Miss you Papu Sir Janichi bahut Busy Rahuchanti but Tike time bahara Kari video chadile ame apana nka pakhare Chiraprakuta Habu Iti apana nka Priya Fan Subrat
Papu Sir nka katha jeun topic upare kahibe khan sir nka pari tahaku na sarila parjyanta kichhi kahibeni. Mate vari vala lage tankar je kaunasi topic mu sabu dekhe.Xcuse me jaha kahibi sata kahibi.mar jira gunda.Aeta bayata.Papu sir nka tution class.jaha jaha mate vala lage kintu amaku vala laguchi sata bro kintu tankar jeun thire adhik income seita se disition nebe 👍👍👍👍👏👏🙏👏🙏🙏🙏🙏🙏
Iam 17 I've lived my whole life in Bengaluru I love odia culture and festivals i would really love to live in my village but there are no opportunities in odisha colleges there are far worse and the facilities I am used to are not there or are in poor condition so i would prefer to live in Bengaluru for a better future
Odisha ra snskruti ku mane pakai dei thibaru aapananku asesh ashes dhanyavaad 🙏 mu odisha bahare rahuchi sata kintu mote odisha hin bahut bhala lage . ❤️mora mati odisha mora jati odia ❤️🙏❤️🙏❤️🙏❤️🙏❤️❤️❤️❤️❤️
Odisha re jete comedian aasantu but Papu bhai aapana nka pakhare jou vala talent achhi taha Anya kaha pakhare nahi......aapan multi talented......God bless you Papu bhai......Garabe kahibi mu odia 🙏🙏🙏🙏🙏🙏
ପପୁ ସାରଙ୍କ ଅନଲାଇନ class ସମାଜକୁ ସବୁବେଳେ ଭଲ ଉପଦେଶ ଦେଇଆସୁଛି। ଧନ୍ୟବାଦ ପପୁ ସାର ।
Papu vai nka dwara nirmita sabuthu best video… Dhanyabad papu vaiii bahut kichi jinsa sikhibaku milila ❤❤❤
#proudOdia
ଆମର ରାଜ୍ୟ ଏବଂ ଆମର ଭାଷା ଏବଂ ଆମର ମହାପ୍ରଭୁ ସବୁଠୁ ଶ୍ରେଷ୍ଠ ❤️👌🏻
@@km-mv8pt au asibani Rply😍🤣🤣🤣
Bhai south re kichhi nahi
Kie job kare nakare kichi thau nathau seita amar rajya re farak padeni amar odisha sabuthu srestha❤️🙏🏻odisha .
Sir where is new Video ?
