"ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ କହିବାକୁ ବହୁତ କଷ୍ଟ ହେଉଛି ,ଓଡ଼ିଆ ଅସ୍ମିତା ହେଲା ବିଜେଡିର କାଳ"ଲିଜା

Поделиться
HTML-код
  • Опубликовано: 12 янв 2025

Комментарии • 1,2 тыс.

  • @PRIMETIMEODIANEWS
    @PRIMETIMEODIANEWS 6 месяцев назад +11

    ମା ଡ଼ା ମ୍ ଆପଣ ଯାହା କହୁଛନ୍ତି ଠିକ୍ ସେଇଆ ନୁ ହ ନ୍ତି ଆପଣ ଜଣେ ବିଜେଡି ଦଳ ପ୍ରବକ୍ତା ଭଳି କହୁଛନ୍ତି । ଆପଣ ଙ୍କ ମତ ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଟ ଥର ହୁଅନ୍ତୁ ଯାହା ହଉଚି ହଉ ହେଲେ ମହିଳା ଙ୍କ ନ୍ୟାୟ ମିଳୁଛି

  • @JhunuraniMahapatra-sh2jv
    @JhunuraniMahapatra-sh2jv 6 месяцев назад +12

    ଓଡ଼ିଶା ନବୀନ ପଟ୍ଟନାୟକଙ୍କ ପୈତୃକ ସମ୍ପତି ନୁହଁ ନବୀନ ପଟ୍ଟନାୟକ ପ୍ରେମ ଛାଦି ଓଡ଼ିଆ ଭାଷା ଓ ଜାତିକୁ ଭଲ ପାଅ

  • @bibhuti5999
    @bibhuti5999 6 месяцев назад +36

    ଯାହା ହୋଇଛି ଭଲ ହୋଇଛି । 🎉🎉🎉🎉🎉

  • @JogeswarMajhi-lt7hj
    @JogeswarMajhi-lt7hj 6 месяцев назад +119

    ଯଦି ବିଜେଡ଼ି ଜିତିଥନ୍ତା ନାମମାତ୍ର ମୁଖିଆ ଭାବେ ନବୀନ ପଟ୍ଟନାୟକ ଥାନ୍ତେ କିନ୍ତୁ ପ୍ରକୃତ କ୍ଷମତା ପାଣ୍ଡୁ ପାଖରେ ରହି ଥାଆନ୍ତା..ଆଉ ନବୀନ କୁ ଅକାମୀ କରି ରଖି
    କ୍ଷମତାର ଭରପୁର ଉପଭୋଗ କରି ଥାଆନ୍ତା।

    • @Mr.santoshbehera
      @Mr.santoshbehera 6 месяцев назад +10

      Pandiya tumaku gnadi marithila

    • @Smartboy-tf6fz
      @Smartboy-tf6fz 6 месяцев назад +5

      ଏଇଟା ତମ ମାନଙ୍କ ପରି 3rd class ଲୋକଙ୍କ ଚିନ୍ତାଧାରା

    • @Mr.santoshbehera
      @Mr.santoshbehera 6 месяцев назад +2

      @@Smartboy-tf6fz all odisha re modi kemiti asila bjd gote bi nahi 2029 congress asiba..

    • @JogeswarMajhi-lt7hj
      @JogeswarMajhi-lt7hj 6 месяцев назад +1

      @@Smartboy-tf6fz 3rd କ୍ଲାସ ଲୋକ ମାନେ ତ ଭୋଟ ଦେଇ ବିଜେପି କୁ କ୍ଷମତା କୁ ଆଣିଲେ,,,ତୁମ ପରି first ଲୋକ ମାନେ ନୁହେଁ

    • @JogeswarMajhi-lt7hj
      @JogeswarMajhi-lt7hj 6 месяцев назад

      @@Mr.santoshbehera pandian tuma ku gelo karuthila..

  • @anantamallick176
    @anantamallick176 6 месяцев назад +119

    ଏ ଝିଅ ଦ୍ୱିତୀୟ କାମିଆଁ ଯାନୀ ହେବାକୁ ଚେଷ୍ଟା କରୁ ଥିଲା

    • @jullysamal6626
      @jullysamal6626 6 месяцев назад +4

      Tu bahut kahuchu nare ,ଝିଅ କହୁଚୁ ପୁଣି ଅଭଦ୍ରଙ୍କ ଭଳି କଥା kahuchu

    • @JitendraP-tq5gh
      @JitendraP-tq5gh 6 месяцев назад +1

      Are ananta kamia jani ku agaru janni thilu se para all india re sabu mandira buli vedio banae tame mane odisha re jaha utupat haucha

    • @Lituharichandan
      @Lituharichandan 6 месяцев назад +2

      ​@@JitendraP-tq5ghTote kamia kimia karideichi bodhe😂😂😢😢

    • @trinathsahoo3056
      @trinathsahoo3056 6 месяцев назад

      Yes

    • @Manoranjansahoo34680
      @Manoranjansahoo34680 6 месяцев назад

      ଏଥିରେ ଅଭାଦ୍ରାମୀ କଣ ହେଲା?​@@jullysamal6626

  • @SatrughanNayak-qf1rt
    @SatrughanNayak-qf1rt 6 месяцев назад +75

    ବିଜେଡ଼ି ଟଙ୍କା ଦେଇ ଭୋଟ କିଣିବା ହେଲା ଓଭର୍ କନ୍ଫିଡେ ନ୍ଟ

    • @sunitapradhan3852
      @sunitapradhan3852 6 месяцев назад

      ଆମ ଏରିଆ ଭୁବନେଶ୍ୱର ରେ ଆଉ ନୟାଗଡ଼ ରେ ବି BJP ଲୋକଙ୍କ ପିଛା 1000, 2000ଟଙ୍କା ଶହ ଭୋଟ ଦେବା ସ୍ଥାନ କୁ ମାଗଣା ରେ ଲୋକ ମାନଙ୍କ ପାଇଁ ଅଟୋ ର ବ୍ୟବସ୍ଥା କରିଥିଲା ଭୋଟ ବ୍ୟାଙ୍କ ପାଖ କୁ

    • @SatrughanNayak-qf1rt
      @SatrughanNayak-qf1rt 6 месяцев назад +1

      @user-mq3nb6fk2y ଓଡ଼ିଆ ଲୋକ ମାଗଣା ପାଇଲେ ରାସ୍ତାର ପିଚୁ ଛାଡନ୍ତି ନାହିଁ ୨୦୦୦ ହଜାର ଛାଡିଦେଲ ବିଶ୍ବାସ ହେଉନି

    • @SatrughanNayak-qf1rt
      @SatrughanNayak-qf1rt 6 месяцев назад +1

      @@sunitapradhan3852 ଓଡ଼ିଆ ଲୋକ ମାଗଣା ମିଳିଲେ ରାସ୍ତାର ପିଚୁ ଛାଡନ୍ତି ନାହିଁ, ସେମାନେ ପୁଣି ଛାଡ଼ିବେ,

    • @pujavlogs9937
      @pujavlogs9937 6 месяцев назад +1

      Bjp jetiki tanka dei vote kinichi se paisa abe pariba rate baadhei recovery karuchi 😂😅

