New Styles Of Kirtans Across Odisha

Поделиться
HTML-код
  • Опубликовано: 21 сен 2024
  • New Styles Of Kirtans Across Odisha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 2,9 тыс.

  • @m.mnaik.9234
    @m.mnaik.9234 2 года назад +137

    ସେଇଥି ପାଇଁ.... ଅଚିନ୍ହା ରୋଗ ପୃଥିବୀ ପୃଷ୍ଟ କୁ ମାଡି ଆସୁଚି... ବେଳ ଥାଉ ସୁଧୀରି ଯାଅ.... ଜୟ ଜଗନ୍ନାଥ ସ୍ୱାମୀ..... 🙏🙏🙏

    • @m.mnaik.9234
      @m.mnaik.9234 2 года назад +1

      @Suman Kandi ପଣ୍ଡିତ ମାନେ କେବେ ଏମିତି ମୋ ଭଳି କହିବେନି..... ପଣ୍ଡିତ ମାନେ ଗୁପ୍ତ ରୁହନ୍ତି

    • @papunaik2647
      @papunaik2647 2 года назад

      @Suman Kandi amane gate gate namo sankurtano pain kalonka

    • @Rupa_Art
      @Rupa_Art 2 года назад

      Thik kahichha sanga

  • @souryadevansh1796
    @souryadevansh1796 2 года назад +490

    ଅଷ୍ଟପ୍ରହରୀ ର ଅପମାନ ହେଉଛି,......ଜୟ ଜଗନ୍ନାଥ. ...🙏🙏🙏🙏🙏🙏🙏

  • @raktaranjanrout1992
    @raktaranjanrout1992 2 года назад +569

    ଏଥିରୁ ଜଣାପଡୁଛି ମଣିଷ ନିଜ ସ୍ୱାର୍ଥ ପାଇଁ ଭଗବାନଙ୍କୁ ମଧ୍ୟ ଅଶ୍ଳୀଳ କରିବ। ହେ ପ୍ରଭୁ ସଦବୁଦ୍ଧି ସମସ୍ତଙ୍କୁ ପ୍ରଦାନ କରନ୍ତୁ।

    • @Umakanta-Bibhar
      @Umakanta-Bibhar 2 года назад +5

      ଏଥିରେ ଏମାନଙ୍କର କୌଣସି ଦୋଷ ନାହିଁ ସବୁ ସେ ଉପର୍ ବାଲାର କାରନାମା

    • @deepkumarbeheramilu6089
      @deepkumarbeheramilu6089 2 года назад +2

      Right bro

    • @debasissatapathy5132
      @debasissatapathy5132 2 года назад

      it is alleged that the ambassador provided the information to hussein. O lord, give wisdom to all.

    • @m.mnaik.9234
      @m.mnaik.9234 2 года назад +1

      Right

    • @sanjayjena7186
      @sanjayjena7186 2 года назад +5

      Upara bala kan asi kahithile ki
      Tame kariba upara bala na re dei deba

  • @santosh5844
    @santosh5844 2 года назад +63

    ଆମ ସଂସ୍କୃତି ଓ ପରମ୍ପରା ଠାରୁ ବାହାରେ ଏବଂ ଭଗବାନଙ୍କ
    ମହାମନ୍ତ୍ର କୁ ପରିହାସ କରିବା ମହା ପାପ, ଏଭଳି କରିବା ଅନୁଚିତ।

  • @niranjanamohanty6111
    @niranjanamohanty6111 Год назад +10

    ଦୋଷ ସେମାନଙ୍କର ନାହିଁ। ଦୋଷ ହେଉଛି ଯେଉଁ ମାନେ ମାନରଞ୍ଜନ କରିବାପାଇଁ ନେଇ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ସରମ ଓ ଖାସୁ ଖାସୁଆ ଲାଗିବ ଦରକାର।।

  • @anusyasur6030
    @anusyasur6030 2 года назад +119

    ଆରେ ଭାଇ ଓ ଭଉଣୀ ମାନେ ଆମେ ମନେ ହିଁ ଏଥି ପାଇଁ ଦାୟୀ ଆମେ ଯଦି ଏଗୁଡ଼ିକ ପ୍ରଶୟ ଦେଇ ନଥାନ୍ତେ ଆଜି ଏ ଭଳି ଘଟନା ଘଟି ନଥାନ୍ତା ସବୁ ରି ମୂଳରେ ଆମେ ମନେ ଦାୟୀ ଆମେ ସୁଧୁରିଲେ ସବୁ କିଛି ଠିକ୍

  • @adarshpathasala5523
    @adarshpathasala5523 2 года назад +162

    ଏମାନେ ପଇସା ପାଇଁ ନିଜ ସଂସ୍କୃତି ପରମ୍ପରା କୁ ବଳି ପକେଇ ଦେଉଛନ୍ତି । ଏହାକୁ ଘୋର ବିରୋଧ କରିବା ଆବଶ୍ୟକ। ଦୟା କରି ଏପରି କରନ୍ତୁ ନାହିଁ ।🙏

    • @artbylikun21
      @artbylikun21 2 года назад +2

      Thik katha

    • @supriyamohanty1833
      @supriyamohanty1833 2 года назад

      Shameless people

    • @tanayabehera2630
      @tanayabehera2630 2 года назад

      Loka kara demand anusare semane adhunika sankirtana karuchanti,loka jadi traditional sankirtana demand karibe semane traditional karibe.kirtana bala kara kichi bhul nahi ama samaj ra bhul

    • @manojpradhan1581
      @manojpradhan1581 2 года назад

      Tathapi se mane manisa nuhe asavya lokao pagal

  • @tapaswinisamal2882
    @tapaswinisamal2882 2 года назад +113

    ଧିକ୍ ଆମ ଜନ୍ମକୁ।ବିଦେଶୀ ମାନେ ଶାଢ଼ୀ ପିନ୍ଧି କୀର୍ତ୍ତନ କରୁଥିବା ବେଳେ ଆମେ କଣ କରୁଛ?

  • @odiacuttackjhiamona8782
    @odiacuttackjhiamona8782 2 года назад +3

    ଏଇ ଓଡ଼ିଶା ରେ କେବେ ବି ପାପ ର ଅନ୍ତ ହେବନାହିଁ... ଆହୁରି ବିପଦ ଆସିବ... ଏଇ ମାନଙ୍କ ଯୋଗୁ ସେଥିପାଇଁ ଏତେ ଓଡ଼ିଶା କୁ ବିପଦ ଆସୁଛି... ଭଗବାନ୍ ଙ୍କୁ ନେଇକି ମଜାକ.... ହେ ପ୍ରଭୁ ତୁମେ ହି ରକ୍ଷା କର ଏଇ ଜଗତ କୁ...🙏🙏🙏🙏

  • @bbstatus7446
    @bbstatus7446 2 года назад +1

    Hmm ETA aka Satya Katha otv ro asithibaru MO apanku dhanyabad dauchi
    Pura right Katha
    Very very thanks 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @alokalone1149
    @alokalone1149 2 года назад +20