ବରଗ ଡ଼ରେ ଧନୁଯାତ୍ରା 27 ତାରିଖ ରୁ ଆରମ୍ଭ ହଉଛି ,ସମସ୍ତଙ୍କୁ ଆସିବାକୁ ଅନୁରୋଧ🙏🙏🙏🙏🙏
ଗର୍ବରେ କହୁଛି ମୁ ଓଡ଼ିଆ ❣️ପପୁଭାଇ ତମ କଥା ସବୁ ହୃଦୟକୁ ଛୁଁଏ🙏🏻😍
ପପୁ ସାର୍ ପ୍ରଣାମ🙏 ଆପଣମାନଙ୍କ କଥା ବହୁତ ଭଲ ଲାଗିଲା ମୁଁ ଓଡ଼ିଶା ବାହାରେ କାମ କରେ ଓଡ଼ିଶା ରେ ଜନ୍ମ ନେଇ ଗର୍ବ ଅନୁଭବ କରୁଛି ଓଡ଼ିଆ ସଂସ୍କୃତି ଓଡ଼ିଆ ଭୂମି ଶିତ ବର୍ଷା ଖରା ..... କେବ ଭୁଲିବିନି ଓଡ଼ିଆ ବିଡ଼ିଓ ରେ ଏହା ଚାହୁଁ ଥିଲି ତାଙ୍କୁ ୟୁ ପପୁ ସାର ଓଡ଼ିଶା ବହୁତ ଆଗକୁ ଯିବା
Thanks for your support 🙏❤️
Miss you Papu Sir
Janichi bahut Busy Rahuchanti but Tike time bahara Kari video chadile ame apana nka pakhare Chiraprakuta Habu
Iti apana nka Priya Fan Subrat
ପ୍ରକୃତିର ଗନ୍ତାଘର ହେଉଛି ଓଡିଶା । ଓଡିଆ ଭାଷା ହେଉଛି ସଂସ୍କୃତ ପରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଭାଷା । ଭଗବାନ ଜଗନ୍ନାଥ ହେଉଛନ୍ତି ଓଡିଆ ଭାଷାର ଜନକ । ଆମ ଗଜପତିଂକ ବିରତ୍ବ ରେ ଭାରତର ଅଦ୍ବିତୀୟ ହିନ୍ଦୁ ଦେଶ ।
ପ୍ରତିଦିନ ଏଇ କାର୍ଯ୍ୟକ୍ରମ କରାଯାଉ 🙏
ବହୁତ ସୁନ୍ଦର କାର୍ଯ୍ୟକ୍ରମ ପପୁ ସାର୍..... ♥️
ମୟୁରଭଞ୍ଜର ବାରିପଦା ମାଟିରୁ ପ୍ରମାଣ ନିଅନ୍ତୁ♥️🙏
ଆପଣ ପପୁ ଭାଈ ଧୂତୀ ପିନ୍ଧି କ୍ଲାସ୍ କଲେ,ଆମେ ଓଡିଶା ବସି ଅହୁରି ଖୁସି ହୁଅନ୍ତି।
Ra8
ଧୋତି କି ଗାମୁଛା ଫରକ ପଡ଼େନି ସେ ହଉ ଅବା ଡ୍ରେସ୍ ପେଣ୍ଟ ,ପଢାଇବାର ନୁଆ ପ୍ରୟାଶ କୁ ଦେଖ ଏଠି ପଢାଉଛନ୍ତି ଜଣେ ଲିଜେଣ୍ଡ
ପପୁ ଭାଇ..... ସର୍ବପ୍ରଥମେ ଆପଣଙ୍କୁ ଶୁଳିଆପଦା ରୁ ତାପସ ର ପ୍ରଣାମ 🙏.... ଆପଣଙ୍କ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ଆପଣ ଏହାକୁ continue କରନ୍ତୁ ଯାହା ଫଳରେ ଆମେ ଆପଣଙ୍କ ଠାରୁ ବହୁତ ଜ୍ଞାନ ପାଇପାରିବୁ !!!! ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ ଏବଂ ସୁସ୍ଥ ରଖନ୍ତୁ !🙏
Papu Sir nka katha jeun topic upare kahibe khan sir nka pari tahaku na sarila parjyanta kichhi kahibeni. Mate vari vala lage tankar je kaunasi topic mu sabu dekhe.Xcuse me jaha kahibi sata kahibi.mar jira gunda.Aeta bayata.Papu sir nka tution class.jaha jaha mate vala lage kintu amaku vala laguchi sata bro kintu tankar jeun thire adhik income seita se disition nebe 👍👍👍👍👏👏🙏👏🙏🙏🙏🙏🙏
ବହୁତ୍ miss କରୁଥିଲି ଏ season.
ଖୁସି ଲାଗିଲା, ଆଗକୁ continue କରନ୍ତୁ ନୂଆ ନୂଆ Topic ଉପରେ.
