ମନକୁ ନିୟନ୍ତ୍ରଣ ରେ ରଖିବାର ସରଳ ଉପାୟ କଣ ? Simple Way To Control Mind l Swami Vivekanand l AcharyaSwarup
HTML-код
- Опубликовано: 16 окт 2024
- ମନକୁ ନିୟନ୍ତ୍ରଣ ରେ ରଖିବାର ସରଳ ଉପାୟ କଣ ? Simple Way To Control Mind ll Swami Vivekanand ll AcharyaSwarup
ସନାତନ ଧର୍ମ ର ସଦଗୁରୁ ମାନଙ୍କର ଏହିପରି ଗାଥା ଆପଣଙ୍କ ମନକୁ ଶାନ୍ତି ଓ ପବିତ୍ରତା ଦେଉଥିଲେ -Please SUBSCRIBE ❤️❤️❤️ and SHARE ✅
This is a spiritual channel to provide life changing lessons through stories by Acharya swarup.
Acharya Swarup is a young monk of pure vedic culture.
• ଜାତି, ବର୍ଣ୍ଣ ,ସମ୍ପ୍ରଦାୟ , ସାମାଜିକ ବ୍ୟବସ୍ଥା ଓ ବାହ୍ୟ ଆଚାର ବିଚାର ଆଦି ସମସ୍ତ ଧାରଣା ର ଉର୍ଦ୍ଧ୍ବରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସର୍ବ ପ୍ରଧାନ ଅଟେ l
• ନିଜର ଆଧ୍ୟାତ୍ମିକ ବିକାଶ କରିବା ପ୍ରତ୍ୟେକ ବ୍ୟକ୍ତିର ଜନ୍ମଗତ ଅଧିକାର l
• ଜୀବନରେ ସତ୍ୟ, ଶାନ୍ତି, ପବିତ୍ରତା ଓ ସର୍ବୋପରି ପରମ ପିତା ପରମାତ୍ମା ଙ୍କୁ ପ୍ରାପ୍ତି ସମସ୍ତଙ୍କର ଲକ୍ଷ୍ୟ l
• ମାତ୍ର, ଜୀବନରେ ଦୁଃଖ, ଦ୍ଵନ୍ଦ,ଈର୍ଷା,ପ୍ରତିକୂଳ ପରିସ୍ଥିତି, ଦାରିଦ୍ର୍ୟ,ରୋଗ, ବ୍ୟାଧି, ସାମାଜିକ ଓ ପାରିବାରିକ କଳହ, ପରସ୍ପର ଭୁଲ୍ ବୁଝାମଣା ଆଦି ଅନେକ କାରଣରୁ ମନୁଷ୍ୟ ର ଆତ୍ମ କଲ୍ୟାଣ ହୋଇ ପାରେ ନାହିଁ l
• ଜୀବନରେ କେବଳ ଅଶାନ୍ତି ହିଁ ଅଶାନ୍ତି ଲାଗି ରହିଥାଏl
ଏ ସମସ୍ତ ଦୁଃଖରୁ ମୁକ୍ତ ହେବାର ଉପାୟ " ଆତ୍ମଜ୍ଞାନ "
ଏବଂ ଆଧ୍ୟାତ୍ମ ବିକାଶ (Spiritual Development) ଏହାର ମାର୍ଗ l
ତେଣୁ ଆଧ୍ୟାତ୍ମ୍ୟ ବିକାଶ ପାଇଁ କିଛି ତଥ୍ଯ ଓ ସତ୍ୟ ସମ୍ବଳିତ କଥା ଓ ଗାଥା କୁ ନେଇ
ଆଚାର୍ଯ୍ୟ ସ୍ୱରୂପ( Acharya Swarup) ଙ୍କର ଏହା ଏକ କ୍ଷୁଦ୍ର ପ୍ରୟାସ l
"ବାସୁଦେବ ସର୍ବମ୍" ର ମହାନ୍ ସାର୍ବଭୌମ ଚେତନା ରେ ପ୍ରତ୍ୟେକ ମାନବର ଆଧ୍ୟାତ୍ମ୍ୟ ବିକାଶ- ଆମର ଲକ୍ଷ୍ୟ l
•••ଏ ସମଗ୍ର ବିଶ୍ୱ ମୋର ପରିବାର •••
{{ ବସୁଧୈବ କୁଟୁମ୍ବକମ୍ }}
#Acharyaswarup
Actual Fact
ଶ୍ରୀ ଗୁରୁ ମହିମା ଅଲେଖ ❤
Omm sri guru saranam
Jay Jagannath Jay guru ❤️❤️❤️
ଜୟଗୁରୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଜୟଗୁରୁ
Jay Jagannath Jay guru 🙏🙏🙏❤️❤️❤️
