Thank you Sangram Babu for your indepth research and bringing out the truth to the public. People who oppose for change of name are the mostly ex-Ravenshaw students who feel empty proud of name of Ravenshaw only.
The college was named after Ravenshaw when freedom fighters were alive . It is a memorial institution. If a change of name is thought in of will there not be a controversy for a favourable name? What is the opinion on memorable institutions in foreign countries in Japan and in Indonesia after the names of Honble justice Radhabinod Paul and Biju Patnaik?
Welldone news thanks argus news
ଏତେ ସୁନ୍ଦର ଇତିହା ବର୍ଣ୍ଣନା କରି କହି ଥିବାରୁ 😂 ଆପଣଙ୍କୁ ଅଭିନନ୍ଦନ 🎉🎉🎉Thank you sir ❤❤❤❤❤
ସୁନ୍ଦର ଆଲୋଚନା ଓ ତଥ୍ୟ ସଂଗ୍ରହ କରିଥିବାରୁ ଧନ୍ୟବାଦ୍
ବହୁତ୍ କଥା ଜାଣିବାକୁ ମିଳିଲା ବହୁତ୍ ବହୁତ୍ ଧନ୍ୟବାଦ୍ ସଂଗ୍ରାମ ବାବୁ ।ସୁନ୍ଦର ଉପସ୍ଥାପନା।
Thank you
ଏହାକୁ ବିଚିତ୍ରାନନ୍ଦ ଦାସ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଉ। ଜୟ ଜଗନ୍ନାଥ।
ଧନ୍ୟବାଦ ଇତିହାସ କଥା ମନେପକାଇଲେ ଆଖିରୁ ଲୁହ ଆସିଗଲା 😢
ସୁନ୍ଦର ଉପସ୍ଥାପନା ❤
ବହୁତ୍ ସୁନ୍ଦର୍ ଉପସ୍ଥାପନା
Thank you
ବିଚିତ୍ରାନନ୍ଦ ଦାସ କି ଜୟ 🙏
ବହୁତ ସୁନ୍ଦର ଉପସ୍ଥାପନ କିଛି ଓଡ଼ିଆ ମେଣ୍ଢା ବୁଝିବା ଦରକାର
ଏତେ ସବୁ ନ ଜାଣି ଥିବା କଥା ସଂଗ୍ରହ କରି ଆମକୁ ଜଣାଇ ଥିବାରୁ ବହୁତ ବହୁତ ଧନ୍ୟବାଦ 🙏🙏
Thank you
ବହୁତ ବହୁତ ଧନ୍ୟବାଦ ମହାଶୟ।
Bahut bahut dhanyavaad ate nisthapurna anushandha o Upastapana pain . 🙏🏻
ଧନ୍ୟବାଦ ସବୁଖବର ଦେଇଥିବାରୁ
ବିଚିତ୍ରାନନ୍ଦ ଦାସଙ୍କ ନାମରେ ରଖାଯାଉ ବା ପୁନଃ କଟକ କଲେଜ ନାମ ରଖାଯାଉ