    ମଣିମା ମୁଁ Bangalore ରହୁଛି ଏମିତି କିର୍ତ୍ତନ ହେଖିଲା ପରେ ମୁଁ ଓଡ଼ିଆ ବୋଲି କହିବାକୁ ମୋତେ ଲାଜ ଲାଗୁଛି
    ମୁଁ ସବୁ ବେଳେ ନାମ ସଂକୀର୍ତ୍ତନ କୁ ଭଲ ପାଏ
    କିର୍ତ୍ତନ ଶୁଣିବାକୁ ପାଗଳ ହୁଏ
    ଆଉ ଆମ ଭାଇ ମାନେ ନାମର ଭଲ ମାନ ରଖିଛନ୍ତି
    କଥା ଟି ମନେ ପଡୁଛି 💞 କହିଲେ କୂଳ କୁଣ୍ଡୁମ୍ବକୁ ଲାଜ ନ କ‌ହିଲେ କୂଳ ଭାସି ଯାଉଛି

  • @parakhitabaithal6839
    @parakhitabaithal6839 2 года назад +64

    ଭାରି ଦୁଃଖ ଲାଗୁଛି ଯେ ଏମାନେ କଣ କରିବାକୁ ଚାହୁଁଛନ୍ତି ଆମ ସଂସ୍କୃତି କୁ,, 😭😭😭😭😭

  • @bijaybehera9808
    @bijaybehera9808 2 года назад +168

    ଏ ମାନଙ୍କ ପାଇଁ ଏକ ପ୍ରକାର ଘୁନ୍ୟ ସମ୍ପ୍ରଦାୟ ସୃଷ୍ଟି କରିଦେବ ଓଡ଼ିଶା...

  • @satyaranjanbehera3571
    @satyaranjanbehera3571 2 года назад +19

    ଏଇଟା କେବଳ ଶିକ୍ଷ୍ୟା ଓ ସଂସ୍କାର ର ଅଭାବ।
    Please respect and care our culture 🙏

  • @bkswain4553
    @bkswain4553 2 года назад +8

    ମତେ ଲାଗୁଚି କଳିଯୁଗ ଶେଷ ହେଇ ଯିବ , ଏ ସାଲାଗୁଡା ଅରୁଆ ଡାଲମା ପାଇଁ ଏମିତି ନାଚୁ ଛନ୍ତି

  • @bablinaik365
    @bablinaik365 2 года назад +178

    ଏମିତି କରିବା ଉଚିତ୍ ନୁହେଁ, ଭଗବାନଙ୍କ ଅପମାନ କରିବା ସହିତ ସମାନ।ଜୟ ମହାଦେବ ସମସ୍ତଙ୍କର ମଂଗଳ କରନ୍ତୁ।🙏🙏🙏

    • @nilakanthadas4761
      @nilakanthadas4761 2 года назад

      Jadi aita bhagbanka apaman mandira ku fashion heiki jibata kete dura patyanta thik. Bhai jahar jota iccha. Jadi jane bhul kala bgagban jadi sange sange danda diyante sabu thik heithanta seita ta hebani apaman hela kouthi.

    • @PrakashChandra766
      @PrakashChandra766 2 года назад

      Bhai Bhagawan nku kehi b apamaanita kari paaribeni. Ae maane nija ra apamaan karuchhanti.

    • @dhusasanparida9574
      @dhusasanparida9574 2 года назад

      Apugram thike nohe mnuranjan kruchhnti

    • @basudevdas2680
      @basudevdas2680 2 года назад

      Right bhai

    • @bablinaik365
      @bablinaik365 2 года назад

      @@nilakanthadas4761 , ଯିଏ ଯେମିତି ଦୁନିଆକୁ ସେ ସେମିତି ହି ଦେଖିବ, ଭାଇ ଏଇଟା ସତ୍ୟ ଯୁଗ ନୁହଁ ଯେ ଦଣ୍ଡ ଦେବା ପାଇଁ ପ୍ରଭୁ ନିଜେ ଆସିବେ, ଏଇଟା କଳିଯୁଗ . ସବୁ modern କରିପାରିବ,ନିଜର ମନୋରଞ୍ଜନ ପାଇଁ but ପ୍ରଭୁଙ୍କ ନାମକୁ କରିପାରିବନି. 🙏

  • @dharmapadaofficial6169
    @dharmapadaofficial6169 2 года назад +168

    ଆମ ଦେଶ ଦୁଇଟି ଜିନିଷ ପାଇଁ ପ୍ରତିଷ୍ଠିତ, ଗୋଟିଏ ସଂସ୍କୃତ ଆଉ ତାର ସଂସ୍କୃତି ଯାହା ପାଇଁ ପୁରା ବିଶ୍ଵ ମାନୁଥିଲେ ବିଶ୍ୱଗୁରୁ ଭାରତ କୁ, ହେଲେ ଏମାନେ ତାର ବିନାଶ ଦିଗରେ ସମ୍ପୂର୍ଣ୍ଣ ଆଗଭର

  • @saswatmandal7440
    @saswatmandal7440 2 года назад +229

    ଏମାନଙ୍କ ପାଇଁ ହିନ୍ଦୁ ସମାଜରେ କଳଙ୍କିତ କରୁଛନ୍ତି।

    • @saswatmandal7440
      @saswatmandal7440 2 года назад +4

      ଆଧୁନିକ କହିଲେ କିଛି ନୂଆ କାର୍ଯ୍ୟ ଶୈଳୀ କୁ ବୁଝାଏ ।ତା ଅର୍ଥ ନୁହେଁ ଇଶ୍ଵରଙ୍କ ଚରିତ୍ର କୁ ଅବମାନନା କରିବା।ମାନବ ସମାଜ କୁ ସଦ୍ ବୁଦ୍ଧି ଦିଅନ୍ତୁ ପ୍ରଭୁ।

    • @sarojmannjiban..9511
      @sarojmannjiban..9511 2 года назад +5

      ଯେତିକି ପାଟି ଆଠୀ କୀର୍ତ୍ତନ କରୁଛନ୍ତି a ମାନଙ୍କୁ ସମସ୍ତଙ୍କୁ ମୁ ଦେଖିଛି ଭାଇ ଏ ମାନେ ସୁଧୁରି6ବ ନାହିଁ

    • @kirandigal4006
      @kirandigal4006 2 года назад

      😃😃😃😃😃😃😃😃

    • @sriradhakadas5204
      @sriradhakadas5204 2 года назад +2

      @Sanjiti Kumar Lenka but sethire film gita ra music bhali gaiba thik nuha . Because ethire Jete bele loke sunibe ta tanka manare bhakti nuhe sehi film gita gudika chaliba. Which is bad.

