ମଦ ପିଇ ଖଣ୍ଡଗିରିରେ ଥାନାରେ ମହିଳାଙ୍କ ଉତ୍ପାତ, ପୋଲିସକୁ କହୁଛି ଏ ଲଣ୍ଡା ମୁଣ୍ଡରେ ଚୁଟି ଲଗା !

Поделиться
HTML-код
  • Опубликовано: 9 окт 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Odisha Bhaskar Online Presence:
    linktr.ee/Odis...
    RUclips - www.youtube.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Комментарии • 160

  • @udaynathray4251
    @udaynathray4251 9 часов назад +36

    ଜୀବନ ଯଦି ଅମାନୁଷିକ ଚରିତ୍ରର ସଂଜ୍ଞା କିଛି ନ ଥାଏ. ଏଭଳି ନାରୀ ପୁଣି ଜଗନ୍ନାଥ ଙ୍କ ଦେଶରେ ଛି ଛି ଛି

  • @villageindia5072
    @villageindia5072 59 минут назад +2

    Police ବି ଭୟ କଲେଣି... ମହିଳା କାର୍ଯାନୁଷ୍ଠାନ ନବାକୁ.... କାହିକିଁ ନା କାର୍ଯ୍ୟାନୁଷ୍ଠନ ହେଲେ ପୋଲିସ ଚାକିରୀ ଯିବା ର ଭୟ!!

  • @ଜୟଜଗନ୍ନାଥ-ଠ8ଡ
    @ଜୟଜଗନ୍ନାଥ-ଠ8ଡ 8 часов назад +34

    ଲୋକ ମାନେ ଦୋଗଲା.. Army ବାନ୍ଧବୀ ପାଇଁ ସବୁ ବାହାରିଲ ଏବେ ଏ ଲେଡିସ ପାଇଁ ବାହାରୁ ନାହାନ୍ତି..

  • @basantasahu3719
    @basantasahu3719 3 часа назад +6

    ମହିଳା ମାନେ ବହୁତ ଉତପାତିଆ ହଉଅଛନ୍ତି. ସବୁରି କାରଣରେ ମଦ 😢

  • @Lucky-sk3lo
    @Lucky-sk3lo 3 часа назад +5

    ମହିଳା ସମାଜ ସେବି ,ନେତ୍ରୀ କୋଉ ଆଦେ ଗଲେ ଆଉ ନାରୀ ପାଇଁ କାନ୍ଦୁ ଥିବା ଲୋକ ଭଲକି ଦେଖ ମାଇଁ କିନା କୁ ମୁଣ୍ଡେ ବସିଲେ ସମାଜ ସଂସାର ଛାର୍ ଖାର୍ we demand ପୁରୁଷ commison frm kothaghar patana keonjhar odisha Rabindranath

  • @gautamakumarsahoo5932
    @gautamakumarsahoo5932 7 часов назад +8

    ଲୁହା କଅଁଳ ହେଲେ ବିଲେଇ କାମୁଡ଼ିବାକୁ କହେ। ଏଭଳି ଉଶୃଙ୍ଖଳ ନାରୀ ପାଇଁ ସମସ୍ତ ନାରୀ ସମାଜ ଅପମାନିତ ହେଉଛନ୍ତି। ନାରୀ ମାନେ ବାହାରକୁଆଶି ପ୍ରତିବାଦ କରିବାଦରକାର। କିପ୍ରକାର କଥା, ପୋଲିସ ବି ଚୁପ ରହିବାକୁ ବାଧ୍ୟହେଉଛନ୍ତି। ସମାଜ ଧ୍ଵଂଶାଭିମୁଖୀ।

  • @BikramBaral-f9f
    @BikramBaral-f9f 9 часов назад +35

    ଏଇଟା ଗୋଟେ ଅଭଦ୍ର ନାରୀ. 👍

  • @SaratPatra-g5i
    @SaratPatra-g5i 5 часов назад +3

    ଆଇନ ତି ଆରି କରୁ ଥିବା ଲୋକମାନେ ଏ ମାନ ଙ୍କ ପାଇଁ କିଛି ଆଇନ କର ନ୍ତୁ

  • @pramodkumarrout7641
    @pramodkumarrout7641 10 часов назад +37

    ପୋଲିସ ଥାନା ରେ ମହିଳା ମାନଙ୍କର ଏ ପ୍ରକାର ବ୍ୟବହାର ଗ୍ରହଣିୟ ନୁହଁ।

    • @Travel_in_nature2280
      @Travel_in_nature2280 9 часов назад +3

      ଯଦି army wala ଙ୍କ ବାନ୍ଧବୀ ମଦ ପିଇ କି ଥାନା ରେ ହୋ ଲା କରିପାରିବ ତାହା ହେଲେ ଅନ୍ୟ ମହିଳା ମାନେ କାହିଁକି ନୁହଁ ନିୟମ ସମସ୍ତ ଙ୍କ ପାଇଁ ସମାନ।

