ମନୁସ୍ମୃତି ଦହନ ଦିବସ || Manusmriti Dahan Divas || Sanghamitra Jena

Поделиться
HTML-код
  • Опубликовано: 20 янв 2025

Комментарии • 595

  • @ashokkumarsamal4864
    @ashokkumarsamal4864 25 дней назад +24

    ବହୁତ୍ ସୁନ୍ଦର ଉପ୍ଥାପନା କଲେ ଆପଣ।
    ଆପଣ ଜଣେ ସାହସୀ ଓ ଅନନ୍ୟ ବ୍ୟକ୍ତିତ୍ଵ ର ଅଧିକାରିଣୀ ଅଟନ୍ତି । ଅନ୍ତରିକ ଶୁଭେଚ୍ଛା ଜଣାଇ ଆପଣଙ୍କ ମଙ୍ଗଲକମାନା କରୁଛି । ଜୟ ଭୀମ, ଜୟ ସମ୍ବିଧାନ ।

  • @sunilkumarpradhan9739
    @sunilkumarpradhan9739 25 дней назад +19

    ବହୁତ ସୁନ୍ଦର ଉପସ୍ଥାପନା ସଂଘମିତ୍ରା ଦିଦି

  • @sukaarts
    @sukaarts 24 дня назад +22

    ବହୁତ ସୁନ୍ଦର ଉପସ୍ଥାପନା.. ଜୟ ଭୀମ ଜୟ ସମ୍ବିଧାନ ଜୟ ଭାରତ ଜୟ ବିଜ୍ଞାନ

    • @powerpintu1993
      @powerpintu1993 23 дня назад

      ତୋ ମଦର ଆଉ ସିଷ୍ଟର କୁ ହେତୁ ବାଦି ମାନଙ୍କ ପାଖକୁ ପଠେଇ ଦେ ଜାପାନୀ ତେଲ ମାରି ଗେହୀ ଦେବେ ସଲେ😢😢😢😢

    • @ishansahu3527
      @ishansahu3527 21 день назад +1

      Ki sambidhan bhai jaha kahku nyaya dei paruni, ama jaga jane madi basichi sala 21 Barsha hel bapa case ladhuchanti, banda sambhidhan🥲, gandia Loko gudaka tame sala, gandia mg

  • @athamalliksamachar
    @athamalliksamachar 26 дней назад +22

    ଅତି ସୁନ୍ଦର ଉପସ୍ଥାପନ ବାର୍ତ୍ତା । ଜୟ ଭୀମ ଜୟ ସମ୍ବିଧାନ 🎉🎉🎉🎉🎉🎉🎉🎉🎉

  • @BhubanSabar-p8h
    @BhubanSabar-p8h 27 дней назад +39

    ବହୁତ ସୁନ୍ଦର ସ୍ଥାପନା ଦିଦି thank you

  • @RajendraMandika-b2h
    @RajendraMandika-b2h 24 дня назад +9

    ମନୁ ସ୍ମୃତି ଗୋଟିଏ ବେକାର ଜିନିଷ ଏହା ।ରହିବା ଆବଶ୍ୟକତା ନାହିଁ । ଖରାପ ଉପସ୍ଥାପନ କରାଯାଇଥିବା ପୁସ୍ତକ କୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଉଚିତ ।❤❤❤❤

    • @dasranjansomya2314
      @dasranjansomya2314 24 дня назад +2

      Jivana re kebe padhi bi de... Ambedkar bhi Sanskrit jani nathile se Macaulay ra anubaad padhi book jalei thile

  • @pramodsrichandan5414
    @pramodsrichandan5414 27 дней назад +23

    ବହୁତ ସୁନ୍ଦର ହୋଇଛି ଭିଡିଓ ଅଶେଷ ଅଶେଷ ଧନ୍ୟବାଦ୍ ସଂଘମିତ୍ରା ।

  • @dibakarmalik9597
    @dibakarmalik9597 27 дней назад +18

    ବହୁତ ବହୁତ ଧନ୍ୟବାଦ୍। ସଙ୍ଘମିତ୍ରା ମାଡାମ୍ । ଆପଣଙ୍କ ଚମତ୍କାର ଉପସ୍ଥାପନା ପାଇଁ। ଆପଣ ସମାଜ ପାଇଁ ଜଣେ ମହାନ୍ ଜୀବନ୍ତ ଦେବୀ। ଯାହାକି ବିଶିଷ୍ଟ ସମାଜ ସେବୀ, ସମାଜ ସୁଧାରିକା, ସୁ -ଉପଦେଷ୍ଟା ମାର୍ଗ ଦର୍ଶୀକା।

    • @saratchandramallick6671
      @saratchandramallick6671 26 дней назад

      Jay bheem

    • @devT44
      @devT44 7 дней назад

      ​@@saratchandramallick6671quran ta jaleiparibani, tama g re dum nahi. Sar tan se juda heijiba je. Sethire ta maa bhauni mananku kheti kuhaheichhi.