    • @Suryakanta1715
      @Suryakanta1715 2 года назад +2

      Ha Tamra jou bhakti ame sabu dekuchu ba

  • @baidyanathbarik4889
    @baidyanathbarik4889 2 года назад +6

    ଏହାକୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ।ସନାତନ ଧର୍ମ ତଥା ସରକାର ଏହାର ଯଥାଶୀଘ୍ର ବିଚାର କରନ୍ତୁ।
    ଜୟ ଶ୍ରୀକୃଷ୍ଣ,ଜୟ ଜଗନ୍ନାଥ।

  • @krupasagarbhoi980
    @krupasagarbhoi980 2 года назад +2

    ଭଗବାନ ଙ୍କ ହରି ନାମ ଆଜି ଏଇ ଦୁନିଆ ରେ ମନୋରଞ୍ଜନ କରିବା ଉଦେଶ୍ୟରେ ହେଉଛି........ଧନ୍ୟ ଏଇ ମାନବ ସମାଜ 🙏🙏🙏🙏

  • @rakeshmajhi4835
    @rakeshmajhi4835 2 года назад +46

    ଭଗବାନ ଙ୍କ ନାମ ସଙ୍କୀର୍ତ୍ତନ ନାରେ ପ୍ରହସନ । ଏହା ଓଡ଼ିଆ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ।ଏମାନେ ଭଗବାନ ଙ୍କ ନାମ ସଙ୍କୀର୍ତ୍ତନ କୁ ଆଧୁନିକ ସଙ୍ଗୀତରେ ପରିବେଷଣ କରି ସମାଜକୁ କଳଙ୍କିତ କରୁଛନ୍ତି। ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।

  • @satyadalai1220
    @satyadalai1220 2 года назад +110

    ଘୋର କିଳୀକାଳ ଜୟ ଶ୍ରୀ କୃଷ୍ଣ 🙏🙏🙏 ଜୟ ଶ୍ରୀ କୃଷ୍ଣ 🙏 ଜୟ ଶ୍ରୀ କୃଷ୍ଣ 🙏🙏

  • @23-sangramkumarjena50
    @23-sangramkumarjena50 2 года назад +157

    ଦୁଃଖ ଲାଗୁଛି ଏପରି ପରିବେଶ ଦେଖି, ଏହା ଆମ ସଂସ୍କୃତି ପାଇଁ କଳଙ୍କିତ ବାତାବରଣ। କିଛି ଏହିପରି ବାଜ୍ୟ ଅନୁଷ୍ଠାନ ପାଇଁ ସଂପୂର୍ଣ ଓଡିଆ ଜାତି ତାର ସଂସ୍କୃତି କୁ ହରେଇବାକୁ ବେଶି ସମୟ ଲାଗିବନି। ଏହା ଆମକୁ ଲଜ୍ଜା ଅନୁଭବ କରାଉଛି, ଦୟାକରି ଏ ଆଧୁନିକ ଶୈଳୀ ସମାପ୍ତ କରନ୍ତୁ। 🙏

    • @satyanarayanbehera2683
      @satyanarayanbehera2683 2 года назад +2

      Bartaman jaha hauchhi a e ta thik hauni,Lajja lajja lajja,

    • @Skumar-jl1tq
      @Skumar-jl1tq 2 года назад +2

      ଏହା ହିନ୍ଦୁ ଧର୍ମ ପାଇଁ ଅପମାନ

    • @bindashmusic143
      @bindashmusic143 2 года назад +2

      Sata katha bhai bahut dukha laguchhi amiti sabu dekhiki

    • @prajanadattaputhal7034
      @prajanadattaputhal7034 2 года назад +1

      Bhai re ama loka manakara bhul

    • @23-sangramkumarjena50
      @23-sangramkumarjena50 2 года назад +3

      @@prajanadattaputhal7034 ଯେଉଁମାନେ ନୂତନ ନୃତ୍ଯ ଆଉ ସଂଗୀତ କୁ ଏଭଳି ଅଷ୍ଟପ୍ରହରୀ ଭଳି ପାରମ୍ପାରିକ କାର୍ଯ୍ୟକ୍ରମରେ ସାମିଲ କରୁଛନ୍ତି ଭୁଲ ସେମାନଙ୍କର, ତତସହିତ ଯେଉଁ ଅନୁଷ୍ଠାନ ଏହାକୁ ବିରୋଧ ନକରି ଏହାକୁ ଉପଭୋଗ କରୁଛନ୍ତି।

  • @ankitasingh3863
    @ankitasingh3863 2 года назад +6

    ହିନ୍ଦୁଧର୍ମ କୁ କଳଙ୍କିତ କରୁଥିବା ଲୋକମାନଙ୍କୁ କଠୋର ଦଣ୍ଡ ଦେବା ଉଚିତ୍ ||
    🙏 ଜାଗୋ ହିନ୍ଦୁ ଜାଗୋ 🙏
    🙏 ଜୟ ଜଗନ୍ନାଥ। 🙏

  • @nrusinghabehera4020
    @nrusinghabehera4020 2 года назад +2

    ଜୟ ଜଗନ୍ନାଥ ପ୍ରଭୁ ଆପଣ ନ୍ୟାୟ କର

  • @brajamohansethi2780
    @brajamohansethi2780 2 года назад +39

    ମହା ମୂର୍ଖ ଗାୟକ ମାନେ ଏମିତି କାର୍ଯ୍ୟ କରୁଛନ୍ତି, ହିନ୍ଦୁ ଧର୍ମ ର କୁଠାର ଘାତ ହେଉଛି, ଜୟ ଶ୍ରୀ ରାମ

  • @sahadevlifestyle4596
    @sahadevlifestyle4596 2 года назад +39

    ଅତି କଦର୍ୟ୍ଯ ଓ ଏମାନ ଙ୍କୁ ଯିଏ ଡାକୁଛି ସେମାନେ ଜଣେ ଜଣେ ବେହ୍ୟା ଏମାନଙ୍କର ଖାଲି ଭକ୍ତି ଝରି ପଡୁଛି ଓଡିଶା ର ପରମ୍ପରା କୁ ଏମାନେ ପୋଡି ଖାଇଲେଣି

  • @mokandhamal5640
    @mokandhamal5640 2 года назад +160

    ଏହା ଆଦୌ ଠିକ୍ ନୁହେଁ ଓଡ଼ିଆ ଭଜନ ଗୀତ ରେ ହରେ କୃଷ୍ଣ ହରେ ରାମ ଭାଙ୍ଗିକି ବୋଲିଲେ ଭଲ ହୁଅନ୍ତା।ମୋର ଓଡ଼ିଶା ଲୋକଙ୍କୁ ଅନୁରୋଧ ସେମାନେ ଏପରି ନ କରନ୍ତୁ।

  • @biswnathpadhiary1329
    @biswnathpadhiary1329 2 года назад +2

    କଳୀ ର ଶେଷ ସମୟ ସେଥି ପାଇଁ ଲୋକ ମାନେ ଭଗବାନ୍ ଙ୍କୁ ବି ଭୁଲି ଯାଉଛନ୍ତି ଆଉ ନିଜ ସଂସ୍କୃତି ଆଉ ପରମ୍ପରା ସବୁ ଚୁଲି ରେ ପୋଡ଼ି ଖାଇ ଦେଲେଣି ଛି ରେ ମାନବ ସମାଜ । ଶେଷ ରେ ଏଇ ଦିନ ଦେଖିବାର ଥିଲା କିଛିଟା ଟଙ୍କା ଆଉ ମଣିଷ ର ମନ କୁ ବୁଝେଇବା ପାଇଁ ଏଇ ସବୁ ପ୍ରୟାସ କରା ଯାଉଛି ବୋହୁତ ଦୟନୀୟ ଏବଂ ଶୋଚନୀୟ ପରିସ୍ଥିତି 😭😭