    • @SPORTfi498
      @SPORTfi498 8 часов назад

      Thik

    • @biswajitdash6022
      @biswajitdash6022 7 часов назад

      ସତେ ଯେମିତି ପୋଲିସ ତା ଜୀବନରେ କେବେ ମଦ ପି ନାହିଁ କି ବଟି ନଉ ନାହିଁ ....ଯେମିତି ପେଟ କଢ଼ା ପୋଲିସ ଏଠି ଚୌକି ମାଡି ବସିଛନ୍ତି ସଭିଙ୍କୁ ଡେଲି 15 km ଗୋଡେଇ ଗୋଡେଇ ଘୋଡା ପରିକା ଚଲେଇବା କଥା ...ଶଳା ସରକାର କହିଲା august 15ରେ ମଦ ପୁରା ଓଡିଶା ରେ ବନ୍ଦ ହେବ august 15 ଯାଇ octobar 15 ହେଲାଣି ଯେମିତି 25 ବର୍ଷ ତଳେ ମଦ ବିକା ଚାଲିଥିଲା ସେମିତି ଏବେ ବି ଚାଲିଛି ....କି ବାଳ ସରକାର ଗୋଟେ ଆସିଲା ମଦ ବନ୍ଦ କଣ କରିବ ମଦ ଦୋକାନ ଖୋଲିବାରେ ଲାଗିଛି ଆଉ ମାଗେଣା 5000 ବାଣ୍ଟିବାରେ ଲାଗିଛି ..ଚି ଚି ଚିଚି

    • @modernentertainmentchannel7322
      @modernentertainmentchannel7322 6 часов назад +1

      ​@@biswajitdash6022 Aeithi Police au Belajya mahila bhitara kotha kuha jauchhi....tu kou rajaniti ku nouchhu maigiha 😂😂😂

    • @chittaranjanmajhi6738
      @chittaranjanmajhi6738 6 часов назад

      ​@@biswajitdash6022Eithi udandi mahila kotha podichi aau tomoro police upare puruna rago payin yadu sadu kohucho..maane mahila nka uddhat karya ku support korucho

  • @SB-fi9up
    @SB-fi9up 6 часов назад +2

    ସତରେ ପୁଅ ମାନେ ରାସ୍ତା ରେ ଶାଢ଼ୀ ଆଉ ଚୁଡ଼ି ବୁଲିବା କଥା ଛି ଛି ଛି

  • @btsarmyforever5612
    @btsarmyforever5612 10 часов назад +22

    ତାକୁ ୩୬୦ଡିଗ୍ରୀ ଦରକାର।

  • @mdshahidanwar4540
    @mdshahidanwar4540 10 часов назад +14

    Bharatpur part 2

  • @baidyanathhansdah5691
    @baidyanathhansdah5691 6 часов назад +3

    ଭରତପୁର Part -2 😅

  • @AntaryamiSamal-nc6uo
    @AntaryamiSamal-nc6uo 5 часов назад +2

    ଏ ଉଧତ ନାରୀ ପାଇଁ ପୋଲିସ ବି ଦାଇ ଏମାନଙ୍କୁ ମୁହଁ ହିଁ ପୋଲିସ ଦେଇଚି

  • @sambitnayak1774
    @sambitnayak1774 6 часов назад +3

    ଭାଇ ମୁ ଡରିଗଲି ଘର ଲକ୍ଷ୍ମୀ ପୁଣି ଏମିତି ଅବସ୍ଥା ରେ ?¿???