  • @JOHANBAGHA-cf1sw
    @JOHANBAGHA-cf1sw 25 дней назад +7

    ଭଲ ଉପସ୍ଥାପନା କରିଥିବାରୁ ଧନ୍ୟବାଦ ❤❤❤

  • @rajanikantapradhan8008
    @rajanikantapradhan8008 26 дней назад +22

    ଏହି ବିଷୟବସ୍ତୁକୁ ଗ୍ରାମେ ଗ୍ରାମେ ପ୍ରଚାର ପ୍ରସାର କରି ଶିକ୍ଷା ଦରକାର ଦିଦୀ ବିଶେଷ ଅନୁରୋଧ❤❤🎉🎉👍👍💥🌟⭐🙏🙏

    • @snfitness3091
      @snfitness3091 23 дня назад

      Chapalll ra madd darkar tuma manku

  • @RahulNayak-ob3yb
    @RahulNayak-ob3yb 25 дней назад +17

    କୌ ବ୍ରହ୍ମା ନାହାନ୍ତି ଏଗୁଡ଼ିକ ଆମ ବ୍ରାହ୍ମଣ ମାନଙ୍କ ହିତ ନିମନ୍ତେ ବ୍ରାହ୍ମଣ ମାନେ ତିଆରି କରିଛନ୍ତି thank you sister ❤

    • @miramohanty1939
      @miramohanty1939 24 дня назад

      ଭଲ କରିଛନ୍ତି ଯାହା ବି କରିଛନ୍ତି ଆମ୍ୱେଦକର ଭଳି କୋଟା ତିଆରି କରିନାହାନ୍ତି ତ ias ପୁଅ କୋଟାରେ ପୁଣି ias ହବ ଗରିବ ବ୍ରାହ୍ମଣ ପୁଅ ଭିକ ମାଗୁଥିବ 90% ରଖି sc ଛୁଆ 30% ରଖି ଚାକିରୀ କରି ଦେଶକୁ ଲୁଟିବେ

    • @LUCKY_U2
      @LUCKY_U2 22 дня назад

      Tu bala janichhu

  • @baishnabcharansahoo9119
    @baishnabcharansahoo9119 26 дней назад +47

    ବହୁତ ସୁନ୍ଦର ଉପସ୍ଥାପନା,କିନ୍ତୁ ଏହିଠାରେ ଏକ ପ୍ରଶ୍ନ ଉଠେ ଯେ ୨୫ ଡିସେମ୍ବର ୧୯୨୭ ରେ ମନୁସ୍ମୃତି ଜଳାଇବା ପରେ ମଧ୍ୟ ,ତଥାପି ଭାରତରେ ସମ୍ବିଧାନ ଲାଗୁ ହେବା ପରେ ମଧ୍ୟ ପୁଣି ଆଉଥରେ ମନୁସ୍ମୃତି କାମ କରୁଛି କାହିଁକି?
    କଣ ଏହାର ଉତ୍ତର ଏହା ନୁହେଁ କି?
    ଭାରତର SC, ST, OBC ମାନେ ବର୍ତ୍ତମାନ ସୁଦ୍ଧା ମନ୍ଦିର ଯାଉଛନ୍ତି।
    ତେଣୁ ଯେତେବେଳ ପର୍ଯ୍ୟନ୍ତ SC, ST, OBC ମାନେ ମନ୍ଦିର ଯିବା ବନ୍ଦ କରିବେ ନାହିଁ,ସେତେଦିନ ପର୍ଯ୍ୟନ୍ତ ଏହି ମନୁବାଦୀ ବ୍ୟବସ୍ଥା ଜୀବିତ ରହିବ।

    • @bikashsahu4503
      @bikashsahu4503 26 дней назад +4

      Sc st jeun church jauchanti ...seita kana???

    • @baishnabcharansahoo9119
      @baishnabcharansahoo9119 25 дней назад

      @bikashsahu4503 ଚର୍ଚ୍ଚ କୁ ଯେଉଁମାନେ ଯାଉଛନ୍ତି,ସେମାନଙ୍କୁ ଚର୍ଚ୍ଚ ରେ କିଛି ଦେବାକୁ ପଡ଼େ ନାହିଁ।କିନ୍ତୁ ଚର୍ଚ୍ଚ ତରଫରୁ ସବୁ ବିଷୟରେ ସାହାଯ୍ୟ ମିଳୁ ଥିବାରୁ ଯେ କୌଣସି ଲୋକ ଚର୍ଚ୍ଚ ଯାଇଥାନ୍ତି।କିନ୍ତୁ ଯେ କୌଣସି ଲୋକ ମନ୍ଦିର ଗଲେ ଦକ୍ଷିଣା ଦେବାକୁ ପଡେ।ବିଶେଷ କରି ଚର୍ଚ୍ଚ ତରଫରୁ ପଢିବା ପାଇଁ ସେମାନେ ସହଯୋଗ କରନ୍ତି।କିନ୍ତୁ ମନ୍ଦିର ବାଲେ ଅନ୍ୟ ବର୍ଗ ମାନଙ୍କୁ ପଢ଼ିବାର ଅଧିକାର ରୁ ବଞ୍ଚିତ ରଖିଥିଲେ।
      ଚର୍ଚ୍ଚ ରେ ଅସ୍ପୃଶ୍ୟତା ନାହିଁ ,କିନ୍ତୁ ମନ୍ଦିରରେ ଅସ୍ପୃଶ୍ୟତା ଥାଏ।ଏତିକି ବହୁତ କିମ୍ବା ଆହୁରି ତଫାତ ବିଷୟରେ ଆଲୋଚନା ଦରକାର?