    • @SatrughanNayak-qf1rt
      @SatrughanNayak-qf1rt 6 месяцев назад

      @@pujavlogs9937 ସବୁ ପରିବା ୧୦୦ ଟଙ୍କା କିଲୋ ହେବା ଦରକାର ଚାଷୀ ବହୁ କଷ୍ଟ କରି ଚାଷ କରୁଛି କିନ୍ତୁ ତା ମୂଲ୍ୟ ମିଳୁ ନାହିଁ, ଜଣେ ଚାକିରିଆ ଦରମା କମିଲେ ଲୋୟର ପିମଜି ରେ ଷ୍ଟାଇକ୍ କଲେ ଦରମା ବୃଦ୍ଧି ହୋଇଯାଏ ଚାଷୀ ର ଦୁଃଖ କେହି ବୁଝନ୍ତି ନାହିଁ

  • @hrushikeshsahoo5289
    @hrushikeshsahoo5289 6 месяцев назад +77

    ଓଡିଆ ଅସମିତା ଵିଷୟରେ ତୁମକୁ କିଛି ଜଣାନାହିଁ ।

    • @bapidibya365
      @bapidibya365 6 месяцев назад +6

      Acha thik achi apana tike kuhantu ye jinisha ta kn

    • @gobardhanbehera7908
      @gobardhanbehera7908 6 месяцев назад

      ତତେକଣ ଜଣା ଅଛି ତତେ ଖାଲି ବିଜେପି ରଟଙ୍କା ମାତିକି ଭୋଟ ଜିତାଇବାର ଜଣକୁ ୩୦୦୦ଟଙ୍କା ଦେଇକି ବିଜେଡି ଲୋକକୁ ଦେଇ କି ଭୋଟ ଦେଲେ ଏଟା ହେଉଛି ତର ଜଣାଅଛି

    • @benudharmajhi6468
      @benudharmajhi6468 6 месяцев назад +2

      Asmita mane kn aame actually bujhi parunu kahila tike

    • @JogeswarMajhi-lt7hj
      @JogeswarMajhi-lt7hj 6 месяцев назад +1

      ଆସ ମିତ ବସିବା ତାମିଲ ଭାଇ ସାଙ୍ଗେ

  • @chakradharswain9603
    @chakradharswain9603 6 месяцев назад +8

    କିନ୍ତୁ, ଆମକୁ ଖୁସି ଲାଗୁଚି, 🙋🙋🙋🙋

  • @sarojde9808
    @sarojde9808 6 месяцев назад +111

    କାଇଁ କଷ୍ଟ ହେଉଛି ???
    ପରିବର୍ତ୍ତନ ହେଇଛି ...
    ଭଲ ହେଇଛି ....
    ଏଭଳି ଅନ୍ଧ ଧୃତରାଷ୍ଟ୍ର ଆମର ଆବଶ୍ୟକ ନାହିଁ !!!

    • @jullysamal6626
      @jullysamal6626 6 месяцев назад +7

      4ତାରିଖରୁ 12ତାରିଖ ଯାଏ ଓଡ଼ିଶାବାସୀ ଧୃତରାଷ୍ଟ୍ର ହୋଇ ଯାଇଥିଲେ ନା
      ଏବେ ମାଝି ଧୃତରାଷ୍ଟ୍ର ମୋଦି remot
      Bhal heba ନାଁରେ

    • @sarojde9808
      @sarojde9808 6 месяцев назад

      @@jullysamal6626 ମାଝି ମୋଦି remot ରେ ଚାଲିବ କି ନାହିଁ ସମୟ କହିବ ???
      କିନ୍ତୁ ତୁମ Pandian ଆଉ ସୁଜାତା କାହିଁକି ଦେଖାଯାଉ ନାହାନ୍ତି ଟିକେ କୁହ !!!

    • @Kshirabdhitanaya-fx1wz
      @Kshirabdhitanaya-fx1wz 6 месяцев назад +4

      Dekha jau tame paribartana jou karicha kete sucess haucha.naveen pattnaik bhali loka au paibani

    • @sarojde9808
      @sarojde9808 6 месяцев назад +3

      @@Kshirabdhitanaya-fx1wz ତୁମେ ବୋଧେ ରାଜତନ୍ତ୍ର ସପକ୍ଷ ବାଦି....
      ଗଣତନ୍ତ୍ର ବିରୋଧୀ...ପରିବର୍ତ୍ତନ ବିରୋଧି ....
      ଜାଣି ରଖ...ପରିବର୍ତ୍ତନ ଦ୍ଵାରା ସୁଶାସନ ମିଳିଥାଏ ....

    • @nirmalasahoo4279
      @nirmalasahoo4279 6 месяцев назад +3

      Tuma bapa brudha hele tumetabhara karideba mahabatyaku tike miss kara kebal nabeen sir 🙏🏻

  • @ସ୍ୱରଓଝଙ୍କାର
    @ସ୍ୱରଓଝଙ୍କାର 6 месяцев назад +63

    ନବିନ ପଟ୍ଟନାୟକଙ୍କୁ ଯଦି ଓଡ଼ିଶା ବlସି ଭଲ ପାଉଥିଲେ , ତେବେ ସେ ହlରିଗଲେ କାହିଁକି ? ବାସ୍ତବରେ ଓଡ଼ିଶା ବାସୀ ଚାହୁଁଥିଲେ , ପରିବର୍ତ୍ତନ ।
    ବିଜେଡି ବାସ୍ତବରେ ସମାଧି ନେଇଗଲା । ଆଉ ଉଠି ପାରିବନି , କେବଳ କଂଗ୍ରେସ , ବିଜେପି ର ଶାସନ ଚାଲିବ।

    • @nirmalasahoo4279
      @nirmalasahoo4279 6 месяцев назад +4

      Kebe nuhne

    • @Sunsine5098
      @Sunsine5098 6 месяцев назад

      ମଦୁଆ ନିକମ୍ବା ଲୋକ। ପାଣ୍ଡୁ ପ୍ୟାରୀ କରି ଏକାନ୍ତ ବାସ କରୁଛି।😂

    • @hemant5525
      @hemant5525 6 месяцев назад

      Yes

    • @prangyarajput7869
      @prangyarajput7869 6 месяцев назад +1

      Thik katha democracy country re samastank ra adhikar achhi

    • @ommkalyanidhani442
      @ommkalyanidhani442 6 месяцев назад +2

      କଂଗ୍ରେସ କଥା କୁହନା, କଂଗ୍ରେସ ଆସିଲେ ଭାରତ ପାକିସ୍ତାନ ରେ ମିଶିଯିବ

  • @hrushikeshsahoo5289
    @hrushikeshsahoo5289 6 месяцев назад +58

    ଚଵିଶ ଵରଷ ଭିତରେ ନଵୀନ ବାବୁ ଓଡିଆ କହି ଶିଖିଲେ ନାହିଁ। ଏଇଟା କେଉଁ ଓଡିଆ ଅସମିତା ?

    • @jullysamal6626
      @jullysamal6626 6 месяцев назад +6

      ଆଉ gujrati ଶାସନ କଣ ଅସ୍ମିତା
      ମଝିକୁ ହିନ୍ଦୀ ଆସିନି cm Kan pm sah କଥାହେବା ଯେ ଓଡ଼ିଶା ଲାଗି କିଛି କହିକି ଆଣିବା ଯୋଜନା ଆଉ ଓଡ଼ିଶା 5ବର୍ଷ ପଛକୁ ଯିବା ଭାରି

    • @puspalataharichandan2924
      @puspalataharichandan2924 6 месяцев назад +2

      Appna chhua manaku engmidium School re padhauthibe..se ta bada hele eng nhi kahibe..jete bi odia janithantu...