ଜୟ ଜଗନ୍ନାଥ 🙏🏼 ଜୟ ଓଡ଼ିଶା
ସତ କଥା ଭାଇ।ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତୁଳନୀୟ ଯିଏ କି 22ବର୍ଷ ହେଲା ଓଡ଼ିଆ ଭାଷା କହିପାରୁନାହାନ୍ତି
ନିଛକ ଚିତ୍ରଣ ଉପସ୍ଥାପନା କରା ଯାଇଛି। ଧନ୍ୟବାଦ୍ ପପୁ ଭାଇ
ବହୁତ ବଢିଆ କଥା କହିଛନ୍ତି ପପୁ ସାର। ଗର୍ବରେ କହିବି ମୁଁ ବି ଓଡ଼ିଆ।
ପପୁ ଭାଇ ତମେ କହି ଚାଲନ୍ତୁ ବହୁତ୍ ଗ୍ରର୍ବ ଲାଗୁଛି ଓଡ଼ିଆ ଭାଷା ,ଓଡ଼ିଆ ସାହିତ୍ୟରେ, ଓଡ଼ିଆ ର ଇତିହାସ ର ଏହି କଥା।🥰🥰
ଭାଇ ଆପଣଙ୍କ ଶବ୍ଦ ଉଚ୍ଚକୋଟୀର। ଆପଣଙ୍କ କଥା ରେ ଦମ୍ ଅଛି।ମୋ ଓଡ଼ିଆ ଭାଷା, ଓଡ଼ିଆ ଅକ୍ଷର ସବୁଠୁ ସୁନ୍ଦର। ଭାରତରେ ଯେତେ ଅକ୍ଷର ଅଛି ଆମ ଅକ୍ଷର ହେଉଛି ସୁନ୍ଦର, ଆଉ ଗୋଲ୍ ଗୋଲ୍।
Kannada, Malayalam bi Sundar
Iam 17 I've lived my whole life in Bengaluru I love odia culture and festivals i would really love to live in my village but there are no opportunities in odisha colleges there are far worse and the facilities I am used to are not there or are in poor condition so i would prefer to live in Bengaluru for a better future
Ete dina pare class arambha hela..bahut khusi lagila.. Thank you Papu Sir..
ବହୁତ ସୁନ୍ଦର ବିଷୟ ଓ ଉଚକୋଟି ର ଉପସ୍ଥାପନା,ମୁ ଓଡ଼ିଆ ମୋ ରାଜ୍ୟ ଭାରି ବଢିଆ ଜୟ ଜଗନ୍ନାଥ, ଜୟ ମା ବିରଜା।
ମୁଁ ଓଡ଼ିଆ ଭାରି ବଢିଆ 😀ଜୟ ଜଗନ୍ନାଥ🙏 ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏I love Odisha 😎❤️👍👍
Ja hou Sir Apono Puni amo gohonore uposthiti heithibaru .... Thank you so much.... Papu Sir...
Papu sir ଧନ୍ୟବାଦ,ପୁଣି ଆରମ୍ଭ କରିଥିବାରୁ ଏହିଭଳି ଏକ ଭଲ ସମାଜ ଶିକ୍ଷ୍ୟା କାର୍ଯ୍ୟକ୍ରମ. ଏହିଭଳି କାର୍ଯ୍ୟକ୍ରମ ଅତି କମ୍ ରେ ସପ୍ତାହ କୁ ଦୁଇଟା କରନ୍ତୁ🙏🙏🙏
ମାତୃଭୂମି ମାତୃଭାଷା ର ମମତା ଜାହୃଦେ ଜନମି ନାଇଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 🙏
ପପୁ ସାର୍ ଆପଣଙ୍କ ପାଇଁ ଉଦଳା, ପାଟପୁରରୁ ଭଲପାଇବା ☺
ଧନ୍ଯବାଦ ଏଇଭଳି ଭିଡିଓ ପାଇଁ ☺
ଧନ୍ୟବଦ୍ ସାର ଆପଣ ଦେଇଥିବା ଶିକ୍ଷା ନିଶ୍ଚୟ ଆମେ ଆମର ଜୀବନ ରେ ପ୍ରୟୋଗ କରିବୁ ଏବଂ ଓଡ଼ିଶା କୁ ଏକ ସୁନାର ରାଜ୍ୟ ଗଢି ତୋଳିବାରେ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ
ପପୁ ଭାଇ ଆଜି ର ବିଷୟ ପୁରା ହୃଦୟ କୁ ଛୁଇଁ ଗଲା ❤️❤️❤️
ବହୁତ ବହୁତ ଧନ୍ୟବାଦ ପପୁ ଭାଇ ଆପଣଙ୍କ ଏହି ଶୋ ସମାଜକୁ ଭଲବାର୍ତା ଦିଏ।। ଜୟ ଜଗନ୍ନାଥ ଭାଇ 🙏🙏🙏🙏
ମୁଁ ଓଡ଼ିଆ ଭାରି ବଢ଼ିଆ
ଆଉ ଆମ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ମହାନ୍