    • @guptaprasadsahu5458
      @guptaprasadsahu5458 25 дней назад +4

      convert hei both side benifit pau chonti... sita kn😂

    • @baishnabcharansahoo9119
      @baishnabcharansahoo9119 25 дней назад

      @guptaprasadsahu5458 ଭାରତର ସମ୍ବିଧାନ ଅନୁଛେଦ ୨୫ ଭାବେ ସବୁ ଭାରତୀୟ ମାନଙ୍କ ପାଇଁ ଏହି ସୁବିଧା ରଖା ଯାଇଛି,ଯେ ସେହି ବ୍ୟକ୍ତି ନିଜ ପସନ୍ଦ ଅନୁସାରେ କେଉଁ ଧର୍ମ ସ୍ବୀକାର କରିପାରେ।

    • @guptaprasadsahu5458
      @guptaprasadsahu5458 25 дней назад

      sita ka mu kohuchi...juta hele gote puja koro....
      church jibo...reservation benifit pai pai hindu hebo.....ita kemiti hebo

  • @sikhidhwaja2995
    @sikhidhwaja2995 26 дней назад +14

    ଲକ ମାନଙ୍କୁ ସଚେତନ କରାଇବା ପାଇଁ ଏକ ସୁନ୍ଦର ପ୍ରେରଣାଦାୟୀ ବିଦିଓଟି ଦିଦି ଜୟ ଭୀମ 💙🙏✊ଜୟ ସମ୍ବିଧାନ 📕🙏🙏🙏✊

  • @essentialinformational8077
    @essentialinformational8077 14 дней назад +1

    Jai Bharat, Jai Samvidhan, Jai Bhim💯💯💯💪💪💪

  • @BirsaMarndi-v1f
    @BirsaMarndi-v1f 26 дней назад +10

    ଅତି ସୁନ୍ଦର ଉପସ୍ଥାପନା କଲେ ଦିଦି ❤

  • @saukisinghpujari9528
    @saukisinghpujari9528 18 дней назад +2

    Very nice speech, very good Awareness mam Jai Bheem

  • @prafullakumarsahoo2639
    @prafullakumarsahoo2639 26 дней назад +11

    ଆଜି ବି ଗାଁ ମାନଙ୍କରେ ଏ ବ୍ୟବସ୍ଥା ଚାଲୁ ରହିଛି। ଗାଁ ପୋଖରୀରେ ହାଡିସାହି ତୁଠ ଅଲଗା।ହାଡିସାହି ଲୋକ ଅନ୍ୟସାହି କୂଅରୁ ପାଣି କାଢି ପିଇପାରିବେନି। ଗାଁ ର ମନ୍ଦିର ଭିତରକୁ ଯାଇ ପାରିବେନି। ଗାଁ ର ସାମୁହିକ ଭୋଜିରେ ଅଲଗା ବସି ଖାଇବେ। ଏସବୁ ସମାଜ ବିଜ୍ଞାନୀମାନେ ଜାଣିବା ଉଚିତ୍।ଆଜି ସମୟ ଆସିଛି କେବଳ ମନୁସ୍ମୃତିକୁ ପୋଡ଼ିଲେ ସମାଜବାଦ ସୃଷ୍ଟି ହୋଇଯିବ ନାହିଁ, ଏହାକୁ ପ୍ରସାର କରୁଥିବା ଗୋଷ୍ଠୀ ଟାକୁ ଭିଡିଆଣି ଗୋଇଠାପ୍ରହାର କରି ତାଙ୍କୁ ସମ୍ମାନୀତ କରିବା ଉଚିତ୍। ତାଙ୍କର ଝୀଅମାନଙ୍କ ସହ ପ୍ରେମ ବିବାହ କରିବା ଉଚିତ୍।

    • @SanchitRanjanu2d
      @SanchitRanjanu2d 26 дней назад

      Ha kintu ama thakura bi toh non bramhin
      Krushna rama shiba ei mane kn bramin
      Manusmriti ku jalidele kintu tara samskrut shloka translation kichi thila ki na bhul translation dekhiki jalidele
      Periyara shloka deichi ki ??

  • @pramoddev8432
    @pramoddev8432 25 дней назад +6

    ଧନ୍ୟବାଦ ସୋନୁ, ସୁନ୍ଦର ଉପସ୍ଥାପନା ପାଇଁ

  • @shyamsundarbudek8267
    @shyamsundarbudek8267 26 дней назад +11

    ବହୁତ ବହୁତ ସୁନ୍ଦର ଉପସ୍ଥାପନା ହୋଇଛି l ଏହା ଏକ ସମାଜ ପ୍ରତି ସନ୍ଦେଶ l ଧନ୍ୟବାଦ l

  • @chittaranjankar5599
    @chittaranjankar5599 24 дня назад +6

    ଧର୍ମ, ଜାତି, ଜାତି ହୋଇ ଦିନେ ପୃଥିବୀ ନଷ୍ଟ ହିଁ ହେବ,

  • @srikantmallik9928
    @srikantmallik9928 14 дней назад +1

    Jay bhim, jay mulanivasi, jay constitutions, Nomo Buddhaya🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💪💪💪🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💪💪💪💪💪💪💪💪💪💪