କେଉଁ ମହାପୁରୁଷ ଙ୍କ ନାମରେ ନାମିତ କଲେ ହୁଏତ ବlକବିତାଣ୍ଡ ହୋଇପାରେ।କିନ୍ତୁ ଦିଲ୍ଲୀ ୟୁନିଭରସିଟୀ,କିମ୍ବା ଏଲ୍ହାବlଦ୍ ୟୁନିଭରସିଟି ପରି କଟକ ୟୁନିଭରସିଟି ନାମରେ ନାମିତ କଲେ ଭଲ ହୁଅନ୍ତା।କଟକ ତାର ହୃତ୍ ଗୌରବ ଫେରି ପାଆନ୍ତା।
Yes
ଓଡ଼ିଶାର ଲୋକମାନେ ଅନେକ ଇତିହାସ କଥା ନଜାଣି ଖାଲି କେବଳ ଅଜଥା ରାଜନିତି କରୁଛନ୍ତି।
ଏହି ଉପସ୍ଥାପନ ରୁ ବହୁତ କଥା ଜାଣି ବାକୁ ମିଳିଲା । ବହୁତ ବହୁତ ଧନ୍ୟବାଦ 🙏🙏
Thank you
ବହୁତ ସୁନ୍ଦର ଉପସ୍ଥାପନ ।ଧନ୍ଯବାଦ ।
ସୁବାଷ ଭୋଷଙ୍କ ନାମ ରଖାଯାଉଥା
ଓଡ଼ିଆ ବୀର ପୁରୁଷଙ୍କ ନାମ ରହୁ।
ସୁଭାଷ ଜଣେ ବଙ୍ଗାଳୀ, ତାଙ୍କ ପରିବାର ବଙ୍ଗାଳୀ, ସେମାନଙ୍କର ଭାଷା ବଙ୍ଗାଳୀ ଥିଲା।
ଆମେ ଆମର ଓଡ଼ିଆ ବୀର ପୁରୁଷଙ୍କୁ ସମ୍ମାନ ଦେବା କଥା।
ସୁବାସ ବୋଷ କେବେ ନିଜକୁ ଓଡିଶା ର ବୋଲି କହିଛନ୍ତି କି ?
Right
ସଂଗ୍ରାମ ବାବୁ ଆପଣଙ୍କୁ ମୁଁ ସମ୍ମାନ କରେ କିନ୍ତୁ ଆପଣ ଆଗରୁ ସୋଇଥିଲେ କି ରାଜନୀତି ଆଉ କରାନଯାଉ
ବହୁତ ସୁନ୍ଦର ଉପସ୍ଥାପନା ❤❤❤
ଇଂରାଜୀ ଭାଷା ଯେପରି ଆମ ପାଇଁ ଅପରିହାର୍ଯ୍ୟ ହୋଇଗଲାଣି ସେହିପରି ଏ କଲେଜ ଏବେ ଅନେକଂକର ଅତ ପ୍ରିୟ। ଇଂରାଜୀ ଭାଷାକୁ ଆଉ ପର କରିବା ସହଜ ନୁହେଁ, ତେଣୁ କଲେଜ ନାମକୁ ପରିବର୍ତନ କରି ସେମାନଂକ ଭାବାବେଗକୁ ଆଘାତ କରା ନ ଯାଉ
ସୁନ୍ଦର ଉପସ୍ଥାପକ ଉପସ୍ଥାପନା କରିଛନ୍ତି... ଓଡ଼ିଆ ମାନେ ସ୍ୱାଭିମାନ ହୁଅ ଓଡ଼ିଆ ଜାତି ପାଇଁ ଆଗକୁ କରିବାର ପ୍ରୟାସ ଜାରି ରହୁ
ସୁନ୍ଦର ଉପସ୍ଥାପନା ମୋ ବ୍ୟକ୍ତିଗତ ମତ ରେ ନାମ ପରିବର୍ତନ ହେବା ଦରକାର
ସୁନ୍ଦର ଉପସ୍ଥାପନା! ବହୁତ କିଛି ଜାଣିବା ପାଇଁ ମିଳିଲା, ଧନ୍ୟବାଦ!
Thank you
ଭି କେ ପାଣ୍ଡିଆନ ଟି ଏ ରେଭେନ୍ସାଙ୍କର ଅବିକଳ ନକଲ ବାସ୍ତବ କଥାଟିଏ କହିଛନ୍ତି
ବିଚିତ୍ରାନନ୍ଦ ଦାସ ରଖାଯାଉ
ସେହି ମହାନ ମହାପୁରୁଷ ବିଚିତ୍ରାନନ୍ଦଙ୍କ ନାମରେ ସେ କଲେଜକୁ ନାମିତ କରାଯାଉ
ରେଭେନସା କଲେଜ ର ନାମ ପରିବର୍ତ୍ତନ କରି ବିଚିତ୍ରାନନ୍ଦ ଦାସ ଙ୍କ ନାମ ରେ ନାମିତ କରାଯାଉ।
Thank for news
ଉତ୍କଗୌରବ ମଧୁସୂଦନ ଦାସ university ରଖିଲେ ବହୁତ୍ ଭଲ ହୁଅନ୍ତା ..🙏❤️
Yes!ବଦଳିବା ଦରକାର !!ମୁଁ ବି ଭାବୁଥିଲି ରେଭେନ୍ଶା collage ନା କାଇଁ ବଦଳିବ ଏବେ ଜାଣିଲି ଆପଣଙ୍କ vdo ଦେଖି..
