Emiti pila nki dekhi english medium pila odia medium ku paleasibe wow wow govt power❤🎉🎉🎉... I ❤Govt school... Aji jou mane bada padabi re achanti sabu govt School power 💪
These kids are our national treasure. They should nurture more and preserve their extraordinary talent.. I appreciate teachers for thier great effort.❤❤❤❤ Bandey utkala janani
We feel blessed that you are the future of our Odisha students. I want to thank you sir. It would be great to have a master like you in Odisha. Thank you sir.
Odisha ସରକାର ଙ୍କୁ ଏତିକି ଅନୁରୋଧ ଏହି ପିଲା ଏବଂ ଶିକ୍ଷକ ମାନଙ୍କୁ କିଛି ଉପହାର ମିଳୁ ❤❤❤❤love you ପିଲାମାନେ ❤❤❤❤❤
Right
And her parents
Se ta pura murkha se kichii bujhile ta
Right
@@gayatribehera8053 hahaha
..right
ବାସ୍ତବରେ ସେପିଲାର ବାପା ମା ଙ୍କୁ ଯେତିକି ଧନ୍ୟବାଦ ତାଠାରୁ ବହୁତ ଅଧିକ ଧନ୍ୟବାଦ ସେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ।
Waaa ଅତି ଚମତ୍କାର speech ❤
Very proud moment
Govt ଓଡ଼ିଆ school ଛୁଆ
Abe kn same here balia
ବହୁତ ଖୁସି ଲାଗୁଛି ଛୋଟ ପିଲା ମାନେ ଭଲ ଇଂଲିଶ କହିଛନ୍ତି,ତାଙ୍କୁ ଭଗବାନ ଭଲରେ ରଖନ୍ତୁ ,❤❤❤
ସତରେ ବିଶ୍ବାସ ହଉନି ଯେ ସରକାରୀ ସ୍କୁଳର ପିଳା ବୋଲି !!! ଧନ୍ଯ ଧନ୍ଯ ତାର ପିତା ମାତା ଧନ୍ଯବାଦ ସେହି ଗୁରୁଙ୍କୁ 🙏🙏
ବିଶ୍ୱାସ ହେଉନି ଯଦି ମୋ ସ୍କୁଲ କୁ ଆସ ହୋ ଦେଖି କି ଯିବ
ସରକାରୀ ସ୍କୁଲ ରେ ତୁମ ପିଲା କୁ ପଢାଉନ ବୋଧେ
ଏମିତି ବି ସରକାରୀ ସ୍କୁଲ ଅଛି, ବେସରକାରୀ ସ୍କୁଲ ପଛରେ ପଡ଼ିଯିବ, ବୁଝିଲ
ସରକାରୀ ଶିକ୍ଷକ କି ସରକାରୀ ବିଦ୍ୟାଳୟ ଖରାପ୍ ନୁହଁନ୍ତି
କିଛି ଲୋକ ଆଉ ସରକାର ଜାଣି ଜାଣି ସରକାରୀ ବିଦ୍ୟାଳୟ କୁ ତଳକୁ ଟାଣି ନଉଛନ୍ତି
Great respects for such hardworking teachers and blessings for these children
ସର୍ବ ପ୍ରଥମେ ଧନ୍ୟବାଦ k news
ଭଲ news ପ୍ରସାରଣ କରିଥିବାରୁ
ଏବଂ ଧନ୍ୟବାଦ ଶିକ୍ଷକ ଗଣ.
ଏ ମାନଙ୍କ ଗୁରୁଜନ ଓ ଶିକ୍ଷକ ମାନଙ୍କୁ ଧନ୍ୟବାଦ
ବହୁତ ବଢିଆ, ଭଲ ଛାତ୍ର, ଛାତ୍ରୀ, ଭଲ ଶିକ୍ଷୟତ୍ରୀ, ଶିକ୍ଷକ.
