MO BAPA II PAPU SIR ONLINE II PAPU POM POM CREATIONS II PAPU POM POM II

Поделиться
HTML-код
  • Опубликовано: 28 дек 2024

Комментарии • 576

  • @Rajesh-rr8ir
    @Rajesh-rr8ir 3 года назад +2

    Papu bhai ଇ ଲୋଭେ ୟୁ 🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹❤❤❤❤❤❤❤❤❤❤❤❤❤❤❤❤❤❤❤❤👌👌👌👌👌👌👌👌👌👌👌👌👌😄😄😄😄😄🌹🌹🌹🌹🌹🌹🌹🌹🌹👍👍👍👍👍👍👍👍👍👍👍

  • @santanuguru2658
    @santanuguru2658 3 года назад +2

    ଅତ୍ୟନ୍ତ ସୁନ୍ଦର ସ୍ୱପ୍ନ

  • @lipsaranisahoo7811
    @lipsaranisahoo7811 3 года назад +2

    ଆପଣ ଙ୍କ ଚିନ୍ତାଧାରା ବହୁତ୍ ଉପରେ sir bahut ବଢିଆ

  • @musictutorialswithmanoranj7952
    @musictutorialswithmanoranj7952 2 года назад +1

    Aji Papu Bhai nka katha suni bahut khusi Au prarana paili. bahut bahut dhanyawad.

  • @Sahoo5009
    @Sahoo5009 3 года назад +17

    ମାଆ ଆମ ପାଇଁ ମାଟି ହେଲେ ବାପା ଆମ ପାଇଁ ଆକାଶ । ମାଟି ଉପରକୁ ଆକାଶ ଥାଏ । ହେଲେ ଆମେ ଜାଣୁନା ଯେ ଆକାଶର ଆରମ୍ଭ କୋଉଠି ଆଉ ଶେଷ କୋଉଠି । ଦୁନିଆର ସବୁ ବାପା ଜଣେ ଜଣେ ଭଲ ସାଙ୍ଗ । ତଥାପି ତାଙ୍କ ଭିତରେ ଗୋଟେ ସମ୍ଭ୍ରାନ୍ତପଣିଆ ଥାଏ ଯାହା ଆମକୁ ତାଙ୍କ ପାଖେ ସବୁବେଳେ ସାନଟିଏ ବୋଲି ପରିଚୟ ଦେବାକୁ ବାଧ୍ୟ କରେ । ଆମେ ସବୁବେଳେ ଏମିତି ତାଙ୍କ ପାଖେ ସାନ ହେଇ ଥାଉ । ଜୀବନ ଯୁଦ୍ଧରେ ଆଗେଇ ଗଲାବେଳେ ତାଙ୍କ ଦ୍ୱାରା ଦେଇଥିବା ଜ୍ଞାନ ଓ ଅଭିଜ୍ଞତାକୁ ସାଉଁଟି ବାଟ ଚାଲୁଥାଉ । ବାପାଙ୍କ ପାଖେ ସେଇ ସମ୍ଭ୍ରାନ୍ତପଣିଆ ଟିକକ ଥାଉ । ଆଜିର ପବିତ୍ର ଦିନରେ ଦୁନିଆର ସବୁ ବାପା ଖୁସିରେ ଥାଆନ୍ତୁ, ସୁସ୍ଥ ଓ ନିରୋଗ ଥାଆନ୍ତୁ, ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା । 🙏

  • @lohitz4082
    @lohitz4082 3 года назад +2

    Aji ro online class bohut bholo lagila sir

  • @sridharbej7054
    @sridharbej7054 3 года назад +8

    ବହୁତ ଅଧ୍ୟାୟ ଦେଖିଚି ଆପଣଙ୍କର କିନ୍ତୁ ଆଜି ଅଧ୍ୟାୟଟି ସ୍ୱତନ୍ତ୍ର ବହୁତ ଭଲ ଲାଗିଲା ପପୁ ବାବୁ

  • @gudundash157
    @gudundash157 3 года назад +2

    Papu aapananka video ru bahut kichhi sikhibaku miluchhi🙏

  • @chittarajanbhoi7494
    @chittarajanbhoi7494 3 года назад +1

    Papu bhai apananku very very Thanks bapanka Katha kahithibaru.