    • @Sunsine5098
      @Sunsine5098 6 месяцев назад

      ମଦୁଆ ମା### , ଆଗକୁ କଣ କହିବା।

    • @arabindabehura4181
      @arabindabehura4181 6 месяцев назад

      ​@@jullysamal6626Na na Tamil sasana kariba tame kichi Marikina langala hei buli ba au.

    • @rabindraswain4141
      @rabindraswain4141 6 месяцев назад

      Right

  • @pratapkumarnath2500
    @pratapkumarnath2500 6 месяцев назад +4

    Madan ଆପଣ ନିଜ ଭାବନା ପ୍ରକାଶ କରନ୍ତୁ କିନ୍ତୁ ଓଡ଼ିଶାବାସୀଙ୍କ ଭାବନାକୁ ପ୍ରକାଶ କରି ଲଜିତ ହୁଅନ୍ତୁ ନାହିଁ,କାରଣ ଓଡ଼ିଶାବାସୀ ଆପଣଙ୍କୁ ପ୍ରକାଶ କରିବାର ମାପଦଣ୍ଡ କଣ

  • @rajibkumarmohanty8617
    @rajibkumarmohanty8617 6 месяцев назад +22

    ଏଇଟା କିଏ ବକର ବକର ହଉଛି।

  • @Odiaclasic
    @Odiaclasic 6 месяцев назад +10

    Madam ଆପଣ ବିଜେଡି ର ଦୁର୍ନୀତି ବିଷୟରେ ଟିକେ କହିଲେ ନାହିଁ, ଆପଣ ବି କିଛି ପାଉଛନ୍ତି ଲାଗୁଛୁ l ସେ ରିପୋଟର ପଚାରି ପାରିଲା ନାହିଁ ମାନେ ଏଇଟା paid promotion

  • @jchoudhury274
    @jchoudhury274 6 месяцев назад +3

    ଆମେ ବହୁତ୍ ଖୁସି ଆମକୁ ଏ ଭଳି ଅଣ ଓଡ଼ିଆ ତାମିଲ ମୁଖ୍ୟ ମନ୍ତ୍ରୀ ଦରକାର୍ ନ ଥିଲା ଜୟ ଜଗନ୍ନାଥ

  • @PrafullachDas-n6c
    @PrafullachDas-n6c 6 месяцев назад +8

    ଯିଏ ଏବେ ବି ନବୀନକୁ ଭଲ କହୁଛି। ସେହି ନିର୍ଲଜ ଓ ନିଲଠାହିଁ ଭୁଲ୍ ସମ୍ଭବତଃ ଏହି ନିର୍ଲଜ୍ଜ ଓ ନୀଲଠାକୁ ମଣିଷ ବ୍ୟତୀତ ଅନ୍ୟ କିଛି କହିବା ଠିକ୍ ହେବ । ଯେଉଁ ନବୀନ ଶାସିତ ର ଭାଷା ବୁଝନ୍ତି ନାହିଁ,କହନ୍ତି ନାହିଁ, ଲେଖିପାରନ୍ତି ନାହିଁ କି ପଢି ପାରନ୍ତିନାହିଁ ତାକୁ ଭଲ ପାଇ ନିଜକୁ ଲଜ୍ଜିତ କରନ୍ତୁ ନାହିଁ ।

    • @sradhamihir5552
      @sradhamihir5552 6 месяцев назад +3

      ଆପଣ ଆପଣଙ୍କ ଛୁଆଙ୍କୁ ଇଂଲିଶ ମିଡ଼ିଅମ୍ କୁ ଛାଡ଼ନ୍ତୁ ନାହିଁ, ଆପଣ ମାନଙ୍କ ଭଳି ଲୋକଙ୍କ ପାଇଁ ଆଜିର ଯୁବପିଢି ମାତୃଭାଷାକୁ ଭୁଲିଯାଉଛନ୍ତି 😂

    • @archanabarik2330
      @archanabarik2330 6 месяцев назад +1

      Mun Kahu chhi Nabin babu bahutt vala......se Odia Lekhi jana nti auu bujha nti madhya...padhi bii para nti......jii a ninduka se Samasta nku nirlaja nirlatha kahi pariba ... Odia asmita para....😂😂 Nabin Babu kaha Ku ninda Kara nti Nahine chuguli kara nti Nahine asavya Vasa kuha nti Nahine..... bastard nka pari ejat hara nti Nahine....jii a nirlaja nirlatha se Samasta nku Seya hine kahiba.....😡 Jay Nabin Babu 🙏🏼🙏🏼

    • @sradhamihir5552
      @sradhamihir5552 6 месяцев назад

      @@archanabarik2330 👍

    • @manasimohanty942
      @manasimohanty942 6 месяцев назад

      B.j.p re sabu char achonti? 4 dwar open,loko mane kemiti mandir vitore, o bhare hanto santa hauchsnti? ??? mu ta nije cheta sunya hai jaai thili ? Neet Question paper lik,student manoka future kn hela,, gote murkho knowledge n thai doctor bonib, aita kaharo naaya, same nda , aiji daai 2ta student nka suicide kole, se bapa maara ra aboatha kn hauthibo?,nda pila ku aanidabo na pm na education minister, manyabar nabin pattanik ammo odisha ra proudof 🤙 thile kati kati pransm 🙏🙏🍍👍💥odia ashimita sade chari kati loko tanku jhru chanti taNkaro kamo pani, tanko pari neta odisha history re, kn workd re v birol..
      .........jay jay manyabar cm nk pattanik 👍🙏🍍💥👌🍍

  • @mamatakumari3338
    @mamatakumari3338 6 месяцев назад +29

    ଠିକ୍ କହିଛନ୍ତି 100 ପର୍ସେନ୍ଣ ସତ କଥା ଲଭୟୁ ନବୀନ ପଟ୍ଟନାୟକ ସାର୍ ❤❤❤ଜୟ ଜଗନ୍ନାଥ ପ୍ରଭୁ 🙏🙏🙏

    • @subhabratamishra4465
      @subhabratamishra4465 6 месяцев назад

      ନବୀନ୍ ତୁମ ରାଜ୍‌କୁମାର୍‌ ଜାଣି ମୋତେ ବହୁତ୍ ମଜା ଆସିଲା 😂

  • @BasantaRana-ni2it
    @BasantaRana-ni2it 6 месяцев назад +6

    ସବୁ ରାଜ୍ୟ ଭଲି ଆମ ରାଜ୍ୟରେ ଏପର୍ୟ୍ଯନ୍ତ କଣ ବିକାଶ ହୋଇଛି l

  • @arundehury4906
    @arundehury4906 6 месяцев назад +32

    କଥା ବେକାର ଇଆଡ଼େ ସିଆଡେ କଥା କହି ସମୟ ନଷ୍ଟ ।

    • @archanabarik2330
      @archanabarik2330 6 месяцев назад

      Thick Katha kahile bekar lagiba vaii.... master masterani nka karjya kalap janile Munda garam heba.... 😡😡

  • @BharatikrushnaRath
    @BharatikrushnaRath 6 месяцев назад +7

    ମନୁଷ୍ୟ ଜନ୍ମ ହେଲେ ଦିନେ ମରିବ, ଗୋଟିଏ ଦଳ ଶାସନ କରୁଥିଲେ ଦିନେ ନିଶ୍ଚୟ ହାରିବ ଗୋଟିଏ ହାରୁଥିବା ଦଳ ଦିନେ ଜିତିବ, ସମୟ ଥିଲା ମହାତ୍ମାଗାନ୍ଧୀ ଙ୍କ ଅନୁମୋଦିତ ନେତା ହାରିଥିଲେ ଏବଂ ସୁବାସ ବୋଷ ଜିତିଥିଲେ, ଏ ସମାଜରେ ଚିରସ୍ଥାୟୀ ବୋଲି କିଛି ନାହିଁ, ଏହାକୁ ଆଉ ଅଧିକ ନ ବଢ଼ାଇ ଭବିଷ୍ୟତ ଦେଖିବାକୁ ହେବ.