Hare Krishna hare Krishna Krishna Krishna hare hare Hare ram hare ram ram ram hare hare 🙏🙏🍓🍓👌👌🍎🍎🌹🌹
Jay Jagannath Jay guru 🙏🙏🙏❤️❤️❤️
🙏ହରି ଓଁ🙏
Jay Jagannath
Jay Jagannath Jay guru 🙏🙏🙏
🌅 ଜୟ ଜଗନ୍ନାଥ 💩 ଜୟ ବିବେକାନନ୍ଦ ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Jay Jagannath Jay guru 🙏🙏🙏
Hari omm
ଆଧ୍ୟାତ୍ମିକ ଚିନ୍ତନ ପାଇଁ ଆପଣଙ୍କୁ ଶତକୋଟି ପ୍ରଣାମ
Jay srikrishnna
Jay Jagannath Jay guru 🙏🙏🙏
Mujhe bahut achha laga
Hare Krishna Hare Krishna Krishna Krishna Hare Hare
Hare Rama Hare Rama Rama Rama Hare Hare
jay jaganatha very beautyful sir
Jay guru dev
ଜୟ ଜଗନ୍ନାଥ🙏 ମଧୁର କଥା କହିଲେ ଧନ୍ଯବାଦ। ଭୁଲ୍ ଲେଖୁଥିଲେ କ୍ଷମା ଦେବେ। ଚିନିକୁ ଯେଉଁଥିରେ ପକାଇ ଖାଇଲେ ମିଠା। ଭଗବାନ ହେଲେ ମିଠାର ମିଠା। ଏ ମନ ଯୁଆଡ଼େ ଯେଉଁଠିକୁ ଯାଉଛି ସେ ଜାଗାରେ ଭଗବାନଙ୍କୁ ବସାଇଲେ ଗୁରୁ ଦେବ। ଜୟ ଜଗନ୍ନାଥ🙏
Jay Jagannath Jay guru 🙏🙏🙏
Jai jagannath 🙏🙏🙏
🌺🌺jay guru govind🌺🌺
Jay Jagannath Jay guru 🙏🙏🙏❤️
ହେ ମହାତ୍ମା ଆପଣଙ୍କ ଉପସ୍ଥାପନା ଟି ରେ ବହୁତ ଶିକ୍ଷା ମିଳିଲା ଆପଣକୁ କୋଟି ପ୍ରଣାମ
😌😌😌jayguru 🙏🙏🙏🌿🌿🌿
Jay Jagannath Jay guru 🙏🙏🙏❤️
ଓଁ ଶ୍ରୀ ଗୁରବେ ନମଃ।🙏🙏🙏
Jay Jagannath Jay guru 🙏🙏🙏❤️❤️❤️
🙏🏻🙏🏻🙏🏻🙏🏻🙏🏻🙏🏻 Jay jagantha
Dandabata Acharya mahasaya.
Jay Guru.
Jay jagannath.
Jay Jagannath Jay guru 🙏🙏🙏
Jay jagannath 🙏🙏
Jay Jagannath Jay guru 🙏🙏🙏❤️
Jay shri krishna
Pranam 🙏🙏🙏 Bahut sundar upadesha 🌺🌺🌺
Jay Jagannath Jay guru 🙏🙏🙏❤️
ଆଧ୍ୟାତ୍ମିକ ଚିନ୍ତନ ପାଇଁ ଆପଣଙ୍କୁ ମୋର ପ୍ରଣାମ 🙏🙏🙏🙏🙏🙏🙏
Namh budhaya🙏 jaibhim🙏
Dhanyabad 😊
Namaste
Jay Jagannath Jay guru 🙏🙏🙏
Very nice 🙏🙏🙏🙏🙏
ଧନ୍ୟବାଦ
ଜୟ ଜଗନ୍ନାଥ 🙏🙏🙏🙏🙏
Hare Krishna Radhe krishna 🙏🙏🙏
Very nice advice
Thanks
Nice
Jay jay shreeguru👋
Pranam Acharya.. apananku bahut dhanyabad.. one of my great problem was solved..🙏🙏
Jay Jagannath Jay guru 🙏🙏🙏
ଜୟ ଜଗନ୍ନାଥ
Mu Apananka saranaparna vikhya karuchi,mote Ashirbada karantu....
namoh buddhaya..