  • @biswaprakash3172
    @biswaprakash3172 3 года назад +33

    U r the only one person who really feel the feelings of a desi people

  • @pehchanparesh3180
    @pehchanparesh3180 3 года назад +13

    ସତରେ ଘରେ କିଛି ଦୁଃଖ ଆସିଲେ ଆମେ ସମସ୍ତେ ଭାଙ୍ଗି ପଡନ୍ତି କିନ୍ତୁ ବାପା ଜଣେ ଲୋକ ସେ ଲୁହ ଢାଳନ୍ତିନି ସମସ୍ତଙ୍କୁ ବୁଝାନ୍ତି 🙏🙏🙏 ସତରେ ବାପା ତମ ହୃଦୟ କୋଉଥିରେ ଗଢା ଯେ 😔😔🙏🙏🙏🙏 ସବୁବେଳେ ଭଲରେ ରହୁଥାଅ ବାପା

  • @samirhrx8953
    @samirhrx8953 3 года назад +18

    ପପୁ ଭାଇଙ୍କ ପାଇଁ ଗୀତଟିଏ
    ରଗିଂଲା ଟୋକା ଏମିତି ରଗେଂଇବ
    ହସିବା ଟୋକା ଏମିତି ହସେଇବ
    କଥାରେ ତାହାର କିଏ ସରି ହେବ
    ଫାଲତୁ କଥାକୁ କିଏ ସେ ଭୁଲିବ।
    ଭାଇ ତମ ପାଖେ ମୋର ପ୍ରଣାମ
    ତୁମ ସଫଳତା ଆମ ଉଦାହରଣ
    ଅତିତ ଭାଇଙ୍କ ଯିଏ ରେ ଦେଖିଛି
    ଆଖିରୁ ଦୁଇ ଟୋପା ଲୁହ ତା ଝରିଛି।
    ସେ ଆମରି ପପୁ ଭାଇ
    କେତେ ଝଡ ଝଂଜା ସହି
    ହସାଏ ସାରା ଓଡିଶା କୁ
    ଲୁଚାଇ ନିଜ ଦୁଃଖ କୁ।
    ସେ ଅଟନ୍ତି କମେଡି ରଜା
    ଉଡ଼ନ୍ତି ସେ ହସର ଧ୍ବଜା
    ସେ ଅଟନ୍ତି ଖାଲି ଓଡିଆ
    ଆମ ପପୁ ଭାଇ ଭାରି ବଢିଆ।
    ଗାଁର ପିଲା ସେ ହେଇଗଲେ ସୁପରଷ୍ଟାର
    ଧୈର୍ଯ୍ୟ ମନବଳ ଅଟେ ତାଙ୍କ ପ୍ରତିକାର
    ପରିବାର ସହ ଖୁସିରେ ରୁହନ୍ତୁ
    ଆମକୁ ହଲାଇ ନିଜେ ବି ହସନ୍ତୁ।
    ଏତିକିରେ ଲେଖା ଶେଷ ମୁଁ କରୁଚି
    ପୁଣି ଥରେ ଭାଇ ପ୍ରଣାମ ହେଉଚି
    ବିଧାତା ନିକଟରେ ଏତିକି ପ୍ରାର୍ଥନା
    କରେ ମୁଁ ଭାଇଙ୍କ ମଗଂଳ କାମନା।
    ଯଦି କିଛି ଭୁଲ୍ ଥିବ କ୍ଷମା କରିବ ଭାଇ।
    ତୁମର ଶୁଭ ଚିନ୍ତକ
    । ସମିର।

  • @sujitpanda5640
    @sujitpanda5640 3 года назад +17

    ବାପାଙ୍କର ଅନୁପସ୍ଥିତିରେ ତାଙ୍କ ଉପସ୍ଥିତିର ଅନୁଭବ ହୁଏ ଜୟ ଜଗନ୍ନାଥ ପପୁ ଭାଇ 🙏🙏🙏

  • @banhifilms581
    @banhifilms581 3 года назад +1

    Bapa mo pain amulya Sampati papu bhai...... Aaponankara bapa nka Prati bhala paiba dekhi mo Bapa nka Katha mone padigola ......mo bapa bi eemiti aponanka bapa nka bhali khub adari o snehi manisa te......