  • @omkarsales5164
    @omkarsales5164 6 месяцев назад +3

    ଯଦି ପାରୁଛ ବର୍ତ୍ତମାନ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମାନି କାମ କରନ୍ତୁ ।

  • @hrusikeshmallik3221
    @hrusikeshmallik3221 6 месяцев назад +4

    ଜୟ ଜଗନ୍ନାଥ ଜୟ ନବୀନ ❤❤

  • @AdwaitkumarPradhan
    @AdwaitkumarPradhan 6 месяцев назад +4

    ଏହା ଆମର ମନୁଷ୍ୟ କୃତ ନୁହଁ। ପଛରେ ଗୋଟିଏ ଶକ୍ତି କାମ କରୁଛି । ଯାହା ବର୍ତ୍ତମାନ ହୋଇଛି। ତାହା ଈଶ୍ବର ଦ୍ଵାରା କୃତ ।ଏହା ହୋଇଥାନ୍ତା ଏହା ହୋଇ ନଥାନ୍ତା। ଏହା କହିବା ବାହାନା । ଯାହା ହୋଇଛି ତାହା ଠିକ୍ ହୋଇଛି ଯାହା ହେବ ଠିକ୍ ହେବ । ଯାହାର ଦୁର ଦୃଷ୍ଟି ଓ ଅନ୍ତର୍ଦୃଷ୍ଟି ରହିଛି ସେ ହିଁ ଜାଣିପାରିବ ।ଜୟ ଜଗନ୍ନାଥ।।

  • @rameshsethi1280
    @rameshsethi1280 6 месяцев назад +21

    ତୁମେ ଆଉ ଓଡିଶା ର, ଲୋକଙ୍କୁ ବୁଝାନ୍ତୁନି, ଓଡ଼ିଆ ଠିକ ଜବାବ ଦେଇଛି, ବୁଝିଲ ମାଡାମ, ଆପଣ ଦେଖିଛନ୍ତି ଓଡିଶା ର ଅନ୍ୟ ମୁଖ୍ୟମନ୍ତ୍ରୀ ମାନ ଙ୍କୁ,

    • @archanabarik2330
      @archanabarik2330 6 месяцев назад

      Sethi paine kandu chhanti a be....kii vul Kari dei chhu boli ......😡

  • @MadhabKhatua-ub2nw
    @MadhabKhatua-ub2nw 6 месяцев назад +19

    ମାଡାମ ଯିଏ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ସିଏ କି ନେତା ! ଆଉ ସେ ପୁନେଇଁ ଅଛି ନା ସେ ପିଠା ଅଛି ।

    • @archanabarik2330
      @archanabarik2330 6 месяцев назад

      Haan punei asiba auu jiba...puni bii adiba.....👍👍

  • @Kismat-w5d
    @Kismat-w5d 6 месяцев назад

    ❤❤❤❤❤ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ

  • @rajibdas8808
    @rajibdas8808 6 месяцев назад +4

    ସେ ତ MP ନୁହେଁ କି ବିଧାୟକ ନୁହେଁ କି ସରପଂଚ ରେ ଜିତି ନାହିଁ,ତାକୁ କାହିଁକି। ଏ ରାଜନୀତି ବିଷୟରେ ତୁମେ ପଚାରୁଛ, ଯେପରିକି ବଡ଼ ଅଭିଜ୍ଞ ରାଜନୀତି ଲୋକଙ୍କୁ ପଚରୁଛ

  • @Srikantasujata1984
    @Srikantasujata1984 6 месяцев назад +5

    You are great ଦିଦି
    Nyc spich

    • @debabrartamohanty4077
      @debabrartamohanty4077 6 месяцев назад

      ଦିଦି ଟା ମଜା ଲାଗିଲା ବୋଧେ। ଦିଦି ନା ଦଧି।

  • @jullysamal6626
    @jullysamal6626 6 месяцев назад +49

    ବହୁତ୍ ବଢିଆ କଥା ପୁରା ଠିକ୍ କହୁଚୁ ଝିଅ
    ଓଡ଼ିଶାରେ ଖୁବ୍ କାମ ଲୋକ a katha ବୁଝିଚନ୍ତି
    ଆଉ BJP ସବୁଥିରେ ଶାସନ ଲୋଭରେ ଭୁଲ କି ଠିକ୍ ଆଉ bjd ଠିକ୍ Ku ଭୁଲ ମିଛ ପ୍ରମାଣ ଦେଇ ହlଲl କଲା ଲୋକେ ଓଲଟ lବୁଝିଲେ,ଆଉ EVM tampering ବି bjp କରିଛି,bjp ଅସ୍ୱୀକାର କରି ପାରିବ ନାହିଆଉଥରେ ରେ election heu ,bujhijibe ଓଡ଼ିଶା ବାସୀ

    • @KANHAR_vlogs04
      @KANHAR_vlogs04 6 месяцев назад +4

      Ri8 mam

    • @udaymurmu7390
      @udaymurmu7390 6 месяцев назад +2

      Bjd au nahin chiro dino pain khatam by by ta ta

    • @JitrayMarndi-ob1vx
      @JitrayMarndi-ob1vx 6 месяцев назад +5

      ଭୁଲ କହୁଛ ମୁଁ ଅନ୍ୟ ଗାଁ ର କଥା କହିବି ନାଇ ନିଜ ଗାଁ କଥା କହୁଛି ଏଥର ସମସ୍ତେ amo ଗାଁ ରେ ପରିବର୍ତନ ପାଇଁ BJP କୁ ଭୋଟ ଦେଇଛନ୍ତି

    • @Odiaclasic
      @Odiaclasic 6 месяцев назад +2

      ଭାଇ ୟେ କଣ ତୁମ ଘର ଯେ ଆଉଥରେ election ହେବ

    • @runupradhan2486
      @runupradhan2486 6 месяцев назад +1

      Nabin ku jadi bhala pauthile ta kantabanji re harile kemiti !! Hinjilire bbal bal bachhaye.