  • @suraj-o9o8e
    @suraj-o9o8e 22 дня назад +2

    ଆପଣଙ୍କ କଥା ଠିକ୍ ଏକ ମତ ଆପଣ ଯେତେ ପାରୁଛନ୍ତି ବ୍ରାହ୍ମଣ ଙ୍କୁ ବିରୋଧ କରନ୍ତୁ । ଜାତି ବାଦି ଙ୍କୁ ବିରୋଧ କରନ୍ତୁ ମନୁସ୍ମୃତି କୁ ବିରୋଧ କରନ୍ତୁ । କିଛି କଥା ନାହି କିନ୍ତୁ ସନାତନ ଧର୍ମ କୁ ନୁହେଁ ରାମ କୃଷ୍ଣଙ୍କୁ ନୁହେଁ । ଦଳିତ ହରିଜନ ଆଦିବାସୀ ହେଲେ ସଚା ସନାତନି ହିନ୍ଦୁ ଯିଏ ମାନୁ ବା ନ ମାନୁ....ଜୟ ଜଗନ୍ନାଥ👏 ଧନ୍ୟବାଦ🙏

  • @TrilochanPradhan-hw9gu
    @TrilochanPradhan-hw9gu 26 дней назад +9

    Mam ବହୁତ ସୁନ୍ଦର ଓ ସତ୍ୟ ବିଷୟ ଉପସ୍ଥାପନା କରିଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ବ୍ୟକ୍ତି ଗତ ଜୀବନ ଏବଂ ପରିବାର କୁ ଆଶୀର୍ବାଦ ଓ ଅନୁଗ୍ରହ କରନ୍ତୁ । ଏହି ପରି ସତ୍ୟ ଘଟଣା କୁ ନେଇ କାର୍ଯ ଜାରି ରଖନ୍ତୁ ।❤❤❤❤

  • @harekrushnabehera3138
    @harekrushnabehera3138 26 дней назад +44

    ହେତୁ ବାଦୀ ଜିନ୍ଦାବାଦ । ରଥ ସାର୍ ଜିନ୍ଦାବାଦ । ପରମ୍ପରା ବାଦୀ ମୁର୍ଦାବାଦ । ନିଃଈଶ୍ଵର ବାଦୀ ଜିନ୍ଦାବାଦ ।

    • @SanchitRanjanu2d
      @SanchitRanjanu2d 26 дней назад +7

      Eita kahiki apana nua jaatibaad srusthi karunahanti ??
      Iswara anaiswara . Kouthu asile
      Buddha naam re dharma bepara karuchanti kn ambedkar babu
      Mu bi sc kintu dharma bepari nuhe

    • @niranjanacharya1204
      @niranjanacharya1204 25 дней назад

      ଠିକ ବୁଝିଛନ୍ତି l ​@@SanchitRanjanu2d

    • @CHUNY999
      @CHUNY999 24 дня назад

      Bala na

    • @powerpintu1993
      @powerpintu1993 23 дня назад

      ତୋ ମଦର ବିଆ ଜିନ୍ଦାବାଦ

    • @ranjanmirdha8406.
      @ranjanmirdha8406. 21 день назад

      Haire he bala badi...tamaku mora 🤮🤮🤮

  • @NarendraHial-g6r
    @NarendraHial-g6r 24 дня назад +4

    ଜୟ ଭୀମ, ଜୟ ସମ୍ବିଧାନ, ଜୟ ଭାରତ 🙏ମନୁବାଦ ମୁର୍ଦାବାଦ

  • @prafullamajhi9979
    @prafullamajhi9979 26 дней назад +8

    ବାହୁତ ସୁନ୍ଦର ଉପସ୍ଥାପନା

  • @trinathnayak9349
    @trinathnayak9349 25 дней назад +8

    ଜୟ୍ ଭୀମ୍, ଜୟ୍ ଭାରତ, ଜୟ୍ ସଂବିଧାନ

    • @ajitray1958
      @ajitray1958 21 день назад

      Dr.Ambedkaranko Guru/Teacher Brahamin theeley jadi siye nothanthey
      Ambedkar bhi Gayee/Mahisi charayee thaanthe. Tenu Gurunku samman debaro bhi sikho.

  • @MalatiMurmu-c2x
    @MalatiMurmu-c2x 24 дня назад +3

    Bahuth bahuth dhaniya badh.....
    Jay Bheem......

  • @himanshunayak749
    @himanshunayak749 26 дней назад +5

    ଜୟ ଭୀମ।।।। ବହୁତ ସୁନ୍ଦର ଉପସ୍ଥାପନା ମ୍ୟାଡମ।

  • @essentialinformational8077
    @essentialinformational8077 14 дней назад +1

    Happy Manusmriti Dahan Dibas 📙📙📙💥💥💥

  • @limanuraika5243
    @limanuraika5243 26 дней назад +8

    ଅତି ସୁନ୍ଦର ସନ୍ଧେସ

  • @bikrammallick2787
    @bikrammallick2787 25 дней назад +5

    ବହୁତ, ବାସ୍ତବ ବିଷୟ ଘଟଣା କୁ ଉପସ୍ଥାପନା କଲେ madam 🙏🏾🙏🏾🙏🏾🙏🏾ଧନ୍ୟବାଦ jay ଭୀମ jay ଭାରତ

  • @DebendraTech
    @DebendraTech 26 дней назад +18

    JAY BHIM ଅତିସୁନ୍ଦର ଉପସ୍ଥାପନା 🙏

    • @SanchitRanjanu2d
      @SanchitRanjanu2d 26 дней назад

      Upasthapana na re jaati re jhagada
      Ama Odishare toh kiye hindu padhuni manusmriti

  • @kunalkumarpathak6250
    @kunalkumarpathak6250 26 дней назад +5

    Many many Thanks Madam ☺️..... nice presentation....

