Karthik Pandian speech during election campaign in Puri's Talabania || KalingaTV

Поделиться
HTML-код
  • Опубликовано: 21 май 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    RUclips: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Комментарии • 85

  • @umakantabehera1925
    @umakantabehera1925 2 месяца назад +15

    Only bjd jay naveen bjd jindabad

  • @srikantsahoo3504
    @srikantsahoo3504 Месяц назад +3

    ଆଜି 6 ଜୁନ..ମୁଁ କେବଳ ଏଠିକି ଭିଡିଓ ଦେଖିକି ମଜା ନବାକୁ ଆସିଛି😂😂😂କମେଡି ଦେଖିବାକୁ ଆସିଛି😂😂😂

  • @pradeepjena3595
    @pradeepjena3595 2 месяца назад +16

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ଯୋଡି ଶଂଖ ଜିନ୍ଦାବାଦ 🙏🙏🙏🚩

  • @Save_Odisha_from_looters
    @Save_Odisha_from_looters 2 месяца назад +2

    କି ଅବସ୍ଥା ଆମ ଓଡ଼ିଶାର। ବୃଦ୍ଧ ପାଗଳ ମୂଖ୍ଯ ମନ୍ତ୍ରୀ ଗୃହ ବନ୍ଦୀ। ମନ୍ତ୍ରୀମାନେ ହତ୍ୟାକାଣ୍ଡ ଅଭିଯୁକ୍ତ। ରାଜ୍ୟର ସବୁ ରାଜସ୍ବ ଓ ପାଓବାର ତାମିଲମାନଙ୍କ ହାତରେ। ଗେଣ୍ଡାଦଳିଆ ନେତା ଓ ସରକାରୀ ଚାକର ତାମିଲର କ୍ରୀତଦାସ। ହେ ପ୍ରଭୁ ଜଗନ୍ନାଥ ଏ ରାକ୍ଷସମାନଙ୍କର ନାଶ କର

  • @MaheshWorld20
    @MaheshWorld20 2 месяца назад +4

    ୨୫ ବର୍ଷ ହେଇଗଲାଣି ଆଉ କେତେ ବର୍ଷ ଦରକାର ।

  • @jitendrapradhan7655
    @jitendrapradhan7655 2 месяца назад +4

    Jay Jagannath 🙏🌹🙏🌹🙏

  • @tusarswain9220
    @tusarswain9220 2 месяца назад +2

    ସମସ୍ତେ ଆସିରବାଦ କରିବେ ଜେମିତି ପାନଡୁ ତାମିଲନାଡୁର ୧ନଂ ଧନୀ ହେବ, ଜଗନ୍ନାଥଙ୍କ ସବୁ ସୁନା ତାର ସ୍ତ୍ରୀ ସୁଜତା ପାଖରେ ଲାଗି ହେବ, ଜଗନ୍ନାଥଙ୍କ ର ସବୁ ଦୁଆର ବନ୍ଦ କରି, ସେଜାଗାକୁ ସେଲ୍ଫି ପଏଣ୍ଟ କରାହେବ, ଆରେ ବେଲଜିଆ ଜଊ ଲୋକ ମାନେ ସେଠାକୁ ଜାଈଛନ୍ତି ତୋତେ କମେଡିଆନ ଭାବି ଟିକେ ହସିବାକୁ, ବିଜେଡି କୁ ଭଲ ପାଈ ନୁହଁ

  • @manoranjanmullick3487
    @manoranjanmullick3487 2 месяца назад +8

    💚🐚💚ଆମ ଛାତି ଚିରିଦେଲେ 🐚ନବୀନ

  • @Sravan8042m
    @Sravan8042m 2 месяца назад +1

    ଜୟ ଶ୍ରୀ ଜଗନ୍ନାଥ 🙏 More Power to you Naveen babu ❤. ଯିଏ ଯାହା କହିଲେ ବି ସଚେତନ ଓଡିଆ ଜାଣିଛି ଆପଣ ଆମ ରାଜ୍ୟର ଉନ୍ନତି ପାଇଁ କେତେ dedicatedly କାମ କରୁଛନ୍ତି।ପ୍ରଭୁ ଜଗନ୍ନାଥ ଆପଣ ଙ୍କ ସହ ଅଛନ୍ତି । ରାମ ନାମ କହୁଥିବା ଛଦ୍ମ ବେଶୀ ରାବଣ ମାନେ କିଛି ବି କରିପାରିବେନି ଆପଣ ଙ୍କର। Only BJD❤.

