ଖଟା ଆମ୍ବ ଆଚାର ପୁରା Tips ସହ ତିଆରି କରି 2 ବର୍ଷ ଯାଏଁ ସାଇତି ରଖନ୍ତୁ | How To Make Raw Mango Pickle |

Поделиться
HTML-код
  • Опубликовано: 21 окт 2024
  • ଖଟା ଆମ୍ବ ଆଚାର ପୁରା Tips ସହ ତିଆରି କରି 2 ବର୍ଷ ଯାଏଁ ସାଇତି ରଖନ୍ତୁ | How To Make Raw Mango Pickle |
    କଞ୍ଚା ଆମ୍ବ ଆଚାର/Traditional Mango Pickle/Raw Mango Pickle/Amm ka achar kaise banta hai
    How To Make Mango Pickle/Amba Achar in Odia/Amm ka achar/Khatta Amba achara/Raw Mango Chutney
    ଓଡ଼ିଆ ଲୋକମାନଙ୍କର ଖାଦ୍ୟର ଶୈଳୀ ଟିକେ ନିଆରା। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ଲୋକ , ଝିଅ ପିଲାଙ୍କ ଠାରୁ ଆରମ୍ଭ କରି ସ୍ତ୍ରୀଲୋକ ଯାଏଁ ସମସ୍ତେ ଆଚାର ଖାଇବାକୁ ଭଲ ପାଆନ୍ତି । ସେମାନଙ୍କ ଖାଦ୍ୟର 3,4 ଟା ତରକାରୀ ହୋଇଥିଲେ ମଧ୍ୟ side ରେ ଟିକେ ଆଚାର ନହେଲେ ସେମାନଙ୍କ ପାଟିକୁ ସୁଆଦିଆ ଲାଗି ନଥାଏ । ଗରମଭାତ ସହ ହେଉ କି ପଖାଳ କି ରୋଟି ସହ ହେଉ ମଧ୍ୟ ଆଚାର ଟିକେ ନିଶ୍ଚିତ ଥିବ । ଖାଲି ଓଡ଼ିଆ ଲୋକମାନେ କାହିଁକି କହିବାକୁ ଗଲେ ଭାରତୀୟ ମାନେ ଟିକେ ଆଚାର ପ୍ରିୟ । ମାର୍କେଟ ରେ ବିଭିନ୍ନ ପ୍ରକାରର ଆଚାର ମିଳିଥାଏ । ଯେମିତି ଆମ୍ବଆଚାର, ବରକୋଳି ଆଚାର, ଅଁଳା ଆଚାର, ଓଉ ଆଚାର, ଟମାଟୋ ଆଚାର, କରଭଙ୍ଗା ଆଚାର,ତେନ୍ତୁଳି ଆଚାର, ଲେମ୍ବୁ ଆଚାର ଇତ୍ୟାଦି । ସେଥି ମଧ୍ୟରୁ ଆମ୍ବ ଆଚାର ର ସ୍ଵାଦ ବହୁତ ଭଲ ଲାଗିଥାଏ । ଆମ୍ବ ରୁ ବିଭିନ୍ନ ପ୍ରକାର ଆଚାର ପ୍ରସ୍ତୁତ କରାଯାଏ । ଯେମିତି ଖଟା ଆମ୍ବ ଆଚାର, ମିଠା ଆମ୍ବ ଆଚାର, କଞ୍ଚା ଆମ୍ବ କୋରା ଆଚାର ଇତ୍ୟାଦି । ଆଜି ଆମେ ପ୍ରସ୍ତୁତ କରିବା ଖଟା ଆମ୍ବ ଆଚାର, ସେ ପୁଣି ଅତି ସହଜରେ ଏବଂ ବହୁତ କମ୍ ସମୟ ମଧ୍ୟରେ ।
    ଏହାକୁ ପ୍ରସ୍ତୁତ କରିବା ପାଇଁ କଞ୍ଚା ଆମ୍ବ, ଜିରା,କଳା ସୋରିଷ, ପାନ ମଧୁରୀ, ମେଥି, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ତେଲ, ଚିନି ଦରକାର ।
    ଏହାର ପ୍ରସ୍ତୁତ କରିବା ପ୍ରଣାଳୀ ମୁଁ ଭିଡିଓ ରେ ଦର୍ଶାଇଛି । ଆପଣମାନେ ଭିଡିଓ କୁ ଦେଖନ୍ତୁ ଏବଂ ଆଚାର ପ୍ରସ୍ତୁତ କରି ଖାଆନ୍ତୁ । ଆଶା କରୁଛି ନିଶ୍ଚିତ ଭଲ ଲାଗିବ ।
    ingredients
    1. mango-- 1 k.g
    2. turmeric powder-4 tablespoons
    3. Salt to taste
    4. pana madhuri--5tablespoons
    5. cumin seeds-- 1/2 cup
    6. red chilli-- 2 tablespoons
    7. Methi seeds-- 2 tablespoons
    8. sugar -- 2 tablespoons
    9. mustard Oil--1 cup
    10. yellow mustard seeds--1/2 cup
    11. kashmiri red chilli powder-4 tablespoons
    #Mitarosei01
    #ambaachar
    #mangopickle
    #easymangopickle
    #recipe
    #mangopickle
    #ammkiachar
    #ambakhata
    #amlaachar
    #mangopickleodia
    #ammkaachar
    #easyammkaacharrecipe
    #odiarosei
    #authenticmangopickle
    #trending
    #viral
    #cooking
    #mangorecipes
    Haw to make a mango pickle Indian style
    How to make raw mango pickle
    How to make a sauth Indian style mango pickle
    how to make a green mango pickle
    how to make a raw mango pickle recipe
    how to make mango pickle at home
    how to make a easy prosse mango pickle
    amba achara recipe odia
    amba achara
    amba achar recipe
    aam achar mitha khata
    mitha khata amba achara
    amba achara kemiti kariba odia
    amba Kora achara odia