  • @SukumariMunda-p2h
    @SukumariMunda-p2h 15 дней назад +1

    ❤🎉ଜୟ ଭୀମ ❤🎉ମାଡାମ❤🎉

  • @kabitaswain6641
    @kabitaswain6641 24 дня назад +8

    ଗୁଣ, କର୍ମ ଓ ଯୋଗ୍ୟତା ଆଧାରରେ ବ୍ରାହ୍ମଣ, ଶୂଦ୍ର ହୋଇଯାଏ ଏବଂ ଶୂଦ୍ର ,ବ୍ରାହ୍ମଣ ହୋଇଯାଏ। ଏହି ଭଳି ଭାବେ କ୍ଷତ୍ରିୟ ତଥା ବୈଶ୍ୟ ବର୍ଣ୍ଣ ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ (।ମନୁ ୧୦:୬୫)

    • @BalaramDas-zv9mp
      @BalaramDas-zv9mp 23 дня назад +1

      ତୁମ ଅଞ୍ଚଳରେ କେତେ ଜଣ ଶୁଦ୍ର ବ୍ରାହ୍ମଣ ହେଲେଣି?😂

    • @kabitaswain6641
      @kabitaswain6641 22 дня назад +1

      @BalaramDas-zv9mp ଆଚାରେ ବ୍ରାହ୍ମଣ ବିଚାରେ ଯୋଗୀ ଆପଣ ଭାବୁଛନ୍ତି ଯେଉଁ ମାନେ ପୂଜା ପାଠ କରନ୍ତି ସେମାନେ ବ୍ରାହ୍ମଣ । ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ ।ଯିଏ ବେଦ ପଢ଼େ ଓ ଅନ୍ୟମାନଙ୍କୂ ପଢାଏ ସେ ବ୍ରାହ୍ମଣ ଆମ ଅଞ୍ଚଳରେ ଅନେକ ଲୋକ ବ୍ରାହ୍ମଣ ହେଲେଣି ।

    • @ajitray1958
      @ajitray1958 22 дня назад

      100000000000000000% RIGHT.

    • @gourangamallick4663
      @gourangamallick4663 21 день назад

      Tum.pari.jhia.abharata.re.sabu
      Rajya.re.janama
      Heba.darakare.mu.tuma.ku.
      Koti.koti.namaskara

    • @ajitray1958
      @ajitray1958 21 день назад +1

      @@BalaramDas-zv9mp TU HEBUKI ?

  • @sunilnayak3181
    @sunilnayak3181 27 дней назад +8

    ଧନ୍ୟବାଦ ଦିଦି👍👍👍

  • @jogeswarpatta6715
    @jogeswarpatta6715 25 дней назад +5

    ଧନ୍ୟବାଦ ଶକ୍ତିମୟୀ ସେବା ସେବା । ଅତିସୁନ୍ଦର ବାର୍ତ୍ତା ।

  • @TapanDas-m8v
    @TapanDas-m8v 26 дней назад +5

    Bahut bahut bahut thanks thanks. Sister.

  • @prafullakumarsahoo1917
    @prafullakumarsahoo1917 23 дня назад +3

    ଜଣେ ସାଧୁ ମହର୍ଷି ଏଭଳି ନିଷ୍ଠୁର ଗ୍ରନ୍ଥ ରଚନା କରିନଥିବେ ହୁଏତ ଏ ଗ୍ରନ୍ଥ କୁ ଅନୁବାଦ କରିବାରେ ଷଡଯନ୍ତ୍ର କରିଥାଇ ପାରନ୍ତି କିଛି ହିନ୍ଦୁ ବିରୋଧୀ ଗୋଷ୍ଠୀ ଆଉ ଆପଣ ଏହାକୁ ରାଜନୈତିକ ଉଦ୍ୟସରେ ଉପସ୍ଥାପନା କରୁଛନ୍ତି 🇮🇳🇮🇳🇮🇳🇮🇳

  • @MahendraKumar-zb9qq
    @MahendraKumar-zb9qq 9 дней назад +1

    👍

  • @Giridharikanhar
    @Giridharikanhar 26 дней назад +8

    ବହୁତ୍ ସୁନ୍ଦର ଭାବରେ ମନୁସ୍ମୃତି କାର୍ଯ୍ୟକଳାପକୁ ବର୍ଜନ କରିବାକୁ ପ୍ରାଞ୍ଜଳଭାବରେ ସୂଚନା ଦେଇ ଥିବାରୁ ଆପଣଙ୍କୁ ଅଭିନନ୍ଦନ ।

  • @ranjankandapan9601
    @ranjankandapan9601 5 дней назад

    Thank you sister you are best and you are the voice of odisha

  • @kalingaranjan2074
    @kalingaranjan2074 26 дней назад +4

    ଅନୁମାନ କରାଯାଇପାରେ ଯେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିଜେପି ଏହି ଦେଶକୁ ଭୁଲ ଦିଗକୁ ନେବାକୁ ଚେଷ୍ଟା କରୁଛନ୍ତି ଏହା ଦେଶର ସଂସଦୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇବ

