This type of ideology and industries should be in every District of the Odisha State....so that The people of ODISHA will not go to out state for Income.....
It's actually the "best out of waste" Employment, healthy eatables, and natural manure are the superb outcome of this entrepreneurship. The best part is environment is not at all hampered rather it's a best way to regard the nature..... Excellent job Madam and I am keen to try Manja Pickle....🙂🙏 I am fond of manja tarkari
ଅଶୋକ ସାର୍ ଆପଣଙ୍କୁ ଦେଖି ମୋର ପିଲାଦିନର ଓଡିଶା ଡାଏରୀ କାର୍ଯ୍ୟକ୍ରମ କଥା ମନେ ପଡିଗଲା। କେତେ ଭଲ ଥିଲା ସେ ଦିନ ସବୁ। ଆଜିକାର ଆଙ୍କର୍ ମାନେ ଖାଲି ଚିତ୍କାର କରି ଶିଖିଛନ୍ତି, ଆପଣଙ୍କ ଭଳି ସ୍ପଷ୍ଟ ଓ ଶୁଦ୍ଧ ଉଚ୍ଚାରଣ କରି ପାରୁନାହାନ୍ତି।
Thank You
Ek dum correct katha kahila bhai
100% right
True...
Acjuctly Bhai mu b aha cmnt re lekhibaki chahuthili badhia Pila dinare dekhithile
ସାରଙ୍କୁ ୨୦୦୩-୪ ରେ ଓଡ଼ିଶା ଡାଏରୀ ପ୍ରୋଗ୍ରାମ କରିଥିବା ବେଳେ ଦେଖିଥିଲି , ଆଜି ପୁଣି ତାଙ୍କୁ ପ୍ରୋଗ୍ରାମ କରୁଥିବାର ଦେଖି ଖୁସି ହେଲି । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।🙏💐💐
ବହୁତ ବଢିଆ ପଦକ୍ଷେପ ନେଇଛନ୍ତି Madam,,...salute to you....
Good job
ବହୁତ ଭଲ ଲାଗିଲା । ଧନ୍ୟବାଦ । କିନ୍ତୁ ଏ ଭଳି setup କେମିତି କରିହେବ ସେ ବିଷୟରେ କିଛି ବି ନଥିବାରୁ ଭିଡିଓ ଅଧା ଭଳି ଲାଗିଲା।
We will do one video for that. Thank you.
We will try to complete in future.
ଅଶୋକ ସାର 😳 ବହୁତ୍ ଦିନ ପରେ ଆପଣଙ୍କୁ ଦେଖି ଭଲ ଲାଗିଲା।ସମ୍ପୂର୍ଣ୍ଣ ପିଲା ଦିନ ଓ ସ୍କୁଲ ଏ ସବୁରେ ଓଡ଼ିଶା ଡାଏରୀ ମଧ୍ୟ ଅନ୍ତର୍ଭୁକ୍ତ।ପ୍ରଣାମ ସାର୍
Very good very grateful
West of best 👌 bahut ସୁନ୍ଦର chintadhara
ଖୁବ୍ ସୁନ୍ଦର କାମ
Satare pila dinara se smuruti katha mane padi jauchi, amo odisha amo sanskruti great❤❤🙏
ପିଲାଦିନର ନିଜର ଏକ ପ୍ରିୟ ରୋଜଗାର ଧାରାବାହିକ କୁ ଦେଖି ଖୁସି ହେଲି
Really nice very good
Biren Das and Ashok Das in TV show Ajira Odisha fantastic Program of DD1 long long ago Odisha people can't forget till today.
ସାର୍ ଆପଣଙ୍କୁ ପୁଣି ଥରେ ଦେଖି ପିଲାଦିନ ମନେ ପଡ଼ିଗଲା।
ପିଲାଦିନ ଆପଣଙ୍କ ପ୍ରୋଗ୍ରାମ ଦେଖୁଥିଲୁ ଏବେ ଦେଖି ସେଦିନ କଥା ମାନେ ପଡ଼ି ଯାଉଚି। ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।🙏🙏🙏🙏
Good job 👌 Jay Jagannath pravu
ଏ ପ୍ରୋଜେକ୍ଟ ମୁଁ ଦେଖିଥିଲି ମଧ୍ୟ ପ୍ରଦେଶ ରେ ବାହାର ରାଜ୍ୟରେ ଏ ସବୁ ବହୁତ ଦିନ ଆଗରୁ ହେଉଛି ଯା ହଉ ଆମ ରାଜ୍ୟ କୁ ଆସିଗଲା ଭଲ ହେଲା।
Sir, bahut dinaparw aapananku dekhiki bahut khusi lagila
Thank you.
