ବଲାଙ୍ଗିର ବନ୍ଦନା/Balangir Bandana/ ରଚନା - ଶେଷଦେବ ପଣ୍ଡା, କଣ୍ଠ -ଆଲୋକ କୁମାର ପଣ୍ଡା /VOICE OF ALOK

Поделиться
HTML-код
  • Опубликовано: 22 ноя 2024

Комментарии • 90

  • @shesadevpanda5569
    @shesadevpanda5569 Год назад +10

    ବଲାଙ୍ଗିର ବନ୍ଦନା ଲେଖି ଯେଉଁ ଧରଣର ଆତ୍ମତୃପ୍ତି ମିଳିଛି,ତାହା ଅନ୍ୟ ଲେଖାରୁ ମିଳି ପାରି ନ ଥିଲା । ସତରେ ଜନ୍ମମାଟିର ମୋହ ମମତା ଅତୁଳନୀୟ । ଆଉ ସେଥିରେ ପୁଅର ଅମୃତ କଣ୍ଠର ଝଲକ ଦେଖି ଆତ୍ମହରା ହୋଇଗଲି । ଜୟ ବଲାଙ୍ଗିର🙏🙏

    • @VOICEOFALOK
      @VOICEOFALOK  Год назад +1

      🙏🙏🙏

    • @sriganeshcreation7506
      @sriganeshcreation7506 Год назад +1

      ବହୁତ ସୁନ୍ଦର ସାର୍, ଏତେ ସୁନ୍ଦର ଶବ୍ଦ ସଂଯୋଜନା କେନ୍ ପ୍ରକାରେ ପ୍ରଶଂସା କରମି ଯେ ମୁଇଁ ଭାବି ନି ପାରବାର, ଉପେନ୍ଦ୍ର ଭଞ୍ଜ ଙ୍କର ଲେଖା ହେନ୍ତା ଲାଗୁଛେ, ଆପଣକର ପାଦେ କୋଟି ଜୁହାର ସାର, ଆମର ବଲାଙ୍ଗିର ମାଟି ଆପଣକର ଲାଗି ଭି ଧନ୍ୟ ଆଏ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @VOICEOFALOK
      @VOICEOFALOK  Год назад

      @@sriganeshcreation7506 bahut bahut dhanyabad sir

  • @sanjuktaparichha8991
    @sanjuktaparichha8991 21 день назад +1

    ଯେମିତି ସୁନ୍ଦର ବର୍ଣନା ଶୈଳୀ ସେପରି ମଧୁର କଣ୍ଠ ସ୍ୱର । ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

  • @susamabehera257
    @susamabehera257 4 месяца назад +1

    Sruti madhura swara god bless you 🎉

  • @susamabehera257
    @susamabehera257 4 месяца назад +1

    ସୁନ୍ଦର ପଦ ବିନ୍ୟାସ ରଚୟିତା ଙ୍କୁ ଶତସତ ପ୍ରଣାମ ,ସୁନ୍ଦର ଗାୟନ ଶୈଳୀ ବହୁତ୍ ଧନ୍ୟ ବାଦ୍ ଜଣାଉଛି 🎉

  • @premdharua-ru1rp
    @premdharua-ru1rp 3 месяца назад +1

    Beautiful dada main blowing

  • @chittaranjanbiswal9188
    @chittaranjanbiswal9188 Год назад +1

    ଧନ୍ୟ ରଚୟିତା ବନ୍ଧୁ ତୁମେ ବଲାଙ୍ଗିର ସିନ୍ଧୁ
    ସିନ୍ଧୁ ରୁ ସ୍ୱର୍ଣୀମ ବିନ୍ଦୁ ଝରାଇ ଦେଲ
    କେତେମହାମନା ଗାଥା ତାସାଥେ କୀର୍ତ୍ତି ସରିତା
    ଜନତାଙ୍କ ଜ।ଗରଣେ ସୂଚିତ କଲ
    ପଠନେ ଶ୍ରବଣେ ସ୍ପର୍ଦ୍ଧିତ
    ତୁମ୍ଭ ଲେଖନୀର ଧାର କରେ ଗର୍ବିତ।
    ସେ ପାଇଁ ତୁମ ଲେଖାକୁ କରେ ସେଲୁଟ।❤