ଲଭ୍ ଫ୍ରମ୍ ପୁରୀ 💯💯💯💯🙏🏻🙏🏻🙏🏻
ସତ କହୁଚି ଭାଇ ଆପଣ ଙ୍କ କଥା ଶୁଣି ଲୋମ ଟାଙ୍କୁରି ଉଠିଲା dil se love you bhai
ଆପଣ ବ୍ରାହ୍ମଣ ତ ବେଦ ବିଷୟର କଥା ବେଶୀ ଆଲୋଚନା କରିବା କଥା ବେଦ ରେ ସବୁ କିଛି ବର୍ଣ୍ଣନା ଅଛି।ତେଣୁ ବେଦ ର ଜ୍ଞାନ କୁ ଆଲୋଚନା କରିଲେ ଭଲ ହବ
Sir kali apanku jajpur re dekhiki bahut khusi lagila😊 lots of love from jajpur❤❤
ପପୁ ଭାଇ ଆମେ ନିଜ ଭାଷା କୁ ନେଇ ଆମେ ଗର୍ବ କରିବା ଉଚିତ୍ , ଆମେ ନିଜ ଭାଷା କୁ ଗୁରୁତ୍ଵ ଦେଉନେ , ମୋ ହିସାବରେ ଆମେ ଆମ ଓଡ଼ିଆ ଭାଷା କୁ ସରକାର ପ୍ରୋତ୍ସାହନ ଦେବା ଦରକାର , ଜୟ ଜଗନ୍ନାଥ 🙏🙏
ପପୁ sir ଆପଣ ଙ୍କୁ ଦେଖିଲେ ସବୁ ଦୁଃଖ ଭୁଲି ଯାଏ ।।।ମୁଁ ଗର୍ବ ରେ କହିଛି ଯେ ମୁଁ ଓଡ଼ିଆ ।।ମୁଁ ବଢିଆ
ପପୁ ଭାଇ ଜହାର୍🙏🙏🙏 ଗେ ମୁଁ ବି ମୟୂରଭଞ୍ଜିଆ ଏବଂ online class କୁ ପୁଣି ଫେରିଥିବାରୁ ବହୁତ୍ ଖୁସି।
Dhanyawad Papu bhai apana ate bada sikhya amoku deithibaru
Million of thaks🙏 for sending a new video🎥.
Odisha is the best state in our 🌎
ମୁଁ ଓଡିଆ ମୋ ଭାଷା ବହୁତ୍ ବଢିଆ ମୁଁ ଯୋଉ ରାଜ୍ୟ କୁ ଗଲେ ବି ମୋ ପରିଚୟ ମୁଁ ସମସ୍ତଙ୍କୁ କହେ କି ମୁଁ ଓଡ଼ିଶା ଜଗନ୍ନାଥ ଧାମ ରୁ ଆସିଛି
ସ୍ଥାନ - ସମ୍ବଲପୁର , ଓଡ଼ିଶା , 🙏🏻🚩 ଜୟ ମାଆ ସମଲେଶ୍ୱରୀ 🙏🏻🚩 ଜୟ ଜଗନ୍ନାଥ 🙏🏻🚩
Papu sir ଆ ପର class ଟା ସୁର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଉପରେ ଏକ video ହେଉ.
ଆପଣଙ୍କ ଗୀତରେ ମୋ ଲୋମ ଟାଙ୍କୁରି ଉଠିଲା 🙏
Odisha ra snskruti ku mane pakai dei thibaru aapananku asesh ashes dhanyavaad 🙏 mu odisha bahare rahuchi sata kintu mote odisha hin bahut bhala lage . ❤️mora mati odisha mora jati odia ❤️🙏❤️🙏❤️🙏❤️🙏❤️❤️❤️❤️❤️
Papu pam pam sar mu sabu apisod dekhe vala lage. Amiti episode saptahaku there karntu.. Dekhibe nichaya dine Na dine. Loka badalibe... Thanku
ଖୁବ୍ ସୁନ୍ଦର୍ ଉପସ୍ଥାପନା💓 ଖୁବ୍ ସୁନ୍ଦର୍ ସନ୍ଦେଶ 💓
ଧନ୍ୟବାଦ୍ ପପୁ ଭାଇ🥰
Love u♥️ଭାଇ ତମ ଆଜି class ମନ କୁ ଛୁଇଁଲା 🤘👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌
Thank you papu sir.....bahut dina pare episode puni thare start kale
ପପୁ ସାର ପ୍ରଣାମ। ବହୁତ୍ ଦିନରୁ ଇଚ୍ଛା ଥିଲା ପ୍ରଶ୍ନ ପଚାରିବାକୁ ,ଓଡ଼ିଶା ର 30 ଜିଲ୍ଲା ଓ ଭାରତ ର ସବୁ ରାଜ୍ୟ ବିଷୟ ରେ ସଂକ୍ଷିପ୍ତ ରେ କିଛି କିଛି କୁହନ୍ତୁ
Video continue karantu apana multi-talented comedy ru mu bht knowledge paichi. Esabu ru mu inspired bi heichi.