ବହୁତ ଭଲ ଶିକ୍ଷୟାତ୍ରୀ ଓ ଶିକ୍ଷକ ଆପଣଙ୍କ ଛାତ୍ର ଓ ଛାତ୍ରୀ ଙ୍କୁ ବହୁତ ଭଳ ଶିକ୍ଷା ଦାନ ପ୍ରଦାନ କରୁଛନ୍ତି। ବହୁତ ଚମତ୍କାର! ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ।
ବହୁତ ସୁନ୍ଦର 👌👌👌👌👌
ସବୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ❤
ଏହି ସରକାରି ବିଦ୍ୟାଳୟର ଶିକ୍ଷ୍ୟକ ଆଉ ଶିକ୍ଷ୍ୟତ୍ରୀ, ଛାତ୍ର ଆଉ ଛାତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ
ଓଡ଼ିଶା ର ବେଷ୍ଟ୍ schhol ର ମାନ୍ୟତା ଦିଆ ଯାଉ ❤❤❤❤❤❤
Tu age school ra spelling thik kar
😂@@Thalapathy123-z1h
ବର୍ତ୍ତମାନ ବଡ ବଡ ପାହ୍ୟାରେ ଥିବା ଅଧିକାଂଶ ବାବୁମାନେ ଦିନେ ଏହି ସରକାରୀ ସ୍କୁଲରୁ ପାଠ ପଢି ଯିବାପରେ ସରକାରୀ ସ୍କୁଲ୍କକୁ ବିଭିନ୍ନ ନିୟମରେ ଛନ୍ଦି ଦେଇଛନ୍ତି,ଯାହା ଦ୍ଵାରା ଶିକ୍ଷା ମହଙ୍ଗା ହେବାରେ ଲାଗିଛି।ବେସରକାରୀ ସ୍କୁଲ୍ ଉପରେ ନିର୍ଭର କରିବାକୁ ପଡୁଛି।ସରକାର ଟିକେ ଧ୍ୟାନ୍ନଦେଲେ ଲୁଚିଯାଉଥିବା ଭଲ ପ୍ରତିଭା ମାନେ ବାହାରକୁ ଆସିପାରନ୍ତେ।
ସରକାରୀ ସ୍କୁଲ ହଉ କି privet ଭଲ teacher ଥିଲେ ସବୁ ସମ୍ଭବ ଧନ୍ୟବାଦ sir ମହଦୟ ମାଙ୍କୁ
True
ମୋ ସମୟରେ ମୁଁ ଏତେ ଇଂରାଜୀ କହିପାରୁନଥିଲି, ଏ ପିଲା ମାନଙ୍କୁ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ
ବହୁତ୍ ସୁନ୍ଦର୍, ପିଲା ଙ୍କ ଭାଗ୍ୟ ଉଜ୍ଜଳ 😮
Well done
ଧନ୍ୟବାଦ ସ୍କୁଲ ଟିଚର କୁ ଏବଂ ତାର ମା ବାପା ଙ୍କୁ
ଟିଚର ପୂରୁସ୍କାର ପାଇବା ଦରକାର
ସ୍କୁଲ ଟିଚର ମାନଙ୍କୁ ବହୁତ ବହୁତ ଧନ୍ୟବାଦ
ବହୁତ ସୁନ୍ଦର। ତୁମମାନଙ୍କର ଆଗାମୀ ଚଳାପଥ କୁସୁମିତ ହେଉ।
ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ମାନଙ୍କୁ ଏଇ ପିଲା ମାନଙ୍କୁ ସତ୍ ଶିକ୍ଷା ଦେଇଥିବାରୁ,
ସତରେ ସରକାରୀ ସ୍କୁଲ ଜିନ୍ଦାବାଦ
I'm proud of you in primary school students all of and thank to you.. greatly teachers future.😊❤❤
ବହୁତ୍ ସୁନ୍ଦର୍ ପ୍ରୟାସ ଶିକ୍ଷକ ମାନଙ୍କୁ ଧନ୍ୟ ବlଦ ଜୟ ଜଗନ୍ନାଥ
Verynise❤❤❤❤
ଧନ୍ୟବାଦ। ଅତି ସୁନ୍ଦର। ସରକାର ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ଉଚିତ।
Aame dhanya heigalu tahale ....🥳🤞ae dina ku apekshya thila