ନିଶ୍ଚିତ..ଆମେ ନିଶ୍ଚୟ ଓଡ଼ିଶାର ବରପୁତ୍ର ମାନଙ୍କୁ ଉଚିତ୍ ସମ୍ମାନ ଦେଇପାରିନାହାନ୍ତି। ଶିକ୍ଷାନୁଷ୍ଠାନ ର ପରିଚୟ ଶିକ୍ଷକ ଓ ଶିକ୍ଷାବିତ ମାନଙ୍କୁ ନେଇ ହେଇଥାଏ..ତେଣୁ ନାମ ବଦଳାଇ ବରପୁତ୍ର ଙ୍କ ନାମରେ ନାମିତ ହେଲେ college ର ଗାରିମା ବା ପ୍ରତିଷ୍ଠା କୌଣସି ଗୁଣରେ କମିବ ତାହା ମୁଁ ଭାବୁନାହିଁ। bbsr ବରମୁଣ୍ଡା bus stand ର ନାମ ମଧ୍ୟ change ହଉ..
ଏଥିରୁ ଶିଖରେ ଓଡ଼ିଆ ଜାତି, ଓଡ଼ିଆ ଙ୍କ ଗର୍ବ ଗୌରବ କୁ ବଜାୟ ରଖ
ସାଧୁ ସାଧୁ
ସୁନ୍ଦର ଉପସ୍ଥାପନା । ଆମ ଓଡ଼ିଆ ଭାଇମାନେ ସ୍ଟକହୋମ ସିନ୍ଡ୍ରୋମ ରେ ପୀଡ଼ିତ ନୁହେଁ ତ !
ରେଭେନ୍ସାଙ୍କୁ ଯେମିତି ଆମ ଓଡ଼ିଆ ସମର୍ଥନ କରୁଛୁ ଠିକ୍ ପାଣ୍ଡିଆନ ଙ୍କ ସମର୍ଥକ ପାଣ୍ଡି ଆନରକ୍ରିତଦାସ ସାଜି ଓଡ଼ିଶାକୁ ପାଣ୍ଡିଆନ ସାଶନକରଇଅନ୍ତେ, ଆମେ ଚାହୁଁ ଆମ ରାଜ୍ୟ ର ସହିତ, ବରପୁତ୍ର ରାଜା, ମହାରାଜଙ୍କ ନାମରେ ନାମିତକରାଯାଉ
Thank you Sangram Babu for your indepth research and bringing out the truth to the public. People who oppose for change of name are the mostly ex-Ravenshaw students who feel empty proud of name of Ravenshaw only.
They think people studied in Ravenshaw College are learned, knowledgeous and superior rather than studies in other institutions.
ବିଚିତ୍ରା ନନ୍ଦ ଦାସ୍ ଙ୍କ ମୃତ୍ୟୁ ପଛ ରେ ରେଭେନ୍ସା ଙ୍କ କିଛି ଷଡ଼ଯନ୍ତ୍ର ନାହିଁ ତ?