    • @VOICEOFALOK
      @VOICEOFALOK  Год назад

      ଅଶେଷ ଧନ୍ୟବାଦ୍ ଆଜ୍ଞା, ବାପାଙ୍କୁ ଜଣେଇଦେବି🙏

  • @chuleswarmeher8028
    @chuleswarmeher8028 Год назад +1

    ଧନ୍ୟ କବି ଙ୍କ ରଚନା ବଲାଙ୍ଗୀର ର ବନ୍ଦନା
    ଶ୍ରୁତି ମାତ୍ରେ ମନ କିଣା ଚୋଖି ରାଗ ରେ,
    ଅନେକ ଅଜଣା କଥା ବଲାଙ୍ଗୀର ବୀର ଗାଥା
    ଶୁଣିଲେ ଉଠଇ ମଥା ମୋର ଗର୍ବ ରେ l
    ଭାବନା ରୁ ହେଉଛି ଜାଣି
    କୋଶଲ ସାହିତ୍ୟେ ଏକ ଅମୁଲ୍ୟ ମଣି ll
    ଏ କବିତା ଏକ ଅମୁଲ୍ୟ ମଣି ହେବ ନିଶ୍ଚୟେ ଆମ ସାହିତ୍ୟ ଖଣି ର

    • @VOICEOFALOK
      @VOICEOFALOK  Год назад

      ଅଶେଷ ଧନ୍ୟବାଦ୍ ଆଜ୍ଞା 🙏

  • @a4alok300
    @a4alok300 Год назад +3

    ଜୟ ବଲାଙ୍ଗିର ❤️

  • @gayatrisaraf8931
    @gayatrisaraf8931 Год назад +2

    ଆଜ୍ଞା ମୁଁ ଗାୟତ୍ରୀ ସର।ଫ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। ଆପଣଙ୍କ ମାଟି ପ୍ରୀତି ପ୍ରଶଂସନୀୟ। ଗାୟକ ଙ୍କୁ ବି ଧନ୍ୟବାଦ। ଆମ ମାଟିର ଜୟ ହେଉ

    • @VOICEOFALOK
      @VOICEOFALOK  Год назад +1

      🙏 ଧନ୍ୟବାଦ୍ ପୂଜନୀୟା ମାମ୍

    • @shesadevpanda5569
      @shesadevpanda5569 Год назад +1

      ପୂଜନୀୟା ଗାୟତ୍ରୀ ଅପା ! ଆପଣ ଏ ପାଟଣାଗଡ ବଲାଙ୍ଗିର ପାଇଁ ଅଭୁଲା ସାରସ୍ବତ ଗୌରବ ଆଣି ଦେଇଛନ୍ତି । କୃତଜ୍ଞତାର ଭକ୍ତି ଅର୍ଘ୍ୟ ଦେବାର ବେଳା ଏ ଉପନୀତ🙏🙏

  • @gadadharkar3527
    @gadadharkar3527 Год назад +1

    ବଲାଙ୍ଗୀର ବନ୍ଦନା ଟି ଭଲ ଲାଗିଲା, ବନ୍ଦନା ଚୋଖି ଵୃତ୍ତରେ ଲେଖା ଯାଇଛି ,ଠିକ୍ ଏହି ଵୃତ୍ତକୁ କୋଶଳୀ ଭାଷା ରେ ଲେଖା ଯାଇଥିଲେ ଏହାର ଆଧିକ୍ୟ ଉତ୍ତରୋତ୍ତର ବୃଦ୍ଧି ହୋଇଥାନ୍ତା । ଧନ୍ୟବାଦ୍ ।

  • @madhuripanda3167
    @madhuripanda3167 Год назад +1

    Ohhhh bahut sundar lekha b au gayaki b garba laguchhe ame balangiria boli

  • @chittaranjanbiswal9188
    @chittaranjanbiswal9188 Год назад +1

    ଜୟ ବଲାଙ୍ଗିର

  • @odiabhajanrks4366
    @odiabhajanrks4366 Год назад +1

    Bahut sundar rachana manaku chhuin gala

  • @pabitramishra9857
    @pabitramishra9857 Год назад +1

    Khub sundar.