  • @bimalsamal-u4k
    @bimalsamal-u4k 6 месяцев назад +4

    ଏଲେକ୍ସନ ପୂର୍ବରୁ pandian ଯେତେବେଳେ ଏକା ଏକା ବୁଲି ପ୍ରଚାର କରୁଥିଲା,ସେତେବେଳେ କୋଉଠି ଥିଲ।ସବୁ ସରିଲା ପରେ ଏବେ କହୁଛ।

  • @Odiaclasic
    @Odiaclasic 6 месяцев назад +72

    ବାଳ କଥା, ଲୋକେ ଜାଣିଥିଲେ ନବୀନ କୁ ଭୋଟ ଦେଲେ ପାଣ୍ଡିଆନ ହିଁ ରାଜ କରିବ

    • @jullysamal6626
      @jullysamal6626 6 месяцев назад +6

      Pandian bhal loka odisa lagi se sacrifice bahut , struggle b baba ବୁଝିବାକୁ ଚେଷ୍ଟା କର ସେ ଅର୍ଥ ଲୋଭି ନୁହ bjp sabu michhare kahi kahi ଲୋକଙ୍କ ମନରେ ଅଲଗା ଧାରଣ ସୃଷ୍ଟି କରିଚି

    • @rashmidiptanayaksenapati4514
      @rashmidiptanayaksenapati4514 6 месяцев назад

      ​@@jullysamal6626 tume kemiti janila????

    • @arabindabehura4181
      @arabindabehura4181 6 месяцев назад +1

      Hana Sethi paini Ratna bhandar chabi kuade gala .Jagannath nka niti late haba pandian visit re .Tame odia na odia besha re Christian.

    • @manoranjanpradhan1507
      @manoranjanpradhan1507 6 месяцев назад

      ​@@arabindabehura4181ebe ratna bhandar chabi kaha pakhre achhi je July 9 re khuliba ¿????

    • @santunbehera2571
      @santunbehera2571 6 месяцев назад

      Pandian Nabin ku slow poison deiki rakhuthila ,kahaku misibaku daunathila eita micha ki,,,,bjd win karithile cm nabin hoithanta kintu sabu power pandian ra heithanta,,,,Odisha loka sabu murkha tme jane jane pandita

  • @SibadeviBhuyan-lu4rx
    @SibadeviBhuyan-lu4rx 6 месяцев назад +1

    Ilove you BJD 🙏♥️🇮🇳💐🌹Naveenpattanayak

  • @binaybhusanbarla3844
    @binaybhusanbarla3844 6 месяцев назад +5

    ନବୀନ ଏକା ଭଲ ହେଲେ କଣ ହେବ, ବାକି ସମସ୍ତେ ନିକ୍କାମା ଏବଂ Pandian ଙ୍କ ଲାଙ୍ଗୁଡ଼ ଧରି ଚାଲିବା, ଏହା କଣ leadership???

  • @gunanidhinaik3699
    @gunanidhinaik3699 6 месяцев назад +1

    ୨୫ ବର୍ଷ ଶାସନ କଲାପରେ ପଦଟିଏ ଓଡିଆ କହିପାରିଲେନି।

  • @SmashEnough
    @SmashEnough 6 месяцев назад +10

    ଚୋର ଗଲେ ବୁଦ୍ଧି ବାହାରେ 😢 ପୁର୍ବରୁ ଲିଜା ଦିଦି କାହିଁକି ଏପରି ପରା ମାର୍ଶ ଦେଇ ନ ଥିଲେ

  • @tikisahoo8156
    @tikisahoo8156 6 месяцев назад +1

    👍🏿👌💯

  • @k.jagarnathpatra1223
    @k.jagarnathpatra1223 6 месяцев назад +11

    Tame cm hei jao badhia heba

    • @gourimajhi-gy8zj
      @gourimajhi-gy8zj 6 месяцев назад

      You are right brother yaku CM karideba katha

  • @ommprakash2008
    @ommprakash2008 6 месяцев назад +2

    ବିଲକୁଲ ଭୁଲ କଥା. ଅନ୍ଧ ଧୃତରାଷ୍ଟ୍ର ର ପତନ ଘଟିଲା.

  • @ShantanuMishra-lw8zp
    @ShantanuMishra-lw8zp 6 месяцев назад +3

    ଭଉଣୀ ଭୋଟର ମାନଙ୍କ ମନ କଥା ବୁଝି ପାରିଛ. ଆଉ ଦୋଷୀ ବୋଲି ଯଦି ଭାବୁଛ ନିଜେ ସ୍ୱୟଂ ନବୀନ ପଟ୍ଟନାୟକ.

  • @snehalatapanda2620
    @snehalatapanda2620 6 месяцев назад

    You are hundred percent correct✔️

  • @PratapMajhi-y5b
    @PratapMajhi-y5b 6 месяцев назад +29

    ସ୍କୁଲରେ ମାଷ୍ଟର ରଖି ପାରିଲେନି ଅକ୍ସଫୋର୍ଡ ରୁ ପାଠ ପଢିବେ

    • @archanabarik2330
      @archanabarik2330 6 месяцев назад +2

      School re master nkara kama Kan age kuha. . 😡😡

    • @sradhamihir5552
      @sradhamihir5552 6 месяцев назад +3

      ​@@archanabarik2330ସୁନ୍ଦୂରିଆ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା 😂

    • @archanabarik2330
      @archanabarik2330 6 месяцев назад +1

      Master rakhibe Kan dali chaula khai table upare goda teki soi soi darama gandaka nei arama re pila chhua nku privet school Patha padhei. Bada bada chakiri karei be .. govt school chhua murkha heba Paine......?? 😡😡

    • @archanabarik2330
      @archanabarik2330 6 месяцев назад +1

      @@sradhamihir5552 thick Katha kahile vaii....👍👍👍👍

  • @sumantasingh7603
    @sumantasingh7603 6 месяцев назад +6

    ନବିନପଟ୍ଟନାୟକ କଣ କେବଳ ଓଡିଶାର ମୁଖ୍ୟମନ୍ତ୍ରୀ ସିଏ କଣ ମନ୍ତ୍ରୀପଦ ଟିକୁ ପଟା କରିଥିଲେ ଗୁଣ୍ଡାଗର୍ଦ୍ଦି ଭ୍ରଷ୍ଟାଚାର୍ଜ ଦୁର୍ନିତି ମାଫିଆରାଜ ଏସବୁ ଓଡ଼ିଶାରୁ କମିଯିବ ଏବଂ ଓଡ଼ିଶା ପରିବର୍ତ୍ତନ ହୋଇ ଲୋକେ ନୁଆ ଓଡ଼ିଶା ଦେଖିବେ,

  • @GautamKalandi-lu7vz
    @GautamKalandi-lu7vz 6 месяцев назад +7

    ରାଜା ମାନେ ମଧ୍ୟ ପୂର୍ବ ତ୍ତ ନ ହୁଅନ୍ତି। ନବୀନ ବାବୁ ତୋ ମନ୍ତ୍ରୀ।

    • @GautamKalandi-lu7vz
      @GautamKalandi-lu7vz 6 месяцев назад +1

      ମୋହନ ବାବୁ ଆହୁରି ଅଧିକ ଭଲ ଲାଗିବେ ତୁମକୁ।

    • @sradhamihir5552
      @sradhamihir5552 6 месяцев назад +2

      ​@@GautamKalandi-lu7vzତାଙ୍କ ଘରକୁ ଗଲେ ମହୁଲି, ହାଣ୍ଡିଆ ଦେବେ j ପିଇବାକୁ 😂 ଭଲ ଅତିଥି ଚର୍ଚ୍ଚା ମିଳିବ

