେବ । ଯେତେବେଳେ ସେ ବାଲ୍ମିକୀ ଆଶ୍ରମ ରେ ଥିଲେ ,, ରାମ ତାଙ୍କୁ ତ୍ୟାଗ କରିଥିଲେ ,, ସେତେବେଳେ ସୀତା ଏହି କଥା ଭାବୁଛନ୍ତି .....।।।
ନା ରାମ ଭାବୁଥିଲେ
ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେ ରାମଚନ୍ଦ୍ର ରଘୁବଂଶୀବିଷଣ୍ଣ ବଦନେ ସଜଳ ନୟନେ ଏକାକୀ ଅଛନ୍ତି ବସି।ଭାବୁଥିଲେ ରାଜ ଅଧିକାର ବ୍ୟାଜ ଅଟେ ମହାଦାସତ୍ବର,ଏହି ଉଚ୍ଚପଦେ ପ୍ରକୃତିର ପଦେ ଖଟିବା ହୁଏ ମାତର।
Ok thank you 👍👍
Thank you sir🙏
Thank you sir 🙏
ବହୁତ ବହୁତ ଧନ୍ୟବାଦ ସାର 🙏❤️🙏
ଧନ୍ୟବାଦ୍ ସାର୍ 🙏🏻🙏🏻
ରାମଙ୍କ ଆଦେଶରେ ଲକ୍ଷ୍ମଣ ସୀତାଙ୍କୁ ଭାଗିରଥି ନଦୀ କୂଳରେ ଛାଡ଼ି ଆସିଲେ।ଏହି ଅବସରରେ ପ୍ରକୃତି କ୍ଷେତ୍ରରେ ବହୁତ ପରିବର୍ତ୍ତନ ଘଟିଛି। ଏତିକିବେଳେ ରାମ ଗୋଟିଏ ପ୍ରଶସ୍ତ ପ୍ରାଙ୍ଗଣରେ ଏକା ବସି ରାଜାର ଅଧିକାର କଥା ଭାବି ସେ ଭାବୁଥିଲେ ରାଜ ଅଧିକାର ଅଟେ ବ୍ୟାଜ ମହାଦାଶତ୍ବର।
ସେ ରାଜାର ଧର୍ମ ସଂପର୍କରେ ଭାବୁଥିଲେ।
ଆମ ଜହ୍ନମାମୁଁ ସରଗ ଶଶୀ
ଭାରତ ସହିତ ସମ୍ପର୍କ ବେଶି
ବିକ୍ରମ ଯାଇଛି ମାମୁଁ ଘରକୁ
ବୁଲିବ ସେଠାରେ ମନ ଇଛାକୁ
ପ୍ରଜ୍ଞାନ ଯାଇଛି ସାଙ୍ଗରେ ତା'ର
ଫଟୋ ଉଠେଇବ ଥରକୁ ଥର
ମାମୁଁ ଘରେ ମାଇଁ ଅଛି କି ନାହିଁ
ଖବର ବୁଝିବେ ସେ ଦୁଇ ଭାଇ
ଜଣେ ବୁଦ୍ଧିଆକୁ ଜଣେ ବଳୁଆ
ପ୍ରଜ୍ଞାନ-ବିକ୍ରମ ଜଗା ବଳିଆ
ବୁଲିବେ ମାମୁଁଙ୍କ ଘର ଦୁଆର
ବାରି ବଗିଚା କି ଅଛି ସେଠାର
କଠିନ ମାଟି କି ଅବା ନରମ
ଜଳବାୟୁ ଥଣ୍ଡା କିବା ଗରମ
ଠେକୁଆ ଅଛି କି ମାମୁଁଙ୍କ ଘରେ
ଅବା କେଉଁ ଜୀବ ଅଛି ସେଠାରେ
ମାଟି ତଳେ ମାମୁଁ ରଖିଛ କିସ
ସୁନା, ହୀରା, ଲୀଳା ଅବା ପିୟୂଷ
ଭଣଜା ହାତରେ ଦେବ ପଠାଇ
ସାଙ୍ଗରେ ତ ଗାଡ଼ି ନେଇଛି ସେହି
ତମ ପଟେ ଖରା, ବରଷା, ଶୀତ
ଏବେ କୋଉ ପାଗ କହି ଦେବ ତ
ବୋଉ ଏଠି ଅଛି ତୁମେ ସେଠାରେ
ଭଲ ମାମୁଁ ତମେ ଏତେ ଦୂରରେ
ଜହ୍ନମାମୁଁ ବୋଲି ହୁରି ପଡୁଛି
ଭଣଜାକୁ ଛାଡି ମାମୁଁ ବୁଲୁଛି
ପଚାରୁନି ପୁଅ କେମିତି ଅଛ
ଭଉଣୀ କଥା ତ ଭୁଲି ଯାଇଛ
ଦୁହିତା ସମ୍ପତ୍ତି ଭାଗ ବୋଉର
ଚନ୍ଦ୍ର ମଣ୍ଡଳ ତ ଆମ ଅଜାର
ସେକଥା ତୁମେ କି ପାଶୋରି ଅଛ
ଭଣଜାମାନଙ୍କୁ ଭୁଲି ଯାଇଛ
ଆମେ ଭୁଲି ନାହୁଁ ମାମୁଁ ତୁମକୁ
ଆଜି ଗଲୁ ତେଣୁ ତୁମ ଘରକୁ
ଭଣଜାଙ୍କ ଭଲ ମନ୍ଦ ବୁଝିବ
ତୁମ ଘର କଥା ସବୁ ଲେଖିବ
ଇସ୍ରୋ ଡାକଘର ଆମ ଠିକଣା
ଉଡୁଥିବ ସେଠି ତ୍ରିରଙ୍ଗା ବାନା
Sadhu sadhu👏👏
Thanks 🙏🙏🙏🙏 sir
Bahut helpful sir ... Thank you
❤❤❤❤❤❤
Dhanyawad sir ....🙏🏻
ଖୁବ ସୁନ୍ଦର ଆଲୋଚନା
ଧନ୍ଯବାଦ🙏
Bahut sundar alochana
Thank you sir,,
Thank You So Much Sir🙏😊It's Really Helpful For Us.....