  • @rasmitamallick5756
    @rasmitamallick5756 3 года назад +9

    "A samaya rahiba nahi"..so valuable word. Thanks to you and your father for such a inspiring word..🙏

  • @bimalpanda7557
    @bimalpanda7557 3 года назад +2

    ବହୁତ ସୁନ୍ଦର ପରିବେଷଣ l ମନକୁ ଛୁଇଁ ଗଲା l ଏପରି ଲାଗିଲା ଯେ ଯେମିତି ଏହା ଆମ ସମସ୍ତଙ୍କର ହୃଦୟର ଭାଷା l ଅଶେଷ ଅଶେଷ ଶୁଭେଚ୍ଛା... 🙏

  • @harichandan8748
    @harichandan8748 3 года назад +1

    ପପୁ ଭାଇ ଜୟ ଜଗନ୍ନାଥ 🙏🏼
    ଭାଇ ଆପଣଙ୍କ ବାପା କଣ ମୋ ବାପା କଣ
    ଆପଣଙ୍କ ବାପା ଜୋଉ କଥା କହିଛନ୍ତି ଆପଣଙ୍କୁ
    ମୁ ତାକୁ ଜଦି ମାନିବି ନିଚିନ୍ତ ମୋର ବି ଭଲ ହବ
    ଜାହାର ବି ବାପା ହୁଅନ୍ତୁନା କାହିଁକି କାହା ବାପା କାହାକୁ ଖରପ ଶିକ୍ଷା ଦିଅତିନି ... ବାବା ସତରେ ତମକୁ କୋଟି ପ୍ରଣାମ 🙏🏼

  • @sudhansushekharsamantasing8778
    @sudhansushekharsamantasing8778 3 года назад +4

    Really very nice papu Bhai 👍👍👍
    ବାପା ମୋ ବାପା 🙏🙏🙏

  • @soumyaprasannasamantaray5430
    @soumyaprasannasamantaray5430 3 года назад +6

    Satare kete. Maja.laguuthila se Samaya ebe. pila bapa maa.i Sanman. Deunnahanti. PapuBhaii Knn sa Badalligala. Mo mu baba I have nsahiita canal jae gadhoiba pain baba sahitau cycle pachhare basiba kete Ananda lage I love baba

  • @sureshrps6225
    @sureshrps6225 3 года назад +3

    ❤️❤️💝💝🫂🫂🫂🧎🧎😍🤝🙏
    🙏🤗🙏🙏🙏🙏🫂🫂🫂🫂🫂🫂🫂
    Love you so much 🙏 papu sir 🙏
    ଆପଣଙ୍କ କଥା ଗୁଡ଼ିକ ମତେ ବହୁତ୍ ଶିକ୍ଷା ଗ୍ରହଣ ମିଳୁଛି,sir🙏 Great
    ଇଏ ତ ଜୀବନ sir🙏🙏💝 🙏

  • @maheswarmohapatra3233
    @maheswarmohapatra3233 3 года назад +35

    Popu sir ମୁଁ ଵି ଜନ୍ମଦିନ କୁ cake କାଟିବା କୁ ପସନ୍ଦ କରେନି.... ଏବଂ ବାପା ଙ୍କୁ ଵି ନମସ୍କାର କଲେ tk ଅଲଗା ଅଲଗା ଲାଗେ କାରଣ ଭାରି ନିଜର..... ନିଜର ଲାଗନ୍ତି ତ ll