ଏତେ କଥା ଏଭିତରେ ଥିଲା ବେଳେ କଛୀ ଗୋଡାଣିଆ ରେଭେନ୍ସା ରେଭେନ୍ସା ରଢି ଛାଡୁଛନ୍। ଏମାନଙ୍କ ବୋଲରେ ପଡିବ ନିରିହ ଛାତ୍ରଛାତ୍ରୀ ଭୋଳ। ଧନ୍ୟବାଦ ଅର୍ଗସ ।
ତୋ ବାଳ
@@Sahityapandaତୋ ବୋଉ ବିଆ
beautuful episode
ବିଚିତ୍ରାନନ୍ଦ ରଖାଯାଉ ରେଭେନ୍ସା ର ନାଁ
କଲେଜ ର ନାମ ପରିବର୍ତ୍ତନ ନିହାତି ଆବଶ୍ୟକ ।
Au english education system kebe uthiba tike kuhantu
Bohut bholo lagila aau sesare pandian kotha modhya
ଷଡଙ୍ଗୀ ମହାଶୟ ଆପଣଙ୍କୁ ଏହି ଉପସ୍ଥାପନା ପାଇଁ ଧନ୍ୟବାଦ ଦେବା ପାଇଁ ମୋର ପାଖରେ ଭାଷା ନାହିଁ । ଯେଉଁ ବିଷୟଟି ମୋ ମନରେ ଉଙ୍କି ମାରୁଥିଲା ତାହା ମୁଁ ପାଇଲି ବିଶେଷ କରି ଉପସ୍ଥାପନାର ଶେଷ ସମୟରେ ଯେଉଁ କଥାଟି କହିଲେ ସେ କଥାଟିଏ ବାରମ୍ବାର ମୋ ମନରେ ପ୍ରଶ୍ନ ଆସୁଥିଲା ।
Thank you
I love ରେଭେନ୍ସା ❤❤❤❤❤❤ .. love you bro..
Good news
The real truth reveals. If there is any further, that should be brought to lime light.
Tell about Adani story and improvements
ବହୁତ ବହୁତ୍ ସୁନ୍ଦର ଉପସ୍ଥାପନା, ଉପସ୍ଥାପକ ମହାଶୟଙ୍କ ନାମ କଣ???
ସବୁ ସେଇ ବାରିପଦା ରାଜାଙ୍କ ପାଇଁ... ଓଡ଼ିଶାର କିଛି ରାଜା te ରେଭେନ୍ଶାର ପାଦ ଚାଟୁଥିଲେ....
20000 dele boli atleast clg ta khola heiparila seita bada katha ..ନାଇଁ ମାମୁ ଠୁ କଣା ମାମୁଁ ଭଲ
20,000/- ra interest saha Mayurbhanj ku phera ,tapare katha kahibu .
@@managobindamahanta8700 bas bas kohilo pode katha
ବୀଚିତ୍ରା ନନ୍ଦ ଦାସ ଙ୍କ ନାମ ରାଖାଯାଉ ।
ଏସବୁ ଶୁଣି ମୁଁ କହିବି ଯେ ବିଚିତ୍ରା ନନ୍ଦ ଦାସ କଲେଜ ନାଁ ରହିବା ସବୁଠୁ ଓଡ଼ିଆ ବା ଓଡ଼ିଆ ଜାତି ପାଇଁ ଗୌରବ ହେବ.... ସେଇୟା କରନ୍ତୁ.... ଭଲ ହେବ.. ଏମିତି ନିୟୁଜ ଦେଉଥିବେ ନାଁ .. କିଛି କରିବେ.....
Right
ଦାମୋଦର ଦାସ ମୋଦୀ ବିଶ୍ଵବିଦ୍ୟାଳୟ କଲେ ଭଲ ଅନୁଦାନ ମିଳିବ,,,
No
ନାଁ ବଦଳିବା ଦରକାର, ଜଣେ ଓଡ଼ିଆ ନାରେ ହଉ
Laguchhi, tame apply karithila hele admission milinathila 😅
@@soumyatripathy7522 ସେଇଟା ଗୋଟେ ବାଜେ ୟୁନିଭର୍ସିଟି .. 😂 , ବାଣୀ ବିହାରର ବାଳ କୁ ସରି ହେବନି
Thik kahicha 👍 👍 @@soumyatripathy7522
@@soumyatripathy7522 odia biro putra ko nare rakhile asubidha kono, jia noko durbikhyo pain dai ta na rokha jaichi..