Pranam
Radhe Radhe 🙏🏻🙏🏻🙏🏻
Omm Shree Guru Saranam 🙏🏻🙏🏻🙏🏻🌷🌷🌷🌹🌹🌹
ଏହି ସବୁ କଥା ଜାଣିବାକୁ ବହୁତ ଭଲ ଲାଗୁଛି।ଏଥି ପାଇଁ ମାନନୀୟ ମହୋଦୟଙ୍କୁ ମୋର ଭକ୍ତି ପୂର୍ଣ୍ଣ ପ୍ରଣାମ
Jay Jagannath Jay guru 🙏🙏🙏
Jay Jagannath Swami ji 🙏
Jay Jagannath 🙏
Jay Ramakrishna dabaya nama
Very nice
Jay guru
Jay Jagannath Jay guru 🙏🙏🙏
ALL EARTH AND WORLD MEN WOMEN FATHER MOTHER BROTHER SISTER CRETURERS BEST OF LUCK AND GOD BLESS YOU OM GOD WILL
Omm shanti 🙏
Jay Jagannath Jay guru 🙏🙏🙏❤️❤️❤️
Thanks guruji
Pranam guruji,apananka amrutabani mo mana ku pabitra karidela,a pari bhala bhala baniku uplord karantu
Jay shree kirshna
Om Shanti Om Shanti
Jay Jagannath Jay guru 🙏🙏🙏
please post more videos हरे कृष्ण...👌👌👌👌👌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Pranama 🙏🙏🙏
Jay guru🙏🙏🙏
Jay Jagannath Jay guru 🙏🙏🙏
Bandepurushotamam
Ati sundar gapa
Ha guru deva,,,,dharma kn kuhontu...
Mu bujhi paruni 🙏 please kuhontu
Jay Jagannath Jay gurudev 🙏🙏🙏
Thik Achi...
@@AcharyaSwarup tq guru ji
Mu bohut boda tension re a6i,,bujhi paruni mu kou rasta re jibi ..kouta mo Pai dhorma bujhi paruni 😭
Very nice 👌
Jai Sir Ram Chandra jai hanumanan
Jay Jagannath Jay guru 🙏🙏🙏
ବହୁତ ବଢିଆ 🌹🙏
Jay Jagannath Jay guru 🙏🙏🙏
🙏🙏🙏🙏
Hari Om
Om namo Nam ah
Om mata Laxmi Narayan Namah 🕉️💩🕉️
Guruji namaste
❤🌹👌👌
So nice vdo
,🙏🙏🙏❤️thank you very much for the divine knowledge..... lot's of love from the Netherlands Europa 🙏🙏🙏❤️
ଶ୍ରୀ ସତ୍ୟ ନାରାୟଣ ସ୍ୱାମୀଙ୍କର ଜୟ ହେଉ।