ବହୁତ୍ ବଢିଆ କାମ କରୁଛନ୍ତି
Thank you.
Bahut vala prayas
Odisha re sabu Dist re amiti heba darkar
Thank you.
ଅଶୋକ ସାର୍ ଙ୍କ ଉପସ୍ଥାପନ ଅତ୍ୟନ୍ତ ଉଚ୍ଚକୋଟୀର
ଶୁଣି କି ମୋତେ ବହୁତ ବଢିଆ ଲାଗୁଛି
ସତରେ ଆଜ୍ଞା ବିଶ୍ୱାସ କରି ହେଉନି 🙏
Kadali gachha ru yete jinisha tiari hoiparuchi dekhi khusi lagila
ବହୁତ ଭଲ ହୁଅନ୍ତା
Most of the innovative products from banana plants,thanks,bande utkal janani.
Appanmane ehi karkhana prapti jill are basanti , bhalo heba
Madam mayurbhanj re bi korontu bohut gocho ochi
Very good & innovative activities.
Thank you.
ଅନେକ ଦିନ ପରେ ନାନୁଭାଇଙ୍କୁ ପରଦାରେ ଦେଖିଲି ।
Wow fantastic very nice looking video l like it❤️💯👌
New innovative ideas
ବହୁତ୍ ସାରା ଅଭିନନ୍ଦନ
Thank you.
Thank you.
ବହୁତ୍ ବଢିଆ
Veri good
Jie anchoring karuchanti
Tanku mu dd odia channel re pilabele dekhithili ajira odisha re
Good idea thank odisha govt
Thank you. Our effort is to spread good efforts.
This type of ideology and industries should be in every District of the Odisha State....so that The people of ODISHA will not go to out state for Income.....
It's true. We are trying to motivate by covering and spreading this kind of stories and personalities. Thank you for your valuable opinion.
@@SankalpTv I always welcoming you sir ! ...And also make our Odisha is a Industrialized state of India .
Sir NAMASKAR
My all time favourite in Odisha
Our childhood Time krushi suchana mane padigala sir apananku dekhik
Thank you.
Bahut bahut dhanyawad Jay Jagannath
Exlent🌄
ଓଡିଶା ରେ ବେକାର ସମସ୍ଯା ଦୂର ହୁଅନ୍ତା ପେପର୍ ମଧ୍ୟ ତିଆରି ହୁଏ ଓଡିଶା ସରକାର ଚାଲୁ କରିବା ଦରକାର
It's actually the "best out of waste"
Employment, healthy eatables, and natural manure are the superb outcome of this entrepreneurship.
The best part is environment is not at all hampered rather it's a best way to regard the nature.....
Excellent job Madam and I am keen to try Manja Pickle....🙂🙏
I am fond of manja tarkari
Bahu Sundar ❤bahut badhia👃💐
Great work 👍
Well-done Madam.....👍
Bahut badhia 👍👍
Thank you.
Good job 🙏🏽👌❤️💐
Thank you.
Thank you
Nostalgic about the anchor and representing style ..refresh the dd 6 time
Very good👍👍👍👍👍👍 👍🏻
Thank you.
Bahuta vala lagila🙏👌👍
Thank you
Apanku bahut Dina pare dekhili
Piladina subarnadina nice sir
Super job
ମହା ଶୟ ନବରଙ୍ଗପୁର ଜିଲ୍ଲାରେ ବି କିଛି କରିବା ପାଇଁ ଚେଷ୍ଟା କରନ୍ତୁ ମୁ ଜମି ଦେବି
ଓଡିଶା ରେ ଆଉମଧ୍ଯ କଦଳି ଚାଷୀ ଅଛନ୍ତି। ତେଣୁ କରି ସାର ଆପଣଙ୍କ ପାଖରେ ଏତିକି ଅନୁରୋଧ ଏହି ବେବସାୟଟିକୁ ଆହୁରିମଧ୍ୟ ଆଗକୁ ନେଲେ ଚାଷିଙ୍କ ର ଦୁଇ ପଇସା ମିଳି ପାରନ୍ତା। ଚାଷି ଭାଇ ମାନେ କଦଳି ଫଳି ସାରିବା ପରେ କଦଳି ଗଛରୁ କିଛି ମୁଲ୍ଯ ପାଇ ନଥାନ୍ତି। ଆପଣ ଏଥି ପ୍ରତି ଧ୍ଯାନ ଦେବେ ବୋଲି ଆସା କରୁଅଛୁ। ଧନ୍ଯବାଦ।
Very good
Bahut bhala lagila
ଏଥର ବାଲି ଯାତ୍ରା ରେ ଆସନ୍ତୁ
Jay Odisha 💐🙏🙏🙏🙏🙏
Ye odisha dairy re asanti.....😊
Apananku dekhi bahuta khusi lagila....