@@sonumahato2974 new university kariki rajhajau name
Aehi ଏହି ମାନେ ଆଗରୁ କେଉଁଠି ଥିଲେ? Etekahunchhanti ଏମାନେ ମୋଦି ବ୍ରିଟିଶ ରାଣୀ ଯେତେବେଳେ ମଲେ ବିଜେପି କାହିଁକିକାନ୍ଦୁଥିଲା।
ରେଭେନ୍ସା ପରି ଜଣେ ନରହନ୍ତା ନାଁ ରେ କୌଣସି ଅନୁଷ୍ଠାନ ର ନାଁ ରହିବା ଉଚିତ ନୁହେଁ।
Right,bro💯👍
ଧନ୍ୟବାଦ 💮🙏
ଆମ ଓଡ଼ିଆ ଆମର ଗର୍ବ
ଯଦି 2024 ରେ ତାମିଲ ନାଡୁ ରୁ ପାଣ୍ଡିଆନ ଆସି ଆମ ଓଡ଼ିଶାର ବିଧାୟକ ଏବଂସଂସଦ ସଦସ୍ୟ ମାନଙ୍କୁ ବସ ଉଠ କରାଉ ଛି ତାହାଲେ ଦେଢ଼ଶହ ବର୍ଷ ତଳେ କଣ ଅବସ୍ଥା ଥିଲା କଳ୍ପନା କରନ୍ତୁ । ଜଣେ ବିଜେପି ନେତା ନାମ ବଦଳାଇବା କଥା କହିଲା ବୋଲି କେତେ ଗାଳି ଦିଆ ଯାଇଛି ।ଯେଉଁ ମାନେ ପଣ୍ଡିଆନର ଚରଣ ଚୁମ୍ବନ କରୁଛନ୍ତି ସେମାନେ କହୁଛନ୍ତି ଆମେ ଓଡ଼ିଶାର ପାଇକ ପୁଅ
ସତ ନଜାଣି ଅନ୍ୟ କୁ ଗାଳି ଦେବା ବହୁତ ବଡ଼ ବହାଦୁରୀ
।
ଆମର ଭାଷାକୁ ବଞ୍ଚେଇ ରଖିଥିବାରୁ ମୋର ସେଇ ବୁଧୀ ଜିବୀ ମାନଙ୍କୁ କୋଟି କୋଟି ପ୍ରଣାମ
Thanks❤
ଜୟ ଜଗନ୍ନାଥ ଜୟ ବିଜେପି ❤️❤️❤️❤️
Bjp gandi Mari Khali name change kariba
ନାମ ପରିବର୍ତ୍ତନ ଉପରେ ଧ୍ୟାନ ନ ଦେଇ ଶିକ୍ଷା କୁ କେମିତି ଉଚ୍ଚମାନର ହବ ସେଇଟି ପାଇଁ ଶିକ୍ଷା ମନ୍ତ୍ରୀ ଧ୍ୟାନ ଦେବା ଉଚିତ୍
ନାମ ପରିବର୍ତ୍ତନ ହେବା ଆବଶ୍ୟକ ଅଛି ଏବଂ ତାହା ଆମ ବିର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମରେ ନାମିତ କରାଯାଉ, ଉପସ୍ଥାପନା ର ସେଶକଥା ଠିକ୍ ଥିଲା ରେଭେନ୍ସା ଏବଂ ପାଣ୍ଡିଆନ
❤
Bahut barsh pare gote chati thara news bhali laguchi.amiti sabubele news diantu .kahara ghara bhanga niti chadantu
Bahut sundar
ଉପସ୍ଥାପନା ଯୁକ୍ତି ଭିତ୍ତିକ ଅଛି. ରେଭେନ୍ସା ନାମ ପରିବର୍ତ୍ତନ ହେଉ.