    • @kalingaranjan2074
      @kalingaranjan2074 26 дней назад +1

      ଗୋଟିଏ ନେସନ ଗୋଟିଏ ନିର୍ବାଚନ ପରେ , ବିଜେପି ଗୋଟିଏ ନେସନ ଗୋଟିଏ ନିର୍ବାଚନ ଗୋଟିଏ ଦଳ ପାଇଁ ଦାବି କରିପାରେ ତେଣୁ ଏହା ଅନୁମାନ କରାଯାଇପାରେ ଯେ ନିଶ୍ଚିତ ଭାବରେ ବିଜେପି ଆରଏସଏସର ନିଜସ୍ୱ ଲାଭ ଅଛି ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେମାନେ ଏହି ଦେଶକୁ ଭୁଲ ଦିଗକୁ ନେବାକୁ ଚେଷ୍ଟା କରୁଛନ୍ତି ଏହା ଦେଶର ସଂସଦୀୟ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇବ

  • @ruchimalapaikaray7257
    @ruchimalapaikaray7257 12 дней назад +1

    ଜାତିପ୍ରଥା ଉଠିବା ଦରକାର, ସମସ୍ତେ general cast ହେଲେ ଭଲ ହେବ.

  • @surendhal5309
    @surendhal5309 24 дня назад +2

    ନମ ବୁଦ୍ଧାୟ ଜୟ ଭୀମ ଜୟ ସମ୍ବୀଧାନ,🙏🙏🙏

  • @kabitaswain6641
    @kabitaswain6641 24 дня назад +1

    ପ୍ରକୃତ ମନୁ ସ୍ମୃତି ରେ ମନୁଙ୍କ ମତରେ ଶୂଦ୍ର ଅସ୍ପୃଶ୍ୟ ନୁହେଁ।

  • @JagodisBiswas-q1c
    @JagodisBiswas-q1c 24 дня назад +2

    Dhanyawad mam

  • @PRATAPChandraJENA-ey1st
    @PRATAPChandraJENA-ey1st 24 дня назад +2

    ଧନ୍ୟବାଦ ସଂଘମିତ୍ରା ,

  • @LkbBag
    @LkbBag 25 дней назад +1

    Jaa hou khusi laguchhi. Je a apan pari loko ti madhya ama odisha re achhanti. Great explaination mam🙏

  • @bibhupradhan4568
    @bibhupradhan4568 23 дня назад +1

    Jena madam thank you very very much for your boldness and standing for the Truth I salute you

  • @jharilaltanty4966
    @jharilaltanty4966 26 дней назад +3

    ଖୁବ୍ ସୁନ୍ଦର୍ ଭାବରେ ପାଖଣ୍ଡି ବ୍ରାହ୍ମଣ ମାନଙ୍କ ଦ୍ଵାରା ଲିଖିତ ମନୁସ୍ମୃତି ରେ ଥିବା କାରନାମା ଗୁଡ଼ିକର ଉପସ୍ଥାପନା କରିଛନ୍ତି।ପାଖଣ୍ଡି,ସ୍ୱର୍ଥି ବ୍ରାହ୍ମଣମାନେ ନିଜ ସ୍ବାର୍ଥ ପାଇଁ ମାନୁସ୍ମୃତି ଲେଖି ଶୁଦ୍ର ମାନଙ୍କୁ,st,sc, ମହିଳା ମାନଙ୍କୁ ୩୦୦୦ ବର୍ଷ ଧରି ମାନସିକ, ଶାରୀରିକ ଗୁଲାମ ବନେଇ ରଖିଥିଲେ।ଆଜିବି ତାକୁ ବଳବତ୍ତର କରି ରଖିବାକୁ ପ୍ରୟାସ କରୁଛନ୍ତି। ଏଣୁ ବେଳହୁଁ ଆମେ ସମସ୍ତେ ସାବଧାନ, ଜାଗ୍ରତ ହେବ।ନଚେତ୍ ପୁଣି ପଶୁ ତୁଲ୍ୟ ଜୀବନ ବଞ୍ଚିବାକୁ ବାଧ୍ୟକରିବେ।ଏବେ ନୁହେଁ ତ କେବେ ନୁହେଁ।

  • @englishtrick3535
    @englishtrick3535 26 дней назад +4

    Thank you madam you are good speaker

  • @PhilimonRaita-d5b
    @PhilimonRaita-d5b 24 дня назад +1

    Sister thank you so much

  • @manojkumarsagar7614
    @manojkumarsagar7614 26 дней назад +2

    Dhanyawad sanghamitra bhauni.krantikari o tathya sahita kahithibaru

  • @odakkalicitizen2782
    @odakkalicitizen2782 22 дня назад +1

    Thank you sister .

  • @rsbindranayak
    @rsbindranayak 25 дней назад +1

    Thanks for presentation related to manusmriti & its impact in context of social issues thereof.