  • @pranabsahoo7478
    @pranabsahoo7478 3 года назад +17

    This is the Most Interesting
    First Class , Mind Blowing , Fabulous Excellent Video Forever .
    Really Hats off Papu Bhai
    Love You Bhai ❤❤❤❤

  • @jtvodiaentertainment5879
    @jtvodiaentertainment5879 3 года назад +4

    ଓଡିଶା ରେ ଅକ୍ଷୟ ମହାନ୍ତି, ହର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ମିହିର ଦାସ, ପପୁ ପମ ପମ ଆଉ ଅରବିନ୍ଦ ମୁଦୁଲି ଏମାନେ all rounder

  • @ramramchandra900
    @ramramchandra900 3 года назад +1

    Papu bhai mu bahut late re dekhili
    But ...Mo hart ❤️ ku chuinla really bahut badhia lagila 🙏🙏🙏🙏

  • @OnlineEntertainmentPs
    @OnlineEntertainmentPs 3 года назад +12

    ମୋର ବହୁତ ଇଚ୍ଛା ସାର୍ ଆପଣଙ୍କ ସାଂଗ ରେ ଗୋଟିଏ ଗିତ କରିବା ପାଇଁ

  • @taitonictechnical7723
    @taitonictechnical7723 3 года назад +20

    ଅନାଥ ପିଲା ବିଷୟରେ ଗୋଟେ episod କରନ୍ତୁ please

  • @sujitofficials
    @sujitofficials 3 года назад +13

    Happy Father's day ପ୍ରକୃତ ରେ ଗାଁ ରେ ବାପା ଓ ମା ଯଦି ତାଙ୍କ ଛୁଆ ମାନେ ବହୁତ ଦୂର କୁ କିଛି କାମ ରେ ଗଲେ ..... ଏହି ଭଳି ପଇସା ରଖିବା ପାଇଁ କୁହନ୍ତି I

  • @rashmiranjanparida7957
    @rashmiranjanparida7957 3 года назад +5

    Nice concept,,,ହେଲେ ପପୁ ସାର,,ଆପଣଙ୍କ ଜୀବନରେ ସଂପୂର୍ଣ୍ଣ ଘଟିଥିବା inspiration ମୁହୂର୍ତ୍ତ ବିଷୟ ଉପରେ ଆଲୋଚନା କରନ୍ତୁ ,,ଏମିତି ଟିକେ ଟିକେ ନୁହଁ,,,ସମ୍ପୂର୍ଣ୍ଣ ଆପଣଙ୍କ ଜୀବନରେ ଘଟିଥିବା ବିବରଣୀ ଦିଅନ୍ତୁ,,,,

    • @mobitechpintu
      @mobitechpintu 3 года назад

      କିଏ ରେ... ଛୁଆ ମୋତେ ଜାଣି ପାରୁଛୁ

  • @rajalaxmipriyarout33
    @rajalaxmipriyarout33 3 года назад +2

    Amazing ........... Sundar katha sir

  • @psindia2997
    @psindia2997 3 года назад +3

    ପପୁ sir ଆପଣଙ୍କୁ love u ସବୁବେଳେ ଭଲରେ ରୁହନ୍ତୁ,ପ୍ରଭୁ ଜଗନ୍ନାଥ ଭଲରେ ରଖନ୍ତୁ ଆପଣଙ୍କୁ❤️❤️❤️❤️

  • @kanham9096
    @kanham9096 3 года назад +12

    Papu sir I am a regular viewers of your class

  • @antaryamibal7948
    @antaryamibal7948 3 года назад +9

    ପପୁ ସାର୍ ବାପା ବିଷୟରେ ଆଉ କିଛି କୁହନ୍ତୁ ମୁଁଅ ମବାପାକୁ ବହୁତ ଭଲ ପାଏ ଆମେ ତମ ସହ ଅଛୁ

  • @educative1370
    @educative1370 3 года назад +6

    The only man in ollywood who really promotes life of village life and specially promotes his own village and never hesitate to take name of his village.....love u papu vai big fan...