  • @debasishpahadi9439
    @debasishpahadi9439 2 месяца назад +5

    Jaybjd

  • @KishorMendili
    @KishorMendili 2 месяца назад +5

    Jay BJD

  • @JyotsnaraniParhi
    @JyotsnaraniParhi 2 месяца назад

    ଯଦି ପ୍ରକୃତ ନେତା ହଉଚ ତାହେଲେ ଲୋକଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ, ପାନୀୟ ଜଳ ଆଉ ବାସଗୃହ ଦିଅ। ନା କି 5 ବର୍ଷରେ ଥରେ ଯୋଜନା ନାମରେ କେବଳ ଲାଞ୍ଚ ଦିଅ ନାହିଁ। ନିଜେ ପରୋକ୍ଷ ରେ ଲାଞ୍ଚ ଦଉଚ ଆଉ କର୍ମୀମାନେ ପ୍ରତାକ୍ଷରେ ଲାଞ୍ଚ ଦେଉଛନ୍ତି ।

  • @satyabratasahoo7028
    @satyabratasahoo7028 2 месяца назад +1

    JAY JAGANATH JAY SANKHA JAY ODISHA JAY BJD JAY CM NAVEEN PATNAIK SIR JAY VK PANDIAN SIR JAY PRANAB PRAKASH DAS SIR 🙏🙏🙏

  • @purnachandrapanda2499
    @purnachandrapanda2499 2 месяца назад

    Hon'ble CM and Pandian sir nku koti ashribaad ❤ karantu Sri jagannath... Bande Utkal Janani

  • @SurendraSingh-pr4jn
    @SurendraSingh-pr4jn 2 месяца назад +1

    ଭାଇମାନେ ମୋର ଗୋଟିଏ ପ୍ରଶ୍ନ ଲାଇନେ ବିଲ୍ଲ କମ କରିବେ କେତେଦିନପାଇ.. ଗୋଟିଏ ମାସ ପାଇଁ ନା ଦୁଇ ମାସ ପାଇଁ.. କେତେଦିନ ପାଇଁ କମ କରିବେ

  • @harihardas1083
    @harihardas1083 2 месяца назад +5

    Nabin

  • @pradeepjena3595
    @pradeepjena3595 2 месяца назад +17

    ଭୋଟ କେବଳ ଯୋଡି ଶଂଖ ଜିନ୍ଦାବାଦ 🚩

  • @soubhagyamanjariswain7092
    @soubhagyamanjariswain7092 2 месяца назад +5

    Only need bjd sarkar

  • @tarakantabehera2372
    @tarakantabehera2372 2 месяца назад

    Jay Jagannath 🙏🙏

  • @trilochanjena4550
    @trilochanjena4550 2 месяца назад

    ବଢ଼ିଆ କଥା 👍

  • @ranidas5852
    @ranidas5852 2 месяца назад +1

    Jay shree ram Modi ji Odisha re bjp ❤

  • @debasisacharya3604
    @debasisacharya3604 2 месяца назад

    International airport can't be possible by any State Govt.

  • @tarakantabehera2372
    @tarakantabehera2372 2 месяца назад +1

    Odisha only Naveen Patnaik 👍👍🙏

  • @satyajitswain3171
    @satyajitswain3171 2 месяца назад +1

    ଦାରୁ ଭୁତ ମୁରାରୀ ହୋଇ ଏଠି କିଏ ଅଛି।

  • @GokulachandraNanda23
    @GokulachandraNanda23 2 месяца назад

    ମିଛ

  • @user-cu7id5si3p
    @user-cu7id5si3p 2 месяца назад

    😮😮😮😮😮😮❤❤❤❤❤

  • @manojkumarbehura4545
    @manojkumarbehura4545 2 месяца назад +2

    Jadi sankha bahut dukha vote pare utha dokani ku neiki kouthi fopadiba ta thik nai yaku vote deba mane pasteiba

  • @Save_Odisha_from_looters
    @Save_Odisha_from_looters 2 месяца назад +1

    5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି | ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ କରି ମୁଖ୍ୟମନ୍ତ୍ରୀ ହେବ |