  • @AkshyaKumar-gr6vx
    @AkshyaKumar-gr6vx 6 часов назад +2

    Ati sundar beautiful Chamatkar

  • @NirojNirojsikha
    @NirojNirojsikha 10 часов назад +16

    ଇଏ ମେଡମ ଙ୍କ ହାତ ଉପର କୁ ଥିବ

    • @riyannayak1450
      @riyannayak1450 6 часов назад

      How did u know that

    • @NirojNirojsikha
      @NirojNirojsikha 3 часа назад

      Who has that much power

    • @riyannayak1450
      @riyannayak1450 3 часа назад

      @@NirojNirojsikha Didn't understand ur point.

    • @riyannayak1450
      @riyannayak1450 3 часа назад

      @@NirojNirojsikha I am asking u,,, tame kemti janila se female ra hata achi boli higher authority saha

  • @biswajena4833
    @biswajena4833 7 часов назад +2

    Right lady person

  • @santoshbehera3424
    @santoshbehera3424 9 часов назад +3

    बहुत बढ़िया खबर है जब साधारण लोगों पर अत्याचार होती है ना पुलिस उन लोगों की समर्थन करती हैं अब पुलिस के ऊपर अत्याचार हो गई है

  • @ajatsatrudas577
    @ajatsatrudas577 2 часа назад

    madam thik karichhanti

  • @akshayakumarswain7764
    @akshayakumarswain7764 27 минут назад

    ସମସ୍ତ ପୋଲିସଙ୍କୁ କେହି ଖରାପ କରୁନାହାନ୍ତି। ସେମାନଙ୍କୁ ପ୍ରତ୍ୟେକ କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ଯଥେଷ୍ଟ ଟ୍ରେନିଂ ଦିଆଯାଇଛି। କିଛି କୁଜି ରାଜନେତା ଏବଂ ରାଜନୈତିକ ପୃଷ୍ଠପୋଷକତାରେ ଚାକିରୀ କରୁଥିବା କିଛି ଅସାଧୁ ପୋଲିସ ସମଗ୍ର ପୋଲିସ ବିଭାଗକୁ ବଦନାମ କରୁଛନ୍ତି। ସଭ୍ୟ ସମାଜ ଆଗକୁ ଆସି ସିଷ୍ଟମ ବିରୁଦ୍ଧରେ ସ୍ଵର ଉଠାଇବା ଆବଶ୍ୟକ।

  • @gourcharanmahapatra295
    @gourcharanmahapatra295 9 часов назад +15

    ଯୁବତୀ ନା ମହିଳା? ଏ ମହିଳା ତ ଭାରତୀୟ ବା ଓଡ଼ିଆ ନାରୀ ନାମରେ ଗୋଟିଏ ଧବା। ତାଙ୍କ ଭାଷା ରୁ ଜଣା ପଡୁଛି ସେ ଜୀବନରେ କିଛି ଶିକ୍ଷି ନାହାଁନ୍ତି।

    • @biswajitdash6022
      @biswajitdash6022 7 часов назад

      ସତେ ଯେମିତି ପୋଲିସ ତା ଜୀବନରେ କେବେ ମଦ ପି ନାହିଁ କି ବଟି ନଉ ନାହିଁ ....ଯେମିତି ପେଟ କଢ଼ା ପୋଲିସ ଏଠି ଚୌକି ମାଡି ବସିଛନ୍ତି ସଭିଙ୍କୁ ଡେଲି 15 km ଗୋଡେଇ ଗୋଡେଇ ଘୋଡା ପରିକା ଚଲେଇବା କଥା ...ଶଳା ସରକାର କହିଲା august 15ରେ ମଦ ପୁରା ଓଡିଶା ରେ ବନ୍ଦ ହେବ august 15 ଯାଇ octobar 15 ହେଲାଣି ଯେମିତି 25 ବର୍ଷ ତଳେ ମଦ ବିକା ଚାଲିଥିଲା ସେମିତି ଏବେ ବି ଚାଲିଛି ....କି ବାଳ ସରକାର ଗୋଟେ ଆସିଲା ମଦ ବନ୍ଦ କଣ କରିବ ମଦ ଦୋକାନ ଖୋଲିବାରେ ଲାଗିଛି ଆଉ ମାଗେଣା 5000 ବାଣ୍ଟିବାରେ ଲାଗିଛି ..ଚି ଚି ଚିଚି