Pura bhitra Katha bhai♡♡♡
Love u bhai♡♡♡♡
Odisha Bahare sabu Loka nija Anchilaka bhasare Katha huanti
ମୁଁ ବହୁତ ଖୁସି ପୁଣି ପପୁ ସାର୍ ଅନଲାଇନ୍ କ୍ଲାସ୍ ଚାଲୁ ହେଇଥିବାରୁ ଏମିତି ଚାଲୁ
🙏 ପପୁ sir,
ବହୁତ୍ ବଢିଆ ବୁଝେଇଲି ଧନ୍ୟବାଦ୍🙏
{ମୁଁ ଓଡ଼ିଆ ମୋର ନା ବଡିଆ} ଏକଥା କେବଳ 💐ପପୁ ସାର କହିବାକୁ ......
ମୁଁ ନିଜକୁ ଗର୍ବ ଅନୁଭବ କରୁଚି ଆପଣଙ୍କ ଭଳି ଜଣେ ବିଚକ୍ଷଣ କଳାକାର ଓଡିଶା ମାଟିରେ ଜନ୍ମ ଗ୍ରହଣ କରିଛନ୍ତି ଆପଣଙ୍କୁ ସତ ସତ ନମନ୍ 🙏
ଭାଇ ବହୁତ ଖୁସି ଲାଗିଲା ଆପଣ ପୁଣି ଥରେ ଅନଲାଇନ ରେ ପୁଣି କ୍ଲାସ୍ କଲେ
🥰🥰🥰
ଗର୍ବରେ କହୁଛି ମୁଁ ଓଡ଼ିଆ ❣️ ପପୁ ଭାଇ ଆପଣଙ୍କ କଥା ସବୁ ହୃୟସ୍ପର୍ଶୀ 👌ଆମ ରାଜ୍ୟ ଏବଂ ଆମର ଭାଷା, ସଂସ୍କୃତି,କଳା ଏବଂ ମହାପ୍ରଭୁ ଜଗନ୍ନାଥ ସବୁଠୁ ଶ୍ରେଷ୍ଠ ♥️👌👌
ଦିଲ ସେ ଧନ୍ୟବାଦ ପପୁ ସାର 🙏
ଆମେ ଓଡିଶା ବାସି ଆମେ ଓଡ଼ିଆ ଆଉ ଦିଲ ସେ ମୟୂରଭଂଜିଆ.... ଜୟ ଜଗନ୍ନାଥ 🙏🙏🙏🙏🙏
❤
Matru bhumi matru bhasara mamata jadehe janami nahin, taku jadi gyani gunire guniba agyani rahibe kahin.🙏 JAY JAGANNATH
Odisha re jete comedian aasantu but Papu bhai aapana nka pakhare jou vala talent achhi taha Anya kaha pakhare nahi......aapan multi talented......God bless you Papu bhai......Garabe kahibi mu odia 🙏🙏🙏🙏🙏🙏
Today I am very happy because Papu sir online class is back👍🥰
Enjoy
@@PapuPoMPoMCreations thanks sir♥️
Definitely sir😊
Thank you so much for your reply 🙏
@@PapuPoMPoMCreations
Please sir BSc pore Kn kn carrier options achii please reply kindly......kindly sir....
I'm wating for your reply
Loves from Koraput town... 😭😭🙏🙏..