  • @prasantnaik6473
    @prasantnaik6473 2 года назад +1

    ହେ ଭଗବାନ ଏମିତିବି ଦିନ ଆସିଲା 🙏🙏 ଭଗବାନ ଙ୍କ ନାମରେ ଇଏକି ଭଜନ କୀର୍ତନ ଏମିତି କରିବା ଅନୁଚିତ ଆଗକାଳର ଭଂଜନ କୀର୍ତନ ଲୁଚିଗଲା 🙏 କିଯୁଗାହେଲା ଘୋର କଳିଯୁଗ 🙏 ଟିକେ ରୋମାଞ୍ଚକ ପାଇଁ ଏମିତି କରନି 🙏🙏🙏🙏🙏🙏

  • @satyabratasahoo2577
    @satyabratasahoo2577 2 года назад +53

    ଯେଉଁ ମାନେ ହିନ୍ଦୁ ଧର୍ମ କ'ଣ ଜାଣିନାହାନ୍ତି ଓ ଯେଉଁ ପରିବାର ହିନ୍ଦୁ ଧର୍ମର ସଂସ୍କାର କ'ଣ ଜାଣିନାହାନ୍ତି ସେମାନେ ଏଭଳି ସମାଜ କୁ ସଂସ୍କାର ଦେବେ. ଭଗବାନ ଙ୍କ ନାମ ଧରିବା ପାଇଁ ଏମାନେ ଯୋଗ୍ୟତା ନାହିଁ(ଜୟ ଜଗନ୍ନାଥ)

    • @NikhilKumardkl
      @NikhilKumardkl 2 года назад +1

      ଭଗବାନ ଙ୍କ ନାମ ନେଇ ଯେଉଁ ମାନେ ଗରିବ ଲୋକଙ୍କୁ ଗାଡ଼ି ମାରୁଛନ୍ତି ତାକୁ କ'ଣ କହିବା

    • @aswinisahoo1502
      @aswinisahoo1502 2 года назад

      @@NikhilKumardkl tate kie g marila kire mgg

    • @NikhilKumardkl
      @NikhilKumardkl 2 года назад

      @@aswinisahoo1502 ଗରିବ ଲୋକ ହେଲେ ସିନା ଜାଣିବ ଦୁଃଖ ତମେ ତ ଧନୀ ଲୋକ

  • @santoshighosh6962
    @santoshighosh6962 2 года назад +87

    ଏ ସବୁ ତୁରନ୍ତ ବନ୍ଦ୍ କରିବା ଦରକାର । ଆମ ଓଡ଼ିଶା ର ସଂସ୍କୃତି କୁ କଳୁଷିତ କରୁଛି। What a nonsense thing

  • @itsUmacreations
    @itsUmacreations 2 года назад +21

    ଓଲଟା ଯୁଗରେ ଓଲଟା କାମ...
    ଘୋର କଳି କାଳ .....
    ହେ ପ୍ରଭୁ ! ଏମାନଙ୍କୁ ସଦବୁଦ୍ଧି ଦିଅ 😭😭😭😭😭😭😭😭
    ଏମାନଙ୍କ ଯୋଗୁଁ ଆଜି ଆମ ହିନ୍ଦୁ ସଂସ୍କୃତି କଦର୍ଯ୍ୟ ହୋଇଯାଇଛି

  • @lokanathnial3528
    @lokanathnial3528 2 года назад +1

    Thanks otv tim ajijaniparila

  • @gautamnaik4938
    @gautamnaik4938 2 года назад

    Ghor koli kalo,jai jagannath,ai bhai bhouni mananku sadbudhi diontu prabhu 🙏🏽🙏🏽🙏🏽

  • @prabhatkumardigal1402
    @prabhatkumardigal1402 2 года назад +33

    ଆମ କନ୍ଧମାଳ ରେ ଏମିତି କୀର୍ତ୍ତନ ହୁଏନାହିଁ please ଦୟା କରି ଅଷ୍ଟପ୍ରହରୀ ଯଜ୍ଞ ଭୋଳି ଯାଗାରେ ଏହିଭଳି ନୃତ୍ୟ କରନ୍ତୁ ନାହିଁ

    • @nirmanentertainmentcreatio748
      @nirmanentertainmentcreatio748 2 года назад

      ଠିକ କଥା

    • @sekharpradhan
      @sekharpradhan 2 года назад

      Yes, right other districts conducting this type of dance.

    • @prabhatkumardigal1402
      @prabhatkumardigal1402 2 года назад

      @@nirmanentertainmentcreatio748 thank you brother

    • @sadanmajhi5001
      @sadanmajhi5001 2 года назад

      ଆମୋ କୋରାପୁଟ ରେ ବି ଏମିତି କୀର୍ତ୍ତନ ,ହେଉନି 🙏🏻🙏🏻🙏🏻

  • @Myzamana57kViews........
    @Myzamana57kViews........ 2 года назад +13

    ଏମାନଙ୍କୁ ରୋକିବା ଉଚିତ୍ ଏମାନଙ୍କ ପ୍ରତି କାର୍ଯ୍ୟନଷ୍ଠାନ ନେଲେ ଆଗକୁ ଆଉ କେହି ଏମିତି କରିବାକୁ ସାହସ କରିବେନି

  • @pintumeher4136
    @pintumeher4136 2 года назад +8

    ଆମେ ଜାଣିବା ଉଚିତ୍ ଯେ ଭଗବାନ ଏକ କିନ୍ତୁ ତାଙ୍କ ନିକଟକୁ ଭକ୍ତିର ମାର୍ଗ ଅଲଗା ଅଲଗା...........।
    ଯେଉଁମାନେ ଭଗବାନଙ୍କୁ ଆନ୍ତରିକତା ସହ ଭଲ ପାଉଥିବେ ସେମାନେ ବୁଝି ଯିବେ.....
    ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @krupabishi9821
    @krupabishi9821 2 года назад +1

    Mast laguchhi dence

  • @bidyaprabesha7973
    @bidyaprabesha7973 2 года назад

    ଏମାନଙ୍କୁ ଲାଜ ଲାଗିବା କଥା ଆମ ସଂସ୍କୃତିକୁ ଅପଭ୍ରଂଶ କରୁଛନ୍ତି। ହେ ଭଗବାନ୍ ଏମାନଙ୍କୁ ସତ୍ ବୁଦ୍ଧି ଦିଅ।

  • @roshnimohapatra1523
    @roshnimohapatra1523 2 года назад +90

    Let them watch the foreigners how they are dancing in devotional songs with lots of blessings and love ♥️

    • @rasmitabehera7481
      @rasmitabehera7481 2 года назад

      Soinnnln

    • @ajaykumar..8
      @ajaykumar..8 2 года назад +2

      This is the modern India where foreigners celebrating our indian culture with great systematic manner but our indian moving towards western culture.

    • @swagatswain2943
      @swagatswain2943 2 года назад

      People r nonsnce who watch them live....