  • @icc7442
    @icc7442 3 года назад +9

    ବାପା ଓ ମା ଏହି ଦୁଇ ଶବ୍ଦ ଜୀବନରେ କେବେ ଭୁଲିବା କଥା ନୁହଁ

  • @EditsAlchemist
    @EditsAlchemist 3 года назад +4

    I love my bapa ...
    He is my hero .... Love you 😘 bapa

  • @LwReality
    @LwReality 3 года назад +63

    ସବୁ ଠାରୁ ବେଷ୍ଟ କ୍ଲାସ .. ବାପା ଙ୍କୁ ପ୍ରଣାମ 🙏🙏❤️❤️ ଦୟା କରି ମୋ ପ୍ରଣାମ କୁ ପହଞ୍ଚାଇ ଦେବ ❤️

  • @kanhubehera9542
    @kanhubehera9542 3 года назад +2

    Papu bhia apana chanhile goan ku jai bapa nka sahita kichi samaya bitai paribe bapa nku bhala lagiba

  • @Abhijit349
    @Abhijit349 3 года назад +36

    "ବାପା"
    ଶବ୍ଦରେ ସୀମିତ ନୁହେଁ,
    ନିଃଶବ୍ଦରେ ଅସୀମିତ।
    ସେ ଭାବର ଭୂମଧ୍ୟ ସାଗରେ
    ଭାବନାର ପାରିଜାତ ।
    ବେଶ୍ ପ୍ରସାରିତ ତାଙ୍କ ଛାତି
    ଠିକ୍ ଆକାଶ କରି
    ଆଙ୍କ ଅବା ଆଞ୍ଚୁଡ଼
    ସେ ସବୁରି ପାହାଡ଼ ଟିଏ,
    ପୁଣି ଝରଣା ଟିଏ
    ଗତିଶୀଳ କୁଳୁକୁଳୁ ନାଦକରି ।।

  • @santoshkhuntia9881
    @santoshkhuntia9881 3 года назад +1

    Papu bhai tamaku dekhile ..kejani kn pai jete dukha thile ...madhya mana re khusi varijae ...love u bhai❤❤❤🙏🙏🙏

  • @ajitpradhan1547
    @ajitpradhan1547 3 года назад +1

    Papu bhai agi concept basi bhala lagila

  • @vj7415
    @vj7415 3 года назад +25

    ବାପା ନାହିଁ ମୋର 😭😭😭😭 3 ବର୍ଷ ପୂର୍ବରୁ tb ରୋଗରେ ଆକ୍ରାନ୍ତ ହେଇ ବାପା ଅଧାରୁ ବି ଆହୁରି କମ ବୟସରେ ଛାଡି ଚାଲି ଯାଇଛନ୍ତି

    • @rashmiranjanparida7957
      @rashmiranjanparida7957 3 года назад +9

      ଅନାଥ ଙ୍କର ବାପା ହେଉଛନ୍ତି,,ଜଗନ୍ନାଥ,,,ସାଙ୍ଗ ମନ ଦୁଃଖ କରନ୍ତୁ ନାହିଁ,,,,

  • @InDarkOdia
    @InDarkOdia 3 года назад +31

    ପପୁ ଭାଇ ଆପଣଙ୍କ ବାପାଙ୍କୁ ବି ଗୋଟେ ଦିନ channel କୁ ଆନାନ୍ତୁ ❤️

  • @rajkishoredutta465
    @rajkishoredutta465 3 года назад +4

    Jaha kahila papu bhai 🙏🙏, miss my father 😭😭 Mo pakhare na Madhya Sabu bele Mo pakhare 🥰🥰🥰😔😔

  • @allinformationindia9242
    @allinformationindia9242 3 года назад +2

    Papu bhai tama video taa dekhi mate mo bapanka katha mane pakei dela miss you mo papa tame haucha aie duniaa re mo best papa 😭😭😭😭😭

  • @jtvodiaentertainment5879
    @jtvodiaentertainment5879 3 года назад

    Realy papu ଜଣେ ଭଲ ବ୍ୟକ୍ତି

  • @santanuguru2658
    @santanuguru2658 3 года назад +1

    ଅତ୍ୟନ୍ତ ହୃଦୟସ୍ପର୍ଶୀ😢😢👍👍

  • @jayaramdas9134
    @jayaramdas9134 3 года назад +6

    I have no word to express my feelings for your explan method sir...