    • @ShibasankarHansdah-um4wd
      @ShibasankarHansdah-um4wd 6 месяцев назад

      ​@@sradhamihir5552ନବୀନ sir CM ଥିଲେ ବେଳେ kn ଅତିଥି ମାନଙ୍କୁ ବିଦେଶୀ ମଦ ଦେଉଥିଲେ

  • @susanta5206
    @susanta5206 6 месяцев назад +3

    Very well said girl beautifully clarify to people of odisha 👍

  • @rajanikantachoudhury2343
    @rajanikantachoudhury2343 6 месяцев назад +15

    କଷ୍ଟହେବ ସବୁଦିନ କଣ ବିଜେଡି ରହିବ ଟିକିଏ ପାଠ ପଢ଼ ସବୁବୁଝିଯିବ ତୁମର ବୟସ ହୋଇନି ରାଜନୀତି କଥା ହେବାପାଇଁ

  • @tikipatra1081
    @tikipatra1081 6 месяцев назад

    ବହୁତ ବଢିଆ ଉପସ୍ଥାପନା. ଓଡ଼ିଆ ଅସ୍ମିତା କଥା କହି ନାଚୁଥିବା ଅଂଧଭକ୍ତ ଙ୍କୁ ନିଶ୍ଚୟ ବାଧିବ

  • @tapanpradhan9678
    @tapanpradhan9678 6 месяцев назад +9

    ଆରେ Madam ଟିକେ ନବୀନ ପଟ୍ଟନାୟକଙ୍କ ହାତ ଥରିବା କଥା ଟିକେ କୁହନ୍ତୁ।

    • @manjukanhar8780
      @manjukanhar8780 6 месяцев назад +1

      Apanka ra kn tharibni sei age hele nija ku kn bhabicha first nij katha chinta kr

    • @tapanpradhan9678
      @tapanpradhan9678 6 месяцев назад

      @@manjukanhar8780 are mam election purbaru tharuthila but ebe au hata tharuni. Ebe pura fit achhanti. Sabu sei pandian ra khela.... Mu b Naveen Pattanaik nka personality ku bahut vl pae but emti situation hele jie b hele ta kahiba na....

    • @manjulatajena8645
      @manjulatajena8645 6 месяцев назад

      ta bapa ra hata thari le bhuji jibu se kn kahiba

    • @tapanpradhan9678
      @tapanpradhan9678 6 месяцев назад

      @@manjulatajena8645 are seita to bapa ra hb.. mo bapa nka ra hb mu kn manakarili ki... Tu bahut kahuchhu

  • @manoranjannaik1976
    @manoranjannaik1976 6 месяцев назад +2

    ଲିଜା ୨୦୨୯ ରେ ନିର୍ବାଚନ ଲଢ଼ ।

  • @pradeepkumarjena4162
    @pradeepkumarjena4162 6 месяцев назад +10

    ଏବେବି ପାଡିଆନ ରିମଟ୍ ରେ ବିରୋଧି ଦଳ
    ଚାଲିବ ବିଜେଡି ପାଡିଆନ ବିନା ବିରୋଧିଦଳ ଚାଲିପାରବନାହ

  • @tusarswain9220
    @tusarswain9220 6 месяцев назад +7

    ତୁ ଗୋଟେ କୋଊ ମଣିଷ ଟେ ଜେ ଲୋକ ମାନକଁ ବିଷୟ ରେ ଚିନ୍ତା କରିବୁ ଆଊ କହିବୁ, ନିଜ ବିଷୟ ରେ ଜାହା କହିବା କଥା କହ, ଜା ଜା ସତରେ ନହେଲା ନାହିଁ ପାନଡୁ ର ଗୋଟେ ଫଟୋ ଆଣି ଘରେ ରଖି ପୁଜା କରିବୁ, (ତୋ ସାର୍ କଁର )

  • @tahasilrana6522
    @tahasilrana6522 6 месяцев назад +7

    ହଁ ନଦୀନ ପଟ୍ଟନାୟକ ଙ୍କୁ ବହୁତ ଭଳ ପାଉ

  • @RajKumar-lk7cl
    @RajKumar-lk7cl 6 месяцев назад

    Point to be noted ❤

  • @madanmohandisari1617
    @madanmohandisari1617 6 месяцев назад +7

    ପାଣ୍ଡିଆନ ହେଣ୍ଡେଲ କରିଥାନ୍ତେ ମାଡାମ, ବବି ତୋ କ୍ରୀତଦାସ, 21ଟି ଲୋକସଭା ଜିରୋ ହେଲା ଏବେ 147ରୁ ଜିରୋ ହେଇ ପାରନ୍ତି ନେଷ୍ଟଥର, ଜିରୋର ପଛପଟେ ଭାରିଯିବେ ମାନେ 10ରୁ ତଳେ

  • @rajeshkumarjena1822
    @rajeshkumarjena1822 6 месяцев назад +1

    Only Educated person can bite this type ❤and only Educated person understand V.K pandian sir❤

  • @diptiranjannayak4913
    @diptiranjannayak4913 6 месяцев назад +5

    କ'ଣ ପାଇଁ ଜଣେ କ'ଣ ଗୋଟେ ସିଟ୍ ବସିବ ପରିବର୍ତ୍ତନ ନିହାତି ଜରୁରୀ ଥିଲା ହୋଇଗଲା

  • @sanjaykumarmohanta6079
    @sanjaykumarmohanta6079 6 месяцев назад

    ଜୟ ଶ୍ରୀରାମ🙏🙏🙏🙏🙏🙏

  • @PitbashJani-u6t
    @PitbashJani-u6t 6 месяцев назад +3

    ସତ କହିଲ ଭଉଣି ବୂଜିବାଲୋକ ହି ଭୁଲ୍ ଭଲ ଘାସରେଗାଇ ଚରେ ନାହି jay naveen❤❤❤❤

  • @reenapatra15
    @reenapatra15 6 месяцев назад +1

    Jay nabin sir

  • @PratapMajhi-y5b
    @PratapMajhi-y5b 6 месяцев назад +5

    ଶ୍ରଦ୍ଧା କଣ କରୁଛି ନବୀନ ନିବାସରେ

    • @jullysamal6626
      @jullysamal6626 6 месяцев назад

      To bhauni sradha ki na to ma na

    • @kumarpapu3225
      @kumarpapu3225 6 месяцев назад

      ​@@jullysamal6626tu bahut chodihauchu

  • @giridharipanda1287
    @giridharipanda1287 6 месяцев назад +2

    ଖୁବ୍ ବଢିଆ ବିଶ୍ଳେଷଣ। ଧନ୍ୟବାଦ।

  • @rameshchandrabarik4834
    @rameshchandrabarik4834 6 месяцев назад +53

    ତୁ ନିଜକୁ ବହୁତ ବୁଦ୍ଧିଆ ଭାବୁଛୁ ମା। ନବୀନ ପଟ୍ଟନାୟକ କ'ଣ ଭଲ ନେତା,ଓଡିଶା କୁ ବିକ୍ରି କରିଦେଲା ପାଣ୍ଡିଆନ କୁ।ପ୍ରିୟ ନେତା କ'ଣ ତୁ ନବୀନ ପଟ୍ଟନାୟକ କୁଆର ଜନ୍ମରେ ଦେଖିବୁ।

  • @padmabatitripathy234
    @padmabatitripathy234 6 месяцев назад +2

    ଏ ହେ ଉଛି ପ୍ରଦୀପ ପାଣିଗ୍ରାହୀଙ୍କର ଅସନ୍ତୋଷ ର ଫଳ ମିଳିଲା ଜଯ ଜଗନ୍ନାଥ

  • @apaadi9193
    @apaadi9193 6 месяцев назад +20

    Madam ତମେ ଏମିତି କହିଲ ସାପ ମରିବନୀ କି ବାଡି ଭାଙ୍ଗିବନି, Jay Bjd Jay Bjp

  • @ranjanmallick6797
    @ranjanmallick6797 6 месяцев назад

    ନବୀନ is ନବୀନ good cm🌹🌹🌹🌹

  • @bapujibandhupattnaik3119
    @bapujibandhupattnaik3119 6 месяцев назад +8

    ବହୁତ ଲୋକ ବହୁତ ଖୁସି ଅନୁଭବ କରୁଛନ୍ତି. କାଗଜ ପଢା ମୁଖ୍ୟମନ୍ତ୍ରୀ ଯୁଗ ଶେଷ ହେଲା.