ସୁନ୍ଦର ବହୁତ ସୁନ୍ଦର, ପ୍ରମାଣ ଏମିତି ଶିକ୍ଷକ ଶିକୟତ୍ରୀ ମାନଙ୍କୁ, ଧନ୍ୟବାଦ ଏମିତ କୁନି କୁନି ପିଲାଙ୍କୁ, ବାକି ସରକାରୀ ସ୍କୁଲ ଏମାନଙ୍କ ଠୁ ଶିଖିବା ନିହାତୀ ଦରକାର
ଅତି ସୁନ୍ଦର କଥା ହୃଦୟ କୁ ଛୁଇଁଲା 🙏🙏 ଏଇ ପିଲାଙ୍କ ଶିକ୍ଷା ପାଇଁ ବ୍ୟବସ୍ଥା ସରକାର କିଛି କରିବା ଦରକାର ଆପଣ କୁ ସେଲଟ୍
Tame jhia tuma jibanare bahut agaku jiba ❤ girl respect button 😊
ଅତି ସୁନ୍ଦର
ଧନ୍ୟବାଦ୍ ବେଟା,ଭଗବାନ ତୁମ ମାନଙ୍କୁ ସହାୟ ହୁଅନ୍ତୁ,ଆଗକୁ ଏହି ଭଳି ବଢ଼, ବାପା, ମାଆ,ଗୁରୁଜୀ ଙ୍କ ର ନାମ ବଢ଼ାଓ।
ବହୁତ ସୁନ୍ଦର ଝିଅ ମାନେ ସୁନ୍ଦର ଭାବେ ଇଂରାଜୀ କହୁଛନ୍ତୀ👌
Emiti pila nki dekhi english medium pila odia medium ku paleasibe wow wow govt power❤🎉🎉🎉... I ❤Govt school... Aji jou mane bada padabi re achanti sabu govt School power 💪
ଏମାନଙ୍କ ଶିକ୍ଷକଙ୍କୁ ଉପହାର ପ୍ରଦାନ କରିବା ଉଚିତ୍...❤❤❤
🎉😂😢😮😅😊❤
ଏହି ଭିଡ଼ିଓ ଦେଖି ସରକାରୀ ବିଦ୍ୟାଳୟ ପାଇଁ ଥିବା ସବୁ ଭୁଲ ଧାରଣ ଦୂର ହୋଇ ଗଲା । ସେମାନଙ୍କୁ ସୁଯୋଗ ଦେଲେ ସେମାନେ ବି ଆଗକୁ ବଢ଼ି ପାରିବେ ।❤❤
ସରକାରୀ ସ୍କୁଲରେ ପ୍ରତିଭାର ଅଭାବ ନାହିଁ, ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଓ ଗଣ ଶିକ୍ଷା ବିଭାଗର ଆନ୍ତରିକତା ର ଅଭାବ ଅଛି,,
Right
Right
Right 💯
Correct 💯
Right 💯
ପିଲା ମାନକ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନକୁ ବହୁତ ବହୁତ ଧନ୍ଯବାଦ🎉🎉🎉
ସ୍କୁଲ୍ ଋ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ
Yes
Left sight କୁନି ଝିଅଟି correct କରୁଛି excellent,,ପିଲାମାନେ ନିଶ୍ଚିନ୍ତ ବହୁତ୍ ଆଗକୁ ଯିବେ,best of luck all kids
👏👏 ସରକାରୀ ସ୍କୁଲ ର ଶିକ୍ଷକ ମାନଙ୍କୁ clerk ମାନଙ୍କ ଭଳି ଖଟଣି ଖଟାଯାଉଛି। ଯାହା ଫଳରେ ଯଉଟା ମୁଖ୍ୟ କାମ 'ପାଠ ପଢେଇବା' ସେଟା ପଛରେ ରହିଯାଉଛି।ତଥାପି ସେ busy schedule ଭିତରେ ବି ସମୟ କାଢି manage କରି ପିଲାମାନଙ୍କୁ ଉନ୍ନତ ଶିକ୍ଷା ଯୋଗାଇବାକୁ ପ୍ରୟାସ କରିଛନ୍ତି ଅପଙ୍କ ସ୍କୁଲ ରେ। ସେଥି ପାଇଁ ଧନୟବାଦ ଓ ଅଭିନନ୍ଦନ 🙏🏻। ଏମିତି ସବୁ ସରକାରୀ ସ୍କୁଲ ରେ ହୁଅନ୍ତା କି!
Outstanding......God bless you always.