  • @sudhirkumarofficial536
    @sudhirkumarofficial536 3 года назад

    Right papu bhai bahut sundar lagila mo pakhare mo bapa nahanti ki maa nahanti mu aji bahut miss karuchi tanku tuma katha sunila belaku mora aji tanka katha bahut mane paduchi tq papu bhai

  • @mallickcreations6787
    @mallickcreations6787 3 года назад +1

    ବହୁତ ଭଲ ଲାଗିଲା 👍🙏 ଭଲ ଟପିକ ଆଲୋଚନା ପାଇଁ ❤️❤️🙏

  • @umeshmohapatramohapatra966
    @umeshmohapatramohapatra966 3 года назад +5

    ଜୀବନରେ ଗୋଟେ ପୁରୁଷ ପଛରେ ଗୋଟେ ନାରୀ ର ହାତ ଅଛି ବୋଲି ମୁ ଶୁଣିଥିଲି କିନ୍ତୁ ଭାଇ ପୁରୁଷ ଟି ବି ତାର ସଫଳତା ପାଇଁ ବହୁତ କଷ୍ଟ କରିଥାଏ ଏଟା ବି ବୁଝିବା ଦରକାର ସେଥିପାଇଁ ପୁରୁଷ ବି ସେତିକି ଦରକାର ଗୋଟେ ନାରୀ ପାଇଁ ଯେତିକି ଗୋଟେ ସ୍ତ୍ରୀ ଲୋକ ଗୋଟେ ପୁରୁଷ କୁ ବି ଦରକାର

  • @niharranjan4698
    @niharranjan4698 3 года назад

    papu sir video ta pura manaku chhueinla apanaka bapa nka katha suni mo bapa nk katha mane padigala pura same to same pointed katha
    kichi change nahi..mo bapa bi jane bhala math teacher...mor pura chota thu aji paryant sabu katha mane padigala...thanks a lot ....

  • @lulutech5565
    @lulutech5565 3 года назад

    ନମସ୍କାର ଏବଂ ଧନ୍ୟବାଦ ପପୁ ଭାଇ ଇଏ ମୋର ସବୁଠୁ ପ୍ରିୟ ଅଧ୍ୟାୟ ।

  • @abanikantadutta3436
    @abanikantadutta3436 3 года назад

    Bahuta Khusi laguchhi bhi Aapanka episode dekhiba pai... God bless u bhi

  • @subratkumar7373
    @subratkumar7373 3 года назад +5

    Papu sir really NYC concept

  • @ssroy6362
    @ssroy6362 2 года назад +1

    Wonderful narration on the contribution of father for children on the occasion of Father's day.👏👍

  • @tana10creations53
    @tana10creations53 3 года назад

    ସତରେ ଭାଇ ଧନ୍ୟବାଦ 🙏🙏

  • @subashpurohit552
    @subashpurohit552 3 года назад +12

    I LOST MY FATHER WHEN I WAS AT CLASS 6 IN 1995. ALWAYS MISSING HIM.THE PAIN IS UNEXPRESSABL...

  • @sachin15194
    @sachin15194 3 года назад

    ରୂପ୍ ସାଗର ଭାଈଂକ କବିତାଟି ଆଖିରେ ଲୁହ ଆଣିଦେଲା। ଗଲା ଦୁଇ ବର୍ଷ ହେଲାଣି ଘରଠୁ ଦୂରରେ ରହିଥିବାରୁ ବାପାଂକର ମୋ ପାଇଁ ଥିବା ଯୋଗଦାନ ଅନୁଭବ ହୋଇଗଲା। 🙏🏻