ଜୟ ଜଗନ୍ନାଥ ଭାଇ ବହୁତ୍ ଦିନ ପରେ🙏🙏🙏
Thanks for your support 🙏❤️
ଜୟ ଜଗନ୍ନାଥ ସ୍ୱାମୀ 🙏🙏ଆମେ ଓଡ଼ିଆ ଭାରି ବଢିଆ
ପପୁ ଭାଇ ବି ଧୋତି ପିନ୍ଧି class କରନ୍ତୁ।🙏🙏🙏🙏
A. ଆମ ଓଡ଼ିଶାରେ ଶିଳିପାଳ ବହୁତ ସୁନ୍ଦର national park ଭିତରେ ବହୁତ କିଛି ଅଛି ଓଡିଶା ବାସି ଜିନ୍ଦାବାଦ୍
Sir...
ଆମେ ଚାଁହୁ online class regular
ହେଲେ ଭଲ ହୁଅନ୍ତା.....
ଆମ ପାଇଁ ଟିକେ ସମୟ ବାହାର କରି ସପ୍ତାହ କୁ ହେଲେ ଗୋଟେ video ଆସୁ....
......ଧନ୍ଯବାଦ......🙏🙏🙏
ଭାଇ ବାସ୍ତବିକ୍ , ଆମ ଶାଗ ପଖାଳ ଠାରୁ ଆରମ୍ଭ କରି ଧୋତି ଗାମୁଛା ଯାଏଁ ସବୁ ହଉଛି ଅତୁଳନୀୟ ।
ଓଡ଼ିଶା ଆମ ହୃଦୟ ହେଲେ ଓଡ଼ିଆ ଆମ ସ୍ପନ୍ଦନ ।
ଅତ୍ୟନ୍ତ ମନଛୁଆଁ ବିଷୟ ଓ ବିଷୟ ଉପସ୍ଥାପନା ର ଢଙ୍ଗ ଅତ୍ୟନ୍ତ ଚମତ୍କାର ।
Thank you so much sir aapana puni thare online class ku ferithibaru ❤️❤️❤️🥰🥰🥰
Papu vai sabudini gote gote topic dei karantu..bahut badhia laguchhi...
Papu bhai apanamananku ashesh ashesh dhanyabad mu jaha bi tk tk janithili apana ahuri bahut kichhi janeile Sethi pain mu garbhita,jai jagannath
Goosebumps
Mu Odia
Jaya jagannath
Sir online class ku Bahut miss karuthilu
Mui odia aye aau mor language odia aye mother's tongue SAMBALPURI
Bahut khusi lagila mu bahut apekhya karithili ae online class ku
ସାର୍, ଆପଣଙ୍କ କଥା ମୋ ଆଖିରେ ଲୁହ ଏବଂ ମନରେ ଗର୍ବ ଭରିଦେଲା 🙏❤️
Great come back with a great topic,love you "Papu pank pank" according to my 3years little son.
ବହୁତ୍ ଦିନ ପାରେ ଆପଣଙ୍କର ଅନଲାଇନ class କରିବାକୁ ବହୁତ୍ ଭଲ ଲାଗୁଚି ବହୁତ୍ ମିସ୍ କରୁଥିଲି ଆପଣଙ୍କ ଏହି subject କୁ ଅନଲାଇନ କ୍ଲାସ ରେ ଆପଣଙ୍କ ର ଭଲ କଥା ଏତେ ଦିନ ପରେ ଶୁଣିବାକୁ ପାଇଲି ଗର୍ବ ଲାଗୁଛି sir ଓଡ଼ିଆ ବୋଲି ମୁଁ i love you Papu sir
Sir, I m staying in Kuwait.But I m from Odisha, Proud of my state ❤️.Jay Jagannath
Thanks again for motivation. Love you brother...
ଆମର ସଂସ୍କୃତି ଏବଂ ଭାଷା ଦୁନିଆରେ ସର୍ବୋତ୍ତମ |
Wow, exlent sir
You know about all things of odisha ☺️
ଜୟ ଜଗନ୍ନାଥ 🙏🙏
Papu bhai ei episode tk continue Kara bhari badhiaa laguchi
ପପୁ ସାର୍ ଆପଣ ବୋହୁତ ଦିନ ହବ ଛୋଟି କରିଛନ୍ତି।ଆପଣଙ୍କ ସେଲରୀ କଟିବ।ଆପଣ କାହିଁକି ଛୋଟି କରିଥିଲେ।
ବହୁତ ସୁନ୍ଦର
ଓଡ଼ିଶା ର ହୃଦୟ କଥା, ପପୁ ଭାଇ ଙ୍କ କଥା !