School teacher ka kya kamal hain sabass bachu Or most humble salute all the teacher associations..🎉🎉🎉
ଖୁବ୍ ସୁନ୍ଦର 🎉🎉🎉
ସମସ୍ତ ଗୁରୁ ବାପା ଓ ଗୁରୁମା ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ପ୍ରଣାମ 🙏🙏❤️
ବାଃ, ଅତି ସୁନ୍ଦର। ଯେଉଁଠି ନେତା ମନ୍ତ୍ରୀମାନେ ଓଡ଼ିଆ ଲେଖିପାରୁ ନାହାଁନ୍ତି, ଛୋଟ ଛୋଟ କମଳ ମତି ପିଲା ଇଂରାଜୀରେ ସୁନ୍ଦର ଭାବରେ ଭାଷଣ ଦେଉଛନ୍ତି।।
ଆମ ଲୋକପ୍ରିୟ ବିଧାୟକ ତାରାପ୍ରସାଦ ବାହିନୀପତି ଜିନ୍ଦାବାଦ ସେ ଆମ ଜିଲ୍ଲା ପାଇଁ ଗୌରବର ପ୍ରତୀକ ଅଟନ୍ତି ❤❤❤❤
Great job 👍 Government school ପିଲା ବୋଲି ବହୁତ୍ talent,
Good job my child 🚸 god bless you
କେବଳ ଏହି ଇସକୁଲ ର ସାର ମାଡାମ ମାନଙ୍କୁ ହୃଦୟରୁ ନମସ୍କାର ଜୟଜଗନ୍ନାଥ
Odisha CM ଏ ପିଲା ଙ୍କ ଠାରୁ ଶିକ୍ଷା କରୁନ୍ତୂ
First u then other ok😂
Never blame CM in any case . . .
Navin pattanayak 20 barsa pare bi odia kahi pari leni😂😂😂😂
ନିଜେ ଓଡ଼ିଆ ଆଗ ସଠିକରେ ଲେଖିବା ଶିଖ
କରନ୍ତୁ କି କରୁନ୍ତୂ
@@sachinosm1790କିଛି ଅନ୍ଧଙ୍କୁ ଭାରି କଷ୍ଟ ହଉଛି
ଏଥିପାଇଁ ସେହି ବିଦ୍ୟାଳୟ ର ଗୁରୁ ଓ ଗୁରୁ ମା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଯେତେ ପ୍ରଶଂସା କଲେ ବି ସେତେ କମ୍। ଏଥି ସହିତ ପିଲା ମାନଙ୍କର ବାପା ମା ଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ୍। ପିଲା ମାନଙ୍କୁ ଠିକ୍ ବାଟରେ ନେଉଛନ୍ତି ❤❤❤❤❤🎉🎉🎉🎉🙏🙏🙏
👌ସାରା ମାଡାମ ଙ୍କୁ ଧନ୍ୟବାଦ ଏମିତି ପଡନ୍ତୁ ମାମ. ସାରା. ବହୁତ ସୁନ୍ଦର
Samasta Teachers and students mananku bahut bahut Dhanyawad God bless all of you ❤️
ସେଇ ବିଦ୍ୟାଳୟ ର ସମସ୍ତଙ୍କୁ ଧନ୍ୟବାଦ
🥰🥰🥰❤❤❤
These kids are our national treasure. They should nurture more and preserve their extraordinary talent..
I appreciate teachers for thier great effort.❤❤❤❤
Bandey utkala janani
ମୁଁ ବହୁତ ଖୁସି ଏତେ ଛୋଟ ଛୋଟ ପିଲା ଏତେ ସୁନ୍ଦର ଭାଷଣ ଦେଉଛନ୍ତି
ବୁହୁତ ସୁଦର ପିଲା ଏ ପିଲାର ଭାଗ୍ୟ ଉଜ୍ଜଳ ହେଉ
କିଏ କଣ ଖାଇଲା,କିଏ କଣ ପିନ୍ଧିଚି,କିଏ ସୁନା କିଣିଲା, ଇତ୍ୟାଦି ବିଷୟରେ you tube ନ ଦେଖାଇ ଏହି ସବୁ ଯଦି ଭିଡିଓ ଦେଖାଇଲେ , ତାହାଲେ ଏମାନଙ୍କ ଠାରୁ ସବୁ ଛୁଆ କିଛି ଭଲ ଶିକ୍ଷା ଲାଭ କରିବେ,❤
Superb my sister
Omg⚡🦋 O bhai କାଶ ଆମ ସମୟରେ ଏମିତି English language ରେ ଶିକ୍ଷା ଦିଆ ଯାଇଥିଲେ ଆଜି ମୁ ଭଲ job କରିପାରିଥାନ୍ତି ସେଠାରେ ଶିକ୍ଷକ ମାନଙ୍କ ଭୂମିକା ଅତି ସୁନ୍ଦର୍ ତାଙ୍କୁ ମୋର କୋଟି କୋଟି🙏🙏🙏🙏 କାରଣ ମୁ ଯେମିତି ଅସୁବିଧା ରେ ସମ୍ମୁଖୀନ ହେଉଛି ଆଉ ସେମିତି ପିଲାମାନଙ୍କର ନ ହେଉ 🙏
ବହୁତ ସୁନ୍ଦର 🙏🙏🙏
ବହୁତ ଭଲ
Superb my children.... You all are future of this Nation.. 🙏🏻🙏🏻love u all and have a successful carrer ahead
Bahut Sunder❤
🌹🌹🌹👌🏻
ଭଗବାନ ଖୁସିରେ ରଖନ୍ତୁ ରେ ମାଆ 😊😊❤
ବହୁତ ସୁନ୍ଦର। all credit goes to these kids and teacher...