    • @alokbhoi8757
      @alokbhoi8757 2 часа назад

      Se jaha b heu e mahila janku support kariba kana thik...​@@biswajitdash6022

  • @tapankumarnayak4950
    @tapankumarnayak4950 9 часов назад +4

    Police କଣ କରିବ ଏପରି ଦୃବ୍ୟବହାର ପୁଣି on duty re police aji sabu bhitare ବନ୍ଧା କିନ୍ତୁ ପୋଲିସ ତାର କର୍ତ୍ତବ୍ୟ କରି ଚାଲିଛି ଏହି video dekhiba pare jaha କାର୍ଯ୍ୟାନୁଷ୍ଠାନ ହେବ ଆଉ

  • @GaganbihariBalabantaray
    @GaganbihariBalabantaray 9 часов назад +15

    ଏ ଭଳି ଲେଡୀ ସମାଜର କଳଙ୍କ
    ଆଜି ନାରୀ ନିଜେ ନିଜର ସର୍ବନାଶ
    କରୁଛି ଦେଶକୁ ଅଧପତନ ଆଡ଼କୁ
    ନେଉଛି

    • @biswajitdash6022
      @biswajitdash6022 7 часов назад

      ସତେ ଯେମିତି ପୋଲିସ ତା ଜୀବନରେ କେବେ ମଦ ପି ନାହିଁ କି ବଟି ନଉ ନାହିଁ ....ଯେମିତି ପେଟ କଢ଼ା ପୋଲିସ ଏଠି ଚୌକି ମାଡି ବସିଛନ୍ତି ସଭିଙ୍କୁ ଡେଲି 15 km ଗୋଡେଇ ଗୋଡେଇ ଘୋଡା ପରିକା ଚଲେଇବା କଥା ...ଶଳା ସରକାର କହିଲା august 15ରେ ମଦ ପୁରା ଓଡିଶା ରେ ବନ୍ଦ ହେବ august 15 ଯାଇ octobar 15 ହେଲାଣି ଯେମିତି 25 ବର୍ଷ ତଳେ ମଦ ବିକା ଚାଲିଥିଲା ସେମିତି ଏବେ ବି ଚାଲିଛି ....କି ବାଳ ସରକାର ଗୋଟେ ଆସିଲା ମଦ ବନ୍ଦ କଣ କରିବ ମଦ ଦୋକାନ ଖୋଲିବାରେ ଲାଗିଛି ଆଉ ମାଗେଣା 5000 ବାଣ୍ଟିବାରେ ଲାଗିଛି ..ଚି ଚି ଚିଚି

  • @TheSayeed2009
    @TheSayeed2009 8 часов назад +4

    2Ta Matali Odisha police ra moral down karidele. 😢

  • @murali3632
    @murali3632 8 часов назад +2

    କାତ ମାଡ଼ ଟିକେ ଦରକାର ଟା ନଈ ରେ😮

  • @drsbiswal694
    @drsbiswal694 Час назад

    ଆଇନ ସମସ୍ତଙ୍କ ପାଇଁ ସମାନ। ସେ ପୁରୁଷ ହେଉ ବା ମହିଳା। ଘୋର ଲଜ୍ଜା 😢 ପୁଲିସ ମାନଙ୍କର କଣ ମାନ ସମ୍ମାନ ନାହିଁ ?

  • @kanshmama388
    @kanshmama388 2 часа назад +1

    ପୀଡିତା

  • @bhibutipanda3442
    @bhibutipanda3442 10 часов назад +14

    I request to Mohan sir please step serious action against this lady

    • @Sourav6503
      @Sourav6503 10 часов назад

      Ri/Ari scam ku jou Mohan sarkar statement dabaku fear karuchi se kn karibe kichi kariparibeni

  • @MantuMohanta-wf8eu
    @MantuMohanta-wf8eu 6 часов назад +1

    Strictly investigation require.

  • @user-id6sj8mt3h
    @user-id6sj8mt3h 41 минуту назад

    Very good 👍

  • @riyazahmed7855
    @riyazahmed7855 10 часов назад +5

    Jharpada Jail Ku Jiba Final

  • @jimalmurmu915
    @jimalmurmu915 Час назад +1

    Similarity Bharatpur matter

  • @Ashutoshh608
    @Ashutoshh608 9 часов назад +4

    Army wala ra fiance ra drama au taku milithiba blind support pare amiti badmash manankara sahasha badhiba swabhabik

  • @jawaharlalsethi6238
    @jawaharlalsethi6238 46 минут назад

    O my God.