  • @JyotsnaraniParhi
    @JyotsnaraniParhi 2 месяца назад

    Sabu ta karibe kahuchanti hele education bisayare kichi kahunahanti"so sad" ame kete pila govt ct karichu tara hisab rakhichanti . Amamananka pai kn karibe na khali pilanku ଜେନ ତେନ ପ୍ରକାରେଣ graduate କରିକି ଓଡ଼ିଶା ବାହାରକୁ କେବଳ ଦାଦନ ପଠେଇବେ।

  • @tusharranjanmalla5749
    @tusharranjanmalla5749 2 месяца назад +1

    BJD ❤️ BJD ❤️ BJD ❤️

  • @santoshkumarsamantaray5389
    @santoshkumarsamantaray5389 2 месяца назад +1

    BJP BJP BJP BJP BJP BJP💯💯💯🔥🔥🔥

  • @harihardas1083
    @harihardas1083 2 месяца назад +7

    Vala loka mariba paryant vala kama karibe nabin sehi pari loka nabin ko dekhi laguchhi

  • @user-cu7id5si3p
    @user-cu7id5si3p 2 месяца назад

    Bjd❤❤❤ agila cm babi bhai

  • @pradeeprana9322
    @pradeeprana9322 2 месяца назад +1

    panda mane hi panda ku hotaibe. jaganath hi panda ro chero katibe.

  • @bubunupatri
    @bubunupatri 2 месяца назад

    ମୁଖ୍ୟମନ୍ତ୍ରୀ ନବିନ ବାବୁ ବାରମ୍ବାର ଭୋଟ ପାଉଛନ୍ତି ସରକାର ହେବାକୁ କିନ୍ତୁ ନିଜେ ଶାସନ ଦାୟିତ୍ୱ ନ ନେଇ ତାମିଲନାଡୁ ରେ ଜନ୍ମ ହେଇଥିବା ଗୋଟିଏ ଲୋକକୁ ଓଡ଼ିଶାର ବିଶେଷତ୍ଵ ଶିଖେଇଲେ ମନ୍ଦିର ଭିତରେ ମୁସଲମାନ ଝିଅ କୁ ପୁରେଇଲା ଏବେ ବି ଏମାର ମଠ ଚାରିପଟ ଖୋଳି କି ଦେଖୁଚି ହୀରା କୁଆଡେ ଗଲା ତା ମନଇଛା ମନ୍ଦିରର ଚାରିପଟେ ଭାଙ୍ଗି ଲା ଆଉ ତମକୁ ତ ଭୋଟ ଦବୁ ଆମେ ତମେ ତ କିଛି କରିପାରୁନ ଗୋଟିଏ ଚୋର କୁ ଚଲାକ କରୁଚ ତମେ ଯଦି ପୁଣି ଇଲେକ୍ସନ ରେ ଜିତିବ ତାହେଲେ ଏ ପାଣ୍ଡୁ ପୁଣି ତା ମନଇଛା ରାଜୁତି କରିବ ବୁଢା ହେଲଣି ସରକାର ହବାକୁ ବ୍ୟାକୁଳ ହୁଅନି ତମେ ଜିତିବ ୟାକୁ ଓଡ଼ିଶାରେ କି କି ରହସ୍ୟ ଅଛି ଶିଖେଇବ ତମର ହାତ ଗୋଡ ଚାଲୁନି ଆଗକୁ ଏ ଯଦି ସରକାର ହବ ସବୁ ଲୁଟି ତାମିଲନାଡୁ ପଳେଇବ