Piladine pallishree sandhya re dd odia re dekhibaku bahut bhal laguthila
Sir apananku bahut dina pare dekhili, aji ra odisha re chota bela dekhuthili
Good initiative jaha hau govt ra plan karichi emiti kete group pai thanks madam proud of
Good job 👍
Very nice 🙏
Thank you.
Nice mam
Thank you.
Bahut abhinav upaya
Thank you.
Nilanchalkumr. Kadali. tree. ro. Upa. Karita. Thik. Ka. Hi. Cha.
Thank you
Very naice
Excellent work mam🙏🏼👍👍
Please do not try the bio-charcoal, it will be highly detrimental for environment.
Rest are great steps. ❤
Great work
Thanks a lot
Hop Block re start karantu please🙏
ବ ହୁ ତ ବ ଢି ଆ
Thank you.
Jay jaganntha
ଆମର ଗଜପତି ରେ ବହୁତ କଦଳୀ ଗଛ ପିଙ୍ଗି ଦେଉଛୁ।ଏମିତି ମେସିନ ଯଦି ଥାନ୍ତା ଆମେ ସେ ସବୁ ନଷ୍ଟ ହେବାକୁ ଦେଇନତାନ୍ତୁ
ଆମ ଛେଣ୍ଡିପଦା ବ୍ଲକ ରେ କରିବାକୁ ଚାହୁଁଛୁ ଏଠିକାର କୃଷି ବିଭାଗ ନିକମା ,ଆପଣ ଯଦି ସାହାଯ୍ୟର ହାତ ଵଢାନ୍ତେ ଭଲ ହୁଅନ୍ତା
I am egree with u
Khusi lagila ame Tama katha hiendi kahile sange sange heijiba
We Love You Sir🙏♥️♥️♥️♥️
Pm Modi💐 🙏🙏🙏🙏🙏
Hmm sir pilabela Katha mane padila dd 1 re palishree
Excellent idea
Correct
Very Nice
Thank you.
ସାର୍ ଆମ ଗନ୍ଦିଆ ବ୍ଲକରେ ଗୋଟେ ମୁ କରିବାକୁ ଚାହୁଁଛି ଟିକେ ଆପଣଙ୍କ ସାହାଯ୍ୟ ଦରକାର
Tell us, how can we help you.
Wow ashoka sir😍
ଲକ୍ଷ୍ୟ ଲକ୍ଷ୍ୟ କଦଳୀ ଗଛରେ ଅଛି , ତାହାଲେ କୋଟି କୋଟି କେଉଁ ଗଛରେ ଅଛି, ଦୟା କରି କୁହନ୍ତୁ,ଆପଣ ଭଲ କହିପାରୁଛ୍ତନ୍ତି।
ଆପଣଙ୍କର ପ୍ରବଚନ ଶୁଣି କୃଷକ ମାନେ ଆତ୍ମ ହତ୍ୟା କରିବା ପାଇଁ ବାଧ୍ୟ ହେବେ
Ganjei gachha.
Thanks mam
Madam su swagatam,mam ahi ଉଦ୍ୟୋଗ ପାଇଁ କେତେ ଟଙ୍କା invest କରିବାକୁ ପଡ଼ିବ,govt ସହାୟତା ଅଛି କି,ଟିକେ address ଦିଅନ୍ତୁ
Aji ra Odisha memories are alive ❤
Odisha re kehi garib rahibe nahin
Sir mu 5 barsa heba 1 acore Kadali badi karchhi .
ନୂଆପଡ଼ା ଜିଲ୍ଲା ବୋଡ଼େନ ରେ ବହୁତ ଚାଷୀମାନେ ଅଛନ୍ତି ଆପଣ ବୋଡ଼େନ ରେ start କଲେ ଆମେ ବହତ ଖୁସି ହେମୁ ଆଉ ଚାଷୀ ମଧ୍ୟ ଖୁସି ହେବେ 🙏🙏
We will try. Thank you.
@@SankalpTv you r most welcome
Good
Ama kadali badiku asantu kete nebe
🙏
କଦଳୀ ଗଛ ଆବସେକ ଅଛି କି..?
All videos