ଇନ୍ଦ୍ରିୟ ମାନଙ୍କ ନାଥ ମନ, ମନର ନାଥ ମାରୁତ, ମାରୂତର ନାଥ ଧ୍ୟାନ, ଧ୍ୟାନ ଦ୍ଵାରା ମନକୁ ନିଜର ଇଷ୍ଟ ବା ଶ୍ରୀ ଶ୍ରୀ ଗୁରଦେବ ଙ୍କ ପାଦ ପଦ୍ମରେ ଲଗାଇ ରଖିଲେ ବା ସେବାରେ ନିଯୁକ୍ତ କରି ରଖିଲେ ମନକୁ ନିଜର ଆୟତ୍ତ କରିବା ସମ୍ଭବ। ବାରମ୍ବାର ବିଚାର ଓ ଧ୍ୟାନରଅଭ୍ୟାସ କରିବା ଦ୍ୱାରାଗୁରୁଦେବଙ୍କ କୃପାରୁ ମନ ଆୟତ୍ତ ହୋଇ ଥାଏ।
ଜାୟଗୁରୁ ଦେବ
Jay Jagannath Jay guru 🙏🙏🙏❤️❤️❤️
🙏🏻🙏🏻🙏🏻🙏🏻
ଠି କି
😎😎🔥😎
🤚🤚🤚🤚🤚🤚🤚
କାହାଣି ନୁହଁ,,, କିଛି ସତ୍ୟ ଗଳ୍ପ ଆଧାରିତ ଉପରେ କୁହନ୍ତୁ
ଏଥିରେ ବର୍ଣ୍ଣିତ ତଥ୍ୟ ଏକ ପ୍ରସିଦ୍ଧ ସତ୍ୟ ଘଟଣା l
ତଥ୍ୟ ର ସତ୍ୟତା ପରୀକ୍ଷା କରି ପାରନ୍ତି l
ଜୟ ଜଗନ୍ନାଥ ଜୟ ଗୁରୁଦେବ
Zee
Sir namaskra mu driprasan achi apnaka sahita katha heba pai cahuchi ph no milu ni ki mo no jauni
Aq
V
ଇନ୍ଦ୍ରିୟ ମାନଙ୍କ ନାଥ ମନ, ମନର ନାଥ ମାରୁତ, ମାରୁତର ନାଥ ଧ୍ୟାନ, ଧ୍ୟାନ ଦ୍ଵାରା ମନକୁ ନିଜ ଈଷ୍ଟ ବା ଗୁରୁଦେବ ଙ୍କ ପାଦ ପଦ୍ମରେ ଲଗାଇ ରଖିଲେ ବା ସେବାରେ ନିଯୁକ୍ତ କରି ରଖିଲେ ଗୁରୁଦେବଙ୍କ କରୁଣା ରୁ ଆୟତ୍ତ ହେବା ସମ୍ଭବ ହେବ। ବାରମ୍ବାର ବିଚାର ଓ ଅଭ୍ୟାସ କରିବା କୁ ହେବ।
ଶ୍ରୀ ଶ୍ରୀ ସତ୍ୟ ନାରାୟଣ ସ୍ୱାମୀଙ୍କର ଜୟ ହେଉ।
ପ୍ରଣାମ 🙏🙏🙏🙏🙏 ପ୍ରଣାମ।
Jay Jagannath
Jay jagannath
Thanks for valuable knowledge
🙏🙏
🙏🙏🙏
Nice
Pranam 🙏
Jay Jagannath Jay guru 🙏🙏🙏
Jai gurudev
Jay Jagannath Jay guru 🙏🙏🙏
ଏହି ସବୁ କଥା ଜାଣିବାକୁ ବହୁତ ଭଲ ଲାଗୁଛି।ଏଥି ପାଇଁ ମାନନୀୟ ମହୋଦୟଙ୍କୁ ମୋର ଭକ୍ତି ପୂର୍ଣ୍ଣ ପ୍ରଣାମ
Jay gurudev
Jay guru❤️🙏❤️
Jay Jagannath Jay guru 🙏🙏🙏❤️
Jay Jagannath 🙌 🙏
Jay Jagannath Jay guru 🙏🙏🙏❤️❤️❤️
@@AcharyaSwarup ପ୍ରଣାମ apnku କେମିତି contact kariparibe
ପ୍ରଣାମ...
ଜୟ ଜଗନ୍ନାଥ, ଜୟ ଗୁରୁଦେବ
କିଛି ଜିଜ୍ଞାସା ଥିଲେ ପଚାରନ୍ତୁ , ମୁଁ ନିଶ୍ଚିତ ଭାବରେ ଉତ୍ତର ଦେବି। ଧନ୍ୟବାଦ
Jay Jagannath 🙏🙏🙏
🙏🙏🙏🙏🙏🙏
🙏🙏🙏🙏🙏
Hii
🙏🙏🙏🙏
🙏🙏🙏
Jay Jagannath Jay guru 🙏🙏🙏
🙏🙏🙏