    • @archanabarik2330
      @archanabarik2330 6 месяцев назад

      Khushi ra abasan dine na dine heba....
      Jay Jagannath 🙏🙏

  • @jagannathpatnaik8409
    @jagannathpatnaik8409 6 месяцев назад +1

    ପାଗଳ ଓଡ଼ିଶା ଲୋକ, ନବୀନ ପଟ୍ଟନାୟକ ଦୀର୍ଘ କାଳୀନ ମୂଖ୍ୟମନ୍ତ୍ରୀ ହୋଇଥୂଲେ ଓଡ଼ିଶାର ଗୋରବ ବଢିନଥାନ୍ତା କି? ଏଠି ଓଡ଼ିଆ ଅସ୍ମିତା କଥା ଉଠୁନି କି ? ଏଠି ଓଡ଼ିଶା ର ଅଧିକା ଲୋକ ଅସ୍ମିତା କଥା ଭୁଲିଗଲେ କିପରି ? ଏହା ପାଗଳାମି ନୁହେଁ ତ କ'ଣ?

  • @starsaisugyani3092
    @starsaisugyani3092 6 месяцев назад +4

    Odisha ra education ra level ebe kouthi janichha madam

    • @jullysamal6626
      @jullysamal6626 6 месяцев назад

      ଧର୍ମକୁ ପଛରେ ସେ ଶିକ୍ଷା ମନ୍ତ୍ରୀ ,ନିଟ କଣ ହେଇଚି କଣ ଚାଲିଛି

  • @Bebina-Behera
    @Bebina-Behera 6 месяцев назад

    ବର୍ତ୍ତମାନ୍ ଆପଣ ଯେମିତି ନାରା ଦେଉଛନ୍ତି।

  • @kabirajjena334
    @kabirajjena334 6 месяцев назад +5

    କଷ୍ଟ ଲାଗିଲେ ଟିକେ oil ଲଗେଇଦିୟ overacting ର ଦୋକାନ

  • @rudracharanmudi4078
    @rudracharanmudi4078 6 месяцев назад +2

    ଏତେଦିନ ଧରି ବିଜେଡି ସରକାର ମ୍ୟାଜିକ କାଡ୍ କାହିଁ କି ଦେଇ ନ ଥିଲା?

  • @PratapMajhi-y5b
    @PratapMajhi-y5b 6 месяцев назад +15

    ପାଣ୍ଡିଆନ ସାର ତମକୁ ପାଠ ପଢୁଥିଲେ ଭଉଣୀ

  • @tikisahoo8156
    @tikisahoo8156 6 месяцев назад +1

    👍🏿👍🏿👍🏿👌👌👌💯💯💯

  • @PratapMajhi-y5b
    @PratapMajhi-y5b 6 месяцев назад +11

    ଦେଢ ଏକର ଜମି ହଡ଼ପ କଲେ କେମିତି ଲାଗୁଛି କୁହ

  • @ajaykumarbehera5018
    @ajaykumarbehera5018 6 месяцев назад +2

    ନବୀନ, ପ୍ରଥମ,ରୁ, ବେଇମାନ, ମୁଖ୍ୟମନ୍ତ୍ରୀ ଓ,ସେଶରେବି, ବେଇମନ୍ ହେଇ,ରହିଗଲେ

  • @nilamanikar954
    @nilamanikar954 6 месяцев назад +11

    କିଏରେ ଇଏ madam .କି analysis. ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାଁନ୍ତି ଏ ମାଡ଼ମ ହଜମ କରିପାରୁ ନାହାଁନ୍ତି।change ହେଲା ଅସୁବିଧା କେଉଁଠି। ? madam କୁହନ୍ତୁ। ଓଡ଼ିଆ ଅସ୍ମିତା ବିଷୟରେ ଶିଖିବାକୁ ପଡିବ ଆପଣଙ୍କ ଠାରୁ।

  • @samirkumarnayak2975
    @samirkumarnayak2975 6 месяцев назад +2

    ଓଡ଼ିଶା କୁ ବିଜେଡି ଦଲ ବିକ୍ରି କରିସାରିଛନ୍ତି

    • @ritubehera5103
      @ritubehera5103 6 месяцев назад

      Ebe odisha matrubhasa gujurati

  • @tapannaik1404
    @tapannaik1404 6 месяцев назад +5

    ମୁଁ ଜଦି ଏ ମାଡାମକୁ ଭୁଲରେ ଵାହାହେଇଯାଏ ଚତୁର୍ଥୀ ରାତିରେ ୟାର ଵିଆରେ ନକରି ପାଟିରେ କରିବି

  • @pramodkumarmohanty3428
    @pramodkumarmohanty3428 6 месяцев назад +2

    ବହୁତ କଥା କହୁଛି, ନବିନୀ ପାଖରେ ଗୋଡ଼ ସେବା କରି, ଓଡ଼ିଶା ପଇସାକୁ ପାଣିରେ ପକେଇଲା.

  • @subhabratamishra4465
    @subhabratamishra4465 6 месяцев назад +23

    ନବୀନ୍‌ ପଟ୍ଟ୍‌ନାୟକ୍ ଜଣେ ଭଲ ବେଇମାନ୍‌ ।‌ ତୁମେ ତ ତାଙ୍କ ବିଷୟରେ କିଛି ଜାଣିନ । ପାଣ୍ଡିଆନ୍‌ର ମୁଖ୍ୟମନ୍ତ୍ରୀ ହେବାର‌ ଲାଳସା ଥିଲା ନ ହେଲେ ସେ ନବୀନ୍‌ ବେଇମାନ୍‌ କୁ କାହିଁକି ଦୁଇ ଯାଗାରୁ ଛିଡା କରେଇ ଥିଲା ? 'ନିର୍ଭୟ ଗୁମର‌ କଥା' ଦେଖିଲେ ଭଲ କରି ନବୀନ୍‌ ପଟ୍ଟ୍‌ନାୟକ୍‌ ବିଷୟରେ ଜାଣି ପାରିବ ।

    • @lipun1531
      @lipun1531 6 месяцев назад

      Nirbhay hela bjp ra it cell member ta upare kemiti bhorasa kariheba

    • @jullysamal6626
      @jullysamal6626 6 месяцев назад +1

      ୟାରେ ଯାହିତାଇ ଲୋକ ajebaje କଥା ଭାବନ୍ତି vk ବିଷୟରେ ଭଲ ଲୋକ ଖରାପ କହିବେନି

    • @arabindabehura4181
      @arabindabehura4181 6 месяцев назад

      ​@@jullysamal6626Acha nama vk ete bhala .Ta ma boyfriend bodhe.