Papu sr ur graet emiti aagaku aagaku aahuri nuaa nuaa kathaa aama odisha bisay upare kuhantu 🙏🏻🙏🏻🙏🏻
ପପୁ ସାରଙ୍କର ଅନଲାଇନ କ୍ଲାସ ପୁନର୍ବାର ଉତ୍ଥାନ 👌🏼👌🏼👌🏼👌🏼👌🏼
Really very happy that the class is back.... 🔥🔥🔥🔥🔥
I love you Papu bhai,Tume jaha kahila sabu thik j ,kintu odisa sarkar tourist places ku focos karuni ,Sethi pae odisa ku kehi jani paru nahanti . Tourist places jete devloped haba odisa sete devloped haba.
ପପୁ ଭାଇ ପାଇଁ ଆମେ ଗର୍ବିତ ।ଆମେ ମୟୂର ଭଞ୍ଜିଆ।
Papu sir best video apana jete bi vdo banei chhanti sabu video mote bhala lage kintu ai vdo sabuthhu best
Sata kahibaku gale bahut miss karithili ae seasons ku
ବହୁତ୍ Miss କରୁଥିଲି sir 🥰🥰🥰
Bahut Khushi lagu6i....Puni Aasi online aasi thibaru....
ଜୟ ଜଗନ୍ନାଥ 🙏🏾🙏🏾🙏🏾 ଜୟ ଓଡିଶା 🙏🏾🙏🏾🙏🏾
ଭାଇ video ରେ ସବୁ କଥା ଭଲ ଲାଗିଲା...ହେଲେ ଯଦି ଧୋତି ପିନ୍ଧି ,,,କାନ୍ଧରେ ନାଲି ଗାମୁଛା ପକେଇ ,,,,ଏଇ କଥା କହିଥାନ୍ତେ,,,,ଶହେ ଗୁଣ ଅଧିକ ଭଲ ଲାଗିଥାନ୍ତା... ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ଭାବରେ ବର୍ଣନା କରିଥିବାରୁ...🙏🙏🙏🙏🙏
ମୋ ଓଡ଼ିଆ ଭାରି ବଢିଆ
ଜୟ ଜଗନ୍ନାଥ 🙏🙏🙏
Love you dada from Titilagarh ❤️🤗
Beautiful presentation very Very nice thanks from RUKMINI PRODUCTION BijayaKumarMishra GITIKARA puri
Papu bhai amiti kaa class jari rakhantu god bless you papu bhai । Keep it up
ଭିଡିଓ ଟି ଦେଖି ବହୁତ ଗର୍ବିତ ମନେ କରୁଛି। Caption/Subtitles ଦେଲେ ମୁଁ ମୋ ଅନ୍ୟ ରାଜ୍ୟ ର ସାଙ୍ଗ ମାନଙ୍କୁ ମଧ୍ୟ ଦେଖାଇ କହି ପାରନ୍ତି କି ଆମେ ସବୁଥିରେ ଆଗରେ💯। Thanks for bringing this out Papu Bhai ❤️
ଆମେ ଓଡିଆ, ଆମ ରାଇଜଟ୍ଟା ଭରି ବଢିଆ।
Ete dina pare gote real topic uparaku asila Papu bhai. ❤️
ପପୁ ସାର୍ ମାର୍ ଜିରାଗୁଣ୍ଡ ଆଣନ୍ତୁ... ୧ବର୍ଷ ହେଲାଣି ଅପେକ୍ଷା କରିଛି... ସେ ରୋଷେଇ ଦେଖିବାର ଯୋଉ ମଜା ଆଉ କୋଉଥିରେ ନାହିଁ। ଟୁକୁନା ଭାଇ ର କମେଡି କଥା, ସୁମିତି ର କାମ ଆଉ ଆପଣଙ୍କ ବତାଇବା ସୌଳି ବହୁତ ଭଲ ଲାଗିଥାଏ। ମୁଁ ସବୁ ଏପିସୋଡ଼-୨ଥର ଲେଖାଏଁ ଦେଖିସାରିଲିଣି।