Lagila Kalia re To Bhaba Dori || Ratha jatra jagannath Bhajan || Jayashree Dhal || Ravi kumar

Поделиться
HTML-код
  • Опубликовано: 11 сен 2024
  • Presenting the Official Studio Version of New Odia Jagannath Bhajan " Lagila Kaliaare To Bhaba Dori " the song is sung by Jayashree Dhal music composed by Jayashree Dhal . The lyrics are written by Rabi Kumar . #LagilakaliaretoBhabadori
    ------------------------------------------------------
    ♫Song Name - Lagila Kaliaare To Bhaba Dori
    ♫Singer- Jayashree Dhal
    ♫Music - Jayashree Dhal
    ♫ Lyrics - Rabi Kumar
    ♪ Programming arrange- Rajesh
    ♪ Mixing & Mastered- Survibration
    ♪ D.O.P & EDIT - Hritik Bindhani ( H K B )
    ♫ Lyrics ♫
    ରାତିରେ ଦେଖିଲି ତୋ ସପନ
    ମଥାରେ ନାଇଚୁରେ ଟିପା ଚନ୍ଦନ
    ନାଲି ଗୁଲୁଗୁଲୁ ତୋ ମିଠା ହସ
    କି ସୁନ୍ଦର ତୋର ସେ ରଜାବେଶ
    ତତେ ଦେଖି ଚକାଆଖି
    ମନ ଗଲା ଚହଲି...
    ଲାଗିଲା କାଳିଆରେ ତୋ ଭାବ ଡୋରି
    ଯାଉଚି ଯାଉଚି ମୁଁ ତୋ ଧାମ ପୁରୀ
    **********
    ତୋ ସିଂହ ଦୁଆର ତୋ ବଡଦେଉଳ
    ବାଇସି ପାହାଚ କେଡେ ସୁନ୍ଦର
    ନୀଳଚକ୍ର ନେତ କରିଲେ ଦର୍ଶନ
    ସାର୍ଥକ ହୋଇବ ଜୀବନ ମୋର
    ତୋ ଅବଢା ଅମୃତକୁ
    ଆରେ କେ ହେବ ସରି
    ଲାଗିଲା କାଳିଆରେ ତୋ ଭାବ ଡୋରି
    ଯାଉଚି ଯାଉଚି ମୁଁ ତୋ ଧାମ ପୁରୀ
    *********
    ଶରଧା ବାଲିରେ ଗଡି ଯାଉଥିବି
    ଜୟ ଜଗନ୍ନାଥ ନାମକୁ ଧରି
    କଳା ଶ୍ରୀମୁଖକୁ ଚାହିଁ ରହିଥିବି
    ମନ ପ୍ରାଣ ମୋର ଯିବରେ ଭରି
    ଏ ଜୀବନେ ସବୁ ଆଶା ମୋର
    ଯିବରେ ପୁରି....
    ଲାଗିଲା କାଳିଆରେ ତୋ ଭାବ ଡୋରି
    ଯାଉଚି ଯାଉଚି ମୁଁ ତୋ ଧାମ ପୁରୀ
    *********
    ------------------------------------------------------------------------
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    #rathayatraspecial
    #jayashreedhal
    #RabiKumar
    #Survibration
    #NewJagannathBhajan
    #NewOdiaBhajan
    #JagannathBhajan
    #NewRathajatraBhajan
    #OdishaViralSinger
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର RUclips Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ***********
    ✽ Subscribe our Official RUclips Channel -
    www.youtube.co....
    ✽ Like us on Facebook -
    h​ / drjayashreed. .
    / sur-vibratio.. .
    LIKE ◆ COMMENT ◆ SHARE ◆ SUBSCRIBE

Комментарии • 31