    • @sagarsagar242
      @sagarsagar242 2 года назад

      Hmm bro

    • @pravatb444
      @pravatb444 2 года назад

      @@rasmitabehera7481 what

  • @susantapapi216
    @susantapapi216 2 года назад +19

    ଆରେ କାହାକୁ କହୁଛ ନିଜେ ବଦଳିଯାଅ
    ଏ ସବୁ ଆମ ପାଇଁ ହଉଛି ଆମେ ଯଦି ଏଭଳି ଗ୍ରୁପ ନ ଡାକିବା ଏ ସବୁ close ହେଇଯିବ
    ସମସ୍ତଙ୍କୁ ଅନୁରୋଧ ଓଡ଼ିଆ ପରମ୍ପରା କୁ ଧରି ଚାଲ ଏଭଳି ନିନ୍ଦନୀୟ କାର୍ଯ୍ୟ ରୁ ନିଜକୁ ଦୁରେଇ ରଖ

  • @djbabunasailobadabildjbabu2056
    @djbabunasailobadabildjbabu2056 2 года назад +28

    ଭଗବାନଙ୍କୁ ନ ଡରିଲେ ଚଳିଯିବ କିନ୍ତୁ ତୁମ କର୍ମକୁ ଡରିବାକୁ ହେବ କାରଣ କରିଥିବା କର୍ମର ଫଳ ଭଗବାନଙ୍କୁ ବି ଭୋଗିବାକୁ ପଡିଛି , କର୍ମର ଫଳ ମିଳିବ କିନ୍ତୁ କାହାକୁ ଶୀଘ୍ର ତ କାହାକୁ ଡେରିଲେ

  • @hellotunnel9780
    @hellotunnel9780 2 года назад +4

    ତୁରନ୍ତ ଏଭଳୀ କାର୍ଯ୍ୟକ୍ରମ କୁ ନିନ୍ଦା କରାଯିବା ଦରକାର ଆଉ ଜଉ ଲୋକ ଏମାନଙ୍କୁ ଅନୁମତି ଦେଉଛନ୍ତି ସେମାନଙ୍କୁ ପ୍ରତିବାଦ କରିବା ଆବଶ୍ୟକ

  • @prasantnaik6473
    @prasantnaik6473 2 года назад +1

    ସତରେ ଏମାନେ ଆମ ସଂକୃତି ଆଉ ଅରମ୍ପରକୁ ପୋଡି ଖାଇଲେଣି

  • @parampitar_santan
    @parampitar_santan 2 года назад +11

    ଆଉ ଯେଉଁଠି ଏଇ ଅଷ୍ଟପ୍ରହରୀ ଅନୁଷ୍ଠିତ ହୋଇଛି ସେଠିକାର ଲୋକ ମାନେ ଯେ କିପରି କିଛି କହିନାହାନ୍ତି ମୁଁ ବୁଝି ପାରୁନି ,ଛି ଛି ଭଗବାନଙ୍କୁ ଟିକେ ଡର ରେ

    • @balarampanighari3089
      @balarampanighari3089 2 года назад +1

      Bhai jeumane prahari karuchhanti amiti dala hi khojuchhanti

    • @parampitar_santan
      @parampitar_santan 2 года назад

      @@balarampanighari3089 ସେଇ ତ ସେମାନଙ୍କୁ ରୋକିବା ପାଇଁ କେହି ନାହାନ୍ତି,ଯଦି ଭୁଲ ହେଉଛି ତେବେ ତାକୁ ଆକଟ କରିବାର ଆବଶ୍ୟକ ଅଛି ,କିନ୍ତୁ ସେଇଟା ହେଉ ନାହିଁ।

  • @sanjaykumarkodamasingh1821
    @sanjaykumarkodamasingh1821 2 года назад +11

    ମରଣ ବେଳେ ବିପରୀତ ବୁଦ୍ଧି 😭😭😭 ହେ ପ୍ରଭୂ ତୁମେହି ଶା ଏମାନଙ୍କୁ ସଦ ବୁଦ୍ଧି ଦିଅ🙏🙏

  • @ajayadas7142
    @ajayadas7142 2 года назад +27

    କଳି ଯୁଗର ଆରମ୍ଭ ନା ଶେଷ !!! ଯେଉଁ ମାନେ ଏଭଳି ଉଦ୍ଭଟାମିକୁ ପ୍ରୋତ୍ସାହନ ଯୋଗାଉଛନ୍ତି , ସେମାନଙ୍କୁ ଆମ ଦେଶର ସନାତନ ଧର୍ମ ବିରୋଧ କରୁ । ସରକାର ନିଷେଧ ଆଦେଶ ପ୍ରଦାନ କରନ୍ତୁ । କୋର୍ଟ ମଧ୍ଯ ହସ୍ତଖେପ କରୁ ।

  • @PushpasinghThakur
    @PushpasinghThakur 2 года назад

    ହେ କୃଷ୍ଣ ହେ ରାମ 🙏🙏🙏

  • @cbmbalarammohapatra222
    @cbmbalarammohapatra222 2 года назад

    ଠାକୁର ଙ୍କୁ ମାଡ଼ି ଲାଣି ଲାଜ । ଧନ୍ୟବାଦ୍ ଅଲାଜୁକ

  • @mangaltudu1472
    @mangaltudu1472 2 года назад +16

    ପୁଷ୍ପା ଗୀତ ରେ ତୋ ଯାହା କରିଲେ
    ଆଉ ଜଣ କୁ ଦେଖ ଝିଅ ର ଅଣ୍ଟା ଦେଇ ଗାମୁଛା ପକେଇ ନାଚିଲାନି ଏଇଠି କୀର୍ତ୍ତନ ହେଉଛି ନା ଯାତ୍ରା
    ଏମାନଙ୍କୁ ବନ୍ଦ କରାଯାଉ

  • @nishikantdas339
    @nishikantdas339 2 года назад +7

    ହେ କାଳିଆ ଠାକୁର ତୁମେ କେବେ କଳିଯୁଗ ଶେଷ କରିବ 😭😭😭🙏🙏🙏🙏🙏🙏

  • @tv-yw4yr
    @tv-yw4yr 2 года назад +23

    ୟାକୁହିଁ କୁହନ୍ତି ବଂଶ ନାଶ ହେଲାବେଳେ ଘୋଡ଼ାମୁଁହା ପୁତ୍ର ଯାତ 😭

    • @beherababu8797
      @beherababu8797 2 года назад +2

      ଠିକ କଥା କହିଲେ ସାର

  • @babulibb5785
    @babulibb5785 2 года назад

    Bahut badhia.jemiti hele bhagabanka nama maha mantra gauchhanti.jemiti Dasyuratnakara mara mara kahi Muni palati jaithile.anya mananka pakhare ta Rama nama kahiba pain samaya nahi

  • @dibakarnayak1614
    @dibakarnayak1614 Год назад +1

    Dhanya kirtan

  • @Gyanaranjan_sahoo
    @Gyanaranjan_sahoo 2 года назад +5

    👏କଳିଯୁଗ ର ଶେଷ ସୀମା ରେ ଏ ସଂସାର 🙏ହେ ପ୍ରଭୁ ସମସ୍ତଙ୍କୁ ଉଦ୍ଧାର କର 👏

  • @sisirkanta3017
    @sisirkanta3017 2 года назад +4

    ଏ ସବୁ ଛାଡି... ମେଲଡି ଗୋଟିଏ ଲଗେଇଲେ.. ଭଲ ହେଇଥାନ୍ତା😃😃😍😍

  • @pulinchandrabhaisal4171
    @pulinchandrabhaisal4171 2 года назад +34

    ଯେ ଅବା ଯେଉଁ ରୂପେ ଭଜେ
    ହରି ତା ହୃଦୟ ନ ତେଜେ
    🙏 ଜୟ ଜଗନ୍ନାଥ
    ଯୁଗକୁ ଯୁଗ ଏହି ମତେ
    ପରମାନନ୍ଦ ଏ ଜଗତେ

    • @sampathi9515
      @sampathi9515 2 года назад +1

      Heu, tahele daaru sahita heijau.