କ୍ୟାମ୍ବ୍ରିଡ଼ଗେ ୟୁନିଭେର୍ସିଟି ରଖାଯାଉ
Right sir🙏Bichitra nanda hau
ବନ୍ଦେ ଉତ୍କଳ ଜନନି
Radhanath nka nama rakhajaau🙏🙏....
Very nice debate, Upastpana
Thank you
ହଁ ନିଶ୍ଚିତ ବଦଳିବା ଉଚିତ, ଗୋଲାମି/ଦାସତ୍ୱର ବୋଝ କେତେଦିନ ମୁଣ୍ଡାଇବୀ
ବିଜେଡି ଵାଲା ଏ ଦିଗରେ ଟିକେ ବୁଝନ୍ତୁ
ଏଭଳି ଇଂରାଜି ଗୋଲାମୀ ମାନସିକଟରୁୁ ମୁକୁଳିବାକୁ ଆଉ କେତେ ବର୍ଷ ଲାଗିବ ,?ନିଜର ଅସଲି ବାପା କୁ ଛାଡି,ଆଉ ଜଣକୁ ବାପା ବୋଲି ସମ୍ବୋଧନ କରିବା ଲାଜ ଲାଗିବା କଥା,ସମାନ କଥା ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ପଚାରିବା କଥା କଣ ସେମାନେବି ଶୋଇ ଥିଲେ ?
ଏ ଖବର ଦେଖିବା ପରେ , କିଛି ଜଣଙ୍କର ହଜମ ହେଇନଥିବ 😮 ,
👍
Mo Priya Odisha basi Daya kari Britishers nku bhulibaku chesta karantu.Se aamaku ki kasta dei nahanti. !
ରେଭେନ୍ସା କଲେଜର ନାମ ଅତି ଶୀଘ୍ର ପରିବର୍ତନ କରାଯାଉ।
Bala na bjp gote banada
@@prajanadattaputhal7034aau tu ta bopara bandabala
କଟକ ୟୁନିଭର୍ସିଟି
Bahut bhal ❤
Beautiful 🎉🎉
Very nice presentation
ଜଉ ମାନେ ବେଶୀ କଥା କହୁଥିଲେ ଟିକେ ତର୍ଜମା କରନ୍ତୁ
ବିଚିତ୍ରାନନ୍ଦ ଦାସ ଙ୍କ ନାମରେ college ହେଉ। ଆମ ଓଡ଼ିଆ ମାନଙ୍କର ଗୋଟିଏ ଵାଳ ଗୁଣ ଯେ ସେମାନେ ନିଜ ଜାତି ନିଜ ସଂସ୍କୃତି ଆଉ ପରମ୍ପରା ଭାଷା କୁ ନେଇ କେବେ ଗର୍ବ କରନ୍ତି ନାହିଁ, ନିଜ ଓଡ଼ିଶାର ଉଚିତ ମୂଲ୍ୟ ବୁଝିବା ଉଚିତ। ଆଉ ଯେଉଁ ଓଡ଼ିଆ ମନେ ଏହାର ବିପକ୍ଷ ରେ ଯାଉଛନ୍ତି ତାଙ୍କୁ ଏତିକି କୁହାଯିବ ସେମାନେ ନିଜ ବାପା କୁ ବାପା ନଡାକି ଅନ୍ୟ ବାପା କୁ ବାପା ବୋଲି ଡାକନ୍ତି ଆଉ ନିଜ ମା କୁ ଅନ୍ୟର ସ୍ତ୍ରୀ କରିଦିଅନ୍ତି ନିଜ ବାପାଙ୍କୁ ଜାଣିପାରନ୍ତି ନାହିଁ କି ବୁଝନ୍ତିନାହି। ସେମାନେ କଳଙ୍କ ଓଡ଼ିଆ ଅସ୍ମିତା ଆଉ ଓଡ଼ିଶା ର। ବନ୍ଦେ ଉତ୍କଳ ଜନନୀ 🙏
This vedio is much more better than Germany serphed.