ବହୁତ ଭଲ ଛାତ୍ରୀ ମାନେ କୁସିଲାଗୁଚି
Very nice ଅତି ସୁନ୍ଦର ବହୁତ୍ ବଡ଼ିଆ 👍👌💪❤🌹🌹
ସତରେ ଭାଗବାନ ଏମାନ ଙ୍କୁ ଭଲ ମଣିଷ କରନ୍ତୁ
😢😮😮😅😊❤
Waa kya baat hai.. God bless you BETA
Wow🎉
Bahut.badhiaa
ବହୁତ୍ ଭଲ ଲାଗିଲା ଛଟ ଝିଅ ମାନଙ୍କର ..ସରକାରୀ ସ୍କୁଲ.ଝିଅ ଜିନ୍ଦାବାଦ୍
Very good students and teachers
Theirs teachings method and spoken English are highly appreciated.
Dr j Behera
We feel blessed that you are the future of our Odisha students. I want to thank you sir. It would be great to have a master like you in Odisha. Thank you sir.
God bless you🙏 beta keep it up❤❤❤
Bohut garba laguchhi dhanyawad janauchi Teacher's mananku and tankara parents mananku.
Bright future.. Care these students... Real nation builders ahead
ଏ ହେଉଛି ଅଣ୍ଡା ଛଟୁଆର କମାଲ । ସାର ଓ ପିଲାମାନଙ୍କୁ ଧନ୍ୟବାଦ୍ ।
Wonderful wonderful ❤❤❤ Thanks and best wishes to all teachers and students❤❤❤🎉🎉🎉
Great ❤❤❤❤❤
Bahut bahut dhanyawad sei school re ticher nku❤❤❤
Thank u teacher
God bless you.. ସତ ରେ। ଆଜି କାଲି ରୋ କୁନି ଚୁଆ ମାନ କୁ ପାରି ହେବ ନି
Best of luck
Bhagwan tumar Mangal karantu
Thank you
God bless you your family 🙏
Thank you all Teachers and teaches
Best of luck
God bless bright future 💕
Salute to the Teacher behind production of such outstanding kids !
ବହୁତ ଭଲ ଆମ ତରଫରୁ 👍👍👍🎉🎉🎉
Good principal teacher's &student's good good good
Really proud of u and ur lovely teachers..
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତୋସମେ ଶ୍ରୀ ଗୁରୁ ଭେ ମନ
Really l salute to your all friends... and too you... God bless you...
Great
ସିଖ୍ୟକ୍ ଶିକ୍ଷୟତ୍ରୀ ସମ୍ମାନୀତ ହେବା ଉଚିତ ହୃଦୟରୁ ସେମାନଙ୍କୁ ସାଲୁଟ ବନ୍ଦେ ଉତ୍କଳଜନନୀ
Proud of you beta❤❤❤❤
ବହୁତ ସୁନ୍ଦର all the best 👍
Great 💞💞💞💞love you yar 💞💞i appreciate to you're speech
Bahut bhala English kahucha beta ❤god bless you 😊
ଏହି ଝିଅ ପାଇଁ ସବୁ ଶିକ୍ଷକ ସମାଜ ଗର୍ବିତ