    kancha amba kora achara recipe
    amba kora achara kemiti hue
    amba kura achar masala
    aam ka achar
    aam ka achar kaise banate hain
    aam ka achar song
    aam ka achar film
    aam ka achar aaja mere yaar
    aam ka achar movie
    aam ka achar bhojpuri song
    aam ka achar banane
    aam ka achar gana
    aam ka achar kaise banta hai
    raw mango chilli powder and salt
    mango pickle recipe
    mango pickle
    mango chutney recipe
    mango khata odia recipe
    mango khata pickle
    mango achar recipes
    mango family
    mango khatta achar in odia
    mango shake recipe
    mango ice cream recipe
    amba checha odia recipe
    amba khatta recipe
    amba khata
    amba achara recipe odia
    amba khatta
    amba kura achara
    amba kora achar recipe
    amba khatta tarkari
    amba khatta odia recipe
    amba khatta recipe
    amba khatta achar kemiti kariba
    amba achar odia recipe
    amba achar
    amba khatta oriya recipe
    amba khatta achar bina piaja rasuna
    amba khatta sorisa recipe
    amba khatta odia
    amba khatta pickle
    amba khatta achar recipe odia
    Raw Mango Chutney
    Raw Mango pickle recipe
    @Mrunalinee
    @RanveerBrar brar
    @MitaRosei01
    @RosysKitchenOfficialIndianfood
    @TwinkleKitchen
    @jenababu
    @LatasOdiakitchen
    @thetraditionalfoods
    @authentic.food.around
    • ଜେଜେ ମା ଙ୍କ Style ରେ ଖ...
    • କଞ୍ଚା ଆମ୍ବ କୋରା ଆଚାର/T...
    • ବେଲ ପଣା/Wood apple jui...
    • ପିତା ଶାଗ ବରା/Pitagama ...
    • ବରକୋଳି ଆଚାର/Barakoli A...
    • ପିତା ଶାଗ ବରା/Pitagama ...
    • ନିମ୍ବ ପତ୍ର ପୋଡା/How To...
    • ନିମ୍ବ ପତ୍ର ପୋଡା/How To...
    • ପଣସ ର ଏକ ମଜାଦାର ତରକାରି...
    • ଭୋଗ ପାଇଁ ଉଖୁଡ଼ା କେମିତି...
    • ବିନା ତେଲ ରେ ଆଳୁ କସା/Ze...
    • ଅତି ସହଜ ଉପାୟ ରେ ପୋଟଳ ଆ...
    • Village Style ଆଳୁ ପୋଡ଼...
    • ଦହି କାଞ୍ଜି ବହୁତ୍ କମ୍ ସ...
    • ପଣସ ଚିଲ୍ଲି/How To Make...
    • Pakhala Dibasa Special...
    • ବିଶ୍ବ ପଖାଳ ଦିବସ/World ...
    • HOW TO PREPARE TAMATO ...
    • ଭୋଗ ପାଇଁ ଉଖୁଡ଼ା କେମିତି...
    ପାଚିଲା କଦଳୀ ଚୋପା ପତ୍ରପୋଡ଼ା--- • ପାଚିଲା କଦଳୀ ଚୋପା ପତ୍ର ...
    ମୂଳା ଆଳୁ ପିଆଜ ଶାଇଁ ଭଜା--- • ମୂଳା ଆଳୁ ପିଆଜ ସାଇଁ ଭଜା...
    new style କୁବି ଚିଲ୍ଲୀ--- • Restaurant style cauli...
    ଟକ ଭେଣ୍ଡି ରାଇ--- • ଟକ ଭେଣ୍ଡି ରାଇ/Without ...
    ମୂଳା ଶାଗ ଭଜା--- • ମୂଳା ଶାଗ ଭଜା/mula saga...
    ଚିତଉ ପିଠା---- • ମାଣବସା ଗୁରୁବାର ପାଇଁ ମା...
    new style paneer curry--- • New style paneer curry...
    Bina piaja rasuna re Alo----- chop • Bina piaja rasuna re A...
    please subscribe to my RUclips channel Mita rosei01
    thanks 🙏🙏 for watching 🙏 🙏🙏🙏🙏🙏🙏🙏🙏❤️ ♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
    Like, Share & don't forget to subscribe
    Follow me on
    ______________
    Instagram---Mitarosei01

Комментарии •