  • @bipinbiharinath4061
    @bipinbiharinath4061 10 часов назад +6

    Kan mahila constable nahanti a uddhat mahilaku sabad karibaku ?

  • @ParamhitaSahoo
    @ParamhitaSahoo 6 часов назад +1

    Ei Mahila Taku kholiki... Valare uttama madhyama darkar .

  • @srr5658
    @srr5658 8 часов назад +2

    Kana hela sethu .eta mada ra kamal bhai.narinku sanman dia.gote khusi re karideichanti.😮😮😮😮😮

  • @Lucky-sk3lo
    @Lucky-sk3lo 3 часа назад

    ନାରୀ ପାଇଁ ହଜାର ହଜାର ବର୍ଷର ସମାଜର ଗତି କଉ ଆଡେ

  • @VladimayurPutineshwar
    @VladimayurPutineshwar 3 часа назад

    ଏଇଟା ଗଣତନ୍ତ୍ର ନା ଗଣିକାତନ୍ତ୍ର 🤣🤣

  • @ramakantabehera2791
    @ramakantabehera2791 10 часов назад +2

    Women empowerment.Strict action should be taken.

  • @AkshyaKumar-gr6vx
    @AkshyaKumar-gr6vx 6 часов назад

    Bhala karichi

  • @sudhirkumarmohanty562
    @sudhirkumarmohanty562 7 часов назад +1

    Asubidha kan hela? Bharatpur thanare jaha heithila eita tara nakal.agaku epari sabu thanare karibaku loke sahas karibe.police ra mana bala bhangi dia jaichi.

  • @HamsarSaha-id3lx
    @HamsarSaha-id3lx 6 часов назад

    Right mam

  • @maheswarsahoo7251
    @maheswarsahoo7251 10 часов назад +3

    Chhi amananka pain sampura nari jati badnam😢😢😢

  • @PRAMODBEHERA-il2mr
    @PRAMODBEHERA-il2mr 7 часов назад

    Let's see the power of our law system.

  • @nila5555
    @nila5555 Час назад

    କି ଅଭଦ୍ର ସ୍ତ୍ରୀ ଲୋକ।

  • @user-ol1mk3fz4q
    @user-ol1mk3fz4q 5 часов назад

    Heavy women empowerment

  • @tulupradhan1377
    @tulupradhan1377 9 часов назад +2

    Nari netri kuade gale

  • @ajaykumardash9999
    @ajaykumardash9999 7 часов назад +1

    Abe au kou samaza seba karuthiba kahara kichi kahibaku au bhasa nai ki . Symany vedio ku dekhiki na dekhibara drama karuchanti Jana paduchi

  • @narayanpradhan2325
    @narayanpradhan2325 8 часов назад +1

    police chakiri karanahi
    odisha abasta bichalita. police jaha kalebi loke police ku dosha debe.

  • @sanghamitramishra-l5q
    @sanghamitramishra-l5q 10 часов назад +4

    Mohan maaji ra or police ra relative

  • @Desiblogger1223
    @Desiblogger1223 6 часов назад +1

    Bharatpur case re jhia ku samaste sopot karila tara bhul thaikari a jhiakubi sopot kara

  • @hirachandmunda7541
    @hirachandmunda7541 10 часов назад +2

    continue chalil .... bhorotpur ru😮

  • @chakradhartripathy2511
    @chakradhartripathy2511 16 минут назад

    I am requesting DCP, twin City to deal the case strongly. Her manner is very shame and heinous to a police personal. Usko kamse kam 2-4 month jharpada jail main dal dijiye ta ki uski dimak thikana ho jayega. I have already seen the live video on that night. Plz don't lenient. Jai jagannath