  • @debasishtripathy7133
    @debasishtripathy7133 Год назад +1

    ଶ୍ରଦ୍ଧେୟ ସାରସ୍ଵତ ସାଧକ। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟକାଶର ନବ ମାର୍ତ୍ତଣ୍ଡ ସମ ଆପଣଙ୍କ ଅଭାରେ ସାରା ଓଡିଶା ଯାଜୁଲ୍ୟମାନ ହେଉ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା

    • @VOICEOFALOK
      @VOICEOFALOK  Год назад

      🙏ଅଶେଷ ଧନ୍ୟବାଦ୍ ଆଜ୍ଞା

  • @koshlijharan1748
    @koshlijharan1748 Год назад +1

    ବହୁତ୍ ବହୁତ୍ ସୁନ୍ଦର୍ ରଚନା ଏବଂ କଣ୍ଠ,, ବଢିଆ ଲାଗିଲା

  • @seemapanda4999
    @seemapanda4999 Год назад +1

    Bahut sundar lekha heichhe o bahut sundar gaichhu babu

  • @devmanhira5581
    @devmanhira5581 Год назад +1

    JAY BALANGIR 🙏🙏🙏

  • @dharmarajsahu3850
    @dharmarajsahu3850 Год назад +2

    ବହୁତ୍ ବଢିଆ ଗାଇଛନ୍ତି ଗୁରୁଜୀ.mind blowing... jay bolangair.

    • @VOICEOFALOK
      @VOICEOFALOK  Год назад +2

      ଧନ୍ୟବାଦ ଭାଇ

  • @maalaxmistickerpoint4697
    @maalaxmistickerpoint4697 Год назад +1

    bahut sundar

  • @JituramSahu07
    @JituramSahu07 Год назад +1

    Jay koshal, jai balangir...
    Bahut sundar lekha sahita , apankar kantha daana....

  • @bijayinijhankar3420
    @bijayinijhankar3420 Год назад +1

    Aha bahut sundara rachana o gayan.hrudayaku Shanti miligala suniki👌👌🙏🙏

  • @mohanmajhi5362
    @mohanmajhi5362 Год назад +1

    Bahut sundar voice au bahut sundar lekha ❤ ❤❤❤

  • @kitchensinger8536
    @kitchensinger8536 Год назад +1

    ଆଲୋକ ବାବୁର ପରି ପୁଅ ପ୍ରତ୍ଯେକ ବାପା ଙ୍କ ଭାଗ୍ଯ ରେ ,ମିଳୁ,ଏତିକି ପ୍ରାର୍ଥନା ,ଚକାଡୋଳା ଠାରୋ🙏🙏

    • @VOICEOFALOK
      @VOICEOFALOK  Год назад +1

      ଜୀବନ ସାର୍ଥକ ହେଲା 🙏 ଧନ୍ୟବାଦ୍ ମାମ

  • @sukadevsahu2795
    @sukadevsahu2795 Год назад +1

    ଅତି ସୁନ୍ଦର ରଚନା ଆଜ୍ଞା,,🙏

  • @anshumanthakur4471
    @anshumanthakur4471 Год назад +1

    ଜୟ ମା ସମଲେଇ🙏 ଗାୟକ ଓ ଲେଖକ ଙ୍କୁ ମୋ କୋଟି ନମସ୍କାର 🙏 ବହୁତ୍ ସୁନ୍ଦର୍ ଆଲୋକ ସାର୍ ଓ ପଣ୍ଡା ସାର 🙏

  • @ramakantanaik3298
    @ramakantanaik3298 Год назад +1

    ବହୁତ ଭଲ ଲାଗିଲା l

  • @basudevkisan9997
    @basudevkisan9997 Год назад +1

    "ବଲାଙ୍ଗିର ବନ୍ଦନା" ଶୁଣିବା ପରେ ମନ୍ତବ୍ୟ ଟେ ନ ଦେଇ ରହି ହେଲାନି।
    ଗୀତିକାର ଙ୍କ ଉଚ୍ଚକୋଟିର ଲେଖନୀ ଏବଂ ଗାୟକଙ୍କ ସ୍ୱର ର କୁହୁକତା ଗୀତ ର ମାଧୁର୍ଯ୍ୟକୁ ଦ୍ଵିଗୁଣିତ କରୁଛି। ଏ ଗୀତ ମାଧ୍ୟମରେ ସମ୍ପୂର୍ଣ୍ଣ ବଲାଙ୍ଗିର ଦର୍ଶନ ଅଭିଳାଷ ପୂର୍ଣ୍ଣ ହେଲା ।