Nice
Thanks sir
ପଦ୍ମିନୀ ୧୯୧୧ ରେ ରଚିତ ଓ. ସା. ଇ ସୁରେନ୍ଦ୍ର ମହାରଣା ଙ୍କ ଅନୁସାରେ
Dhanyabad sir🙏
ସାର୍ ଅଶେଷ ଅଶେଷ ଅଶେଷ ଅଶେଷ ଧନ୍ୟବାଦ 😊🙏
Thank you sir
Thanks
ରସ ରତ୍ନାକର -୧୮୯୨
ପ୍ରଶ୍ନୋତ୍ତର ବର୍ଣ୍ଣନା କରିବା ଶୈଳୀ ଖୁବ୍ ସୁନ୍ଦର 👌👌ଧନ୍ୟବାଦ ମହାଶୟ
କବିବର ରାଧାନାଥଙ୍କ ସମ୍ବନ୍ଧରେ କିଛି ଏମିତି ପ୍ରଶ୍ନୋତ୍ତର ବର୍ଣ୍ଣନା କରନ୍ତୁ ମହାଶୟ
Play list ku check karantu....
@@jyotiminarvasahu7934 ruclips.net/video/UJxzHrvgxss/видео.html
Thank you 🥰...
Thank u
Thank you very much
ସାର୍ ମଧୁସୂଦନ ରାଓଙ୍କ ର MCQ plz anantu
ମଥୁରା ମଙ୍ଗଳ ଉପରେ ଛାନ୍ଦ ଅନୁଯାୟୀ ଆଲୋଚନା କରନ୍ତୁ
ଆତ୍ମଜୀବନୀ ଉପରେ ଆଲୋଚନା କରନ୍ତୁ...
🙏🙏🙏
Please sir modhyajgio sahitya McQ karontu please
Aamtajibany analysis sir please
Thank you
Sir ରସରତ୍ନାକର 1885 ମସିହା ହେବ କି?
11. Ans 1893
Question answer to jaldi jaldi kahibe besi bhasana mari ki bujhau chhanti kana birakta lage time no thila bele ate sabu suni baku
Sir baikunthanath Pattnaik upare alochana karantu please
Ok
Sir Rasha ratnakara 1892 na 1882 book re alga alga deichhe
4.no 1885 bodhue
ହଁ
35 number sita nuhe Rama heba
ସୀତା ହେବ ।
ଯେତେବେଳେ ସେ ବାଲ୍ମିକୀ ଆଶ୍ରମ ରେ ଥିଲେ ,, ରାମ ତାଙ୍କୁ ତ୍ୟାଗ କରିଥିଲେ ,, ସେତେବେଳେ ସୀତା ଏହି କଥା ଭାବୁଛନ୍ତି .....।।।
ନା ରାମ ଭାବୁଥିଲେ
ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେ
ରାମଚନ୍ଦ୍ର ରଘୁବଂଶୀ
ବିଷଣ୍ଣ ବଦନେ ସଜଳ ନୟନେ
ଏକାକୀ ଅଛନ୍ତି ବସି।
ଭାବୁଥିଲେ ରାଜ ଅଧିକାର ବ୍ୟାଜ
ଅଟେ ମହାଦାସତ୍ବର,
ଏହି ଉଚ୍ଚପଦେ ପ୍ରକୃତିର ପଦେ
ଖଟିବା ହୁଏ ମାତର।
Ok thank you 👍👍
Thank you sir🙏
🙏🙏🙏
Thank you sir 🙏
Thank you sir
Thank you sir 🙏