  • @mrbalungacomady
    @mrbalungacomady 3 года назад +2

    Really papu sir hart toching and
    It's 100porcent
    Right

  • @kaibalyabhatta2196
    @kaibalyabhatta2196 3 года назад +1

    Bahut badhia sir

  • @saumyaranjan5071
    @saumyaranjan5071 3 года назад

    Hrudaya ra katha ....kahidele Papu sir

  • @amrutanshumohanty4703
    @amrutanshumohanty4703 3 года назад +2

    Fast comment....😄

  • @tkggroup368
    @tkggroup368 3 года назад +3

    Papu sir great 🙏🙏

  • @narenkumar1323
    @narenkumar1323 3 года назад +10

    ପପୁ ସାର୍ ମତେ ଟିକେକହିଵେ ବାପା ମା କହିକି ଵଡପୁଅକୁ ଭଲପାଆନ୍ତି ସାନପୁଅକୁପାଆତିନାଇ

  • @jyotiscraftgallery8623
    @jyotiscraftgallery8623 3 года назад +5

    You are great sir.happy father,s day.

  • @Sangram63
    @Sangram63 3 года назад

    ପପୁ ଭାଇ ଜିନ୍ଦାବାଦ

  • @sandipdash5581
    @sandipdash5581 3 года назад +3

    Mo bapa duniara sabuthu bhala bapa

  • @ashokkumarsahoo7555
    @ashokkumarsahoo7555 3 года назад

    Ae kichi dina hela mo bapa mote chadi hatah chaligale satare papu bhai bapa sabu bele pua pai Mahan 🙏

  • @swarnalatanaik8379
    @swarnalatanaik8379 3 года назад +5

    Jou mane father's day ki mother's day celebrat karanti mora bhari jealous feel hue semananku dekhile miss you baba mami 😭

  • @tapankar7162
    @tapankar7162 3 года назад

    Bhaut godie bhala katha kahila Papu bhai.

  • @odishaexplore143
    @odishaexplore143 3 года назад +6

    ବାପା ଙ୍କ❤️💕❤️💕❤️💕 ପାଇଁ ଆମେ 💕❤️ ମଣିଷ ❤️💕

  • @narayanasahuofficial349
    @narayanasahuofficial349 3 года назад +1

    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @Subhasis420
    @Subhasis420 3 года назад +4

    love you bapa❤🙏

  • @madala-story
    @madala-story 3 года назад

    Ete sundar video dekhilaa pare ...kou murkhaa se dislike kie karuchii... Love u papu bhai stay healthy. Love from Qatar 👍❤️

  • @technicalbidya5857
    @technicalbidya5857 3 года назад

    Ati sundar consept

  • @sujeetbarik6499
    @sujeetbarik6499 3 года назад +17

    great bhai 🙏

  • @dibyanuranjanbehera
    @dibyanuranjanbehera 3 года назад

    Great bhai. Bhai tuma saha katha hebaku bht ichha

  • @sandeepkumarnanda
    @sandeepkumarnanda 3 года назад

    ମୁଁ ମୋ ବାପାଙ୍କ ସହ ବହୁତ ନିକଟ
    ମୋ ବାପା ମୋର ଶ୍ରେଷ୍ଠ ବନ୍ଧୁ
    ମୁଁ ତାଙ୍କୁ ସବୁ କଥା କହିଦିଏ
    ବାପାଙ୍କର ମୋର ଯଦି କଥା ଆରମ୍ଭ ହେଇଯାଏ ସମୟ କୁଆଡେ ସରିଯାଏ ଜଣାପଡିନି
    ମୁଁ ବି ମୋ ବାପା ଙ୍କୁ ନନା ଡାକେ
    ❤️❤️❤️ Love from paradeep papu sir

  • @GScreations403
    @GScreations403 3 года назад

    Mo Bapa mo pila belu ae dunia chhadiki chalijithile tathapi se jaha karichhanti tara 1% bi mu sujhi paribini bahut vala thile mo Bapa.

  • @gudundash157
    @gudundash157 3 года назад +3

    Love you Bapa 😘😘

  • @jitudas1163
    @jitudas1163 3 года назад

    Papu vai NYC topic excited something new will learn today.