    • @sampathi9515
      @sampathi9515 2 года назад +1

      Binasha kale biparita buddhi. Bansha budila bele ghodamuha pua janma huye. Sarbe nija kala karma ra phala bhogibe.

    • @saswatmandal7440
      @saswatmandal7440 2 года назад +1

      ଏଠାରେ ଇଶ୍ଵରଙ୍କ ରୂପ କଥା କୁହା ଯାଇଛି ମଣିଷର ବିଭିନ୍ନ ରୂପ କଥା କୁହା ଯାଇନି।ଦୟାକରି ଅର୍ଥକୁ ବୁଝିବାକୁ ଚେଷ୍ଟା କରନ୍ତୁ।ପ୍ରଭୁ ସମସ୍ତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ।

    • @pulinchandrabhaisal4171
      @pulinchandrabhaisal4171 2 года назад

      @@saswatmandal7440 Jai Jagannath.
      Thanks....

    • @pulinchandrabhaisal4171
      @pulinchandrabhaisal4171 2 года назад +1

      @@sampathi9515 Jai Jagannath...
      Thanks...
      Naamarupi ma da

  • @learnwithfun5897
    @learnwithfun5897 2 года назад +1

    *ଯେଉଁମାନେ ଏମିତି କରୁଛନ୍ତି , ସେମାନଙ୍କୁ ଲାଗିବା ଦରକାର ଯେ ସେମାନେ ଭୁଲ୍ କରୁଛନ୍ତି । ହିତାହିତ ଜ୍ଞାନ ଭୁଲି ଗଲେଣି ଲୋକେ ପଇସା ପାଇଁ ।*

  • @nishikantapal6481
    @nishikantapal6481 2 года назад +2

    ଏ ମାନଙ୍କୁ ସଦବୁଦ୍ଧି ଦିଅ ପ୍ରଭୁ

  • @rainbowcreation2040
    @rainbowcreation2040 2 года назад +15

    ଦେଉଳ ତୋଳି ପାରୁ ନଥିବା ଲୋକ ମାନେ ବାଟରେ ହଗି ନାଁ କମେଇବାର ପ୍ରୟାସ ଏଥିରେ ଆମେମାନେ ସମ ପରିମାଣରେ ଦାୟୀ କାରଣ ସେମାନେ ଆମ ଦ୍ୱାରା promot ହେଉଛନ୍ତି

  • @sidheswarsahoo2790
    @sidheswarsahoo2790 2 года назад +11

    *ପାଗଳ ହେଇଗଲଣି... ଶଳା ମାନଙ୍କୁ ବହେ ମାଡ଼ ଦରକାର !!!*

  • @tribaltravel7081
    @tribaltravel7081 2 года назад +11

    ଯାତ୍ରା ପାର୍ଟି ମେଲୋଡି dance ପରି ଲାଗୁଛି l

  • @muodia2047
    @muodia2047 2 года назад +10

    This is extremely shameful. Most of these style is being followed in Western Odisha.

  • @AnuAnanta
    @AnuAnanta 2 года назад +1

    ଭାଇ ଏଥି ପାଇଁ ଏମାନେ ଦାଇ ନୁହନ୍ତି ଆପୋଣ ମାନେ ଦାଇ ଅଟନ୍ତି, ଆରେ ଭାଇ ମାନେ ଆରେ ଆପୋଣ ମାନେ ତ ଏହିସବୁ ଦେଖିବା ପାଇଁ ଏମାନଙ୍କୁ ପଇସା ଦେଇ ଏମିତି କରିବାକୁ ବାଧ୍ୟ କରୁଛନ୍ତି ଏବଂ ଆପୋଣ ମାନେ ଯଦି ଏସବୁକୁ ଦେଖି ମୋଜା ନନିଅନ୍ତେ ତାହେଲେ ସବୁ ଠିକ୍ ହେଇଯିବ।

  • @ardhendunayak6609
    @ardhendunayak6609 2 года назад +13

    କଳିଯୁଗ ପରେ ଅଲାଯୁଗ ର ଆଗମନ.. ଲୋକମାନେ ବି ଏହାକୁ ପ୍ରଶ୍ରୟ ଦେଇଛନ୍ତି, ନହେଲେ ଏମାନେ ଏସବୁ କରିବା ପୂର୍ବରୁ ଥରେ ଚିନ୍ତା କରିଥାନ୍ତେ.

  • @ajayamoharana6341
    @ajayamoharana6341 2 года назад +8

    ହେ ପ୍ରଭୁ ଏମାନଙ୍କୁ ଏ ଅନ୍ଧାର ଭିତରୁ ଉଦ୍ଧାର କର

  • @udayabhanujena6233
    @udayabhanujena6233 2 года назад +10

    ଖାଇଗଲେ ଓଡ଼ିଆ ସଂସ୍କୃତି କୁ

  • @jospinasabar1684
    @jospinasabar1684 2 года назад +1

    Good work

  • @anandjena2012
    @anandjena2012 2 года назад +1

    ଏ ସବୁ ପଶ୍ଚିମ ଓଡିଶା ରେ ହଉଛି, ସେମାନଙ୍କ thought ଅଷ୍ଟପ୍ରହରୀ ହଉଛି ଗୋଟାଇ function, So function କୁ enjoy କରୁଛନ୍ତି
    ଆମ costal area ର ନୁହଁ

  • @JeeTu_IND
    @JeeTu_IND 2 года назад +20

    ଗୋଟେ ପାଲା ଚଳେଇଛନ୍ତି। ଭକ୍ତି ଜମା ନାହିଁ।ଛତରା ଙ୍କ ଭଳିଆ ଡ୍ୟାନ୍ସ ।ଛି ଏଇ ତ ଆମ ସଭ୍ୟତା।

  • @rajacreation6624
    @rajacreation6624 2 года назад +7

    ଏହିପରି ନୃତ୍ୟ କଲେ ଆମେ ଖୁବ୍ ଶିଘ୍ର ଆମ ସସ୍କୃତି କୁ ହରାଇବା🤭😢

  • @7starxxxgaming98
    @7starxxxgaming98 2 года назад +5

    ଆମ ସନାତନ ଧର୍ମ ର ସର୍ବ ଶ୍ରେଷ୍ଠ ହଉଛି ହରି ନାମ ଏ ମାନେ ତ ବାଳ କିଛି ଜାଣି ନାହାନ୍ତି ଵାସ କିଛି ପଇସା ପାଇଁ ଭଗବାନ କିଏ