  • @biswambarmohapatra6199
    @biswambarmohapatra6199 2 месяца назад +4

    Bjd sakar hatiba darakar

    • @Kaliaunique
      @Kaliaunique 2 месяца назад +4

      Modi asile kn kariba kaha

  • @user-gm1nm9wd8z
    @user-gm1nm9wd8z 2 месяца назад

    B

  • @bibhunaraut7947
    @bibhunaraut7947 2 месяца назад

    Samsya achhi jadi solution Kain karinathila

  • @anmolmuna2352
    @anmolmuna2352 2 месяца назад +1

    Love u bjd

  • @user-tw9le4mi8w
    @user-tw9le4mi8w 2 месяца назад +11

    ନବିନର ନାହିଁ ବଳ ଜଣେ ତାମିଲ୍ ଭରଷାରେ ଦଳ

    • @seemadas4741
      @seemadas4741 2 месяца назад +3

      ଭାଇ ପଦେ କହିଲ , କଥାଟା ମନକୁ ପାଇଲା।

    • @GautamP49
      @GautamP49 2 месяца назад +4

      ଜାତି,ଧର୍ମ, ଭାଷା ର ସଂକୀର୍ଣ୍ଣ ତା ରୁ ଆମେ କେବେ ବାହାରିବା। Kindly Open your eyes and see how dedicatedly and tirelessly he is working for Odisha. VK Pandian ଙ୍କ ର ଜନ୍ମ ଭୂମି ଓଡ଼ିଶା ନ ହେଇପାରେ but 1999 ମହାବାତ୍ୟା ଠାରୁ ଓଡ଼ିଶା ତାଙ୍କ କର୍ମ ଭୂମି ହୋଇ ରହିଛି। ସେ ଓଡ଼ିଆ ଝିଅ କୁ ପତ୍ନୀ ଭାବେ ଗ୍ରହଣ କରିବା ସହିତ ଓଡ଼ିଆ କହି ପାରନ୍ତି ।ସେ କୌଣସି constitutional post ରେ ନାହାଁନ୍ତି but has done lots of things for odisha. He is an asset for our state.
      Rishi Sunak is an Indian origin person; still he is PM of a highly developed country UK .

    • @lakshmipriya1826
      @lakshmipriya1826 2 месяца назад +3

      Goutam bhai really you are absolutely right....atleast Vk padian Indian ta....he was already served many years for the Odia people....he is a very very simple living person....his children's are also living simple life...he never takes the advantages of the power...we met one of his colleague when he was collector...he was saying us how simple he was..never ever scold to his subordinates...he always rectified the mistakes...He is real a leader...
      If people are saying he is a non odia then why he is here....then can you plz all explaine then why Mahatma Gandhi, Gopabadhu das , Subhas Chandra boss and al l legends had fight against British for the independence...
      Kindly plz we need to change our mentality and respect someone who is doing lots of thing for Our identity Odisha's Identity....
      See the exmple of Hockey.....
      PARIKRAMA PRAKALPA, SAMALEI PRAKALA AND many more...
      Jai Hind....Jay ODISHA Jay Jaganathh....

    • @Mithi03278
      @Mithi03278 2 месяца назад +3

      @@lakshmipriya1826Correctly said. We need to improve our mentality .
      ରାଜା ସିନା ପୂଜା ପାଏ ଆପଣା ଦେଶରେ
      ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ।
      Kejriwal, Pandian ଙ୍କ ପରି ଶିକ୍ଷିତ ଲୋକ ରାଜନୀତି କୁ ଆସିଲେ ଦେଶ ର ଉନ୍ନତି ହେବ।
      ମୂର୍ଖ , ମିଛ କହୁଥିବା ଅଶିକ୍ଷିତ ଲୋକ କ୍ଷମତା ପାଇଲେ ଦେଶ ନିମ୍ନ ଗାମୀ ହେବ, ଯାହା ପ୍ରକୃତ ଶିକ୍ଷିତ ଲୋକ ବୁଝି ପାରିବେ।
      Love and respect for one of the best IAS of INDIA who is dedicatedly working for our State MR VK Pandian❤.

  • @aswinidas8895
    @aswinidas8895 2 месяца назад +2

    Bjpppp❤❤❤

  • @GopalDas-qn9fy
    @GopalDas-qn9fy 2 месяца назад

    Bhai mane jadi athar bjd jituchi tamil lanchua , pc karabar , tamil dada giri , jathesta badhiba ,ama mukhamatri ku lunghi pindheichi , 24 election jitile loka ku lungi pinndheiba

  • @Just_randomhuman
    @Just_randomhuman 2 месяца назад +1

    Bye bye Veshiya srkar of blw job dal

  • @anantasahoo9018
    @anantasahoo9018 2 месяца назад

    Bjd counter attack kariparuni bjp against re.jordar counter attack hou.

  • @aratamelaka6426
    @aratamelaka6426 2 месяца назад

    Jay naveen pattanaik jindabad

  • @smitapujari1997
    @smitapujari1997 2 месяца назад

    Se sabu pandiya nijra stor bhitare rakhi diye.