  • @kousikdas557
    @kousikdas557 3 года назад

    Papu Sir aji episode ta sabuthu alga lagila sabu puanka mana katha kichhi kahile

  • @goodartitude.9917
    @goodartitude.9917 3 года назад

    Pratyek pila Bapa nka sahita bhalare mishi paranti nahin ...hele maa nka pakhare maja khusi ali ajhata sabu kichhi kari thanti..hele bapa nka na re kouthi kichhi emotional katha dekhile bahut dukha lagithaye...because every father's have hard worked his children and family for future ..☝️😢😢😢👨‍👩‍👧‍👦👨‍👩‍👧‍👦👫👫

  • @Sarat143
    @Sarat143 3 года назад

    Bholo sikhiba kotha guda kohile popu sir bohut bholo lagila video dekhi ki ❤️ happy father's day ❤️ love from mayurbhanj ❤️ bisoi❤️

  • @dipakpanda1093
    @dipakpanda1093 3 года назад +1

    Best motivet Ward sir

  • @ashokc9612
    @ashokc9612 3 года назад

    Very nice papu bhai..🙏🙏🙏

  • @sncreations6490
    @sncreations6490 3 года назад

    Highly appreciated. Many things we learnt from your father. I salute to that Great Man, who is your father

  • @attitudestatus8749
    @attitudestatus8749 3 года назад

    Sir sabu bele apananka katha mate bahut bhala laguchi ❤️

  • @ashokmohapatra3588
    @ashokmohapatra3588 3 года назад

    Best real video on father I have ever seen
    Great thanks Papu bhai

  • @RainQueenBarish
    @RainQueenBarish 3 года назад +4

    ପିତା ସ୍ୱର୍ଗ ପିତା ଧର୍ମ
    ପିତା ହିଁ ପରମ ତପ,
    ପିତରି ପ୍ରତୀମା ପନ୍ନେ
    ପ୍ରିୟନ୍ତେ ସର୍ବ ଦେବତା।
    ପବିତ୍ର ପିତୃ ଦିବସ ଉପଲକ୍ଷେ ସମସ୍ତ ପିତାଙ୍କୁ ମୋର କୋଟି କୋଟି ପ୍ରଣାମ 🙇‍♀🙏🏻🙇‍♀

  • @siddhantpadhan3039
    @siddhantpadhan3039 3 года назад +13

    पापा मैं चुका नहीं पाऊंगा तुम्हारी बलिदान को, लेकिन कभी नहीं तोडूंगा तुम्हारे उम्मीद को ।❤️❤️

  • @ubswain947
    @ubswain947 3 года назад +1

    Napa nku mor koti koti pranam 🙏🙏🙏

  • @purnachandra5693
    @purnachandra5693 3 года назад +2

    I Miss you My Bapa 🙏🙏🙏🙏🙏

  • @narayanraghubanshi8335
    @narayanraghubanshi8335 3 года назад

    Bahut badhia papu bhai

  • @ddash2408
    @ddash2408 3 года назад

    Papu Sir apananka katha suni ki Akhi ru luha bahari gala tame jou bi katha kahicha mo life re a sabu katha mu nije fill karichi I love you sir I really love you mu apananku bahuta follow kare sir

  • @lohitz4082
    @lohitz4082 3 года назад +3

    Bapa I love you ♥️♥️♥️♥️❤️❤️

  • @SONUkumar-ge6mf
    @SONUkumar-ge6mf 3 года назад

    Papu sir apnka Bhaut bada fan ❤️

  • @haraprasad9078
    @haraprasad9078 3 года назад +1

    Bhaut bhala bhai, lagila video bada hauchi boli last ku katidela, part 2 kara se video sabu dia.

  • @sonkigamer8136
    @sonkigamer8136 3 года назад

    Good topic thank you Papu vhai ❤

  • @kahnasahu2045
    @kahnasahu2045 3 года назад +6

    man is the mother to bring into the world but man is the father to recognize the world
    Kana papu Dada right kahili