  • @santoshbehera8137
    @santoshbehera8137 2 года назад

    ଅତି ନିନ୍ଦନୀୟ

  • @Chotu31-w6t
    @Chotu31-w6t 2 года назад +1

    ଏ କୀର୍ତନ ଦଳିଆ ଙ୍କୁ ଯିଏ ଖୋଜିକି ଆଣିଦେବ ମତେ ମୁ ତା ନାଁ ରେ ମୋ ସମ୍ପତି ଯାହା ଅଛି କରିଦେବି ଆଓ କୀର୍ତନ ଦଳିଆ ଙ୍କୁ ସରକାର ଙ୍କ ଅନୁମତି ନେଇ ତାଙ୍କୁ ସୁଳି ଦେବି 🙏

  • @parampitar_santan
    @parampitar_santan 2 года назад +8

    ଏମାନଙ୍କୁ ଖାଲି ଜୋତା ରେ ସେକିବା କଥା ଏଇ ମାନଙ୍କ ପାଇଁ ଆମ ସନାତନ ଧର୍ମ ତଳକୁ ଯାଉଚି , ହାରାମଯାଦ ଗୁଡା

    • @parsantahati666
      @parsantahati666 2 года назад

      Tue katkia magiha

    • @parampitar_santan
      @parampitar_santan 2 года назад

      @@parsantahati666 mind ur language ok ।
      Same to u...
      I think you are in this kirtania group ... So my opinion hurts you .... nonsense

  • @earthisbeautiful2527
    @earthisbeautiful2527 2 года назад +22

    ISCON Ra sankirtan Ru Kichhi shikha.
    Semane bideshi kintu tanka pain harinama Amruta.
    Only tribes are conserved their culture and traditions in a beautiful manner.❤️

    • @sangeetapani8744
      @sangeetapani8744 2 года назад +2

      ଏଇ ଶଳା ମାନେ ସେଇ ବିଦେଶିଙ୍କ ଠାରୁ ସିଖିବା ଉଚିତ୍ ଭକ୍ତି କେମିତି କରାଯାଏ।

    • @sridasharekrishna7646
      @sridasharekrishna7646 2 года назад +1

      Thank you

  • @debabratabirat5609
    @debabratabirat5609 2 года назад +4

    ଏଇଟା କରିବାଟା ଠିକ୍ ନୁହେଁ,,,,ଭଗବାନଙ୍କ ନାମକୁ ଏପରି ଭାବରେ ପରିବେଷଣ କରିବା ନିହାତି ଭାବରେ ମୂର୍ଖାମି ର ପରିଚୟ,,,,ଆମ ଓଡ଼ିଆ ସଂସ୍କୃତି କୁ କଳଙ୍କିତ କରନି..... ଜୟ ଜଗନ୍ନାଥ 🙏

  • @nilamanisahu4910
    @nilamanisahu4910 2 года назад

    ଏ ମାନେ ହିଁ ଆଧ୍ୟାତ୍ମିକ ମାର୍ଗ କୁ ଭାଙ୍ଗି ଚୁରମାର କରି ଦେଉ ଛନ୍ତି, କିନ୍ତୁ ଏମାନଙ୍କୁ ଧର୍ମ କି ଆଶୀର୍ବାଦ ଦେବ ସେ ନିଜେ ଜାଣିଛନ୍ତି 🙏🙏🙏🙏

  • @subaschandrakheti5225
    @subaschandrakheti5225 2 года назад +6

    ଧନ୍ୟ ଏମାନଙ୍କୁ ଜନ୍ମ ଦେଇ ଥିବା ବାପ ମା ମାନଂକୁ ଏମିତି ଅଲାଜୁକ ପିଲା ଛୁଆ ଜନ୍ମ କରି କଳି ଯୁଗ ସମାପ୍ତି ର ଦ୍ଵାର ଖୋଲି ଦେଇଥିବାରୁ....

  • @jitendrasahoo5099
    @jitendrasahoo5099 2 года назад +11

    ଓଡ଼ିଆ ସଂସ୍କୃତି କୁ ନଷ୍ଟ କରୁଛନ୍ତି।

  • @manthan.s1354
    @manthan.s1354 2 года назад +4

    *Modern ଯୁଗରେ Modern କୀର୍ତ୍ତନ*

  • @chittaranjanojha9439
    @chittaranjanojha9439 2 года назад +18

    ଏମାନେ ବୋଧେ ଅଲଗା ଦୁନିଆ ରୁ ଆସିଛନ୍ତି ଓଡ଼ିଆ ର କଳା ସଂକୃତି କୁ ଜାଣି ନାହାଁନ୍ତି ସେଥିପାଇଁ ଏମିତି କରୁଛନ୍ତି ଏମାନେ ଭାବୁଛନ୍ତି କି ଓଡ଼ିଶାର ହରିନାମ କୀର୍ତ୍ତନ କୁ ନୂଆ କରି ଆବିର୍ଭାବ କରିବେ ବୋଲି ବିନାଶ କାଳେ ଵିପରିତ ବୁଦ୍ଧି ଜୟ ଜଗନ୍ନାଥ 🙏

  • @gayatripatel1681
    @gayatripatel1681 2 года назад

    ଖୁବ୍ ଲଜ୍ଜାଜନକ ।

  • @swainjaidev
    @swainjaidev 2 года назад +1

    ବେସ୍ତ ନାହିଁ ଏମାନଙ୍କର ପତନ ଖୁବ ଶୀଘ୍ର। କଉଠି ନା କଉଠି ପ୍ରତ୍ୟକ୍ଷ ବା ପରୋକ୍ଷରେ ଆମେ ହିଁ ଦାୟୀ। ଏମାନଙ୍କୁ ପ୍ରୋତ୍ସାହନ ନଦେଲେ ଏମିତି ଉତ୍ପାତ ହେବିନି। ଜଗନ୍ନାଥ ମହାପ୍ରଭୁ ଏମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ।