    • @VOICEOFALOK
      @VOICEOFALOK  Год назад +1

      ଅଶେଷ ଧନ୍ୟବାଦ୍ ଆଜ୍ଞା

  • @sanurath_art_culture
    @sanurath_art_culture Год назад +1

    ଅତି ସୁନ୍ଦର

  • @bidyadharnaik7569
    @bidyadharnaik7569 Год назад +1

    ବହୁତ ସୁନ୍ଦର ଆଜ୍ଞା ଆମର କୋଶଲ ମାଟିର କଥା

    • @VOICEOFALOK
      @VOICEOFALOK  Год назад +1

      🙏 ଧନ୍ୟବାଦ୍ ଆଜ୍ଞା

  • @sradhanjalidash8135
    @sradhanjalidash8135 Год назад +2

    Bht sundar babu 👌👌
    Mamu 🙏🙏

  • @kalpanamohapatra7595
    @kalpanamohapatra7595 Год назад

    Ati sundar kabita 👌👌👌

  • @ashishkumarbishi7769
    @ashishkumarbishi7769 Год назад +1

    Nice performance sir

  • @kainchamedia5628
    @kainchamedia5628 Год назад +1

    ବହୁତ୍ ବଢିଆ ଲାଗିଲା 🙏

  • @santoshsahu7987
    @santoshsahu7987 Год назад +1

    High quality writing.Many many thanks 🙏🙏 to composer and singer.

  • @radheshyampadhan9120
    @radheshyampadhan9120 Год назад

    Very nice, heart touching, may god bless you both

  • @digalmahananda9928
    @digalmahananda9928 Год назад +1

    Jay Balangir , Thanks u so much sir for your valuable song and sweet voice. Really, it's heart touching .

  • @EDUCATIONALCONTENT2005
    @EDUCATIONALCONTENT2005 Год назад

    I am also a student of shesadev sir. He is a brilliant , awesome, fantastic,fabulous and outstanding teacher. This song deserve more views.

  • @lipshasahu4185
    @lipshasahu4185 Год назад +1

    କବି ଓ ଗାୟକଙ୍କୁ ମୋର ପ୍ରଣାମ ଏତେ ସୁନ୍ଦର ଲେଖା ପାଇଁ ସତରେ ବହୁତ ଭଲ ହେଇଛି.... ମୋ ମନ ଆନନ୍ଦିତ ହୋଇଗଲା ... ମୁଁ ବି ଏମିତି କବିତା ଲେଖାଲେଖି କରେ ...

    • @VOICEOFALOK
      @VOICEOFALOK  Год назад

      ଅଶେଷ ଧନ୍ୟବାଦ୍ ମାମ🙏

  • @Bikrantpanda
    @Bikrantpanda Год назад +1

    Beautiful.

  • @kitchensinger8536
    @kitchensinger8536 Год назад +1

    ଆପଣଙ୍କ ପ୍ରତ୍ୟେକ ଲେଖା ,ଶ୍ରୋତା ର ମନ ରେ ଏକ ଆନନ୍ଦମୟ ପରିବେଶ ସ୍ରୁଷ୍ଟି କରିଥାଏ🙏🙏

  • @sanurath_art_culture
    @sanurath_art_culture Год назад +1

    ସବୁ ଜିଲ୍ଲା ପାଇଁ ଏମିତି ଗୋଟିଏ ଗୋଟିଏ ଗୀତ ହେବା ଦରକାର

    • @VOICEOFALOK
      @VOICEOFALOK  Год назад +1

      ଧନ୍ୟବାଦ୍ ଆଜ୍ଞା🙏

  • @ajayatripathy7863
    @ajayatripathy7863 Год назад

    Hlo sir mu sab old books 1982-1999 batch ra school books collection rakhibaku chahuchi kemiti sambha ba heba tike rasta dekheibe .dhanyabad.

    • @VOICEOFALOK
      @VOICEOFALOK  Год назад +1

      Books ta milibani au sir , u can save pdf only sir .

    • @ajayatripathy7863
      @ajayatripathy7863 Год назад +2

      @@VOICEOFALOK sir pdf kouthu paibi pls

    • @ajayatripathy7863
      @ajayatripathy7863 Год назад +1

      Sir asla re mora history au mo mummy nka history books shaha jadita achhi .ta smruti pai situ rakhibaku ichha .Anya books milijiba but school books asubidha hauchi.asa karuchi apnanka thu kichhi sahajya miliba ae books collect kariba pai

    • @ajayatripathy7863
      @ajayatripathy7863 Год назад +1

      Sir kichhi kahileni

    • @VOICEOFALOK
      @VOICEOFALOK  Год назад +1

      @@ajayatripathy7863 facebook.com/alokkumar.panda.906?mibextid=ZbWKwL
      Msg me in fb sir, I will definitely help u

  • @subalthakur246
    @subalthakur246 21 день назад +1

    ବହୁତ ସୁନ୍ଦର