    • @kumarpapu3225
      @kumarpapu3225 6 месяцев назад

      Tote bahut badhuchi tu sabu comment box re oppose karuchu ledies ledies bhalia rahunu​@@jullysamal6626

    • @prasantakumarbisoyi4231
      @prasantakumarbisoyi4231 6 месяцев назад +3

      ହଁଭାଇ ତମପାଇଁ ନବୀନ ପଟ୍ଟନାୟକଙ୍କ ବେଇମନ୍ ହେଇଥିବେ
      ଆମଭଳୀ ଗରିବଲୋକ ପାଇଁ ତ ସେ ଭଗବାନ ସମାନ ସେଥିପାଇଁ ତ ୨୫ ବର୍ଷ ଶାସନ କରିବାକୁ ଦେଲୁ

  • @mrutyunjaymohapatra2344
    @mrutyunjaymohapatra2344 6 месяцев назад +1

    ବହୁତ ଭଲ କଥା କହୁଛନ୍ତି ଇଏ। ଯିଏ ଗାଳି ଦେଉଛି ସେ ଗୋଟିଏ ଅଭଦ୍ର। ସେ କହାରିକୁ support କରୁନି

  • @ajayakumarb957
    @ajayakumarb957 6 месяцев назад +3

    ତୁମେ କିଛି ଭୁଲ୍ କହିଲ ଯଦି ବି ଜେ ଡି ଜିତିଥିଲେ ତୁମେ ମାନେ ଆଉ ବାଟ ଚାଲି ପାରୁନାହାନ୍ତ 😮

  • @sudamhaiburu2076
    @sudamhaiburu2076 6 месяцев назад +1

    Bjd hariba pare bahut khusi lagila

  • @prafulladash8040
    @prafulladash8040 6 месяцев назад +11

    ଯାହାହେଉ ଝିଅ ତୁ ଭୟଙ୍କର ପାଣ୍ଡୁ ପ୍ରେମୀ।

  • @radhakantarana7767
    @radhakantarana7767 6 месяцев назад

    ଆଉ କଣ ବାଳଅଛି ଜେ ବିଜେଡି ଜିତିବଆଉ ନାହିଁ

  • @satyabratasahoo7028
    @satyabratasahoo7028 6 месяцев назад +3

    JAY JAGANATH JAY SANKHA JAY ODISHA JAY BJD JAY EX CM NAVEEN PATNAIK SIR 🙏🙏🙏

  • @grammartia1234
    @grammartia1234 6 месяцев назад

    ନିର୍ବାଚ଼ନ ପୂର୍ବରୁ କୁଆଡ଼େ ଥିଲା ?

  • @PanchananBhai-p4e
    @PanchananBhai-p4e 6 месяцев назад +4

    Naveen Babu hi darkar thanks

  • @saminasoy7249
    @saminasoy7249 6 месяцев назад

    Love you jagarnath🎉🎉🎉 thakur jaha karanti prani ra mangal pain

  • @subhabratamishra4465
    @subhabratamishra4465 6 месяцев назад +4

    ଶିକ୍ଷା ମନ୍ତ୍ରୀ ସୂରଜ୍‌ ସୂର୍ଯ୍ୟବଂଶୀ ନୁହନ୍ତି ବରଂ ନିତ୍ୟାନନ୍ଦ ଗଣ୍ଡ । ତୁ ଛୋଡାଟା ଜାଣିଛୁ ।

    • @taktome3340
      @taktome3340 6 месяцев назад

      ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ପ୍ରଥମେ ନିଜ ଜ୍ଞାନ ଅର୍ଜନ କର ପରେ କାହାକୁ ଆକ୍ଷେପ କରିବ..ଆଉ ନିଜ ଭାଷା ର ମର୍ଯ୍ୟାଦା ରକ୍ଷା କର

  • @Ratikanta-gt9rg
    @Ratikanta-gt9rg 6 месяцев назад

    Thanks your Right

  • @litumajhi9223
    @litumajhi9223 6 месяцев назад +4

    ବହୁତ ଭଲ କଥା

  • @mitumohapatra551
    @mitumohapatra551 6 месяцев назад

    ମୂକ ନବୀନ କୁ ବିଲକୁଲ ସମର୍ଥନ କରନା

  • @shiningsanjay5737
    @shiningsanjay5737 6 месяцев назад +4

    ତୁ ବାହାହେଇ ଯାଉନୁ ସୁଭଦ୍ରା ଯୋଜନା ପାଇଥାନ୍ତୁ

    • @jullysamal6626
      @jullysamal6626 6 месяцев назад

      To ma bhauniku khali ମିଳିବ ପର ଓଡ଼ିଶାରେ 50000ପାଇବେ ମହିଳା ଯାହାର ଘର ନା ଥିବା
      Certenity ନାହିଁ
      ମିଶନ 70ଲାଖ ମହିଳା କେତେ ଜନ ପାଇବେ ହିସାବ କରେ ,2ବର୍ଷ ଲାଗିବ bjp କାହାକୁ କଣ ଦେବ ନା ଦେଇଚି ଭାବିବା ବୃଥା ଆଶା

    • @arabindabehura4181
      @arabindabehura4181 6 месяцев назад

      Tama ku ta kichi daba darkar nahi .agaru ta gandi Mariki Rakhi hu au.

  • @niranjanmajhi7013
    @niranjanmajhi7013 6 месяцев назад

    ନବୀନ ପଟ୍ଟନାୟକ ଜିନ୍ଦାବାଦ

    • @jchoudhury274
      @jchoudhury274 6 месяцев назад

      ଆଉ କଣ ଅଛି 5ବର୍ଷ ପରେ BJD ର ନା ନ ଥିବ

  • @abhinandansutar197
    @abhinandansutar197 6 месяцев назад +3

    Right 👍

  • @gangadhardash3430
    @gangadhardash3430 6 месяцев назад

    ସମସ୍ତେ ଜାଣନ୍ତି
    କିନ୍ତୁ କହିବେନି
    ପ୍ରଭୁ ଜଗନ୍ନାଥ ନିଜେ ଅସ୍ତ୍ର ଧରିଵାକୁ ପଡିଲା

  • @dollymajhi4674
    @dollymajhi4674 6 месяцев назад +4

    Jaa be salaa ❤❤❤❤❤
    Gotia sarakar chaalibaa hetu bahut anyaya ,Gunda Gardi heuthilaa ..Bhala heichi harigalaa...
    But love u Naveen sir

  • @Odiaclasic
    @Odiaclasic 6 месяцев назад +2

    ମୁଖ୍ୟମନ୍ତ୍ରୀ ହରିବାକୁ ସୋସିଆଲ ମିଡ଼ିଆ ରେ issue କେବଳ ବିଜେଡି ର ମିଡ଼ିଆ cell ହିଁ କରୁଛି

  • @arunbaliarsingh1680
    @arunbaliarsingh1680 6 месяцев назад +4

    RIGHT

  • @ArunachalaPradhan
    @ArunachalaPradhan 6 месяцев назад

    Right..ek dum right
    Only Naveen sir
    Ama Mukhiya mantri..❤
    Jay Naveen