  • @rsagarkumar5503
    @rsagarkumar5503 Месяц назад

    ଖେଳ ଶେଷ🎉😂🎉😂🎉 ଶଳା ଲୋକ କୁ ଚୁଟିଆ ବନେଇଲା ।।ସୁରଥ କିଏ ଯିବୋ କହିଲ

  • @bibhunaraut7947
    @bibhunaraut7947 2 месяца назад

    Funny cyclone 5 yr complete helani aji parjyanta dei parilani ebe daba boli mane paduchi

  • @user-bc3iv9wt3v
    @user-bc3iv9wt3v 2 месяца назад

    Jay Jagannath bjd

  • @ommsairamodiavlogs7528
    @ommsairamodiavlogs7528 2 месяца назад +2

    Bijuli nija pakhare rakhiparilani boli paraku bikri kala au ebe magana puni kemiti deba

  • @itsUmacreations
    @itsUmacreations 2 месяца назад +3

    Jay shree Ram 🙏
    Jay BJP ❤❤❤❤❤❤❤❤❤❤❤❤

  • @PritishMohanty-do4li
    @PritishMohanty-do4li 2 месяца назад

    Dharamai chada au kichii nai

  • @pramoddash5937
    @pramoddash5937 2 месяца назад +1

    Pandian paeen BJD talaku talaku jiba

  • @ambarishswain3233
    @ambarishswain3233 2 месяца назад +6

    Bjp sarakar

  • @Sagarmishra055
    @Sagarmishra055 2 месяца назад

    Useless commitments.

  • @DiptiMohapatra-vb2dl
    @DiptiMohapatra-vb2dl 2 месяца назад +1

    Jay bjp❤

  • @biswaprakash6236
    @biswaprakash6236 2 месяца назад

    Pandu katha ame sir bujhiparunahanti bodhe

  • @santoshkumarsamantaray5389
    @santoshkumarsamantaray5389 2 месяца назад

    BJD bala Surata jiba radita 👍👍👍

  • @Save_Odisha_from_looters
    @Save_Odisha_from_looters 2 месяца назад

    ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @Bhismachandansamantaray
    @Bhismachandansamantaray 17 дней назад

    Kuade gale

  • @jeetendrakumarpandit5656
    @jeetendrakumarpandit5656 2 месяца назад

    ମୋଦି ଯୁଆଡେ ଯାଉଛି ପାଣ୍ଡୁ ତାକୁ ଗୋଡାଉଚି

  • @satyanarayanamaharana6450
    @satyanarayanamaharana6450 2 месяца назад +4

    BJP jitissrilani

    • @Kaliaunique
      @Kaliaunique 2 месяца назад +4

      Jitisarilani jadi cm kia kaha

  • @samiracharya1455
    @samiracharya1455 2 месяца назад

    Maghia bbsr ru aji aje singapur, thailand, malesiya ku flight nahi,
    Tu kebala kala agare mula choba

  • @seshapareddevparida4148
    @seshapareddevparida4148 2 месяца назад

    Bjd jitb

  • @user-kk2he3qi9c
    @user-kk2he3qi9c 2 месяца назад

    Fake public

  • @sarojmohapatra5563
    @sarojmohapatra5563 2 месяца назад

    Tuu taa behuya

  • @sks12357
    @sks12357 2 месяца назад

    Pandu hatao

  • @sanjayrout9136
    @sanjayrout9136 2 месяца назад

    Pandu tu get out,,tori pain BJD kharap heuchi,

  • @user-gw7vo9jy3d
    @user-gw7vo9jy3d 2 месяца назад

    Bjp

  • @deepakkumarmahalik8008
    @deepakkumarmahalik8008 2 месяца назад

    Jay sri Ram, Nabin କାଠ କଣ୍ଢେଇ ଟିଏ

    • @bubunupatri
      @bubunupatri 2 месяца назад

      ତାମିଲନାଡୁ ହାତରେ‌ ଓଡ଼ିଶା

    • @bubunupatri
      @bubunupatri 2 месяца назад

      ନବିନ ମରିବାକୁ ବସିଲାଣି ତା ବାପ ବିଜୁ ପଟ୍ଟନାୟକ ର ସମାଧି କୁ ପାଣ୍ଡିଆନ ଭାଙ୍ଗି ଛତୁ କରିଦେଲା ସେ କଲା କଣ ଦେଖ ଭାଇ ଆଗକୁ ବିଜେଡି ଜିତିଗଲା ଯଦି ଦକ୍ଷିଣ ଭାରତର ଲୋକ ଓଡ଼ିଶା କୁ ନିଜ ଅଧୀନରେ ରଖିବେ

  • @sakthimurugan.kkaliyamoort9311
    @sakthimurugan.kkaliyamoort9311 24 дня назад

    பி ஜே பி க்காரன் விழ்த்தபட்ட தமிழன்