  • @JitendraKumar-io9yi
    @JitendraKumar-io9yi 8 часов назад +1

    Ethire police ra kana dosa

  • @laxmidharsingh8259
    @laxmidharsingh8259 9 часов назад

    Ata hi mahila reality of people

  • @nalinipattanaik9860
    @nalinipattanaik9860 8 часов назад

    Nice

  • @2chakravyuhchannel
    @2chakravyuhchannel 8 часов назад +2

    Sura Raut pua kuaade gala,

  • @lohitkumarmohanta1533
    @lohitkumarmohanta1533 6 часов назад

    Women empowerment

  • @sachindrajena-dw3bd
    @sachindrajena-dw3bd 7 часов назад +1

    Emane puni sakale police naa re rep case debe

  • @manasranjan3418
    @manasranjan3418 8 часов назад +1

    Ahuri samaj bigidiba. Police ra hataku ahuri bandhidiya

  • @anirudhabiswal4234
    @anirudhabiswal4234 9 часов назад

    Heard punished by Law

  • @ManshILU
    @ManshILU 3 часа назад

    E Police b Public nku emiti kichhi... Tourcher karuchhi.... Se Jemiti kariba semiti paiba... Police Dabang Giri Karipariba.... Public b karibe.... Gote pilaku maridele 3masa pare b arrest kariparilani e khandagiri police😢

  • @dambrudharnayak7809
    @dambrudharnayak7809 10 часов назад +2

    😄😄😄good news

  • @suryanarayanmohanty5301
    @suryanarayanmohanty5301 7 часов назад

    Dhanyabad a mahila nku..

  • @sadhumangaraj4457
    @sadhumangaraj4457 7 часов назад +1

    It must be planned

  • @sarojamishra327
    @sarojamishra327 8 часов назад +1

    E bhalia. Chaliba. Kichidina purbaru. Bhartapur. Thana. Hangama. Ebe. Khandagiri. Thana. Ebe. Kahaku. Suspend. Karibe. Bahuta natak. Baji. Hauchi.

  • @technogeek8006
    @technogeek8006 5 часов назад

    Right Mae ko jalapora

  • @pramodkumarmuduli2984
    @pramodkumarmuduli2984 6 часов назад

    Lady constable lagaiki yaku 3 degree diya😢

  • @tapaswininayak2049
    @tapaswininayak2049 8 часов назад

    ସରକାର ଆଗ ମଦ ବନ୍ଦ୍ କରନ୍ତୁ ସବୁ ଠିକ୍ ହେଇ ଯିବ

    • @biswajitdash6022
      @biswajitdash6022 7 часов назад

      ସତେ ଯେମିତି ପୋଲିସ ତା ଜୀବନରେ କେବେ ମଦ ପି ନାହିଁ କି ବଟି ନଉ ନାହିଁ ....ଯେମିତି ପେଟ କଢ଼ା ପୋଲିସ ଏଠି ଚୌକି ମାଡି ବସିଛନ୍ତି ସଭିଙ୍କୁ ଡେଲି 15 km ଗୋଡେଇ ଗୋଡେଇ ଘୋଡା ପରିକା ଚଲେଇବା କଥା ...ଶଳା ସରକାର କହିଲା august 15ରେ ମଦ ପୁରା ଓଡିଶା ରେ ବନ୍ଦ ହେବ august 15 ଯାଇ octobar 15 ହେଲାଣି ଯେମିତି 25 ବର୍ଷ ତଳେ ମଦ ବିକା ଚାଲିଥିଲା ସେମିତି ଏବେ ବି ଚାଲିଛି ....କି ବାଳ ସରକାର ଗୋଟେ ଆସିଲା ମଦ ବନ୍ଦ କଣ କରିବ ମଦ ଦୋକାନ ଖୋଲିବାରେ ଲାଗିଛି ଆଉ ମାଗେଣା 5000 ବାଣ୍ଟିବାରେ ଲାଗିଛି ..ଚି ଚି ଚିଚି

  • @lokanathrout1735
    @lokanathrout1735 Час назад

    Energy drink ra kamal

  • @khirodkumarpanda4763
    @khirodkumarpanda4763 9 часов назад

    Whether CP Bhubaneswar has arrested or not yet?

  • @dp7158
    @dp7158 9 часов назад

    Planning

  • @25ajitmishra
    @25ajitmishra 7 часов назад

    Quite hilarious but the case should be filed against this lady n send her behind the bar

  • @shyamaadabar3763
    @shyamaadabar3763 4 часа назад

    Hi

  • @deepakbehera901
    @deepakbehera901 7 часов назад

    Kichi bhul nahi emiti aao 10 ta hao ta pare police bujhiba..jhia nka case aga naba ebe kila tama opare asila.😮

  • @MG43-c6h
    @MG43-c6h 8 часов назад

    Narinku freedom darkar

  • @bikashkumarnayak6097
    @bikashkumarnayak6097 7 часов назад +1

    Bhadra mahilamane Abe kouaade soipadila joumane police mananka againstre kharap mantabya deuthile