  • @rogersrajeshlyrics6596
    @rogersrajeshlyrics6596 26 дней назад +2

    ଧନ୍ୟବାଦ ସଂଘମିତ୍ରା ମେଡମ୍ ଆପଣଙ୍କ ଏହି ବାର୍ତ୍ତା ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ହେଉ।ଜୟ ଭୀମ ଜୟ ସମ୍ବିଧାନ।

  • @1984sib
    @1984sib 22 дня назад +1

    ମନୁସ୍ମୃତି ଏକ ରଚନା । ଏହାକୁ ସମସ୍ତେ ପଢ଼ିବା ଉଚିତ୍ । ବାବା ସାହେବ୍ କେଉଁଠି ବି ଜାତି ର କଥା କହି ନାହାନ୍ତି, ସେ ସର୍ବଦା ସମତା ର କଥା କହିଛନ୍ତି ।

  • @n.samarendratandi3723
    @n.samarendratandi3723 26 дней назад +1

    Pura postmortem kari dele Manusmruti ra. Hele ae byabastha aaji bi jana manasare achhi. Thanks to Late Dr. B R Ambedkar.

  • @sushilkumarsemili5243
    @sushilkumarsemili5243 26 дней назад +4

    Thank you ଦିଦି ଦିଦି ନମସ୍କାର

  • @satrughnanaik4393
    @satrughnanaik4393 27 дней назад +5

    ଖୁବ ସୁନ୍ଦର ସମୀକ୍ଷା 🙏🙏

  • @lingarajbhoi2752
    @lingarajbhoi2752 26 дней назад +12

    ମନୁସ୍ମୃତି ମୁର୍ଦାବାଦ୍ , ସମ୍ବିଧାନ ଜିନ୍ଦାବାଦ

    • @aarzoo4168
      @aarzoo4168 26 дней назад

      Musalman au SC caste pain India barbad heba. SC Caste Murdabad . ST caste jindabad. Christan heiki Reservation neuchha.

  • @bichitramallick7970
    @bichitramallick7970 26 дней назад +3

    ବହୁତ ବହୁତ ଧନ୍ୟବାଦ ଦିଦି... ଏତେ ସବୁ କଥା ସଂଗ୍ରହ କରି ଆମ ଆଗରେ ଉପସ୍ଥାପନା କରିଥିବାରୁ 🙏🏻🙏🏻 ଅନୁରୋଧ ରହିଲା,ଆପଣ ଏମିତି ଭିଡ଼ିଓ ବନାନ୍ତୁ ଏବଂ ଆମ ଦଳିତ ଲୋକମାନଙ୍କୁ ସଚେତନ କରାନ୍ତୁ...

  • @satishmishralive
    @satishmishralive 26 дней назад +1

    Ati sundar.
    Thanx

  • @MandarsingGond
    @MandarsingGond 21 день назад

    Thanks madam for your right suggestion 🙏

  • @SridharaBehera-z5w
    @SridharaBehera-z5w 23 дня назад +1

    ବହୁତ୍ ଭଲ ମନ୍ତବ୍ୟ

  • @rajrajashreesethi3408
    @rajrajashreesethi3408 26 дней назад +2

    Grt topic... Thank uhhh.. Samaste janiba darkar

  • @abhayabehera9492
    @abhayabehera9492 26 дней назад +2

    Thank you sister, god bless you

  • @sandhyaranidehury9460
    @sandhyaranidehury9460 22 дня назад

    🚩🙏ଜୟ ବାବା ସାହେବ୍ ଆମ୍ବେଦକର ଜୟ 🚩🙏

  • @manasranjanpatra5605
    @manasranjanpatra5605 27 дней назад +4

    ଅତି ଚମତ୍କାର 💙💙💙

  • @ramakantasahoo5597
    @ramakantasahoo5597 26 дней назад +4

    ସମାଜ ମଧ୍ୟରେ ଯେଉଁ ଶକ୍ତି ବୈଷମ୍ୟ ସୃଷ୍ଟି କରୁଛି ତାହାଠାରୁ ଦୂରେଇ ରହିବା ସହ ତାକୁ ମୂଳୋତ୍ପାଟନ କଲେ ସୁସ୍ଥ ସମାଜଟିଏ ହୋଇପାରିବ ।

  • @ajayakumarbeherabehera5697
    @ajayakumarbeherabehera5697 27 дней назад +5

    ଓଡ଼ିଆରେ ଅନୁବାଦ ପୁସ୍ତକ ପେରୀୟାର ଙ୍କ ରଚନା ପୁସ୍ତକ କେମିତି ମିଳିବ ମ୍ୟାମ୍

    • @SGourav-pf6zf
      @SGourav-pf6zf 26 дней назад +2

      ବାଣୀ ବିହାର ଛକ ରୁ ଆଚାର୍ଯ୍ୟ ବିହାର ଗଲା ବେଳେ ମଝିରେ "ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶକ ସଂସ୍ଥା - ପୁସ୍ତକ ଭବନ, ଭୁବନେଶ୍ୱର " ଅଛି... ସେଠି ଯାଇକି ଆପଣ ପେରିୟାର ଆଉ ଆମ୍ବେଦକର ଙ୍କ ବହୁତ ଭଲ ବହି ପାଇ ପାରିବେ... ଧନେଶ୍ୱର ସାହୁ ଙ୍କ ଲିଖିତ ଦୁଇଟି ବହି