ପାଣ୍ଡୁ ପାଦ ଚାଟୁଥିବା ଲେଲିନ ଆଉ ଘୁଷୁରି ମୁହାଁ ଗୋଲାମଗିରୀ କୁ ପସନ୍ଦ କରୁଥିବା ସୁଦର୍ଶନ ତଥ୍ୟ ନଜାଣି ଅଜଥା ଯୁକ୍ତି କରି ବହା ବାହା ନେବାପାଇଁ ରାଜନୀତି ନେତା ହେବାପାଇଁ ଚେଷ୍ଟା କରି ଓଡିଆ ମାନଙ୍କୁ ଭ୍ରମିବାକୁ ଚାଟୁକାର କଥା କହୁଛନ୍ତି ତେଣୁ ସେ ଦୁଇଟା ଙ୍କୁ ବିରୋଧ କରିବା ଆମ ଓଡିଆ ମାନଙ୍କ କର୍ତବ୍ଯ ।
Bahut sundar 👍👍👍
ଦର୍ପଣ ଦେଖାଇ ପ୍ରତିବିମ୍ବ ତୋର ନେଲା ସେ ଛଡ଼ାଇ । ଦେହତ ତୋପାଖେ ଅଛି , ଗଢ଼ିଦେଲେ ଗଢ଼ିଦେବ ତୋ ନକଲ ଯୋଡ଼ି ପାରିବନି ତୋର ବୁଦ୍ଧି କି ଅକଲ ଡର କାହିଁ ପାଇଁ ତୋର। ଡରିବୁ ମରିବୁ ଗୋଡ ତୁ ଟାଣିବୁ ସାହି ଭାଇଙ୍କର । ମନରୁ ଏବେ ତୁ ଡରକୁ ତୋର ଛାଡ଼। ଓଡ଼ିଆ ପୁଅତୁ ଲଢ଼ୁଆ ପୁଅ ତୁ ଚେଇ ଶୋଇବୁ ତୁ କେତେ ? ଏମାଟି, ଜାତି ପାଇଁ ପରା ଏଠି ଗଡିଚି କେତେ ଯେ ମୁଣ୍ଡ । ବିର ପୁଅ ତୁହି କେମିତି ସହୁଛୁ କହ ? ଶୋଇ ଶୋଇ କେତେ ସପନ ଦେଖିବୁ ବିଦେଶ ଯାଇକି ଗୋଲାମ ସାଜିବୁ । ମନରେ ରଖିଥା ହେଜି ସଭିଏ ଗଲେଣି ଆଗକୁ ବଢ଼ି ତୁ ଏକା ରହିଛୁ ପଡ଼ି । ଷୋଇ ଥିଲେ ତୁହି ଷୋଇ ଥିବୁ ଉଠେଇ ବେନିରେ କେହି । ଉଠ ଉଠ ବୀର ଏବେ କିଛି କର । ଏ ମାଟି,ଏ ଜାତି କୁ ଏକା ତୁହି ରଖି ପାରିବୁ ପାରିବୁ। ବନ୍ଦେ ଉତ୍କଳ ଜନନୀ 🙏🙏🙏🙏 ଜୟ ଜଗନ୍ନାଥ ।
ନା ବଦଳିବା ଦରକାର
Kindly write an article on this issue.
The college was named after Ravenshaw when freedom fighters were alive
. It is a memorial institution. If a change of name is thought in of will there not be a controversy for a favourable name? What is the opinion on memorable institutions in foreign countries in Japan and in Indonesia after the names of Honble justice Radhabinod Paul and Biju Patnaik?
thought of NOT thought in of
Best presentation
ସୁବାଷ ଭୋଷ ଙ୍କ ନାମ ରଖାଯାଉ
Super. Jayguru