  • @mr.tripatipatra6448
    @mr.tripatipatra6448 2 года назад +13

    ଭଗବାନ ଙ୍କୁ ଟିକେ ଡରରେ କୀର୍ତିନିଆ ଦଳ

  • @jayantaswain9826
    @jayantaswain9826 2 года назад +7

    ଏ ଶଳାଙ୍କ ପାଇଁ କଳିଯୁଗ ଶେଷ ହବ

  • @maheshdas5438
    @maheshdas5438 2 года назад +8

    ସଂସ୍କୃତି ଓ ସଂସ୍କାର ଧ୍ଵଂସlଭିମୁଖୀ l 🙏

  • @believeonsecretstudy6050
    @believeonsecretstudy6050 2 года назад

    ଏମାନେ ଏହିଭଳି ଅଶ୍ଳୀଳ ଭାବେ ନାମ ସଂକୀର୍ତ୍ତନ କରୁଛନ୍ତି ଯାଉଥି ପାଇଁ ଆମ ଓଡିଆ ପରମ୍ପରା ବହୁତ ନୀଚ କୁ ଚାଲିଯାଉଛି । ଆରେ ସଂକୀର୍ତ୍ତନ ଏହି ଭଳି ହୋଇନଥାଏ ଅଶ୍ଳୀଳ ବ୍ୟକ୍ତି ମାନେ, ଆସନ୍ତୁ ସଭିଙ୍କୁ ମୁଁ ନିମନ୍ତ୍ରଣ କରୁଛି ବ୍ରହ୍ମପୁର ସହର ନିକଟସ୍ଥ ଦୂର୍ବନ୍ଧ ଗ୍ରାମକୁ ,ଆମେ ଦେଖେଇଦେବୁ ଆପଣ ମାନଙ୍କୁ କି କୌଭଳି ଭକ୍ତି ର ସହ ନାମ ସଙ୍କୀର୍ତ୍ତନ କରାଯାଏ, ଏମିତି ଅଶ୍ଳୀଳ ଭାବେ ନୁହେଁ।।। ଥରେ ନିଂଚୟ ଆସିବେ ଆମ ଗାଆଁ କୁ ନାମ ସଙ୍କୀର୍ତ୍ତନ କଳା ଦେଖିବା ପାଇଁ ।
    ଶେଷରେ ଏତିକି କହିବି ଯେ ଯୌମାନେ ବି ଏହି ଅଶ୍ଳୀଳ ସଙ୍କୀର୍ତ୍ତନ କୁ ପ୍ରଶ୍ରୟ ଦେଇଛନ୍ତି ଦୟା କରି ସେମାନେ ସୁଧୁରି ଯାଆନ୍ତୁ 🙏

  • @bishnuprasadchand2712
    @bishnuprasadchand2712 2 года назад +1

    ଯାହା ହେଉଛି ଠିକ୍ ହେଉଛି,କାରଣ ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ କେତେ ଓଡିଆ ପରମ୍ପରା ବଜାୟ ରଖୁଛନ୍ତି,ସହର କଥା ତ ଛାଡ,ଗାଁ ଗୁଡିକରେ ଆଗରୁ ଯେଉଁ ପରମ୍ପରା ଦେଖାଯାଉଥିଲା ତାହା ଏବେ ଦେଖାଯାଉଛି କି? ସମୟ/ସମାଜ ଯେଉଁ ହିସାବରେ ଗ୍ରହଣ କରୁଛି ସେହି ହିସାବରେ ଚାଲିବା ଦରକାର। ଏମାନେ କିଛି ହେଲେ ଭଗବାନଙ୍କୁ ଡାକୁଛନ୍ତି,ସେହି ସମାନ ବୟସର ପିଲାଙ୍କୁ ତୁମେ ପାର୍କ ନଚେତ କୋଉଠି ହାତ ଧରାଧରି ହୋଇ ବୁଲିବାର ଦେଖିବ।

  • @bhubanbiharinaik4137
    @bhubanbiharinaik4137 2 года назад +9

    ହରି ହେ ରକ୍ଷlକର 😭😭

  • @baikuntha_behera
    @baikuntha_behera 2 года назад +19

    ଗୃହସ୍ଥାରେ ରହି ବିଷୟାରେ ମଜ୍ଜି ଯେପାରେ ହରିଙ୍କି ଭଜି ,ନିଷ୍କାମ ଅର୍ଜୁନ ବଢେ ଦିନୁ ଦିନ ନିଜକୁ ପାରଇ ବୁଝି।🙏🏻🙏🏻

    • @shrabanaswain2955
      @shrabanaswain2955 2 года назад

      Tar maa r pudi paibu ba magiha

    • @baikuntha_behera
      @baikuntha_behera 2 года назад +1

      @@shrabanaswain2955 bsdk sambalpuri bujhsi bo madarchod... tor maa nae na bodhe ki randi tor maa so au kahar maa ku respect dei jana nae.... ତୋ ଭଳି ଲୋକ ପାଇଁ ପଶ୍ଚିମ ଓଡିଶାର ଲୋକଙ୍କ ଚିନ୍ତାଧାରା ସେମିତି।
      Au to maa ku sei pudi word use karibu coz tu gote Randi chua mg 😂😂😂
      Tate kou drain ru paithile kire toh ghara loko 😂😂

    • @baikuntha_behera
      @baikuntha_behera 2 года назад +1

      @@shrabanaswain2955 kaha maa ku kahiba agaru nija maa ra achi na nae dekhiki kahibu randi chua maa ra izzat janeni au emiti word use kare.... ମୂର୍ଖ ଘର ମୂର୍ଖଛୁଆ 😂😂😂

  • @aknayak2741
    @aknayak2741 2 года назад +6

    Astaprahari and kirtan are becoming the stage of entertainment now a days... When I was in my childhood I used to watch and sit there to enjoy the divinity but now it is the Glory of entertainment only.

  • @anilrana-ce6vl
    @anilrana-ce6vl 2 года назад +1

    ଏମାନଙ୍କ ମା ବାପା ହିଁ ଏମାନଙ୍କୁ ଏଇ ସଂସ୍କାର ଦେଇଛନ୍ତି l

  • @jashobantaraita362
    @jashobantaraita362 2 года назад

    Bahut dukha laguchhi ki aaji ra manaba samaj bhgabananku bi adhunika buli bhabuchhanti.he bhagaba semananku tk sadbudhi diantu Jaya Shree Krishna 🙏🙏🙏

  • @villageboybitu1523
    @villageboybitu1523 2 года назад +5

    ଅପେକ୍ଷା କୋଉଦିନ ହଟପ୍ୟାଣ୍ଟ ପିନ୍ଧି ଟିପିଟିପି ବର୍ଷାପାଣି ସ୍ୱର କରିବେ, ଏମାନଙ୍କ ଅପେକ୍ଷା ଯେଉଁ ଗ୍ରାମରେ ହେଉଛି ସେହି ଗ୍ରାମର ଲୋକ ମାନଙ୍କୁ ଦଣ୍ଡ ଦେବା କଥା, ଓଡ଼ିଆ ସଂସ୍କୃତିକୁ ନଷ୍ଟ କରୁଛନ୍ତି,ଛି

  • @amarbadaseth7325
    @amarbadaseth7325 2 года назад +5

    ଏଇଟା କଣ କୀର୍ତ୍ତନ କୁହାଯାଏ। ପରମ୍ପରା ଭୁଲିଯାଉଛନ୍ତି ସବୁ |

  • @SHREE-139k
    @SHREE-139k 2 года назад +5

    ଧିକି ଜୀବନ 😭😭ହେ ନାରାୟଣ 🙏ରକ୍ଷାକାର ଧର୍ମକୁ😭😭ଏପାପି ମାନଙ୍କ କବଳରୁ 🙏🙏

  • @akshayanath1524
    @akshayanath1524 2 года назад +4

    ଏଥି ପାଇଁ ସରକାର ପଦକ୍ଷେପ ନେବା ଦରକାର୍

  • @anildeep1234
    @anildeep1234 2 года назад +1

    _ଓଡ଼ିଶାର ପରମ୍ପରା କେ ପୁରା ବର୍ବାଦ କେଇଦେଉଛନ୍ ହାରାମି ମାନେ ଇ ମାନଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିଆଯିବାର କଥା...._