    • @ajayakumarbeherabehera5697
      @ajayakumarbeherabehera5697 26 дней назад

      @SGourav-pf6zf ଧନ୍ୟବାଦ

  • @gayatridevi7178
    @gayatridevi7178 26 дней назад +1

    Dhanyawad Sanghamitra jhia, Jai Baba Saheb

  • @ranjankandapan9601
    @ranjankandapan9601 5 дней назад

    Thank you sister you are best

  • @TapanDas-m8v
    @TapanDas-m8v 26 дней назад +2

    Bahut bahut bahut thanks. Thanks sister

  • @LaldharNaik-hl2pp
    @LaldharNaik-hl2pp 26 дней назад +1

    Didi namaskar mu Rayagada ru dekhuchi bahuth Sundar upastapana grame grame prachar Kara jau🎉🎉❤

  • @sukadevdas5376
    @sukadevdas5376 25 дней назад +1

    Many many thanks

  • @kiran_piano
    @kiran_piano 24 дня назад

    Thank You Sister ❤🙏

  • @muralinaik3175
    @muralinaik3175 26 дней назад +2

    Thanks madam🙏🙏🙏

  • @PravatKumarDash-o1q
    @PravatKumarDash-o1q 18 дней назад

    Many many thanks good analysis

  • @madhabayt
    @madhabayt 26 дней назад +2

    Thanks sanghamitra

  • @manavanjannag4189
    @manavanjannag4189 25 дней назад +1

    Thanks you for your good statement

  • @ashokkumarnayak3300
    @ashokkumarnayak3300 27 дней назад +2

    Thanks for your information and awareness.

  • @BharatBhua
    @BharatBhua 24 дня назад +2

    ମନୁ ୃସତି ପାଖଣ୍ଡୀ ବ୍ରାହ୍ମଣ ମାନେ ଲେଖିଛନ୍ତୀ ଏହା ସମସ୍ତେ ଜାଣିବା ଉଚିତ ଦଲିତ କହିକି କିପରି ଆମକୁ ବୋକା ବନାଇଥିଲେ,, ଜୟ ଭୀମ ଜୟ ସମ୍ବିଧାନ🙏🏻🙏🏻

  • @fagulakra520
    @fagulakra520 25 дней назад +1

    Thank you madam very good👍🎉

  • @BhagabanMajhi-ry7sh
    @BhagabanMajhi-ry7sh 26 дней назад +1

    ବହୁତ ସୁନ୍ଦର ଜ୍ଞାନ ବର୍ଦ୍ଧକ ମାନବବାଦ ର ଶିକ୍ଷା ଉପସ୍ଥାପନା ହୋଇଛି। ସ୍ବାଧିନତା, ସମାନତା,ସ୍ଵତନ୍ତ୍ରତା,ବନ୍ଧୁତା,ନ୍ୟାୟପୁର୍ଣ୍ଣ ସମତା ଭିତ୍ତିକ ସମାଜ ଗଠନ ନିମନ୍ତେ ସମାଜ ପାଇ ଏହା ଏକ ବାର୍ତ୍ତା ଦେଉଛି, ପ୍ରେରଣା ଦେଉଛି, ଏତି ପାଇ ସଙ୍ଗମିତ୍ରା ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ସମ୍ବିଧାନ।

  • @JatindraBag-wt7qi
    @JatindraBag-wt7qi 24 дня назад +1

    Bahut sundar upastapana bhauni

  • @batinianandkumar.3565
    @batinianandkumar.3565 25 дней назад +1

    Nice presentation madam 👏 👍 👌.

  • @MahendraNaik-qp4bq
    @MahendraNaik-qp4bq 26 дней назад +1

    ଜୟ ଭିମ୍ ଜୟ ସମ୍ବିଧାନ 💙🙏 ବହୁତ ସୁନ୍ଦର ବାର୍ତ୍ତା ଦିଦି ଧନ୍ୟବାଦ

  • @BSA886
    @BSA886 7 дней назад +1

    Sanghamitra jena emiti politics karuthaa.jadi kebe election re chhida hebu,st,sc ra vhota paijibu.aaram re jiti jibu

  • @SureshMinyaka-kp7mo
    @SureshMinyaka-kp7mo 26 дней назад +2

    ବହୁତ ଭଲ video ଏହି ବିଷୟ ସମସ୍ତେ ଜାଣିବା ଦରକାର l ସମସ୍ତଙ୍କର ଆଖି ଖାଲି ଯାଉ ଏହା ମର ପ୍ରାର୍ଥନା l mam ବହୁତ ବହୁତ ଧନ୍ୟବାଦ 💯👍🙏

  • @pratapchandranaik5808
    @pratapchandranaik5808 26 дней назад +2

    sanghamitr madam thank you very much

  • @judhistirdas1763
    @judhistirdas1763 26 дней назад

    I have no words to praise you madam for the clear description. Thanks once again.

  • @BispreetBehera
    @BispreetBehera 24 дня назад

    Very good didi.....every body will know soon .....thank you❤

  • @sumantakumarbehera5881
    @sumantakumarbehera5881 25 дней назад +1

    Thanks sister

  • @reallydairy3604
    @reallydairy3604 19 дней назад

    ଅତି ସୁନ୍ଦର ସଚେତନ ଦିଦି

  • @KURSATANTI
    @KURSATANTI 25 дней назад

    Thanks madam for your presentation 🙏🙏🙏

  • @davidpahad3
    @davidpahad3 26 дней назад +1

    Thanks Mam
    Jay Bhim🙏
    Jay Mulnivasi 💪
    Jay Sambidhan🙏

  • @raazprasad3713
    @raazprasad3713 26 дней назад +1

    Thanku mam 🙏