  • @Chagala43
    @Chagala43 7 часов назад

    Policemanaku kehi manunahanti aau😜😜😜😜😜😜😜😜😜😜😜

  • @ARNMKP
    @ARNMKP 9 часов назад

    ରାତିରେ ଯିଏ ଏମିତି ହାଲତ ରେ ମିଳିବ ତାକୁ ଜଲଦି 3rd ଡିଗ୍ରୀ ଦରକାର ଯେମିତି ସାରା ଜୀବନ ଭାବୁଥିବେ।

    • @HarasSethi-r7v
      @HarasSethi-r7v 8 часов назад

      Bhaina, bhalahoichi, police refekarini, mu, police hoithile, aku,,,

  • @manoranjantripathy7738
    @manoranjantripathy7738 9 часов назад +1

    Police ku suspend karantu. Jehetu jane jhia ku gehiba pai bala nahi police ra

  • @ajaykumardash9999
    @ajaykumardash9999 7 часов назад

    Pura powder party sy dhariki deidea

  • @sudarshanjena4809
    @sudarshanjena4809 10 часов назад

    Action

  • @bishwaranjanpanigrahi6617
    @bishwaranjanpanigrahi6617 10 часов назад +2

    She is alright.

  • @BhagabanSeth-op8ik
    @BhagabanSeth-op8ik 8 часов назад

    Aetagote. Bhalapaiba Police. Bhai. Tumaku bahutapasanda. Karuchhanti

  • @krishnaprasadrath
    @krishnaprasadrath 8 часов назад

    Ta'ra Jianta Postmortem karajau aau kopce me original operation 😝🫣🤭🙏 Jai ♥️🇮🇳🔥 Hind 🙏 Ta Nisha chhadeiba ra darakara thila.

  • @Middleclasstoka-2
    @Middleclasstoka-2 10 часов назад +5

    A mohan majhi bhaniji

  • @jibanketanpradhan2978
    @jibanketanpradhan2978 9 часов назад

    Police gote chora hoithibaru
    Alaga chora asi Thana re compition karuchanti
    KIA BADA....
    Jai odisha
    Jai Bjd
    99% Odisha Police gote Sadharana lokaku naya deini
    Se sabu bele chora ra sanga

  • @technogeek8006
    @technogeek8006 5 часов назад

    Sarakara nisamokata odisa

  • @santoshkumarmahanta2726
    @santoshkumarmahanta2726 8 часов назад

    Jadi kou purusa amiti kari thanta tahele kono hei thanta 😂

  • @SinhaSahoo-zz2pz
    @SinhaSahoo-zz2pz 26 минут назад

    Cc tv thila kia athi

  • @sritamjena6428
    @sritamjena6428 7 часов назад

    Jo hua achha hua thana au thana bhali nahni athi sadharan loka katha kahibaku daranti kahikina thana dukhi dardra mabka pain nuhna dhani loka and rajneta loka manka pain a madama jaha karichhi thik karichhi 100 ru 100 bhala heichhi

  • @shesadharbiswal8420
    @shesadharbiswal8420 9 часов назад

    Police. Good.

  • @minusahu7248
    @minusahu7248 6 часов назад

    Ataku teki nea police Bhai Mane dhum gehiki chad Tara bia kundae heuchi samali paruni se

  • @omcreations4021
    @omcreations4021 8 часов назад

    Main switch off Kari seki deithante ta siye jibanare aau thare emiti drama karibaku sahaasa kari nathaata, Jadi mahila police nahele mahila guard ku dakaai tara nisha bhangiba pari piti thaante,
    Mahilara epari kanda thanara surakhyaa prati prashnabachi srusti karuchi

  • @mohammedsabir2157
    @mohammedsabir2157 7 часов назад

    Ehha aeen sa nmath

  • @sunilkumarpatnaik6953
    @sunilkumarpatnaik6953 6 часов назад

    Mada Dokan sabu baand karajau. ...

  • @abhayasethi3989
    @abhayasethi3989 6 часов назад

    Mahila police kuade gale sabu sadhan hoi thanta au Jane police pakhare Thai kichi kahu nahanti

  • @Manash..
    @Manash.. 2 часа назад

    Police a jubati tharu avadra.....